< Marcos 15 >
1 E logo ao amanhecer os principaes dos sacerdotes, com os anciãos, e os escribas, e todo o concilio, tiveram conselho; e, amarrando a Jesus, o levaram e entregaram a Pilatos.
୧ସାକାଲ୍ ସାକାଲ୍ ପାର୍ତନା ଗରର୍ ମୁକିଅ ପୁଜାରିମନ୍, ମୁକିଅ ନେତାମନ୍, ଜିଉଦି ନେତାମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ଜିଉଦି ଲକ୍ମନ୍କେ ସାସନ୍ କର୍ବା ସବୁ ରକାମର୍ ନେତାମନ୍ ଜିସୁକେ କାଇଟା କର୍ବାର୍ ଆଚେ? ବଲି ଗଟେକ୍ ବଡ୍ ପଁଚାଦି କଲାଇ । ସେମନ୍ ତାକେ ବାନ୍ଦିକରି ସାସନ୍ କର୍ବା ପିଲାତ୍କେ ସର୍ପିଦେଲାଇ ।
2 E Pilatos lhe perguntou: Tu és o Rei dos Judeos? E elle, respondendo, disse-lhe: Tu o dizes.
୨ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା?” ଜିସୁ ତାକେ କଇଲା, “ତୁଇ ଜନ୍ଟା ପାଚାର୍ଲୁସ୍ନି, ସେଟା ସତ୍ସେ ।”
3 E os principaes dos sacerdotes o accusavam de muitas coisas; porém elle nada respondia.
୩ମୁକିଅ ପୁଜାରିମନ୍ ଜିସୁକେ ଦସ୍ ଦେଇ କଇବାର୍ ଦାର୍ଲାଇ ।
4 E Pilatos o interrogou outra vez, dizendo: Nada respondes? Vê quantas coisas testificam contra ti.
୪ସେବେଲା ପିଲାତ୍ ତାକେ ଆରିତରେକ୍ ପାଚାର୍ଲା, “ତୁଇ କାଇକେ ଚିମ୍ରା ଅଇଦେଲୁସ୍? କାଇଟା ମିସା କଉସ୍ ନାଇ । ଦେକା ସେମନ୍ ତର୍ ବିରଦେ କେତେକ୍ ନିନ୍ଦା କାତା କଇଲାଇନି ।”
5 Mas Jesus nada mais respondeu, de maneira que Pilatos se maravilhava.
୫ମାତର୍ ଜିସୁ କାତା ଅଏ ନାଇ । ସେଟା ଦେକିକରି ପିଲାତ୍ ବେସି କାବା ଅଇଗାଲା ।
6 Ora no dia da festa costumava soltar-lhes um preso qualquer que elles pedissem.
୬ରକିଆ ପାଇବାର୍ ପରବ୍ କଲାବେଲେ ସବୁ ବରସର୍ ରିତିନିତି ଇସାବେ ପିଲାତ୍, ଜନ୍ ଆଲେ ବନ୍ଦି ଲକ୍କେ, ଲକ୍ମନ୍ ବାର୍କରାଇ ଦେବାକେ ମନ୍ କରତେରଇଲାଇ, ତାକେ ବାର୍କରାଇ ଦେଇତେରଇଲା ।
7 E havia um chamado Barabbás, que, preso com outros amotinadores, tinha n'um motim commettido uma morte.
୭ସେବେଲେ ସର୍କାରର୍ ବିରୁଦେ ଦାବିକରି ବାର୍ବା ନାଉଁର୍ ଗଟେକ୍ ଲକ୍ ବନ୍ଦି ଅଇରଇଲା । ଏ ଲକ୍ ଆରି କେତେଟା ଲକ୍ମନର୍ ସଙ୍ଗ୍, ଲକ୍ମନ୍କେ ମରାଇ ବନ୍ଦି ଅଇରଇଲା ।
8 E a multidão, dando gritos, começou a pedir que fizesse como sempre lhes tinha feito.
୮ଲକ୍ମନ୍ ପିଲାତର୍ଟାନେ ଆସି, କଇଲାଇ, “ସବୁ ବରସର୍ ରିତିନିତି ଇସାବେ ଏ ତରେକ୍ ମିସା ଗଟେକ୍ ବନ୍ଦି ଲକ୍କେ ମୁକ୍ଲାଇ କରି ବାର୍କରାଇଦେସ୍ ।”
9 E Pilatos lhes respondeu, dizendo: Quereis que vos solte o Rei dos Judeos?
୯ପିଲାତ୍ ଲକ୍ମନ୍କେ ପାଚାର୍ଲା, “ତମେ କାକେ ମନ୍ କଲାସ୍ନି? ମୁଇ ତମର୍ ଲାଗି ଜିଉଦିମନର୍ ରାଜାକେ ଚାଡିଦେବି କି?”
10 Porque elle bem sabia que por inveja os principaes dos sacerdotes o tinham entregado.
୧୦ପିଲାତ୍ ରାଜା କାଇକେ ଏନ୍ତି କଇଲା ବଇଲେ, ମୁକିଅ ପୁଜାରିମନ୍ କୁଟ୍ ପାଁଚି ଜିସୁକେ ତାର୍ ଆତେ ସର୍ପିଦେଇ ଆଚତ୍ ବଲିକରି ସେ ଜାନିରଇଲା ।
11 Mas os principaes dos sacerdotes incitaram a multidão para que lhes soltasse antes Barabbás.
୧୧ମାତର୍ ମୁକିଅ ପୁଜାରିମନ୍ ଲକ୍ମନ୍କେ ଉସ୍କାଇ କରି, “ଜିସୁର୍ ବାଦୁଲେ ବାର୍ବାକେ ଆମର୍ପାଇ ବନ୍ଦି ଗରେଅନି ମୁକ୍ଲାଇବାକେ କୁଆ ।” ବଲି କଇଲାଇ ।
12 E Pilatos, respondendo, lhes disse outra vez: Que quereis pois que faça d'aquelle a quem chamaes Rei dos Judeos?
୧୨ମାତର୍ ପିଲାତ୍ ଆରିତରେକ୍ ପାଚାର୍ଲା, “ସେନ୍ତିଆଲେ ତମେ ଜନ୍ ଲକ୍କେ ଜିଉଦିମନର୍ ରାଜା ବଲି କଇଲାସ୍ନି, ତାକେ ମୁଇ କାଇଟା କର୍ବି ବଲି ତମେ ମନ୍ କଲାସ୍ନି?”
13 E elles tornaram a clamar: Crucifica-o.
୧୩ଲକ୍ମନ୍ ବେସି ରାଟୁକରି କଇଲାଇ, “ତାକେ କୁର୍ସେ ମରାଆ ।”
14 Mas Pilatos lhes disse: Pois que mal fez? E elles cada vez clamavam mais: Crucifica-o.
୧୪ତେଇଅନି ପିଲାତ୍ ଆରିତରେକ୍ ଲକ୍ମନ୍କେ ପାଚାର୍ଲା, “କାଇକେ, ସେ କାଇ ଦସ୍ କଲାଆଚେ ଜେ?” ମାତର୍ ଲକ୍ମନ୍ ଅଦିକ୍ ଅଦିକ୍ ରାଟୁଅଇକରି କଇଲାଇ, “ତାକେ କୁରୁସ୍ କାଟେ ମରାଆ ।”
15 Porém Pilatos, querendo satisfazer a multidão, soltou-lhes Barabbás, e, açoitado Jesus, o entregou para que fosse crucificado.
୧୫ସେଟାର୍ପାଇ ପିଲାତ୍ ଲକ୍ମନ୍କେ ସାର୍ଦା କରାଇବାକେ ମନ୍କରି ବାର୍ବାକେ ବନ୍ଦି ଗରେଅନି ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାରି, କୁରୁସ୍କାଟେ କୁଟିମାରି ମରାଇଦେବାକେ ସନିଅମନ୍କେ ସର୍ପିଦେଲା ।
16 E os soldados o levaram dentro á sala, que é a da audiência, e convocaram toda a cohorte;
୧୬ସନିଅମନ୍ ଜିସୁକେ ରମିୟ ସର୍କାରର୍ ସାସନ୍କାରିଆ ପିଲାତର୍, ମୁକିଅ ଗରର୍ ଡାଣ୍ଡେ ଦାରିଗାଲାଇ ଆରି ସେମନ୍ ବିନ୍ ସନିଅମନ୍କେ ଗଟେକ୍ ଟାନେ ଡାକି ରୁଣ୍ଡାଇଲାଇ ।
17 E vestiram-n'o de purpura, e, tecendo uma corôa de espinhos, lh'a pozeram na cabeça.
୧୭ସେମନ୍ ଜିସୁକେ କିଜାଇବାକେ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇଲାଇ ଆରି ଗଟେକ୍ କାଟାର୍ ମୁକୁଟ୍ ତିଆର୍କରି ତାର୍ ମୁଣ୍ଡେ ପିନ୍ଦାଇଦେଲାଇ ।
18 E começaram a saudal-o, dizendo: Salve, Rei dos Judeos!
୧୮ସେମନ୍ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍ ରାଜା ତକେ ଜୁଆର୍, ତୁଇ ବେସି ଦିନ୍ ବଁଚ୍ ।”
19 E feriram-n'o na cabeça com uma canna, e cuspiram n'elle, e, postos de joelhos, o adoraram.
୧୯ସେମନ୍ ତର୍କେତର୍ ବେତ୍ ଡାଙ୍ଗ୍ ସଙ୍ଗ୍ ତାର୍ ମୁଣ୍ଡେ ମାର୍ତେରଇଲାଇ ଆରି ତାର୍ ଉପ୍ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍ କଲାଇ ।
20 E, havendo-o escarnecido, despiram-lhe a purpura, e o vestiram com os seus proprios vestidos, e o levaram fóra para o crucificar.
୨୦ସେମନ୍ ଜିସୁକେ କିଜାଇ ସାରାଇଲାପଚେ, ଜାମ୍କଲି ରଙ୍ଗର୍ ବସ୍ତର୍ ତାର୍ ଗାଗ୍ଡେଅନି ବେଟିକରି, ନିଜର୍ ବସ୍ତର୍ ପିନ୍ଦାଇଦେଲାଇ । ତାର୍ପଚେ ସେମନ୍ ତାକେ କୁର୍ସକାଟେ ମରାଇବାକେ ଗଡ୍ ବାଇରେ ଦାରିଗାଲାଇ ।
21 E constrangeram um certo Simão Cyreneo, pae de Alexandre e de Rufo, que por ali passava, vindo do campo, a que levasse a cruz.
୨୧ସେବେଲା ଆଲେକ୍ଜାଣ୍ଡାର୍ ଆରି କୁର୍ନିୟ ଜାଗାର୍ ରୁପ୍ଅର୍ ବାବା ସିମନ୍ ନାଉଁର୍ ଗଟେକ୍ ଲକ୍, ପଲିଗାରାମ୍ ଅନି ଆସିକରି ସେ ବାଟେ ଜାଇତେରଇଲା । ସେ ସନିଅମନ୍ ତାକେ ଜିସୁର୍ କୁର୍ସ ବଇବାକେ ବାଦିଅ କଲାଇ ।
22 E levaram-n'o ao logar do Golgotha, que é, traduzido, logar da Caveira.
୨୨ତାର୍ପଚେ ସେମନ୍ ଜିସୁକେ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ ଦାରିଗାଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, କାପାଲ୍ ଜାଗା ।
23 E deram-lhe a beber vinho com myrrha, mas elle não o tomou.
୨୩ସେମନ୍ ଜିସୁକେ ଅସ ମିସାଇଲା ଅଙ୍ଗୁର୍ ରସ୍ କାଅ ବଲିକରି ଦେଲାଇ, ମାତର୍ ସେ ନିଚ୍ଲା ।
24 E, havendo-o crucificado, repartiram os seus vestidos, lançando sobre elles sortes, para saber o que cada um levaria.
୨୪ତାର୍ପଚେ ଜିସୁକେ କୁର୍ସେ ଚଗାଇଲାଇ ଆରି ତାର୍ ବସ୍ତର୍ କାର୍ବାଗେ କାଇଟା ମିଲ୍ସି ବଲି ବାଟାକରି ନେବାକେ, କେଡ୍ ପୁଟାଇକରି ନିଜର୍ ନିଜର୍ ବିତ୍ରେ ବାଟାକରି ନେଲାଇ ।
25 E era a hora terceira, e o crucificaram.
୨୫ସେମନ୍ ସାକ୍ଲିଆ ନ ଗଁଟା ବେଲାଇ ଜିସୁକେ କୁର୍ସେ ଚଗାଇଲାଇ ।
26 E por cima d'elle estava escripta a sua accusação: O REI DOS JUDEOS.
୨୬ଆରି “ଏଟା ଜିଉଦିମନର୍ ରାଜା ।” ବଲି ନିନ୍ଦା କାତା ଲେକି କୁରୁସ୍ ଉପ୍ରେ ଡସାଇଲାଇ ।
27 E crucificaram com elle dois salteadores, um á sua direita, e outro á esquerda.
୨୭କୁର୍ସେ ଜିସୁର୍ ସଙ୍ଗ୍ ଆରି ଦୁଇଟା ଚର୍ମନ୍କେ, ତାର୍ ଉଜାବାଟେ ଗଟେକ୍କେ, ଡେବ୍ରି ବାଟେ ଆରିଗଟେକ୍କେ ଚଗାଇରଇଲାଇ ।
28 E cumpriu-se a escriptura que diz: E com os malfeitores foi contado.
୨୮ସେ ବୁଲ୍ କଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ବଲି, ଇସାବ୍ ଅଇଲା ବଲିକରି ପର୍ମେସରର୍ ସାସ୍ତରେ ଲେକାଅଇରଇବା ବିସଇ ସିଦ୍ ଅଇଲା ।
29 E os que passavam blasphemavam d'elle, meneando as suas cabeças, e dizendo: Ah! tu que derribas o templo, e em tres dias o edificas,
୨୯ସେ ବାଟ୍ ଦେଇ ଜିବା ଲକ୍ମନ୍ ନିଜେ ନିଜେ ମୁଣ୍ଡ୍ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍ତନା ଗର୍ ବାଙ୍ଗାଇ କରି ତିନ୍ଦିନ୍ ବିତ୍ରେ ତିଆର୍ କର୍ବାଲକ୍ ଏ ସେ କି?” ବଲି କିଜାଇଲାଇ ।
30 Salva-te a ti mesmo, e desce da cruz.
୩୦“ତୁଇ ଏବେ କୁର୍ସେ ଅନି ଉତ୍ରି ନିଜ୍କେ ରକିଆ କର୍ ।”
31 E da mesma maneira tambem os principaes dos sacerdotes, com os escribas, diziam uns para os outros, zombando: Salvou os outros, e não pode salvar-se a si mesmo;
୩୧ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇବା ଲକ୍ମନ୍ ମିସା ନିଜର୍ ନିଜର୍ ବିତ୍ରେ କାତାଅଇକରି କିଜାଇଲାଇ । ସେମନ୍ କଇତେରଇଲାଇ, “ବିନ୍ ଲକ୍ମନ୍କେ ରକିଆ କର୍ତେରଇଲା, ମାତର୍ ସେ ନିଜେ ରକିଆ ଅଇ ନାପାର୍ଲା ।”
32 O Christo, o Rei d'Israel, desça agora da cruz, para que o vejamos e acreditemos. Tambem os que com elle estavam crucificados o injuriavam.
୩୨“ତମେ ସତଇସେ ଇସ୍ରାଏଲର୍ ରାଜା କିରିସ୍ଟ ଅଇରଇଲେ, କୁର୍ସେ ଅନି ଉତ୍ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍ବାସ୍ କର୍ବୁ ।” ବଲି କଇଲାଇ । ଜନ୍ ଲକ୍ମନ୍କେ ଜିସୁର୍ ସଙ୍ଗ୍ କୁର୍ସେ ଚଗାଇରଇଲାଇ, ସେମନ୍ ମିସା ଜିସୁକେ ନିନ୍ଦା କଲାଇ ।
33 E, chegada a hora sexta, foram feitas trevas sobre toda a terra até á hora nona.
୩୩ମୁଇଦାନିଆ ବାର୍ଟା ବେଲାଇଅନି ତିନ୍ଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା ।
34 E, á hora nona, Jesus exclamou com grande voz, dizendo: Eloi, Eloi, lama sabachthani? que, traduzido, é: Deus meu, Deus meu, porque me desamparaste?
୩୪ଦିନ୍ ତିନ୍ଟା ବେଲେ ଜିସୁ ଆଉଲିଅଇ କଇଲା, “ଏଲଇ ଏଲଇ ଲାମା ସବକ୍ତାନି ।” ଆର୍ ଅରତ୍ ଅଇଲାନି, “ଏ ମର୍ ପର୍ମେସର୍ ଏ ମର୍ ପର୍ମେସର୍, ତମେ ମକେ କାଇକେ ଚାଡିଦେଲାସ୍?”
35 E alguns dos que ali estavam, ouvindo isto, diziam: Eis que chama por Elias.
୩୫ଏ କାତା ସୁନି ସେଲଗେ ଟିଆ ଅଇରଇବା କେତେ ଲକ୍ କଇଲାଇ, “ସେ ଏଲିୟକେ ଡାକ୍ଲାନି ।”
36 E um d'elles correu a encher uma esponja de vinagre, e, pondo-a n'uma canna, deu-lh'o a beber, dizendo: Deixae, vejamos se virá Elias tiral-o.
୩୬ତେଇଅନି ଗଟେକ୍ ଲକ୍ ପାଲାଇ ଜାଇ ଅଙ୍ଗୁର୍ ରସେ, ତୁଲା ବୁଡାଇ ଡାଙ୍ଗେ ବାନ୍ଦି ଉପ୍ରେ ଲାମାଇଦେଲା । ସେ ଲକ୍ କଇଲା, “ଏବେ ଏଲିୟ ଆସିକରି ଆକେ କୁର୍ସେ ଅନି ଉତ୍ରାଇଦେଇସି କି ନାଇ ଦେକୁ ।”
37 E Jesus, dando um grande brado, expirou.
୩୭ମାତର୍ ଜିସୁ ଆଉଲିଅଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
38 E o véu do templo se rasgou em dois, d'alto a baixo.
୩୮ସେବେଲା ମନ୍ଦିରର୍ ସୁକଲ୍ ଜାଗା ବିନେ କର୍ବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ତାଡ୍ ଅଇ ଚିରିଅଇଗାଲା ।
39 E o centurião, que estava defronte d'elle, vendo que assim clamando expirára, disse: Verdadeiramente este homem era o Filho de Deus.
୩୯ତେଇ ଜିସୁର୍ କୁର୍ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍ମେସରର୍ ପିଲା ରଇଲା ।”
40 E tambem ali estavam algumas mulheres, olhando de longe, entre as quaes estavam tambem Maria Magdalena, e Maria, mãe de Thiago, o menor, e de José, e Salomé;
୪୦ତେଇ କେତେଟା ମାଇଜିମନ୍ ମିସା କୁର୍ସେ ଅନି ଦୁରିକେ ଟିଆଅଇ ଦେକ୍ତେରଇଲାଇ । ସେମନ୍ ଅଇଲାଇନି, ମଗ୍ଦଲିନି ମରିୟମ୍, ସାନ୍ଟା ଜାକୁବ୍ ଆରି ଜସିର୍ ମା ମରିୟମ୍ ଆରି ସଲମି ।
41 As quaes tambem o seguiam, e o serviam, quando estava na Galilea; e muitas outras, que tinham subido com elle a Jerusalem.
୪୧ଜିସୁ ଗାଲିଲିତେଇ ରଇଲାବେଲେ ଏ ମାଇଜିମନ୍ ଜିସୁର୍ ସଙ୍ଗ୍ ଜାଇତେରଇଲାଇ । ଆରି ତାକେ ଦର୍କାର୍ ରଇଲା ବିସଇ ସାଇଜ କର୍ତେରଇଲାଇ । ଜିସୁର୍ ସଙ୍ଗ୍ ଜିରୁସାଲାମେ ଆସିରଇଲା ବିନ୍ ମାଇଜିମନ୍ ମିସା ତେଇ ରଇଲାଇ ।
42 E, chegada a tarde, porquanto era o dia da preparação, isto é, a vespera do sabbado,
୪୨ସେ ଦିନ୍ ବିସ୍ରାମ୍ ଦିନ୍ ପାଇ ତିଆର୍ ଅଇବା ଦିନ୍ ଅଇରଇଲା । ସେଦିନେ ସଞ୍ଜ୍ବେଲା,
43 Chegou José d'Arimathea, senador honrado, que tambem esperava o reino de Deus, e ousadamente foi a Pilatos, e pediu o corpo de Jesus.
୪୩ଆରାମାତିଆ ଗାଉଁର୍ ବିଚାର୍କର୍ବା ମୁକିଅ ଲକ୍ ବିତ୍ରେ ରଇଲା ଜସେପ୍ ନାଉଁର୍ ଗଟେକ୍ ଲକ୍, ପର୍ମେସର୍ ସାସନ୍ କର୍ବା ରାଇଜର୍ ବେଲା ଆସ ବଲି ଜାଗିରଇବା ଗଟେକ୍ ଲକ୍ । ବେସି ସାଆସ୍ଅଇ ପିଲାତର୍ ଲଗେ ଜାଇକରି ଜିସୁର୍ ମଲାମଡ୍ ମାଙ୍ଗ୍ଲା ।
44 E Pilatos se maravilhou de que já estivesse morto. E, chamando o centurião, perguntou-lhe se já havia muito que tinha morrido.
୪୪ଜିସୁ ଏତେକ୍ ଦାପ୍ରେ ମରିଗାଲା ବଲି ସୁନି ପିଲାତ୍ କାବା ଅଇଗାଲା । ତାର୍ ସନିଅମନର୍ ନେତାକେ ଡାକି “ଜିସୁ ମଲାବେ କି?” ବଲି ପାଚାର୍ଲା ।
45 E, tendo-se certificado pelo centurião, deu o corpo a José,
୪୫ସେ ସନିଅମନର୍ ନେତା, ଜିସୁ ମରିଗାଲା ବିସଇ ପିଲାତ୍କେ କଇଲା । ତାର୍ପଚେ ଜସେପ୍କେ ପିଲାତ୍ କଇଲା, “ତୁଇ ମଡ୍ ନେଇ ପାରୁସ୍ ।”
46 O qual comprou um lençol fino, e, tirando-o da cruz, o envolveu no lençol, e o depositou n'um sepulchro lavrado n'uma rocha; e revolveu uma pedra para a porta do sepulchro.
୪୬ସେଟାର୍ପାଇ ଜସେପ୍ ଜିସୁର୍ ଗାଗଡ୍ କୁର୍ସ ଉପ୍ରେଅନି ଉତ୍ରାଇ ଆନ୍ଲା ଆରି ଗଟେକ୍ ନୁଆ ଲୁଗା ସଙ୍ଗ୍ ଗୁଡିଆଇକରି ରାଙ୍ଗ୍ନି କାଟି ତିଆର୍ କରି ରଇଲା ଗଟେକ୍ ପାଆରେ ନେଇକରି ସଙ୍ଗଇଲା । ଗଟେକ୍ ବଡ୍ ଚାଚଡା ପାକ୍ନା ନେଇ ପାଆର୍ ମୁଆଟେ ଡାବିଦେଲା ।
47 E Maria Magdalena e Maria mãe de José olhavam onde o punham.
୪୭ଜିସୁକେ ଜନ୍ ଜାଗାଇ ନେଇ ସଙ୍ଗଇ ରଇଲାଇ, ସେ ଜାଗା ମଗ୍ଦଲିନି ମରିୟମ୍ ଆରି ଜସିର୍ ମା ମରିୟମ୍ ଦେକିରଇଲା ।