< Hebrajczyków 1 >
1 Bóg, który wielokrotnie i na różne sposoby przemawiał niegdyś do ojców przez proroków;
୧ପର୍ମେସର୍ ପୁର୍ବେ ବିନ୍ ବିନ୍ ବେଲାଇ ଆରି ବିନ୍ ବିନ୍ ବାଟେ ବବିସତ୍ବକ୍ତା ମନ୍କେ ପାଟାଇକରି, ଆମର୍ ଆନିଦାଦିମନର୍ ସଙ୍ଗ୍ କାତା ଅଇଲା ।
2 W tych ostatecznych dniach przemówił do nas przez [swego] Syna, którego ustanowił dziedzicem wszystkiego, przez którego też stworzył światy; (aiōn )
୨ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ । (aiōn )
3 Który, będąc blaskiem [jego] chwały i wyrazem jego istoty i podtrzymując wszystko słowem swojej mocy, dokonawszy oczyszczenia z naszych grzechów przez samego siebie, zasiadł po prawicy Majestatu na wysokościach;
୩ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।
4 I stał się o tyle wyższy od aniołów, o ile znamienitsze od nich odziedziczył imię.
୪ପର୍ମେସର୍ ତାର୍ ପଅକେ ସରଗର୍ ଦୁତ୍ମନର୍ ଟାନେଅନି ମୁକିଅ କଲା ଆରି ସେମନର୍ଟାନେଅନି ତାକେ ବଡ୍ ନାଉଁ ଦେଲା ।
5 Do którego bowiem z aniołów powiedział kiedykolwiek: Ty jesteś moim Synem, ja ciebie dziś zrodziłem? I znowu: Ja będę mu Ojcem, a on będzie mi Synem?
୫କାଇକେବଇଲେ, ପର୍ମେସର୍ ତାର୍ କନ୍ ଦୁତ୍କେ ମିସା ଏନ୍ତାରି କଏ ନାଇ, ତୁଇ ମର୍ ପଅ, ଆଜିଅନି ମୁଇ ତର୍ ବାବା ଅଇଲି ଆଚି, ତାର୍ କନ୍ ଦୁତର୍ ବିସଇ ଏନ୍ତାରି କଏନାଇ, ମୁଇ ତର୍ ବାବା ଅଇବି ଆରି ସେ ମର୍ ପଅ ଅଇସି ।
6 I znowu, gdy wprowadza pierworodnego na świat, mówi: Niech mu oddają pokłon wszyscy aniołowie Boga.
୬ମାତର୍ ପର୍ମେସର୍ ଜେଡେବେଲେ ତାର୍ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା, ପର୍ମେସରର୍ ଦୁତ୍ମନ୍ ତାକେ ସେବା କର୍ବାଇ ।
7 O aniołach zaś mówi: On czyni swoich aniołów duchami, a swoje sługi płomieniami ognia.
୭ମାତର୍ ସରଗର୍ ଦୁତ୍ମନର୍ ବିସଇନେଇ ପର୍ମେସର୍ ଏନ୍ତାରି କଇରଇଲା, ପର୍ମେସର୍ ତାର୍ ଦୁତ୍ମନ୍କେ ପବନ୍ ପାରା କଲାଆଚେ । ଆରି ତାର୍ ଦାଙ୍ଗ୍ଡାମନ୍କେ ଲାଗ୍ବା ଜଇପାରା କଲାଆଚେ ।
8 Lecz do Syna [mówi]: Twój tron, o Boże, na wieki wieków, berłem sprawiedliwości [jest] berło twego królestwa. (aiōn )
୮ତାର୍ ପଅର୍ ବିସଇ ସେ ଏନ୍ତାରି କଇରଇଲା, “ଏ ପର୍ମେସର୍ ତର୍ ରାଇଜ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସି, ଆରି କେବେ ନ ସାରେ । କାଇ ଅନିଆଇ ନ କରି ତର୍ ଲକ୍ମନ୍କେ ସାସନ୍ କଲୁସ୍ନି । (aiōn )
9 Umiłowałeś sprawiedliwość, a znienawidziłeś nieprawość, dlatego namaścił cię, o Boże, twój Bóg olejkiem radości bardziej niż twoich towarzyszy.
୯ସତ୍ ବିସଇ ମନ୍କରି ବିନ୍ ବିସଇ ଗିନ୍ କଲୁସ୍ନି । ତେବର୍ପାଇ ତର୍ ପର୍ମେସର୍ ତକେ ବାଚ୍ଲାଆଚେ । ସେ ତକେ ଆଲାଦ୍ କରି ତର୍ ସଙ୍ଗାରିମନର୍ ତେଇଅନି ଅଦିକ୍ ସନ୍ମାନ୍ ଦେଇ ସାର୍ଦା କରାଇଆଚେ ।”
10 Oraz: Ty, Panie, na początku założyłeś [fundamenty] ziemi, a niebiosa są dziełem twoich rąk.
୧୦ସେ ଏନ୍ତାରି ମିସା କଇଲାଆଚେ, “ଏ ମାପ୍ରୁ ଆରାମେ ଅନି ତୁଇ ଜଗତ୍ ତିଆର୍ କରିଆଚୁସ୍ । ଆରି ତର୍ ନିଜର୍ ଆତେ ଆକାସ୍ ଆରି ତେଇ ରଇବା ସବୁଜାକ ତିଆର୍ କଲୁସ୍ ।
11 One przeminą, ale ty zostaniesz i wszystkie jak szata się zestarzeją;
୧୧ସେଟା ସବୁ ମାୟା ଅଇଜାଇସି, ମାତର୍ ତୁଇ ସବୁଦିନର୍ପାଇ ରଇସୁ । ସେଟା ସବୁ ପୁର୍ନା ଲୁଗା ପାରା ଚିରି ଅଇଜାଇସି ।
12 I jak płaszcz je zwiniesz, i zostaną odmienione. Ty zaś jesteś ten sam, a twoje lata się nie skończą.
୧୨ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍କେ ସଙ୍ଗଇସୁ । ଆରି ଲୁଗା ପାଲ୍ଟନା କଲାପାରା ବାଦ୍ଲାଇସୁ । ମାତର୍ ନିଜେ ତୁଇ ନ ବାଦ୍ଲି କରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସୁ ।”
13 Do którego też z aniołów kiedykolwiek powiedział: Siądź po mojej prawicy, aż położę twoich nieprzyjaciół jako podnóżek pod twoje stopy?
୧୩ପର୍ମେସର୍ ତାର୍ କନ୍ ଦୁତ୍ମନ୍କେ ମିସା କଏନାଇ, “ମୁଇ ତମର୍ ଦୁତ୍ମନ୍କେ ତମର୍ ପାଦ୍ତଲେ ନ ସଙ୍ଗଇବା ଜାକ ମର୍ ଉଜାବାଟେ ବସି ରୁଆ ।”
14 Czy nie są oni wszyscy duchami służebnymi, posyłanymi, by służyć tym, którzy mają odziedziczyć zbawienie?
୧୪ତେବର୍ପାଇ ପିଲାମନ୍ ସବୁ ରକତ୍ ମାଉଁସ୍ ମିସି ରଇବାକେ ସେ ମିସା ନିଜର୍ ସେ ରକାମ୍ ସିତି ମିସିଗାଲା, ଆରି ତାର୍ ମରନ୍ ସଙ୍ଗ୍ ମରନର୍ ଅଦିକାରି ସୟ୍ତାନ୍କେ ବିନାସ୍ କଲା ।