< Łukasza 10 >
1 A potem Pan wyznaczył jeszcze innych siedemdziesięciu i rozesłał ich po dwóch przed sobą do każdego miasta i miejsca, do którego [sam] miał przyjść.
୧ତାର୍ପଚେ ମାପ୍ରୁ ଆରି ସତୁରିଦୁଇ ଲକ୍କେ ମିସାଇଲା ଆରି ସେ ଜନ୍ ଜନ୍ ଜାଗାଇ ଆରି ଜନ୍ ଜନ୍ ନଅରେ ଜିବାକେ ମନ୍ କରିରଇଲା, ସେ ଜାଗାମନ୍କେ ଦୁଇ ଦୁଇ ଲକ୍କରି, ସେ ଜିବା ଆଗ୍ତୁ ପାଟାଇଲା ।
2 I mówił im: Żniwo wprawdzie wielkie, ale robotników mało. Proście więc Pana żniwa, aby wysłał robotników na swoje żniwo.
୨ଆରି ଜିସୁ ସେମନ୍କେ କଇଲା, ଜମିତେଇ ପସଲ୍ ସିନା ଅଦିକ୍, ମାତର୍ କାମ୍କରୁମନ୍ ଉନା । ତେବର୍ପାଇ ତାର୍ ଚାସ୍କେତେ, ଅଦିକ୍ ଲକ୍ମନ୍କେ ପାଟାଇ ଦେବାକେ ଜମି ସାଉକାର୍ଟାନେ ଜାନାଆ ।
3 Idźcie! Oto posyłam was jak baranki między wilki.
୩ତମେ ଜାଆ । ଦେକା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିନି ।
4 Nie noście [ze sobą] sakiewki ani torby, ani obuwia. Nikogo też w drodze nie pozdrawiajcie.
୪ତାଲା, ମୁନା କି ପାଣ୍ଡଇ ମିସା ନିଆନାଇ, ଆରି ବାଟେ କାକେ ଜୁଆର୍ କରାନାଇ ।
5 A gdy wejdziecie do jakiegoś domu, najpierw mówcie: Pokój temu domowi.
୫ଜାର୍ ଗରେ ତମେ କେଟ୍ଲେ, ପର୍ତୁମ୍ କରା, ଏ ଗରେ ସାନ୍ତି ମିଲ ।
6 Jeśli tam będzie syn pokoju, wasz pokój spocznie na nim, a jeśli nie – wróci do was.
୬ଜଦି ସେ ଜାଗାଇ ଗଟେକ୍ ସାନ୍ତିର୍ ଲକ୍ ରଇସି, ସେନ୍ତାର୍ଆଲେ ତମର୍ ଆସିର୍ବାଦ୍ ତାକେ ମିଲ୍ସି ।
7 W tym domu zostańcie, jedząc i pijąc, co mają. Godny jest bowiem robotnik swojej zapłaty. Nie przenoście się z domu do domu.
୭ତାକର୍ଲଗେ ଜନ୍ଟା ରଇସି, ସେଟା କାଇକରି, ସେ ଗରେ ରୁଆ । କାଇକେବଇଲେ, ପାଇଟିକରୁ ନିଜର୍ ବୁତି ପାଇବାଇଆକା । ଗର୍ ଗର୍କେ ଜାଆନାଇ ।
8 A gdy wejdziecie do jakiegoś miasta i przyjmą was, jedzcie, co przed wami położą;
୮ଜନ୍ ନଅରେ ତମେ କେଟ୍ଲେ, ଆରି ଲକ୍ମନ୍ ତମ୍କେ ଡାକିନେଲେ, ତେଇ ତମ୍କେ ଜନ୍ଟା କାଇବାକେ ଦେଲେ ସେଟା କାଆ ।
9 I uzdrawiajcie chorych, którzy w nim są, i mówcie im: Przybliżyło się do was królestwo Boże.
୯ସେ ଜାଗାଇ ଜର୍ ଦୁକା ଅଇରଇଲା ଲକ୍ମନ୍କେ ନିକ କରା, ଆରି ସେମନ୍କେ କୁଆ ପର୍ମେସରର୍ ରାଇଜ୍ ତମର୍ଲଗେ ସେ ।
10 A jeśli wejdziecie do jakiegoś miasta, a nie przyjmą was, wyjdźcie na jego ulice i mówcie:
୧୦ମାତର୍ ଜନ୍ ନଅରେ ତମେ କେଟ୍ସା, ତେଇର୍ ଲକ୍ ତମ୍କେ ନ ଡାକିନେଲେ, ସେ ଡାଣ୍ଡେଅନି, ସେ ସାଇ ଅନି ବାରଇ କୁଆ,
11 Nawet pył z waszego miasta, który przylgnął do nas, strząsamy na was. Jednak wiedzcie, że przybliżyło się do was królestwo Boże.
୧୧ତମର୍ ନଅରର୍ ଜନ୍ ଦୁଲି ଆମର୍ ପାଦେ ଲାଗିଆଚେ, ସେଟାମିସା ତମର୍ପାଇ ପାପ୍ଡିଦେଲୁନି, ଅଇଲେମିସା ପର୍ମେସରର୍ ରାଇଜ୍ ଲଗେସେ, ଏଟା ତମେ ଜାନିରୁଆ ।
12 A mówię wam, że w ten dzień lżej będzie Sodomie niż temu miastu.
୧୨ମୁଇ ତମ୍କେ ସତ୍ କଇଲିନି, ବିଚାର୍ ଅଇବାଦିନେ ସେ ନଅରର୍ ଦସା, ଡଣ୍ଡର୍ଲାଗି ସଦମର୍ ଦସାତେଇଅନି ଅଦିକ୍ ରଇସି ।
13 Biada tobie, Korozain! Biada tobie, Betsaido! Bo gdyby w Tyrze i Sydonie działy się te cuda, które się u was dokonały, dawno by pokutowały, siedząc w worze i popiele.
୧୩ଅଇରେ ଡଣ୍ଡ୍ପାଇବାକେ ଜାଗିରଇବା କରାଜିନ୍! ଅଇରେ ଡଣ୍ଡ୍ପାଇବାକେ ଜାଗିରଇବା ବେତ୍ସାଇଦା! ତମର୍ଟାନେ ବପୁର୍ସଙ୍ଗ୍ ଜନ୍ ଜନ୍ ନ ଅଇବା କାମ୍ମନ୍ ଅଇଲାଆଚେ, ସେ ସବୁ ସର ଆରି ସିଦନେ ଅଇରଇତା ବଇଲେ, ସେମନ୍ କେତେକାଲ୍ ପୁର୍ବେ ବାସ୍ତା ପିନ୍ଦି, ଚାରେ ବସି, ମାପ୍ରୁର୍ଟାନେ ମନ୍ ବାଉଡାଇତାଇ ।
14 Dlatego Tyrowi i Sydonowi lżej będzie na sądzie niż wam.
୧୪ଅଇଲେମିସା ବିଚାର୍ଦିନେ ତମର୍ ଦସା ସର ଆରି ସିଦନର୍ ଦସାଟାନେଅନି ଅଦିକ୍ ଅଇସି ।
15 A ty, Kafarnaum, które jesteś aż do nieba wywyższone, aż do piekła będziesz strącone. (Hadēs )
୧୫ଆରି ଏ କପର୍ନାଉମ୍, ସରଗ୍ ଜେତ୍କି ଉଁଚ୍, ତୁଇ କାଇ ସେତ୍କିଜାକ ଉଁଚ୍ ଅଇସୁ କି? ପାତାଲ୍ ଜେତ୍କି ତଲେ ଆଚେ, ସେତ୍କି ତଲେ ତକେ ଆନାଅଇସି । (Hadēs )
16 Kto was słucha, mnie słucha, a kto wami gardzi, mną gardzi. Kto zaś mną gardzi, gardzi tym, który mnie posłał.
୧୬ଜେଡେବେଲେ ଜନ୍ ଲକ୍ମନ୍ ତମର୍ କାତା ସୁନ୍ବାଇ, ସେମନ୍ ମର୍ କାତା ସୁନ୍ବାଇ । ଜନ୍ ଲକ୍ମନ୍ ତମ୍କେ ନ ମାନତ୍, ସେମନ୍ ମକେ ନ ମାନତ୍, ଆରି ଜନ୍ ଲକ୍ମନ୍ ମକେ ନ ମାନତ୍, ସେମନ୍ ମକେ ପାଟାଇରଇବା ପର୍ମେସର୍କେ ମିସା ନ ମାନତ୍ ।
17 I siedemdziesięciu wróciło z radością, mówiąc: Panie, nawet demony nam się poddają ze względu na twoje imię.
୧୭ତାର୍ପଚେ ସେ ସତୁରି ଲକ୍ ବାଉଡି ଆଇଲାଇ ଆରି ସାର୍ଦାଅଇକରି କଇଲାଇ, “ମାପ୍ରୁ, ତମର୍ ନାଉଁ ଦାରି ଆଦେସ୍ ଦେଲେ ଡୁମାମନ୍ମିସା ଆମର୍ କାତା ମାନ୍ଲାଇନି ।”
18 Wtedy powiedział do nich: Widziałem szatana spadającego z nieba jak błyskawica.
୧୮ମାତର୍ ଜିସୁ ସେମନ୍କେ କଇଲା, “ସଇତାନ୍ ବାଦ୍ଲେଅନି ବିଜ୍ଲି ପାରା ଅଇ ଅଦର୍ବାଟା ମୁଇ ଦେକ୍ଲି ।
19 Oto daję wam moc stąpania po wężach, skorpionach i po wszelkiej mocy nieprzyjaciela, a nic wam nie zaszkodzi.
୧୯ଦେକା, ମୁଇ ତମ୍କେ ସାଁପ୍ ଆରି ବିସ୍କାକ୍ଡା ଉପ୍ରେ ଇଣ୍ଡ୍ବାକେ ବପୁ ଦେଲିଆଚି, ଆରି ସତ୍ରୁର୍ ଉପ୍ରେ ରଇବା ବପୁ ମିସା ଦେଲିଆଚି । ତମ୍କେ କେ ମିସା କାଇଟା କରିନାପାରତ୍ ।
20 Jednak nie z tego się cieszcie, że duchy się wam poddają, ale cieszcie się raczej, że wasze imiona są zapisane w niebie.
୨୦ଏଲେମିସା ଆତ୍ମାମନ୍ ଆମର୍ କାତା ମାନ୍ଲାଇନି ବଲି ସାର୍ଦା ଉଆନାଇ । ତମର୍ ନାଉଁମନ୍ ସର୍ଗେ ଲେକାଅଇଆଚେ ବଲି ସାର୍ଦାଉଆ ।”
21 W tej godzinie Jezus rozradował się w duchu i powiedział: Wysławiam cię, Ojcze, Panie nieba i ziemi, że zakryłeś te sprawy przed mądrymi i roztropnymi, a objawiłeś je niemowlętom. Tak, Ojcze, bo tak się tobie upodobało.
୨୧ଜିସୁ ସେ ଡାଣ୍ଡେ ସୁକଲ୍ଆତ୍ମାଇ ପୁରୁନ୍ଅଇ କଇଲା, “ଏ ବାବା! ସରଗ୍ ଆରି ମଚ୍ପୁରର୍ ମାପ୍ରୁ! ତୁଇ ଗିଆନି ଆରି ବୁଦିରଇବା ଲକ୍ମନର୍ଟାନେଅନି ଏ କାତା ଲୁଚାଇରଇଲେ ମିସା, ସାନ୍ ପିଲାମନର୍ ପାରା ଲକର୍ଟାନେ ଜାନାଇଲାସ୍ । ଏଟାର୍ପାଇ ତମ୍କେ ସୁମର୍ନା କଲିନି । ଉଁ ବାବା, କାଇକେବଇଲେ ତମେ ଏନ୍ତାଟା ଦେକ୍ବାକେ ମନ୍କର୍ତେ ରଇଲାସ୍ ।
22 Wszystko zostało mi przekazane od mego Ojca i nikt nie wie, kim jest Syn, tylko Ojciec, ani kim jest Ojciec, tylko Syn i ten, komu Syn zechce objawić.
୨୨ମର୍ ବାବାର୍ ସବୁ ବିସଇ ମକେ ସର୍ପି ଅଇଲାଆଚେ, ଆରି ପଅ କେ, ଏଟା ବାବାକେ ଚାଡି ଆରି କେ ନାଜାନତ୍, ଆରି ବାବା କେ, ଏଟା ପଅକେ ଚାଡି କେ ନାଜାନତ୍ । ପଅ ଜାର୍ଲଗେ ମର୍ ବାବାକେ ଜାନାଇବି ବଲି ମନ୍କରିରଇସି, ସେସେ ଜାନିରଇସି ।”
23 Wtedy odwrócił się do uczniów i powiedział [do nich] na osobności: Błogosławione oczy, które widzą to, co [wy] widzicie.
୨୩ଜିସୁ ସିସ୍ମନର୍ବାଟେ ମୁ ବୁଲାଇ ସେମନ୍କେ କଇଲା, “ତମେ ଜନ୍ ଜନ୍ଟା ଦେକ୍ଲାସ୍ନି, ସେ ସବୁ ଜେ ଦେକ୍ସି, ସେଟା ନିକ ।
24 Bo mówię wam, że wielu proroków i królów pragnęło widzieć to, co wy widzicie, a nie zobaczyli, i słyszeć to, co [wy] słyszycie, a nie usłyszeli.
୨୪କାଇକେବଇଲେ ମୁଇ ତମ୍କେ କଇଲିନି, ତମେ ଜନ୍ ଜନ୍ଟା ଦେକ୍ଲାସ୍ନି, ସେ ସବୁଜାକ ଦେକ୍ବାକେ କେତେ କେତେ ରାଜାମନ୍ ଆରି ମାପ୍ରରୁ କବର୍ ଜାନାଉମନ୍ ମନ୍କଲାଇ, ମାତର୍ ଦେକିନାପାର୍ଲାଇ । ଆରି ତମେ ଜନ୍ ଜନ୍ଟା ସୁନ୍ଲାସ୍ନି, ସେ ସବୁ ସୁନ୍ବାକେ ସେମନ୍ ମନ୍କଲାଇ, ମାତର୍ ସୁନିନାପାର୍ଲାଇ ।”
25 A oto powstał pewien znawca prawa i wystawiając go na próbę, zapytał: Nauczycielu, co mam czynić, aby odziedziczyć życie wieczne? (aiōnios )
୨୫ତାର୍ପଚେ ଗଟେକ୍ ଦରମ୍ ସାସ୍ତର୍ ସିକାଉ ତାକେ ପରିକାକରି ପାଚାର୍ଲା, “ଏ ଗୁରୁ କେବେ ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
26 A on powiedział do niego: Co jest napisane w Prawie? Jak czytasz?
୨୬ଜିସୁ ତାକେ କଇଲା, “ନିୟମ୍ ସାସ୍ତରେ କାଇଟା ଲେକାଆଚେ? ତୁଇ କେନ୍ତାରି ପଡ୍ଲୁସ୍ନି?”
27 A on odpowiedział: Będziesz miłował Pana, swego Boga, całym swym sercem, całą swą duszą, z całej swojej siły i całym swym umysłem, a swego bliźniego jak samego siebie.
୨୭ସେ କଇଲା, “ତମେ ନିଜର୍ ସବୁ ଗାଗଡ୍, ମନ୍, ଆତ୍ମା ଆରି ବପୁ ଦେଇ ପର୍ମେସର୍କେ ଆଲାଦ୍ କରା । ଆରି ପଡିସାର୍ ଲକ୍ମନ୍କେ ନିଜର୍ ସମାନ୍ ଆଲାଦ୍ କରା ।”
28 I powiedział mu: Dobrze odpowiedziałeś. Czyń to, a będziesz żył.
୨୮ତାର୍ପଚେ ଜିସୁ ତାକେ କଇଲା, “ତମେ ଟିକ୍ କଇଲାସ୍ । ଏନ୍ତାର୍ କର୍, ତେବେ ଜିବନ୍ ମିଲାଇସୁ ।”
29 On zaś, chcąc się usprawiedliwić, powiedział do Jezusa: A kto jest moim bliźnim?
୨୯ମାତର୍ ସେ ନିଜେ ଦରମ୍ଲକ୍ ବଲି ଦେକାଇବାକେ ମନ୍କରି ଜିସୁକେ ପାଚାର୍ଲା, “ତେବେ କେ ମର୍ ପଡିସାର୍ ଲକ୍?”
30 Lecz Jezus odpowiedział: Pewien człowiek schodził z Jerozolimy do Jerycha i wpadł w ręce bandytów, którzy go obrabowali, poranili i odeszli, zostawiając na pół umarłego.
୩୦ଜିସୁ ତାକେ କଇଲା, ଗଟେକ୍ ଲକ୍ ଜିରୁସାଲମେଅନି ଜିରିଅ ଜିବାବେଲେ ଚର୍ମନର୍ ମୁଆଟେ ପଡ୍ଲା । ଚର୍ମନ୍ ତାର୍ ଲୁଗାପଚିଆ ଚାଡାଇ, ତାକେ ମାର୍ଲାଇ ଆରି ମରିଗାଲାପାରା ଅଇଲାକେ ଚାଡି ଉଟିଗାଲାଇ ।
31 A przypadkiem szedł tą drogą pewien kapłan; zobaczył go i ominął.
୩୧ସେଟା ଅଇସାରି କେତେପର୍ ଜିବାକେ ଗଟେକ୍ ପୁଜାରି ସେ ବାଟେ ଜାଇତେରଇଲା ଆରି ତାକେ ଦେକି, ବାଟ୍ ପିଟାଇଅଇ ଉଟିଗାଲା ।
32 Podobnie i Lewita, gdy dotarł na to miejsce, podszedł, zobaczył [go] i ominął.
୩୨ସେନ୍ତାରିସେ ଗଟେକ୍ ଲେବିୟ ଲକ୍ ମିସା ସେ ଜାଗାଇ ଆସି ତାକେ ଦେକି ବାଟ୍ ପିଟାଇଅଇ ଉଟିଗାଲା ।
33 Lecz pewien Samarytanin, będąc w podróży, zbliżył się do niego. A gdy go zobaczył, ulitował się nad nim.
୩୩ମାତର୍ ସମିରଣିୟର୍ ଗଟେକ୍ ଲକ୍ ତାର୍ଲଗେ ଆସି, ଦେକ୍ଲା ଆରି ବେସି ମନ୍ଦୁକ୍ କଲା ।
34 A podszedłszy, opatrzył mu rany, zalewając [je] oliwą i winem; potem wsadził go na swoje zwierzę, zawiózł do gospody i opiekował się nim.
୩୪ଆରି ତାର୍ଲଗେ ଜାଇ ମାଡ୍ଅଇ କଣ୍ଡିଆ ବଣ୍ଡିଆ ଅଇଲାଟାନେ, ଚିକନ୍ ଆରି ଆମଟ୍ ଅଙ୍ଗୁର୍ରସ୍ ଲାଗାଇଦେଲା । ତାକେ ଗର୍ଣ୍ଡା ବାନ୍ଦି, ଗଦଉପ୍ରେ ବସାଇ, ଲକ୍ମନ୍ ବସି ମିଟିଙ୍ଗ୍ କର୍ବା ଗରେ ନେଇ ସେବାଜତନ୍ କଲା ।
35 A nazajutrz, odjeżdżając, wyjął dwa grosze, dał gospodarzowi i powiedział: Opiekuj się nim, a wszystko, co wydasz ponad to, oddam ci, gdy wrócę.
୩୫ତାର୍ ଆର୍କର୍ ଦିନେ ସିମରଣିୟ ଲକ୍ ଦୁଇଟା ରୁପାଟାଙ୍ଗା ବାର୍କରାଇ, ମିଟିଙ୍ଗ୍ ଗରର୍ ମୁକିଆକେ ଦେଇ କଇଲା, “ଆର୍ ସେବା ଜତନ୍ କରା, ଆରି ଅଦିକ୍ କର୍ଚ ଅଇଲେ, ସେଟା ମୁଇ ବାଉଡିଆଇବା ବେଲେ ତମ୍କେ ସୁଜିଦେବି ।”
36 Który z tych trzech, twoim zdaniem, był bliźnim tego, który wpadł w ręce bandytów?
୩୬ଏ ତିନ୍ଲକର୍ ବିତ୍ରେଅନି କେ ଚର୍ମନର୍ ଟାନେ ମାଡ୍କାଉ ଲକର୍ ପଡିସାର୍ ଲକ୍ ବଲି ବାବ୍ଲୁସ୍ନି?
37 A on odpowiedział: Ten, który okazał mu miłosierdzie. Wtedy Jezus mu powiedział: Idź i ty czyń podobnie.
୩୭ସାସ୍ତର୍ ସିକାଉ କଇଲା, “ଜନ୍ ଲକ୍ ତାକେ ଦୟାକଲା, ସେ ଆକା ।” ଜିସୁ ତାକେ କଇଲା, “ଜା ତୁଇ ମିସା ସେନ୍ତାରି କର୍ ।”
38 A gdy szli, wszedł do jednej wsi. Tam pewna kobieta, imieniem Marta, przyjęła go do swego domu.
୩୮ଜିସୁ ଆରି ତାର୍ ସିସ୍ମନ୍ ଜିବାବେଲେ ଗଟେକ୍ ଗାଏଁ କେଟ୍ଲାଇ । ତେଇ ମାର୍ତା ନାଉଁର୍ ଗଟେକ୍ ମାଇଜି ଜିସୁକେ ତାର୍ ଗରେ ଡାକି ବସାଇଲା ।
39 Miała ona siostrę, zwaną Marią, która usiadła u nóg Jezusa i słuchała jego słów.
୩୯ମାର୍ତାକେ ମରିୟମ୍ ନାଉଁର୍ ଗଟେକ୍ ବଇନି ରଇଲା । ସେ ମାପ୍ରୁର୍ ପାଦେ ବସି ତାର୍ ବାକିଅ ସୁନ୍ତେରଇଲା ।
40 Ale Marta krzątała się koło rozmaitych posług, a podszedłszy, powiedziała: Panie, czy nie obchodzi cię, że moja siostra zostawiła mnie samą przy usługiwaniu? Powiedz jej, aby mi pomogła.
୪୦ମାତର୍ ମାର୍ତାକେ ବେସି ପାଇଟି ରଇଲାଜେ ଦାନ୍ଦା ଅଇଜାଇତେ ରଇଲା । ତେବର୍ପାଇ ସେ ଜିସୁର୍ଲଗେ ଆସି କଇଲା, “ଏ ମାପ୍ରୁ, ମର୍ ବଇନି ଗରର୍ ସବୁ ପାଇଟି ମକେ ସେ କରାଇଲାନି, ସେବାଟେ କାଇ ତମର୍ ମନ୍ ନାଇ କି? ସେଟାର୍ପାଇ ତାକେ କୁଆ, ସେ ମକେ ଆସି ସାଇଜ କର ।”
41 A Jezus jej odpowiedział: Marto, Marto, troszczysz się i martwisz o wiele spraw;
୪୧ମାତର୍ ମାପ୍ରୁ ତାକେ କଇଲା, “ଏ ମାର୍ତା, ତୁଇ ବେସି ବିସଇ ଚିନ୍ତା କରି, ଦାନ୍ଦାଅଇଗାଲୁସ୍ନି,
42 Ale jedno jest potrzebne. Maria wybrała dobrą cząstkę, która nie będzie jej odebrana.
୪୨ମାତର୍, ଗଟେକ୍ ବିସଇ ଆକା ସବୁର୍ଟାନେଅନି ମୁକିଅ । ସେଟା ମରିୟମ୍ ବାଚିକରି ନେଇଆଚେ । ସେଟା ତାର୍ଟାନେଅନି କେ ନେଇ ନାପାରତ୍ ।”