< Romanos 3 >
1 Qual é logo a vantagem do judeo? Ou qual a utilidade da circumcisão?
୧ତେବେ ଜିଉଦି ନଇଲା ଲକ୍ମନର୍ତେଇଅନି ଜିଉଦିମନର୍ ଅଦିକ୍ ସୁବିଦା କାଇଟା? ସୁନତ୍ କଲେ କାଇ ଲାବ୍?
2 Muita, em toda a maneira, porque, quanto ao primeiro, as palavras de Deus lhe foram confiadas,
୨ସବୁ ରକାମର୍ ଲାବ୍ ଆଚେ । ତେବେ ପର୍ତୁମ୍, ପରମେସର୍ ତାର୍ କବର୍ ଜାନାଇବା ଦାଇତ୍ ଜିଉଦିମନର୍ ଆତେ ଦେଲା ଆଚେ ।
3 Pois que? Se alguns foram incredulos, a sua incredulidade aniquilará a fé de Deus?
୩ତେବେ କାଇଟା ଅଇସି? ଜିଉଦିମନର୍ ବିତ୍ରେଅନି କେତେ ଲକ୍ ବିସ୍ବାସ୍ ନ କଲେ ପରମେସର୍ କାତା ଦେଇରଇବାଟା ପୁରାପୁରୁନ୍ ନ ଅଏ କି?
4 De maneira nenhuma; antes seja Deus verdadeiro, e todo o homem mentiroso; como está escripto: Para que sejas justificado em tuas palavras, e venças quando fôres julgado.
୪କେବେ ନାଇ । ମୁନୁସ୍ମନ୍ ସବୁ ଲକ୍ ମିଚୁଆ ଅଇଲେ ମିସା, ପରମେସର୍ ସତ୍ସେ । ସାସ୍ତରେ ଲେକା ଆଚେ, “ତମର୍ ବାକିଅ ଅନି ତମେସେ ସତ୍ ବଲି ଚିନାଇ ଉଆ, ତମେ ବିଚାର୍ କରାଇ ଅଇଲାବେଲେ ଜିତି କରି ରୁଆ ।”
5 E, se a nossa injustiça recommendar a justiça de Deus, que diremos? Porventura será Deus injusto, trazendo ira sobre nós? ( Fallo como homem)
୫ଇତି ଗଟେକ୍ ପର୍ସନ୍ ଅଇପାରେ, “ଆମର୍ କାରାପ୍ ଚଲାଚଲ୍ତି, ପରମେସରର୍ ଦରମ୍କେ ଚିନାଇ ଦେଇସି ବଇଲେ, ସେ ଆମ୍କେ ଡଣ୍ଡ୍ଦେଇ ଅନିଆଇ କଲାନି ବଲି କଇପାରିଅଇସି କି?
6 De maneira nenhuma: d'outro modo, como julgará Deus o mundo?
୬କେବେ ନାଇ । ପରମେସର୍ ଜଦି ନିଆଇତେଇ ନାଇ, ତେବେ ସେ କେନ୍ତି ଜଗତର୍ ନିଆଇ ବିଚାର୍ କର୍ସି?”
7 Porque, se pela minha mentira abundou mais a verdade de Deus para gloria sua, porque sou ainda julgado tambem como peccador?
୭“ଜଦି ମୁଇ ମିଚ୍ କଇବାଟା ପରମେସରର୍ ସତ୍ ଅଦିକ୍ ଡିସି କରି ଡାକ୍ପୁଟା କରାଇସି ବଇଲେ, ମୁଇ କାଇକେ ପାପି ବଲି ଡଣ୍ଡ୍ ପାଇବି?”
8 E não dizemos (como somos blasphemados, e como alguns dizem que dizemos): Façamos males, para que venham bens: cuja condemnação é justa.
୮ସେନ୍ତାର୍ଆଲେ “ଆସା, ଆମେ କାରାପ୍ କାମ୍ କରୁ ଜେନ୍ତାରି କି ତେଇଅନି ନିକ ବିସଇ ବାରଇସି” ବଲି କଇଅଇସି କି? ନାଇ, କଇ ନଏ । ମୁଇ ସମାନ୍ ଏନ୍ତି କାତା କଇଲିନି ବଲି ଦାବା କରି କେତେ ଲକ୍ ମକେ ଇଜତ୍ ଜିକ୍ଲାଇନି । ସେମନ୍ ସେଟାର୍ ପାଇ ଜନ୍ ଡଣ୍ଡ୍ ପାଇବାର୍ ରଇଲାଇ, ସତଇସେ ପାଇବାଇ ।
9 !Pois que? Somos nós mais excellentes? de maneira nenhuma, pois já d'antes demonstrámos que, tanto judeos como gregos, todos estão debaixo do peccado;
୯ତେବେ କାଇ ଜିଉଦିମନର୍ ଜିଉନା କାଉନା, ଜିଉଦି ନଇଲା ଲକ୍ମନର୍ଟାନେଅନି ଅଦିକ୍ ନିକ କି? ନାଇ, ମୁଲ୍କେ ନାଇ! ମୁଇ ଆଗ୍ତୁଅନି କଇଲି ଆଚି ଜେ, ସେମନ୍ ଦୁଇ ଦଲ୍ ଜାକ ପାପର୍ ସାସନେ ଆଚତ୍ ।
10 Como está escripto: Não ha justo, nem ainda um:
୧୦ସାସ୍ତରେ ଲେକା ଆଚେ, ଦରମ୍ ଲକ୍ କେ ନାଇ ଗଟେକ୍ ଲକ୍ ମିସା ନାଇ,
11 Não ha ninguem que entenda; não ha ninguem que busque a Deus:
୧୧କେ ମିସା ଗିଆନ୍ ରଇବା ଲକ୍ ନାଇ । ସତଇସେ ପରମେସର୍କେ ଉପାସନା କର୍ବା ଲକ୍ ନାଇ ।
12 Todos se extraviaram, e juntamente se fizeram inuteis. Não ha quem faça o bem, não ha nem um só
୧୨ସେମନ୍ ସବୁ ଲକ୍ ପରମେସର୍ଟାନେଅନି ଅନି ଦୁରିକେ ଜାଇ ଆଚତ୍ । ସେମନ୍ ବାଟ୍ ବାନା ଅଇଗାଲାଇ ଆଚତ୍ । କେ ଗଟେକ୍ ଲକ୍ ମିସା ସତ୍ କାମ୍ କରତ୍ ନାଇ ।
13 A sua garganta é um sepulchro aberto: com as suas linguas tratam enganosamente: peçonha de aspides está debaixo de seus labios:
୧୩ସେମନର୍ କାତା କଇବାଟାନେ ଅଦିକ୍ ନାଡାଇବାଟା ଆଚେ, ଟଣ୍ଡେଅନି ଗାଡ୍ ଗାଲାପାରା ମିଚ୍ କାତା ବାରଇଲାନି । ଜିବ୍ତଲେ ନାଗ୍ ସାପର୍ ବିସ୍ ପାରା ଆଚେ ।
14 Cuja bocca está cheia de maldição e amargura:
୧୪ସେମନର୍ କାତା, ପିତା ଅଇ, ଅବିସାପେ ପୁରୁନ୍ ଅଇଆଚେ ।
15 Os seus pés são ligeiros para derramar sangue:
୧୫ସେମନ୍ ମାର୍ବାକେ ଆରି ମରାଇବାକେ ତେରେପେତେ ଅଇଲାଇନି ।
16 Em seus caminhos ha destruição e miseria:
୧୬ସେମନ୍ ଜନ୍ବାଟେ ଗାଲାଇନି, ତେଇ କୁରୁପ୍ନାସ୍ ଅଇବାଟା ଆରି କସ୍ଟ ଅଇବାଟା ଉବଜ୍ଲାନି ।
17 E não conheceram o caminho da paz:
୧୭ସେମନ୍ ସାନ୍ତିର୍ ବାଟ୍ ନାଜାନତ୍,
18 Não ha temor de Deus diante de seus olhos.
୧୮କି ପରମେସର୍କେ ଡର୍ବାଟା ସିକତ୍ ନାଇ ।
19 Ora, nós sabemos que tudo o que a lei diz aos que estão debaixo da lei o diz, para que toda a bocca se feche e todo o mundo seja condemnavel diante de Deus.
୧୯ଆମେ ଜାନୁ, ଜନ୍ ଲକ୍ମନ୍ ନିୟମର୍ ସାସନ୍ ତଲେ ଆଚତ୍, ତେଇର୍ ସବୁ ବିଦିବିଦାନ୍ ମାନ୍ବାକେ ବାଦିଅ । ପରମେସର୍ ଜେଡେବଲ୍ ଗୁଲାଇ ଜଗତର୍ ବିଚାର୍ କର୍ସି, ନିୟମ୍ ନ ମାନ୍ଲା ଲକ୍ମନ୍ କାଇ କାମ୍ ମିସା ଦେକାଇକରି, ଦସ୍ କରିନାଇ ବଲି କଇନାପାରତ୍ ।
20 Por isso nenhuma carne será justificada diante d'elle pelas obras da lei, porque pela lei vem o conhecimento do peccado.
୨୦ମାତର୍ ନିୟମର୍ ରିତିନିତି ମାନିକରି କେ ମିସା ପରମେସରର୍ ମୁଆଟେ ଦରମ୍ ଲକ୍ ଅଇନାପାରେ । ନିୟମେଅନି ସେ ଲକ୍ ଅବ୍କା ପାପର୍ ବଜ୍ସେ ପାଇସି ।
21 Mas agora se manifestou sem a lei a justiça de Deus, tendo o testemunho da lei e dos prophetas;
୨୧ମାତର୍ ଏବେ ଲକ୍ମନ୍ ତାର୍ ମୁଆଟେ ଦରମ୍ ବଲି ଏଜାଇ ଅଇବାକେ, ପରମେସର୍ ଜନ୍ଟା ଜଜ୍ନା କରି ରଇଲା, ସେଟା ସେ ଆମ୍କେ ଜାନାଇଦେଲାଆଚେ । ମାତର୍ ଏଟା ନିୟମ୍ ମାନ୍ଲାକେ ଅଏନାଇ । ଏ ଜଜ୍ନା ମସାର୍ ନିୟମେ ଆରି ବିନ୍ ବବିସତ୍ବକ୍ତାମନର୍ ଟାନେ ମିସା ରଇଲା ।
22 Isto é, a justiça de Deus pela fé de Jesus Christo para todos e sobre todos os que crêem; porque não ha differença,
୨୨ଉଜେ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ଏବେ ଆମେ ପରମେସରର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇ ଅଇଆଚୁ । ପରମେସର୍ କେତେ ଲକ୍କେ ଆଲାଦ୍ କରି ଆରି କେତେକ୍ ଲକ୍କେ ଗିନ୍ କରେନାଇ । କିରିସ୍ଟକେ ବିସ୍ବାସ୍କର୍ବା ସବୁ ଲକ୍ମନ୍କେ ଏ ଅଦିକାର ଦେଲାଆଚେ ।
23 Porque todos peccaram e destituidos estão da gloria de Deus;
୨୩ସବୁ ଲକ୍ ପାପ୍ କଲାଇ ଆଚତ୍ ଆରି ପରମେସରର୍ ପୁରାପୁରୁନ୍ ମଇମାଇଅନି ଉନା ଅଇଗାଲାଇ ଆଚତ୍ ।
24 Sendo justificados gratuitamente pela sua graça, pela redempção que ha em Christo Jesus:
୨୪ମାତର୍ ପରମେସର୍ କିରିସ୍ଟ ଜିସୁର୍ତେଇଅନି ଇନାମେ ନ ସାର୍ବା ଜିବନ୍ ଦୁକାନି ଦାନ୍ କଲାଆଚେ । ଜନ୍ ଲକ୍ମନ୍ ସେଟା ମିଲାଇଆଚତ୍, ସେମନ୍କେ ମାପ୍ରୁ ଜିସୁ ମୁକ୍ତି ଦେଇସି । ସେମନ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାଇ ।
25 Ao qual Deus propoz para propiciação pela fé no seu sangue, para demonstração da sua justiça, pela remissão dos peccados d'antes commettidos, sob a paciencia de Deus;
୨୫ପରମେସର୍ ଜିସୁକେ ଦାନ୍କଲା, ଜେନ୍ତିକି ତାର୍ ମରନ୍, ତାକେ ବିସ୍ବାସ୍ କର୍ବା ଲକ୍ମନର୍ ପାପ୍ କେମାର୍ ବାଟ୍ ଦେକାଇସି । ସେ ନିଜର୍ ଦରମ୍ ଅଇଲାଟା ଦେକାଇବାକେ ଏଟା କଲା । ସେ ସବୁ ମୁର୍ଚିକରି ଲକ୍ମନ୍ ଆଗ୍ତୁ କରିରଇବା ପାପ୍ ଦାରେ ନାଇ ।
26 Para demonstração da sua justiça n'este tempo presente, para que elle seja justo e justificador d'aquelle que tem fé em Jesus.
୨୬ମାତର୍ ଏବେ ସେ ତାର୍ ଦରମ୍ ଅଇଲାଟା ଦେକାଇବାକେ ସେ ସବୁ ପାପ୍, ଜନ୍ ପାପ୍ କି ଜିସୁ କୁର୍ସକାଟେ ଦାରିରଇଲା, ତେଇ ମିସାଇ ଆଚେ । ଏଟାର୍ଲାଗି ପର୍ମେସର୍ ପୁରାପୁରୁନ୍ ଦରମ୍ ଆଚେ । ଆରି ଜେତ୍କି ଲକ୍ ଜିସୁକେ ବିସ୍ବାସ୍ କର୍ବାଇ ସେ ସବୁ ଦରମ୍ ଲକ୍ ବଲି ଏଜାଇଅଇବାଇ ।
27 Onde está logo a jactancia? É excluida. Por qual lei? Das obras? Não; mas pela lei da fé
୨୭ସେନ୍ତାର୍ଆଲେ ଆମେ କାଇ ବିସଇନେଇ ବଡ୍ପନ୍ ଅଇବାର୍ ଆଚେ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍ପନ୍ ଦେକାଇବାକେ କାଇ ବିସଇ ଆଚେ କି? ଆମେ ପୁରାପୁରି ନିୟମ୍ ମାନ୍ଲୁନି ବଲିକରି କି? ନାଇ, ଅବ୍କା ବିସ୍ବାସ୍ କର୍ବାଟାସେ ଆମର୍ ବଡ୍ପନ୍ ଦେକାଇବାଟା ।
28 Concluimos pois que o homem é justificado pela fé sem as obras da lei.
୨୮ଆମେ ସତଇସେ ବୁଜି ପାର୍ଲୁ ଜେ, ଗଟେକ୍ ଲକ୍ ଅବ୍କା ବିସ୍ବାସ୍ କରିସେ ଦରମ୍ ଲକ୍ ବଲାଇ ଅଇସି, ନିୟମ୍ ମାନିକରି ନାଇ ।
29 Deus é porventura sómente dos judeos? E não o é tambem dos gentios? Tambem dos gentios, certamente.
୨୯ପରମେସର୍ କାଇ ଉଜେ ଜିଉଦିମନର୍ସେ ପରମେସର୍ କି? ସେ କାଇ ଜିଉଦିନଇଲା ଲକ୍ମନର୍ ପରମେସର୍ ନଏଁ କି? ସତଇସେ ସେ ସବୁ ଲକର୍ ପରମେସର୍ ।
30 Porque ha um só Deus que justificará pela fé a circumcisão, e pela fé a incircumcisão.
୩୦ପରମେସର୍ ଗଟେକ୍ସେ । ଜିଉଦି ଆରି ଜିଉଦିନଇଲା ଲକର୍ ପାଇ ସମାନ୍ । ସେମନର୍ ବିସ୍ବାସ୍ ପାଇ ସେମନ୍କେ ଦରମ୍ ଲକ୍ ଇସାବେ ବାଚ୍ସି ।
31 Annullamos, pois, a lei pela fé? De maneira nenhuma, antes estabelecemos a lei.
୩୧ଏଟାର୍ ଅରତ୍ କାଇଟା, ଏନ୍ତାରି ବିସ୍ବାସ୍ କରି ନିୟମ୍ ନସାଇଦେଉଁ କି? ନାଇ, ଆମେ ଜଦି ଜିସୁକିରିସ୍ଟକେ ବିସ୍ବାସ୍ କର୍ବୁ ବଇଲେ, ନିୟମ୍କେ ମିସା ଡାଟ୍ କର୍ବୁ ।