< Mateus 24 >
1 Jesus saiu do templo, e seguia seu caminho. Seus discípulos vieram até ele para mostrar-lhe os prédios do templo.
୧ଜିସୁ ମନ୍ଦିରେଅନି ବାରଇ ଇଣ୍ଡିଜାଇତେ ରଇବାବେଲେ ସିସ୍ମନ୍ ମନ୍ଦିର୍ ପିଣ୍ଡା ଦୁଆରେ ରଇବା ବଡ୍ ବଡ୍ ପାକ୍ନା ବାଟେ ଦେକାଇଲାଇ ।
2 Mas ele lhes respondeu: “Você vê todas essas coisas, não vê? Certamente eu lhes digo, não ficará aqui uma pedra sobre outra, que não será jogada no chão”.
୨ଜିସୁ କଇଲା, “ଏବେ ସିନା ଏ ସବୁ ଦେକ୍ଲାସ୍ନି । ମୁଇ ତମ୍କେ ସତ୍ କଇଲିନି ଏ ମନ୍ଦିରର୍ ଗଟେକ୍ ମିସା ପାକ୍ନା ତାର୍ ଜାଗାଇ ନ ରଏ । ସବୁଜାକ ଅଦ୍ରି ବିଲିଜାଇସି ।”
3 Quando ele estava sentado no Monte das Oliveiras, os discípulos vieram até ele em particular, dizendo: “Diga-nos, quando serão essas coisas? Qual é o sinal de sua vinda, e do fim da era?” (aiōn )
୩ଜିସୁ ଜିତ୍ ନାଉଁର୍ ଡଙ୍ଗର୍ ଉପ୍ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍ମନ୍ ଆସି ତାକେ ପାଚାର୍ଲାଇ, “ଏ ସବୁଜାକ କେବ୍କେ ଅଇସି ଆମ୍କେ କୁଆ କାଇ ଗଟ୍ନା ଗଟ୍ଲେ ଆମେ ଜାନିପାର୍ବୁ ଜେ ତମର୍ ଆଇବା ବେଲା ଅଇଲାନି ଆରି ଏ ଜୁଗ୍ ସେସ୍ ଅଇସି ବଲି?” । (aiōn )
4 Jesus lhes respondeu: “Tenham cuidado para que ninguém vos desencaminhe.
୪ଜିସୁ କଇଲା, “ଜାଗ୍ରତ୍ଅଇକରି ରୁଆ, ଜେନ୍ତିକି କେ ମିସା ତମ୍କେ ନ ନାଡାଅତ୍ ।
5 Pois muitos virão em meu nome, dizendo: 'Eu sou o Cristo', e enganarão a muitos.
୫କେତେ କେତେ ଲକ୍ମନ୍ ମର୍ ନାଉଁ ଦାରି ଆସି କଇବାଇ, ‘ମୁଇ ଆକା କିରିସ୍ଟ ମସିଅ ।’ ସେମନ୍ ଏନ୍ତାର୍ କଇ କେତେ କେତେ ଲକ୍ମନ୍କେ ନାଡାଇବାଇ ।
6 Vocês ouvirão falar de guerras e rumores de guerras. Vejam que não estejam perturbados, pois tudo isso deve acontecer, mas o fim ainda não está próximo.
୬ତମର୍ ଲଗେ ଅଇତେ ରଇବା ଜୁଇଦର୍ କିଲ୍ବିଲ୍ ଅଇବାଟା ସୁନ୍ସା ଆରି ଦୁରିକେ ଅନି ଅଇତେ ରଇବା ଜୁଇଦର୍ କବର୍ ଜାନ୍ସା । ମାତର୍ ଡରାନାଇ, ବାଇଦରେ ଏନ୍ତି ଗଟ୍ନା ଅଇସି । ମାତର୍ ଏଟାର୍ ଅରତ୍ ନଏଁ ଜେ, ଜୁଗ୍କାଲ୍ କେଟିଗାଲା ।
7 Pois nação se levantará contra nação, e reino contra reino; e haverá fomes, pragas e terremotos em vários lugares.
୭ଦେସ୍ ଦେସ୍ ବିତ୍ରେ ଜୁଇଦ୍ ଅଇସି, ଗଟେକ୍ ରାଇଜ୍ ଆରି ଗଟେକ୍ ରାଇଜ୍ ଉପ୍ରେ ଜୁଇଦ୍ କର୍ସି । ସବୁ ବାଟେ ମର୍ଡି ଆରି ଦର୍ତନି ଚୁଲ୍ବୁଲ୍ସି ।
8 Mas todas estas coisas são o início das dores de parto.
୮ମାତର୍ ଏଟାମନ୍ ସବୁ ମାଇଜିମନର୍ ଆତ୍ଗଡ୍ ସୁକ୍ଅଇବା ବେଲେ ପର୍ତୁମ୍ ପର୍ତୁମ୍ ଅଇବା ଦୁକାସୁକା ପାରା ।
9 “Então eles o entregarão à opressão e o matarão”. Você será odiado por todas as nações por causa do meu nome”.
୯ତମେ ଦାରାଇ ଅଇ ମାଡ୍ କାଇବାକେ ଆରି ମରନର୍ ଡଣ୍ଡ୍ ପାଇବାକେ ସର୍ପି ଅଇସା । ତମେ ମକେ ବିସ୍ବାସ୍ କଲାର୍ ପାଇ ବଲି ସବୁ ଲକ୍ ଗିନ୍ କର୍ବାଇ ।
10 Então muitos tropeçarão, e se entregarão uns aos outros, e se odiarão uns aos outros.
୧୦ସେଡ୍କିବେଲେ କେତେ କେତେ ଲକ୍ ତାକର୍ ବିସ୍ବାସ୍ ଆରାଇବାଇ, ତାକର୍ ତାକର୍ ବିତ୍ରେ ଗିନ୍ ଅଇକରି ତାକର୍ ତାକର୍ ବିତ୍ରେ ବିସ୍ବାସେ ବିସ୍ ଦିଆ ଦିଇ ଅଇବାଇ ।
11 Muitos falsos profetas se levantarão e enganarão a muitos.
୧୧ସେବେଲେ କେତେ କେତେକ୍ ଟକାବଣ୍ଡା ବବିସତ୍ବକ୍ତା ଆସିକରି ଲକ୍ମନ୍କେ ନାଡାଇବାଇ ।
12 Porque a iniqüidade será multiplicada, o amor de muitos se esfriará.
୧୨ଏନ୍ତାରି ଅଇ ପାପ୍ ଅଦିକ୍ ଅଦିକ୍ ଅଇସି ଆରି ପର୍ମେସର୍ ପାଇରଇବା ଲକ୍ମନର୍ ଆଲାଦ୍ ସିତଲ୍ ଅଇଜାଇସି ।
13 Mas aquele que perseverar até o fim será salvo.
୧୩ମାତର୍ ଜେ ସାରାସାରି ଜାକ ମୁର୍ଚିକରି ରଇସି, ସେ ମୁକ୍ତି ପାଇସି ।
14 Esta Boa Nova do Reino será pregada em todo o mundo para um testemunho a todas as nações, e então o fim virá.
୧୪ରାଇଜର୍ ସବୁ ବାସାର୍ ଲକ୍ମନର୍ ଲଗେ, ମାପ୍ରୁର୍ ସାକିଦେବାକେ ଦୁନିଆର୍ ଗୁଲାଇବାଟେ ତାର୍ କାତା ସୁନାଇବାଇ । ତାର୍ପଚେ ସେ ଜୁଗ୍ ସାର୍ସି ।”
15 “Quando, portanto, você vê a abominação da desolação, de que se falou através de Daniel, o profeta, em pé no lugar santo (deixe o leitor entender),
୧୫ଦାନିଏଲ୍ ବବିସତ୍ବକ୍ତା ଟିକି ନିକି ଇସାବେ ଲେକିରଇବା ସେ ବାୟାବିକଲର୍ ଦିନ୍ ତମେ ଆରି ତରେକ୍ ଦେକ୍ସା । ସେଟା ସୁକଲ୍ ଜାଗାକେ ଅସୁକଲ୍ କରିଦେଇସି । ଇତିର୍ ଅରତ୍ କାଇଟା, ପଡ୍ଲା ଲକ୍ ବୁଜା ।
16 então deixe aqueles que estão na Judéia fugirem para as montanhas.
୧୬ସେବେଲେ ଜନ୍ ଲକ୍ମନ୍ ଜିଉଦା ରାଇଜେ ରଇବାଇ, ସେମନ୍ ଡଙ୍ଗ୍ରେ ପାଲାଅତ୍ ।
17 deixe que aquele que está no topo da casa não desça para tirar as coisas que estão em sua casa.
୧୭ଜନ୍ ଲକ୍ମନ୍ ଚାଉନି ଉପ୍ରେ ରଇବାଇ, ସେମନ୍ ଗର୍ବିତ୍ରର୍ ଜିନିସ୍ ପତର୍ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍ ।
18 Deixe que aquele que está no campo não volte para pegar suas roupas.
୧୮ଜନ୍ ଲକ୍ମନ୍ ପଦାଇ ଜାଇତେ ରଇବାଇ, ସେମନ୍ ତାକର୍ ଲୁଗା ପଚିଆ ନେବାକେ ଗରେ ନ ବାଉଡତ୍ ।
19 Mas ai daqueles que estão com crianças e das mães que estão amamentando naqueles dias!
୧୯ସେଡ୍କିବେଲେ ଗାଗ୍ଡେ ରଇବା ମାଇଜିମନ୍ ଆରି ପିଲାକେ ଦୁଦ୍ କୁଆଇତେ ରଇବା ମାମନର୍ ଦସା କେଡେ ଇନସ୍ତା ଅଇସି ।
20 Reze para que seu vôo não seja no inverno nem num sábado,
୨୦ଏ ସବୁ ଗଟ୍ନା ସିତ୍ ଦିନେ ନ ଅ । ସେଟାର୍ପାଇ ପର୍ମେସର୍କେ ପାର୍ତନା କର୍ତେ ରୁଆ, ଜେନ୍ତାରି କି ସିତ୍ମାସେ ନଇଲେ ବିସ୍ରାମ୍ବାରେ ତମ୍କେ ପାଲାଇବାକେ ନ ପଡେ ।
21 pois então haverá grande sofrimento, como não tem sido desde o início do mundo até agora, não, nem nunca será.
୨୧ସେବେଲେ ଜନ୍ ଦୁକ୍ ପାଇବାକେ ପଡ୍ସି, ଦୁନିଆ ତିଆର୍ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍ଟତେଇଅନି ଅଦିକ୍ ଅଇଜାଇସି । ସେନ୍ତାରି ଦୁକ୍ ଆଗ୍କେ ଆରି କେବେ ନ ଆସେ ।
22 A menos que esses dias tivessem sido encurtados, nenhuma carne teria sido salva. Mas, para o bem dos escolhidos, esses dias serão encurtados.
୨୨ମାତର୍ ପର୍ମେସର୍ ଦୁକର୍ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍ ସେ ବାଚିରଇବା ଲକ୍ମନ୍କେ ଜିଆଇବାପାଇ ପର୍ମେସର୍ ସେ ବେଲା ଉନାକରି ଦେଇଆଚେ ।
23 “Então se algum homem lhe disser: 'Eis aqui o Cristo!' ou, 'Ali', não acredite!
୨୩ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍ବାସ୍ କରା ନାଇ ।
24 Pois aparecerão falsos cristos e falsos profetas, que mostrarão grandes sinais e maravilhas, de modo a desviar, se possível, até mesmo os escolhidos.
୨୪କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍ବକ୍ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍ ସେବେଲେ ଦେକାଇଅଇବାଇ । ସେମନ୍ କାବା ଅଇଜିବା କାମ୍ମନ୍ ଦେକାଇ ପର୍ମେସର୍ ବାଚି ରଇବା ଲକ୍ମନ୍କେ ମିସା ନାଡାଇବାଇ ।
25 “Eis que já lhe disse de antemão.
୨୫ଦେକା, ସେ ବେଲା ନ ଆଇବା, ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
26 “Portanto, se lhe disserem: 'Eis que ele está no deserto', não saia; ou 'Eis que ele está nas salas interiores', não acredite nisso.
୨୬“ଦେକା, ଜଦି ଲକ୍ମନ୍ ସେ ମରୁବାଲି ରଇବା ଜାଗାଇ ଆଚେ ବଲି କଇବାଇ, ତମେ ତେଇ ଜାଆ ନାଇ । କି ସେମନ୍ ଇତି ଦେକିଦେକା ସେ ଲୁଚିଆଚେ ବଲି କଇବାଇ, ସେମନ୍କେ ବିସ୍ବାସ୍ କରା ନାଇ ।
27 Pois assim como o relâmpago vem do leste, e é visto até mesmo a oeste, assim será a vinda do Filho do Homem.
୨୭ଉଦିଆନ୍ ଦିଗେଅନି ବୁଡ୍ତି ଦିନ୍ ଜାକ ଜେନ୍ତାରି ବିଜ୍ଲି ମାରିକରି ଗୁଲାଇ ଆକାସ୍ ଉଜଲ୍ ଅଇସି, ସେନ୍ତାରି ଅଇକରିସେ ନର୍ପିଲା ମୁଇ ଆଇବି ।”
28 Pois onde quer que a carcaça esteja, é lá que os abutres se reúnem.
୨୮“ଜନ୍ତି ମଡା ପିଙ୍ଗି ରଇବାଇ, ତେଇ ମଡ୍କାଉ ଗିଦ୍ମନ୍ ରୁଣ୍ଡିରଇବାଇ ।”
29 “Mas imediatamente após o sofrimento daqueles dias, o sol escurecerá, a lua não dará sua luz, as estrelas cairão do céu e os poderes dos céus serão abalados;
୨୯ସେ ଦୁକର୍ବେଲା ସାର୍ବା ବେଲେ, ବେଲ୍ ଜାଉଁଲି ଜାଇସି, ଜନ୍ ଆରି ଉଜଲ୍ ନ ଡିସାଏ, ବାଦ୍ଲେଅନି ତାରାମନ୍ ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ଦେବାଟାମନ୍ ସବୁ ବାଟ୍ ବାନା ଅଇଜିବାଇ ।
30 e então o sinal do Filho do Homem aparecerá no céu. Então todas as tribos da terra chorarão, e verão o Filho do Homem vindo sobre as nuvens do céu com poder e grande glória.
୩୦ତାର୍ ପଚେ ନରପିଲା ମୁଇ ବାଦ୍ଲେ ଆଇବାଟା ଦେକ୍ସା । ଆରି ଡାକ୍ପୁଟାଅଇ ପାନି ବାଦ୍ଲେ ବପୁ ସଙ୍ଗ୍ ଆଇବାଟା ଦେକି ଦର୍ତନିର୍ ଲକ୍ମନ୍ କାନ୍ଦାବୁବା ଅଇଜିବାଇ ।
31 Ele enviará seus anjos com um grande som de trombeta, e eles reunirão os seus escolhidos dos quatro ventos, de uma extremidade do céu para a outra.
୩୧ବଡ୍ ମଇରି ବାଜ୍ସି । ଆରି ଗୁଲାଇ ସରଗର୍ ଗଟେକ୍ କନେ ଅନି ବିନ୍ ବିନ୍ କନେ ରଇବା ମର୍ ବାବା ବାଚି ରଇବା ଲକ୍ମନ୍କେ ଟୁଲିଆଇବାକେ ମୁନୁସ୍ ପିଲା ମୁଇ ମର୍ ଦୁତ୍ମନ୍କେ ପାଟାଇବି ।
32 “Agora, da figueira, aprenda esta parábola: Quando seu ramo agora se tornou tenro e produz suas folhas, você sabe que o verão está próximo.
୩୨ଡୁମ୍ରି ଗଚେଅନି ସିକା । ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କର୍ସି, ଆରି କାଁଚାପତ୍ରିଆ ଡିସ୍ଲେ କାରାଦିନ୍ କେଟ୍ଲା ବଲି ତମେ ଜାନ୍ସା ।
33 Mesmo assim, você também, ao ver todas estas coisas, sabe que ele está próximo, mesmo às portas.
୩୩ସମାନ୍ ସେନ୍ତାର୍ସେ ଏ ସବୁ ଜାକ ଅଇବାଟା ଦେକ୍ଲେ, ସାରାସାରି ଦିନ୍କାଲ୍ ଆରାମ୍ ଅଇଲା ବଲି ତମେ ଜାନା ।
34 Certamente eu lhes digo que esta geração não passará até que todas estas coisas sejam cumpridas.
୩୪“ଏତାଇରୁଆ, ମୁଇ ସତ୍ କଇଲିନି, ଏବେ ଜିବନ୍ ରଇଲା ଲକ୍ମନର୍ ବିତ୍ରେଅନି ସବୁ ଲକ୍ ମର୍ବା ଆଗ୍ତୁ, ଏସବୁ ବିସଇ ଗଟ୍ସି ।
35 O céu e a terra passarão, mas minhas palavras não passarão.
୩୫ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
36 “Mas ninguém sabe daquele dia e hora, nem mesmo os anjos do céu, mas somente meu Pai.
୩୬“ସେ ଦିନ୍, ସେ ବେଲା କେବେ ଆଇସି, କେ କଇନାପାରତ୍ । ପର୍ମେସରର୍ ପିଲା ମୁଇ ମିସା କି ସରଗର୍ ଦୁତ୍ମନ୍ ମିସା ସେ କାତା ନାଜାନତ୍, ବାବା ପର୍ମେସର୍ ଆକା ଜାନିଆଚେ ।
37 Como foram os dias de Noé, assim será a vinda do Filho do Homem”.
୩୭ନଅର୍ ବେଲେ ଜେନ୍ତାରି ଗଟିରଇଲା, ସମାନ୍ ସେନ୍ତାରିସେ ନର୍ପିଲା ମୁଇ ଆଇବା ବେଲା ମିସା ।
38 Pois como naqueles dias que foram antes da enchente eles estavam comendo e bebendo, casando-se e dando em casamento, até o dia em que Noé entrou no navio,
୩୮ପୁର୍ତିବି ଉପ୍ରେ ପାନି ବର୍ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍ବା ଜାକ, ଲକ୍ମନ୍ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ ।
39 e eles não sabiam até que a enchente chegou e os levou a todos, assim será a vinda do Filho do Homem.
୩୯ପାନିତେଇ ସେମନ୍ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍ପିଲା ମୁଇ ଆଇବା ବେଲେ ସମାନ୍ ସେନ୍ତାରି ଅଇସି ।
40 Então dois homens estarão no campo: um será levado e o outro será deixado.
୪୦ସେ ବେଲାଇ ପଦାଇ ପାଇଟି କର୍ତେ ରଇବା ଦୁଇ ଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ବାଚ୍ବାଇ ଆରି ଗଟେକ୍ ଲକ୍କେ ଚାଡିଦେବାଇ ।
41 Duas mulheres estarão moendo no moinho: uma será levada e a outra será deixada.
୪୧ଗର୍ତେରଇବା ଦୁଇଟା ମାଇଜି ମନର୍ ବିତ୍ରେ ଅନି ଗଟେକ୍ ଲକ୍ ବାଚି ଅଇସି ଆରି ଗଟେକ୍ ଲକ୍ ରଇଜାଇସି ।
42 Observe portanto, pois você não sabe em que hora seu Senhor virá.
୪୨ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ ।
43 Mas saiba que, se o dono da casa soubesse em que vigília da noite vinha o ladrão, ele teria observado e não teria permitido que sua casa fosse arrombada.
୪୩କେଡେବଲ୍ ଚର୍ ପୁର୍ସି ବଲି ଜାନିରଇଲେ, ଗର୍ ସାଉକାର୍ ଜାଗ୍ରତ୍ ରଇ ଚର୍କେ ଗରେ ପୁର୍ବାକେ ନ ଦେଏ ।
44 Portanto, esteja também pronto, pois em uma hora que você não espera, o Filho do Homem virá.
୪୪ତମେ ମିସା ସବୁବେଲେ ଜାଗ୍ରତ୍ ରଇକରି ତିଆର୍ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍ପିଲା ମୁଇ ଉଟିଆଇବି ।
45 “Quem é então o servo fiel e sábio, que seu senhor colocou sobre sua casa, para dar-lhes seus alimentos na época devida?
୪୫“ସେନ୍ତି ବଇଲେ କେ ତେବେ ନିମାନ୍ ଆରି ବୁଦି ରଇବା ଦାଙ୍ଗ୍ଡା? ଜାର୍ ଉପ୍ରେ ସାଉକାର୍ ବିନ୍ ଦାଙ୍ଗ୍ଡାମନର୍ ଟିକ୍ ବେଲାଇ, କାଇବା କାଦି ଦେବା ଦାଇତ୍ ଦେଇରଇସି ।
46 Bem-aventurado aquele servo que seu senhor encontra fazendo isso quando ele vem.
୪୬ସାଉକାର୍ ବାଉଡି ଆଇଲା ବେଲେ ସେ ଦାଙ୍ଗ୍ଡା ଜଦି ଟିକ୍ ସଙ୍ଗ୍ କାମ୍ କରିରଇସି ବଇଲେ, ତାର୍ କେଡେକ୍ ନିକ କରମ୍!
47 Certamente eu lhes digo que ele o colocará sobre tudo o que ele tem.
୪୭ମୁଇ ସତ୍ କଇଲିନି, ସେନ୍ତାରି ଦାଙ୍ଗ୍ଡାକେ ସାଉକାର୍ ଗଟେକ୍ ଦିନେ ତାର୍ ସବୁ ଦନ୍ ସଁପତିର୍ ଦାଇତ୍ ଦେଇ ଦେଇସି ।
48 Mas se esse servo mau disser em seu coração: 'Meu senhor está atrasando sua vinda',
୪୮ମାତର୍ ସେ ଦାଙ୍ଗ୍ଡା ଜଦି ‘ସାଉକାର୍ ନ ଆସେତା’ ବଲି ବାବ୍ସି ଆରି
49 e começar a bater em seus companheiros servos, e comer e beber com os bêbados,
୪୯ବିନ୍ ଦାଙ୍ଗ୍ଡାମନ୍କେ ମାର୍ପିଟ୍ କରି ମଦୁଆମନର୍ ସଙ୍ଗ୍ କିଆପିଆ କର୍ତେ ରଇସି,
50 o senhor desse servo virá em um dia em que ele não o espera e em uma hora em que ele não o sabe,
୫୦ସେ ଜାଗ୍ରତ୍ ନ ରଇଲା ବେଲେ ଆରି ଜନ୍ ବେଲାଇ ସେ ନାଜାନି ରଏ, ସେ ଦିନେ ଆରି ସେ ବେଲାଇସେ ସାଉକାର୍ ବାଉଡିଆଇସି ।
51 e o cortará em pedaços e nomeará sua porção com os hipócritas. É aí que estará o pranto e o ranger dos dentes.
୫୧ତାକେ ସେଡ୍କି ବେଲେ କଣ୍ଡ୍ କଣ୍ଡ୍ କରି କାଟି ଦେଇସି । ସେ ନାଡାଉମନର୍ ଦସାର୍ ଡଣ୍ଡ୍ ପାଇସି । ଆରି ସାରାସାରି ଦାଁତ୍ କାତ୍ରି ମାର୍ଚପ୍ ଅଇ କାନ୍ଦ୍ସି ।”