< 1 João 3 >
1 Veja como é grande o amor que o Pai nos deu, que devemos ser chamados de filhos de Deus! Por esta causa o mundo não nos conhece, porque não o conhecia.
୧ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ ।
2 Amados, agora somos filhos de Deus. Ainda não foi revelado o que seremos; mas sabemos que quando Ele for revelado, seremos como Ele, pois o veremos tal como Ele é.
୨ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ ।
3 Todos que têm esta esperança depositada sobre ele se purificam, mesmo sendo puro.
୩ଜେତ୍କି ଲକ୍ କିରିସ୍ଟର୍ ପାରା ଅଇବୁ ବଲି ଆସା କଲାସ୍ନି, ନିଜେ ପାପ୍ କାମ୍ ଚାଡି ସୁକଲ୍ ରଇବାର୍ ଆଚେ । ଜେନ୍ତାରିକି କିରିସ୍ଟ କେବେ ପାପ୍ ନ କରେ ।
4 Todos os que pecam também cometem desrespeito à lei. Pecado é desrespeito à lei.
୪ଜେ ପାପ୍ କର୍ସି, ସେ ପର୍ମେସରର୍ ନିୟମ୍ ବିରୁଦେ ଗାଲାନି । କାଇକେବଇଲେ ନିୟମ୍ ନ ମାନ୍ବାଟା ଆକା ପାପ୍ ।
5 Você sabe que ele foi revelado para tirar nossos pecados, e nenhum pecado está nele.
୫ଆମର୍ ପାପର୍ ଡଣ୍ଡ୍ ନେବାର୍ପାଇ କିରିସ୍ଟ ଏ ଜଗତେ ଆଇଲା, ସେଟା ତମେ ଜାନାସ୍ । ଆରି ସେ କାଇ ପାପ୍କାମ୍ ନ କରେ ।
6 Quem permanece nele, não peca. Quem peca, não o viu e não o conhece.
୬ତେବେ ଜଦି ଗଟେକ୍ ଲକ୍ କିରିସ୍ଟର୍ ସଙ୍ଗ୍ ମିସିରଇଲେ, ସେ ଆରି ପାପ୍ କର୍ବାର୍ ନାଇ । ମାତର୍ ଗଟେକ୍ ଲକ୍ ଜଦି ପାପ୍ କରିଲାଗିରଇସି, ସେ କିରିସ୍ଟକେ ଦେକେନାଇ କି ନାଜାନେ ମିସା ।
7 Filhinhos, não deixem que ninguém os desencaminhe. Aquele que faz a justiça é justo, assim como é justo.
୭ଏ ପିଲାଟକିମନ୍, ତମେ କାର୍ଟାନେଅନି ମିସା ନାଡାଇ ନ ଅଇବାକେ ଜାଗ୍ରତ୍ ଅଇରୁଆ । ପର୍ମେସର୍ ଦେକ୍ବା ଇସାବେ ଜନ୍ ଲକ୍ ଦରମ୍ କାମ୍ କର୍ବାଇ, ସେମନ୍କେସେ ଦରମ୍ ଲକ୍ ବଲି ଡାକ୍ସି । ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ଦରମ୍ । ଜେନ୍ତାରିକି କିରିସ୍ଟ ଦରମ୍ ରଇଲା ।
8 Aquele que peca é do diabo, pois o diabo está pecando desde o início. Para este fim, o Filho de Deus foi revelado: que ele poderia destruir as obras do diabo.
୮ମାତର୍ ପାପ୍କରି ଲାଗିରଇବା ଲକ୍ମନ୍ ସଇତାନର୍ । କାଇକେବଇଲେ କାଇଟା ତିଆର୍ ନଅଇବା ଆଗ୍ତୁ ସଇତାନ୍ ପାପ୍ କରିଆଇଲାନି । ସଇତାନ୍ କରିରଇବା କାମ୍ କୁରୁପ୍ନାସ୍ କର୍ବାକେ ପର୍ମେସରର୍ ପଅ ଏ ଜଗତେ ଆଇଲା ।
9 Quem nasce de Deus não comete pecado, porque sua semente permanece nele, e ele não pode pecar, porque nasceu de Deus.
୯ପର୍ମେସରର୍ ପିଲା ଅଇରଇବା କେ ମିସା ପାପ୍କରିଲାଗି ରଇବାର୍ ନାଇ । କାଇକେବଇଲେ ପର୍ମେସରର୍ ଗୁନ୍ଚଲନ୍ ତାକର୍ ବିତ୍ରେ ଆଚେ । ସେମନ୍ ପର୍ମେସରର୍ ପିଲାଜିଲା ଅଇଲାଇକେ, ପାପ୍କରିଲାଗି ନ ରଅତ୍ ।
10 Nisto são revelados os filhos de Deus, e os filhos do diabo. Quem não faz justiça não é de Deus, nem é aquele que não ama seu irmão.
୧୦କେ କେ ସଇତାନର୍ ପିଲାମନ୍ ଆରି କେ କେ ପର୍ମେସରର୍ ପିଲାମନ୍ ବଲି ଆମେ ଜାନୁ । ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସତ୍ କାମ୍ ନ କରତ୍ । ଜନ୍ ଲକ୍ମନ୍ ମିସିବିଡିକରି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ ନ କରତ୍, ସେମନ୍ ତାର୍ ପିଲାଜିଲା ନ ଅଅତ୍ ।
11 Pois esta é a mensagem que você ouviu desde o início, que devemos nos amar uns aos outros -
୧୧ଏ କବର୍ ତମେ ଆଗ୍ତୁଅନି ସୁନିଆସିଆଚାସ୍ । ସେଟା ଅଇଲାନି, ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ ।
12 unlike Caim, que era do maligno e matou seu irmão. Por que ele o matou? Porque seus atos eram maus, e o irmão é justo.
୧୨ଆମେ କୟିନର୍ପାରା ଅଇବାର୍ ନାଇ । ସେ ଗଟେକ୍ ସଇତାନର୍ ଲକ୍ ରଇଲା । ଜେକି ଜେତ୍କି କାରାପ୍ କାମ୍ କରାଇସି । ସେ ତାର୍ ସାନ୍ବାଇକେ ମିସା ମରାଇଲା । ସେ କାଇକେ ସେନ୍ତାରି କଲା? କାଇକେବଇଲେ, ତାର୍ ନିଜର୍ ଜେତ୍କି କାମ୍ କାରାପ୍ ରଇଲା, ତାର୍ ବାଇ ଏବଲର୍ କାମ୍ମନ୍ ସେତ୍କି ଦରମ୍ ରଇଲା ।
13 Não se surpreendam, meus irmãos, se o mundo os odeia.
୧୩ତେବର୍ପାଇ ଏ ମର୍ ବାଇବଇନିମନ୍, ଏଜଗତର୍ ଲକ୍ମନ୍ ତମ୍କେ ଗିନ୍ କଲେ, କାବା ଅଇବାର୍ନାଇ ।
14 Sabemos que passamos da morte para a vida, porque amamos os irmãos. Aquele que não ama seu irmão permanece na morte.
୧୪ଆମେ କିରିସ୍ଟ ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାର୍ ଲାଗି ଏଟା ଜାନ୍ଲୁନି । ଜେ ଆଲାଦ୍ ନ କରେ, ସେ ଏବେ ମିସା ମରନର୍ ସାସନର୍ ତଲେଆଚେ ।
15 Quem odeia seu irmão é um assassino, e você sabe que nenhum assassino tem a vida eterna permanecendo nele. (aiōnios )
୧୫କେ ଜଦି ବିନ୍ ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ନର୍ମାର୍ବା ଲକର୍ ସମାନ୍ । ଗଟେକ୍ ନର୍ମାରୁ ଲଗେ ପର୍ମେସରର୍ ନ ସାର୍ବା ଜିବନ୍ ନ ରଏ । ଏଟା ତମେ ଜାନିଆଚାସ୍ । (aiōnios )
16 Por isso conhecemos o amor, porque ele deu sua vida por nós. E nós devemos dar nossa vida pelos irmãos.
୧୬ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
17 Mas quem tem os bens do mundo e vê seu irmão em necessidade, então fecha seu coração de compaixão contra ele, como o amor de Deus permanece nele?
୧୭ଜଦି କାକେମିସା ବଁଚ୍ବାକେ ତାର୍ ଲଡାକେ ଲାଗ୍ବାଟା ସବୁ ବିସଇଆଚେ, ଆରି ତାର୍ ବିସ୍ବାସି ବାଇକେ ଲଡାଆଚେ ବଲି ସେ ଜାନେ, ମାତର୍ ତାର୍ପାଇ ଜିବନ୍ ଦୁକାଏ ନାଇ, ସେ ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇନାପାରେ ।
18 Meus filhinhos, não vamos amar apenas em palavras, ou apenas com a língua, mas na ação e na verdade.
୧୮ଆଲାଦର୍ ପିଲାମନ୍, ଆମର୍ ଆଲାଦ୍ ଅବ୍କା କୁଆବଲାଇ ରଇବାର୍ ନାଇ । ଆମେ ସତ୍ସଙ୍ଗ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ । ଜେନ୍ତାରିକି ପର୍ମେସର୍ ସତ୍ସଙ୍ଗ୍ ଆମ୍କେ ଆଲାଦ୍ କର୍ସି ।
19 E com isto sabemos que somos da verdade e persuadimos nossos corações diante dele,
୧୯ଆମେ ସବୁ ସେନ୍ତାରି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସରର୍ ଲକ୍ବଲି ଜାନ୍ବୁ ଆକା । ଜନ୍ଟା ସତ୍ ଆରି ଜନ୍ଟା ଟିକ୍, ସେ ତାର୍ ଲକ୍ମନ୍କେ ଦେକାଇସି । ଆରି ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ ।
20 porque se nosso coração nos condena, Deus é maior que nosso coração, e conhece todas as coisas.
୨୦ଆମର୍ ବିବେକ୍ ଜଦି ଆମ୍କେ ପାପିବଲି ଦସ୍ ଦେଲେ, ଆମେ ସାନ୍ତିସଙ୍ଗ୍ ରଇବୁ । କାଇକେବଇଲେ ଆମର୍ ବିବେକ୍ ଟାନେଅନି ଆମେ ଜାନ୍ବାତେଇଅନି ପର୍ମେସର୍ ଅଦିକ୍ ଜାନେ । ଆରି ଆମେ କର୍ବା ସବୁ କାମ୍ ସେ ଜାନେ ।
21 Amados, se nosso coração não nos condena, temos ousadia para com Deus;
୨୧ଏ ଆଲାଦର୍ ମଇତର୍ମନ୍, ଆମର୍ ବିବେକ୍ ଜଦି ଆମ୍କେ ଦସି ବଲି ନ ଜାନାଇଲେ, ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ ।
22 por isso tudo o que pedimos, recebemos dele, porque guardamos seus mandamentos e fazemos as coisas que são agradáveis aos seus olhos.
୨୨ଆମେ ତାକେ ଜେତ୍କି ମାଙ୍ଗ୍ଲୁନି, ସେଟା ସବୁ ପର୍ମେସର୍ ଆମ୍କେ ଦେଇସି । କାଇକେବଇଲେ ସେ ତିଆର୍ଲାଟା ସବୁ ଆମେ କଲୁନି ।
23 Este é seu mandamento, que devemos acreditar no nome de seu Filho, Jesus Cristo, e nos amarmos uns aos outros, mesmo como ele ordenou.
୨୩ଆରି ଏଟା ଅଇଲାନି ତାର୍ ଆଦେସ୍ । ତାର୍ ପଅ ଜିସୁକିରିସ୍ଟକେ ବିସ୍ବାସ୍ କର୍ବାର୍ ଆରି ଜିସୁ ତିଆର୍ଲାପାରା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ।
24 Aquele que guarda seus mandamentos permanece nele, e ele nele. Por isso sabemos que ele permanece em nós, pelo Espírito que ele nos deu.
୨୪ଜେତ୍କି ଲକ୍ ତାର୍ ଆଦେସ୍ ମାନ୍ବାଇ, ସେମନ୍ ସବୁ ପର୍ମେସରର୍ ସଙ୍ଗ୍ ମିସ୍ଲାଇ ଆଚତ୍ । ଆରି ସେ ମିସା ସେନ୍ତାରିସେ । ସେ ଆମର୍ ବତିରେ ଆଚେ ବଲି ଏନ୍ତାରି ଆମେ ଜାନ୍ଲୁନି । ଜନ୍ ସୁକଲ୍ଆତ୍ମା ପର୍ମେସର୍ ଆମର୍ ବିତ୍ରେ ରଇବାକେ ଦେଲାର୍ପାଇ ।