< I Koryntian 6 >
1 Czy ktoś z was, mając sprawę z drugim, śmie procesować się przed niesprawiedliwymi zamiast przed świętymi?
୧ଜଦି ତମର୍ ବିତ୍ରେ ଗଟେକ୍ ବିସ୍ବାସି ବାଇକେ ଆରି ଗଟେକ୍ ବିସ୍ବାସି ବାଇର୍ ବିରୁଦେ କାତା ରଇଲେ, ସେଟା ବିଚାର୍ କର୍ବାକେ ବିସ୍ବାସ୍ ନ କଲା ବିଚାର୍କାରିଆର୍ ଲଗେ ଜାଆ ନାଇ । ତାର୍ ବାଦୁଲେ ବିସ୍ବାସିମନ୍ ସେଟା ବିଚାର୍ କରତ୍ ।
2 Czy nie wiecie, że święci będą sądzić świat? A jeśli świat będzie sądzony przez was, to czy nie jesteście godni osądzać sprawy pomniejsze?
୨ମନେ ରଅ, ପର୍ମେସରର୍ ଲକ୍ମନ୍ ଜଗତର୍ ଲକ୍ମନର୍ ବିଚାର୍ କର୍ବାଇ । ସେନ୍ତାର୍ଆଲେ, ଏ ଗଟେକ୍ ସାନ୍ ବିସଇ ବିଚାର୍ କରିନାପାରାସ୍ କି?
3 Czy nie wiecie, że będziemy sądzić aniołów? A cóż dopiero sprawy doczesne?
୩ଏଦେ ସୁନା! ଦିନେକ୍ ଆମେ ସରଗର୍ ଦୁତ୍ମନ୍କେ ବିଚାର୍ କର୍ବୁ । ତେବେ ଏ ଜିବନେ ଆଇବା ସାନ୍ ସାନ୍ ବିସଇ ବିଚାର୍ କର୍ବାକେ ଅଦିକ୍ ସଅଜ୍ ନଏଁ କି?
4 Jeśli więc macie do osądzenia sprawy doczesne, ustanawiajcie sędziami najmniej poważanych w kościele.
୪ଜଦି ବିନ୍ ବିସ୍ବାସି ମନର୍ ସଙ୍ଗ୍ ଲାଗାଜଡା ଅଇଲେ ରାଜିନାମା କର୍ବାକେ ତମର୍ ମଣ୍ଡଲି ବିତ୍ରେ ବିସ୍ବାସ୍ ଇସାବେ ସନ୍ମାନ୍ ନ ପାଇବା ଲକର୍ଟାନେ କାଇକେ ଗାଲାସ୍ନି?
5 Mówię to ku waszemu zawstydzeniu. Czy nie ma wśród was ani jednego mądrego, który może rozsądzić między swoimi braćmi?
୫ମୁଇ ତମ୍କେ ଲାଜ୍କରାଇବାକେ ଏ କାତା ଲେକିଆଚି । ବିସ୍ବାସି ବାଇ ବାଇ ବିତ୍ରେ କିରମାର ଅଇଲାଟା ରାଜିନାମା କର୍ବାକେ ସତଇସେ ତମର୍ ବିତ୍ରେ ଗଟେକ୍ ମିସା ବୁଦି ରଇଲା ଲକ୍ ନାଇ କି?
6 A tymczasem brat z bratem się procesuje, i to przed niewierzącymi.
୬ଏଦେ ଦେକା! ଏଟା କେନ୍ତାର୍ କଲାସ୍ନି? ଗଟେକ୍ ବିସ୍ବାସି ବାଇ ଆରି ଗଟେକ୍ ବାଇର୍ ବିରୁଦେ ବିଚାର୍ନା ଗରେ ଗାଲାନି, ଆରି ସେ ବିଚାର୍ନା, ବିସ୍ବାସ୍ ନ କରୁମନ୍କେ ସର୍ପିଦେଲାସ୍ନି ।
7 W ogóle już to przynosi wam ujmę, że się ze sobą procesujecie. Czemu raczej krzywdy nie cierpicie? Czemu raczej szkody nie ponosicie?
୭ତମେ ତମର୍ ତମର୍ ବିତ୍ରେ ଲାଗାଜଡା ଅଇକରି କରଟ୍ ଦୁଆର୍ ଜାକ ଗାଲାସ୍ନି । ଇତିଅନି ଜାନା ପଡ୍ଲାନିଜେ ମିସାବିଡାଟାନେ ପୁରାପୁରୁନ୍ ଆରି ଜାଇ ଆଚାସ୍ । ତମର୍ ପାଇ ଅନିଆଇ ମୁର୍ଚିକରି, କେତି ଅଇବାଟା ମୁର୍ଚିକରି ରଇଲେ ନିକ ଅଇତା ।
8 Przeciwnie, wy krzywdzicie i wyrządzacie szkodę, i to braciom.
୮ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ଅନିଆଇ ଆରି କେତି କଲାସ୍ନି । ସେଟା ମିସା ନିଜର୍ ବିସ୍ବାସି ବାଇବଇନିମନ୍କେ!
9 Czy nie wiecie, że niesprawiedliwi nie odziedziczą królestwa Bożego? Nie łudźcie się: ani rozpustnicy, ani bałwochwalcy, ani cudzołożnicy, ani zniewieściali, ani mężczyźni współżyjący ze sobą;
୯ମନେରଅ ଜନ୍ ଲକ୍ମନ୍ ପାପେରଇକରି ବଁଚ୍ବାଇ ସେମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ । ନିଜେ ନାଡାଇ ଉଆନାଇ । ଜନ୍ ଲକ୍ମନ୍ ନିୟମ୍ ବିରୁଦେ ଚଲାଚଲ୍ତି କଲାଇନି କି ମୁର୍ତି ପୁଜା କଲାଇନି କି ବେବିଚାର୍ କାମ୍ କଲାଇନି କି ମନସ୍ ମନସ୍ ବିତ୍ରେ ଆରି ମାଇଜି ମାଇଜି ବିତ୍ରେ ଅଇବା କାରାପ୍ କାମ୍ କଲାଇନି, ବେସିଆ କାମ୍ କଲାଇନି,
10 Ani złodzieje, ani chciwi, ani pijacy, ani złorzeczący, ani zdziercy nie odziedziczą królestwa Bożego.
୧୦ଚର୍ନା ଅଇଲାନି, କି ଦନ୍ ଲବ୍ରା ଅଇଲାନି, ମାତୁଆଲ୍ କି ନିନ୍ଦା କର୍ବାଲକ୍ ଅଇଲାନି କି ଅଲ୍ଗା ଲକର୍ ଜିନିସ୍ ଚରାଇବା ଲକ୍ ଅଇଲାନି, ଏମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ ।
11 A takimi niektórzy z was byli. Lecz zostaliście obmyci, lecz zostaliście uświęceni, lecz zostaliście usprawiedliwieni w imię Pana Jezusa i przez Ducha naszego Boga.
୧୧ମାପ୍ରୁକେ ବିସ୍ବାସ୍ କର୍ବା ଆଗ୍ତୁ, ତମର୍ ବିତ୍ରେ କେ କେ ଏନ୍ତାରି ଅଇରଇଲାସ୍, ମାତର୍ ପର୍ମେସର୍ ତମର୍ ପାପ୍ ସବୁ ଦଇ ଦେଲା । ଆରି ମାପ୍ରୁ ଜିସୁ କିରିସ୍ଟ ଆରି ସୁକଲ୍ ଆତ୍ମାର୍ ଲାଗି ଦରମ୍ ବଲାଇ ଅଇଆଚାସ୍ ।
12 Wszystko mi wolno, ale nie wszystko jest pożyteczne. Wszystko mi wolno, ale ja nie dam się niczemu zniewolić.
୧୨ତମର୍ ବିତ୍ରେ କେତେଲକ୍ କଇବାଇ, “ମୁଇ ଜନ୍ଟା ମନ୍ କଲିନି, ସେଟା କର୍ବି” । ମୁଇ କଇବି, “ଉଁ, ସେଟା ସତ୍, ମାତର୍ ସବୁ ବିସଇ ମର୍ ପାଇ ନିକ ନଏଁ ।” କେତେଲକ୍ କଇବାଇ ସବୁ କର୍ବାକେ ମର୍ ଅଦିକାର୍ ଆଚେ, । ମାତର୍ ମୁଇ କଇବି, ଜନ୍ ବିସଇ ମିସା ମକେ ଦାରି ରକିରଇବାକେ ମୁଇ ନ ଦେଇ, ।
13 Pokarmy [są] dla brzucha, a brzuch dla pokarmów. Lecz Bóg zniszczy i jedno, i drugie. Ciało zaś nie [jest] dla nierządu, ale dla Pana, a Pan dla ciała.
୧୩କେତେଲକ୍ କଇବାଇ, ପେଟ୍ ଜଦି କାଦି କାଇବାକେ ମନ୍ କଲାନି ବଇଲେ କାଦି କାଇବାଟା ନିକ, । ମାତର୍ ମୁଇ କଇଲିନି, ପର୍ମେସର୍ ଗଟେକ୍ ଦିନ୍ ଏ ଦୁଇଟାକେ ମିସା କୁରୁପ୍ନାସ୍ କର୍ସି । ଗାଗଡ୍ ବେବିଚାର୍ କାମ୍ କର୍ବାକେ ନାଇ, ମାତର୍ ମାପ୍ରୁର୍ ସେବା କର୍ବାକେ ଲାଗ । ଗାଗଡ୍କେ ଦର୍କାର୍ ଅଇବାଟା ମାପ୍ରୁ ଜାଗାଇସି ।
14 A Bóg i Pana wskrzesił, i nas wskrzesi swoją mocą.
୧୪ପର୍ମେସର୍, ମାପ୍ରୁ ଜିସୁକେ ତାର୍ ନିଜର୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା । ସେନ୍ତାରିସେ ଆମ୍କେ ମିସା ଉଟାଇସି, ।
15 Czyż nie wiecie, że wasze ciała są członkami Chrystusa? Czy więc wezmę członki Chrystusa i uczynię je członkami nierządnicy? Nie daj Boże!
୧୫ତମର୍ ଗାଗଡ୍ କିରିସ୍ଟର୍ ଗାଗ୍ଡେ ମିସିକରି ଆଚେ, ଏଟା କାଇ ତମେ ନାଜାନାସ୍ କି? ତେବେ ମୁଇ କାଇ କିରିସ୍ଟର୍ ଗାଗଡର୍ ଗଟେକ୍ ବାଗ୍ ନେଇକରି ବେସିଆର୍ ଗାଗ୍ଡେ ମିସାଇବି କି? ନାଇ, ସେନ୍ତାରି କେବେ ମିସା ନ ଅ ।
16 Czyż nie wiecie, że ten, kto się łączy z nierządnicą, jest [z nią] jednym ciałem? Dwoje bowiem, mówi [on], będą jednym ciałem.
୧୬ମାତର୍ ଜେ ବେସିଆ ସଙ୍ଗ୍ ମିସ୍ସି, ସେ ତାର୍ ସଙ୍ଗ୍ ଗଟେକ୍ ଗାଗଡ୍ ଅଇସି । ଏଟା ତମେ ନାଜାନାସ୍ କି? କାଇକେବଇଲେ ଲେକା ଅଇଆଚେ, ସେ ଦୁଇଲକ୍ ଜାକ ଗଟେକ୍ ଅଇବାଇ ।
17 Kto zaś się łączy z Panem, jest [z nim] jednym duchem.
୧୭ମାତର୍ ଜେ ମାପ୍ରୁର୍ ସଙ୍ଗ୍ ମିସ୍ସି, ତାର୍ ଆତ୍ମା ଆରି ମାପ୍ରୁର୍ ଆତ୍ମା ଗଟେକ୍ ଅଇଜାଇସି ।
18 Uciekajcie od nierządu. Wszelki grzech, który człowiek popełnia, jest poza ciałem. Lecz kto dopuszcza się nierządu, grzeszy przeciwko własnemu ciału.
୧୮ବେବିଚାର୍ କାମେଅନି ଦୁରିକେ ରୁଆ । ଲକ୍ମନ୍ କାଇ ବିନ୍ ପାପ୍ କଲେ ମିସା, ସେଟା ତାର୍ ଗାଗଡର୍ ବିରୁଦେ ନଏଁ । ମାତର୍ ଜେ ବେବିଚାର୍ କାମ୍ କର୍ସି, ସେ ନିଜର୍ ଗାଗଡ୍ ବିରୁଦେ ପାପ୍ କର୍ସି ।
19 Czyż nie wiecie, że wasze ciało jest świątynią Ducha Świętego, [który] jest w was, a którego macie od Boga, i nie należycie do samych siebie?
୧୯ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ ।
20 Drogo bowiem zostaliście kupieni. Wysławiajcie więc Boga w waszym ciele i w waszym duchu, które należą do Boga.
୨୦କାଇକେବଇଲେ ପର୍ମେସର୍ ତମ୍କେ ଜବର୍ ଦାମ୍ ଦେଇକରି ଗେନିଆଚେ, ସେଟାର୍ ପାଇ ତମର୍ ଗାଗ୍ଡର୍ କାମ୍ ସଙ୍ଗ୍ ପର୍ମେସରର୍ ମଇମା କରା ।