< ပြကာၑိတံ 22 +
1 အနန္တရံ သ သ္ဖဋိကဝတ် နိရ္မ္မလမ် အမၖတတောယသျ သြောတော မာမ် အဥရ္ၑယတ် တဒ် ဤၑွရသျ မေၐၑာဝကသျ စ သိံဟာသနာတ် နိရ္ဂစ္ဆတိ၊
ନଃଉଆଁ ହୁର୍ତି ତଃୟ୍ କାଚ୍ ହର୍ ନିର୍ମୁଳ୍ ଜିବନ୍ ହାଣିର୍ ଗଟେକ୍ ଗାଡ୍ ଦୁତ୍ ମକ୍ ଦଃକାୟ୍ଲା । ଇ ଗାଡ୍ ଇସ୍ୱର୍ ଆର୍ ମେଣ୍ଡାହିଲାର୍ ସିଙ୍ଗାସଣେ ହୁଣି ବାରାୟ୍,
2 နဂရျျာ မာရ္ဂမဓျေ တသျာ နဒျား ပါရ္ၑွယောရမၖတဝၖက္ၐာ ဝိဒျန္တေ တေၐာံ ဒွါဒၑဖလာနိ ဘဝန္တိ, ဧကဲကော ဝၖက္ၐး ပြတိမာသံ သွဖလံ ဖလတိ တဒွၖက္ၐပတြာဏိ စာနျဇာတီယာနာမ် အာရောဂျဇနကာနိ၊
ଗଃଳାର୍ ମଃଜି ରଃସ୍ତା ବାଟ୍ ଅୟ୍ଜାତି ରିଲି । ଗାଡାର୍ ଦୁୟ୍ କଣ୍ଡି ବାଟ୍ ଜିବନ୍ ଗଃଚ୍ ଆଚେ । ସେରି ବଃର୍ସାର୍ ହଃତି ମାସେ, ହଃଳ୍ ହଃଳେଦ୍ ଆର୍ ଇତାର୍ ହଃତାର୍ ରଗ୍ ଉଜ୍ କଃର୍ତାର୍ ।
3 အပရံ ကိမပိ ၑာပဂြသ္တံ ပုန ရ္န ဘဝိၐျတိ တသျာ မဓျ ဤၑွရသျ မေၐၑာဝကသျ စ သိံဟာသနံ သ္ထာသျတိ တသျ ဒါသာၑ္စ တံ သေဝိၐျန္တေ၊
ଇସ୍ୱରାର୍ ସାୟ୍ପ୍ ହାୟ୍ଲାର୍ କାୟ୍ରି ହେଁ ସେ ଗଃଳେ ଦଃକୁକ୍ ନଃମିଳେ । ଇସ୍ୱର୍ ଆର୍ ମେଣ୍ଡାହିଲାର୍ ସିଙ୍ଗାସଣ୍ ସେ ଗଃଳାର୍ ମଃଜାୟ୍ ରଃୟ୍ଦ୍ । ଆର୍ ସେତି ତାର୍ ସେବାକାରିମଃନ୍ ତାର୍ ଅଃର୍ଦନା କଃର୍ତି ।
4 တသျ ဝဒနဒရ္ၑနံ ပြာပ္သျန္တိ ဘာလေၐု စ တသျ နာမ လိခိတံ ဘဝိၐျတိ၊
ସେମଃନ୍ ତାର୍ ମୁଁ ଦଃକ୍ତି ଆର୍ ସେମଃନାର୍ କାହାଳେ ତାର୍ ନାଉଁ ଲେକା ଅୟ୍ଦ୍ ।
5 တဒါနီံ ရာတြိး ပုန ရ္န ဘဝိၐျတိ ယတး ပြဘုး ပရမေၑွရသ္တာန် ဒီပယိၐျတိ တေ စာနန္တကာလံ ယာဝဒ် ရာဇတွံ ကရိၐျန္တေ၊ (aiōn )
ସେତି ଆରେକ୍ ରାତି ନୟେ ଆର୍ କୁପି କି ବେଳ୍ ଉଜାଳ୍ ସେମଃନାର୍ ଆରେକ୍ ଲଳା ନାୟ୍, କାୟ୍ତାକ୍ବଃଲେକ୍ ମାପ୍ରୁ ଇସ୍ୱର୍ ସେମଃନାର୍ ଉଜାଳ୍ ଅୟ୍ଦ୍ ଆର୍ ସେମଃନ୍ ରଃଜା ହର୍ ସଃବୁବଃଳ୍ ରାଇଜ୍ କଃର୍ତି । (aiōn )
6 အနန္တရံ သ မာမ် အဝဒတ်, ဝါကျာနီမာနိ ဝိၑွာသျာနိ သတျာနိ စ, အစိရာဒ် ယဲ ရ္ဘဝိတဝျံ တာနိ သွဒါသာန် ဇ္ဉာပယိတုံ ပဝိတြဘဝိၐျဒွါဒိနာံ ပြဘုး ပရမေၑွရး သွဒူတံ ပြေၐိတဝါန်၊
ଦୁତ୍ ମକ୍ କୟ୍ଲା, “ଇସଃବୁ କଃତା ସଃତ୍ ଆର୍ ବଃର୍ସାର୍ ଜୟ୍ଗ୍ । ଜାୟ୍ ଜାୟ୍ରି ବେଗି ଗଃଟେଦ୍, ସେରି ତାର୍ ସେବାକାରି ମଃନ୍କେ ଜାଣାଉଁକ୍ ବାବ୍ବାଦିମଃନ୍କେ ଆତ୍ମିକ୍ ବୁଦି ଦେତା ଇସ୍ୱର୍ ତାର୍ ଦୁତ୍କେ ହଃଟାୟ୍ ଆଚେ ।”
7 ပၑျာဟံ တူရ္ဏမ် အာဂစ္ဆာမိ, ဧတဒ္ဂြန္ထသျ ဘဝိၐျဒွါကျာနိ ယး ပါလယတိ သ ဧဝ ဓနျး၊
ଜିସୁ କଃଉଁଲା, “ସୁଣ୍, ମୁୟ୍ ବେଗି ଆସୁଲେ, ଜୁୟ୍ମଃନ୍ ଇ ପୁସ୍ତକ୍ ତଃୟ୍ ଜାଣାୟ୍ରିଲା ବାବ୍ବାଣିକେ ମଃନ୍ ଦଃୟ୍ ମାନ୍ତି, ସେମଃନାର୍ ବାୟ୍ଗ୍ ।”
8 ယောဟနဟမ် ဧတာနိ ၑြုတဝါန် ဒၖၐ္ဋဝါံၑ္စာသ္မိ ၑြုတွာ ဒၖၐ္ဋွာ စ တဒ္ဒရ္ၑကဒူတသျ ပြဏာမာရ္ထံ တစ္စရဏယောရန္တိကေ 'ပတံ၊
ମୁୟ୍ ଜହନ୍, ଇ ସଃବୁ ବିସୟ୍ ନିଜେ ସୁଣିଆଚି ଆର୍ ଦଃକିଆଚି । ସଃବୁ ସୁଣ୍ଲା ଆର୍ ଦଃକ୍ଲା ହଃଚେ, ଜୁୟ୍ ଦୁତ୍ ମର୍ ତଃୟ୍ ସେରି ଜାଣାୟ୍ଲା, ତାର୍ ହାଦ୍ ତଃଳେ ଡୁଳି ତାକ୍ ଜୁଆର୍ କଃରୁକେ ଜାତି ରିଲେ ।
9 တတး သ မာမ် အဝဒတ် သာဝဓာနော ဘဝ မဲဝံ ကၖရု, တွယာ တဝ ဘြာတၖဘိ ရ္ဘဝိၐျဒွါဒိဘိရေတဒ္ဂြန္ထသ္ထဝါကျပါလနကာရိဘိၑ္စ သဟဒါသော 'ဟံ၊ တွမ် ဤၑွရံ ပြဏမ၊
ମଃତର୍ ସେ କୟ୍ଲା, “ସେବାନ୍ୟା କଃର୍ ନାୟ୍, କାୟ୍ତାକ୍ବଃଲେକ୍ ମୁୟ୍ ହେଁ ତର୍ ହର୍ ଗଟେକ୍ ଗତିଦଃଙ୍ଗ୍ଳା । ତର୍ ଜୁୟ୍ ବାବ୍ବାଦି ବାୟ୍ମଃନ୍ ଆର୍ ଜୁୟ୍ ସଃବୁ ଲକ୍ ଇ ପୁସ୍ତକାର୍ କଃତା ହଃର୍କାରେ କଃତା ମାନି ରେତି, ସେମଃନାର୍ ହର୍ ମୁଏଁ ହେଁ ଗଟେକ୍ ସେବାକାରି । ଇସ୍ୱର୍କେ ଜୁଆର୍ କଃର୍ ।”
10 သ ပုန ရ္မာမ် အဝဒတ်, ဧတဒ္ဂြန္ထသ္ထဘဝိၐျဒွါကျာနိ တွယာ န မုဒြာင်္ကယိတဝျာနိ ယတး သမယော နိကဋဝရ္တ္တီ၊
ସେ ଆରେକ୍ ମକ୍ କୟ୍ଲା, “ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା କଃତା ମୁଦ୍ରାମାରି ସଃଙ୍ଗାଉଁ ନାୟ୍, କାୟ୍ତାକ୍ବଃଲେକ୍ ଇ ସଃବୁ ଗଃଟ୍ତା ବେଳା ଚଃମେ ଆୟ୍ଲିନି ।
11 အဓရ္မ္မာစာရ ဣတး ပရမပျဓရ္မ္မမ် အာစရတု, အမေဓျာစာရ ဣတး ပရမပျမေဓျမ် အာစရတု ဓရ္မ္မာစာရ ဣတး ပရမပိ ဓရ္မ္မမ် အာစရတု ပဝိတြာစာရၑ္စေတး ပရမပိ ပဝိတြမ် အာစရတု၊
ତଃବେ ଇ କଃତା ଜାଣି କଃରି ଜେ ଜାୟ୍ରି ଇଚା ସେରି କଃର । ଦସ୍ କାମ୍ କଃରୁ ଜଦି ଇଚା କଃରେଦ୍, ସେ ଆରେକ୍ ଦସ୍ କାମ୍ କଃର । ବିଟାଳ୍ ମାନାୟ୍ ବିଟାଳ୍ ଅୟ୍ ରେଉଅ । ମଃତର୍ ଜେ ଟିକ୍ କାମ୍ କଃରୁ, ସେ ଟିକ୍ କାମ୍ କଃରୁକେ ଚାଡ ନାୟ୍ । ଜେ ପବିତ୍ର ସେ ପବିତ୍ର ଅୟ୍କଃରି ରେଉଅ ।”
12 ပၑျာဟံ တူရ္ဏမ် အာဂစ္ဆာမိ, ဧကဲကသ္မဲ သွကြိယာနုယာယိဖလဒါနာရ္ထံ မဒ္ဒါတဝျဖလံ မမ သမဝရ္တ္တိ၊
ଜିସୁ କଃଉଁଲା, “ସୁଣା, ମୁୟ୍ ବେଗି ଆସୁଲେ, ହଃତି ଲକ୍କେ ନିଜାର୍ ନିଜାର୍ କାମ୍ ହଃର୍କାରେ ହଃଳ୍ ଦେଉଁକ୍ ମୁୟ୍ ପୁରିସ୍କାର୍ ଦଃରି ଆସିନ୍ଦ୍ ।
13 အဟံ ကး က္ၐၑ္စ ပြထမး ၑေၐၑ္စာဒိရန္တၑ္စ၊
ମୁୟ୍ ହଃର୍ତୁ ଆର୍ ସଃରାସଃରି, ଆରୁମ୍ ଆର୍ ସେସ୍ ।”
14 အမုတဝၖက္ၐသျာဓိကာရပြာပ္တျရ္ထံ ဒွါရဲ ရ္နဂရပြဝေၑာရ္ထဉ္စ ယေ တသျာဇ္ဉား ပါလယန္တိ တ ဧဝ ဓနျား၊
ଜୁୟ୍ ଲକ୍ମଃନ୍ ନିଜାର୍ ନିଜାର୍ ବଃସ୍ତର୍ ଦଃୟ୍ ନିର୍ମୁଳ୍ କଃରିଆଚ୍ତି, ସେମଃନାର୍ ବାୟ୍ଗ୍ । ଜିବନ୍ ଗଃଚାର୍ ହଳ୍ କାଉଁକେ ଆର୍ ଦୁଆର୍ ଦଃୟ୍ ଗଃଳ୍ ବିତ୍ରେ ହୁରୁକ୍ ସେମଃନାର୍ ଅଃଦିକାର୍ ଆଚେ ।
15 ကုက္ကုရဲ ရ္မာယာဝိဘိး ပုင်္ဂါမိဘိ ရ္နရဟန္တၖဘိ ရ္ဒေဝါရ္စ္စကဲး သရွွဲရနၖတေ ပြီယမာဏဲရနၖတာစာရိဘိၑ္စ ဗဟိး သ္ထာတဝျံ၊
ମଃତର୍ ବିଟାଳ୍ ଗୁଣାର୍ ଲକ୍, ଜଃତର୍ ମଃତର୍ କଃର୍ତା ଲକ୍, ନଃର୍ ମାର୍ତା ଲକ୍, ମୁର୍ତିହୁଜା କଃର୍ତା ଲକ୍, ମିଚ୍ କଃଉତା ଲକ୍ ଆର୍ ତାଳ୍ନା କଃର୍ତା ଲକ୍ମଃନ୍ ସଃବୁ ଗଃଳାର୍ ହଃଦାୟ୍ ରେତି ।
16 မဏ္ဍလီၐု ယုၐ္မဘျမေတေၐာံ သာက္ၐျဒါနာရ္ထံ ယီၑုရဟံ သွဒူတံ ပြေၐိတဝါန်, အဟမေဝ ဒါယူဒေါ မူလံ ဝံၑၑ္စ, အဟံ တေဇောမယပြဘာတီယတာရာသွရူပး၊
“ମୁୟ୍ଁ ଜିସୁ । ମଣ୍ଡ୍ଳିମଃନାର୍ ତଃୟ୍ ତୁମିମଃନାର୍ ନିକର୍ ଗିନେ ଇ ସଃବୁ ବିସୟ୍ ସାକି ଦେଉଁକ୍ ମର୍ ଦୁତ୍କେ ହଃଟାୟ୍ ଆଚି । ମୁୟ୍ ଦାଉଦ୍ ବଃଉଁସାର୍ । ମୁୟ୍ ସେ ଉଜାଳ୍ ସଃକାଳାର୍ ତାରା ।”
17 အာတ္မာ ကနျာ စ ကထယတး, တွယာဂမျတာံ၊ ၑြောတာပိ ဝဒတု, အာဂမျတာမိတိ၊ ယၑ္စ တၖၐာရ္တ္တး သ အာဂစ္ဆတု ယၑ္စေစ္ဆတိ သ ဝိနာ မူလျံ ဇီဝနဒါယိ ဇလံ ဂၖဟ္လာတု၊
ପବିତ୍ର ଆତ୍ମା ଆର୍ ସେ ନଃଉଆଁ କଃନ୍ୟା କଃଉଁଲାୟ୍, ଆସା । ସୁଣ୍ତା ହଃତି ଲକ୍ ହେଁ କଃଉତି, ଆସା । ଜୁୟ୍ ଲକ୍କେ ସସ୍ ଲାଗୁଲି, ସେ ଆସ । ଜିବନ୍ ଦେତା ହାଣି କାଉଁକେ ଜାର୍ ଇଚା, ସେ ଆସି ମଲ୍ ନଃଦେତେ ସେରି ନେଉଅ ।
18 ယး ကၑ္စိဒ် ဧတဒ္ဂြန္ထသ္ထဘဝိၐျဒွါကျာနိ ၑၖဏောတိ တသ္မာ အဟံ သာက္ၐျမိဒံ ဒဒါမိ, ကၑ္စိဒ် ယဒျပရံ ကိမပျေတေၐု ယောဇယတိ တရှီၑွရောဂြန္ထေ'သ္မိန် လိခိတာန် ဒဏ္ဍာန် တသ္မိန္နေဝ ယောဇယိၐျတိ၊
ମୁୟ୍ ଜହନ୍ । ଜୁୟ୍ ଲକ୍ମଃନ୍ ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା ବିସୟ୍ ସଃବୁ ସୁଣ୍ତି, ସେମଃନ୍କେ ମୁୟ୍ ସାକି ଦଃୟ୍ ଜଃଗ୍ରାତ୍ କଃରାଉଁଲେ, ଜଦି ଇତି କେ କାୟ୍ରି ଜଳେଦ୍, ତଃବେ ଇ ପୁସ୍ତକ୍ ତଃୟ୍ ଲେକା ଅୟ୍ଲା ମଃର୍ଡି ତଃୟ୍ ଇସ୍ୱର୍ ତାକ୍ ଡଃଣ୍ଡ୍ ଦଃୟ୍ଦ୍ ।
19 ယဒိ စ ကၑ္စိဒ် ဧတဒ္ဂြန္ထသ္ထဘဝိၐျဒွါကျေဘျး ကိမပျပဟရတိ တရှီၑွရော ဂြန္ထေ 'သ္မိန် လိခိတာတ် ဇီဝနဝၖက္ၐာတ် ပဝိတြနဂရာစ္စ တသျာံၑမပဟရိၐျတိ၊
ଆର୍ ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା ବିସୟେ ହୁଣି କେ ଜଦି କାୟ୍ରି ଚାଡେଦ୍, ତଃବେ ଇସ୍ୱର୍ ତାକ୍ ଇ ପୁସ୍ତକ୍ ତଃୟ୍ ଲେକା ଅୟ୍ଲା ଜିବନ୍ ଗଃଚାର୍ ହଃଳ୍ ଆର୍ ପବିତ୍ର ଗଃଳ୍ ନଃଦେୟ୍ ।
20 ဧတတ် သာက္ၐျံ ယော ဒဒါတိ သ ဧဝ ဝက္တိ သတျမ် အဟံ တူရ္ဏမ် အာဂစ္ဆာမိ၊ တထာသ္တု၊ ပြဘော ယီၑော, အာဂမျတာံ ဘဝတာ၊
ଜେ ଇ ସଃବୁ ବିସୟେ ସାକି ଦେଉଁଲା, ସେ କଃଉଁଲା, “ଇରି ସଃତ୍କଃରି ଅୟ୍ଦ୍ । ମୁୟ୍ ବେଗି ଆସୁଲେ । ସେରି ସେ ଅଃଉଅ । ମାପ୍ରୁ ଜିସୁ ଆଉ ।”
21 အသ္မာကံ ပြဘော ရျီၑုခြီၐ္ဋသျာနုဂြဟး သရွွေၐု ယုၐ္မာသု ဝရ္တ္တတာံ၊ အာမေန်၊
ମାପ୍ରୁ ଜିସୁର୍ ଦଃୟା ସଃବୁ ଲକାର୍ ଉହ୍ରେ ଅଃଉଅ । ଆମେନ୍ ।