< Faptele 5 >
1 Dar un anumit bărbat, numit Anania, cu soția lui, Safira, au vândut o proprietate,
ହନନିଅ ନାଉଁଆର୍ ଗଟେକ୍ ଲକ୍ ତାର୍ ମାୟ୍ଜି ସପିରାର୍ ସଃଙ୍ଗ୍ କଃତାଅୟ୍ କଃଣ୍ଡେକ୍ ବୁୟ୍ଁ ବିକ୍ଲାୟ୍ ।
2 Și a păstrat din preț, soția lui știind și ea în ascuns; și au adus o anumită parte și au pus-o la picioarele apostolilor.
ମଃତର୍ ହନନିଅ ତାର୍ ମାୟ୍ଜି ସଃଙ୍ଗ୍ କଃତାଅୟ୍, ବିକ୍ଲା ଟଃକାର୍ କଃତେକ୍ ଲୁକାୟ୍ ବାକି ଟଃକା ଆଣି ପେରିତ୍ମଃନ୍କ୍ ଦିଲାୟ୍ ।
3 Dar Petru a spus: Anania, de ce ți-a umplut Satan inima să îl minți pe Duhul Sfânt și să păstrezi din prețul pământului?
ସେତାକ୍ ପିତର୍ କୟ୍ଲା, “ଏ ହନନିଅ ପବିତ୍ର ଆତ୍ମା ଚଃମେ ମିଚ୍ କଃଉଁକେ ଆର୍ ବୁୟ୍ଁ ବିକ୍ଲା ଟଃକାର୍ କଃତେକ୍ ଲୁକାୟ୍ ସଃଙ୍ଗାଉଁକ୍ ସୟ୍ତାନ୍ ତର୍ ମଃନ୍କେ କାୟ୍ତାକ୍ ଅଃଦିକାର୍ କଃରି ଆଚେ ।”
4 Cât timp îți rămânea, nu rămânea al tău? Și după ce a fost vândut, nu a fost în propria ta putere? De ce ai conceput lucrul acesta în inima ta? Nu pe oameni ai mințit, ci pe Dumnezeu.
ନଃବିକ୍ତା ହୁର୍ବେ ସେରି କାୟ୍ ତର୍ ନିଜାର୍ ଅୟ୍ନଃରିଲି? ଆର୍ ବିକ୍ଲା ହଃଚେ ସେତିର୍ ଟଃକା କାୟ୍ ତୁମାର୍ ଅଃଦିକାରେ ନଃରିଲି? ତଃବେ ତୁୟ୍ କାୟ୍ତାକ୍ ଇ ହର୍ ମଃନେ ବାବ୍ଲିସ୍? ତୁୟ୍ ମାନାୟ୍ର୍ ଚଃମେ ମିଚ୍ କୟ୍ଲିସ୍, ସେରି ନାୟ୍ ମଃତର୍ ଇସ୍ୱର୍ ଚଃମେ ମିଚ୍ କୟ୍ଲିସ୍ ।
5 Iar Anania, auzind aceste cuvinte, a căzut jos și și-a dat duhul; și mare frică a venit peste cei ce au auzit acestea.
ଇ ସଃବୁ କଃତା ସୁଣ୍ଲା ଦାହ୍ରେ ହନନିଅ କଚାଳି ଅୟ୍ ତଃଳେ ଅଦ୍ରି ମଃଲା । ସେତାକ୍ ସେମଃନ୍ ଇ କଃତା ଜଃତେକ୍ ଲକ୍ ସୁଣ୍ଲାୟ୍ ସଃବୁ ଲକ୍ ବଃଡେ ଡିର୍ଲାୟ୍ ।
6 Și tinerii s-au sculat, l-au învelit și l-au dus afară și l-au îngropat.
ଆର୍ ବେଣ୍ଡ୍ୟା ହିଲାମଃନ୍ ଆସି ତାକେ ହଃଚ୍ୟା ଗୁଳ୍ୟାୟ୍ଲାୟ୍, ଆର୍ ତାକେ ହଃଦାୟ୍ ବୟ୍ ନଃୟ୍ ମଃସ୍ଣେ ତହ୍ଲାୟ୍ ।
7 Și s-a întâmplat, cam la trei ore după aceea, că a intrat soția lui, neștiind ce s-a făcut.
ହାକାହାକି ତିନି ଗଃଟା ହଃଚେ ତାର୍ ଡକୁର୍ସି ଆୟ୍ଲି, ମଃତର୍ କାୟ୍ରି ଅୟ୍ଆଚେ ସେରି ଜାଣି ନଃରିଲି ।
8 Iar Petru i-a răspuns: Spune-mi dacă cu atât ați vândut pământul? Iar ea a spus: Da, cu atât.
ପିତର୍ ତାକେ ହଃଚାର୍ଲା, “କଃଉ ତ, ତୁମିମଃନ୍ କାୟ୍ ଅଃତେକ୍ ଟଃକାୟ୍ ଇ ବୁୟ୍ଁ ବିକି ରିଲାସ୍?” ସେ କୟ୍ଲି, “ସଃତେକ୍ ସେ ।”
9 Atunci Petru i-a spus: Cum de v-ați înțeles voi împreună să îl ispitiți pe Duhul Domnului? Iată, picioarele celor care l-au îngropat pe soțul tău sunt la ușă și te vor duce afară.
ସେତାକ୍ ପିତର୍ ତାକେ କୟ୍ଲା, “ମାପ୍ରୁର୍ ଆତ୍ମାକେ କଃଟ୍ହାଳ୍ ବୁଜୁକ୍ ତୁମିମଃନ୍ କାୟ୍ତାକ୍ ଗଟିକଃତା ଅୟ୍ଲାସ୍, ଦଃକ୍ ସେମଃନ୍ ତର୍ ଡକ୍ରାଦିକ୍ ମଃସ୍ଣେ ତହି ଆଚ୍ତି, ସେମଃନ୍ ଦୁଆର୍ଲଃଗେ ହଃଚ୍ଲାୟ୍ବେ । ଆର୍ ସେମଃନ୍ ତକ୍ ହେଁ ହଃଦାୟ୍ ବୟ୍ ନେତି ।”
10 Atunci, îndată a căzut jos la picioarele lui și și-a dat duhul; și tinerii au intrat și au găsit-o moartă și ducând-o afară, au îngropat-o lângă soțul ei.
ତଃତ୍କାଣ୍ ସେ ପିତରାର୍ ହାଦ୍ ତଳେ ଅଦୁର୍ଲି ଆର୍ ମଃଲି, ଆର୍ ବେଣ୍ଡ୍ୟାହିଲାମଃନ୍ ଗଃର୍ ବିତ୍ରେ ହୁରି ତାକେ ମଃଲାର୍ ଦଃକି ହଃଦାୟ୍ ବୟ୍ ନିଲାୟ୍ ଆର୍ ତାର୍ ଡକ୍ରାସିର୍ ଚଃମେ ତହ୍ଲାୟ୍ ।
11 Și mare frică a venit peste toată biserica și peste toți câți au auzit acestea.
ସେତାକ୍ ସଃବୁ ମଣ୍ଡ୍ଳି ଆର୍ ଜଃତେକ୍ ଲକ୍ ଇ ସଃବୁ କାବାଅଃଉତା କାମ୍ ଆର୍ ସଃକ୍ତି ଜାଣ୍ଲାୟ୍, ସେମଃନ୍ ସଃବୁ ବଃଡେ ଡିରି ଗଃଲାୟ୍ ।
12 Și prin mâinile apostolilor s-au făcut multe semne și minuni în popor; (și toți erau cu un gând în porticul lui Solomon.
ପେରିତ୍ମଃନାର୍ ଆତେ ଲକ୍ମଃନାର୍ ବିତ୍ରେ ଗାଦେକ୍ ଚିନ୍ ଆର୍ କାବାଅଉତା କାମ୍ କଃରାଗଃଲି, ଆର୍ ସଃବୁ ବିସ୍ୱାସି ଦଃଳ୍ ସଲ୍ମନାର୍ ମଣ୍ଡପେ ଗଟେତଃୟ୍ ରୁଣ୍ଡ୍ଲାୟ୍ ।
13 Dar dintre ceilalți nu cuteza niciun om să li se alăture; dar poporul îi preamărea.
ମଃତର୍ ବିନ୍ ଲକ୍ମଃନାର୍ ବିତ୍ରେ କେ ସେମଃନାର୍ ସଃଙ୍ଗ୍ ସେତି ଜଃଉଁକେ ସାସ୍ ନଃକେଲାୟ୍, ଅୟ୍ଲେକ୍ ହେଁ ସେମଃନାର୍ ଜଃଜ୍ମାନ୍ କଃର୍ତି ରିଲାୟ୍ ।
14 Și tot mai mulți credincioși erau adăugați Domnului, mulțimi deopotrivă de bărbați și femei).
ମଃତର୍ ଆରେକ୍ ଅଃଦିକ୍ ଅଃଣ୍ଡ୍ରା ଆର୍ ମାୟ୍ଜିମଃନ୍ ଇସ୍ୱର୍ ତଃୟ୍ ବିସ୍ୱାସ୍କଃରି ମାପ୍ରୁର୍ ବିସ୍ୱାସି ଦଃଳେ ମିସୁକ୍ ଦଃର୍ଲାୟ୍ ।
15 Într-atât de mult încât duceau afară în străzi pe bolnavi și îi puneau pe paturi și pe saltele, ca măcar umbra lui Petru, trecând pe acolo, să îi poată învălui pe unii din ei.
ଅଃନ୍କାର୍ ଅୟ୍ଲି ଜେ ପିତର୍ ଆସ୍ତା ବଃଳ୍ ତାର୍ ତଃୟ୍ ଜଃନ୍କଃରି ରଗିମଃନାର୍ ବିତ୍ରେ କାର୍ କାର୍ ଉହ୍ରେ ତାର୍ ସାୟ୍ ହଃଳେଦ୍ ଇତାର୍ ଗିନେ ଲକ୍ମଃନ୍ ରଗିମ୍ନଃକେ ହଃଦାୟ୍ ବୟ୍ ଆଣି ଟାଟାୟ୍ ଆର୍ କଃଟେ ସଳାଉତି ରିଲାୟ୍ ।
16 Și a venit de asemenea o mulțime din cetățile din jur la Ierusalim, aducându-i bolnavi și pe cei care erau chinuiți de duhuri necurate; și toți au fost vindecați.
ଜିରୁସାଲମାର୍ ଚାରିହାକାର୍ ଗଃଳେ ହୁଣି ଲକ୍ମଃନ୍ ରଗି ମଃନ୍କେ ଆର୍ ବିଟାଳ୍ ଆତ୍ମା ଦଃର୍ଲା ଲକ୍ମଃନ୍ ଗଟ୍ତଃୟ୍ ରୁଣ୍ଡ୍ତି ରିଲାୟ୍ ଆର୍ ସେମଃନ୍ ଉଜ୍ ଅଃଉତିରିଲାୟ୍ ।
17 Atunci marele preot s-a sculat și toți cei împreună cu el, (aceștia fiind partida saducheilor) și au fost umpluți de indignare;
ହଃଚେ ମୁଳ୍ ଜାଜକ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍, ବଃଲେକ୍ ସାଦୁକି ଦଃଳ୍, ପେରିତ୍ମଃନ୍କ୍ ଅଃକାର୍ ଅୟ୍ ଜଃବର୍ ରିସା ଅୟ୍ଲାୟ୍ ।
18 Și și-au pus mâinile pe apostoli și i-au pus în închisoarea comună.
ଆର୍ ପେରିତ୍ମଃନ୍କ୍ ବାନ୍ଦି ନଃୟ୍ ଜଃଇଲେ ହୁରାୟ୍ଲାୟ୍ ।
19 Dar îngerul Domnului, în timpul nopții, a deschis ușile închisorii și i-a condus afară și a spus:
ମଃତର୍ ମାପ୍ରୁର୍ ଗଟେକ୍ ଦୁତ୍ ରାତି ବଃଳ୍ ଜଃଇଲାର୍ ଦୁଆର୍ ସଃବୁ ମେଲା କଃଲା, ଆର୍ ସେମ୍ନଃକେ ହଃଦାୟ୍ ବାର୍କଃରି କୟ୍ଲା,
20 Duceți-vă, stați în picioare și vorbiți poporului în templu toate cuvintele vieții acesteia.
“ଜାହା ଆର୍ ମନ୍ଦିରେ ଟିଆ ଅୟ୍ ଲକ୍ମଃନ୍କେ ଇ ନଃଉଆଁ ଜିବନାର୍ କଃତା କଃଉଆ ।”
21 Și, când au auzit, au intrat în templu devreme dimineața și îi învățau. Dar marele preot și cei cu el, au venit și au convocat consiliul și întreg sfatul bătrânilor copiilor lui Israel și au trimis la închisoare să îi aducă.
ସେମଃନ୍ କଃତା ମାନି ସେମଃନ୍ ସଃକାଳ୍ୟା ମନ୍ଦିର୍ ବିତ୍ରେ ଜାୟ୍, ଲକ୍ମଃନ୍କେ ସିକ୍ୟା ଦେଉଁକ୍ ଦଃର୍ଲାୟ୍ । ଇ ବିତ୍ରେ ମୁଳ୍ ଜାଜକ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ଆସି ଜିଉଦିମଃନାର୍ ବେରାଣେ ଆର୍ ଇସ୍ରାଏଲ୍ମଃନାର୍ ପାରାଚିନ୍ ମଃନ୍କେ କୁଦି ଗଟ୍ ଟାଣେ ରୁଣ୍ଡ୍ଲାୟ୍, ଆରେକ୍ ପେରିତ୍ମଃନ୍କ୍ ଜଃଇଲେ ଆଣୁକେ ଲକ୍ ହଃଟାୟ୍ଲାୟ୍ ।
22 Și când ofițerii au venit și nu i-au găsit în închisoare, s-au întors și au povestit,
ମଃତର୍ ଜାଗୁଆଳିମଃନ୍ ଜଃଇଲେ ସେମଃନ୍କେ ନଃମିଳାୟ୍ ବାଉଳି ଆସି ଜିଉଦି ବେରାଣେ କୟ୍ଲାୟ୍,
23 Spunând: Într-adevăr, am găsit închisoarea închisă cu toate în siguranță și paznicii stând afară în fața ușilor; dar când am deschis, nu am găsit pe nimeni înăuntru.
“ଅଃମିମଃନ୍ ଦଃକ୍ଲୁ ଜଃଇଲ୍ ଗଃର୍ ନିକକଃରି ଡାହି ଅୟ୍ଆଚେ, ଆର୍ ଦୁଆର୍ମଃନ୍କେ ଜାଗୁଆଳିମଃନ୍ ଟିଆ ଅୟ୍ ଆଚ୍ତି, ମଃତର୍ ଦୁଆର୍ ମେଲା କଃଲାକ୍ ବିତ୍ରେ ଅଃମିମଃନ୍ କାକେ ହେଁ ନଃହାୟ୍ଲୁ ।”
24 Și când marele preot și căpetenia templului și preoții de seamă au auzit aceste cuvinte, erau nedumeriți referitor la ei până unde se va ajunge cu aceasta.
ଇ ସଃବୁ କଃତା ସୁଣି ମନ୍ଦିରାର୍ ଜାଗୁଆଳିମଃନାର୍ ଅଃଦିକାରି ଆର୍ ବଃଡ୍ ଜାଜକ୍ମଃନ୍ ପେରିତ୍ମଃନ୍କ୍ କାୟ୍ରି ଅୟ୍ଆଚେ ବଃଲି ତାକାର୍ ବୁଦି ବାଣା ଅୟ୍ଲି ।
25 Atunci a venit unul și le-a povestit, spunând: Iată, bărbații pe care i-ați pus în închisoare stau în picioare în templu și învață poporul.
ଅଃଡେବଃଳ୍ ଗଟ୍ ଲକ୍ ଆସି ସେମଃନ୍କେ କୟ୍ଲା, “ଦଃକା ଜୁୟ୍ ଲକ୍ମଃନ୍କେ ତୁମିମଃନ୍ ଜଃଇଲେ ହୁରାୟ୍ ରିଲାସ୍, ସେମଃନ୍ ମନ୍ଦିରେ ଟିଆ ଅୟ୍ ଲକ୍ମଃନ୍କେ ସିକ୍ୟା ଦେଉଁଲାୟ୍ ।
26 Atunci s-a dus căpetenia împreună cu ofițerii și i-au adus fără violență fiindcă se temeau de popor, ca nu cumva să fie împroșcați cu pietre.
ସଃଡେବଃଳ୍ ମନ୍ଦିର୍ ଜାଗୁଆଳିମଃନାର୍ ମୁଳ୍ ସଃୟ୍ନ୍ ତାର୍ ଜାଗୁଆଳିମଃନାର୍ ସଃଙ୍ଗ୍ ଜାୟ୍ ପେରିତ୍ମଃନ୍କ୍ ଆରେକ୍ ଆଣ୍ଲାୟ୍, ମଃତର୍ ବଃଳ୍ମାଡ୍କଃରି ନାୟ୍, କାୟ୍ତାକ୍ବଃଲେକ୍ ଅଃଉଁ ହାରେ ଲକ୍ମଃନ୍ ତାକାର୍ ଉହ୍ରେ ଟେଳା ମାର୍ତି, ସେତାକ୍ ଡିର୍ତି ରିଲାୟ୍ ।”
27 Și după ce i-au adus, i-au așezat în fața consiliului; și marele preot i-a întrebat,
ସେମଃନ୍ ପେରିତ୍ମଃନ୍କ୍ ଆଣି ବେରାଣ୍ ମଃଣ୍ଡାୟ୍ ଟିଆ କଃଲାୟ୍, ସେତାକ୍ ମୁଳ୍ ଜାଜକ୍ ସେମଃନ୍କେ ହଃଚାର୍ଲା ।
28 Spunând: Nu v-am poruncit noi cu tărie să nu îi învățați în numele acesta? Și iată, ați umplut Ierusalimul cu doctrina voastră și vreți să aduceți sângele acestui om peste noi.
“ଆମିମଃନ୍ ତୁମିମଃନ୍କେ ଜିସୁର୍ ନାଉଁଏ ସିକ୍ୟା ଦେଉଁକ୍ କଃତେକ୍ ମଃନା କଃରି ରିଲୁ, ମଃତର୍ ଦଃକା ତୁମିମଃନ୍ କାୟ୍ କଃରିଆଚାସ୍, ତୁମିମଃନ୍ ତୁମାର୍ ସିକ୍ୟା ଜିରୁସାଲମାର୍ ଚାରିହାକ୍ ଉର୍ଜି କଃଲାସ୍, ଆର୍ ସେ ଲକାର୍ ମଃର୍ନ୍ ଦଃସ୍ ଅଃମାର୍ ଉହ୍ରେ ଲାଦୁକ୍ ମଃନ୍କଃରୁଲାସ୍ ।”
29 Atunci Petru și apostolii au răspuns și au zis: Trebuie să ascultăm de Dumnezeu mai degrabă decât de oameni.
ମଃତର୍ ପିତର୍ ଆର୍ ବିନ୍ ପେରିତ୍ମଃନ୍ କୟ୍ଲାୟ୍, ଅଃମି ବାୟ୍ଦ୍ରେ ମାନାୟ୍ମଃନାର୍ କଃତା ନଃମାନୁ, ଇସ୍ୱରାର୍ କଃତା ମାନୁନ୍ଦ୍ ।
30 Dumnezeul părinților noștri l-a înviat pe Isus, pe care l-ați ucis, atârnându-[l] pe lemn.
ଜୁୟ୍ ଜିସୁକ୍ ତୁମିମଃନ୍ କ୍ରୁସେ ମଃର୍ନେ ମାର୍ଲାସ୍, ଅଃମାର୍ ଦାଦିବାବୁର୍ ଇସ୍ୱର୍ ତାକେ ମଃର୍ନେ ହୁଣି ଉଟାୟ୍ ଆଚେ ।
31 Pe el l-a înălțat Dumnezeu cu dreapta sa pentru a fi Prinț și Salvator, pentru a da pocăință lui Israel și iertarea păcatelor.
ଆରେକ୍ ସେ ଜଃନ୍କଃରି ଇସ୍ରାଏଲ୍କେ ମଃନ୍ ବାଦ୍ଲାୟ୍ ଆର୍ ହାହ୍ କେମା ଦଃୟ୍ଦ୍, ଇତାର୍ ଗିନେ ଇସ୍ୱର୍ ଅଃହ୍ଣାର୍ କାତା ଆତେ ତାକେ ଅଃଦିକାରି ଆର୍ ମୁକ୍ଳାଉତା ଲକ୍କଃରି ବଃଡ୍ କଃରି ଆଚେ ।
32 Și noi suntem martorii lui despre aceste lucruri; și la fel este Duhul Sfânt, pe care l-a dat Dumnezeu celor ce ascultă de el.
ଆର୍ ଆମିମଃନ୍ ଇ ସଃବୁ ବିସୟାର୍ ସାକି, ଆର୍ ଜୁୟ୍ ପବିତ୍ର ଆତ୍ମାକେ ଇସ୍ୱର୍ ଅଃହ୍ଣାର୍ କଃତା ମାନ୍ତା ଲକ୍ମଃନ୍କେ ଦଃୟ୍ଆଚେ, ସେ ହେଁ ସାକି ।
33 Când au auzit, îi tăia la inimă și s-au sfătuit să îi ucidă.
ଇ କଃତା ଜିଉଦି ବେରାଣାର୍ ଲକ୍ମଃନ୍ ସୁଣି ରିସା ଅୟ୍ଲାୟ୍ ଆର୍ ସେମଃନ୍କେ ମଃର୍ନେ ମାରୁକ୍ କୁଟ୍ ହାଚ୍ଲାୟ୍ ।
34 Atunci s-a sculat unul în consiliu, un fariseu, numit Gamaliel, un învățător al legii, onorat printre toți oamenii și a poruncit să îi scoată puțin afară pe apostoli.
ମଃତର୍ ଗମଲିଏଲ୍ ନାଉଁଆର୍ ଗଟେକ୍ ପାରୁସି, ସେ ଗଟେକ୍ ମସାର୍ ସାସ୍ତରାର୍ ଦଃର୍ମ୍ ଗୁରୁ ଆର୍ ସଃବ୍କାର୍ ମାନ୍ତି ହାଉତା ଲକ୍, ସେ ବେରାଣେ ଟିଆଅୟ୍ ପେରିତ୍ମଃନ୍କ୍ ହଃଦାୟ୍ ବାର୍କଃରୁକେ କୟ୍ଲା ।
35 Și le-a spus: Voi bărbați ai Israelului, aveți grijă la voi înșivă ce vreți să faceți în legătură cu acești oameni.
ଆର୍ ସେ ସେମଃନ୍କେ କୟ୍ଲା, “ଏ ଇସ୍ରାଏଲ୍ ଲକ୍ମଃନ୍ କାୟ୍ରି କଃରୁକେ ମଃନ୍ କଃରୁଲାସ୍ ସେ କଃତାୟ୍ ଜାଗ୍ରତ୍ ଅଃଉଆ ।
36 Fiindcă înainte de aceste zile s-a sculat Teuda, lăudându-se a fi cineva, la care s-au unit un număr de bărbați, aproape patru sute. Acesta a fost ucis, și toți câți ascultau de el, au fost împrăștiați și făcuți de nimic.
କାୟ୍ତାକ୍ବଃଲେକ୍ ଇତାର୍ ହୁର୍ବେ ତିଉଦା ଅଃହ୍ଣାକ୍ ଗଟେକ୍ ବଃଡ୍ ଲକ୍ ବଃଲି କୟ୍ଲା, ଆର୍ ହାକାହାକି ଚାଲିସ୍ ଲକ୍ ତାର୍ ଦଃଳେ ରିଲାୟ୍, ମଃତର୍ ତାକେ ମାରା ଅୟ୍ଲି ଆର୍ ସେ ଚାଲିସ୍ ଲକ୍ ଜଃତ୍କଃତ୍ ଅୟ୍ଲାୟ୍, ଆର୍ ତାର୍ କାମ୍ ହୁରୁଣ୍ ନୟ୍ଲି ।
37 După acesta s-a sculat Iuda din Galileea, în zilele impozitării, și a atras mult popor după el; și el a pierit; și toți câți ascultau de el au fost risipiți.
ତାର୍ହଃଚେ, ଲକ୍ଗଃଣ୍ତି କଃର୍ତା ବଃଳ୍ ଗାଲିଲିର୍ ଜିଉଦା ଲକ୍ମଃନ୍କେ ତାର୍ ଦଃଳେ ନିଲା, ଆର୍ ଗଃଣ୍ଡ୍ଗଳ୍ କଃରାୟ୍ଲା । ତାକେ ହେଁ ମାରା ଅୟ୍ଲି । ଜଃତେକ୍ ଲକ୍ ତାର୍ ଦଃଳେ ରିଲାୟ୍ ସେମଃନ୍ ହେଁ ଜଃତ୍କଃତ୍ ଅୟ୍ଲାୟ୍ ।
38 Și acum vă spun: Depărtați-vă de acești oameni și lăsați-i în pace, pentru că dacă acest sfat sau această lucrare este de la oameni, va fi nimicită.
ଅଃବେ ତୁମିମଃନ୍କେ କଃଉଁଲେ ଇ ପେରିତ୍ମଃନ୍କ୍ କାୟ୍ ନଃକେରି ଚାଡିଦିଆସ୍, କାୟ୍ତାକ୍ବଃଲେକ୍ ଇ ଜଃଜ୍ନା ଆର୍ କାମ୍ ଜଦି ମାନାୟ୍ ମଃନାର୍ ତଃୟ୍ହୁଣି ଅୟ୍ ରଃୟ୍ଦ୍ ତଃବେ ସେରି ନଃସ୍ଟ୍ ଅୟ୍ଦ୍ ।
39 Dar dacă este din Dumnezeu, nu sunteți în stare să o doborâți; ca nu cumva, să vă aflați luptând chiar împotriva lui Dumnezeu.
ମଃତର୍ ଜଦି ସେରି ଇସ୍ୱର୍ ତଃୟ୍ହୁଣି ଅୟ୍ ରଃୟ୍ଦ୍, ତଃବେ ସେମଃନ୍କେ କାୟ୍ରି କଃରୁକେ ନଃହାରାସ୍, କେଜାଣ୍ ଇସ୍ୱର୍ ବିରଦେ ଜୁଜ୍ କଃରୁଲାସ୍ ବଃଲି ଜାଣା ହଃଳେଦ୍ । ଜିଉଦି ବେରାଣାର୍ ଲକ୍ମଃନ୍ ଗମଲିଆର୍ କଃତା ମାନ୍ଲାୟ୍ ।
40 Și au fost de acord cu el; și după ce i-au chemat pe apostoli și i-au bătut, le-au poruncit să nu vorbească în numele lui Isus; și le-au dat drumul.
ସେମଃନ୍ ପେରିତ୍ମଃନ୍କ୍ କୁଦି କର୍ଡା ସଃଙ୍ଗ୍ ମାଡ୍ ମାର୍ଲାୟ୍ ଆର୍ ଜିସୁର୍ ନାଉଁଏ କଃତା ନଃକଉଁକ୍ କୟ୍କଃରି ଚାଡି ଦିଲାୟ୍ ।
41 Și au plecat atunci din fața consiliului, bucurându-se că au fost socotiți demni să îndure rușine pentru numele lui.
ସେତାକ୍ ଜିସୁର୍ ନାଉଁ ଗିନେ ଲିନ୍ଦା ହାଉଁକ୍ ଜୟ୍ଗ୍ ବଃଲି ଗଃଣା ଅୟ୍ଲାୟ୍, ସେତାକ୍ ସେମଃନ୍ ସଃର୍ଦା କଃରିକଃରି ବେରାଣ୍ ମଃଣ୍ଡାୟ୍ ହୁଣି ବାରାୟ୍ ଗଃଳାୟ୍ ।
42 Și în fiecare zi, în templu și în fiecare casă, nu încetau să îi învețe și să îl predice pe Isus Cristos.
ଆର୍ ସେମଃନ୍ ହଃତି ଦିନ୍ ମନ୍ଦିରେ ଆର୍ ଗଃରେ ସିକ୍ୟା ଦେଉଁକ୍ ଆର୍ ଜିସୁ ଜେ କ୍ରିସ୍ଟ, ବଃଲେକ୍ ମୁକ୍ଳାଉତା ଲକ୍, ଇ ନିକ କବୁର୍ ପର୍ଚାର୍ କଃରୁକେ ଦଃର୍ଲାୟ୍ ।”