< Efésios 1 >
1 Paulo, apostolo de Jesus Christo, pela vontade de Deus, aos sanctos que estão em Epheso, e fieis em Christo Jesus.
୧ମୁଇ ପାଉଲ୍ ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ଅଇ ବାଚି ଅଇଆଚି । ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ବିସ୍ବାସ୍ସଙ୍ଗ୍ ଜିଉନା କାଉନା କର୍ତେ ରଇବା ଏପିସିୟର୍ ବିସ୍ବାସିମନର୍ ଲଗେ ଏ ଚିଟି ଲେକ୍ଲିନି ।
2 A vós graça, e paz da parte de Deus nosso Pae e do Senhor Jesus Christo.
୨ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ସବୁଲକ୍କେ ଜିବନ୍ ଦୁକାଇକରି ସାନ୍ତି ଦେଅ ।
3 Bemdito o Deus e Pae de nosso Senhor Jesus Christo, o qual nos abençoou com todas as bençãos espirituaes nos logares celestiaes em Christo.
୩ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍ ଦନିଅବାଦ୍ ପାଅ । କାଇକେ ବଇଲେ ସେ ଆମ୍କେ କିରିସ୍ଟର୍ ସଙ୍ଗ୍ ମିସାଇକରି ସର୍ଗେ ରଇବା ସବୁଜାକ ଆତ୍ମାଇଅନି ମିଲାଇବା ଆସିର୍ବାଦ୍ ଦେଇଆଚେ ।
4 Como nos elegeu n'elle antes da fundação do mundo, para que fossemos sanctos e irreprehensiveis diante d'elle em caridade;
୪କିରିସ୍ଟର୍ ସଙ୍ଗ୍ ମିସିରଇକରି ଆମେ ଜେନ୍ତି ପର୍ମେସରର୍ ଅଇବୁ, ସେଟାର୍ପାଇ ସେ ଆମ୍କେ ଜଗତ୍ ତିଆର୍ ନ ଅଇବା ଆଗ୍ତୁ ବାଚି ରଇଲା । ଜେନ୍ତାରିକି ସୁକଲ୍ ଆରି କାଇ ଦସ୍ ନ ଅଇତେ ତାର୍ ମୁଆଟେ ଟିଆଅଇବୁ ।
5 E nos predestinou para filhos de adopção por Jesus Christo para si mesmo, segundo o beneplacito de sua vontade,
୫ତାର୍ ଆଲାଦର୍ ଲାଗି, ଜିସୁ କିରିସ୍ଟର୍ ସଙ୍ଗ୍ ସେ ଆମ୍କେ ତାର୍ ନିଜର୍ ପଅଜି ପାରା କର୍ବାକେ ବାଚିଆଚେ । ଏଟାସେ ତାର୍ ଆଦେସ୍ ଆରି ସାର୍ଦା ।
6 Para louvor da gloria da sua graça, pela qual nos fez agradaveis a si no Amado.
୬ଜେନ୍ତାରିକି ତାର୍ ବଡ୍ ଜିବନ୍ ଦୁକାନିର୍ ଲାଗି ଆମେ ତାକେ ଡାକ୍ପୁଟା କରୁ । ତାର୍ ଆଲାଦର୍ ପଅ କରି ରଇଲା କାମର୍ ଲାଗି, ଇନାମେ ତାର୍ ଜିବନ୍ ଦୁକାଇଲାଟା ସେ ଆମ୍କେ ଦେଲା ଆଚେ ।
7 Em quem temos a redempção pelo seu sangue, a saber, a remissão das offensas, segundo as riquezas da sua graça.
୭କିରିସ୍ଟ ବନି ଜରାଇ ମଲାର୍ପାଇ ଆମେ ମୁକ୍ତି ପାଇଆଚୁ ଆରି ଆମର୍ ସବୁଜାକ ପାପ୍ କେମା ଅଇଲା ଆଚେ । ପର୍ମେସର୍ ଜିବନ୍ ଦୁକାଇଲାଟା କେଡେ ବଡ୍ ବିସଇ!
8 Que elle fez abundar para comnosco em toda a sabedoria e prudencia;
୮ସେଟା ସେ ଆମ୍କେ ନ ସାରାଇତେ ଦେଇଆଚେ । ସବୁ ଗିଆନ୍ ଆରି ବୁଜ୍ବା ବପୁ ସଙ୍ଗ୍ ମିସା ଦେଲା ଆଚେ।
9 Descobrindo-nos o mysterio da sua vontade, segundo o seu beneplacito, que propozera em si mesmo,
୯ଆଗ୍ତୁ ଆମେ ଜାନି ନ ରଇଲା ତାର୍ ଜଜ୍ନାର୍ ଟିକିନିକି ବିସଇ, ସେ ଆମ୍କେ ଜାନାଇ ଆଚେ । ସେଟା ଜିସୁ କିରିସ୍ଟର୍ ଦେଇ ସେ ପୁରାପୁରୁନ୍ କଲାଆଚେ, କାଇକେ ବଇଲେ ଏଟା ତାକେ ସାର୍ଦା କଲା ।
10 Para tornar a congregar em Christo todas as coisas, na dispensação da plenitude dos tempos, tanto as que estão nos céus como as que estão na terra,
୧୦ସରଗେ ଆରି ଜଗତେ ତିଆର୍ ଅଇରଇବା ସବୁ ବିସଇ ଗଟେକ୍ଟାନେ ଆନ୍ବାକେ ପର୍ମେସରର୍ ଜଜ୍ନା ରଇଲା । କିରିସ୍ଟ ସେସବୁ ବିସଇର୍ ମୁଣ୍ଡ୍ ପାରା ଅଇକରି ରଇସି । ଏଟା ସମାନ୍ ବେଲାଇ ସେ ପୁରାପୁରୁନ୍ କର୍ସି ।
11 N'elle, digo, em quem tambem fomos feitos herança, havendo sido predestinados, conforme o proposito d'aquelle que faz todas as coisas, segundo o conselho da sua vontade;
୧୧କିରିସ୍ଟର୍ ସଙ୍ଗ୍ ମିସାଇ କରି, ପରମେସର୍, ଆମେ ଜିଉଦିମନ୍କେ ବାଚି ଆଚେ । କାଇକେ ବଇଲେ ଆଗେ ଅନି ଏନ୍ତାରି କର୍ବାକେ ସେ ଜଜ୍ନା କରି ରଇଲା । ସେ ଜେନ୍ତାରି ମନ୍ କର୍ସି, ସେ ଇସାବେ ସବୁ ବିସଇ ପୁରାପୁରୁନ୍ କର୍ସି ।
12 Para que fossemos para louvor da sua gloria, nós, os que primeiro esperámos em Christo,
୧୨ଜେନ୍ତାରିକି ଆମେ ଜେତ୍କି ଜିଉଦି ଲକ୍ ପର୍ତୁମ୍ କିରିସ୍ଟକେ ଆସାକରି ରଇଲୁ, ସବୁଲକ୍ ପରମେସର୍କେ ମଇମା କରୁ!
13 Em quem tambem vós estaes, depois que ouvistes a palavra da verdade, a saber, o evangelho da vossa salvação, no qual tambem, havendo crido, fostes sellados com o Espirito Sancto da promessa.
୧୩ତମେ ମିସା ଜେଡେବେଲେ ମୁକ୍ତି ପାଇବା, ଏ ସୁବ୍ କବରର୍ ସତ୍ କାତା ସୁନ୍ଲାସ୍, ସେ ବେଲେଅନି ପର୍ମେସରର୍ ଲକ୍ ଅଇଆଚାସ୍ । ତମେ କିରିସ୍ଟକେ ବିସ୍ବାସ୍ କଲାକେ, ପର୍ମେସର୍ ସେ ଦେଇରଇବା କାତା ଇସାବେ ସୁକଲ୍ ଆତ୍ମା ଦାନ୍ କରିଆଚେ । ଆରି ସେ ତମ୍କେ ଚିନ୍ କଲାଆଚେ ।
14 O qual é o penhor da nossa herança, para redempção da possessão de Deus, para louvor da sua gloria.
୧୪ପର୍ମେସର୍ ତାର୍ ଲକ୍ମନ୍କେ ଜେତ୍କି ବିସଇ ଦାନ୍ କର୍ବାକେ କାତା ଦେଲାଆଚେ, ସେ ସବୁଜାକ ଆମେ ମିଲାଇପାରୁ । ସୁକଲ୍ଆତ୍ମା ଆମର୍ବାଟେ ଟିଆଅଇସି । ପର୍ମେସର୍ ତାର୍ ଲକ୍ମନ୍କେ ପୁରାପୁରୁନ୍ ନିଜେ ମନ୍କରି ମୁକ୍ତି ଦେଇସି । ଏଟା ସତ୍ ବଲିକରି, ଆସା ପର୍ମେସର୍କେ ମଇମା କରୁ!
15 Pelo que, ouvindo eu tambem a fé que entre vós ha no Senhor Jesus, e a caridade para com todos os sanctos,
୧୫ସେଟାର୍ ପାଇ ମାପ୍ରୁ ଜିସୁର୍ ଲଗେ ତମେ ବିସ୍ବାସ୍ କର୍ବାଟା ଆରି ପର୍ମେସରର୍ ଲକ୍ମନର୍ ପାଇ ରଇବା ତମର୍ ଆଲାଦର୍ ବିସଇ ସୁନ୍ଲା ଦିନେଅନି,
16 Não cesso de dar graças a Deus por vós, lembrando-me de vós nas minhas orações;
୧୬ମୁଇ ପର୍ମେସର୍କେ ତମର୍ପାଇ ଦନିଅବାଦ୍ ଦେଇ ଆଇଲିନି । ମୁଇମିସା ପାର୍ତନା କଲାବେଲେ ତମର୍ପାଇ ପର୍ମେସର୍କେ ଦନିଅବାଦ୍ ଦେବାକେ ପାସ୍ରି ଜାଇ ନାଇ । ମୁଇ ପାର୍ତନା କଲାବେଲେ ତମ୍କେ ଏତାଇଲିନି ।
17 Para que o Deus de nosso Senhor Jesus Christo, o Pae da gloria, vos dê em seu conhecimento o espirito de sabedoria e de revelação;
୧୭ଆରି ଡାକ୍ପୁଟାର୍ ବାବା, ଆମର୍ ମାପ୍ରୁ ଜିସୁକିରିସ୍ଟର୍ ପର୍ମେସର୍କେ ପାର୍ତନା କଲିନି । ଜେନ୍ତିକି ସେ ତମ୍କେ ସୁକଲ୍ ଆତ୍ମା ଦେଇସି । ସେ ଆତ୍ମା ତମ୍କେ ଗିଆନ୍ କରାଇସି ଆରି ପର୍ମେସର୍କେ ତମର୍ ମୁଆଟେ ଦେକାଇସି ।
18 Illuminados os olhos de vosso entendimento, para que saibaes qual seja a esperança da sua vocação, e quaes as riquezas da gloria da sua herança nos sanctos;
୧୮ମୁଇ ପାର୍ତନା କଲିନି, ଜେନ୍ତାରିକି ତାର୍ ଉଜଲ୍ ଦେକ୍ବାକେ ତମର୍ ଆତ୍ମାର୍ ଆଁକି ଡିସ । ଜେନ୍ତିକି ଜନ୍ ଆସା ନେଇକରି ତମେ ତାର୍ ଲଗେ ଆସି ଆଚାସ୍, ସେଟା ଜାନିପାରାସ୍ ।
19 E qual seja a sobre-excellente grandeza do seu poder em nós, os que crêmos, segundo a operação da força do seu poder,
୧୯ତାର୍ ଲକ୍ମନର୍ ପାଇ ସେ ଦେଇରଇବା କାତାର୍ ସବୁ ବଡ୍ ଆସିର୍ବାଦ୍ କେତେକ୍ ଅଦିକ୍ ଆଚେ । ଆରି ଆମର୍ ପାରା ବିସ୍ବାସିମନର୍ ପାଇ ରଇବା ତାର୍ ବପୁ କେଡେ ବଡ୍, ସେଟା ତମେ ଜାନି ପାରାସ୍ ।
20 A qual operou em Christo, resuscitando-o dos mortos, e o collocou á sua direita nos céus,
୨୦ଏବେ ଆମର୍ ବିତ୍ରେ କାମ୍ କର୍ତେରଇବା ସେ ବପୁର୍ ସଙ୍ଗ୍ସେ, ପର୍ମେସର୍ କିରିସ୍ଟକେ ମଲାତେଇଅନି ଉଟାଇକରି ତାର୍ ଉଜାବାଟେ ବସାଇଆଚେ ।
21 Sobre todo o principado, e poder, e potestade, e dominio e todo o nome que se nomeia, não só n'este seculo, mas tambem no vindouro; (aiōn )
୨୧କିରିସ୍ଟ ସର୍ଗେ, ସାସନ୍ କର୍ବା ଲକ୍ମନ୍କେ, ସନ୍ମାନ୍ ପାଇବା ଲକ୍ମନ୍କେ, ବପୁରଇବା ଲକ୍ମନ୍କେ ଆରି ସାସନ୍କାରିଆମନର୍ ଉପ୍ରେ ସାସନ୍ କର୍ସି । ତାର୍ ଅଦିକାର୍ ଏବର୍ ସାସନ୍କାରିଆମନର୍ କି ଆଇବା ଦିନର୍ ସାସନ୍କାରିଆମନର୍ ତେଇଅନି ଅଦିକ୍ ବପୁ ସଙ୍ଗର୍ ଆଚେ । (aiōn )
22 E sujeitou todas as coisas a seus pés, e sobre todas as coisas o constituiu por cabeça da egreja,
୨୨ପର୍ମେସର୍ ସବୁବିସଇ କିରିସ୍ଟର୍ ପାଦ୍ତଲେ ସଙ୍ଗଇଆଚେ । ଆରି ସବୁ ବିସଇର୍ ଉପ୍ରେ, ସବୁର୍ତେଇଅନି ଉପ୍ରର୍ ମାପ୍ରୁ କରି ମଣ୍ଡଲିକେ ଦାନ୍କଲା ଆଚେ ।
23 A qual é o seu corpo, a plenitude d'aquelle que cumpre tudo em todos.
୨୩ମଣ୍ଡଲି ଅଇଲାନି କିରିସ୍ଟର୍ ଗାଗଡ୍ । କିରିସ୍ଟର୍ ଜିବନ୍ ସଙ୍ଗ୍ ମଣ୍ଡଲି ପୁରାପୁରୁନ୍ ଅଇସି । ଆରି କିରିସ୍ଟ ସବୁବିସଇ ପୁରାପୁରୁନ୍ କର୍ସି ।