< К Галатам 6 >
1 Братия! если и впадет человек в какое согрешение, вы, духовные, исправляйте такового в духе кротости, наблюдая каждый за собою, чтобы не быть искушенным.
୧ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ ।
2 Носите бремена друг друга, и таким образом исполните закон Христов.
୨ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।
3 Ибо кто почитает себя чем-нибудь, будучи ничто, тот обольщает сам себя.
୩ଜେ ନିଜର୍ ବିସଇନେଇ ବଡ୍ ବଲି ବାବ୍ସି, ସତଇସେ ଦେକ୍ଲେ ସେ ବଡ୍ ନଏ । ସେ ନିଜେ ନାଡାଇ ଅଇଲାନି ।
4 Каждый да испытывает свое дело, и тогда будет иметь похвалу только в себе, а не в другом,
୪ସବୁ ଲକ୍ ନିଜର୍ ନିଜର୍ ଚଲାଚଲ୍ତି ବିଚାର୍ କରି ଦେକ୍ବାର୍ ଆଚେ । ଜଦି ସେଟା ନିକ ଅଇରଇସି, ତେବେ ସେ ନିଜେ ସାର୍ଦା ଅ । ଆରି ବିନ୍ ଲକର୍ କାମ୍ସଙ୍ଗ୍ ନିଜେ କଲାଟା ସମାନ୍ ନ କର ।
5 ибо каждый понесет свое бремя.
୫କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ଜିବନେ ଆଇବା ବଜ୍ ବଇବାକେ ପଡ୍ସି ।
6 Наставляемый словом, делись всяким добром с наставляющим.
୬ଜନ୍ ଲକ୍ମନ୍ ବାକିଅଟାନେ ସିକିଆ ପାଇଲାଇନି, ସେମନର୍ଟାନେ ଜନ୍ଟା ଆଚେ, ସେଟା ତାକର୍ ସିକାଉମନର୍ ସଙ୍ଗ୍ ବାଟା କର୍ବାର୍ ଆଚେ ।
7 Не обманывайтесь: Бог поругаем не бывает. Что посеет человек, то и пожнет:
୭ପରମେସର୍ ନାଡାଇ ନ ଅଏ, ନିଜେ ନାଡାଇ ଉଆ ନାଇ । ଜେ ଜନ୍ଟା ବୁନିରଇସି, ସେ ସମାନ୍ଟା ଆକା କାଟ୍ସି ।
8 сеющий в плоть свою от плоти пожнет тление, а сеющий в дух от духа пожнет жизнь вечную. (aiōnios )
୮ଜେ ନିଜର୍ ଗାଗଡର୍ ଗୁନ୍ଚଲନ୍ ଇସାବେ ବୁନ୍ସି, ସେ ଗାଗ୍ଡେଅନି ବାରଇବା ମରନର୍ କେତ୍ କାଟ୍ସି । ମାତର୍ ଜେ ଆତ୍ମାର୍ ଇସାବେ ବୁନ୍ସି, ସେ ଆତ୍ମାଇଅନି ବାରଇଲା ନ ସାର୍ବା ଜିବନ୍ପାରା କେତ୍ କାଟ୍ସି । (aiōnios )
9 Делая добро, да не унываем, ибо в свое время пожнем, если не ослабеем.
୯ସେଟାର୍ ପାଇ ଆମେ ନିକ କାମ୍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍ଲେ ସେ ସମାନ୍ ବେଲାଇ ପସଲ୍ ପାଇବାର୍ ଅଇସି ।
10 Итак, доколе есть время, будем делать добро всем, а наипаче своим по вере.
୧୦ସେନ୍ତି ବଇଲେ ଜେତେକ୍ ତର୍ ବେଲା ପାଇଲୁନି, ସବୁବେଲା ସବୁର୍ସଙ୍ଗ୍, ଜନ୍ଲକ୍ମନ୍ ଆମର୍ ବିସ୍ବାସି କୁଟୁମେ ମିସ୍ଲାଇ ଆଚତ୍, ସେମନର୍ ପାଇ ନିମାନ୍ କର୍ବାର୍ ଆମର୍ ଦାଇତ୍ ।
11 Видите, как много написал я вам своею рукою.
୧୧ଦେକା, କେଡେ ବଡ୍ ବଡ୍ ଅଇକର୍ସଙ୍ଗ୍ ମୁଇ ତମ୍କେ ଏ ଚିଟିର୍ ସାରାସାରି କାତା ମର୍ ନିଜର୍ ଆତେ ଲେକ୍ଲିନି ।
12 Желающие хвалиться по плоти принуждают вас обрезываться только для того, чтобы не быть гонимыми за крест Христов,
୧୨ଜନ୍ ଲକ୍ମନ୍ ବାଇରର୍ ରିତିନିତି ମାନିକରି ଡାକ୍ପୁଟା ପାଇବାକେ ମନ୍ କର୍ବାଇ, ସେମନ୍ ତମ୍କେ ସୁନତ୍ ଅଇବାକେ ବାଦିଅ କଲାଇନି । କିରିସ୍ଟର୍ କୁର୍ସର୍ ଲାଗି ସେମନ୍ ଜେନ୍ତି ସଙ୍ଗର୍ ଜିଉଦିମନର୍ କସ୍ଟ ନ ପାଇବାର୍ ଲାଗି ଏଟା କଲାଇନି ।
13 ибо и сами обрезывающиеся не соблюдают закона, но хотят, чтобы вы обрезывались, дабы похвалиться в вашей плоти.
୧୩କାଇକେ ବଇଲେ ଜନ୍ ଲକ୍ମନ୍ ସୁନତ୍ ବିଦିକେ ଟିକ୍ ବଲି କଇଲାଇନି, ସେମନ୍ ନିଜେ, ମସାର୍ ସବୁ ନିୟମ୍ ମାନତ୍ ନାଇ । ଜେନ୍ତି କି ତମେ ସୁନତ୍ ଅଇ ସେମନର୍ବାଟେ ମିସ୍ଲାସ୍ । ଏଟା ନେଇକରି ବଡ୍ପନ୍ ଅଇବାଇ ।
14 А я не желаю хвалиться, разве только крестом Господа нашего Иисуса Христа, которым для меня мир распят, и я для мира.
୧୪ମାତର୍ ମାପ୍ରୁ ଜିସୁ କିରିସ୍ଟର୍ କୁରୁସ୍ ଚାଡିକରି ଆରି କାଇତେଇ ବଡ୍ପନ୍ ଅଇବାଟା ମର୍ଟାନେଅନି ଦୁରିକେ ରଅ । କାଇକେବଇଲେ ଜଗତ୍ ଜନ୍ ବିସଇର୍ ପାଇ ବେସି ଦାନ୍ଦା ଅଇଲାନି, ସେଟା ମୁକିଅ ବିସଇ ବଲି ମୁଇ ନ ବାବି । ଆରି ଜଗତ୍ ମିସା ମକେ କାଇ ମୁଲିଅ ନ ଅଇଲା ଲକ୍ ପାରା ଦେକ୍ଲାନି ।
15 Ибо во Христе Иисусе ничего не значит ни обрезание, ни необрезание, а новая тварь.
୧୫କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ ।
16 Тем, которые поступают по сему правилу, мир им и милость, и Израилю Божию.
୧୬ଜନ୍ ଲକ୍ମନ୍ ନିଜର୍ ଜିବନେ ଏ କାତା ଦାର୍ବାଇ, ସେମନ୍ ସବୁ ଲକ୍ ଆରି ପରମେସରର୍ ସବୁ ଲକ୍ମନ୍ ଜିବ୍ନେ ସାନ୍ତି ଆରି ଜିବନ୍ ଦୁକାନି ପାଇବାଇ ।
17 Впрочем, никто не отягощай меня, ибо я ношу язвы Господа Иисуса на теле моем.
୧୭ସାରାସାରି ଏତ୍କି କଇଲିନି, ଆଜିଅନି ବୁଲ୍ ସିକିଆ ଦେଇକରି ମକେ ଆରି କେ ମିସା କସ୍ଟ ନ ଦେଅ, କାଇକେ ବଇଲେ ମୁଇ ଜିସୁର୍ ଗତିଦାଙ୍ଗ୍ଡା ବଲି ଦେକାଇବାକେ ମର୍ ଗାଗ୍ଡେ ତାର୍ କଣ୍ଡିଆ ଚିନ୍ ଆଚେ ।
18 Благодать Господа нашего Иисуса Христа со духом вашим, братия. Аминь.
୧୮ଏ ବାଇବଇନିମନ୍! ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାନି ତମର୍ ସବୁ ଲକର୍ ଲଗେ ରଅ । ଆମେନ୍!