< Jakuba 5 >
1 A teraz wy, bogacze, płaczcie, zawodząc nad nieszczęściami, które na was przyjdą.
୧ଏ ସାଉକାର୍ ଲକ୍ମନ୍, ମର୍କାତା ସୁନା । ତମ୍କେ ଜନ୍ ଦୁକ୍କସ୍ଟ ଆଇଲାନି, ସେଟାର୍ ପାଇ ମାରିଚପିଅଇ କାନ୍ଦା ।
2 Wasze bogactwo zgniło, a wasze szaty zjadły mole.
୨ତମର୍ ଦନ୍ସଁପତି କୁଇଗାଲାନି ଆରି ନିକନିକ ବସ୍ତର୍ମନ୍ ଅଲ୍ମା କାଇଲାନି ।
3 Wasze złoto i srebro zardzewiało, a ich rdza będzie świadczyła przeciwko wam i strawi wasze ciała jak ogień. Nagromadziliście skarby na ostatnie dni.
୩ତମର୍ ସୁନାରୁପା ଚିଲମ୍ ଦାର୍ଲାନି ଆରି ଏ ଚିଲମ୍ ଦାର୍ଲାଟାକେ ନେଇକରି ପର୍ମେସର୍ ତମ୍କେ ଦସି କର୍ସି । ଆରି ଜଇଟାନେ ପଡ୍ଲେ ଜେନ୍ତି ଗାଗଡ୍ ନସ୍ସି, ସେନ୍ତି ତମର୍ ଗାଗଡ୍ ସେ କୁରୁପ୍ନାସ୍ କର୍ସି । ଏ ଜୁଗ୍ ସାର୍ବାକେ ଜାଇତେରଇଲେ ମିସା ତମେ ସବୁଲକ୍ ଦନ୍ସଁପତି ଟୁଲିଆଇଲାସ୍ନି ।
4 Oto zapłata robotników, którzy żęli wasze pola, zatrzymana przez was, krzyczy, a krzyk żniwiarzy doszedł do uszu Pana zastępów.
୪ତମର୍ ଜମିବାଡିଲଗେ କାମ୍କର୍ବା ବୁତିଆର୍ମନ୍କେ ବୁତି ଦିଆସ୍ ନାଇ । ତାର୍ ବାଦୁଲେ ସେମନ୍କେ ନାଡାଇ ଆଚାସ୍ । ସୁନା, ସେମନର୍ ବୁତି ତମର୍ ବିରୁଦେ କାନ୍ଦ୍ଲାପାରା ସୁନିଅଇଲାନି । ସେମନର୍ କାନ୍ଦ୍ବାଟା ସବୁର୍ଟାନେଅନି ବପୁ ରଇବା ମାପ୍ରୁ, ସୁନ୍ଲା ଆଚେ ।
5 Żyliście w rozkoszach i zbytku na ziemi, utuczyliście wasze serca jak na dzień rzezi.
୫ଏ ଜଗତେ ତମେ ସାଇସାର୍ଦା ସଙ୍ଗ୍ ଜିଇଲାସ୍ନି । ଜାଇଟା ମନ୍ କଲେ, ସେଟା କଲାସ୍ନି । ମାତର୍ ପର୍ମେସରର୍ ଡଣ୍ଡର୍ ଦିନ୍ ଦାପ୍ରେ ଆଇଲାନି ।
6 Skazaliście i zabiliście sprawiedliwego, a on nie stawia wam oporu.
୬ତମେ ଦସ୍ ନ କଲା ଲକ୍ମନ୍କେ ଦସି ବଲିକରି ମାରି ମରାଇଆଚାସ୍ । ଏଲେମିସା ସେମନ୍ ତମ୍କେ ଅଟ୍କାଅତ୍ ନାଇ ।
7 Bądźcie więc cierpliwi, bracia, aż do przyjścia Pana. Oto rolnik cierpliwie czeka na cenny plon ziemi, dopóki nie spadnie deszcz wczesny i późny.
୭ଏ ମର୍ ବାଇବଇନିମନ୍, ମାପ୍ରୁ ଆରିତରେକ୍ ଆଇବାଜାକ ମୁର୍ଚିକରି ରୁଆ । ଚାସିମନର୍ ବିସଇ ଚିନ୍ତାକରିଦେକା, ତାକର୍ ଜମିଅନି ନିକ ପସଲ୍ ମିଲ୍ବା ଜାକ ସେମନ୍ ଜାଗିକରି ରଇବାଇ । ଜେନ୍ତିକି ମାଟିବିଜାଇବାକେ ପର୍ତୁମର୍ ବରିସା ଆରି ନିଙ୍ଗ୍ବାପାଚ୍ବା ବେଲର୍ ସାରାସାରି ବର୍ସାକେ ମୁର୍ଚିକରି ଜାଗି ରଇବାଇ ।
8 Bądźcie i wy cierpliwi [i] umacniajcie swoje serca, bo przyjście Pana jest bliskie.
୮ସେ ରକାମ୍ ତମେମନ୍ ମିସା ମୁର୍ଚି ଜାଗିରୁଆ । ତମର୍ ମନ୍ ଡାଁଟ୍କରି ରୁଆ, କାଇକେବଇଲେ ମାପ୍ରୁ ଆଇବା ଦିନ୍ ଲଗେ କେଟିଆଇଲାନି ।
9 Bracia, nie narzekajcie jedni na drugich, abyście nie zostali osądzeni. Oto sędzia stoi przed drzwiami.
୯ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ ଦସ୍ ଦାରାଦାରି ଉଆ ନାଇ । ସେନ୍ତିଆଲେ ମାପ୍ରୁ ତମ୍କେ ବିଚାର୍ ନ କରେ । ଦେକା ବଡ୍ ବିଚାର୍କାରିଆ ଲଗେ ଆଚେ ।
10 Weźcie za przykład, moi bracia, utrapienia i cierpliwość proroków, którzy mówili w imieniu Pana.
୧୦ମର୍ ବାଇବଇନିମନ୍, ଜନ୍ ବବିସତ୍ବକ୍ତାମନ୍ ମାପ୍ରୁର୍ ନାଉଁ ଦାରି କାତାଦେଇ ରଇଲାଇ, ସେମନ୍କେ ଏତାଆ । ଦୁକ୍କସ୍ଟ ଆଇଲାବେଲେ । ସେମନ୍ ମୁର୍ଚିକରି ରଇଲାଇ । ତମେମିସା ସେନ୍ତାରି ଅଇକରି ମନେ ଏତାଆ ।
11 Oto za błogosławionych uważamy tych, którzy wytrwali. Słyszeliście o cierpliwości Hioba i widzieliście koniec [przygotowany przez] Pana, że Pan jest pełen litości i miłosierdzia.
୧୧ସେମନ୍ ମୁର୍ଚିକରି ରଇଲାର୍ପାଇ ବଲି କେଡେକରମର୍ ଲକ୍ ବଲି କଇଲୁନି । ସେନ୍ତାରିସେ ଆୟୁବ୍ ବେସି ଦିନ୍ଜାକ ମୁର୍ଚିକରି ରଇଲାଟା ତମେ ସୁନି ଆଚାସ୍ । ସାରାସାରି ପଚେ ମାପ୍ରୁ ଜନ୍ରକାମ୍ ତାକେ ବାଉଡାଇଦେଲାଟା ଜାନିଆଚାସ୍ । କାଇକେ ବଇଲେ ଆମର୍ ମାପ୍ରୁ ଦୟାକର୍ସି ଆରି ପୁରାପୁରୁନ୍ କଲିକରମ୍ ଦେକ୍ବା ମାପ୍ରୁ ।
12 A przede wszystkim, moi bracia, nie przysięgajcie ani na niebo, ani na ziemię, ani nie [składajcie] żadnej innej przysięgi. Lecz niech wasze „tak” będzie „tak”, a „nie” niech będzie „nie”, abyście nie byli sądzeni.
୧୨ଏ ମର୍ ବାଇବଇନିମନ୍, ତମେ କାତା ଦେଲା ବେଲେ ରାନ୍ ନିୟମ୍ ପାକାଆ ନାଇ । ସରଗର୍ କି ଏ ଜଗତର୍ ନାଉଁ ଦାରିକରି କାଇ ବିସଇ ରାନ୍ ପାକାଆ ନାଇ । ତମର୍ ଅଇବା କାତାଆଲେ “ଉଁ” ଆରି, ନ ଅଇବା କାତା ଆଲେ “ନାଇ” ବଲିକୁଆ । ସେନ୍ତାର୍ ରଇଲେ, ତମେ ପର୍ମେସରର୍ ବିଚାର୍ନାଟାନେ ଡଣ୍ତ୍ ନ ପାଆସ୍ ।
13 Cierpi ktoś wśród was? Niech się modli. Raduje się ktoś? Niech śpiewa.
୧୩ତମର୍ ବିତ୍ରେ କେ ଜଦି ଦୁକ୍ ଜଞ୍ଜାଲେ ରଇଲେ, ସେ ପାର୍ତନା କର । କେ ଜଦି ସାର୍ଦାସଙ୍ଗ୍ ଆଚେ ବଇଲେ, ସେ ପର୍ମେସରର୍ ଡାକ୍ପୁଟାର୍ ଗିତ୍ ଗାଅ ।
14 Choruje ktoś wśród was? Niech przywoła starszych kościoła i niech się modlą nad nim, namaszczając go olejem w imię Pana.
୧୪କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ ।
15 A modlitwa wiary uzdrowi chorego i Pan go podźwignie. Jeśli zaś popełnił grzechy, będą mu przebaczone.
୧୫ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା ।
16 Wyznawajcie sobie nawzajem upadki i módlcie się jedni za drugich, abyście byli uzdrowieni. Wiele może usilna modlitwa sprawiedliwego.
୧୬ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
17 Eliasz był człowiekiem podlegającym tym samym doznaniom co my i modlił się gorliwie, żeby nie padał deszcz, i nie spadł deszcz na ziemię przez trzy lata i sześć miesięcy.
୧୭ଏଲିଅର୍ ବିସଇ ବାବିଦେକା, ସେ ମିସା ଆମର୍ ପାରାସେ ରଇଲା । ପୁର୍ବେ ଇସ୍ରାଏଲ୍ ଦେସେ ପାନି ନ ମାର ବଲି ସେ ମନ୍ଦିଆନ୍ ଦେଇ ପାର୍ତନା କର୍ତେରଇଲା । ସେଟାର୍ପାଇ ସେ ଦେସେ ତିନ୍ ବରସ୍ ଚ ମାସ୍ ଜାକ ପାନି ମାରେ ନାଇ ।
18 Potem znowu się modlił i niebo spuściło deszcz, i ziemia wydała swój plon.
୧୮ଆରି ତରେକ୍ ପାନି ମାର ବଲି ପାର୍ତନା କଲାକେ ବାଦ୍ଲେଅନି ପାନି ମାର୍ଲା । ତେବର୍ପାଇ ଜମିଟାନେ ତାସ୍ ଅଇଲା ।
19 Bracia, jeśli ktoś z was zejdzie z drogi prawdy, a ktoś go nawróci;
୧୯ଏ ମର୍ ବାଇବଇନିମନ୍ ତମର୍ ବିତ୍ରେ ଜଦି କେ ସତ୍ ବାଟ୍ ଚାଡିକରି ବିନ୍ ବିନ୍ ବାଟେ ଗାଲେ, ତାକେ କେ ଆଲେ ଜାଇ ବାଉଡାଇ ଆନ୍ଲେ,
20 Niech wie, że kto nawróci grzesznika z jego błędnej drogi, wybawi duszę od śmierci i zakryje mnóstwo grzechów.
୨୦ଏତାଇରୁଆଜେ, କେ ଜଦି, ଗଟେକ୍ ପାପିକେ ବୁଲ୍ବାଟେଅନି ବାଉଡାଇ ଆନ୍ସି, ସେ ତାକେ ମରନେଅନି ରକିଆ କର୍ସି । ଆରି ସେ ଲକର୍ ଜବର୍ ପାପ୍ ରଇଲେ ମିସା ତାକେ କେମା ଅଇସି ।