< Mateus 14 >
1 N'aquelle tempo ouviu Herodes, o tetrarca, a fama de Jesus,
୧ସେବେଲେ ଗାଲିଲି ଦେସର୍ ସାସନ୍ କାରିଆ ଏରଦ୍, ଜିସୁର୍ ବିସଇ ସୁନ୍ଲା ।
2 E disse aos seus creados: Este é João Baptista; resuscitou dos mortos, e por isso as maravilhas obram n'elle.
୨ସେ ତାର୍ଟାନେ କାମ୍ କର୍ବା ଲକ୍ମନ୍କେ କଇଲା, “ସତଇସେ ଏ ଡୁବନ୍ ଦେଉ ଜଅନ୍ସେ । ସେ ଆରିତରେକ୍ ଜିବନ୍ ଅଇ ଉଟି ବାଉଡି ଆଇଲାଆଚେ । ସେଟାର୍ପାଇ ତାର୍ଟାନେ କାବା ଅଇଜିବା କାମ୍ କର୍ବା ବପୁ ଆଚେ ।”
3 Porque Herodes tinha prendido João, e tinha-o manietado e encerrado no carcere, por causa de Herodias, mulher de seu irmão Philippe;
୩ଆର୍ ଆଗ୍ତୁ ଏରଦ୍ ଜଅନ୍କେ ବାନ୍ଦ୍ବାକେ ଆଦେସ୍ ଦେଇରଇଲା ଆରି ତାକେ ସିକିଲି ସଙ୍ଗ୍ ବାନ୍ଦି, ବନ୍ଦି ଗରେ ସଙ୍ଗଇରଇଲା । ତାର୍ ବାଇ, ପିଲିପର୍ ମାଇଜି ଏରଦିଆର୍ ଲାଗି, ସେ ଏନ୍ତି କରିରଇଲା ।
4 Porque João lhe dissera: Não te é licito possuil-a.
୪ଜଅନ୍ ତାକେ କଇରଇଲା “ତମର୍ ବଉ ଏରଦିଆକେ ବିବା ଅଇବାଟା ତମର୍ ଟିକ୍ ଅଏନାଇ ।”
5 E, querendo matal-o, temia o povo; porque o tinham como propheta.
୫ସେଟାର୍ପାଇ ଏରଦ୍ ଜଅନ୍କେ ମରାଇବାକେ ଜଜ୍ନା କର୍ତେରଇଲା, ମାତର୍ ସେ ଜିଉଦି ଲକ୍ମନ୍କେ ଡର୍ତେରଇଲା । କାଇକେବଇଲେ ଜିଉଦି ଲକ୍ମନ୍ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ମାନ୍ତେରଇଲାଇ ।
6 Festejando-se, porém, o dia natalicio de Herodes, dançou a filha de Herodias diante d'elle, e agradou a Herodes.
୬ମାତର୍ ଏରଦର୍ ଜନମ୍ ପୁର୍ତି ଦିନେ ଏରଦିଆର୍ ଟକି, ଡାକାଇରଇବା ଲକ୍ମନର୍ ମୁଆଟେ ନାଟ୍ କରିରଇଲା ।
7 Pelo que prometteu com juramento dar-lhe tudo o que pedisse;
୭ଏରଦ୍ ତାର୍ ଉପ୍ରେ ଏତେକ୍ ସାର୍ଦା ଅଇଲାଜେ, ସାର୍ଦା ଅଇ ପର୍ମାନ୍ ନିୟମ୍ କରି କଇଲା “ତୁଇ ଜାଇଟା ମାଙ୍ଗ୍ଲେ, ସେଟା ଦେବି!”
8 E ella, instruida previamente por sua mãe, disse: Dá-me aqui n'um prato a cabeça de João Baptista.
୮ତାର୍ ଆୟାର୍ କାତା ଦାରି ଟକି କଇଲା “ମକେ ଏବେଆକା ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ଗଟେକ୍ ତାଲାଇ ସଙ୍ଗଇ କରି ଦିଆ ।”
9 E o rei affligiu-se, mas, por causa do juramento, e dos que estavam com elle, mandou que se lhe désse.
୯ଏଟା ସୁନିକରି ରାଜା ଦୁକ୍ ଅଇଗାଲା । ଏଲେମିସା ସବୁର୍ ମୁଆଟେ ନିଜେ ପର୍ମାନ୍ ନିୟମ୍ କରିରଇଲାଜେ ଟକିର୍ ମନ୍ କରିରଇବାଟା ପୁରୁନ୍ କର୍ବାକେ ଆଦେସ୍ ଦେଲା ।
10 E mandou degolar João no carcere,
୧୦ସେଟାର୍ପାଇ ବନ୍ଦି ଗରେ ଜଅନର୍ ମୁଣ୍ଡ୍ କାଟା ଅଇଲା ।
11 E a sua cabeça foi trazida n'um prato, e dada á menina, e ella a levou a sua mãe.
୧୧ଗଟେକ୍ ତାଲାଟାନେ ମୁଣ୍ଡ୍ ସଙ୍ଗଇ ଟକିକେ ଦେଲାଇ । ସେ ସେଟା ନେଇକରି ତାର୍ ମାକେ ଦେଲା ।
12 E chegaram os seus discipulos, e levaram o corpo, e o sepultaram; e foram annuncial-o a Jesus.
୧୨ତାର୍ପଚେ ଜଅନର୍ ସିସ୍ମନ୍ ଆସି ମଲା ଗାଗଡ୍ ନେଇ ତପ୍ବାକେ ଦାରିଗାଲାଇ । ସେମନ୍ ଜାଇକରି ଜିସୁକେ ଏ ବିସଇ ଜାନାଇଲାଇ ।
13 E Jesus, ouvindo isto, retirou-se d'ali n'um barco, para um logar deserto, apartado; e, sabendo-o o povo, seguiu-o a pé desde as cidades.
୧୩ଜିସୁ ଜଅନର୍ କବର୍ ସୁନ୍ଲା ଦାପ୍ରେ ଡଙ୍ଗାଇ ଚଗ୍ଲା ଆରି ଗଟେକ୍ କିନରା ଜାଗାଇ ଗାଲା । ତେଇ ସେ ଜିବାଟା ଜାନିକରି ଲଗର୍ ପାକର୍ ସଅରେ ଅନି କେତେକ୍ କେତେକ୍ ଲକ୍ମନ୍ ଗାଡ୍ କଣ୍ଡିକଣ୍ଡି ଇଣ୍ଡି ଜିସୁର୍ ପଚେ ପଚେ ଗାଲାଇ ।
14 E Jesus, saindo, viu uma grande multidão, e foi possuido de intima compaixão para com ella, e curou os seus enfermos.
୧୪ଜେଡେବେଲେ ଜିସୁ ଡଙ୍ଗାଇଅନି ଉତ୍ରି ଏତେକ୍ମାଣ୍ଡ୍ ଲକ୍ମନ୍କେ ଦେକ୍ଲା, ସେ ଦୟା କଲା । ତେଇ ଜେତ୍କି ରଗିମନ୍ ରଇଲାଇ, ସବୁକେ ନିକ କଲା ।
15 E, sendo chegada a tarde, os seus discipulos approximaram-se-lhe, dizendo: O logar é deserto, e a hora é já avançada; despede a multidão, para que vão pelas aldeias, e comprem comida para si.
୧୫ସେଦିନେ ସଞ୍ଜ୍ବେଲାଇ, ସିସ୍ମନ୍ ଆସି ତାକେ କଇଲାଇ, “ବେସି ଅଲ୍ସମ୍ ଅଇଗାଲାନି । ଆରି ଏଟା ଗଟେକ୍ କିନରା ଜାଗା, ଲକ୍ମନ୍କେ କଇଦିଆସ୍, ସେମନ୍ ଗାଉଁମନ୍କେ ଜାଇ କାଦି ମିଲାଇବାଇ ।”
16 Jesus, porém, lhes disse: Não é mister que vão: dae-lhes vós de comer.
୧୬ମାତର୍ ଜିସୁ ସେମନ୍କେ କଇଲା, “ସେମନ୍ ଇତିଅନି ନ ଜାଅତ୍ । ତମେ ସେମନ୍କେ କାଇଟାଆଲେ କାଇବାକେ ଦିଆସ୍ ।”
17 Então elles lhe disseram: Não temos aqui senão cinco pães e dois peixes.
୧୭ସିସ୍ମନ୍ କଇଲାଇ, “ଆମର୍ ଟାନେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ସେ ଆଚେ ।”
18 E elle disse: Trazei-m'os aqui.
୧୮ଜିସୁ କଇଲା, “ସେଟା ମର୍ଟାନେ ଦାରିଆସା ।”
19 E, mandando que a multidão se assentasse sobre a herva, e tomando os cinco pães e os dois peixes, e erguendo os olhos ao céu, os abençoou, e, partindo os pães, deu-os aos discipulos, e os discipulos á multidão.
୧୯ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ ।
20 E comeram todos, e saciaram-se; e levantaram dos pedaços, que sobejaram, doze alcofas cheias.
୨୦ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ ।
21 E os que comeram foram quasi cinco mil homens, além das mulheres e creanças.
୨୧ତେଇ ମାଇଜିମନ୍ ଆରି ପିଲାମନ୍କେ ଚାଡି, ସେ କାଦି ପାଁଚ୍ ଅଜାର୍ ଲକ୍ କାଇରଇଲାଇ ।
22 E logo ordenou Jesus que os seus discipulos entrassem no barco, e fossem adiante d'elle para a outra banda, emquanto despedia a multidão.
୨୨ତାର୍ପଚେ ଜିସୁ ସିସ୍ମନ୍କେ ଡଙ୍ଗାଇ ବସାଇ ଗାଡ୍ ସେପାଟେ ଜିବାକେ କଇଲା । ସେ ନିଜେ ପଚେ ରଇଜାଇକରି ଲକ୍ମନ୍କେ ପାଟାଇତେ ରଇଲା ।
23 E, despedida a multidão, subiu ao monte para orar á parte. E, chegada já a tarde, estava ali só
୨୩ସେ ଏକ୍ଲାସେ ପାର୍ତନା କର୍ବାକେ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲା ଆରି ସଞ୍ଜ୍ ଅଇବା ଜାକ ଜିସୁ ଗଟେକ୍ ଲକ୍ସେ ତେଇ ରଇଲା ।
24 E o barco estava já no meio do mar, açoitado pelas ondas; porque o vento era contrario;
୨୪ସେଡ୍କି ବେଲେ ଡଙ୍ଗା କଣ୍ଡିଅନି ବେସି ଦୁର୍ ଗାଡ୍ ବିତ୍ରେ ଉଟିଜାଇରଇଲା । ଆରି ଜବର୍ ପବନ୍ କଲାଜେ, ଲଅଡି ଟଲ୍ମଲି ଜାଇତେରଇଲା ।
25 Mas, á quarta vigilia da noite, dirigiu-se Jesus para elles, caminhando por cima do mar.
୨୫କୁକ୍ଡା ଡାକେ, ଏଦେ ଦେକା! ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ସିସ୍ମନର୍ ଲଗେ ଆଇଲା ।
26 E os discipulos, vendo-o caminhar sobre o mar, assustaram-se, dizendo: É um phantasma. E gritaram com medo.
୨୬ସିସ୍ମନ୍ ତାକେ ଦେକି କିଲ୍ବିଲ୍ ଅଇଗାଲାଇ । ଡରର୍ମାଡେ ଡୁମା ବଲି କିର୍କିର୍ଲାଇ ।
27 Jesus, porém, lhes fallou logo, dizendo: Tende bom animo, sou eu, não tenhaes medo.
୨୭ସେ ଦାପ୍ରେସେ ଜିସୁ ସେମନ୍କେ ସାଆସ୍ ଦେଇ କଇଲା, “ମୁଇ କାଇକି, ଡରାନାଇ ।”
28 E respondeu-lhe Pedro, e disse: Senhor, se és tu, manda-me ir ter comtigo por cima das aguas.
୨୮ଜିସୁର୍ ଏ କାତା ସୁନି ପିତର୍ କଇଲା, “ମାପ୍ରୁ ଜଦି ସତଇସେ ତମେ ଅଇରଇସା ବଇଲେ, ମକେ ପାନି ଉପ୍ରେ ଇଣ୍ଡି ଇଣ୍ଡି ତମର୍ ଲଗେ ଆଇବାକେ ଆଦେସ୍ ଦିଆ ।”
29 E elle disse: Vem. E Pedro, descendo do barco, andou sobre as aguas para ir ter com Jesus.
୨୯ଜିସୁ କଇଲା, “ଇଣ୍ଡି ଇଣ୍ଡି ଆଉ ।” ପିତର୍ ଡଙ୍ଗାଇଅନି ବାରଇ, ପାନି ଉପ୍ରେ ଇଣ୍ଡି ଇଣ୍ଡି ଜିସୁର୍ ବାଟେ ଆଇବାର୍ ଦାର୍ଲା ।
30 Mas, sentindo o vento forte, teve medo; e, começando a afundar-se, clamou, dizendo: Senhor, salva-me.
୩୦ମାତର୍ ପବନ୍ ଜବର୍ ଆଇବାଟା ଦେକିକରି ଡରିଗାଲା ଆରି ପାନିଟାନେ ବୁଡିଜିବାର୍ ଦାର୍ଲା । ତେବେ ଆକ୍ମାରି କରି ଡାକ୍ଲା ଏ ମାପ୍ରୁ ମକେ ରକିଆ କର୍!
31 E logo Jesus, estendendo a mão, segurou-o, e disse-lhe: Homem de pouca fé, porque duvidaste?
୩୧ଜିସୁ ସେ ଦାପ୍ରେ, ଆତ୍ ଲାମାଇକରି ତାକେ ଦାରିକରି କଇଲା, “ଏ ଅଲପ୍ ବିସ୍ବାସ୍ କରୁ, କାଇକେ ଦୁଇମନିଆ ଅଇଲୁସ୍ନି?”
32 E, quando subiram para o barco, acalmou o vento.
୩୨ମାତର୍ ସେମନ୍ ଡଙ୍ଗାଇ ଚଗ୍ଲାକେ ପବନ୍ ବନ୍ଦ୍ଅଇ ଗାଲା ।
33 Então approximaram-se os que estavam no barco, e adoraram-o, dizendo: És verdadeiramente o Filho de Deus.
୩୩ଡଙ୍ଗାଇ ରଇଲା ଲକ୍ମନ୍ ଜିସୁକେ ଜୁଆର୍ କରି କଇଲାଇ, “ତମେ ସତ୍ସେ ମାପ୍ରୁର୍ ପିଲା ।”
34 E, tendo passado para a outra banda, chegaram á terra de Genezareth.
୩୪ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ଲଙ୍ଗିକରି ଗିନେସରତ୍ ଜାଗାଇ କେଟ୍ଲାଇ ।
35 E, quando os homens d'aquelle logar o conheceram, mandaram por todas aquellas terras em redor, e trouxeram-lhe todos os que estavam enfermos.
୩୫ଆରି ତେଇର୍ ଲକ୍ମନ୍ ଜିସୁକେ ଚିନିକରି ଲଗେ ପାକେ ରଇବା ଚାରିବେଡ୍ତିର୍ ସବୁ ଜାଗାଇ କବର୍ ପାଟାଇଲାଇ ଆରି ରଗି ଲକ୍ମନ୍କେ ତାର୍ ଲଗେ ଆନ୍ଲାଇ ।
36 E rogavam-lhe para que ao menos elles tocassem a orla do seu vestido; e todos os que a tocavam ficavam sãos.
୩୬ରଗିମନ୍ ଜିସୁର୍ ପିନ୍ଦ୍ଲା ଲୁଗାର୍ ଜାଲି ଚିଇବାକେ, ଆଦେସ୍ ଦେବାକେ, ଲକ୍ମନ୍ ତାକେ ବାବୁଜିଆକରି କଇଲାଇ । ମାତର୍ ଜେତେକ୍ଲକ୍ ସେଟା ଚିଇଲାଇ, ସବୁଲକ୍ ନିକଅଇଲାଇ ।