< I Piotra 1 >
1 Piotr, apostoł Jezusa Chrystusa, do wychodźców rozproszonych w Poncie, Galacji, Kapadocji, Azji i Bitynii;
୧ମୁଇ ପିତର୍, ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ସିସ୍ । ପନ୍ତ୍, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍ମନ୍କେ, ବିନ୍ଦେସର୍ ଲକ୍ମନର୍ପାରା ଚିନ୍ବିନ୍ ଅଇଜାଇରଇବା ପର୍ମେସରର୍ ଲକ୍ମନ୍କେ ମୁଇ ଏ ଚିଟି ଲେକ୍ଲିନି ।
2 Wybranych według uprzedniej wiedzy Boga Ojca, przez uświęcenie Ducha dla posłuszeństwa i pokropienia krwią Jezusa Chrystusa. Łaska i pokój niech się wam pomnożą.
୨ତାର୍ ଜଜ୍ନା ଇସାବେ ବାବା ପର୍ମେସର୍ ତମ୍କେ ଡାକ୍ଲା ଆଚେ । ତାର୍ ସୁକଲ୍ ଆତ୍ମାଇ ସେ ତମ୍କେ ତାର୍ ସୁକଲ୍ ଲକ୍ କରାଇସି । ତମେ ଜିସୁ କିରିସ୍ଟକେ ମାନିକରି, ତାର୍ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍ନା କଲା । ତାର୍ ଜିବନ୍ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍ ତମ୍କେ ମିଲ ।
3 Błogosławiony [niech będzie] Bóg i Ojciec naszego Pana Jezusa Chrystusa, który według swego wielkiego miłosierdzia zrodził nas na nowo do żywej nadziei przez wskrzeszenie Jezusa Chrystusa z martwych;
୩ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଜବର୍ ଅଇତେ ଦୟା କଲାର୍ପାଇ ଆମ୍କେ ନୁଆ ଜିବନ୍ ଦେଲା ଆଚେ । ଜିସୁକିରିସ୍ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍କେ ଉଟାଇସି ବଲିକରି ପୁରାପୁରୁନ୍ ଆସାଆଚେ ।
4 Do dziedzictwa niezniszczalnego i nieskalanego, i niewiędnącego, zachowanego w niebie dla was;
୪ସେଟାର୍ପାଇ ପର୍ମେସର୍ ତାର୍ ଲକ୍ମନର୍ପାଇ ଜେତ୍କି ସବୁ ଆସିର୍ବାଦ୍ ସର୍ଗେ ଜତନ୍ କରି ସଙ୍ଗଇଆଚେ, ସେଟା ସବୁ ଆମର୍ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍ ନ ଦାରେ କି ଉନା ମିସା ନ ଅଏ ।
5 Którzy jesteście strzeżeni mocą Boga przez wiarę ku zbawieniu, przygotowanemu do objawienia się w czasie ostatecznym.
୫ଏ ସବୁ ଆସିର୍ବାଦ୍ ଆମର୍ପାଇ । ତମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ, ତାର୍ ବପୁ ତମ୍କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍ ମୁକ୍ତି ସବୁଲକ୍ ଜାନ୍ବା ଜାକ, ତମର୍ ଉପ୍ରେ ଜାଗ୍ତେରଇସି ।
6 Z tego się radujecie, choć teraz na krótko, jeśli trzeba, zasmuceni [jesteście] z powodu rozmaitych prób;
୬ଚନେକର୍ପାଇ ତମର୍ ଜିବନେ ବିନ୍ ବିନ୍ ଦୁକ୍କସ୍ଟ ଆଇଲାକେ ମୁର୍ଚିକରି ରଇବାକେ ପଡ୍ଲେ ମିସା, ସେଟାର୍ପାଇ ତମେ ସାର୍ଦା ଅଇକରି ରୁଆ ।
7 Aby doświadczenie waszej wiary, o wiele cenniejszej od zniszczalnego złota, które jednak próbuje się w ogniu, okazało się ku chwale, czci i sławie przy objawieniu Jezusa Chrystusa;
୭ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା ।
8 A choć go nie widzieliście, miłujecie; i w niego, choć teraz go nie widzicie, wierzycie; i cieszycie się radością niewysłowioną i pełną chwały;
୮ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇ ତମର୍ ସାର୍ଦା ବେସି ବଡ୍ ।
9 Otrzymując koniec waszej wiary – zbawienie dusz.
୯ତମେ ବିସ୍ବାସ୍ କଲାର୍ପାଇ ତମ୍କେ ସର୍ଗେ ନ ସାର୍ବା ଜିବନ୍ ଆଚେ ।
10 O to zbawienie wywiadywali się i badali je prorocy, którzy prorokowali o przeznaczonej dla was łasce.
୧୦ପର୍ମେସର୍ ମୁନୁସ୍ମନ୍କେ ତାକର୍ ପାପେଅନି କେନ୍ତି ମୁକ୍ଲାଇସି ବଲି ପୁର୍ବର୍ ବବିସତ୍ବକ୍ତାମନ୍ ମନ୍ଦିଆନ୍ କରି ପଡ୍ଲାଇ । ପର୍ମେସର୍ ତମ୍କେ ଦେବା ଏ ଦାନ୍ ବିସଇ, ସେମନ୍ ଆଗ୍କେ ଗଟ୍ବା କାତା କଇଲାଇ ।
11 Badali oni, na jaką i jakiego [rodzaju] porę wskazywał Duch Chrystusa, który [był] w nich, przepowiadając cierpienia, które [miały przyjść] na Chrystusa i mającą potem nastąpić chwałę.
୧୧କିରିସ୍ଟ କେନ୍ତି ଦୁକ୍କସ୍ଟ ମୁରଚ୍ଲା, ଆରି ସବୁ ନିନ୍ଦା ସାର୍ଲା ପଚେ ସେ କେନ୍ତି ଡାକ୍ପୁଟା ପାଇଲା, ସେ ବିସଇ ପର୍ମେସରର୍ ଆତ୍ମା ସେମନ୍କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍ବାକେ ସେମନ୍ ବେସି ମନ୍ କଲାଇ । ସେଟାର୍ପାଇ ସେମନ୍ ସେ ବିସଇ ମନ୍ଦିଆନ୍ କରି ପଡ୍ଲାଇ ।
12 Zostało im objawione, że nie im samym, lecz nam służyły sprawy wam teraz zwiastowane przez tych, którzy wam głosili ewangelię przez Ducha Świętego zesłanego z nieba. W te sprawy pragną wejrzeć aniołowie.
୧୨ମାତର୍ ଜନ୍ ଆଗ୍କେ ଗଟ୍ବା କାତା ସେମନ୍ କଇରଇଲାଇ, ସେଟା ସେମନର୍ ବଲ୍ପାଇ ନାଇ ମାତର୍ ତମର୍ ବଲ୍ପାଇ ବଲି ପର୍ମେସର୍ ସେମନ୍କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍ ଅଇଲା । କାଇକେବଇଲେ ଜନ୍ ଲକ୍ମନ୍ ତମ୍କେ ସୁବ୍ କବର୍ ଜାନାଇଲାଇ ଆଚତ୍, ତମେ ସେ କାତା ସୁନିଆଚାସ୍ । ସର୍ଗେଅନି ପାଟାଇରଇବା ସୁକଲ୍ଆତ୍ମା ସେମନ୍କେ ବପୁଦେଲା । ଦୁତ୍ମନ୍ ମିସା ଏ ବିସଇ ଜାନ୍ବାକେ ମନ୍ କଲାଇ ।
13 Dlatego przepaszcie biodra waszego umysłu i bądźcie trzeźwi, pokładając doskonałą nadzieję w łasce, która będzie wam dana przy objawieniu Jezusa Chrystusa.
୧୩ସେଟାର୍ପାଇ ତମେ ନିଜର୍ ନିଜର୍ ମନେ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ଜାଗିରୁଆ । ଆରି ଜିସୁ କିରିସ୍ଟ ବାଉଡି ଆଇବା ବେଲାଇ ସେ ଜନ୍ ଆସିର୍ବାଦ୍ ତମ୍କେ ଦେଇସି, ସେଟା ମିଲ୍ସି ବଲି ପୁରାପୁରୁନ୍ ଆସା ଉଆ ।
14 Jak posłuszne dzieci nie ulegajcie pożądliwościom, jakie władały wami wcześniej, w czasie waszej nieświadomości;
୧୪ପର୍ମେସରର୍ ଆଦେସ୍ ମାନିକରି ରୁଆ । ତାର୍ ସତ୍ ସିକିଆ ଜାନ୍ବା ଆଗ୍ତୁ ତମେ କେନ୍ତାରି ନିଜେ ମନ୍ କଲାଟା ପୁରାପୁରୁନ୍ କର୍ତେରଇଲାସ୍, ସେନ୍ତାରି ଆରି କରାନାଇ ।
15 Lecz jak ten, który was powołał, jest święty, tak i wy bądźcie świętymi we wszelkim [waszym] postępowaniu;
୧୫ମାତର୍ ତମ୍କେ ଡାକ୍ଲା ମାପ୍ରୁ ଜେନ୍ତାର୍ ସୁକଲ୍ ଆଚେ, ସେନ୍ତାରିସେ ତମେମନ୍ ମିସା ତମର୍ ସବୁ ବିସଇଟାନେ ସୁକଲ୍ ଉଆ ।
16 Gdyż jest napisane: Świętymi bądźcie, bo ja jestem święty.
୧୬ତେବେ ସାସ୍ତରେ ଲେକା ଆଚେ, ପର୍ମେସର୍ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍, ତମେ ମିସା ସେନ୍ତାରି ସୁକଲ୍ ଉଆ ।
17 A jeżeli Ojcem nazywacie tego, który bez względu na osobę sądzi każdego według uczynków, spędzajcie czas waszego pielgrzymowania w bojaźni;
୧୭ପର୍ମେସର୍ ଜେଡେବେଲେ ମୁନୁସ୍ମନ୍କେ ବିଚାର୍ କର୍ସି, ସେ କାର୍ବିତ୍ରେ ସାନ୍ ବଡ୍ ନ ଦେକେ । ଗଟେକ୍ ଗଟେକ୍ ଲକ୍କେ ତାକର୍ କଲା କାମ୍ ଇସାବେ ସେ ବିଚାର୍ କର୍ସି । ତେବେ ତମେ ପାର୍ତନା କର୍ବାବେଲେ ପର୍ମେସର୍କେ ବାବା ବଲି ଡାକ୍ଲାସ୍ନି । ତମେ ଜେତ୍କି ଦିନ୍ ଏ ଜଗତେ ବଁଚିଆଚାସ୍, ତାକେ ମାନିକରି ରଇବାର୍ଆଚେ ।
18 Wiedząc, że nie [tym, co] zniszczalne, srebrem lub złotem, zostaliście wykupieni z waszego marnego postępowania przekazanego przez ojców;
୧୮ତମର୍ ଆନିଦାଦିମନର୍ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍କେ ମୁକ୍ଲାଇଆଚେ, ସେଟା ତମେ ଜାନିଆଚାସ୍ । ତମ୍କେ ମୁକ୍ଲାଇବାକେ ସେ ନସି ଜିବା ସୁନା କି ରୁପାର୍ ମୁଲିଅ ଦେଏ ନାଇ ।
19 Lecz drogą krwią Chrystusa jako baranka niewinnego i nieskalanego;
୧୯ମାତର୍ ବେସି ମୁଲିଅ ରଇବା ଜିସୁକିରିସ୍ଟର୍ ବନି, ଜନ୍ଟା ସେ ତାର୍ ମରନେ ରକଇଦେଲା । କାଇ ଦସ୍ କି କାଇ ଅବାବ୍ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
20 Przeznaczonego do tego przed założeniem świata, a objawionego w czasach ostatecznych ze względu na was.
୨୦ଏ ଜଗତ୍ ତିଆର୍ ନ ଅଇବା ଆଗ୍ତୁ ପର୍ମେସର୍ କିରିସ୍ଟକେ ବାଚିରଇଲା । ମାତର୍ ଏବେ ଏ ସାରାସାରି ଦିନେ ସେ ତାକେ ଦେକାଇଲା ଆଚେ । ଜେନ୍ତାରି କି ସେ ଆମ୍କେ ସାଇଜକରିପାର୍ସି ।
21 Wy przez niego uwierzyliście w Boga, który go wskrzesił z martwych i dał mu chwałę, aby wasza wiara i nadzieja były w Bogu.
୨୧ଜିସୁକିରିସ୍ଟର୍ ଲାଗି ତମେ ଏବେ ପର୍ମେସର୍କେ ବିସ୍ବାସ୍ କଲାସ୍ନି । ସେ ଆକା କିରିସ୍ଟକେ ମରନେଅନି ଉଟାଇକରି ଡାକ୍ପୁଟା କଲା ଆଚେ । ତେବର୍ପାଇ ତମର୍ ବିସ୍ବାସ୍ ଆରି ଆସା ଏବେ ପର୍ମେସର୍ଟାନେ ଆଚେ ।
22 Skoro oczyściliście swoje dusze, będąc posłuszni prawdzie przez Ducha ku nieobłudnej braterskiej miłości, czystym sercem jedni drugich gorąco miłujcie;
୨୨ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
23 Będąc odrodzeni nie z nasienia zniszczalnego, ale z niezniszczalnego, przez słowo Boże, które jest żywe i trwa na wieki. (aiōn )
୨୩ତମେ ଆରିତରେକ୍ ଜନମ୍ ଅଇଲାସ୍କେ ଏନ୍ତାରି କଲାସ୍ନି । କେବେ ନ ମର୍ବା ବାବାମାଆର୍ ପିଲାମନର୍ ଇସାବେ । ତାର୍ ବାକିଅ ତମ୍କେ ନୁଆ ଜିବନ୍ ଦେଲାଆଚେ । ତାର୍ ବାକିଅ ସବୁଦିନର୍ପାଇ ରଇସି । (aiōn )
24 Gdyż wszelkie ciało jest jak trawa, a wszelka chwała człowieka jak kwiat trawy. Trawa uschła, a jej kwiat opadł;
୨୪ସାସ୍ତରେ ଲେକାଅଇଲାପାରା, ଗୁଲାଇ ମୁନୁସ୍ ଜାତି ଗାଁସ୍ ପାରା । ତାକର୍ ବାନିମୁର୍ତି ଗାଁସର୍ ପୁଲ୍ପାରା । ଗାଁସ୍ ସୁକିଜାଇସି ଆରି ପୁଲ୍ ଜଡିଜାଇସି ।
25 Lecz słowo Pana trwa na wieki. A jest to słowo, które zostało wam zwiastowane. (aiōn )
୨୫ମାତର୍ ପର୍ମେସରର୍ ବାକିଅ ସବୁଦିନ୍ ପାଇ ରଇସି । ଏ ବାକିଅ ଅଇଲାନି ତମ୍କେ ଜାନାଇରଇବା ସୁବ୍କବର୍ । (aiōn )