< Faptele 15 >
1 Și unii, coborând din Iudeea, învățau pe frați: Dacă nu sunteți circumciși după obiceiul lui Moise, nu puteți fi salvați.
୧ଜିଉଦାଇଅନି କେତେକ୍ ଲକ୍ ଆନ୍ଟିଅକ୍ ନଅରେ ଆଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ଏନ୍ତି କଇକରି ସିକାଇଲାଇ, “ମସାର୍ ନିୟମ୍ ଇସାବେ ଜଦି ତମେ ସୁନତ୍ ନ ଉଆସ୍, ତମର୍ ପାପର୍ ଡଣ୍ଡେଅନି ମୁକ୍ତି ନ ପାଆସ୍ ।”
2 De aceea după ce Pavel și Barnaba au avut nu puțină disensiune și dispută cu ei, au rânduit ca Pavel și Barnaba și alți câțiva dintre ei să urce la Ierusalim la apostoli și bătrâni cu această întrebare.
୨ଏ ବିସଇ, ସେମନର୍ ସଙ୍ଗ୍ ପାଉଲ୍ ଆରି ବର୍ନବା ବେସି ଦଦାପେଲା ଅଇଲାଇ । ତେବର୍ପାଇ ଆନ୍ଟିଅକର୍ ବିସ୍ବାସିମନ୍ ରାଜି ଅଇଲାଇଜେ, ପାଉଲ୍ ଆରି ବର୍ନବା ଆରି ଆନ୍ଟିଅକ୍ ମଣ୍ଡଲିଅନି କେତେ ଲକ୍ ଜିରୁସାଲାମେ ଜାଅତ୍ ଆରି ତେଇର୍ ପାର୍ଚିନ୍ ଆରି ପେରିତ୍ ସିସ୍ମନର୍ ସଙ୍ଗ୍ ଏ ବିସଇ କାତା ଅଅତ୍ ।
3 Și fiind conduși pe drum de către biserică, au trecut prin Fenicia și Samaria, relatând convertirea neamurilor; și făceau bucurie mare tuturor fraților.
୩ଆନ୍ଟିଅକର୍ ମଣ୍ଡଲି ସେମନ୍ ଜିବାଟା ସୁବିଦା କରିଦେଇ ପାଟାଇଲାଇ । ସେମନ୍ ପିନିସିଆ ଆରି ସମିରଣ୍ ବାଟ୍ ଦେଇ ଜିବାବେଲେ, ଜିଉଦି ନଇଲା ଲକ୍ମନ୍ କେନ୍ତି ମନ୍ ବାଦ୍ଲାଇକରି ପରମେସର୍କେ ନାମ୍ଲାଇ, ସେ ବିସଇ ଜାନାଇଲାଇ । ଏ କାତା ସୁନି ବିସ୍ବାସି ବାଇମନ୍ ବେସି ସାର୍ଦା ଅଇଲାଇ ।
4 Și când au ajuns la Ierusalim, au fost primiți de biserică și apostoli și bătrâni și au istorisit toate lucrurile pe care le-a făcut Dumnezeu cu ei.
୪ସେମନ୍ ଜିରୁସାଲାମ୍ କେଟ୍ଲା ପଚେ ମଣ୍ଡଲିର୍ ଲକ୍, ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ମନ୍କେ ବେଟ୍ଅଇଲାଇ । ଆରି ପରମେସର୍ ତାକର୍ଲଗେ କରିରଇବା କାମ୍ ବିସଇ ପାଉଲ୍ ଆରି ବର୍ନବାକେ ଜାନାଇଲାଇ ।
5 Dar s-au ridicat unii din secta fariseilor care au crezut, spunând că: Era necesar să îi circumcidă și să le poruncim să țină legea lui Moise.
୫ମାତର୍ ପାରୁସି ଦଲର୍ କେତେଟା ବିସ୍ବାସିମନ୍ ଟିଆଅଇ କଇଲାଇ, “ଜିଉଦି ନଇଲା ଲକ୍ମନ୍ ସୁନତ୍ ଅଇବାର୍ ଆଚେ ଆକା ଆରି ମସାର୍ ବିନ୍ ନିୟମ୍ମନ୍ ମାନ୍ବାକେ ମିସା ସେମନ୍କେ ସିକାଇବାର୍ ଆଚେ ।”
6 Și apostolii și bătrânii s-au adunat să se lămurească despre acest lucru.
୬ଏ ବିସଇ ଆଲ୍ଚନା କର୍ବାକେ ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ ରୁଣ୍ଡ୍ଲାଇ ।
7 Și după ce a fost multă dispută, Petru s-a sculat și le-a spus: Bărbați și frați, voi știți că, din zilele de demult, Dumnezeu a ales între noi, ca neamurile să audă prin gura mea cuvântul evangheliei și să creadă.
୭ବେସି ପର୍ ଦଦାପେଲା ଅଇଲା ପଚେ ପିତର୍ ଟିଆଅଇ କଇଲା, “ମର୍ ବାଇବଇନିମନ୍ ଜିଉଦି ନଇଲା ଲକ୍ମନ୍, ସୁନିକରି ବିସ୍ବାସ୍ କର୍ବାକେ ସେମନର୍ଟାନେ ସୁବ୍କବର ଜାନାଇବାକେ, ଆଗେଅନି ମକେସେ ବାଚ୍ଲାଆଚେ । ଏଟା ତମେ ଜାନାସ୍ ।
8 Și Dumnezeu, care cunoaște inimile, le-a adus mărturie, dându-le Duhul Sfânt întocmai ca și nouă;
୮ସବୁ ଲକ୍ମନର୍ କାତା ଜାନ୍ବା ପରମେସର୍ ଆମ୍କେ ଜେନ୍ତି ସୁକଲ୍ ଆତ୍ମା ଦାନ୍ କଲା ଆଚେ, ସମାନ୍ ସେନ୍ତି ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନ୍କେ ମିସା ଦାନ୍ଦେଇ ସେମନ୍କେ ବାଚ୍ଲା ଆଚେ ।
9 Și nici nu a făcut o deosebire între noi și ei, curățindu-le inimile prin credință.
୯ସେମନର୍ ଆରି ଆମର୍ ବିତ୍ରେ, ସେ କାଇମିସା ବଡ୍ସାନ୍ ଦେକେ ନାଇ । ସେମନ୍ ଜିସୁକେ ବିସ୍ବାସ୍ କଲାର୍ପାଇ, ସେ ସେମନ୍କେ ସୁକଲ୍ କଲାଆଚେ ।
10 Acum așadar, de ce ispitiți pe Dumnezeu, punând un jug pe gâtul discipolilor pe care nici părinții noștri, nici noi nu am fost în stare să îl purtăm?
୧୦ସେନ୍ତି ଆଲେ ଗଟେକ୍ ବଡ୍ ବଜ୍ ପିଟିତେଇ ଲାଦିଦେଲାପାରା, ଆମର୍ ସବୁ ନିୟମ୍ ମାନ୍ବାର୍ ଆଚେ ବଲି କଇକରି ପର୍ମେସର୍କେ କାଇକେ ପରିକା କଲାସ୍ନି? ଆଜି ଜନ୍ ବଜ୍ ବଇବାକେ, ଆମର୍ ଆନିଦାଦିମନ୍ କି ଆମେ ମିସା ବଇ ନାପାର୍ତେ ରଇଲୁ।
11 Ci credem că prin harul Domnului Isus Cristos suntem salvați, la fel ca ei.
୧୧ନାଇ, ମନେ ଏତାଇଦେକା, ଆମେ ଜେନ୍ତି ବିସ୍ବାସ୍ କରି ମାପ୍ରୁ ଜିସୁ ଜିବନ୍ଦୁକାଇଲାକେ ମୁକ୍ତି ପାଇଆଚୁ, ସେମନ୍ ମିସା ସେନ୍ତାରିସେ ।”
12 Atunci toată mulțimea a tăcut și îi ascultau pe Barnaba și pe Pavel care istoriseau ce miracole și minuni lucrase Dumnezeu printre neamuri prin ei.
୧୨ତାର୍ପଚେ ପାଉଲ୍ ଆରି ବର୍ନବାଟାନେଅନି ଜିଉଦି ନଇଲା ଲକ୍ମନର୍ତେଇ ପରମେସର୍ ଜନ୍ ସବୁ କାବା ଅଇଜିବା କାମ୍ମନ୍ ଆରି ଚକିତ୍ ବିସଇ କରି ରଇଲା, ସେ ସବୁ କାତା ସୁନି ଦଲର୍ ସବୁ ଲକ୍ ଚିମ୍ରାଅଇ ରଇଲାଇ ।
13 Și după ce au tăcut, Iacov a răspuns, zicând: Bărbați și frați, ascultați-mă;
୧୩ସେମନ୍ କଇସାରାଇଲା ପଚେ ଜାକୁବ୍ କଇଲା, ଏ ମର୍ ବାଇବଇନିମନ୍ ମର୍ କାତା ସୁନା!
14 Simeon a istorisit cum întâi Dumnezeu a vizitat neamurile, să ia dintre ei un popor pentru numele lui.
୧୪ପରମେସର୍ ପର୍ତମେ ଜିଉଦି ନଅଇଲା ଲକ୍ମନ୍କେ ଆଲାଦ୍ କରି, ତାର୍ ନିଜର୍ ଲକ୍ ଅଅତ୍ ବଲି, ତାକର୍ ବିତ୍ରେ ଅନି, ଲକ୍ମନ୍କେ ବାଚ୍ଲାଇ । ଏ କାତା ସିମନ୍ ବୁଜାଇ ଦେଇଆଚେ ।
15 Și cu aceasta sunt în acord cuvintele profeților; așa cum este scris:
୧୫ପର୍ମେସର୍ କରିରଇବା ଏ କାମ୍ ବବିସତ୍ବକ୍ତାମନ୍ କଇରଇବାଟା ସଙ୍ଗ୍ ସମାନ୍ ଆଚେ ।
16 După aceasta mă voi întoarce și voi zidi cortul căzut al lui David; și voi zidi ruinele lui și îl voi ridica;
୧୬ମାପ୍ରୁ କଇଲା, “ତାର୍ ପଚେ ମୁଇ ନିଜେ ଦିନେକ୍ ବାଉଡି ଆଇବି, ଆରି ଦାଉଦର୍ ବାଙ୍ଗିଜାଇରଇବା ରାଇଜ୍ ଆରିତରେକ୍ ତିଆର୍ କର୍ବି । ଜେନ୍ତିକି ସେଟା ପୁରାପୁରୁନ୍ ଡାଟ୍ ରଇସି ।
17 Pentru ca rămășița oamenilor să îl caute pe Domnul și toate neamurile peste care este chemat numele meu, spune Domnul care face toate acestea.
୧୭ତେଇଅନି ସବୁଜାକ ମନସ୍ ଜାତି ମର୍ ଲଗେ ଆଇବାଇ, ଜନ୍ ଜିଉଦି ନଇଲା ଲକ୍ମନ୍କେ ମାପ୍ରୁ ନିଜର୍ କର୍ବାକେ ଡାକ୍ଲାଆଚେ ସେମନ୍ ସବୁ ଲକ୍ ମକେ ନାମ୍ବାଇ ।
18 Lui Dumnezeu îi sunt cunoscute toate faptele lui, de la începutul lumii. (aiōn )
୧୮ମାପ୍ରୁ ଏ କାତା କଇଲାନି, ଜେ କି ବେସି ଆଗ୍ତୁ ଏ କାତା କଇରଇଲା ।” (aiōn )
19 De aceea concluzia mea este, să nu îi chinuim pe aceia care dintre neamuri se întorc la Dumnezeu;
୧୯ଏବେ ଜାକୁବ୍ କଇବାକେ ଆରାମ୍କଲା । ସେ କଇଲା, “ମର୍ ବିଚାର୍ ଇସାବେ, ଜନ୍ ଜିଉଦି ନଇଲା ଲକ୍ମନ୍ ପରମେସରର୍ ବାଟେ ବାଅଡ୍ଲାଇ ଆଚତ୍, ଆମେ ଆରି ସେମନ୍କେ ଅଇରାନ୍ ନ କରୁ ।
20 Ci să le scriem să se ferească de profanările idolilor și de curvie și de animale sugrumate și de sânge.
୨୦ଏଲେ ସେମନ୍ ଆରି ଜେନ୍ତିକି ପୁତ୍ଲା ଦେବ୍ତାମନ୍କେ ସର୍ପିଦେଲା କାଇମିସା ଅସୁକଲ୍ କାଦି ନ କାଆ, ବିନ୍ ଲକର୍ ମାଇଜି କି ମୁନୁସର୍ ସଙ୍ଗ୍ ମିସ୍ବାଟାନେଅନି ଦୁରିକେ ରଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ କି ବନି, ନ କାଅତ୍ ଏ ସବୁ ବିସଇଟାନେ ସେମନ୍କେ ଉପ୍ଦେସ୍ ଦେଇ, ସେମନର୍ ଲଗେ ଗଟେକ୍ ଚିଟି ଲେକୁ ।
21 Fiindcă Moise, din timpurile de demult, are în fiecare cetate pe cei care îl predică, fiind citit în sinagogi în fiecare sabat.
୨୧କାଇକେବଇଲେ ବେସି ଦିନେଅନି ସବୁ ବିସ୍ରାମ୍ବାରେ ଆମର୍ ପାର୍ତନା ଗର୍ମନ୍କେ ମସାର୍ ନିୟମ୍ ପଡ୍ଲାଇନି, ଆରି ସବୁ ଗଡେ ସେ ନିୟମ୍ମନ୍ ଜାନାଇଲାଇନି ।”
22 Atunci li s-a părut cuvenit apostolilor și bătrânilor, cu întreaga biserică, să trimită la Antiohia bărbați aleși dintre ei, cu Pavel și Barnaba; pe Iuda, numit și Barsaba, și Sila, bărbați mai de seamă între frați;
୨୨ପଚେ ପେରିତ୍ ସିସ୍ମନ୍, ମଣ୍ଡଲିର୍ ପାର୍ଚିନ୍ମନ୍, ଆରି ସବୁ ମଣ୍ଡଲିର୍ ବାଇମନ୍ ରୁଣ୍ଡ୍ଲାଇ । ସେମନ୍ ରାଜିଅଇରଇବା କାତା ଆନ୍ଟିଅକର୍ ବିସ୍ବାସିମନ୍କେ ଜାନାଇବାକେ ପାଉଲ୍ ଆରି ବର୍ନବା ସଙ୍ଗ୍ ଜିବାକେ କେତେଲକ୍କେ ବାଚ୍ଲାଇ । ବର୍ସବା ନାଉଁର୍ ଜିଉଦା ଆରି ସିଲାକେ ବାଚ୍ଲାଇ । ଏ ଦୁଇଲକ୍କେ ସବୁ ବିସ୍ବାସିମନ୍ ସନ୍ମାନ୍ ଦେଇତେରଇଲାଇ ।
23 Și au scris astfel prin mâna lor: Apostolii și bătrânii și frații, salutare fraților care sunt dintre neamuri în Antiohia și Siria și Cilicia;
୨୩ବିସ୍ବାସିମନ୍ ଏ ତଲେ ଲେକାଅଇଲା ଚିଟି, ସେ ଦୁଇ ଲକର୍ ଆତେ ପାଟାଇଲାଇ । “ଆନ୍ଟିଅକ, ସିରିଆ ଆରି ସିଲିସିଆ ରଇବା ଜିଉଦିନଇଲା ଆମର୍ ବାଇମନ୍, ଜୁଆର୍! ଜିରୁସାଲମର୍ ପେରିତ୍ମନ୍, ପାର୍ଚିନ୍ମନ୍ ଆରି ତମର୍ ବାଇମନ୍, ଏ ଚିଟି ପାଟାଇଲୁନି ।
24 Întrucât am auzit că unii care au ieșit dintre noi v-au tulburat prin cuvinte, subminându-vă sufletele, zicând: Să fiți circumciși și să țineți legea; cărora nu le-am dat vreo astfel de poruncă;
୨୪ଆମେ ସୁନ୍ଲୁନି ଜେ, ଆମର୍ ଦଲେଅନି କେତେ ଲକ୍ ତମର୍ଟାନେ ଆସି, ଜାଇଜାଇଟା ସିକାଇଆଚତ୍, ତେଇଅନି ସେମନ୍ ତମ୍କେ କଚପଚ ଆରି ତେରେପେତେ କଲାଇଆଚତ୍ । ମାତର୍ ଆମେ ସେମନ୍କେ ସେନ୍ତାରି କର୍ବାକେ, କାଇମିସା ଆଦେସ୍ ଦେଉନାଇ ।
25 Ni s-a părut cuvenit, fiind adunați într-un gând, să trimitem la voi bărbați aleși, cu preaiubiții noștri Barnaba și Pavel,
୨୫ସେଟାର୍ ପାଇ ଆମେ ସବୁ ଲକ୍ ଗଟେକ୍ ଅଇକରି କେତେଟା କବର୍ କଉମନ୍କେ ବାଚି, ତମର୍ ଲଗେ ପାଟାଇବାକେ ଟିକ୍ କଲୁ । ସେମନ୍ ଆମର୍ ଆଲାଦର୍ ମଇତର୍ମନ୍, ବର୍ନବା ଆରି ପାଉଲର୍ ସଙ୍ଗ୍ ଜିବାଇ ।
26 Oameni care și-au riscat viețile pentru numele Domnului nostru Isus Cristos.
୨୬ଏ ମଇତର୍ମନ୍ ମାପ୍ରୁ ଜିସୁର୍ ସେବାତେଇ ନିଜର୍ ଜିବନ୍ ସର୍ପିଦେଇ ଆଚତ୍ ।
27 De aceea am trimis pe Iuda și Sila, care vă vor spune și ei, cu gura, aceleași lucruri.
୨୭ସେଟାର୍ ପାଇ ଜିଉଦା ଆରି ସିଲାକେ ତମର୍ ଲଗେ ପାଟାଇଲୁନି । ଆମେ ଜାଇଟା ଲେକିଆଚୁ, ସେଟା ତମ୍କେ ସେମନ୍ ନିଜେ ବାତାଇଦେବାଇ ।
28 Fiindcă i s-a părut cuvenit Duhului Sfânt și nouă, să nu vă încărcăm cu nicio greutate mai mare decât aceste lucruri necesare:
୨୮କେତେଟା ଦର୍କାର୍ ରଇଲା ନିୟମ୍ ଚାଡି, ତମର୍ ଉପ୍ରେ ଆରି କାଇମିସା ବଜ୍ ନ ଲାଦ୍ବାକେ ଆମେ ସୁକଲ୍ଆତ୍ମାଇ ଅନି ଚାଲ୍ନା ପାଇଲୁଆଚୁ ।
29 Să vă feriți de cele sacrificate idolilor și de sânge și de animale sugrumate și de curvie; de care dacă vă păziți, bine veți face. Fiți sănătoși.
୨୯ସେ କେତେଟା ନିୟମ୍ ଅଇଲାନି ପୁତ୍ଲା ଦେବ୍ତାମନ୍କେ ପୁଜା କରିରଇବା କାଇମିସା କାଦି କାଇବାର୍ ନାଇ । ଟଟ୍ରି ପିଚ୍କି ମରାଇଲା କନ୍ ମିସା ପସୁର୍ ବନି କି ମାଉଁସ୍ କାଇବାର୍ ନାଇ । ଆରି ବିନ୍ ମାଇଜି କି ମୁନୁସର୍ ମିଲାମିସା ଟାନେଅନି ଦୁରିକେ ରଇବାର୍ । ଏ ସବୁ କାମ୍ ନ କର୍ବାକେ ତମେ ଜାଗ୍ରତ୍ ରଇଲେ, ଅଇଜାଇସି । ଏତ୍କିକେ ରଇଲୁନି ।”
30 Astfel, atunci când li s-a dat drumul, au venit la Antiohia; și după ce au adunat mulțimea, le-au dat epistola;
୩୦ଜନ୍ କବର୍ କଉମନ୍କେ ପାଟାଇ ରଇଲାଇ, ସେମନ୍ ଆନ୍ଟିଅକ୍ତେଇ ଜାଇ ବିସ୍ବାସିମନର୍ ସବୁ ଦଲ୍କେ ରୁଣ୍ଡାଇକରି ସେ ଚିଟି ଦେଲାଇ ।
31 Iar ei, după ce au citit, s-au bucurat pentru mângâiere.
୩୧ତେଇର୍ ବିସ୍ବାସିମନ୍ ସେ ଚିଟି ପଡିକରି ବେସି ସାର୍ଦା ଅଇଗାଲାଇ ।
32 Și Iuda și Sila, fiind și ei profeți, îndemnau pe frați cu multe cuvinte și îi întăreau.
୩୨ଜିଉଦା ଆରି ସିଲା ନିଜେ ଦୁଇ ଲକ୍ ବବିସତ୍ବକ୍ତା ରଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ବେସିଦିନ୍ ରଇକରି, କବର୍ ଜାନାଇ, ସେମନର୍ ବିସ୍ବାସ୍ ଡାଟ୍ କଲାଇ ।
33 Și după ce au întârziat un timp, au fost lăsați să plece în pace, de la frați la apostoli.
୩୩ତେଇ କେତେ ଦିନ୍ ରଇଲା ପଚେ, ଜନ୍ଲକ୍ମନ୍ ସେମନ୍କେ ପାଟାଇରଇଲାଇ, ସେମନର୍ ଲଗେ ବାଉଡି ଜିବାକେ, ବିସ୍ବାସି ବାଇମନ୍ ସେମନ୍କେ ସାନ୍ତି ସଙ୍ଗ୍, ପାଟାଇ ଦେଲାଇ ।
34 Dar lui Sila i s-a părut cuvenit să mai rămână acolo.
୩୪ମାତର୍ ସିଲା ତେଇସେ ରଇବାଟା ଟିକ୍ ବଲି ତେଇ ରଇବାକେ ମନ୍ କଲା ।
35 Și Pavel și Barnaba au rămas în Antiohia, învățând și predicând cuvântul Domnului, și cu mulți alții.
୩୫ପାଉଲ୍ ଆରି ବର୍ନବା ଆନ୍ଟିଅକ୍ତେଇ କେତେ ଦିନ୍ ରଇକରି ବେସି ଲକ୍ମନର୍ ସଙ୍ଗ୍, ମିସିବିଡି ମାପ୍ରୁର୍ ବାକିଅ ଜାନାଇଲାଇ ଆରି ସିକିଆ ଦେଲାଇ ।
36 Dar după câteva zile, Pavel i-a spus lui Barnaba: Să mergem acum din nou să vizităm pe frații noștri în fiecare cetate în care am predicat cuvântul Domnului, să vedem ce mai fac.
୩୬କେତେ ଦିନ୍ ପଚେ ପାଉଲ୍ ବର୍ନବାକେ କଇଲା, “ଜୁ, ଆମେ ବାଉଡି ଜୁ, ସବୁ ଗଡ୍ମନ୍କେ, ଆମର୍ ଜନ୍ ବାଇମନ୍କେ ମାପ୍ରୁର୍ ବାକିଅ ଜାନାଇ ରଇଲୁ, ସେମନ୍କେ ବେଟ୍ ଅଉଁ ଆରି ସେମନ୍ ବିସ୍ବାସେ କେନ୍ତି ଆଚତ୍ ବୁଜି ଦେକୁ ।”
37 Dar Barnaba voia să îl ia cu ei pe Ioan, numit [și] Marcu.
୩୭ଜଅନ୍ ମାର୍କକେ ମିସା ତାକର୍ ସଙ୍ଗ୍ ନେବାକେ ବର୍ନବା ମନ୍ କଲା ।
38 Dar Pavel considera că nu este bine să îl ia cu ei, pe cel care s-a despărțit de ei din Pamfilia și nu s-a dus cu ei în lucrare.
୩୮ମାତର୍ ପାଉଲ୍ କଇଲା “ନିଚୁ, କାଇକେ ବଇଲେ, ପପୁଲିଆଇ ଜନ୍ ଦିନେ ଆମର୍ କାମ୍ ସାରି ନ ରଇଲା, ସେ ଆମ୍କେ ଚାଡି ବାଉଡି ଉଟିଆଇଲା ।”
39 Și cearta dintre ei a fost așa de tăioasă, că s-au despărțit unul de altul; și așa, Barnaba l-a luat pe Marcu și au navigat spre Cipru;
୩୯ଏ ବିସଇ, ବେସି କୁଆବଲା ଅଇଲାଇ ଆରି ସେମନ୍ ବିନେ ଅଇଲାଇ । ବର୍ନବା ଜଅନ୍ମାରକକେ ନେଇ ସାଇପରସେ ଜିବା ପାନିଜାଜେ ଚଗ୍ଲାଇ ।
40 Iar Pavel l-a ales pe Sila și au plecat, fiind încredințați de frați harului lui Dumnezeu.
୪୦ମାତର୍ ପାଉଲ୍ ତାର୍ସଙ୍ଗ୍ ଜିବାକେ ସିଲାକେ ବାଚ୍ଲା । ଆରି ମାପ୍ରୁର୍ ଜିବନ୍ଦୁକାନି ତେଇ ସେମନ୍କେ ସର୍ପିଦେଇ, ବିସ୍ବାସିମନ୍ ପାଟାଇ ଦେଲାଇ ।
41 Și a trecut prin Siria și Cilicia, întărind bisericile.
୪୧ପାଉଲ୍ ଆରି ସିଲା, ସିରିଆ ଆରି ସିଲିସିଆଇ ବୁଲି ବୁଲି କରି ତେଇର୍ ମଣ୍ଡଲିମନ୍କେ ଡାଟ୍ କରାଇଲାଇ ।