< Matei 5 >
1 Și văzând mulțimile, a urcat pe munte; și pe când ședea, discipolii lui au venit la el;
୧ଜିସୁ ଜବର୍ ଲକ୍ମନ୍ ତାର୍ଟାନେ ଆଇବାଟା ଦେକି ଡଙ୍ଗର୍ ଉପ୍ରେ ଜାଇ ବସ୍ଲା । ସିସ୍ମନ୍ ତାକେ ଚାରିବେଡ୍ତି ଗେରି ରଇଲାଇ ।
2 Și el și-a deschis gura și i-a învățat, spunând:
୨ସେବେଲେ ଜିସୁ ସେମନ୍କେ ସିକିଆ ଦେଇ କଇବାର୍ ଦାର୍ଲା ।
3 Binecuvântați sunt cei săraci în duh, pentru că a lor este împărăția cerului.
୩“ଜନ୍ ଲକ୍ମନ୍ ଆତ୍ମାଇ କାକୁର୍ତି ଅଇଆଚତ୍, ସେମନର୍ କେଡେକ୍ ନିକ କରମ୍, କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।”
4 Binecuvântați sunt cei ce jelesc, pentru că ei vor fi mângâiați.
୪ଦୁକେ ରଇବା ଲକ୍ମନର୍ କେଡେକ୍ ନିକ କରମ୍, କାଇକେବଇଲେ ପର୍ମେସର୍ ସେମନର୍ ଦୁକ୍ ସାରାଇସି ।
5 Binecuvântați sunt cei blânzi, pentru că ei vor moșteni pământul.
୫ସୁଆଲେ ରଇବା ଲକ୍ମନର୍ କେଡେକ୍ ନିକ କରମ୍, କାଇକେବଇଲେ ସେମନ୍ ପର୍ମେସର୍ ସପତ୍ କରିରଇବା ବିସଇ ମିଲାଇବାଇ ।
6 Binecuvântați sunt cei ce flămânzesc și însetează după dreptate, pentru că ei vor fi săturați.
୬ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କର୍ବାକେ ଆସା କର୍ବାଇ, ତାକର୍ କେଡେକ୍ ନିକ କରମ୍, କାଇକେବଇଲେ ପର୍ମେସର୍ ସେମନ୍କେ ସାର୍ଦା କରାଇସି ।
7 Binecuvântați sunt cei milostivi, pentru că ei vor obține milă.
୭ବିନ୍ ଲକ୍ମନ୍କେ ଦୟା ଦେକାଇବା ଲକ୍ମନର୍ କେଡେକ୍ ନିକ କରମ୍, କାଇକେବଇଲେ ସେମନ୍କେ ପର୍ମେସର୍ ଦୟା କର୍ସି ।
8 Binecuvântați sunt cei cu inima pură, pentru că ei vor vedea pe Dumnezeu.
୮ମନ୍ ବିତ୍ରେ ନିର୍ମଲ୍ ରଇଲା ଲକ୍ମନର୍ କେଡେକ୍ ନିକ କରମ୍, କାଇକେବଇଲେ ସେମନ୍କେ ପର୍ମେସରର୍ ଦର୍ସନ୍ ମିଲ୍ସି ।
9 Binecuvântați sunt cei ce fac pace, pentru că ei vor fi chemați copiii lui Dumnezeu.
୯ସାନ୍ତିର୍ ପାଇ କାମ୍ କର୍ବା ଲକ୍ମନର୍ କେଡେକ୍ ନିକ କରମ୍, କାଇକେବଇଲେ ସେମନ୍ ପର୍ମେସରର୍ ପିଲାଟକି ବଲି ନାମାଇ ଅଇବାଇ ।
10 Binecuvântați sunt cei persecutați pentru dreptate, pentru că a lor este împărăția cerului.
୧୦ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କରି ଦୁକ୍ କସ୍ଟ ପାଇବାଇ, ସେମନର୍ କେଡେକ୍ ନିକ କରମ୍, କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।
11 Binecuvântați sunteți când, din cauza mea, vă vor ocărî și vă vor persecuta și vor spune orice fel de rău, cu falsitate, împotriva voastră.
୧୧“ମକେ ବିସ୍ବାସ୍ କର୍ବାର୍ ଲାଗି ତମ୍କେ ଲକ୍ମନ୍ ନିନ୍ଦା ଆରି କସ୍ଟ ଦେବାଇ, ଆରି ଚୁଚାଇ ତମର୍ ବିରୁଦେ ମିଚ୍ କାତା କଇବାଇ, ନିଜ୍କେ କେଡେ କରମର୍ ଲକ୍ ବଲି ମନେ କରା ।
12 Bucurați-vă și veseliți-vă peste măsură, pentru că mare este răsplata voastră în cer; fiindcă tot așa i-au persecutat pe profeții care au fost înainte de voi.
୧୨ସାର୍ଦା ଅଇ ସାର୍ଦାଇ ରୁଆ, କାଇକେବଇଲେ ସର୍ଗେ ତମର୍ ପାଇ ବଡ୍ ପୁରୁସ୍କାର୍ ସଙ୍ଗଇଲା ଆଚେ । ମନେରକା ସେନ୍ତାରି ତମର୍ ଆଗ୍ତୁ ରଇଲା ବବିସତ୍ବକ୍ତାମନ୍ ମିସା ଦୁକ୍ପାଇ ରଇଲାଇ ।”
13 Voi sunteți sarea pământului; dar dacă sarea își pierde gustul, cu ce va fi sărată? Nu mai este bună la nimic decât să fie aruncată afară și călcată sub picioarele oamenilor.
୧୩“ତମେ ସବୁ ମୁନୁସ୍ ଜାତିର୍ପାଇ ନୁନ୍ ପାରା । ମାତର୍ ନୁନ୍ ଜଦି ସୁଆଦ୍ ଆରାଇସି, ତେବେ ସେଟା କେନ୍ତି କରିଆ ଅଇସି? ସେଟା ଆରି କାଇ କାମେ ନ ଆସେ, ତେବେ ତାକେ ବାଇରେ ପିଙ୍ଗି ଦେବାଇ ଆରି ସେଟା ଲକ୍ମନ୍ ମାଣ୍ଡି ପାକାଇବାଇ ।”
14 Voi sunteți lumina lumii. O cetate așezată pe deal nu poate fi ascunsă.
୧୪ତମେ ଗୁଲାଇ ଜଗତର୍ ପାଇ ଉଜଲ୍ ପାରା । ଜନ୍ ଗଡ୍ ଡଙ୍ଗର୍ ଉପ୍ରେ ତିଆର୍ ଅଇଲାଆଚେ, ସେଟା କେବେ ମିସା ଲୁଚି ରଇ ନାପାରେ ।
15 Nici nu aprind oamenii candela și o pun sub oboroc, ci pe sfeșnic; și aceasta dă lumină tuturor celor din casă.
୧୫କେ ମିସା ବତି ଡସାଇକରି ଆଣ୍ଡିଡାବି ନ ସଙ୍ଗଅତ୍ । ସେଟା ବତିକୁଦ୍ରା ଉପ୍ରେ ସଙ୍ଗଇବାଇ ଆରି ଗରେ ରଇଲା ସବୁ ଲକ୍କେ ଉଜଲ୍ ଦେଇସି ।
16 Astfel să lumineze lumina voastră înaintea oamenilor, ca să vadă faptele voastre bune și să îl glorifice pe Tatăl vostru care este în cer.
୧୬ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।
17 Să nu gândiți că am venit să distrug legea sau profeții; nu am venit să distrug, ci să împlinesc.
୧୭“ମୁଇ ମିସା, କରିରଇବା ନିୟମ୍ କି ବାବବାଦିମନର୍ ଦରମ୍ ସାସ୍ତର୍ ବୁଡାଇବାକେ ଆସିଆଚି ବଲି ବାବା ନାଇ । ମୁଇ ସେଟା ବୁଡାଇବାକେ ଆସିନାଇ ମାତର୍ ସିଦ୍ କର୍ବାକେ ଆସିଆଚି ।
18 Fiindcă adevărat vă spun: Până cerul și pământul vor trece, o iotă sau o frântură de literă nu va trece nicidecum din lege, până totul va fi împlinit.
୧୮ମନେରକିରୁଆ, ମୁଇ ତମ୍କେ ସତ୍ କଇଲିନି ସରଗ୍ ଆରି ଦର୍ତନି ତବିର୍ ଅଇ ରଇବା ଜାକ ମସାର୍ ନିୟମର୍ ଗଟେକ୍ ଚିନ୍ ମିସା ନ ବୁଡେ । ସବୁ ବିସଇ ପୁରାପୁରୁନ୍ ନ ଅଇତେ ଏ ସବୁ ନ ଗଟେ ।
19 De aceea, oricine va strica una dintre cele mai mici din aceste porunci și va învăța pe oameni astfel, va fi chemat cel mai mic în împărăția cerului; dar oricine le va împlini și [îi] va învăța pe alții, acela va fi chemat mare în împărăția cerului.
୧୯ତେବର୍ପାଇ ଜେ ମିସା ନିୟମ୍ ତେଇ ରଇବା ସବୁଟାନେଅନି ସାନ୍ ଆଦେସ୍ ନ ମାନେ ଆରି ସେନ୍ତି କର୍ବାକେ ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ସାନ୍ ଲକ୍ ବଲି ଏଜାଇଅଇସି । ମାତର୍ ଜେ ନିୟମର୍ ସବୁ ବିସଇର୍ ସାନ୍ ଆଦେସ୍ ମାନ୍ସି ଆରି ସେଟା ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ବଡ୍ ଲକ୍ ବଲି ଏଜାଇଅଇସି ।
20 Căci vă spun că: Dacă dreptatea voastră nu va întrece dreptatea scribilor și a fariseilor, nicidecum nu veți intra în împărăția cerului.
୨୦କାଇକେବଇଲେ ମୁଇ ତମ୍କେ କଇଲିନି, ସାସ୍ତର୍ ସିକାଉମନ୍ ଆରି ପାରୁସିମନର୍ତେଇଅନି ଅଦିକ୍ ବିସ୍ବାସ୍ ରଇ, ପର୍ମେସରର୍ ମନ୍ କଲା ଇସାବେ, କାମ୍ କଲେସେ ସରଗ୍ ରାଇଜେ ଜାଇପାରାସ୍ ।”
21 Ați auzit că s-a spus de către cei din vechime: Să nu ucizi; și oricine va ucide va fi sub amenințarea judecății.
୨୧“ତମେ ସୁନି ଆଚାସ୍ ଜେ, ପୁର୍ବେଅନି ଲକ୍ମନ୍କେ କୁଆଅଇଲା ଆଚେ, ଲକ୍କେ ମରାଇବାର୍ ନାଇ । ଆରି ଜେ ମରାଇସି ବଇଲେ ସେ ବିଚାର୍ କରାଇଅଇସି ।
22 Dar eu vă spun că: Oricine este mânios fără motiv pe fratele său, va fi sub amenințarea judecății; și oricine va spune fratelui său: Raca, va fi sub amenințarea consiliului; dar oricine va spune: Nebunule, va fi sub amenințarea focului iadului. (Geenna )
୨୨ମାତର୍ ମୁଇ କଇଲିନି, ଜେ ମିସା ବାଇକେ ରିସା ଅଇସି, ତାକେ ସବାଟାନେ ବିଚାର୍ନା କରାଅଇସି । ଜେ ବାଇକେ ଏ ବେକାର୍ଟାସେ ବଲି କଇସି, ତାକେ ବଡ୍ ସବାଟାନେ ବିଚାର୍ନା କର୍ବାକେ ଆନ୍ବାଇ, । ଆରି ଜେ ବାଇକେ ଏ ବକୁଆଟାସେ ବଲି କଇସି, ତାର୍ପାଇ ନରକର୍ ଜଇଟାନେ ପିଙ୍ଗାଇଅଇବା ବିପଦ୍ ଆଚେ । (Geenna )
23 De aceea, dacă îți aduci darul la altar și acolo îți amintești că fratele tău are ceva împotriva ta,
୨୩ସେଟାର୍ପାଇ ତମେ ପର୍ମେସର୍କେ ବେଦି ଟାନେ ନିଜର୍ ଦାନ୍ ଦେଲା ବେଲେ, ତେଇ ତମର୍ ବିରୁଦେ ତମର୍ ବାଇର୍ କାଇମିସା କାତା ଆଚେ ବଲି ମନେ ଏତାଇଲୁସ୍,
24 Lasă-ți darul acolo, înaintea altarului și du-te întâi de te împacă cu fratele tău și apoi vino și adu-ți darul.
୨୪ସେନ୍ତି ବଇଲେ ବେଦିଲଗେ ବଲିଦେବାଟା ସଙ୍ଗଇଦେଇ ବାରିଜା, ଆଗେ ନିଜର୍ ବାଇ ସଙ୍ଗ୍ ମିସା, ତାର୍ ପଚେ ଆସି ତମର୍ ବଲି ଦିଆସ୍ ।”
25 Învoiește-te repede cu potrivnicul tău, pe când ești cu el pe cale; ca nu cumva potrivnicul să te predea judecătorului și judecătorul să te predea executorului și să fii aruncat în închisoare.
୨୫ଜଦି କେ ତମର୍ ବିରଦେ ତମ୍କେ ବିଚାର୍ କର୍ବା ଜାଗାଇ ଜିବାକେ ବାଦିଅ କର୍ସି ବଇଲେ, ବିଚାର୍ ଜାଗାଇ ଜିବା ଆଗ୍ତୁ, ବେଲ୍ ରଇତେସେ ତାର୍ ସଙ୍ଗ୍ ରାଜି ଅ । ନଇଲେ ବିଚାର୍ କର୍ବା ଜାଗାଇ କେଟିଗାଲେ, ସେ ତମ୍କେ ବିଚାର୍କରୁକେ ସର୍ପି ଦେଇସି ଆରି ଅଇପାରେ ବିଚାର୍ କରୁ ତମ୍କେ ବନ୍ଦି ଗରେ ନେବାକେ ଜମାନ୍କେ ସର୍ପି ଦେଇସି ।
26 Adevărat îți spun: Nu vei ieși nicidecum de acolo, până nu vei plăti cel din urmă bănuț.
୨୬ମୁଇ ତମ୍କେ ସତ୍ କଇଲିନି, ତମର୍ ଉପ୍ରେ ଟିକ୍ ଅଇଲା ଜରିମନାର୍ ସାରାସାରି ଅଣା ମିସା ନ ଦେବା ଜାକ, ତେଇଅନି କୁଲାସ୍ ନ ଉଆସ୍ ।
27 Ați auzit că s-a spus de către cei din vechime: Să nu comiți adulter;
୨୭“ବେସିଆ କାମ୍ କରାନାଇ, ତମେ ପୁରୁବେ ଅନି ଏ ଆଦେସ୍ ସୁନି ଆସିଆଚାସ୍ ।
28 Dar eu vă spun că: Oricine se uită la o femeie pentru a o pofti, a comis deja adulter cu ea în inima lui.
୨୮ମାତର୍ ମୁଇ ତମ୍କେ କଇଲିନି, ଜେ ମିସା ବିନ୍ ମାଇଜିକେ ବେସିଆକାମ୍ ଇସାବେ ଆଁକି ଦେକ୍ସି, ସେ ତାର୍ ସଙ୍ଗ୍ ମନେ ମନେ ବେସିଆ କାମର୍ ଅପ୍ରାଦ୍ କଲାଆଚେ ।
29 Și dacă ochiul tău cel drept te poticnește, scoate-l și aruncă-l de la tine; fiindcă îți este de folos să piară unul dintre membrele tale și să nu fie aruncat tot trupul tău în iad. (Geenna )
୨୯ସେଟାର୍ପାଇ ତମର୍ ଉଜାବାଟର୍ ଆଁକିର୍ ଲାଗି ତମେ ପାପ୍କରିଆଚାସ୍, ତେବେ ସେଟା ବେଟି ପିଙ୍ଗି ଦିଆସ୍, କାଇକେ ବଇଲେ ତମର୍ ସବୁ ଗାଗଡ୍ ନର୍କେ ଜିବା ବାଦୁଲେ ଗଟେକ୍ ଆଁକି ନସ୍ଟ ଅଇବାଟା ତମର୍ପାଇ ନିକ । (Geenna )
30 Și dacă mâna ta cea dreaptă te poticnește, taie-o și arunc-o de la tine; fiindcă îți este de folos să piară unul dintre membrele tale și să nu fie aruncat tot trupul tău în iad. (Geenna )
୩୦ଜଦି ତମର୍ ଉଜା ଆତ୍ ତମ୍କେ ପାପ୍ କାମ୍ କରାଇଲାନି ବଇଲେ, ସେଟା କାଟି ପିଙ୍ଗି ଦିଆସ୍, କାଇକେ ବଇଲେ ତମର୍ ସବୁ ଗାଗଡ୍ ନର୍କେ ଜିବା ବାଦୁଲେ ଗଟେକ୍ ଆତ୍ ନସ୍ଟ ଅଇବାଟା ନିକ ।” (Geenna )
31 S-a spus că: Oricine va divorța de soția lui, să îi dea o carte de despărțire.
୩୧“ଜଦି କେ ମିସା ନିଜର୍ ମାଇଜିକେ ଚାଡିଦେବାକେ ମନ୍ କଲାନି, ସେ ତାକେ ରାଜିନାମା ପତର୍ ଲେକି ଚାଡିଦେଅ । ଏ ସିକିଆ ତମେ ଆଗ୍ତୁ ପାଇଆଚାସ୍ ।
32 Dar eu vă spun: Oricine va divorța de soția lui, exceptând cauza curviei, o face să comită adulter; și oricine se va căsători cu cea care este divorțată, comite adulter.
୩୨ମାତର୍ ମୁଇ କଇଲିନି, ଜେକି ନିଜର୍ ମାଇଜିକେ ବେସିଆ କାମ୍ ଚାଡି ଅଲ୍ଗା ଦସ୍ ଦାରି ଚାଡ୍ସି, ସେ ତାକେ ପାଦ୍ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍ଲା ମାଇଜିକେ ବିବା ଅଇସି, ସେ ପାଦ୍ରା ଅଇସି ।”
33 Din nou, ați auzit că s-a spus de către cei din vechime: Să nu juri fals, ci împlinește jurămintele tale față de Domnul;
୩୩“ତମେ ପୁରୁବ୍ କାଲେଅନି ଏ ସିକିଆ ସୁନି ଆଇଲାସ୍ନି, ପର୍ମାନ୍ ବାଙ୍ଗା ନାଇ । ପର୍ମେସରର୍ ମୁଆଟେ ଜନ୍ ପର୍ମାନ୍ କରିଆଚାସ୍ ସେଟା ପୁରାପୁରୁନ୍ କରା ।
34 Dar eu vă spun: Nu jurați niciodată; nici pe cer, pentru că este tronul lui Dumnezeu;
୩୪ମାତର୍ ମୁଇ ତମ୍କେ କଇଲିନି ସପତ୍ କର୍ବା ବେଲେ ପର୍ମାନ୍ ନିୟମ୍ ପାକାଆ ନାଇ । ସରଗ୍ ନାଉଁ ଦାରି ରାନ୍ ପାକାଆ ନାଇ, କାଇକେବଇଲେ ସେଟା ପର୍ମେସରର୍ ବସ୍ବା ଜାଗା ।
35 Nici pe pământ, pentru că este sprijinul picioarelor lui; nici pe Ierusalim, pentru că este cetatea marelui Împărat.
୩୫ଦର୍ତନିର୍ ନାଉଁ ଦାରି ରାନ୍ ପାକାଆ ନାଇ, କାଇକେବଇଲେ, ସେଟା ପର୍ମେସରର୍ ପାଦ୍ ସଙ୍ଗଇବା ଜାଗା । ଜିରୁସାଲାମ୍ ଗଡର୍ ନାଉଁ ଦାରି ମିସା ରାନ୍ ପାକାଇବାଟା ଟିକ୍ ନାଇ, କାଇକେବଇଲେ ସେଟା ରାଜାମନର୍ ରାଜା ରଇବା ଜାଗା ।
36 Să nu juri nici pe capul tău, pentru că nu poți face un singur păr alb sau negru.
୩୬ଆରି ନିଜର୍ ମୁଣ୍ଡ୍ ଚିଇ କରି ପର୍ମାନ୍ କରାନାଇ, କାଇକେବଇଲେ ତମେ, ତେଇର୍ ଗଟେକ୍ ଚେଣ୍ଡି ଦବ୍ଲା କି କାଲିଆ କରିନାପାରାସ୍ ।
37 Dar cuvântul vostru să fie: Da, da; nu, nu; dar ce este mai mult decât acestea vine din rău.
୩୭ମାତର୍ ତମେ ପର୍ମାନ୍ ନିୟମ୍ ନ କରି, ତର୍ ଉଁ କାତା ଉଁ ଅ, ନାଇ କାତା ନାଇ ଅ, ଇତିଅନି ଆରି ଅଦିକ୍ କାତା କଇ ପର୍ମାନ୍ କର୍ବାଟା ସଇତାନର୍ଟାନେଅନି ଆଇଲାଟା ।”
38 Ați auzit că s-a spus: Ochi pentru ochi și dinte pentru dinte.
୩୮“ଏ କାତା ତମେ ସୁନିଆଚାସ୍, ଆଁକିର୍ ବାଦୁଲେ ଆଁକି ଆରି ଦାଁତର୍ ବାଦୁଲେ ଦାଁତ୍,
39 Dar eu vă spun: Nu vă împotriviți celor ce vă fac rău; ci oricui te va lovi peste obrazul tău drept, întoarce-i și pe celălalt.
୩୯ମାତର୍ ମୁଇ ତମ୍କେ କଇଲିନି, ତମର୍ ବିରଦେ କେ ଅନିଆଇ କାମ୍ କଲେ, ତାକେ ସୁଜାଇବାକେ ଚେସ୍ଟା କରା ନାଇ, ଜେ ତମର୍ ଉଜା ଗାଲେ ଚାପଡ୍ ମାର୍ସି, ତାକେ ଆରି ଗଟେକ୍ ଚାପ୍ଡା ମାର୍ବାକେ ଡେବ୍ରି ଗାଲ୍ ମିସା ଦେକାଇ ଦିଆସ୍ ।
40 Și dacă vreunul voiește să meargă la judecată cu tine și să îți ia cămașa, lasă-i și haina.
୪୦କେ ଜଦି ତମର୍ସଙ୍ଗ୍ ବିରଦ୍ କରି ବିଚାର୍ ଲଗେ ଦାବିକରି ତମର୍ କାମିଜ୍ ନେବାକେ ମନ୍ କର୍ସି, ତାକେ ଚାଦର୍ ମିସା ଦେଇ ପାକାଆ ।
41 Și cu cel ce te va constrânge să mergi o milă, mergi cu el două.
୪୧ସନିଅମନର୍ ବିତ୍ରେ ଅନି, କେ ମିସା ତମ୍କେ ତାର୍ ବଜ୍ ବୁଆଇ କରି ଗଟେକ୍ କିଲମିଟର୍ ଜୁ ଆକା ବଇଲେ, ତମେ ତାର୍ ସଙ୍ଗ୍ ଦୁଇ କିଲମିଟର୍ ଜା ।
42 Celui ce îți cere, dă-i; și celui ce voiește să se împrumute de la tine, nu îi întoarce spatele.
୪୨କେ ଜଦି ତମ୍କେ କାଇଆଲେ ଜିନିସ୍ ମାଙ୍ଗ୍ସି ବଇଲେ, ମନା ନ କରି ତାକେ ଦିଆସ୍ । କେ ମିସା କାଇଆଲେ ଉଦାର୍ ମାଙ୍ଗ୍ଲେ ତାକେ ଦିଆସ୍ ।”
43 Ați auzit că s-a spus: Să iubești pe aproapele tău și să urăști pe dușmanul tău.
୪୩“ମଇତର୍କେ ଆଲାଦ୍ କରା ଆରି ତମର୍ ସତ୍ରୁକେ ଗିନ୍ କରା । ଏ ସିକିଆ ତମେ ପୁର୍ବେଅନି ସୁନି ଆଚାସ୍ ।
44 Dar eu vă spun: Iubiți pe dușmanii voștri, binecuvântați pe cei ce vă blestemă, faceți bine celor ce vă urăsc și rugați-vă pentru cei ce vă folosesc cu dispreț și vă persecută;
୪୪ମାତର୍ ମୁଇ ତମ୍କେ କଇଲିନି, ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ ତମ୍କେ କସ୍ଟ ଦେଲାଇନି, ତାକର୍ପାଇ ପାର୍ତନା କରା ।
45 Ca să fiți copiii Tatălui vostru care este în cer, pentru că el face să răsară soarele său peste cei răi și peste cei buni și trimite ploaie peste cei drepți și peste cei nedrepți.
୪୫ଏଟା କଲେ ସରଗର୍ ପର୍ମେସରର୍ ପିଲା ବଲି ଚିନାପଡ୍ସା । କାଇକେ ବଇଲେ ପର୍ମେସର ବଲ୍ କାରାପ୍ ଦୁଇ ଲକର୍ ପାଇ ମିସା ବେଲର୍ ଉଜଲ୍ ଦେଲାନି, ଆରି ଦରମ୍ ରଇବା, ଦରମ୍ ନ ରଇବା ସବୁର୍ ଉପ୍ରେ ବର୍ସା ମାରାଇଲାନି ।
46 Fiindcă, dacă iubiți pe cei ce vă iubesc, ce răsplată aveți? Nu fac și vameșii la fel?
୪୬ତେବେ, ତମ୍କେ ଆଲାଦ୍ କର୍ବା ଲକ୍କେ ଆଲାଦ୍ କଲେ, ପର୍ମେସର୍ ତମ୍କେ କାଇକେ ପୁରୁସ୍କାର୍ ଦେଇସି? ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ମିସା ସେନ୍ତି କର୍ବାଇ ।
47 Și dacă salutați numai pe frații voștri, ce faceți mai mult decât alții? Nu fac și vameșii astfel?
୪୭ତମେ ଜଦି ନିଜର୍ ନିଜର୍ ବାଇମନ୍କେସେ ଜୁଆର୍ କର୍ସା, ତେବେ ଆରି ଅଦିକ୍ କାଇଟା କଲାସ୍ନି? ବିସ୍ବାସ୍ ନକଲା ଲକ୍ମନ୍ ମିସା ସେଟା କର୍ବାଇ ।
48 De aceea fiți desăvârșiți, chiar așa cum Tatăl vostru din cer este desăvârșit.
୪୮ସେଟାର୍ ପାଇ ତମର୍ ସରଗର୍ ବାବା ଜେନ୍ତାର୍ ସିଦ୍, ତମେ ମିସା ସେନ୍ତାର୍ ସିଦ୍ ଅଇବା ଦର୍କାର୍ ।”