< Łukasza 5 >
1 Pewnego razu, gdy ludzie cisnęli się do niego, aby słuchać słowa Bożego, on stał nad jeziorem Genezaret.
୧ଦିନେକ୍ ଜିସୁ ଗିନେସରତ୍ ଗାଡ୍କଣ୍ଡି ଟିଆଅଇରଇଲା ବେଲେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇ ପର୍ମେସରର୍ ବାକିଅ ସୁନ୍ତେରଇଲାଇ ।
2 I zobaczył dwie łodzie stojące przy [brzegu] jeziora, a rybacy, wyszedłszy z nich, płukali sieci.
୨ସେଡ୍କିବେଲେ ସେ ଗାଡ୍କଣ୍ଡି ଦୁଇଟା ଡଙ୍ଗା ରଇଲାଟା ଦେକ୍ଲା, କେଉଟ୍ମନ୍ ଡଙ୍ଗାଇଅନି ଉତ୍ରି ଜାଲ୍ ଦଇତେରଇଲାଇ ।
3 Wsiadł do jednej z tych łodzi, która należała do Szymona, i poprosił go, aby trochę odpłynął od brzegu. A usiadłszy, nauczał ludzi z łodzi.
୩ସେ ଡଙ୍ଗାମନର୍ ବିତ୍ରେଅନି ଜନ୍ଟା କେଉଟ୍ ସିମନର୍ଟା ରଇଲା, ଜିସୁ ତେଇ ଚଗିକରି “କଣ୍ଡିତେଇଅନି କଣ୍ଡେକ୍ ଦୁର୍ ପାନିତେଇ ଚାଲାଇନେ ।” ବଲି ସିମନ୍କେ କଇଲା, ଆରି ଡଙ୍ଗାଇ ବସିକରି ସିକିଆ ଦେବାର୍ ଦାର୍ଲା ।
4 Kiedy przestał mówić, zwrócił się do Szymona: Wypłyń na głębię i zarzućcie wasze sieci na połów.
୪ଜିସୁ କାତା ସାରାଇକରି ସିମନ୍କେ କଇଲା, “ଡେଙ୍ଗ୍ ପାନିଟାନେ ଜାଇକରି ମାଚ୍ ଦାର୍ବାକେ ତମର୍ ଜାଲ୍ ପାକାଆ ।”
5 A Szymon mu odpowiedział: Mistrzu, przez całą noc pracowaliśmy i nic nie złowiliśmy, ale na twoje słowo zarzucę sieć.
୫ତେଇ ସିମନ୍ କଇଲା, “ଏ ଗୁରୁ ଆମେ ସବୁଲକ୍ ଗୁଲାଇରାତି କସ୍ଟ କରି ଗଟେକ୍ ମିସା ଦାରୁନାଇ, ମାତର୍ ତମର୍ କାତା ଦାରି ମୁଇ ଜାଲ୍ ପାକାଇବି ।”
6 A gdy to zrobili, zagarnęli wielkie mnóstwo ryb, tak że sieć im się rwała.
୬ଆରି ଜାଲ୍ ପାକାଇଲାଇକେ, ଏଦେ ଦେକା! ଏନ୍ତି ମାଚ୍ ଲାଗ୍ଲାଇଜେ ତାକର୍ ଜାଲ୍ ଚିରିଅଇବାର୍ ଦାର୍ଲା ।
7 Skinęli więc na towarzyszy, którzy byli w drugiej łodzi, aby przybyli i pomogli im. A oni przypłynęli i napełnili obie łodzie, tak że się zanurzały.
୭ଡଙ୍ଗାଇ ମାଚ୍ ବର୍ତି କଲାଇଜେ ସେ ଦୁଇଟା ଡଙ୍ଗା ବୁଡ୍ଲା ପାରା ଅଇଗାଲା ।
8 Widząc to, Szymon Piotr przypadł do kolan Jezusa i powiedział: Odejdź ode mnie, Panie, bo jestem grzesznym człowiekiem.
୮ଏଟା ଦେକି ସିମନ୍ ପିତର୍ ଜିସୁର୍ ପାଦେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, “ମର୍ଟାନେଅନି ଜାଆ ମାପ୍ରୁ, କାଇକେବଇଲେ ମୁଇ ଗଟେକ୍ ପାପି ମୁନୁସ୍ ।”
9 I jego bowiem, i wszystkich, którzy z nim byli, ogarnęło zdumienie z [powodu] połowu ryb, jakiego dokonali.
୯କାଇକେବଇଲେ ତେଇ ସେମନ୍ ଏତେକ୍ ମାଚ୍ ଦାରିରଇଲାଇଜେ, ସେଟା ଦେକି ସିମନର୍ ସଙ୍ଗାରିମନ୍ କାବାଅଇଗାଲାଇ ।
10 Podobnie też Jakuba i Jana, synów Zebedeusza, którzy byli towarzyszami Szymona. I powiedział Jezus do Szymona: Nie bój się, odtąd będziesz łowił ludzi.
୧୦ଆରି ଜେବଦିର୍ ଦୁଇଟା ପ ଜାକୁବ୍ ଆରି ଜଅନ୍ ଜନ୍ଲକ୍ମନ୍ ସିମନର୍ ସଙ୍ଗାରି ରଇଲାଇ, ସେମନ୍ ମିସା ସେନ୍ତାରିସେ କାବା ଅଇଗାଲାଇ । ଆରି ଜିସୁ ସିମନ୍କେ କଇଲା, “ଡରାନାଇ, ଆଜିଅନି ତମେ ମାଚ୍ ନ ଦାରି, ଲକ୍ମନ୍କେ ମର୍ଟାନେ ଆନ୍ସା ।”
11 A oni, wyciągnąwszy łódź na brzeg, zostawili wszystko i poszli za nim.
୧୧ତେଇ ସେମନ୍ ସବୁ ତାକର୍ ଡଙ୍ଗା କଣ୍ଡି ଆନି ଚାଡିଦେଇକରି ଜିସୁର୍ ପଚେ ପଚେ ଗାଲାଇ ।
12 A gdy przebywał w pewnym mieście, [był tam] człowiek cały pokryty trądem. Kiedy zobaczył Jezusa, upadł na twarz i prosił go: Panie, jeśli chcesz, możesz mnie oczyścić.
୧୨ତରେକ୍ ଜିସୁ ଗଟେକ୍ ନଅରେ ରଇଲାବେଲେ ଗଟେକ୍ ଗୁଲାଇ ଗାଗଡେ ବଡ୍ରଗ୍ ଅଇରଇବା ଲକ୍ ତେଇ ରଇଲା । ସେ ଡାଣ୍ଡାସନ୍ ପଡି ମୁ ବୁଏଁ ଚିଆଇ ଜିସୁକେ ବାବୁଜିଆ କରି କଇଲା, “ଏ ମାପ୍ରୁ, ତମେ ଜଦି ମନ୍କଲୁସ୍ନି ବଇଲେ, ମକେ ନିକ କରିପାରୁସ୍ ।”
13 Wtedy Jezus wyciągnął rękę, dotknął go i powiedział: Chcę, bądź oczyszczony. I natychmiast trąd go opuścił.
୧୩ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।” ଦାପ୍ରେସେ ତାର୍ ବଡ୍ ରଗ୍ ଚାଡିଗାଲା ।
14 Potem przykazał mu, aby nikomu o tym nie mówił. [I dodał]: Ale idź, pokaż się kapłanowi i ofiaruj za swoje oczyszczenie, jak nakazał Mojżesz, na świadectwo dla nich.
୧୪ଆରି ଜିସୁ ତାକେ ଆଦେସ୍ ଦେଇ କଇଲା, “ଏ କାତା କାକେ କ ନାଇ । ମାତର୍ ପୁଜାରିର୍ ଲଗେ ଜା ଆରି ସେ ତକେ ପରିକା କରି ଦେକ । ତୁଇ, ‘ନିକ ଅଇଲିଆଚି’ ବଲି ବିନ୍ ଲକର୍ ଟାନେ ସାକିଦେବାକେ ମସାର୍ ଆଦେସ୍ ଇସାବେ ବିରୁ ଦେସ୍ ।”
15 Lecz wieść o nim jeszcze bardziej się rozchodziła. I schodziły się wielkie tłumy, aby go słuchać i aby ich uzdrowił z chorób.
୧୫ମାତର୍ ଜିସୁର୍ କବର୍ ଗୁଲାଇ ଚାରିବେଡ୍ତିର୍ଲକ୍ ଜାନ୍ଲାଇ । ତାର୍ କାତା ସୁନ୍ବାପାଇ ଆରି ନିଜର୍ ନିଜର୍ ରଗେଅନି ନିକ ଅଉଁବଲି ଗାଦି ଲକ୍ମନ୍ ଟୁଲ୍ଅଇବାର୍ ଦାର୍ଲାଇ ।
16 A on odchodził na pustynię i modlił się.
୧୬ମାତର୍ ଜିସୁ କିନରା ଜାଗାମନ୍କେ ଜାଇ ପାର୍ତନା କର୍ତେରଇଲା ।
17 Pewnego dnia, gdy nauczał, siedzieli tam też faryzeusze i nauczyciele prawa, którzy się zeszli ze wszystkich miasteczek Galilei, Judei i Jerozolimy. A moc Pana była [obecna], aby ich uzdrawiać.
୧୭ଦିନେକ୍ ଜିସୁ ସିକିଆ ଦେଇତେରଇଲା । ତେଇ ଗାଲିଲିର୍ ସବୁ ଗାଏଁଅନି, ଜିଉଦା ଆରି ଜିରୁସାଲମେଅନି ଆସିରଇବା ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତେଇ ବସିରଇଲାଇ । ଆରି ରଗିମନ୍କେ ନିକ କର୍ବାକେ ମାପ୍ରୁର୍ ବପୁ, ଜିସୁକେ ରଇଲା ।
18 A oto [jacyś] mężczyźni nieśli na posłaniu sparaliżowanego. Szukali [sposobu, jak] go wnieść i położyć przed nim.
୧୮ଆରି ଏଦେ ଦେକା! ଗଟେକ୍ ଚେରେଙ୍ଗ୍ବାତ୍ ଦାର୍ଲା ମୁନୁସ୍କେ, କେତେଲକ୍ କଟ୍ ମିସ୍ତେ ବଇଆନିକରି, ଗର୍ ବିତ୍ରେ ନେଇ ଜିସୁର୍ ମୁଆଟେ ସଙ୍ଗଉବଲି, ଚେସ୍ଟା କରତେରଇଲାଇ ।
19 Gdy jednak z powodu tłumu nie znaleźli [drogi], którą by go mogli wnieść, weszli na dach i przez dachówkę spuścili go z posłaniem w sam środek, przed Jezusa.
୧୯ମାତର୍ ଚିପାଟେଲାର୍ଲାଗି, ତାକେ ବିତ୍ରେ ନେବାକେ ବାଟ୍ ମିଲେନାଇ । ଏଦେ ଦେକା! ସେମନ୍ ରଗିକେ ଗର୍ ଉପ୍ରେ ଚଗାଇ ଚାଉନି ଉଜାଡି, କଟ୍ ମିସ୍ତେ ଲକ୍ମନର୍ ମଜାଇ ଜିସୁର୍ ମୁଆଟେ ଉତ୍ରାଇଦେଲାଇ ।
20 On, widząc ich wiarę, powiedział mu: Człowieku, przebaczone ci są twoje grzechy.
୨୦ଜିସୁ ସେମନର୍ ବିସ୍ବାସ୍ ଦେକି କଇଲା, “ଏ ବାବୁ, ତମର୍ ସବୁ ପାପ୍ କେମା ଅଇଗାଲାବେ ।”
21 Wtedy uczeni w Piśmie i faryzeusze zaczęli się zastanawiać i mówić: Kim jest ten, który mówi bluźnierstwa? Któż może przebaczać grzechy oprócz samego Boga?
୨୧ସାସ୍ତର୍ ସିକାଇବା ଲକ୍ମନ୍ ଆରି ପାରୁସି ଲକ୍ମନ୍ ମନେ ମନେ କୁଆବଲା ଅଇ, ଏନ୍ତି କଇବାର୍ ଦାର୍ଲାଇ, “ଏ କେ ଜେ ପର୍ମେସରର୍ ନିନ୍ଦାକଲାନି? ପର୍ମେସର୍କେ ଚାଡି ଆରି କେ ପାପ୍ କେମା କରିପାର୍ସି?”
22 Ale Jezus, poznawszy ich myśli, odpowiedział im: Co myślicie w waszych sercach?
୨୨ତେଇ ସେମନ୍ ମନେ ମନେ କୁଆବଲା ଅଇବାଟା ଜାନିକରି ସେମନ୍କେ ଜିସୁ କଇଲା, “ତମେ କାଇକେ ସବୁଲକ୍ ନିଜର୍ ମନେ ମନେ ଏନ୍ତାରି କୁଆବଲା ଅଇଲାସ୍ନି?
23 Cóż jest łatwiej powiedzieć: Przebaczone ci są twoje grzechy, czy powiedzieć: Wstań i chodź?
୨୩କାଇଟା ଉପାସ୍ କାତା? ତର୍ ସବୁ ପାପ୍ କେମା ଅଇଗାଲା ବଲି କଇବାଟା, କି ଉଟିକରି ଇଣ୍ଡି ଜା ବଲି କଇବାଟା?
24 Lecz abyście wiedzieli, że Syn Człowieczy ma na ziemi moc przebaczać grzechy – powiedział do sparaliżowanego: Mówię ci: Wstań, weź swoje posłanie i idź do domu.
୨୪ମାତର୍ ପୁର୍ତିବିର୍ ସବୁ ପାପ୍ କେମା କର୍ବାକେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମର୍ ଅଦିକାର୍ଆଚେ ।” ଏଟା ତମେ ଜେନ୍ତି ଜାନିପାରାସ୍ । ଏଟାର୍ପାଇ ଜିସୁ ଚେରେଙ୍ଗ୍ବାତ୍ ଦାର୍ଲା ରଗିକେ କଇଲା, “ମୁଇ ତକେ କଇଲିନି, ଉଟ୍ ନିଜର୍ ବିଚ୍ନା ଦାରି ଗରେ ଜା ।”
25 A on natychmiast wstał na ich oczach, wziął to, na czym leżał, i poszedł do domu, wielbiąc Boga.
୨୫ସେଦାପ୍ରେ ଚେରେଙ୍ଗ୍ ଦାର୍ଲା ଲକ୍ ସବୁଲକର୍ ଦେକ୍ତେ ଉଟିକରି ଜନ୍ କଟେ ସଇରଇଲା, ସେଟା ବଇ ପର୍ମେସରର୍ ମଇମା କରି କରି ତାର୍ ଗରେ ଉଟିଗାଲା ।
26 Wtedy wszyscy się zdumieli, chwalili Boga i pełni lęku mówili: Widzieliśmy dziś dziwne rzeczy.
୨୬ତେଇ ରଇଲା ସବୁଲକ୍ କାବା ଅଇଜାଇକରି ପର୍ମେସରର୍ ମଇମା କର୍ବାର୍ ଦାର୍ଲାଇ ଆରି ମାପ୍ରୁର୍ ଚକିତ୍ କାମ୍ ଦେକି, “ଆଜି ଆମେ କେବେ ନ ଅଇଲାଟା ଦେକ୍ଲୁ!” ବଲି କଇଲାଇ ।
27 Potem wyszedł i zobaczył celnika, imieniem Lewi, siedzącego w punkcie celnym, i powiedział do niego: Pójdź za mną.
୨୭ତାର୍ପଚେ ଜିସୁ ବାରଇଜାଇ ଲେବି ନାଉଁର୍ ଗଟେକ୍ ସିସ୍ତୁମାଙ୍ଗୁ, ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବାଟାନେ ବସିରଇବାଟା ଦେକି, ତାକେ କଇଲା, “ମର୍ସଙ୍ଗ୍ ଆଉ ।”
28 A on zostawił wszystko, wstał i poszedł za nim.
୨୮ତେଇ ଲେବି ସବୁଜାକ ଚାଡିଦେଇ ଉଟିକରି ଜିସୁର୍ ସଙ୍ଗ୍ ଜିବାର୍ଦାର୍ଲା ।
29 I przygotował mu Lewi wielką ucztę w swoim domu. A była [tam] wielka grupa celników i innych, którzy zasiedli z nimi za stołem.
୨୯ଆରି ଲେବି ଜିସୁର୍ପାଇ ନିଜର୍ ଗରେ, ଗଟେକ୍ ବଡ୍ ବଜିକଲା । ତେଇ ସିସ୍ତୁମାଙ୍ଗୁମନ୍, ଅଦିକ୍ ଲକ୍ ଆରି ବିନ୍ ବିନ୍ ଲକ୍ମନର୍ ସଙ୍ଗ୍ ସେ କାଇବାକେ ବସ୍ଲା ।
30 A uczeni w Piśmie i faryzeusze szemrali, mówiąc do jego uczniów: Dlaczego jecie i pijecie z celnikami i grzesznikami?
୩୦ତେଇ ପାରୁସିମନ୍ ଆରି ତାକର୍ ଦଲର୍ ସାସ୍ତର୍ ସିକାଉମନ୍ ଜିସୁର୍ ମୁଆଟେ ତାର୍ ସିସ୍ମନ୍କେ ଦସ୍ ଦେକାଇ କଇଲାଇ, “ତମେ କାଇକେ ସିସ୍ତୁମାଙ୍ଗୁମନର୍ ସଙ୍ଗ୍ ଆରି ପାପିମନର୍ ସଙ୍ଗ୍ ମିସି କିଆ ପିଆ କଲାସ୍ନି?”
31 Jezus zaś im odpowiedział: Nie zdrowi, lecz chorzy potrzebują lekarza.
୩୧ଜିସୁ ସେମନ୍କେ କଇଲା, “ଜାକେ ଦୁକାଦାରି ରଇସି, ସେସେ ଅସ କାଇସି, ଜାକେ ଦୁକା ଦାରେ ନାଇ ତାକେ ଅସ ଲଡାନାଇ ।
32 Nie przyszedłem wzywać do pokuty sprawiedliwych, ale grzeszników.
୩୨ମୁଇ ଦରମ୍ ଲକ୍ବଲି ନିଜ୍କେ ବାବ୍ବା ଲକ୍ମନର୍ ପାଇ ଆସିନାଇ, ମାତର୍ ପାପି ଲକ୍ମନ୍କେ ପାପେଅନି ମନ୍ ବାଦ୍ଲାଇବାକେ ଆଇଲିଆଚି ।”
33 I zapytali go: Dlaczego uczniowie Jana często poszczą i modlą się, podobnie [uczniowie] faryzeuszy, a twoi jedzą i piją?
୩୩କେତେକ୍ ଲକ୍ ଜିସୁକେ ପାଚାର୍ଲାଇ, “ଡୁବନ୍ ଦେଉ ଜଅନର୍ ସିସ୍ମନ୍ ତର୍କେତର୍ ଉପାସ୍ କରି ପାର୍ତନା କର୍ବାଇ । ପାରୁସିମନର୍ ସିସ୍ମନ୍ ମିସା ସେନ୍ତାରି ସେ କର୍ବାଇ । ମାତର୍ ତମର୍ ସିସ୍ମନ୍ କିଆ ପିଆ କର୍ବାଇ ।”
34 A on im odpowiedział: Czy możecie sprawić, żeby przyjaciele oblubieńca pościli, dopóki jest z nimi oblubieniec?
୩୪ଜିସୁ ସେମନ୍କେ କଇଲା, “ବର୍ବାଟର୍ ଲକ୍ମନର୍ସଙ୍ଗ୍ ବର୍ ରଇଲାବେଲେ, ତମେ କାଇ ସେମନ୍କେ ଉପାସ୍ କରାଇପାରାସ୍? ନାଇ, ନାପାରାସ୍ ।
35 Lecz przyjdą dni, gdy oblubieniec zostanie od nich zabrany, wtedy, w te dni, będą pościć.
୩୫ମାତର୍ ବେଲା ଆଇସି, ଜେଡେବେଲେ ତାକର୍ଟାନେଅନି ବର୍କେ ଡାକିଦାରିଜିବାଇ, ସେଡ୍କିବେଲେ ସେମନ୍ ଉପାସ୍ କଇବାଇ ।”
36 Opowiedział im też przypowieść: Nikt nie przyszywa łaty z nowej szaty do starej, bo inaczej to, co jest nowe, drze [stare], a do starego nie nadaje się łata z nowego.
୩୬ଜିସୁ ସେମନ୍କେ ଆରି ଗଟେକ୍ ଉଦାଅରନ୍ ଦେଇ କଇଲା, “କେ ମିସା ପୁର୍ନା ଲୁଗା ପାଟିରଇଲାଟାନେ ନୁଆଲୁଗା ଚିରି ଚାପ୍ ନ ଦେଅତ୍, ଚାପ୍ ଦେଲେ ନୁଆଟା ମିସା ନସିଜାଇସି, ନୁଆ ଲୁଗାର୍ ଚାପ୍ ପୁର୍ନାଟାନେ ନ ମିସେ ।
37 I nikt nie wlewa młodego wina do starych bukłaków, bo inaczej młode wino rozsadzi bukłaki i samo wycieknie, a bukłaki się popsują.
୩୭ବେସି ଦିନର୍ ପୁର୍ନା ଗାଗ୍ରିଟାନେ କେ ମିସା ଏବେ ଉତ୍ରାଇଲା ମଦ୍ ନ ରକଅତ୍, ତେଇ ଜଦି ସେ ମଦ୍ ରକଇ ଡାବିଦେଲେ, ଗାଗ୍ରି ପୁଟିକରି ପଡାଅଇଜାଇସି ।
38 Ale młode wino należy wlewać do nowych bukłaków i tak zachowuje się jedno i drugie.
୩୮ତେବେ ମଦ୍ ଉତ୍ରାଇଲା ଦାପ୍ରେ ନୁଆ ଗାଗ୍ରିଟାନେ ରକଇ ସଙ୍ଗଇବାର୍ଆଚେ ।
39 Nikt też, kto napił się starego, nie chce od razu młodego. Mówi bowiem: Stare jest lepsze.
୩୯ଆରି କେ ମିସା ପୁର୍ନା ମଦ୍ କାଇକରି ଏବେ ଉତ୍ରାଇଲା ମଦ୍ କାଇବାକେ ମନ୍ ନ କରତ୍, କାଇକେବଇଲେ, ସେ ବାସିଟା ଆକା ନିକ ବଲି କଇସି ।”