< રોમિણઃ 14 >

1 યો જનોઽદૃઢવિશ્વાસસ્તં યુષ્માકં સઙ્ગિનં કુરુત કિન્તુ સન્દેહવિચારાર્થં નહિ|
ଜଦି କେତେକ୍‌ ଲକ୍‌ କିରିସ୍‌ଟକେ ବିସ୍‌ବାସ୍‌ କଲାଇନି, ମାତର୍‌ ତାକର୍‌ ବିସ୍‌ବାସ୍‌ ଡାଁଟ୍‍ନାଇ, ସେମନ୍‌କେ ମିସା ଡାକି ମିସାଆ । ମାତର୍‌ ସେମନର୍‌ ଚିନ୍ତା କର୍‌ବାଟା ତମର୍‌ପାରା ନ ରଇଲେ, ତାକର୍‌ ସଙ୍ଗ୍‍ ଦଦାପେଲା ଉଆ ନାଇ ।
2 યતો નિષિદ્ધં કિમપિ ખાદ્યદ્રવ્યં નાસ્તિ, કસ્યચિજ્જનસ્ય પ્રત્યય એતાદૃશો વિદ્યતે કિન્ત્વદૃઢવિશ્વાસઃ કશ્ચિદપરો જનઃ કેવલં શાકં ભુઙ્ક્તં|
କେତେକ୍‌ ଲକର୍‌ ବିସ୍‌ବାସ୍‌, ଜେନ୍ତି ରକାମର୍‌ କାଦିକେ ମିସା ଉଁ ବଲି କଇବାଇ । ମାତର୍‌ ଜାର୍‌ ବିସ୍‌ବାସ୍‌ ଏବେଜାକ ଡାଁଟ୍‍ନାଇ ସେମନ୍‍ କାଇ ମାଉଁସ୍‌ ମିସା କାଇବାର୍‌ ନଏଁ, ଅବ୍‌କା ସାଗ୍‌ଡାଲ୍‌ସେ କାଇବାଇ ।
3 તર્હિ યો જનઃ સાધારણં દ્રવ્યં ભુઙ્ક્તે સ વિશેષદ્રવ્યભોક્તારં નાવજાનીયાત્ તથા વિશેષદ્રવ્યભોક્તાપિ સાધારણદ્રવ્યભોક્તારં દોષિણં ન કુર્ય્યાત્, યસ્માદ્ ઈશ્વરસ્તમ્ અગૃહ્લાત્|
ଜନ୍‌ ଲକ୍‌ମନ୍‌ ସବୁଜାକ କାଇବାଇ, ସେମନ୍‌ ଆମେ ଅବ୍‌କା ସାଗ୍‌ଡାଲ୍‌ କାଇବା ଲକର୍‌ଟାନେଅନି ବଡ୍‍ ବଲି ବାବ୍‌ବାର୍‌ ନାଇ । ସେନ୍ତାରିସେ ଜନ୍‌ଲକ୍‌ମନ୍‌ ଅବ୍‌କା ସାଗ୍‌ଡାଲ୍‌ସେ କାଇବାଇ, ସେମନ୍‌ ଆମେ ସବୁରକାମର୍‌ କାଦିକାଇବା ଲକ୍‌ମନର୍‌ଟାନେଅନି ବଡ୍‍ ବଲି ବାବ୍‌ବାର୍‌ନାଇ । କାଇକେବଇଲେ ପର୍‌ମେସର୍‌ ଦୁଇ ଦଲର୍‌ ଲକ୍‌ମନ୍‌କେ ମିସା ବାଚ୍‌ଲା ଆଚେ ।
4 હે પરદાસસ્ય દૂષયિતસ્ત્વં કઃ? નિજપ્રભોઃ સમીપે તેન પદસ્થેન પદચ્યુતેન વા ભવિતવ્યં સ ચ પદસ્થ એવ ભવિષ્યતિ યત ઈશ્વરસ્તં પદસ્થં કર્ત્તું શક્નોતિ|
ବିନ୍‌ ଲକର୍‌ ଦାଙ୍ଗ୍‌ଡାମନ୍‌କେ ଆମେ ବିଚାର୍‌ କର୍‌ବାର୍‌ ନାଇ । କାଇକେବଇଲେ ସେମନ୍‌ କର୍‌ବା କାମ୍‌ କଲାଇ ଆଚତ୍‌ କି ନାଇ ବଲି ତାକର୍‌ ସାଉକାର୍‌ ଦେକ୍‌ସି । ଆରି ପର୍‌ମେସର୍‌ ଜନ୍‌ଟା ମନ୍‍ କଲାନି, ସେମନ୍‌ ସେଟା କର୍‌ବାଇ । କାଇକେବଇଲେ ପର୍‌ମେସର୍‌ ସେମନ୍‌କେ ସାଇଜ କଲାନି ।
5 અપરઞ્ચ કશ્ચિજ્જનો દિનાદ્ દિનં વિશેષં મન્યતે કશ્ચિત્તુ સર્વ્વાણિ દિનાનિ સમાનાનિ મન્યતે, એકૈકો જનઃ સ્વીયમનસિ વિવિચ્ય નિશ્ચિનોતુ|
ସେନ୍ତାରିସେ, ବିନ୍‌ଦିନ୍‌ ମନର୍‌ଟାନେଅନି କନ୍‌ଆଲେ ଗଟେକ୍‌ଦିନ୍‌ ସୁବ୍‌ଦିନ୍‌ ବଲି କେତେ ଲକ୍‌ ବାବ୍‌ବାଇ । ବିନ୍‌ ଲକ୍‌ମନ୍‌ ସବୁଦିନ୍‌ ସମାନ୍‌ ବଲି ବାବ୍‌ବାଇ । କନ୍‌ଟା ଟିକ୍‌ ରଇସି ବଲି ଲକ୍‌ମନ୍‌ ନିଜେ ନିଜେ ବିଚାର୍‌ କର୍‌ବାର୍‌ ଆଚେ ।
6 યો જનઃ કિઞ્ચન દિનં વિશેષં મન્યતે સ પ્રભુભક્ત્યા તન્ મન્યતે, યશ્ચ જનઃ કિમપિ દિનં વિશેષં ન મન્યતે સોઽપિ પ્રભુભક્ત્યા તન્ન મન્યતે; અપરઞ્ચ યઃ સર્વ્વાણિ ભક્ષ્યદ્રવ્યાણિ ભુઙ્ક્તે સ પ્રભુભક્તયા તાનિ ભુઙ્ક્તે યતઃ સ ઈશ્વરં ધન્યં વક્તિ, યશ્ચ ન ભુઙ્ક્તે સોઽપિ પ્રભુભક્ત્યૈવ ન ભુઞ્જાન ઈશ્વરં ધન્યં બ્રૂતે|
ଜନ୍‌ ଲକ୍‌ମନ୍‌ ବିନ୍‌ଦିନ୍‌ ମନର୍‌ଟାନେଅନି ଗଟେକ୍‌ ଦିନ୍‌ ସୁବ୍‌ ବଲି ବାବ୍‌ବାଇ, ସେମନ୍‌ ପର୍‌ମେସର୍‌କେ ସାର୍‌ଦା କରାଇବାକେ ସେନ୍ତାରି ବାବ୍‌ବାଇ । ସେନ୍ତାରିସେ, ଜନ୍‌ଲକ୍‌ମନ୍‌ ସବୁ ରକାମ୍‌ କାଦି କାଇବାଇ, ସେଟା ପର୍‌ମେସର୍‌କେ ସାର୍‌ଦା କରାଇବାକେ କର୍‌ବାଇ ଆରି ସେଟାର୍‌ପାଇ ତାକେ ଦନିଅବାଦ୍‌ ଦେବାଇ । ଆରି ଜନ୍‌ଲକ୍‌ମନ୍‌ ଅବ୍‌କା ସାଗ୍‌ଡାଲ୍‌ କାଇବାଇ, ସେମନ୍‌ ସେଟା ପର୍‌ମେସର୍‌ ସାର୍‌ଦା ଅଇସି ବଲି କାଇଲାଇନି ଆରି ସେମନ୍‌ ମିସା ତାକେ ଦନିଅବାଦ୍‌ ଦେଲାଇନି ।
7 અપરમ્ અસ્માકં કશ્ચિત્ નિજનિમિત્તં પ્રાણાન્ ધારયતિ નિજનિમિત્તં મ્રિયતે વા તન્ન;
ଆମର୍‌ ବିତ୍‌ରେ ସବୁଲକ୍‌ ଦର୍‌ତନିତେଇ ବଁଚିରଇଲେ କି ମରିଗାଲେ ମିସା ପର୍‌ମେସରର୍‌ ।
8 કિન્તુ યદિ વયં પ્રાણાન્ ધારયામસ્તર્હિ પ્રભુનિમિત્તં ધારયામઃ, યદિ ચ પ્રાણાન્ ત્યજામસ્તર્હ્યપિ પ્રભુનિમિત્તં ત્યજામઃ, અતએવ જીવને મરણે વા વયં પ્રભોરેવાસ્મહે|
ଆମେ ବଁଚିରଇଲେ ପର୍‌ମେସରର୍‌ ପାଇ, ମରିଗାଲେମିସା ସେନ୍ତାରିସେ । ତେବର୍‌ପାଇ ଆମେ ବଁଚିରଇଲେ କି ମରିଗାଲେ ପର୍‌ମେସରର୍‌ ପାଇସେ ।
9 યતો જીવન્તો મૃતાશ્ચેત્યુભયેષાં લોકાનાં પ્રભુત્વપ્રાપ્ત્યર્થં ખ્રીષ્ટો મૃત ઉત્થિતઃ પુનર્જીવિતશ્ચ|
କାଇକେବଇଲେ କିରିସ୍‌ଟ ମରିଗାଲା ଆରି ମଲାତେଇଅନି ଆରିତରେକ୍‌ ଉଟ୍‌ଲା । ସେଟାର୍‌ପାଇ ସେ ମଲାଲକ୍‌ମନ୍‌କେ ଆରି ଜିବନ୍‌ ରଇଲା ଲକ୍‌ମନ୍‌କେ ସାସନ୍‌ କର୍‌ସି ।
10 કિન્તુ ત્વં નિજં ભ્રાતરં કુતો દૂષયસિ? તથા ત્વં નિજં ભ્રાતરં કુતસ્તુચ્છં જાનાસિ? ખ્રીષ્ટસ્ય વિચારસિંહાસનસ્ય સમ્મુખે સર્વ્વૈરસ્માભિરુપસ્થાતવ્યં;
୧୦ତେବେ ତମେ କାଇକେ ଅବ୍‌କା ସାଗ୍‌ଡାଲ୍‌ କାଇବା ବାଇମନ୍‌କେ ବିଚାର୍‌ କଲାସ୍‌ନି? ଆରି ଜନ୍‌ଲକ୍‌ମନ୍‌ ସବୁ ରକାମ୍‌ କାଦି କାଇଲାସ୍‌ନି, ଅବ୍‌କା ସାଗ୍‌ଡାଲ୍‌ କାଇବା ଲକ୍‌ମନ୍‌କେ କାଇକେ ଗିନ୍‌ କଲାସ୍‌ନି? କାଇକେବଇଲେ ଆମେ ସବୁଲକ୍‌ ପରମେସରର୍‌ ମୁଆଟେ ଟିଆ ଅଇଲେ, ସେ ଆମ୍‌କେ ବିଚାର୍‌ କର୍‌ସି ।
11 યાદૃશં લિખિતમ્ આસ્તે, પરેશઃ શપથં કુર્વ્વન્ વાક્યમેતત્ પુરાવદત્| સર્વ્વો જનઃ સમીપે મે જાનુપાતં કરિષ્યતિ| જિહ્વૈકૈકા તથેશસ્ય નિઘ્નત્વં સ્વીકરિષ્યતિ|
୧୧କାଇକେବଇଲେ ସାସ୍‌ତରେ ଲେକାଆଚେ, “ମାପ୍‌ରୁ କଇଲାନି, ମୁଇ ଜିବନ୍‌ ରଇବା ପରମେସର୍‌, ତେବର୍‌ପାଇ ସବୁ ମୁନୁସ୍‌ଜାତି ମର୍‌ ମୁଆଟେ ମାଣ୍ଡିକୁଟା ଦେବାଇ । ମୁଇ ପରମେସର୍‌ ବଲି ସବୁ ଲକ୍‌ ନାମ୍‌ବାଇ ।”
12 અતએવ ઈશ્વરસમીપેઽસ્માકમ્ એકૈકજનેન નિજા કથા કથયિતવ્યા|
୧୨ସେବେଲେ ଆମେ ସବୁ ଲକ୍‌ ପରମେସରର୍‌ ଲଗେ ଟିଆଅଇ ଆମେ କରିରଇବା କାମର୍‌ ଇସାବ୍‌ ଦେବାକେ ପଡ୍‌ସି ।
13 ઇત્થં સતિ વયમ્ અદ્યારભ્ય પરસ્પરં ન દૂષયન્તઃ સ્વભ્રાતુ ર્વિઘ્નો વ્યાઘાતો વા યન્ન જાયેત તાદૃશીમીહાં કુર્મ્મહે|
୧୩ସେଟାର୍‌ ପାଇ ତମର୍‌ ବିତ୍‌ରେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ବିଚାର୍‌ କରାନାଇ । ତାର୍‌ ବାଦୁଲେ ଆମର୍‌ ବାଇମନର୍‌ ଚଲାଚଲ୍‌ତିତେଇ ବିନ୍‌ ଲକ୍‌କେ ପାପ୍‌ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍‌ବାର୍‌ ଆଚେ ।
14 કિમપિ વસ્તુ સ્વભાવતો નાશુચિ ભવતીત્યહં જાને તથા પ્રભુના યીશુખ્રીષ્ટેનાપિ નિશ્ચિતં જાને, કિન્તુ યો જનો યદ્ દ્રવ્યમ્ અપવિત્રં જાનીતે તસ્ય કૃતે તદ્ અપવિત્રમ્ આસ્તે|
୧୪ଜିସୁ ମାପ୍‌ରୁର୍‍ ସଙ୍ଗ୍‍ ମିସ୍‌ଲାର୍‌ପାଇ ପର୍‌ମେସର୍‌ ଦେକ୍‌ବା ଇସାବେ କାଇ କାଦି ମିସା ନିଚ୍‌ବାଟା ନାଇ ବଲି ମୁଇ ଜାନି । ମାତର୍‌ କାଇମିସା ଗଟେକ୍‌ କାଦି ପର୍‌ମେସର୍‌ ନିଚ୍‌ଲା ଆଚେ ବଲି ଗଟେକ୍‌ ଲକ୍‌ ବିସ୍‌ବାସ୍‌ କଲେ, ସେଟା ସେ ନ କାଇଲେ ତାର୍‌ପାଇ ନିକ ।
15 અતએવ તવ ભક્ષ્યદ્રવ્યેણ તવ ભ્રાતા શોકાન્વિતો ભવતિ તર્હિ ત્વં ભ્રાતરં પ્રતિ પ્રેમ્ના નાચરસિ| ખ્રીષ્ટો યસ્ય કૃતે સ્વપ્રાણાન્ વ્યયિતવાન્ ત્વં નિજેન ભક્ષ્યદ્રવ્યેણ તં ન નાશય|
୧୫ତମେ କାଇ କାଦି ମିସା କାଇଲାର୍‌ପାଇବଲି ଜଦି ତମର୍‌ ଗଟେକ୍‌ ବାଇକେ ଦୁକ୍‌ କରାଇସା, ସେନ୍ତାର୍‌ଆଲେ ତାର୍‌ପାଇ ତମର୍‌ କାଇ ଆଲାଦ୍‌ ନାଇ ପାରା ଆଚେ । ତମର୍‌ କାଇବା କାଦିର୍‌ଲାଗି ଆରିଗଟେକ୍‌ ଲକ୍‌ ମନ୍‌ କଲାନି । ସେଟା ନିକ ନଏଁ । କାଇକେବଇଲେ ସେ ମିସା ତମର୍‌ ସଙ୍ଗର୍‌ ବିସ୍‌ବାସି । ଆରି ତାର୍‌ ଜାଗାଇମିସା କିରିସ୍‌ଟ ମଲାଆଚେ ।
16 અપરં યુષ્માકમ્ ઉત્તમં કર્મ્મ નિન્દિતં ન ભવતુ|
୧୬ଜଦି ଆରି କନ୍‌ ରକାମ୍‌ ଚଲାଚଲ୍‌ତି ପର୍‌ମେସରର୍‌ ମନ୍‌କେ ଜାଏ ନାଇ ବଲି କେତେଟା ବିସ୍‌ବାସି ବାବ୍‌ବାଇ, ମାତର୍‌ ସେଟା ବଲ୍‌ ବଲି ତମେ ବାବ୍‌ସା ବଇଲେ ସେଟା କରା ନାଇ । ସେନ୍ତାର୍‌ଆଲେ ସେଟା ନିକ ନଏଁ ବଲି କେ ବାବିନାପାରତ୍‌ ।
17 ભક્ષ્યં પેયઞ્ચેશ્વરરાજ્યસ્ય સારો નહિ, કિન્તુ પુણ્યં શાન્તિશ્ચ પવિત્રેણાત્મના જાત આનન્દશ્ચ|
୧୭ପରମେସରର୍‌ ରାଇଜର୍‌ ସାସନ୍‌ ଅବ୍‌କା ନ କାଇବା କାଦିପିଦିର୍‌ ନିଅମର୍‌ପାଇ ନାଇ । ମାତର୍‌ ତାର୍‌ ମୁଆଟେ ଦରମ୍‌ ବଲାଇଅଇବାଟା, ବିନ୍‌ ଲକ୍‌ମନର୍‌ ସଙ୍ଗ୍‍ ମିସି ସୁକ୍‌ସାନ୍ତିସଙ୍ଗ୍‍ ରଇବାଟା, ଆରି ସୁକଲ୍‌ଆତ୍‌ମା ଦେଇରଇବା ସାର୍‌ଦା ବିସଇ ଆଚେ ।
18 એતૈ ર્યો જનઃ ખ્રીષ્ટં સેવતે, સ એવેશ્વરસ્ય તુષ્ટિકરો મનુષ્યૈશ્ચ સુખ્યાતઃ|
୧୮ଆମେ କିରିସ୍‌ଟକେ ଏ ରକାମ୍‌ ନାମ୍‌ଲେ, ପର୍‌ମେସର୍‌କେ ସାର୍‌ଦା କରାଇବୁ ଆରି ବିନ୍‌ ଲକ୍‌ମନ୍‌କେ ନାମାଇବୁ ।
19 અતએવ યેનાસ્માકં સર્વ્વેષાં પરસ્પરમ્ ઐક્યં નિષ્ઠા ચ જાયતે તદેવાસ્માભિ ર્યતિતવ્યં|
୧୯ସେଟାର୍‌ ପାଇ ଆସା, ଆମେ ଏନ୍ତାରି ଚଲାଚଲ୍‌ତି କରୁ, ଜେନ୍ତାରିକି ଆମର୍‌ ଆମର୍‌ ବିତ୍‌ରେ ସୁକ୍‌ ସାନ୍ତିସଙ୍ଗ୍ ରଇଅଇସି । ଆରି ଆମର୍‌ ବିସ୍‌ବାସ୍‌ ଡାଟ୍‌ ରଇସି ।
20 ભક્ષ્યાર્થમ્ ઈશ્વરસ્ય કર્મ્મણો હાનિં મા જનયત; સર્વ્વં વસ્તુ પવિત્રમિતિ સત્યં તથાપિ યો જનો યદ્ ભુક્ત્વા વિઘ્નં લભતે તદર્થં તદ્ ભદ્રં નહિ|
୨୦ଜନ୍‌ କାଦି କାଇବାକେ ବିନ୍‌ ଲକର୍‌ ମନ୍‌ନାଇ, ସେ କାଦି କାଇକରି, ପର୍‌ମେସରର୍‌ କାମ୍‌ ନସାଆ ନାଇ । ଜନ୍‌ ରକାମ୍‌ କାଦିମିସା କାଇଅଇସି । ମାତର୍‌ ତମେ କାଇଲାର୍‌ପାଇ ବିନ୍‌ ଲକ୍‌ମନ୍‌କେ ପାପ୍‌ବାଟେ ଡାକିନେଲେ, ସେଟା ବୁଲ୍‌ ।
21 તવ માંસભક્ષણસુરાપાનાદિભિઃ ક્રિયાભિ ર્યદિ તવ ભ્રાતુઃ પાદસ્ખલનં વિઘ્નો વા ચાઞ્ચલ્યં વા જાયતે તર્હિ તદ્ભોજનપાનયોસ્ત્યાગો ભદ્રઃ|
୨୧ବିନ୍‌ ଲକ୍‌ମନ୍‌ ନିଚ୍‌ବା କାଦି ଆମେ କାଇବାର୍‌ ନାଇ । କି ମଦ୍‌ କାଇବାର୍‌ ନାଇ । ଆମର୍‌ ବିତ୍‌ରେ ରଇବା ଗଟେକ୍‌ ବାଇ କି ବଇନିକେ ପାପ୍‌ବାଟେ ଜିବା ବିସଇ ନ କରୁ ।
22 યદિ તવ પ્રત્યયસ્તિષ્ઠતિ તર્હીશ્વરસ્ય ગોચરે સ્વાન્તરે તં ગોપય; યો જનઃ સ્વમતેન સ્વં દોષિણં ન કરોતિ સ એવ ધન્યઃ|
୨୨ଏ ବିସଇନେଇ ତମେ କାଇଟା ବିସ୍‌ବାସ୍‌ କଲାସ୍‌ନି ସେଟା ପରମେସରର୍‌ ଆରି ତମର୍‌ ବିତ୍‌ରେ ରଅ । ଜନ୍‌ ଲକ୍‌ମନ୍‌ ନିଜର୍‌ ଚଲାଚଲ୍‌ତିର୍‌ପାଇ ନିଜର୍‌ ବିବେକ୍‍ ସେମନ୍‌କେ ଦସ୍‌ ନ ଦାରେ, ସେ କେଡେକ୍‌ କରମର୍‌ ଲକ୍‌ ।
23 કિન્તુ યઃ કશ્ચિત્ સંશય્ય ભુઙ્ક્તેઽર્થાત્ ન પ્રતીત્ય ભુઙ્ક્તે, સ એવાવશ્યં દણ્ડાર્હો ભવિષ્યતિ, યતો યત્ પ્રત્યયજં નહિ તદેવ પાપમયં ભવતિ|
୨୩ଜଦି ଗଟେକ୍‌ ଲକ୍‌ ତାର୍‌ କାଇବାଟା ଟିକ୍‌ କି ନାଇ ବଲି ବାବ୍‌ଲାନି, ଆରି ମନ୍‌କେ ନ ଲାଗ୍‌ବା କାଦି କାଇସି, ସେନ୍ତାର୍‌ଆଲେ ସେ, ପର୍‌ମେସରର୍‌ ବିରୁଦେ ପାପ୍‌କଲାନି । କାଇକେବଇଲେ ସେ ନିଜର୍‌ ବିବେକ୍‌କେ ମାନେନାଇ । ଜନ୍‌ଟା ନିକ ନଏଁ ବଲି ଆମେ ବିସ୍‌ବାସ୍‌ କଲୁନି, ଆରି ସେଟାସେ କରିଆଇଲୁନି, ସେନ୍ତାର୍‌ଆଲେ ଆମେ ପାପ୍‌କଲୁନି ।

< રોમિણઃ 14 >