< ၂ ကရိန္ထိနး 6 >
1 တသျ သဟာယာ ဝယံ ယုၐ္မာန် ပြာရ္ထယာမဟေ, ဤၑွရသျာနုဂြဟော ယုၐ္မာဘိ ရွၖထာ န ဂၖဟျတာံ၊
ଆରେକ୍ ହେଁ ଇସ୍ୱରାର୍ ଦଃୟା ହାୟ୍ଲାର୍ ଜଃନ୍କଃରି ତୁମିମଃନାର୍ ତଃୟ୍ ହଲ୍ୟା ନୟେ, ଇତାର୍ ଗିନେ ଇସ୍ୱର୍ ସଃଙ୍ଗ୍ ଗଟେକ୍ ତଃୟ୍ କାମ୍ କଃରୁ କଃରୁ ଅଃମିମଃନ୍ ଗଃଉଆରି କଃରୁଲୁ ।
2 တေနောက္တမေတတ်, သံၑြောၐျာမိ ၑုဘေ ကာလေ တွဒီယာံ ပြာရ္ထနာမ် အဟံ၊ ဥပကာရံ ကရိၐျာမိ ပရိတြာဏဒိနေ တဝ၊ ပၑျတာယံ ၑုဘကာလး ပၑျတေဒံ တြာဏဒိနံ၊
କାୟ୍ତାକ୍ବଃଲେକ୍ ଇସ୍ୱର୍ ଜାୟ୍ରି କଃଉଁଲା ସୁଣା, “ମୁୟ୍ଁ ଦଃୟାର୍ ବଃଳ୍ ତୁମାର୍ ପାର୍ତ୍ନା ସୁଣ୍ଲେ, ଆର୍ ମୁକ୍ଳାଉଁଣିର୍ ଦିନ୍ ମୁୟ୍ଁ ତୁମାର୍ ଉହ୍କାର୍ କଃଲେ ।” ଦଃକା, ଅଃବେ ବଃଡେ ଦଃୟାର୍ ବେଳା; ଅଃବେ ମୁକ୍ଳାଉଁଣିର୍ ଦିନ୍ ।
3 အသ္မာကံ ပရိစရျျာ ယန္နိၐ္ကလင်္ကာ ဘဝေတ် တဒရ္ထံ ဝယံ ကုတြာပိ ဝိဃ္နံ န ဇနယာမး,
ଜଃନ୍କଃରି ଅଃମିମଃନାର୍ ସେବାକଃର୍ତା ହଃଦ୍ ବାଦା ନାହାୟ୍, ସେତାର୍ଗିନେ ଅଃମିମଃନ୍ କୁୟ୍ କଃତାୟ୍ ହେଁ ବାଦା ନଃଦେଉଁକେ ଚେସ୍ଟା କଃରୁଲୁ ।
4 ကိန္တု ပြစုရသဟိၐ္ဏုတာ က္လေၑော ဒဲနျံ ဝိပတ် တာဍနာ ကာရာဗန္ဓနံ နိဝါသဟီနတွံ ပရိၑြမော ဇာဂရဏမ် ဥပဝသနံ
ମଃତର୍ ଅଃମି ସଃବୁ ଅବୁସ୍ତାୟ୍ ନିଜ୍କେ ଇସ୍ୱରାର୍ ସେବାକାରି ହର୍ ଚିନାୟ୍ ଦେଉଁଲୁ । ବୁତେକ୍ ସାସ୍ ସଃଙ୍ଗ୍ ଅଃମି ସଃବୁ ରଃକମାର୍, କଃସ୍ଟ୍ ତଃୟ୍, ଦୁର୍ଦଃସା ତଃୟ୍, ବିପ୍ତି ତଃୟ୍ ସଃମ୍ବାଳି ଆଚୁ,
5 နိရ္မ္မလတွံ ဇ္ဉာနံ မၖဒုၑီလတာ ဟိတဲၐိတာ
ମାଡ୍ ତଃୟ୍, ଜଃଇଲେ ହୁର୍ଲା ତଃୟ୍, ଗଃଣ୍ଡ୍ଗଳ୍ ତଃୟ୍, ହାୟ୍ଟି କଃର୍ତା ତଃୟ୍, ନଃସଉତା ରାତି ତଃୟ୍, ବୁକାର୍ ତଃୟ୍,
6 ပဝိတြ အာတ္မာ နိၐ္ကပဋံ ပြေမ သတျာလာပ ဤၑွရီယၑက္တိ
ପବିତ୍ର ତଃୟ୍, ଗ୍ୟାନ୍ ତଃୟ୍, ସଃମ୍ବାଳ୍ତା ତଃୟ୍, ଦିରାବାବ୍ ତଃୟ୍, ପବିତ୍ର ଆତ୍ମାର୍ ତଃୟ୍, ନିକ ଲାଡ୍ ତଃୟ୍,
7 ရ္ဒက္ၐိဏဝါမာဘျာံ ကရာဘျာံ ဓရ္မ္မာသ္တြဓာရဏံ
ସଃତ୍ କଃତା ତଃୟ୍, ଇସ୍ୱରାର୍ ସଃକ୍ତି ତଃୟ୍ । ଅଃମାର୍ କାତା ଆର୍ ଡେବ୍ରି ଆତେ ଦଃର୍ମାର୍ କଃଣ୍ଡାକାତି ଆଚେ ।
8 မာနာပမာနယောရချာတိသုချာတျော ရ္ဘာဂိတွမ် ဧတဲး သရွွဲရီၑွရသျ ပြၑံသျာန် ပရိစာရကာန် သွာန် ပြကာၑယာမး၊
ଅଃମି ମାନ୍ତି ଆର୍ ଅମାନ୍ୟାର୍ ହାୟ୍ଆଚୁ । ଅଃମି ଲାଜ୍ ହାୟ୍ଆଚୁ ଆର୍ ଗୁଣ୍ଗିତ୍ ହାୟ୍ଆଚୁ । ମିଚ୍ କଃଉତା ଲକାର୍ ହର୍ ଅୟ୍ ଆଚୁ ମଃତର୍ ଅଃମି ସଃତ୍ କଃଉତା ଲକ୍,
9 ဘြမကသမာ ဝယံ သတျဝါဒိနော ဘဝါမး, အပရိစိတသမာ ဝယံ သုပရိစိတာ ဘဝါမး, မၖတကလ္ပာ ဝယံ ဇီဝါမး, ဒဏ္ဍျမာနာ ဝယံ န ဟနျာမဟေ,
ନଃଚିନ୍ଲା ଲକାର୍ ହର୍ ମଃତର୍ ଚିନଃଲା ଲକ୍, ମଃଲା ଲକାର୍ ହର୍, ମଃତର୍ ଦଃକା, ଅଃମିମଃନ୍ ଜିବନ୍ ଆଚୁ, ଡଃଣ୍ଡ୍ ହାୟ୍ଲା ଲକାର୍ ହର୍, ମଃତର୍ ମାରାୟ୍ ନଃଉଁ,
10 ၑောကယုက္တာၑ္စ ဝယံ သဒါနန္ဒာမး, ဒရိဒြာ ဝယံ ဗဟူန် ဓနိနး ကုရ္မ္မး, အကိဉ္စနာၑ္စ ဝယံ သရွွံ ဓာရယာမး၊
ଦୁକାର୍ ଲକ୍ ହର୍, ମଃତର୍ ସଃବୁବଃଳ୍ ସଃର୍ଦା, ଗଃରିବ୍ ଲକାର୍ ହର୍, ମଃତର୍ ଗାଦେକ୍ ଲକ୍କେ ଦଃନ୍ ଦେଉଁକେ ଲକ୍, କାୟ୍ରି ନଃହାଉତା ଲକାର୍ ହର୍, ମଃତର୍ ସଃବୁ ହାୟ୍ଲା ଲକ୍ ।
11 ဟေ ကရိန္ထိနး, ယုၐ္မာကံ ပြတိ မမာသျံ မုက္တံ မမာန္တးကရဏာဉ္စ ဝိကသိတံ၊
ଏ କରନ୍ତିର୍ ଲାଡାର୍ ବାୟ୍ ଆର୍ ବେଣିମଃନ୍, ତୁମିମଃନ୍କେ ଅଃମିମଃନାର୍ ସଃବୁ କଃତା କୟ୍ଆଚୁ, ଅଃମିମଃନ୍ ତୁମିକେ ମଃନ୍ ଦଃୟ୍ ଲାଡ୍ କଃରୁଲୁ ।
12 ယူယံ မမာန္တရေ န သင်္ကောစိတား ကိဉ္စ ယူယမေဝ သင်္ကောစိတစိတ္တား၊
ତୁମିମଃନାର୍ ହାକ୍ ଅଃମିମଃନାର୍ ଲାଡ୍ ଉଣା ନାୟ୍, ମଃତର୍ ତୁମିମଃନାର୍ ଲାଡ୍ ଉଣା ।
13 ကိန္တု မဟျံ နျာယျဖလဒါနာရ္ထံ ယုၐ္မာဘိရပိ ဝိကသိတဲ ရ္ဘဝိတဝျမ် ဣတျဟံ နိဇဗာလကာနိဝ ယုၐ္မာန် ဝဒါမိ၊
ନିଜାର୍ ହିଲାମଃନ୍କେ କୟ୍ଲା ହର୍ ମୁୟ୍ଁ କଃଉଁଲେ, ଅଃମିମଃନ୍ ତୁମିକେ ଜଃନ୍କଃରି ଲାଡ୍ କଃରୁଲୁ ସେବାନ୍ୟା ଅଃମିମଃନ୍କ୍ ହେଁ ଲାଡ୍ କଃରା । ତୁମିମଃନାର୍ ମଃନ୍ ହେଁ ଅସାର୍ କଃରି ଉଗାଳା ।
14 အပရမ် အပြတျယိဘိး သာရ္ဒ္ဓံ ယူယမ် ဧကယုဂေ ဗဒ္ဓါ မာ ဘူတ, ယသ္မာဒ် ဓရ္မ္မာဓရ္မ္မယေား ကး သမ္ဗန္ဓော'သ္တိ? တိမိရေဏ သရ္ဒ္ဓံ ပြဘာယာ ဝါ ကာ တုလနာသ္တိ?
ଅବିସ୍ୱାସିମଃନାର୍ ସଃଙ୍ଗ୍ ସଃମାନ୍ ବାବେ ନିଜ୍କେ ଗଃଣାୟ୍ ଅଃଉଆ ନାୟ୍, କାୟ୍ତାକ୍ବଃଲେକ୍ ଦଃର୍ମ୍ ଆର୍ ଅଃଦଃର୍ମ୍ ବିତ୍ରେ କାୟ୍ ମିଳାମିସା? କି ଅଃନ୍ଦାର୍ ସଃଙ୍ଗ୍ ଉଜାଳାର୍ କାୟ୍ ମିଳାମିସା?
15 ဗိလီယာလဒေဝေန သာကံ ခြီၐ္ဋသျ ဝါ ကာ သန္ဓိး? အဝိၑွာသိနာ သာရ္ဒ္ဓံ ဝါ ဝိၑွာသိလောကသျာံၑး ကး?
ସୟ୍ତାନ୍ ସଃଙ୍ଗ୍ କ୍ରିସ୍ଟର୍ କାୟ୍ ମିଳାମିସା? କି ଅବିସ୍ୱାସି ସଃଙ୍ଗ୍ ବିସ୍ୱାସିର୍ କାୟ୍ ବାଗ୍?
16 ဤၑွရသျ မန္ဒိရေဏ သဟ ဝါ ဒေဝပြတိမာနာံ ကာ တုလနာ? အမရသျေၑွရသျ မန္ဒိရံ ယူယမေဝ၊ ဤၑွရေဏ တဒုက္တံ ယထာ, တေၐာံ မဓျေ'ဟံ သွာဝါသံ နိဓာသျာမိ တေၐာံ မဓျေ စ ယာတာယာတံ ကုရွွန် တေၐာမ် ဤၑွရော ဘဝိၐျာမိ တေ စ မလ္လောကာ ဘဝိၐျန္တိ၊
ମୁର୍ତି ସଃଙ୍ଗ୍ ଇସ୍ୱରାର୍ ମନ୍ଦିରାର୍ କାୟ୍ ମିସାଣ୍ ଆଚେ? କାୟ୍ତାକ୍ବଃଲେକ୍ ଆମିମଃନ୍ ଜିବନ୍ ଇସ୍ୱରାର୍ ମନ୍ଦିର୍, ଜଃନ୍କଃରି ଇସ୍ୱର୍ କୟ୍ଆଚେ, “ମୁୟ୍ଁ ସେମଃନାର୍ ବିତ୍ରେ ବାସା କଃରିନ୍ଦ୍, ଆର୍ ସେମଃନାର୍ ବିତ୍ରେ ଚାଲାବୁଲା କଃରିନ୍ଦ୍; ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍, ଆର୍ ସେମଃନ୍ ମର୍ ଲକ୍ ଅଃଉତି ।”
17 အတော ဟေတေား ပရမေၑွရး ကထယတိ ယူယံ တေၐာံ မဓျာဒ် ဗဟိရ္ဘူယ ပၖထဂ် ဘဝတ, ကိမပျမေဓျံ န သ္ပၖၑတ; တေနာဟံ ယုၐ္မာန် ဂြဟီၐျာမိ,
ଇତାର୍ ଗିନେ ମାପ୍ରୁ ଇରି କଃଉଁଲା, “ତୁମିମଃନ୍ ସେମଃନାର୍ ବିତ୍ରେ ହୁଣି ବାରାୟ୍ ଆସା, ଆର୍ ଅଃଲ୍ଗା ଅଃଉଆ, ଆର୍ ବିଟାଳ୍ରି ଚିଉଆ ନାୟ୍, ଆରେକ୍ ମୁୟ୍ଁ ତୁମିମଃନ୍କେ ଆଗଳି ଦଃରିନ୍ଦ୍ ।
18 ယုၐ္မာကံ ပိတာ ဘဝိၐျာမိ စ, ယူယဉ္စ မမ ကနျာပုတြာ ဘဝိၐျထေတိ သရွွၑက္တိမတာ ပရမေၑွရေဏောက္တံ၊
ମୁୟ୍ଁ ତୁମିମଃନାର୍ ଉବାଦି ଅୟ୍ନ୍ଦ୍, ଆରେକ୍ ତୁମିମଃନ୍ ମର୍ ହଅ ଜିଇ ଅଃଉଆସ୍ ଇରି ସଃବ୍କେ ଜିଣା ସଃକ୍ତିମାନ୍ ମାପ୍ରୁ କଃଉଁଲା ।”