< မထိး 23 >
1 အနန္တရံ ယီၑု ရ္ဇနနိဝဟံ ၑိၐျာံၑ္စာဝဒတ်,
ସଃଡେବଃଳ୍ ଜିସୁ ଲକ୍ମଃନ୍କେ ଆର୍ ତାର୍ ଚେଲାମଃନ୍କେ କୟ୍ଲା,
2 အဓျာပကား ဖိရူၑိနၑ္စ မူသာသနေ ဥပဝိၑန္တိ,
“ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ମସାର୍ କୁର୍ଚି ଉହ୍ରେ ବଃସି ଆଚ୍ତି ।
3 အတသ္တေ ယုၐ္မာန် ယဒျတ် မန္တုမ် အာဇ္ဉာပယန္တိ, တတ် မနျဓွံ ပါလယဓွဉ္စ, ကိန္တု တေၐာံ ကရ္မ္မာနုရူပံ ကရ္မ္မ န ကုရုဓွံ; ယတသ္တေၐာံ ဝါကျမာတြံ သာရံ ကာရျျေ ကိမပိ နာသ္တိ၊
ତଃବେ ସେମଃନ୍ ଜୁୟ୍ରି ସଃବୁ କଃରୁକେ କଃଉଁଲାୟ୍, ସେ ସଃବୁ ମାନା ଆର୍ କଃରା, ମଃତର୍ ସେମଃନାର୍ କାମ୍ ହର୍ ତୁମିମଃନ୍ କଃରାନାୟ୍, ବଃଲେକ୍ ସେମଃନ୍ ଜାୟ୍ରି ସିକାଉତି ସେରି ନଃକେର୍ତି ।
4 တေ ဒုရွွဟာန် ဂုရုတရာန် ဘာရာန် ဗဒွွာ မနုၐျာဏာံ သ္ကန္ဓေပရိ သမရ္ပယန္တိ, ကိန္တု သွယမင်္ဂုလျဲကယာပိ န စာလယန္တိ၊
ସେମଃନ୍ ସିକ୍ୟା ସଃବୁ ଲକ୍ମଃନାର୍ ହିଟି ଉହ୍ରେ ଜଃବର୍ ବଜ୍ ହର୍ ଲାଦିଦେତି, ମଃତର୍ ନିଜେ ଆଙ୍ଗଟି ସଃଙ୍ଗ୍ ହେଁ ସେରି ଟେକି ଦେଉଁକେ ମଃନ୍ ନଃକେର୍ତି ।
5 ကေဝလံ လောကဒရ္ၑနာယ သရွွကရ္မ္မာဏိ ကုရွွန္တိ; ဖလတး ပဋ္ဋဗန္ဓာန် ပြသာရျျ ဓာရယန္တိ, သွဝသ္တြေၐု စ ဒီရ္ဃဂြန္ထီန် ဓာရယန္တိ;
ସେମଃନ୍ ଲକ୍ମଃନ୍କେ ଦଃକାଉଁକ୍ ଅଃହ୍ଣା ଅଃହ୍ଣାର୍ ସଃବୁ କଃର୍ତା କାମ୍ କଃର୍ତି, ସେମଃନ୍ ସାସ୍ତର୍ ବଃଚନ୍ ଲେକାହାଟା କଃହାଳେ ଆର୍ ଡେଣାୟ୍ ବାନ୍ଦି ଅଃଉତି, ଆର୍ ଦଃକା, ସେମଃନ୍ ହିନ୍ଦିରେତା ବଃସ୍ତରାର୍ ଆଚଳ୍ ସଃବୁ ଅଃନାୟ୍ ଡେଙ୍ଗ୍,
6 ဘောဇနဘဝန ဥစ္စသ္ထာနံ, ဘဇနဘဝနေ ပြဓာနမာသနံ,
ଆର୍ ବଜିଲଃଗେ ବଃଡ୍ ଟାଣେ ବଃସୁକେ ଆର୍ ପାର୍ତ୍ନା ଗଃରେ ବଃଡ୍ କୁର୍ଚି ଉହ୍ରେ ବଃସୁକେ ମଃନ୍ କଃର୍ତି ।
7 ဟဋ္ဌေ နမသ္ကာရံ ဂုရုရိတိ သမ္ဗောဓနဉ္စဲတာနိ သရွွာဏိ ဝါဉ္ဆန္တိ၊
ଆର୍ ସେମଃନ୍ ଆଟେ ବଃଜାରେ ଲକ୍ମଃନାର୍ ତଃୟ୍ହୁଣି ଜୁଆର୍ ହାଉଁକେ, ଆର୍ ଲକ୍ମଃନ୍ ସେମଃନ୍କେ ‘ଏ ଗୁରୁ’ ବଃଲି କଃଉଅତ୍ ବଃଲି ମଃନ୍ କଃର୍ତି ।
8 ကိန္တု ယူယံ ဂုရဝ ဣတိ သမ္ဗောဓနီယာ မာ ဘဝတ, ယတော ယုၐ္မာကမ် ဧကး ခြီၐ္ဋဧဝ ဂုရု
ମଃତର୍ ତୁମିମଃନ୍ ‘ଗୁରୁ’ ବଃଲାୟ୍ ଅଃଉଆ ନାୟ୍, ବଃଲେକ୍ ତୁମିମଃନାର୍ ଗୁରୁ ଅଃକାୟ୍ ଗଟେକ୍, ଆରେକ୍ ତୁମିମଃନ୍ ସଃବୁ ବାୟ୍ ବାୟ୍ ।
9 ရျူယံ သရွွေ မိထော ဘြာတရၑ္စ၊ ပုနး ပၖထိဝျာံ ကမပိ ပိတေတိ မာ သမ္ဗုဓျဓွံ, ယတော ယုၐ္မာကမေကး သွရ္ဂသ္ထဧဝ ပိတာ၊
ଆର୍ ତୁମିମଃନ୍ ଇ ହୁର୍ତିବିଏ କାକେ ହେଁ ‘ଉବା’ ବଃଲି କଃଉଆ ନାୟ୍, ବଃଲେକ୍ ତୁମାର୍ ଉବାଦି ଗଟେକ୍ ସେ, ସେ ସଃର୍ଗେ ଆଚେ ।
10 ယူယံ နာယကေတိ သမ္ဘာၐိတာ မာ ဘဝတ, ယတော ယုၐ္မာကမေကး ခြီၐ္ဋဧဝ နာယကး၊
ଆର୍ ତୁମିମଃନ୍ ‘ମୁଳିକା’ ବଃଲି କଃଉଆୟ୍ ଅଃଉଆ ନାୟ୍, ବଃଲେକ୍ ତୁମାର୍ ମୁଳିକା ଗଟେକ୍, ସେ କ୍ରିସ୍ଟ ।
11 အပရံ ယုၐ္မာကံ မဓျေ ယး ပုမာန် ၑြေၐ္ဌး သ ယုၐ္မာန် သေဝိၐျတေ၊
ମଃତର୍ ତୁମାର୍ ବିତ୍ରେ ଜୁୟ୍ ଲକ୍ ବଃଡ୍, ସେ ତୁମାର୍ ସେବାକାରି ଅଃଉଅ ।
12 ယတော ယး သွမုန္နမတိ, သ နတး ကရိၐျတေ; ကိန္တု ယး ကၑ္စိတ် သွမဝနတံ ကရောတိ, သ ဥန္နတး ကရိၐျတေ၊
ଆର୍ ଜୁୟ୍ଲକ୍ ଅଃହ୍ଣାକ୍ ବଃଡ୍ ବଃଲି ଦଃକାୟ୍ ଅୟ୍ଦ୍, ତାକ୍ ସାନ୍ କଃରା ଅୟ୍ଦ୍, ଜୁୟ୍ ଲକ୍ ଅଃହ୍ଣାକ୍ ସାନ୍ କଃରେଦ୍, ତାକ୍ ବଃଡ୍ କଃରା ଅୟ୍ଦ୍ ।”
13 ဟန္တ ကပဋိန ဥပါဓျာယား ဖိရူၑိနၑ္စ, ယူယံ မနုဇာနာံ သမက္ၐံ သွရ္ဂဒွါရံ ရုန္ဓ, ယူယံ သွယံ တေန န ပြဝိၑထ, ပြဝိဝိက္ၐူနပိ ဝါရယထ၊ ဝတ ကပဋိန ဥပါဓျာယား ဖိရူၑိနၑ္စ ယူယံ ဆလာဒ် ဒီရ္ဃံ ပြာရ္ထျ ဝိဓဝါနာံ သရွွသွံ ဂြသထ, ယုၐ္မာကံ ဃောရတရဒဏ္ဍော ဘဝိၐျတိ၊
“ମଃତର୍ ଏ ଡଃଣ୍ଡ୍ ହାଉତା ଜୟ୍ଗ୍ ହେଟ୍କପଟ୍ୟା ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଲକ୍ମଃନାର୍ ସଃର୍ଗ୍ ରାଇଜେ ଜାତା ବାଟ୍କେ ବଃନ୍ଦ୍ କଃରୁଲାସ୍; ତୁମିମଃନ୍ ତ ନିଜେ ସଃର୍ଗ୍ ରାଇଜେ ନଃଜଃଉଁଲାସ୍ ଆରେକ୍ ସଃର୍ଗେ ଜାତା ଲକ୍ମଃନ୍କେ ହେଁ ଜଃଉଁକେ ନଃଦେଉଁଲାସ୍ ।
14 ဟန္တ ကပဋိန ဥပါဓျာယား ဖိရူၑိနၑ္စ, ယူယမေကံ သွဓရ္မ္မာဝလမ္ဗိနံ ကရ္တ္တုံ သာဂရံ ဘူမဏ္ဍလဉ္စ ပြဒက္ၐိဏီကုရုထ,
ଏ ଡଃଣ୍ଡ୍ ହାଉତା ଜୟ୍ଗ୍ ହେଟ୍କପଟିଆ ସାସ୍ତ୍ରି ଆର୍ ପାରୁସିମଃନ୍, ବଃଲେକ୍ ତୁମିମଃନ୍ ହଲ୍ୟାୟ୍ ଡେଙ୍ଗ୍ ପାର୍ତ୍ନା କଃରାସ୍, ଆର୍ ରାଣ୍ଡି ମାୟ୍ଜିମଃନାର୍ ଗଃର୍ସଃବୁ ଜୁରି ନେଉଁଲାସ୍, ଇତାର୍ ଗିନେ ତୁମିମଃନ୍ ବଃଡେ ଡଃଣ୍ଡ୍ ହାଉଆସ୍ ।”
15 ကဉ္စန ပြာပျ သွတော ဒွိဂုဏနရကဘာဇနံ တံ ကုရုထ၊ (Geenna )
“ଏ ଦଃଣ୍ଡାର୍ ଜୟ୍ଗ୍ ହେଟ୍କପଟ୍ୟା ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଗଟେକ୍ ଲକ୍କେ ତୁମାର୍ ଦଃର୍ମେ ମିସାଉଁକେ ସଃବୁ ସଃମ୍ନ୍ଦ୍ ଆର୍ ସେହାଟିର୍ ଦେସ୍ ବୁଲ୍ତିରିଆସ୍, ଆରେକ୍ ଜଃଡେବଃଳ୍ ସେ ତୁମାର୍ ଦଃର୍ମେ ମିସେଦ୍, ସଃଡେବଃଳ୍ ତାକ୍ ତୁମିମଃନାର୍ ତଃୟ୍ହୁଣି ଦୁୟ୍ ଗୁଣ୍ ନଃର୍କେ ଡଃଣ୍ଡ୍ ହାଉଁକ୍ ଜୟ୍ଗ୍ କଃରାଉଁଲାସ୍ ।” (Geenna )
16 ဝတ အန္ဓပထဒရ္ၑကား သရွွေ, ယူယံ ဝဒထ, မန္ဒိရသျ ၑပထကရဏာတ် ကိမပိ န ဒေယံ; ကိန္တု မန္ဒိရသ္ထသုဝရ္ဏသျ ၑပထကရဏာဒ် ဒေယံ၊
“ଏ ବଃଡେ ଦଃଣ୍ଡାର୍ ଜୟ୍ଗ୍ ଜେ, ତୁମି କାଣା ଲକ୍କେ ବାଟ ଦଃକାଉତା କାଣାମଃନ୍, ତୁମିମଃନ୍ କଃଉତି ରିଆସ୍, ‘କେ ମନ୍ଦିର୍ ହଃର୍ମାଣ୍ କଃଲେକ୍ କାୟ୍ ନୟ୍, ମଃତର୍ ଜୁୟ୍ ଲକ୍ ମନ୍ଦିରେ ରିଲା ସନାକେ ହଃର୍ମାଣ୍ କଃରେଦ୍, ତଃବେ ସେ ହଃର୍ମାଣ୍ ବାୟ୍ଦ୍ରେ ଲାଗେଦ୍ ।’
17 ဟေ မူဎာ ဟေ အန္ဓား သုဝရ္ဏံ တတ္သုဝရ္ဏပါဝကမန္ဒိရမ် ဧတယောရုဘယော ရ္မဓျေ ကိံ ၑြေယး?
ଏ ନିର୍ବୁଦିଆ ଆର୍ କାଣାମଃନ୍ ସନା, କି ସେ ସନାକେ ପବିତ୍ର କଃରି ଆଚେ ଜୁୟ୍ ମନ୍ଦିର୍, ଇ ଜଳେକ୍ ବିତ୍ରେ କୁୟ୍ରି ବଃଡ୍?
18 အနျစ္စ ဝဒထ, ယဇ္ဉဝေဒျား ၑပထကရဏာတ် ကိမပိ န ဒေယံ, ကိန္တု တဒုပရိသ္ထိတသျ နဲဝေဒျသျ ၑပထကရဏာဒ် ဒေယံ၊
ଆରେକ୍ ତୁମିମଃନ୍ କଃଉତି ରିଆସ୍, ‘ଜଦି କେ ହୁଜା ବେଦିର୍ ହଃର୍ମାଣ୍ କଃଲେକ୍ ସେରି କାୟ୍ରି ନାୟ୍, ମଃତର୍ ଜେ ହୁଜା ବେଦି ଉହ୍ରେ ରିଲା ବେଟିର୍ ହଃର୍ମାଣ୍ କଃରେଦ୍, ତଃବେ ସେ ହଃର୍ମାଣ୍ ବାୟ୍ଦ୍ରେ ଲାଗେଦ୍ ।’
19 ဟေ မူဎာ ဟေ အန္ဓား, နဲဝေဒျံ တန္နဲဝေဒျပါဝကဝေဒိရေတယောရုဘယော ရ္မဓျေ ကိံ ၑြေယး?
ଏ କାଣାମଃନ୍ ହୁଜା କି ସେ ହୁଜାକେ ପବିତ୍ର କଃରେଦ୍ ଜୁୟ୍ ବେଦି ଇ ଜୁଳେକ୍ ବିତ୍ରେ କୁୟ୍ରି ବଃଡ୍?
20 အတး ကေနစိဒ် ယဇ္ဉဝေဒျား ၑပထေ ကၖတေ တဒုပရိသ္ထသျ သရွွသျ ၑပထး ကြိယတေ၊
ତଃବେ ଜୁୟ୍ ଲକ୍ ହୁଜା ବେଦିର୍ ହଃର୍ମାଣ୍ କଃରେଦ୍, ସେ ତ ହୁଜା ବେଦି ଆର୍ ବେଦି ଉହ୍ରେ ରିଲା ବେଟିକ୍ ହେଁ ହଃର୍ମାଣ୍ କଃରେଦ୍ ।
21 ကေနစိတ် မန္ဒိရသျ ၑပထေ ကၖတေ မန္ဒိရတန္နိဝါသိနေား ၑပထး ကြိယတေ၊
ଆର୍ ଜେ ମନ୍ଦିରାର୍ ହଃର୍ମାଣ୍ କଃରେଦ୍, ସେ ମନ୍ଦିର୍ ଆର୍ ସେତି ବାସାକଃର୍ତା ଇସ୍ୱରାର୍ ନାଉଁଏ ହେଁ ହଃର୍ମାଣ୍ କଃରେଦ୍ ।
22 ကေနစိတ် သွရ္ဂသျ ၑပထေ ကၖတေ ဤၑွရီယသိံဟာသနတဒုပရျျုပဝိၐ္ဋယေား ၑပထး ကြိယတေ၊
ଆରେକ୍ ଜେ ସଃର୍ଗାର୍ ହଃର୍ମାଣ୍ କଃରେଦ୍, ସେ ଇସ୍ୱରାର୍ ସିଙ୍ଗାସଣ୍ ଆର୍ ସେତି ବଃସିରିଲା ଇସ୍ୱରାର୍ ହଃର୍ମାଣ୍ କଃରେଦ୍ ।”
23 ဟန္တ ကပဋိန ဥပါဓျာယား ဖိရူၑိနၑ္စ, ယူယံ ပေါဒိနာယား သိတစ္ဆတြာယာ ဇီရကသျ စ ဒၑမာံၑာန် ဒတ္ထ, ကိန္တု ဝျဝသ္ထာယာ ဂုရုတရာန် နျာယဒယာဝိၑွာသာန် ပရိတျဇထ; ဣမေ ယုၐ္မာဘိရာစရဏီယာ အမီ စ န လံဃနီယား၊
“ଏ, ଦଃଣ୍ଡାର୍ ଜୟ୍ଗ୍ ହେଟ୍କପଟ୍ୟା ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍, ବଃଲେକ୍ ତୁମିମଃନ୍ ପଦିନା, ହାନ୍ମରି ଆର୍ ଜିରାର୍ ଦଃସ୍ ବାଗାର୍ ଗଟେକ୍ ବାଗ୍ ଇସ୍ୱର୍କେ ଦେଉଁଲାସ୍, ଆର୍ ମସାର୍ ବିଦିର୍ ବଃଡ୍ ବଲ୍ ସଃବୁ, ବଃଲେକ୍ ନ୍ୟାୟ୍ବିଚାର୍, ବିସ୍ୱାସ୍ ଦଃୟା କଃର୍ତାର୍ ଆର୍ ମାନ୍ତାର୍, ଇ ସଃବୁ ତୁମିମଃନ୍ ଚାଡି ଆଚାସ୍; ମଃତର୍ ମସାର୍ ବିଦିର୍ ହଃର୍ତୁ କଃତା ସଃବୁ ନଃଚାଡି, ଇ କଃତା ଆଗେ ମାନ୍ତା ଲଳା ।
24 ဟေ အန္ဓပထဒရ္ၑကာ ယူယံ မၑကာန် အပသာရယထ, ကိန္တု မဟာင်္ဂါန် ဂြသထ၊
ଏ କାଣାମଃନ୍କେ ବାଟ ଦଃକାଉତା ଲକ୍ମଃନ୍ ତୁମିମଃନ୍ ମଚିକ୍ ଚାନୁଲାସ୍, ମଃତର୍ ଉଟ୍କେ ଗିଳୁଲାସ୍ ।”
25 ဟန္တ ကပဋိန ဥပါဓျာယား ဖိရူၑိနၑ္စ, ယူယံ ပါနပါတြာဏာံ ဘောဇနပါတြာဏာဉ္စ ဗဟိး ပရိၐ္ကုရုထ; ကိန္တု တဒဘျန္တရံ ဒုရာတ္မတယာ ကလုၐေဏ စ ပရိပူရ္ဏမာသ္တေ၊
“ଏ, ଡଃଣ୍ଡ୍ ହାଉତା ଜୟ୍ଗ୍ ହେଟ୍କପଟ୍ୟା ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍, ବଃଲେକ୍ ତୁମିମଃନ୍ ଗିନାର୍ ଆର୍ ତାଳିର୍ ହଃଦା ବାଟ୍ୟା ଦଃଉଁଲାସ୍ ଆର୍ ନିର୍ମୁଳ୍ କଃରୁଲାସ୍, ମଃତର୍ ବିତୁର୍ ବାଟ୍ୟା ସେରିମଃନ୍ ଜୁରିଆକାମ୍ ଆର୍ ମଃନାର୍ କଃରାବ୍ ଚିତାମଃନ୍ ବଃର୍ତି ଅୟ୍ଆଚେ ।
26 ဟေ အန္ဓား ဖိရူၑိလောကာ အာဒေါ် ပါနပါတြာဏာံ ဘောဇနပါတြာဏာဉ္စာဘျန္တရံ ပရိၐ္ကုရုတ, တေန တေၐာံ ဗဟိရပိ ပရိၐ္ကာရိၐျတေ၊
ରେ କାଣା ପାରୁସିମଃନ୍ ଆଗ୍ତୁ ଗିନାର୍ ଆର୍ ତାଳିର୍ ବିତ୍ରାର୍ ଦଃଉଆ, ତଃବେ ହଃଦା ବାଟ୍ୟା ହେଁ ନିର୍ମୁଳ୍ ଅୟ୍ଦ୍ ।”
27 ဟန္တ ကပဋိန ဥပါဓျာယား ဖိရူၑိနၑ္စ, ယူယံ ၑုက္လီကၖတၑ္မၑာနသွရူပါ ဘဝထ, ယထာ ၑ္မၑာနဘဝနသျ ဗဟိၑ္စာရု, ကိန္တွဘျန္တရံ မၖတလောကာနာံ ကီကၑဲး သရွွပြကာရမလေန စ ပရိပူရ္ဏမ်;
“ଏ ଦଃଣ୍ଡାର୍ ଜୟ୍ଗ୍ ହେଟ୍କପଟ୍ୟା ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଚିଟ୍ଦବ୍ ଡିସ୍ତା ମଃସୁଣ୍ ହର୍, ବଃଲେକ୍ ସେରି ହଃଦାୟ୍ ସୁନ୍ଦୁର୍ ଡିସେଦ୍, ମଃତର୍ ବିତ୍ରେ ମଃଲା ଲକାର୍ ଆଡ୍ ଆର୍ ସଃବୁ ରଃକମାର୍ ବିଟାଳ୍ ବଃର୍ତି ଅୟ୍ ରଃୟ୍ଦ୍ ।
28 တထဲဝ ယူယမပိ လောကာနာံ သမက္ၐံ ဗဟိရ္ဓာရ္မ္မိကား ကိန္တွန္တးကရဏေၐု ကေဝလကာပဋျာဓရ္မ္မာဘျာံ ပရိပူရ္ဏား၊
ସେରଃକମ୍ ତୁମିମଃନ୍ ହେଁ ହଃଦାୟ୍ ସଃବୁ ଲକାର୍ ଆକାୟ୍ ଦଃର୍ମି ଲକ୍ ବଃଲି ଦଃକାୟ୍ ଅଃଉଁଲାସ୍, ମଃତର୍ ବିତ୍ରେ ହେଟ୍କପଟ୍ ଆର୍ ଅଃଦଃର୍ମି କାମ୍ ବଃର୍ତି ଅୟ୍ ରଃୟ୍ଦ୍ ।”
29 ဟာ ဟာ ကပဋိန ဥပါဓျာယား ဖိရူၑိနၑ္စ, ယူယံ ဘဝိၐျဒွါဒိနာံ ၑ္မၑာနဂေဟံ နိရ္မ္မာထ, သာဓူနာံ ၑ္မၑာနနိကေတနံ ၑောဘယထ
“ଏ ଦଃଣ୍ଡାର୍ ଜୟ୍ଗ୍ ହେଟ୍କପଟ୍ୟା ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍, ବଃଲେକ୍ ତୁମିମଃନ୍ ବାବ୍ବାଦିମଃନାର୍ ମଃସୁଣ୍ ତିଆର୍ କଃରୁଲାସ୍ ଆର୍ ଦଃର୍ମି ଲକ୍ମଃନ୍କେ ଏତାଉଁକେ ମଃସୁଣ୍କେ ସୁନ୍ଦୁର୍ କଃରୁଲାସ୍ ।
30 ဝဒထ စ ယဒိ ဝယံ သွေၐာံ ပူရွွပုရုၐာဏာံ ကာလ အသ္ထာသျာမ, တရှိ ဘဝိၐျဒွါဒိနာံ ၑောဏိတပါတနေ တေၐာံ သဟဘာဂိနော နာဘဝိၐျာမ၊
ଆର୍ କଃଉଁଲାସ୍, ‘ଅଃମିମଃନ୍ ଜଦି ଅଃମାର୍ ହୁର୍ବାର୍ ଦାଦିବାବୁ ବଃଳାର୍ ଲକ୍ମଃନାର୍ ସଃଙ୍ଗ୍ ରିଲେକ୍, ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ବାବ୍ବାଦିମଃନ୍କେ ଅଃତ୍ୟା କଃରୁକେ ନଃମିସ୍ଲୁ ହୁଣି ।’
31 အတော ယူယံ ဘဝိၐျဒွါဒိဃာတကာနာံ သန္တာနာ ဣတိ သွယမေဝ သွေၐာံ သာက္ၐျံ ဒတ္ထ၊
ଇତାକ୍ ତୁମିମଃନ୍ ଜେ ବାବ୍ବାଦିମଃନ୍କେ ଅଃତ୍ୟାକାରିମଃନାର୍ କୁଳ୍ ବଃଉଁସ୍ ଅଃଉଁଲାସ୍, ସେ କଃତା ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ କଃତାୟ୍ ସାକି ଦେଉଁଲାସ୍ ।
32 အတော ယူယံ နိဇပူရွွပုရုၐာဏာံ ပရိမာဏပါတြံ ပရိပူရယတ၊
ତଃବେ ତୁମି ଆଗେ ଜାହା, ତୁମାର୍ ହୁର୍ବ୍ କାଳାର୍ ଦାଦିବାବୁମଃନ୍ ଜୁୟ୍ କାମ୍ ଆରୁମ୍ କଃରି ରିଲାୟ୍, ସେରି ହୁରୁଣ୍ କଃରା ।
33 ရေ ဘုဇဂါး ကၖၐ္ဏဘုဇဂဝံၑား, ယူယံ ကထံ နရကဒဏ္ဍာဒ် ရက္ၐိၐျဓွေ၊ (Geenna )
ଏ ସାହ୍, ଏ ନାଗ୍ସାହାର୍ ବଃଉଁସ୍ମଃନ୍! ତୁମିମଃନ୍ ନଃର୍କ୍ ବିଚାର୍ ଦଃଣ୍ଡେହୁଣି କଃନ୍କଃରି ମୁକ୍ଳାସ୍? (Geenna )
34 ပၑျတ, ယုၐ္မာကမန္တိကမ် အဟံ ဘဝိၐျဒွါဒိနော ဗုဒ္ဓိမတ ဥပါဓျာယာံၑ္စ ပြေၐယိၐျာမိ, ကိန္တု တေၐာံ ကတိပယာ ယုၐ္မာဘိ ရ္ဃာနိၐျန္တေ, ကြုၑေ စ ဃာနိၐျန္တေ, ကေစိဒ် ဘဇနဘဝနေ ကၐာဘိရာဃာနိၐျန္တေ, နဂရေ နဂရေ တာဍိၐျန္တေ စ;
ଇତାକ୍ ଦଃକା, ମୁଁୟ୍ ତୁମାର୍ ହାକ୍ ବାବ୍ବାଦି, ଗ୍ୟାନି ଆର୍ ଦଃର୍ମ୍ଗୁରୁ ଲକ୍କେ ହଃଟାଉଁଲେ; ତୁମିମଃନ୍ ସେମଃନାର୍ ବିତ୍ରାର୍ କାକେ କାକେ ମଃର୍ନେ ମାରାସ୍ ଆର୍ କ୍ରୁସ୍ ଉହ୍ରେ ଅଃତ୍ୟା କଃରାସ୍, ଆର୍ କାକ୍କାକ୍ ତୁମାର୍ ପାର୍ତ୍ନା ଗଃରେ ସାଟ୍ଣି ସଃଙ୍ଗ୍ ମାରାସ୍ ଆର୍ ଗଃଳେମଃନ୍ ଲକ୍ମଃନ୍କେ ଆର୍ଲା କଃରାସ୍ ।
35 တေန သတ္ပုရုၐသျ ဟာဗိလော ရက္တပါတမာရဘျ ဗေရိခိယး ပုတြံ ယံ သိခရိယံ ယူယံ မန္ဒိရယဇ္ဉဝေဒျော ရ္မဓျေ ဟတဝန္တး, တဒီယၑောဏိတပါတံ ယာဝဒ် အသ္မိန် ဒေၑေ ယာဝတာံ သာဓုပုရုၐာဏာံ ၑောဏိတပါတော 'ဘဝတ် တတ် သရွွေၐာမာဂသာံ ဒဏ္ဍာ ယုၐ္မာသု ဝရ္တ္တိၐျန္တေ၊
ଜୁୟ୍ ଦଃର୍ମି ହେବଲ୍କେ ଅଃତ୍ୟା ତଃୟ୍ହୁଣି ଆରୁମ୍ କଃରି, ଜୁୟ୍ ବେରିକାର୍ ହୟ୍ସି ଜିକରିଅକେ ତୁମିମଃନ୍ ମନ୍ଦିର୍ ତଃୟ୍ର୍ ପବିତ୍ର ବେଦି ଟାଣେ ଆର୍ ହୁଜାବେଦିର୍ ମଃଜାୟ୍ ମାର୍ଲାସ୍, ତାର୍ ଅଃତ୍ୟା ହଃତେକ୍ ହୁର୍ତିବିଏ ଜଃତେକ୍ ସଃବୁ ଦଃର୍ମ୍ ଲକ୍ମଃନ୍କେ ଅଃତ୍ୟା ଅୟ୍ଆଚେ, ସେ ସଃବୁ ଡଃଣ୍ଡ୍ ତୁମାର୍ ଉହ୍ରେ ହଃଳେଦ୍ ।
36 အဟံ ယုၐ္မာန္တ တထျံ ဝဒါမိ, ဝိဒျမာနေ'သ္မိန် ပုရုၐေ သရွွေ ဝရ္တ္တိၐျန္တေ၊
ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ସଃବୁ ଲକ୍ମଃନ୍କେ ଅଃତ୍ୟା କଃରି ରିଲାକ୍ ଇ କାଳାର୍ ଲକ୍ମଃନାର୍ ଉହ୍ରେ ଇ ସଃବୁ ଡଃଣ୍ଡ୍ ହଃଳେଦ୍ ।”
37 ဟေ ယိရူၑာလမ် ဟေ ယိရူၑာလမ် နဂရိ တွံ ဘဝိၐျဒွါဒိနော ဟတဝတီ, တဝ သမီပံ ပြေရိတာံၑ္စ ပါၐာဏဲရာဟတဝတီ, ယထာ ကုက္ကုဋီ ၑာဝကာန် ပက္ၐာဓး သံဂၖဟ္လာတိ, တထာ တဝ သန္တာနာန် သံဂြဟီတုံ အဟံ ဗဟုဝါရမ် အဲစ္ဆံ; ကိန္တု တွံ န သမမနျထား၊
“ଏ ଜିରୁସାଲମ୍, ବାବ୍ବାଦିମଃନ୍କେ ଅଃତ୍ୟାକାରିଣି ଜିରୁସାଲମ୍, ଆର୍ ମାପ୍ରୁ ତର୍ ତଃୟ୍ ହଃଟାୟ୍ରିଲା ଲକ୍ମଃନ୍କେ ଟେଳା ଚେଚି ମଃର୍ନେ ମାରି ରିଲା ଜିରୁସାଲମ୍, ମାୟ୍କୁକ୍ଡ଼ା ଜଃନ୍କଃରି ତାର୍ ହିଲାମଃନ୍କେ ତାର୍ ଡେଣା ତଃଳେ ରୁଣ୍ଡାୟ୍ଦ୍, ସେରଃକମ୍ ମୁଁୟ୍ କଃତେକ୍ ତର୍ ହିଲାମଃନ୍କେ ରୁଣ୍ଡାଉଁକ୍ ମଃନ୍ କଃଲେ, ମଃତର୍ ତୁମିମଃନ୍ ମଃନ୍ ନଃକେଲାସ୍ ।
38 ပၑျတ ယၐ္မာကံ ဝါသသ္ထာနမ် ဥစ္ဆိန္နံ တျက္ၐျတေ၊
ଦଃକା ତୁମାର୍ ମନ୍ଦିର୍ ତୁମାର୍ ଆତେ ଚାଡି ଦିଆ ଅୟ୍ଆଚେ ।
39 အဟံ ယုၐ္မာန် တထျံ ဝဒါမိ, ယး ပရမေၑွရသျ နာမ္နာဂစ္ဆတိ, သ ဓနျ ဣတိ ဝါဏီံ ယာဝန္န ဝဒိၐျထ, တာဝတ် မာံ ပုန ရ္န ဒြက္ၐျထ၊
ବଃଲେକ୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ‘ମାପ୍ରୁର୍ ନାଉଁଏ ଜେ ଆସୁଲା ତାର୍ ଆସିର୍ବାଦ୍,’ ତୁମିମଃନ୍ ଇ କଃତା ନଃକଉତା ହଃତେକ୍ ଆଜିହୁଣି ମକ୍ କଃବେ ହେଁ ଦଃକୁ ନଃହାରାସ୍ ।”