< ၁ ကရိန္ထိနး 3 >
1 ဟေ ဘြာတရး, အဟမာတ္မိကဲရိဝ ယုၐ္မာဘိး သမံ သမ္ဘာၐိတုံ နာၑက္နဝံ ကိန္တု ၑာရီရိကာစာရိဘိး ခြီၐ္ဋဓရ္မ္မေ ၑိၑုတုလျဲၑ္စ ဇနဲရိဝ ယုၐ္မာဘိး သဟ သမဘာၐေ၊
ଏ ବାୟ୍ବେଣିମଃନ୍, ମୁଁୟ୍ ଆତ୍ମାର୍ ମଃନାର୍ ଲକ୍ମଃନ୍କେ କୟ୍ଲା ହର୍ ତୁମିମଃନ୍କେ କଃଉ ନଃହାର୍ଲେ, ମଃତର୍ ଗଃଗାଳାର୍ ଲକ୍ମଃନ୍କେ ଆର୍ କ୍ରିସ୍ଟର୍ ତଃୟ୍, ବିସ୍ୱାସାର୍ ହିଲାମଃନ୍କେ କୟ୍ଲା ହର୍ ତୁମିମଃନ୍କେ କୟ୍ଲେ ।
2 ယုၐ္မာန် ကဌိနဘက္ၐျံ န ဘောဇယန် ဒုဂ္ဓမ် အပါယယံ ယတော ယူယံ ဘက္ၐျံ ဂြဟီတုံ တဒါ နာၑက္နုတ ဣဒါနီမပိ န ၑက္နုထ, ယတော ဟေတောရဓုနာပိ ၑာရီရိကာစာရိဏ အာဓွေ၊
ମୁଁୟ୍ ତୁମିମଃନ୍କେ ଦୁଦ୍ ସୁରାୟ୍ ବିନ୍ କାଦି ନଃଦିଲେ, କାୟ୍ତାକ୍ବଃଲେକ୍ ତୁମିମଃନ୍କେ ସେରି ସୁରୁକ୍ ସଃକ୍ତିନଃରିଲି ଆର୍ ଅଃବେ ହେଁ ସଃକାତ୍ ନଃଉଆସ୍ ।
3 ယုၐ္မန္မဓျေ မာတ္သရျျဝိဝါဒဘေဒါ ဘဝန္တိ တတး ကိံ ၑာရီရိကာစာရိဏော နာဓွေ မာနုၐိကမာရ္ဂေဏ စ န စရထ?
ସେତାକ୍, ଅଃବେ ହଃତେକ୍ ତୁମିମଃନ୍କେ ଜଃଗତାର୍ ଲକ୍ହର୍ ଜିଉଁଲାସ୍ । କାୟ୍ତାକ୍ବଃଲେକ୍ ଜଃଡ୍ବଃଳ୍ ତୁମିମଃନ୍କାର୍ ବିତ୍ରେ ରିସା ଆର୍ ମାଡ୍ଗଳ୍ ଆଚେ, ତୁମିମଃନ୍କେ କାୟ୍ ଜଃଗତାର୍ ମାନାୟ୍ ନାୟ୍ ଆର୍ ମାନାୟ୍ର୍ ବାବ୍ ହଃର୍କାରେ ଚାଲ୍ଚାଲ୍ତି ନଃକେରାସ୍?
4 ပေါ်လသျာဟမိတျာပလ္လောရဟမိတိ ဝါ ယဒွါကျံ ယုၐ္မာကံ ကဲၑ္စိတ် ကဲၑ္စိတ် ကထျတေ တသ္မာဒ် ယူယံ ၑာရီရိကာစာရိဏ န ဘဝထ?
ଜୁୟ୍ତାକ୍ ଜଃଡ୍ବଃଳ୍ ଗଟ୍ଲକ୍ କୟ୍ଦ୍, “ମୁଁୟ୍ ପାଉଲାର୍” ଆରେକ୍ ଏକ୍ଲା କୟ୍ଦ୍ “ମୁୟ୍ଁ ଆପଲାର୍,” ତଃବେ ତୁମିମଃନ୍କେ ଇସ୍ୱରାର୍ ଆତ୍ମା ନଃହାୟ୍ଲା ଲକ୍ମଃନାର୍ ହର୍ ନୟ୍କି?
5 ပေါ်လး ကး? အာပလ္လော ရွာ ကး? တော် ပရိစာရကမာတြော် တယောရေကဲကသ္မဲ စ ပြဘု ရျာဒၖက် ဖလမဒဒါတ် တဒွတ် တယောရ္ဒွါရာ ယူယံ ဝိၑွာသိနော ဇာတား၊
ପାଉଲ୍ କେ ଆର୍ ଆପଲ୍ କେ? ସେମଃନ୍ତ ସେବାକାରି ମଃନ୍, ଜୁୟ୍ମଃନାର୍ କଃରୁକେ ହଃତିଲକେ ମାପ୍ରୁ ଜଃନ୍କଃରି ଦଃୟ୍ ଆଚେ, ସେହଃର୍କାରେ ତୁମିମଃନ୍କେ ସଃତ୍ କଃରିଆଚାସ୍ ।
6 အဟံ ရောပိတဝါန် အာပလ္လောၑ္စ နိၐိက္တဝါန် ဤၑွရၑ္စာဝရ္ဒ္ဓယတ်၊
ମୁଁୟ୍ ଲାଗାୟ୍ ଆଚି, ଆପଲ୍ ହାଣି ରଃକାୟ୍ ଆଚେ, ମଃତର୍ ଇସ୍ୱର୍ ବାଡାୟ୍ ଆଚେ ।
7 အတော ရောပယိတၖသေက္တာရာဝသာရော် ဝရ္ဒ္ဓယိတေၑွရ ဧဝ သာရး၊
ତଃବେ, ଜେ ରୟ୍ଦ୍ କି ଜେ ହାଣି ରଃକାୟ୍ଦ୍, ସେ ବଃଡ୍ ନାୟ୍ ମଃତର୍ ବାଡାୟ୍ଦ୍ ଜୁୟ୍ ଇସ୍ୱର୍ ସେ ବଃଳ୍ ।
8 ရောပယိတၖသေက္တာရော် စ သမော် တယောရေကဲကၑ္စ သွၑြမယောဂျံ သွဝေတနံ လပ္သျတေ၊
ଜେ ରୟ୍ଦ୍ ଆର୍ ଜେ ହାଣି ଚିଚେଦ୍, ସେ ଦୁୟ୍ଲକ୍ ଏକ୍, କାୟ୍ତାକ୍ବଃଲେକ୍ ହଃତିଲକ୍କେ ଇସ୍ୱର୍ ନିଜାର୍ କଃବାଳ୍ ହଃର୍କାରେ ପୁରିସ୍କାର୍ ଦଃୟ୍ଦ୍ ।
9 အာဝါမီၑွရေဏ သဟ ကရ္မ္မကာရိဏော်, ဤၑွရသျ ယတ် က္ၐေတြမ် ဤၑွရသျ ယာ နိရ္မ္မိတိး သာ ယူယမေဝ၊
କାୟ୍ତାକ୍ବଃଲେକ୍ ଅଃମିମଃନ୍ ଇସ୍ୱର୍ ସଃଙ୍ଗ୍ କାମ୍ କଃରୁଲୁ । ତୁମିମଃନ୍କେ ଇସ୍ୱରାର୍ ତାସ୍ହଃଦା ଇସ୍ୱରାର୍ ଗଃର୍ ।
10 ဤၑွရသျ ပြသာဒါတ် မယာ ယတ် ပဒံ လဗ္ဓံ တသ္မာတ် ဇ္ဉာနိနာ ဂၖဟကာရိဏေဝ မယာ ဘိတ္တိမူလံ သ္ထာပိတံ တဒုပရိ စာနျေန နိစီယတေ၊ ကိန္တု ယေန ယန္နိစီယတေ တတ် တေန ဝိဝိစျတာံ၊
ମକେ ଦିଆଅୟ୍ଲା ଇସ୍ୱରାର୍ ଦଃୟା ହଃର୍କାରେ ମୁୟ୍ଁ ଗଟ୍ ବୁଦିରିଲା ଗଃର୍ ବାନ୍ଦୁହର୍ କୁନାଦି ହଃକାୟ୍ ଆଚି, ବିନ୍ଲକ୍ ତାର୍ ଉହ୍ରେ ବାନ୍ଦୁଲା । ମଃତର୍ ହଃତିଲକ୍ ସେତାର୍ ଉହ୍ରେ କଃନ୍କଃରି ବାନ୍ଦ୍ଲାୟ୍, ସେ କଃତାୟ୍ ଜଃଗ୍ରାତ୍ ଅଃଉଆ ।
11 ယတော ယီၑုခြီၐ္ဋရူပံ ယဒ် ဘိတ္တိမူလံ သ္ထာပိတံ တဒနျတ် ကိမပိ ဘိတ္တိမူလံ သ္ထာပယိတုံ ကေနာပိ န ၑကျတေ၊
କାୟ୍ତାକ୍ବଃଲେକ୍ ଇସ୍ୱର୍ ଜୁୟ୍ କୁନାଦି କଃରିଆଚେ ସେରି ଚାଡିକଃରି ବିନ୍ କୁନାଦି କେ ହେଁ ହଃକାଉଁ ନାହାରେ ସେ କୁନାଦି ଜିସୁ କ୍ରିସ୍ଟ ।
12 ဧတဒ္ဘိတ္တိမူလသျောပရိ ယဒိ ကေစိတ် သွရ္ဏရူပျမဏိကာၐ္ဌတၖဏနလာန် နိစိနွန္တိ,
ମଃତର୍ କଃତେକ୍ ଲକ୍ ସେ କୁନାଦି ଉହ୍ରେ ସନା, ରୁହା, ବଡେମଲାର୍ ଟେଳା ଗଃର୍ ବାନ୍ଦ୍ତି । ଆରେକ୍ କଃତେକ୍ ଲକ୍ ଗଃଚ୍, ରଃନ୍ କି ହିରି ସଃଙ୍ଗ୍ ତିଆର୍ କଃର୍ତି ।
13 တရှျေကဲကသျ ကရ္မ္မ ပြကာၑိၐျတေ ယတး သ ဒိဝသသ္တတ် ပြကာၑယိၐျတိ၊ ယတော ဟတောသ္တန ဒိဝသေန ဝဟ္နိမယေနောဒေတဝျံ တတ ဧကဲကသျ ကရ္မ္မ ကီဒၖၑမေတသျ ပရီက္ၐာ ဗဟ္နိနာ ဘဝိၐျတိ၊
ତଃନ୍ଅଲେ ହଃତିଲକାର୍ କାମ୍ କଃନ୍କାର୍, ସେରି ଜାଣାହଃଳେଦ୍, ବଃଲେକ୍ କ୍ରିସ୍ଟ ଆରେକ୍ ଆସ୍ତା ଦିନ୍ ସେରି ଦଃକାୟ୍ଦ୍, ବଃଲେକ୍ ସେଦିନ୍ ଅଃମାର୍ କାମ୍ ଜୟ୍ ସଃଙ୍ଗ୍ ଦଃକାୟ୍ ଅୟ୍ଦ୍, ଆର୍ ହଃତି ଲକାର୍ କାମ୍ କଃନ୍କାର୍, ସେ ଜୟ୍ ପରିକ୍ୟା କଃରେଦ୍ ।
14 ယသျ နိစယနရူပံ ကရ္မ္မ သ္ထာသ္နု ဘဝိၐျတိ သ ဝေတနံ လပ္သျတေ၊
ଜେ ଜାୟ୍ରି କୁନାଦି ଉହ୍ରେ ଗଃଳି ଆଚେ, ତାର୍ ସେ କାମ୍ ଜଦି ରଃୟ୍ଦ୍, ତଃବେ ସେ ପୁରିସ୍କାର୍ ହାୟ୍ଦ୍ ।
15 ယသျ စ ကရ္မ္မ ဓက္ၐျတေ တသျ က္ၐတိ ရ္ဘဝိၐျတိ ကိန္တု ဝဟ္နေ ရ္နိရ္ဂတဇန ဣဝ သ သွယံ ပရိတြာဏံ ပြာပ္သျတိ၊
ଜଦି କାର୍ କାମ୍ ହଡିଜାୟ୍ଦ୍, ସେ ପୁରିସ୍କାର୍ ନଃହାୟ୍, ଅୟ୍ଲେକ୍ ହେଁ ସେ ନିଜେ, ସେରି ଜୟ୍ ବିତ୍ରେ ଗଃଲାହର୍ ଅୟ୍ ମୁକ୍ଳେଦ୍ ।
16 ယူယမ် ဤၑွရသျ မန္ဒိရံ ယုၐ္မန္မဓျေ စေၑွရသျာတ္မာ နိဝသတီတိ ကိံ န ဇာနီထ?
ତୁମିମଃନ୍ କାୟ୍ ନଃଜାଣାସ୍? ତୁମିମଃନ୍ ଇସ୍ୱରାର୍ ମନ୍ଦିର୍, ଆର୍ ଇସ୍ୱରାର୍ ଆତ୍ମା ତୁମିମଃନ୍କାର୍ ବିତ୍ରେ ବାସା କଃରେଦ୍ ।
17 ဤၑွရသျ မန္ဒိရံ ယေန ဝိနာၑျတေ သော'ပီၑွရေဏ ဝိနာၑယိၐျတေ ယတ ဤၑွရသျ မန္ဒိရံ ပဝိတြမေဝ ယူယံ တု တန္မန္ဒိရမ် အာဓွေ၊
ଜଦି କୁୟ୍ ଲକ୍ ଇସ୍ୱରାର୍ ମନ୍ଦିର୍କେ ନଃସ୍ଟ୍ କଃରେଦ୍, ତବେ ଇସ୍ୱର୍ ତାକେ ନଃସ୍ଟ୍ କଃରେଦ୍; କାୟ୍ତାକ୍ବଃଲେକ୍ ଇସ୍ୱରାର୍ ମନ୍ଦିର୍ ପବିତ୍ର, ସେ ମନ୍ଦିର୍ ତୁମିମଃନ୍ ।
18 ကောပိ သွံ န ဝဉ္စယတာံ၊ ယုၐ္မာကံ ကၑ္စန စေဒိဟလောကသျ ဇ္ဉာနေန ဇ္ဉာနဝါနဟမိတိ ဗုဓျတေ တရှိ သ ယတ် ဇ္ဉာနီ ဘဝေတ် တဒရ္ထံ မူဎော ဘဝတု၊ (aiōn )
କେ ଅଃହ୍ଣାକ୍ ନଃଟକ । ଜଦି କୁୟ୍ଲକ୍ ଇ ଜଃଗତାର୍ ତୁମିମଃନ୍କାର୍ ବିତ୍ରେ ଅଃହ୍ଣାକ୍ ଗିଆନି ବଃଲି ବାବେଦ୍, ତଃବେ ସେ ଜଃନ୍କଃରି ଗିଆନି ଅଃଉଁ ହାରେ, ଇତାର୍ ଗିନେ ସେ ବଃକୁଆ ହର୍ ଅଃଉଅ । (aiōn )
19 ယသ္မာဒိဟလောကသျ ဇ္ဉာနမ် ဤၑွရသျ သာက္ၐာတ် မူဎတွမေဝ၊ ဧတသ္မိန် လိခိတမပျာသ္တေ, တီက္ၐ္ဏာ ယာ ဇ္ဉာနိနာံ ဗုဒ္ဓိသ္တယာ တာန် ဓရတီၑွရး၊
କାୟ୍ତାକ୍ବଃଲେକ୍ ଇ ଜଃଗତାର୍ ଗିଆନ୍ ଇସ୍ୱରାର୍ ତଃୟ୍ ବଃକୁଆରି । ସାସ୍ତରେ ଲେକାଆଚେ, “ଇସ୍ୱର୍ ଗ୍ୟାନିମଃନ୍କ୍ ସେମଃନାର୍ ଚାଲାକିତଃୟ୍ ଦଃରେଦ୍ ।”
20 ပုနၑ္စ၊ ဇ္ဉာနိနာံ ကလ္ပနာ ဝေတ္တိ ပရမေၑော နိရရ္ထကား၊
ଆରେକ୍ ହେଁ ସାସ୍ତରେ ଲେକାଆଚେ, “ଗ୍ୟାନିମଃନାର୍ କଃତା କାଟାକାଟି ଅଃସାର୍ ବଃଲି ମାପ୍ରୁ ଜାଣୁଲା ।”
21 အတဧဝ ကော'ပိ မနုဇဲရာတ္မာနံ န ၑ္လာဃတာံ ယတး သရွွာဏိ ယုၐ္မာကမေဝ,
ମୁଳ୍କଃରି ତୁମିମଃନ୍କେ ସଃବୁ କଃତାର୍ ଅଃଦିକାରି । ସେତାକ୍, କେ ମାନାୟ୍ କଃଲା କାମ୍କେ ଗଃର୍ବ୍ ନଃକେର ।
22 ပေါ်လ ဝါ အာပလ္လော ရွာ ကဲဖာ ဝါ ဇဂဒ် ဝါ ဇီဝနံ ဝါ မရဏံ ဝါ ဝရ္တ္တမာနံ ဝါ ဘဝိၐျဒွါ သရွွာဏျေဝ ယုၐ္မာကံ,
ପାଉଲ୍ ବଃଲା କି ଆପଲ୍ ବଃଲା କି ପିତର୍ କଃଉଆ, ଜଃଗତ୍ କଃଉଆ କି ଜିବନ୍ କଃଉଆ କି ମଃର୍ନ୍ କଃଉଆ, ଅଃବାର୍ କଃତା କଃଉଆ କି ଗଃଟ୍ତା କଃତା ସଃବୁ ହେଁ ତୁମାର୍ ।
23 ယူယဉ္စ ခြီၐ္ဋသျ, ခြီၐ္ဋၑ္စေၑွရသျ၊
ମଃତର୍ ତୁମିମଃନ୍ କ୍ରିସ୍ଟର୍, ଆର୍ କ୍ରିସ୍ଟ ଇସ୍ୱରାର୍ ।