< Galacjan 4 >
1 Mówię więc: Dopóki dziedzic jest dzieckiem, niczym się nie różni od sługi, chociaż jest panem wszystkiego.
୧କାତା ଇସାବେ କଇଅଇସି । ପିଲା ବାବାର୍ ସବୁ ଦନ୍ସଁମ୍ପତି ପାଇବାର୍ ଅଦିକାର୍ ଆଚେ, ମାତର୍ ସବୁ ଜାକ ତାର୍ ଅଇରଇଲା ପଚେ ମିସା, ବୟସ୍ ନ ଅଇବା ଜାକ ସେ ଗତିଦାଙ୍ଗ୍ଡା ଇସାବେ ଲେକା ଅଇସି ।
2 Lecz jest poddany opiekunom i zarządcom aż do czasu wyznaczonego przez ojca.
୨ବୟସ୍ ନ ଅଇବା ଜାକ, ତାର୍ ବାବା ଟିକ୍ କର୍ବା ବେଲା ନ ଅଇବା ଜାକ, ବିନ୍ ଲକ୍ମନ୍ ତାକେ ଜତନ୍ କର୍ବାଇ ଆରି ତାର୍ ସବୁ ବିସଇ ଦେକାରକା କର୍ବାଇ ।
3 Podobnie i my, gdy byliśmy dziećmi, byliśmy w niewoli żywiołów tego świata.
୩ସେନ୍ତାରିସେ ଆମେ ମିସା ଆତ୍ମାର୍ ଇସାବେ ବୟସ୍ ନ ଅଇବା ଆଗ୍ତୁ, ଜଗତ୍କେ ସାସନ୍ କର୍ବା ନିଅମ୍, ଆରି ରିତିନିତିର୍ ଗତିଦାଙ୍ଗ୍ଡା ଅଇ ରଇଲୁ ।
4 Lecz gdy nadeszła pełnia czasu, Bóg posłał swego Syna, zrodzonego z kobiety, zrodzonego pod prawem;
୪ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ ।
5 Aby wykupił tych, którzy [byli] pod prawem, abyśmy dostąpili usynowienia.
୫ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
6 A ponieważ jesteście synami, Bóg posłał do waszych serc Ducha swego Syna, wołającego: Abba, Ojcze!
୬ତମେମନ୍ ଜେ ପରମେସରର୍ ପିଲାଜିଲା, ଏଟା ଦେକାଇ ଦେବାକେ, ପରମେସର୍ ତାର୍ ପଅର୍ ଆତ୍ମା ଆମର୍ ମନ୍ ବିତ୍ରେ ପାଟାଇଲା ଆଚେ । ସେ ଆତ୍ମା ଆଉଲିଅଇ କଇଲାନି, “ବାବା! ଏ ମର୍ ବାବା!”
7 Tak więc już nie jesteś sługą, ale synem, a jeśli synem, [to] i dziedzicem Bożym przez Chrystusa.
୭ସେଟାର୍ପାଇ ତମେ ଆରି ବିକିଅଇରଇବା ଗତିଦାଙ୍ଗ୍ଡା ନୁଆସ୍, ମାତର୍ ପିଲାମନ୍ । ତମେ ତାର୍ ପିଲାଜିଲା ଅଇଲାର୍ ଲାଗି, ପରମେସର୍ ତାର୍ ପିଲାଟକିମନର୍ପାଇ ଜାଇଟା ସଙ୍ଗଇଲା ଆଚେ, ସେଟା ସବୁ ତମ୍କେ ଦାନ୍ କରିଦେଇସି ।
8 Wprawdzie dawniej, gdy nie znaliście Boga, służyliście tym, którzy z natury nie są bogami.
୮ଆଗ୍ତୁ ତମେମନ୍ ପରମେସର୍କେ ଜାନି ନ ରଇଲାସ୍, ସେଟାର୍ ପାଇ ତମେ ମିଚ୍ ଦେବିଦେବ୍ତାମନର୍ ଗତି ଅଇରଇଲାସ୍ ।
9 Ale teraz, gdy poznaliście Boga, a raczej gdy zostaliście przez Boga poznani, jakże możecie ponownie wracać do słabych i nędznych żywiołów, którym ponownie chcecie służyć?
୯ମାତର୍ ଏବେ ତମେ ପରମେସର୍କେ ଜାନିଆଚାସ୍, ନଇଲେ ମୁଇ କଇବି ପରମେସର୍ ତମ୍କେ ଜାନିଆଚେ । ତେବେ ଏଟା କେନ୍ତି ଅଇପାରେ ଜେ, ତମ୍କେ ରକିଆ କରିନାପାରି, ବପୁ ନ ରଇ ନସିଜିବା ଦେବ୍ତାମନର୍ ଲଗେ ଆରି ତରେକ୍ ବାଉଡି ଜିବାକେ ମନ୍ କଲାସ୍ନି? ତମେ କାଇକେ ଆରି ତରେକ୍ ସେମନର୍ ଗତିଦାଙ୍ଗ୍ଡା ଅଇବାକେ ମନ୍ କଲାସ୍ନି?
10 Zachowujecie dni i miesiące, pory i lata.
୧୦ଦୁକର୍ କାତା, ତମେ କେତେଟା ଦିନ୍, ମାସ୍, ପାଗ୍ ଆରି ବରସ୍କେ ବେସି ମନ୍ଦିଆନ୍ ଦେଲାସ୍ନି ।
11 Boję się o was, czy przypadkiem na próżno nie trudziłem się nad wami.
୧୧ମୁଇ ତମର୍ ପାଇ ବେସି ଚିନ୍ତା କଲିନି । ତମର୍ପାଇ ମର୍ ସବୁ କାମ୍ ବେକାର୍ ଅଇଲା କି?
12 Bracia, proszę was, bądźcie tacy jak ja, gdyż i ja [jestem] taki jak wy. W niczym mnie nie skrzywdziliście.
୧୨ବାଇମନ୍, ମୁଇ ତମ୍କେ ଜୁଆର୍ କରି କଇଲିନି, ମୁଇ ଜେନ୍ତାର୍ କଇଲିନି, ସେନ୍ତାରି ଜିଆ । ମୁଇ ଜିଉଦି ଅଇଲେ ମିସା ତମର୍ପାରା ଜିଉଦି ନଇଲା ଲକ୍ ପାରା ଅଇକରି, ମସାର୍ ନିୟମେଅନି ମୁକ୍ଲିଆଚି । ଆରି ତମେ ମକେ କାଇମିସା ଅନିଆଇ କରାସ୍ ନାଇ ।
13 Wiecie przecież, że pierwszy raz głosiłem wam ewangelię w słabości ciała.
୧୩ମୁଇ ପର୍ତୁମ୍ ତର୍ କାଇକେ ତମର୍ ସଙ୍ଗ୍ ରଇଲି, ସେଟା ଏତାଆ । ସେଡ୍କି ବେଲେ ମକେ ଜର୍ଅଇରଲାକେ ତମ୍କେ ସୁବ୍କବର୍ ଜାନାଇରଇଲି ।
14 A mojej cielesnej próby nie lekceważyliście sobie ani nie wzgardziliście, ale przyjęliście mnie jak anioła Boga, jak [samego] Chrystusa Jezusa.
୧୪ମାତର୍ ମର୍ ଗାଗଡ୍ ନିକ ନ ରଇଲାର୍ପାଇ ତମ୍କେ ବେସି ଅସୁବିଦା ଅଇଲା । ଅଇଲେମିସା ତମେ ମକେ ଏଲା କରାସ୍ ନାଇ କି ଚାଡି ଦିଆସ୍ ନାଇ, ମାତର୍ ମକେ ଗଟେକ୍ ସରଗର୍ ଦୁତ୍ପାରା ଡାକି ରଇଲାସ୍ । କିରିସ୍ଟ ଜିସୁକେ ଜେନ୍ତି ତମେ ଡାକ୍ତାସ୍, ସେନ୍ତି ମକେ ମିସା ଡାକ୍ଲାସ୍ ।
15 Gdzież więc się podziało to wasze błogosławieństwo? Daję wam bowiem świadectwo, że gdyby to było możliwe, wyłupilibyście sobie oczy i dali je mnie.
୧୫ସେବେଲା ତମେ କେତେକ୍ ସାର୍ଦା ରଇଲାସ୍! ମାତର୍ ଏବେ ଆମର୍ ବିତ୍ରେ ରଇବା ସେ ସାର୍ଦା କେନେ ଗାଲା? ତମର୍ ବିସଇ ମୁଇ ଡାଟ୍ସଙ୍ଗ୍ କଇଲିନି ଜେ, ଜଦି ଅଇପାର୍ତା ଆଲେ, ତମର୍ ନିଜର୍ ନିଜର୍ ଆଁକି ବେଟି ଆନି ମକେ ଦେଇତାସ୍!
16 Czy mówiąc wam prawdę, stałem się waszym nieprzyjacielem?
୧୬ମାତର୍ ମୁଇ ଏବେ ସତ୍ କଇଲାର୍ ପାଇ, କାଇ ତମର୍ ସତ୍ରୁ ଅଇଗାଲି ଆଚି କି?
17 Gorliwie o was zabiegają niedobrze, lecz chcą was odłączyć, abyście o nich zabiegali.
୧୭ସେ ବିନ୍ ଲକ୍ମନ୍ ତମର୍ ବାଟେ ବେସି ଦିଆନ୍ ଦେଲାଇନି । ମାତର୍ ସେମନର୍ ଦିଆନ୍ ଦେବାଟା ସତ୍ ଇସାବେ ନାଇ । ସେମନ୍ ଏଟା ମନ୍ କଲାଇନି, ଜେନ୍ତିକି ମର୍ବାଟେଅନି ତମ୍କେ ବିନେ କଲେ, ତମେ ତାକର୍ବାଟେ ମନ୍ କର୍ସା ।
18 A zawsze jest dobrze zabiegać gorliwie o to, co dobre, a nie tylko wtedy, gdy jestem obecny wśród was.
୧୮ବିନ୍ ଲକ୍ମନ୍ ତମର୍ ବାଟେ ବେସି ଦିଆନ୍ କର୍ବାଟା ନିକ ବିସଇ । ମୁଇ ରଇଲା ବେଲେ କି ନ ରଇଲା ବେଲେ ସେମନ୍ ତମର୍ଟାନେ ଦିଆନ୍ ଦେବାଟା ନିକ ବିସଇ, ମାତର୍ ତାକର୍ ଦିଆନ୍ ଦେବାଟା ଟିକ୍ ରଇବାର୍ ଆଚେ ।
19 Moje dzieci, które znowu w bólach rodzę, aż Chrystus w was się ukształtuje;
୧୯ଏ ମର୍ ଆଲାଦର୍ ପିଲାମନ୍, ତମର୍ ବିତ୍ରେ କିରିସ୍ଟର୍ ପାରା ଚଲାଚଲ୍ତି ଅଇ ଆଇବାକେ, ମୁଇ ଆରିତରେକ୍ ଆତ୍ଗଡ୍ ସୁକ୍ ଅଇବା ପାରା ଦୁକ୍କସ୍ଟ ପାଇଲିନି ।
20 Chciałbym teraz być wśród was i zmienić swój głos, ponieważ jestem zaniepokojony o was.
୨୦ଜେନ୍ତାରିକି ମୁଇ ଏବେ ତମର୍ ଲଗେ ରଇକରି ଦାକାପୁକା ନ କରି, ବିନ୍ ଇସାବେ କାତା ଅଇବାକେ ମନ୍ କଲିନି । କାଇକେବଇଲେ ମୁଇ ତମର୍ ବିସଇନେଇ ବେସି ଚିନ୍ତା କଲିନି ।
21 Powiedzcie mi, wy, którzy chcecie być pod prawem, czy nie słuchacie, [co mówi] prawo?
୨୧ମସାର୍ ରିତିନିତିର୍ ତଲେସେ ରଇବାକେ ତମେ ମନ୍ କଲାସ୍ନି କି? ମକେ କଇଦେକାପନି, ତମେ କାଇ ରିତିନିତିଟାନର୍ ବାକିଅ ସୁନାସ୍ ନାଇ କି?
22 Napisane jest bowiem, że Abraham miał dwóch synów, jednego z niewolnicy, a drugiego z wolnej.
୨୨ଅବ୍ରାଆମ୍କେ ଦୁଇଟା ପଅ ରଇଲାଇ । ଗଟେକ୍ ତାର୍ ଗରେ ପାଇଟି କର୍ବା କୁଲିଆର୍ନିର୍ଟା, ଆରି ଗଟେକ୍ ତାର୍ ନିଜର୍ ବିବାଇ ମାଇଜିର୍ଟା । କାଇକେବଇଲେ ଲେକା ଆଚେ,
23 Lecz ten z niewolnicy urodził się według ciała, ten zaś z wolnej – według obietnicy.
୨୩ଜନ୍ଟା କୁଲିଆର୍ନିର୍ ପଅ, ସେ ମୁନୁସର୍ ମନ୍ କଲା ଇସାବେ ଜନମ୍ ଅଇଲା । ଜନ୍ଟା ବିବାଇ ମାଇଜିର୍ଟା, ପର୍ମେସର୍ କରିରଇବା ସପତ୍ ଇସାବେ ଜାତ୍ ଅଇଲାଟା ।
24 Ma to znaczenie alegoryczne: te [kobiety] oznaczają dwa przymierza: jedno z góry Synaj, które rodzi w niewolę – jest nim Hagar.
୨୪ଏ କାତା ଗଟେକ୍ ଜଟ୍କା ଇସାବେ ଆଚେ । କାଇକେବଇଲେ ଦୁଇଟା ମାଇଜି ଦୁଇଟା ରାଜିନାମା ପାରା । ଗଟେକ୍ ରାଜିନାମା ଆରାବ୍ ଦେସେ ରଇବା ସିନଅ ପର୍ବତ୍ ଉପ୍ରେ ପର୍ମେସର୍ ମସାକେ ଦେଇରଇବା ନିୟମ୍ । ଏ ରାଜିନାମା ଆଗାର୍କେ ସମାନ୍ କରି ଅଇସି । କାଇକେବଇଲେ ଆଗାର୍ ଆରି ତାର୍ ପିଲାମନ୍ ଗତି ଅଇରଇଲାଇ । ସମାନ୍ ସେନ୍ତାରିସେ ଏ ରାଜିନାମାର୍ ପିଲାମନ୍ ସବୁଲକ୍ ଗତିଦାଙ୍ଗ୍ଡା ।
25 Hagar bowiem to góra Synaj w Arabii, a odpowiada ona dzisiejszemu Jeruzalem, bo jest ono w niewoli wraz ze swoimi dziećmi.
୨୫ଆଗାର୍କେ ଆରବର୍ ସିନଅ ପର୍ବତ୍ ସଙ୍ଗ୍ ସମାନ୍ କରିଅଇସି, କନ୍ତିଅନି ନିୟମ୍ ଆଇଲାଆଚେ । ତାକେ ଏବର୍ ଜିରୁସାଲାମ୍ ସଅର୍କେ ମିସା ସମାନ୍ କରିଅଇସି । କାଇକେବଇଲେ, ଜିରୁସାଲାମେ ରଇବା ଜିଉଦିମନ୍ ମସାର୍ ନିୟମ୍ ବିସ୍ବାସ୍ କଲାଇନି । ସେ ନିୟମ୍ ବିସ୍ବାସ୍ କରି ନିୟମର୍ ଗତିଦାଙ୍ଗ୍ଡା ଅଇଆଚତ୍ ।
26 Natomiast Jeruzalem, które jest w górze, jest wolne i ono jest matką nas wszystkich.
୨୬ମାତର୍ ଅବ୍ରାଆମର୍ ବିବାଇ ମାଇଜି ଜେ କି ଗତିଦାଙ୍ଗ୍ଡା ନଏଁ, ତାକେ ସରଗର୍ ଜିରୁସାଲାମ୍କେ ସମାନ୍ କରିଅଇସି । ସେ ଆମେ ବିସ୍ବାସ୍ କର୍ବା ସବୁ ଲକର୍ ମାଆ ।
27 Napisane jest bowiem: Raduj się, niepłodna, która nie rodzisz, wykrzyknij i zawołaj, która nie znasz bólów porodowych, bo ta opuszczona ma więcej dzieci niż ta, która ma męża.
୨୭ଜେନ୍ତାରିକି ସାସ୍ତରେ ଲେକାଅଇଆଚେ, “ଅଇରେ ବାଞ୍ଜି ମାଇଜି, ତୁଇ ସାର୍ଦା ଅ, କେବେମିସା ପିଲାଜିଲା ପାଇବା ଦୁକାସୁକା ଦାରାଇ ଅଇବାଟା ନାଜାନିରଇଲେ ମିସା ଆଉଲି ଅଇ ତର୍ ସାର୍ଦା ସବୁକେ ଜାନାଇଦେସ୍ । କାଇକେବଇଲେ ମୁନୁସ୍ ସଙ୍ଗ୍ ବାସା ଅଇରଇବା ମାଇଜିର୍ ଟାନେଅନି ଗଟେକ୍ ଚାଡ୍ରି ମାଇଜିର୍ ପିଲାଜିଲା ଅଦିକ୍ ଅଇସି ।”
28 My więc, bracia, jak Izaak jesteśmy dziećmi obietnicy.
୨୮ଏ ବାଇବଇନିମନ୍ ତମେ ଇସାକର୍ ପାରା ପର୍ମେସର୍ ସପତ୍ କରି ପାଟାଇରଇବା ପିଲାଜିଲା ଅଇଗାଲାସ୍ ।
29 Lecz jak kiedyś ten, który urodził się według ciała, prześladował tego, który urodził się według Ducha, tak [dzieje się] i teraz.
୨୯ସେବେଲେ ଅବ୍ରାଆମର୍ ପିଲା ଜେ କି ଗାଗଡର୍ ଇସାବେ ଜନମ୍ ଅଇରଇଲା, ତାର୍ ସାନ୍ ବାଇକେ ସାଦ୍ବାନ୍ଦ୍ କଲା । ଜେ କି ପର୍ମେସରର୍ ଆତ୍ମା ଇସାବେ ଜନମ୍ ଅଇଲା । ସେଟା ଏବେ ମିସା ଅଇଲାନି ।
30 Co jednak mówi Pismo? Wypędź niewolnicę i jej syna. Nie będzie bowiem syn niewolnicy dziedziczył z synem wolnej.
୩୦ମାତର୍ ଏ ବିସଇନେଇ ସାସ୍ତର୍ କାଇଟା କଇଲାନି? ତେଇ ଲେକାଅଇଆଚେ, କୁଲିଆର୍ନି ଆରି ତାର୍ ପଅକେ ବାର୍କରାଇ ଦିଆସ୍ । କାଇକେବଇଲେ କୁଲିଆର୍ନିର୍ ପଅ ବିବାଇ ମାଇଜିର୍ ପଅର୍ ସଙ୍ଗ୍ ବାବାର୍ ଦନ୍ ସଁପତି ପାଇନାପାରେ ।
31 Tak więc, bracia, nie jesteśmy dziećmi niewolnicy, ale wolnej.
୩୧ତେବେ ଏ ମର୍ ବାଇବଇନିମନ୍ ଆମେ କୁଲିଆର୍ନିର୍ ପିଲାଜିଲା ନଉଁ, ବିବାଇ ମାଇଜିର୍ ପିଲାଜିଲା ।