< Apocalipse 17 >
1 E veiu um dos sete anjos que tinham as sete taças, e fallou comigo, dizendo-me: Vem, mostrar-te-hei a condemnação da grande prostituta que está assentada sobre muitas aguas;
୧ତାର୍ପଚେ ସାତ୍ଟା ଗିନାଦାରିରଇବା ସାତ୍ଟା ଦୁତ୍ମନର୍ ବିତ୍ରେ ଅନି ଗଟେକ୍ ଦୁତ୍ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍ପୁଟାର୍ ବେସିଆ କେନ୍ତାରି ଡଣ୍ଡ୍ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍ମନ୍ ମିସିରଇବା ଜାଗାଇ ସେ ନଅର୍ ତିଆର୍ ଅଇଲାଆଚେ ।
2 Com a qual fornicaram os reis da terra; e os que habitam na terra se embebedaram com o vinho da sua fornicação.
୨ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କଲାଇ । ଜଗତର୍ ଲକ୍ମନ୍ ତାର୍ ମଦ୍ କାଇକରି ମାତ୍ଲାଇ । ତାର୍ ଅରତ୍ ଅଇଲାନି, ତାକର୍ କାରାପ୍ ଚଲାଚଲ୍ତିକେ ସେମନ୍ ମାନ୍ଲାଇ ।
3 E levou-me em espirito a um deserto, e vi uma mulher assentada sobre uma besta de côr de escarlata, que estava cheia de nomes de blasphemia, e tinha sete cabeças e dez cornos.
୩ମକେ ଆତ୍ମା ଦାରିଦେଲା ଆରି ଦୁତ୍ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା! ତେଇ ରଙ୍ଗ୍ ପସୁର୍ ଉପ୍ରେ ଗଟେକ୍ ମାଇଜି ବସିରଇବାଟା ମୁଇ ଦେକ୍ଲି । ତାକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା । ପର୍ମେସର୍କେ ନିନ୍ଦାକର୍ବା ନାଉଁ ସେ ପସୁର୍ ଉପ୍ରେ ଲେକାଅଇରଇଲା ।
4 E a mulher estava vestida de purpura e de escarlata, e adornada com oiro, e pedras preciosas e perolas; e tinha na sua mão um calix de oiro cheio das abominações e da immundicia da sua fornicação;
୪ସେ ମାଇଜି ରଙ୍ଗ୍ ଆରି ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦିରଇଲା । ସେ ବେସି ସୁନାବାନା, ଆରି ବେସି ଦାମ୍ ଦେଇରଇବା ଇରାନିଲା ପିନ୍ଦିରଇଲା । ତାର୍ ଆତେ ସୁନାର୍ ଗିନା ଦାରିରଇଲା । ସେ କରିରଇବା ବେସିଆ କାମ୍ମନ୍ ଆରି କାରାପ୍ କାମ୍ମନ୍ ସେ ଗିନାଇ ବର୍ତିଅଇରଇଲା ।
5 E na sua testa escripto o nome: Mysterio: A grande Babylonia, a mãe das fornicações e abominações da terra.
୫ତାର୍ କାପାଲେ ଲେକିରଇବା ନାଉଁ କେ ନାଜାନ୍ବା ଗଟେକ୍ ଅରତ୍ ରଇଲା । “ଏ ଡାକ୍ପୁଟାର୍ ବାବିଲନ୍!” ଜଗତେ କରିରଇବା ସବୁ ବେସିଆ କାମର୍ ଆରି କରାପ୍ କାମର୍ ଆୟା ତୁଇସେ ।
6 E vi que a mulher estava embriagada do sangue dos sanctos, e do sangue das testemunhas de Jesus. E, vendo-a eu, maravilhei-me com grande admiração.
୬ଆରି ସେ ମାଇଜି ପର୍ମେସରର୍ ଲକ୍ମନର୍ ବନି କାଇ ମାତିରଇବାଟା ମୁଇ ଦେକ୍ଲି । ଜିସୁକେ ବିସ୍ବାସ୍ କରି ସାଦ୍ବାନ୍ଦ୍ ଅଇ ମରିଜାଇରଇବା ଲକ୍ମନର୍ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି ।
7 E o anjo me disse: Porque te admiras? Eu te direi o mysterio da mulher, e da besta que a traz, a qual tem sete cabeças e dez cornos.
୭ଦୁତ୍ ମକେ ପାଚାର୍ଲା, “କାଇକେ ତୁଇ କାବା ଅଇଗାଲୁସ୍? ଏ ମାଇଜିର୍ ଆରି ତାକେ ଦାରିରଇବା ପସୁର୍ କେ ନାଜାନି ରଇବା ଅରତ୍ ମୁଇ ତକେ କଇଦେବି ।” ସେ ପସୁକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା ।
8 A besta que viste foi e já não é, e ha de subir do abysmo, e ir-se á perdição; e os que habitam na terra (cujos nomes não estão escriptos no livro da vida, desde a fundação do mundo) se admirarão vendo a besta que era e já não é, ainda que é. (Abyssos )
୮ଆଗ୍ତୁ ତରେକ୍ ସେ ପସୁ ବଁଚିରଇଲା । ମାତର୍ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍ ସେ ଡଣ୍ଡ୍ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍ମନ୍, ସବୁ ତିଆର୍ ନ ଅଇବା ଆଗ୍ତୁ, ଜାର୍ ନାଉଁ ଜିବନ୍ରଇବା ବଇଟାନେ ଲେକାଅତ୍ନାଇ, ସେମନ୍ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍ ସେଟା ଆରିତରେକ୍ ଆଇସି । (Abyssos )
9 Aqui ha sentido, que tem sabedoria. As sete cabeças são sete montes, sobre os quaes a mulher está assentada.
୯“ଗଟେକ୍ ଗିଆନ୍ ରଇବା ଆରି ଚିନ୍ତା କର୍ବା ଲକ୍ସେ ଏଟା ବୁଜିପାର୍ସି । ସେ ସାତ୍ଟା ମୁଣ୍ଡର୍ ଅରତ୍ ଅଇଲାନି, ସେ ମାଇଜି ବସ୍ବା ସାତ୍ଟା କୁପ୍ଲି । ସେଟା ଅଇଲାନି ସାତ୍ଟା ରାଜାମନ୍ ମିସା ।
10 E são tambem sete reis; os cinco são caidos; e um já é, outro ainda não é vindo; e, quando vier, convem que dure um pouco de tempo
୧୦ସେ ସାତ୍ଟା ରାଜାମନର୍ ବିତ୍ରେ ଅନି ପାଁଚଟା ରାଜା ବୁଡିଗାଲାଇ । ଗଟେକ୍ ଏବେ ମିସା ସାସନ୍ କଲାନି । ସାରାସାରିଟା ଏବେଜାକ ଆସେନାଇତା । ସେ ଆଇଲେ ଚନେକର୍ପାଇ ସାସନ୍ କର୍ବାର୍ଆଚେ ।
11 E a besta que era e já não é, esta é tambem o oitavo, e é dos sete, e vae-se á perdição.
୧୧ଆରି ଜନ୍ ପସୁ ଜେ କି ଆଗ୍ତୁ ବଁଚିରଇଲା, ଆରି ଏବେ ସେ ବଁଚେନାଇ, ସେ ଅଇଲାନି ଆଟ୍ ଲମର୍ ରାଜା । ସାତ୍ଟା ରାଜାମନର୍ ବିତ୍ରେଅନି ସେ ଗଟେକ୍ । ଆରି ସେ ମିସା ବୁଡିଜାଇସି ।”
12 E os dez cornos que viste são dez reis, que ainda não receberam o reino, porém receberão poder como reis por uma hora, juntamente com a besta.
୧୨ଜନ୍ ଦସ୍ଟା ସିଙ୍ଗ୍ ତୁଇ ଦେକିରଇଲୁସ୍, ସେଟା ଅଇଲାନି ଦସ୍ଟା ରାଜା । ସେମନ୍ ଏବେଜାକ ରାଇଜେ ସାସନ୍ କରତ୍ ନାଇତା । ମାତର୍ ପସୁସଙ୍ଗ୍ ରାଜା ଇସାବେ ଗଟେକ୍ ଗଁଟା ସାସନ୍ କର୍ବାକେ ଅଦିକାର୍ ଦିଆଅଇସି ।
13 Estes teem um mesmo intento, e entregarão o seu poder e auctoridade á besta.
୧୩ଏ ସବୁ ଦସ୍ଟା ରାଜାମନ୍କେ ଗଟେକ୍ ଆକା ଆଦେସ୍ ଆଚେ । ତାକର୍ ସବୁ ବପୁ ଆରି ଅଦିକାର୍ ପସୁକେ ଦେବାଇ ।
14 Estes combaterão contra o Cordeiro, e o Cordeiro os vencerá (porque é o Senhor dos senhores e o Rei dos reis), e os que estão com elle são os chamados, e eleitos, e fieis.
୧୪ସେମନ୍ ମେଣ୍ଡାପିଲାର୍ ବିରୁଦେ ଜୁଇଦ୍ କର୍ବାଇ । ମାତର୍ ମେଣ୍ଡାପିଲା ସେମନ୍କେ ଆରାଇସି । କାଇକେବଇଲେ ସେ ସବୁ ମାପ୍ରୁମନର୍ ଟାନେଅନି ଉଚେ ରଇବା ମାପ୍ରୁ । ଆରି ରାଜା ମନର୍ଟାନେ ଅନି ଉପ୍ରେ ରଇବା ରାଜା । ତାର୍ ଜେତ୍କି ସିସ୍ମନ୍କେ ସେ ଡାକିକରି ବାଚ୍ଲାଆଚେ, ଆରି ତାକେ ସତ୍ ସଙ୍ଗ୍ ନାମ୍ବାଇ, ସେମନର୍ ସଙ୍ଗ୍ ସେ ଜୁଇଦ୍ କର୍ସି ।
15 E disse-me: As aguas que viste, onde se assenta a prostituta, são povos, e multidões, e nações, e linguas.
୧୫ଦୁତ୍ ଏନ୍ତାରି ମିସା ମକେ କଇଲା, ତୁଇ ଜନ୍ ପାନି ଉପ୍ରେ ବେସିଆ ବସିରଇବାଟା ଦେକ୍ଲୁସ୍, ସେଟା ଅଇଲାନି ଏ ଜଗତର୍ ରାଇଜ୍ମନ୍, ଲକ୍ମନ୍, ଜାତିମନ୍ ଆରି ବାସାମନ୍ ।
16 E os dez cornos que viste na besta são os que aborrecerão a prostituta, e a farão assolada e núa, e comerão a sua carne, e a queimarão com fogo.
୧୬ତୁଇ ଦେକିରଇବା ଦସ୍ଟା ସିଙ୍ଗ୍ ଆରି ସେ ପସୁ, ବେସିଆକେ ଗିନ୍ କର୍ବାଇ । ତାର୍ଟାନେ ରଇବାଟା ସବୁ ଚାଡାଇନେଇ ଡୁମ୍ଣ୍ଡା କର୍ବାଇ । ତାର୍ ମାଉଁସ୍ କାଇକରି ତାକେ ଜଇଟାନେ ପଡାଇଦେବାଇ ।
17 Porque Deus deu-lhes em seus corações que cumpram o seu intento, e que tenham um mesmo intento, e que deem á besta o seu reino, até que se cumpram as palavras de Deus.
୧୭କାଇକେବଇଲେ ପର୍ମେସର୍ ତାର୍ ଜଜ୍ନା ପୁରାପୁରନ୍ କର୍ବାକେ ସେମନର୍ ମନ୍କେ ଏ କାତାଦେଇ ପାଟାଇଆଚେ । ସେମନ୍ ଗଟେକ୍ ଅଇ କାମ୍ କର୍ବାଇ । ପର୍ମେସରର୍ ବାକିଅ ସିଦ୍ ଅଇବାଜାକ ତାର୍ ରାଇଜର୍ ସାସନ୍ କର୍ବା ବପୁ, ପସୁକେ ଦେଲାଆଚେ ।
18 E a mulher que viste é a grande cidade que reina sobre os reis da terra.
୧୮ଆରି ଜନ୍ ମାଇଜିକେ ତୁଇ ଦେକ୍ଲୁସ୍, ସେ ଅଇଲାନି, ଜଗତର୍ ରାଜାମନ୍କେ ସାସନ୍ କର୍ବା ସେ ବଡ୍ ନଅର୍ ।