< Mateus 18 >
1 Naquela hora os discípulos se aproximaram de Jesus, e perguntaram: Ora, quem é o maior no Reino dos céus?
ସଃଡେବଃଳ୍ ଚେଲାମଃନ୍ ଜିସୁର୍ ହାକ୍ ଆସି ହଃଚାର୍ଲାୟ୍, “ତଃବେ ସଃର୍ଗ୍ ରାଇଜେ କେ ସଃବ୍କେ ବଃଡ୍?”
2 Então Jesus chamou a si uma criança, e a pôs no meio deles,
ଜିସୁ ଗଟେକ୍ ସାନ୍ ହିଲାକ୍ ଚଃମେ କୁଦି ସେମଃନାର୍ ମଃଜାୟ୍ ଟିଆ କଃରାୟ୍ କୟ୍ଲା,
3 e disse: Em verdade vos digo, que se vós não converterdes, e fordes como crianças, de maneira nenhuma entrareis no Reino dos céus.
“ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଲେଉଟି ସାନ୍ ହିଲା ହର୍ ନୟ୍ଲେକ୍, କଃବେ ହେଁ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ ।
4 Assim, qualquer um que for humilde como esta criança, este é o maior no reino dos céus.
କୁୟ୍ ମାନାୟ୍ ଇ ସାନ୍ ହିଲା ହର୍ ଅଃହ୍ଣାକ୍ ସାନ୍ କଃରେଦ୍, ସେ ସଃର୍ଗ୍ ରାଇଜେ ସଃବ୍କେ ବଃଡ୍ ଅୟ୍ଦ୍ ।
5 E qualquer um que receber a uma criança como esta em meu nome, recebe a mim.
ଆର୍ କୁୟ୍ ମାନାୟ୍ ମର୍ ନାଉଁଏ ଇ ହର୍ ଗଟେକ୍ ସାନ୍ ହିଲାକେ ଆଗଳି ଦଃରେଦ୍, ସେ ମକେ ଆଗଳି ଦଃରେଦ୍ ।”
6 Mas qualquer um que conduzir ao pecado a um destes pequeninos que creem em mim, melhor lhe fora que uma grande pedra de moinho lhe fosse pendurada ao pescoço, e se afundasse no fundo do mar.
“ମଃତର୍ ଜୁୟ୍ଲକ୍ ମକ୍ ବିସ୍ୱାସ୍ କଃର୍ତା ଇ ସାନ୍ ହିଲାମଃନାର୍ ବିତ୍ରାର୍ ଏକ୍ଲାକେ ବାଦା ଦଃୟଃଦ୍, ତାର୍ ଗଃଳାୟ୍ ଗଟେକ୍ ବଃଡ୍ ଜଃତା ଟେଳା ଅଳାୟ୍ ସଃମ୍ନ୍ଦେ ହଃକାୟ୍ଲେକ୍ ତାର୍ ଗିନେ ନିକ ଅୟ୍ଲି ହୁଣି ।
7 Ai do mundo por causa das tentações do pecado! Pois é necessário que as tentações venham, mas ai da pessoa por quem a tentação vem!
ଚି! ଲକ୍ମଃନାର୍ ବିସ୍ୱାସେ ବାଦା ଦେତାର୍ ଗିନେ ଡଃଣ୍ଡ୍ ହାଉତା ଜଃଗତ୍, ବାଦା ତ ବାୟ୍ଦ୍ରେ ଗଃଟେଦ୍, ମଃତର୍ ଚି! ଜୁୟ୍ ଲକାର୍ ଗିନେ ଲକ୍ମଃନାର୍ ବିସ୍ୱାସେ ବାଦା ଅୟ୍ଦ୍ ସେ ଦଃଣ୍ଡାର୍ ଜୟ୍ଗ୍ ।”
8 Portanto, se a tua mão ou o teu pé te faz pecar, corta-os, e lança-os de ti; melhor te é entrar aleijado ou manco na vida do que, tendo duas mãos ou dois pés, ser lançado no fogo eterno. (aiōnios )
“ଜଦି ତୁମାର୍ ଆତ୍ କି ହାଦାର୍ ଗିନେ ତୁମି ହାହ୍ କଃରୁଲାସ୍, ତଃବେ ସେରି କାଟି ହଃକାଉଆ; ଦୁୟ୍ ଆତ୍ ଆର୍ ଦୁୟ୍ ହାଦ୍ ଦଃରି କଃବେ ନଃଲିବ୍ତା ଜୟ୍ ତଃୟ୍ ହଃଳ୍ତା ବାଦୁଲେ, କଃଲା କି ଚଟା ଅୟ୍ ଅଃମ୍ବର୍ ଜିବନେ ହୁର୍ତାର୍ ତୁମାର୍ ଗିନେ ନିକ । (aiōnios )
9 E se o teu olho te faz pecar, arranca-o, e lança-o de ti. Melhor te é entrar com um olho na vida do que, tendo dois olhos, ser lançado no inferno de fogo. (Geenna )
ଜଦି ତୁମାର୍ ଗଟେକ୍ ଆକିର୍ ଗିନେ ତୁମି ହାହ୍ କଃରୁଲାସ୍, ତଃବେ ତାକ୍ କାଡି ହଃବ୍ଳାଉଆ; ଦୁୟ୍ ଆକି ଦଃରି ନଃର୍କେ ସଃର୍ଜ୍ଲା ଜୟେ ହଃଳ୍ତା ବାଟା, ଗଟେକ୍ ଆକି ଦଃରି ଅଃମ୍ବର୍ ଜିବନେ ହୁର୍ତାର୍ ନିକ ।” (Geenna )
10 Olhai para que não desprezeis a algum destes pequeninos; porque eu vos digo que os seus anjos nos céus sempre veem a face do meu Pai, que [está] nos céus.
“ଜଃଗ୍ରାତ୍, ଇ ସାନ୍ ହିଲାମଃନାର୍ ବିତ୍ରେ ଏକ୍ଲାକେ ହେଁ ଇନ୍ମାନ୍ କଃରାନାୟ୍, କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସଃର୍ଗେ ସେମଃନାର୍ ଦୁତ୍ମଃନ୍ ସଃବୁ ବଃଳ୍ ମର୍ ସଃର୍ଗାର୍ ଉବାର୍ ମୁଉଁ ଦଃକୁଲାୟ୍ ।
କାୟ୍ତାକ୍ବଃଲେକ୍ ଜାୟ୍ରି ଆଜ୍ଲି ଆଚେ, ସେରି ଲଳି ବଚାଉଁକେ ନଃରାର୍ ହୟ୍ସି ଆସି ଆଚେ ।”
12 Que vos parece? Se alguém tivesse cem ovelhas, e uma delas se desviasse, por acaso não iria ele pelos montes, deixando as noventa e nove, em busca da desviada?
“ତୁମିମଃନ୍ କାୟ୍ରି ମଃନେ କଃରୁଲାସ୍? କୁୟ୍ ଲକାର୍ ହାଁଚ୍ କଳି ମେଣ୍ଡା ରେତି, ଆର୍ ସେମଃନାର୍ ବିତ୍ରେ ଗଟେକ୍ ଆଜେଦ୍, ତଃବେ କାୟ୍ ଗଟେକ୍ ଉଣା ହାଁଚ୍ କଳି ମେଣ୍ଡାକେ ଡଙ୍ଗ୍ରେ ଚାଡି ସେ ଜାୟ୍ ସେ ଆଜ୍ଲା ମେଣ୍ଡାକେ ନଃଲଳେ?
13 E se acontecesse de achá-la, em verdade vos digo que ele se alegra mais daquela, do que das noventa e nove que se não desviaram.
ଜଃଡେବଃଳ୍ ତାକ୍ ମିଳାୟ୍ଦ୍, ତଃବେ ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜୁୟ୍ ଗଟେକ୍ ଉଣା ହାଁଚ୍ କଳି ମେଣ୍ଡା ଆଜି ନଃରିଲାୟ୍, ସେମଃନାର୍ ବାଟା ଆଜିରିଲା ଗଟେକ୍ ମେଣ୍ଡାର୍ ଗିନେ ସେ ଅଃଦିକ୍ ସଃର୍ଦା କଃରେଦ୍ ।
14 Da mesma maneira, não é da vontade do vosso Pai, que [está] nos céus, que um sequer destes pequeninos se perca.
ସେବାନ୍ୟା ଇ ସାନ୍ମଃନାର୍ ବିତ୍ରେ ଗଟେକ୍ ନଃସ୍ଟ୍ ଅୟ୍ଦ୍, ଇରି ତୁମାର୍ ସଃର୍ଗାର୍ ଉବାର୍ ମଃନ୍ ନାୟ୍ ।”
15 Porém, se teu irmão pecar, vai repreendê-lo entre ti e ele só; se te ouvir, ganhaste o teu irmão.
“ଜଃଡେବଃଳ୍ ତୁମାର୍ ବାୟ୍ ତୁମାର୍ ବିରଦେ ହାହ୍ କଃରେଦ୍, ତଃବେ ତୁମାର୍ ଦୁୟ୍ ଲକାର୍ ବିତ୍ରେ ତାକେ ତାର୍ ଦସ୍ ଦଃକାଉଆ । ଜଦି ସେ ତୁମାର୍ କଃତା ସୁଣେଦ୍, ତଃବେ ତୁମି ଅଃହ୍ଣାର୍ ବାୟ୍କ୍ ହାୟ୍ଲାସ୍ ।
16 Mas se não ouvir, toma ainda contigo um ou dois, para que toda palavra se confirme pela boca de duas ou três testemunhas.
ମଃତର୍ ସେ ଜଦି ତୁମାର୍ କଃତା ନଃସୁଣେ, ତଃବେ ତୁମାର୍ ସଃଙ୍ଗ୍ ଆରେକ୍ ଗଟ୍ ଲକ୍କେ ନୟ୍ଲେକ୍ ଦୁୟ୍ ଲକ୍କେ ନଃୟ୍ ତାର୍ ଲଃଗେ ଜାହା । ଜଃନ୍କଃରି ଅଃମାର୍ ସାସ୍ତର୍ ହଃର୍କାରେ ‘ଦୁୟ୍ କି ତିନି ସାକିର୍ ମୁଏଁ ସଃବୁ କଃତା ତିର୍ ଅୟ୍ଦ୍ ।’
17 E se não lhes der ouvidos, comunica à igreja; e se também não der ouvidos à igreja, considera-o como gentio e publicano.
ସେ ଜଦି ସେମଃନାର୍ କଃତା ହେଁ ନଃମାନେ, ତଃବେ ମଣ୍ଡ୍ଳିକେ କଃଉଆ ଆର୍ ଜଦି ସେ ମଣ୍ଡ୍ଳିର୍ କଃତା ହେଁ ନଃମାନେ, ତଃବେ ସେ ତୁମାର୍ ଆକାୟ୍ ଅଜିଉଦି ଆର୍ ରିବ୍ନି ହର୍ ଅଃଉଅ, ଆର୍ ତାର୍ ସଃଙ୍ଗ୍ ମିଳାମିସା କଃରାନାୟ୍ ।”
18 Em verdade vos digo que tudo o que vós ligardes na terra será ligado no céu; e tudo o que desligardes na terra será desligado no céu.
“ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ହୁର୍ତିବିଏ ଜାୟ୍ରି ସଃବୁ ବଃନ୍ଦ୍ କଃରାସ୍, ସଃର୍ଗେ ସେରି ସଃବୁ ବଃନ୍ଦ୍ କଃରା ଅୟ୍ଦ୍, ଆରେକ୍ ସଃଙ୍ଗ୍ସାରେ ଜାୟ୍ରି ସଃବୁ ଉଗାଳାସ୍, ସଃର୍ଗେ ହେଁ ସେରି ସଃବୁ ଉଗାଳା ଅୟ୍ଦ୍ ।”
19 E digo-vos tambémem verdade que, se dois de vós concordarem na terra acerca de qualquer coisa que pedirem, isso lhes será feito por meu Pai, que [está] nos céus.
“ଆର୍ ମୁଁୟ୍ ତୁମିକେ ସଃତ୍ କଃତା କଃଉଁଲେ, ହୁର୍ତିବିଏ ତୁମାର୍ ବିତ୍ରେ ଦୁୟ୍ ଲକ୍ ଜୁୟ୍ ବିସୟ୍ ହେଁ ଗଟେକ୍ ମଃନେ ଜାୟ୍ରି ହେଁ ମାଗାସ୍, ମର୍ ସଃର୍ଗାର୍ ଉବାର୍ ଆତେ ସେ ଅଃଦିକାର୍ ଆଚେ, ସେରି ତୁମାର୍ ଗିନେ ଅୟ୍ଦ୍ ।
20 Pois onde dois ou três estiverem reunidos em meu nome, ali eu estou no meio deles.
କାୟ୍ତାକ୍ବଃଲେକ୍ ଜୁୟ୍ ଟାଣେ ଦୁୟ୍ କି ତିନିଲକ୍ ମର୍ ନାଉଁଏ ଗଟେତଃୟ୍ଁ ରୁଣ୍ଡ୍ତି, ସେ ଟାଣେ ମୁଁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍ ।”
21 Então Pedro aproximou-se, e perguntou-lhe: Senhor, até quantas vezes meu irmão pecará contra mim, e eu lhe perdoarei? Até sete?
ସଃଡେବଃଳ୍ ପିତର୍ ଜିସୁର୍ ଚଃମେ ଆସି ହଃଚାର୍ଲା, “ଏ ମାପ୍ରୁ, କଃତିତର୍ ମର୍ ବାୟ୍ ମର୍ ବିରଦେ ହାହ୍ କଃଲେକ୍ ତାର୍ ଦଃସ୍ କେମା କଃରିନ୍ଦ୍? କାୟ୍ ସାତ୍ ତର୍ ହଃତେକ୍?”
22 Jesus lhe respondeu: Eu não te digo até sete, mas sim até setenta vezes sete.
ଜିସୁ ତାକ୍ କୟ୍ଲା, “ତୁମିକେ ସାତ୍ ତର୍ ହଃତେକ୍ ନଃକୟ୍ଁ, ମଃତର୍ ସତୁରି ଗୁଣ୍ ସାତ୍ ତର୍ ହଃତେକ୍ ।
23 Por isso o Reino dos céus é comparável a um certo rei, que quis fazer acerto de contas com os seus servos.
କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇହର୍ । ଗଟେକ୍ ରଃଜା ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନାର୍ ସଃଙ୍ଗ୍ ଇସାବ୍ କଃରୁକେ ମଃନ୍ କଃଲା ।
24 E começando a fazer acerto de contas, foi-lhe apresentado um que lhe devia dez mil talentos.
ରିଣ୍ଦେଉ ଇସାବ୍ କଃରୁକେ ଆରୁମ୍ କଃଲାକ୍, ଲାକେ ଟଃକା ରିଣ୍ ନଃୟ୍ରିଲା ଗଟେକ୍ ଦଃଙ୍ଗ୍ଳାକେ ରିଣ୍ଦେଉ ଚଃମେ ଆଣ୍ଲାୟ୍ ।
25 Como ele não tinha com que pagar, o seu senhor mandou que ele, sua mulher, filhos, e tudo quanto tinha fossem vendidos para se fazer o pagamento.
ମଃତର୍ ରିଣ୍ ସୁଜୁକ୍ ତାର୍ କାୟ୍ରି ହେଁ ନଃରିଲାକ୍ ତାର୍ ସାଉକାର୍ ତାକ୍, ତାର୍ ଡକୁର୍ସିକେ, ତାର୍ ହିଲା ଆର୍ ତାର୍ ଜାୟ୍ରି ରିଲାର୍ ସଃବୁ ବିକିକଃରି ରିଣ୍ ସୁଜୁକ୍ କୟ୍ଲା ।
26 Então aquele servo caiu e ficou prostrado diante dele, dizendo: “Tem paciência comigo, e tudo te pagarei”.
ସେତାକ୍ ସେ ରିଣିଆ ଗତିଦଃଙ୍ଗ୍ଳା ସାଉକାରାର୍ ଗଡେ ଡୁଳି ଜୁଆର୍ କଃରି କାଉଁକେ ଦଃର୍ଲା, ‘ସାଉକାର୍ ତୁୟ୍ ମକେ ଦଃର୍ମ୍ କଃରି ଜାଗ୍, ମୁଁୟ୍ ତର୍ ସଃବୁ ରିଣ୍ ସୁଜିନ୍ଦ୍ ।’
27 O senhor daquele servo compadeceu-se dele, então o soltou e lhe perdoou a dívida.
ତାର୍ହଃଚେ ତାର୍ ସାଉକାର୍ ତାର୍ ବିସ୍ୱାସ୍ ଦଃକି ରିଣିଆ ଗତିଦଃଙ୍ଗ୍ଳାକ୍ ଦଃୟା କଃଲା, ଆର୍ ତାର୍ ରିଣ୍ ହେଁ କେମା କଃଲା ।”
28 Todavia, depois daquele servo sair, achou um companheiro de serviço seu, que lhe devia cem denários; então o agarrou e o sufocou, dizendo: “Paga o que [me] deves!”
“ମଃତର୍ ସେ ରିଣିଆ ଗତିଦଃଙ୍ଗ୍ଳା ମାନାୟ୍ ସେତିହୁଣି ବାରାୟ୍ ଗଃଲା ଆର୍ ତାର୍ ତଃୟ୍ହୁଣି ପଚାସ୍ ଟଃକା ରିଣ୍ ନଃୟ୍ରିଲା ଗଟେକ୍ ସଃଙ୍ଗାର୍ ଦଃଙ୍ଗ୍ଳାକେ ଦଃକ୍ଲା ଆର୍ ତାକ୍ ଦଃରି ତାର୍ ଟଟି ହିଚି କଃଉଁକେ ଦଃର୍ଲା, ‘ତୁୟ୍ ଜଃତେକ୍ ରିଣ୍ ନିଲିସ୍ ଆଚ୍ସି ସୁଜ୍ ।’
29 Então o seu colega se prostrou, e lhe suplicou, dizendo: “Tem paciência comigo, e tudo te pagarei”.
ସେତାକ୍ ତାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳା ତାର୍ ହାଦେ ଡୁଳି କାକୁଲ୍ତି ଅୟ୍ ଗଃଉଆରି କଃରୁକେ ଦଃର୍ଲା, ‘ମକେ ଅଃଳକ୍ ଦଃର୍ମ୍ କଃରି ଜାଗ୍, ମୁଁୟ୍ ସଃବୁ ରିଣ୍ ସୁଜିନ୍ଦ୍ ।’
30 Mas ele não quis. Em vez disso foi lançá-lo na prisão até que pagasse a dívida.
ମଃତର୍ ସେ ରାଜି ନୟ୍ଲା, ଆର୍ ରିଣ୍ ନଃସୁଜ୍ତା ହଃତେକ୍ ତାକ୍ ଜଃଇଲେ ହୁରାୟ୍ଲା ।
31 Quando os seus companheiros de serviço viram o que se passava, entristeceram-se muito. Então vieram denunciar ao seu senhor tudo o que havia se passado.
ସେତାକ୍ ତାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳାମଃନ୍ ଇ ଗଃଟ୍ଣା ଦଃକି ବଃଡେ ଦୁକ୍ କଃଲାୟ୍, ଆର୍ ତାକାର୍ ସାଉକାର୍କେ ଇ ସଃବୁ ଗଃଟ୍ଣା ଗଟେକ୍ ଗଟେକ୍ କଃରି ଜାଣାୟ୍ଲାୟ୍ ।
32 Assim o seu senhor o chamou, e lhe disse: “Servo mau! Toda aquela dívida te perdoei, porque me suplicaste.
ସେତାର୍ ଗିନେ ତାର୍ ସାଉକାର୍ ତାକ୍ ଚଃମେ କୁଦିକଃରି କୟ୍ଲା, ‘ଏ ହଃଟ୍କାର୍ ରିଣିଆ ଗତିଦଃଙ୍ଗ୍ଳା, ତୁୟ୍ ମକ୍ ଗଃଉଆରି କଃଲାକ୍ ମୁଁୟ୍ ତର୍ ସଃବୁ ରିଣ୍ କେମା କଃଲେ ।
33 Não tinhas tu a obrigação de ter tido misericórdia do sevo colega teu, assim como eu tive misericórdia de ti?”
ମୁଁୟ୍ ଜଃନ୍କଃରି ତକେ ଦଃୟା କଃଲେ, ସଃନ୍କଃରି ହେଁ ଅଃହ୍ଣାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳାକ୍ ଦଃର୍ମ୍ କଃର୍ତାର୍ ତର୍ କାମ୍ ନଃରିଲି କି?’
34 E, enfurecido, o seu senhor o entregou aos torturadores até que pagasse tudo o que lhe devia.
ଆର୍ ତାର୍ ସାଉକାର୍ ରିସା ଅୟ୍ ସଃବୁ ରିଣ୍ ନଃଚୁଟ୍ତା ହଃତେକ୍ ତାକ୍ ଡଃଣ୍ଡ୍ ହାଉଁକ୍ ଜଃଇଲେ ହୁରାଉତା ଲକାର୍ ଆତେ ସଃହ୍ରି ଦିଲା ।”
35 Assim também meu Pai celestial vos fará, se não perdoardes de coração cada um ao seu irmão.
ଜିସୁ କଃତା କୟ୍ସଃରାୟ୍ କୟ୍ଲା, “ତୁମିମଃନ୍ ହଃତି ଲକ୍ ଜଦି ମଃନ୍ ବିତ୍ରେହୁଣି ସଃର୍ଦା ମଃନେ ଅଃହ୍ଣା ଅଃହ୍ଣାର୍ ବାୟ୍ମଃନ୍କେ କେମା ନଃକେରାସ୍, ତଃବେ ମର୍ ସଃର୍ଗାର୍ ଉବା ହେଁ ତୁମିମଃନ୍କେ ସେନ୍କଃରି କେମା ନଃକେରେ ।”