< Evrei 4 >
1 Așadar, fiindu-ne lăsată o promisiune de a intra în odihna lui, să ne temem ca nu cumva unora să le pară că unii nu ați ajuns la ea.
୧ପର୍ମେସର୍ ଆମ୍କେ କାତା ଦେଇରଇଲାଜେ, ସେ ଆମର୍ପାଇ ଗଟେକ୍ ପୁଣ୍ଡ୍ବା ଜାଗା ତିଆର୍ କଲାଆଚେ । ତେବର୍ ପାଇ ଆମେ ଜାଗରତ୍ ରଇବାକେ ପଡ୍ସି । ଜେନ୍ତିକି ଆମର୍ ବିତ୍ରେ ସେନ୍ତାରି କେ ନ ରଅତ୍, ଜେ କି ସେ ଜାଗାଇ ପୁରିନାପାରତ୍ ।
2 Pentru că nouă, ca și lor, ne-a fost predicată evanghelia; dar cuvântul predicat nu le-a folosit, nefiind amestecat cu credință în cei ce l-au auzit.
୨କାଇକେବଇଲେ ଆମର୍ ଆନିଦାଦିମନର୍ପାରା ଆମେ ମିସା ସୁବ୍କବର୍ ସୁନିଆଚୁ । ମାତର୍ ସେମନ୍ ସେଟା ସୁନିକରି ମିସା ମାନତ୍ ନାଇ, କାଇକେବଇଲେ ସେଟା ସେମନ୍ ବିସ୍ବାସ୍ କରତ୍ ନାଇ ।
3 Fiindcă noi, care am crezut, intrăm în odihnă, cum a spus el: Așa cum am jurat în furia mea, dacă vor intra în odihna mea; cu toate că faptele fuseseră terminate de la întemeierea lumii.
୩ଆମେ ଜେତ୍କି ଲକ୍ ବିସ୍ବାସ୍ କର୍ବୁ, ଆମେସେ ସେ ପୁଣ୍ଡ୍ବା ଜାଗାଇ ପୁର୍ବୁ । କାଇକେବଇଲେ ତାକର୍ ବିସଇନେଇ ପର୍ମେସର୍ କଇଲାଆଚେ, “ମର୍ ରିସାଇ ମୁଇ ସପତ୍ କରିଆଚି । ମୁଇ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍କେ ନ ପୁରାଇ ।” ଜଗତ୍ ତିଆର୍ ଅଇଲା ବେଲେଅନି ସେ ପୁଣ୍ଡ୍ବା ଗର୍ ତିଆର୍ ଅଇରଇଲା । ଏଲେ ମିସା ପର୍ମେସର୍ ସେନ୍ତାରି କଇରଇଲା ।
4 Fiindcă într-un loc oarecare a vorbit astfel despre ziua a șaptea: Și Dumnezeu s-a odihnit în ziua a șaptea de toate lucrările lui.
୪କାଇକେବଇଲେ ଆଟର୍ ସାରାସାରି ଦିନର୍ ବିସଇ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, “ପର୍ମେସର୍ ସବୁଜାକ କାମ୍ସାରାଇ କରି ଆଟର୍ ସାରାସାରି ଦିନେ, ଅଲପ୍ ପୁଣ୍ଡ୍ଲା ।”
5 Și în acest loc din nou: Dacă vor intra în odihna mea.
୫ଆରି ଏ ବିସଇ ବିନ୍ଟାନେ ଲେକାଅଇଆଚେ । “ସେମନ୍ ମର୍ ପୁଣ୍ଡ୍ବା ଜାଗାଇ କେବେ ମିସା ପୁରିନାପାରତ୍ ।”
6 De aceea văzând aceasta, rămâne că unii trebuie să intre în ea, iar cei cărora le-a fost predicată întâi nu au intrat din cauza necredinței.
୬ପର୍ତମେ ଜେତ୍କିଲକ୍ ସୁବ୍କବର୍ ସୁନିରଇଲାଇ, ନିଜେ ବିସ୍ବାସ୍ କରତ୍ ନାଇ ଆରି ସେମନ୍ ସେ ପୁଣ୍ଡ୍ବା ଜାଗା ପାଅତ୍ ନାଇ । ତାର୍ପଚେ ପର୍ମେସର୍ ବିନ୍ ଲକ୍ମନ୍ ପୁର୍ବାକେ ଆଦେସ୍ ଦେଲା ।
7 Din nou, rânduiește o zi anume, spunând în David: Astăzi, după atâta timp; cum se spune: Astăzi, dacă veți auzi vocea lui, nu vă împietriți inimile.
୭ଲକ୍ମନ୍ ତେଇ ପୁର୍ବାକେ ପର୍ମେସର୍ ଆରି ଗଟେକ୍ ବେଲା ବାଚ୍ଲା । ସେ ବେଲା ଅଇଲାନି ଆଜି । ବେସି ବରସ୍ ପଚେ ପର୍ମେସର୍ ମୁଇ କଇଲା ବିସଇ ଦାଉଦର୍ ସାସ୍ତରେ ଲେକାଅଇରଇଲା, “ଆଜି ଜଦି ପର୍ମେସରର୍ ସବଦ୍ ସୁନ୍ଲେ ତମର୍ ମନ୍ ଆଁଟ୍ କରା ନାଇ ।”
8 Căci dacă Isus le-ar fi dat odihnă, atunci nu ar mai fi vorbit el după aceea, despre o altă zi.
୮ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍ମେସର୍ ଜନ୍ ବିସ୍ରାମ୍ ଜାଗାର୍ ପାଇ ସପତ୍ କରିରଇଲା, ସେ ଜାଗା ଜିଅସୁଆ ଆମର୍ ଆନିଦାଦିମନ୍କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍ମେସର୍ ଆରି ଗଟେକ୍ ପୁଣ୍ଡ୍ବା ଦିନର୍ କାତା ନ କଇତା ।
9 De aceea rămâne o odihnă pentru poporul lui Dumnezeu.
୯ସେଟାର୍ପାଇ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ ।
10 Fiindcă cel ce a intrat în odihna lui, s-a și oprit de la propriile lucrări, așa cum Dumnezeu s-a oprit de la propriile lucrări.
୧୦କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ ।
11 Așadar, să ne străduim să intrăm în acea odihnă, ca nu cumva cineva să cadă după același exemplu al necredinței.
୧୧ସେଟାର୍ପାଇ ଆମେ ସବୁଲକ୍ ମନ୍ ଦିଆନ୍ ଦେଇକରି, ସେ ବିସ୍ରାମ୍ ଜାଗାଇ ପୁର୍ବାକେ ଚେସ୍ଟା କରୁ । ଆମର୍ ଆନିଦାଦିମନର୍ପାରା ନ ଅଇବାକେ ଆମେ ଜାଗ୍ରତ୍ ରଉଁ । ପର୍ମେସର୍ କଇଲାଟା ବିସ୍ବାସ୍ ନ କଲାର୍ପାଇ, ସେମନ୍ ସେଜାଗାଇ ପୁରି ନାପାର୍ଲାଇ ।
12 Căci cuvântul lui Dumnezeu este viu și puternic și mai ascuțit decât orice sabie cu două tăișuri, străpungând până la separarea sufletului și a duhului și a încheieturilor și a măduvei și este cel ce discerne gândurile și intențiile inimii.
୧୨ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା ।
13 Și nu este creatură care să nu fie arătată înaintea lui, ci toate sunt goale și deschise ochilor celui cu care avem a face.
୧୩ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।
14 Văzând atunci că avem un mare preot însemnat, care a trecut în ceruri, pe Isus, Fiul lui Dumnezeu, să ținem strâns mărturisirea noastră.
୧୪ଜିସୁ ପର୍ମେସରର୍ ପଅ ଅଇଲାକେ, ସେ ଆମର୍ ମନେ ଜନ୍ ବଡ୍ ପୁଜାରି ବଲି ବିସ୍ବାସ୍ କରି ଦାରିକରି ଆଚୁ, ସେଟା ଡାଟ୍ କର୍ବୁ ।
15 Fiindcă nu avem un mare preot care nu poate să simtă compasiune pentru neputințele noastre, ci în toate a fost ispitit asemenea nouă, totuși fără păcat.
୧୫ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।
16 Să ne apropiem așadar cutezător de tronul harului, ca să obținem milă și să găsim har pentru a ajuta în timp de nevoie.
୧୬ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।