< Jana 6 >
1 Potem odszedł Jezus za morze Galilejskie, które jest Tyberyjadzkie;
୧ତାର୍ ପଚେ ଜିସୁ ଗାଲିଲି ଗାଡ୍ ସେପାଟେ ସେ ଗାଡ୍କେ ତିବିରିଆ ଗାଡ୍ ବଲି ମିସା କଇବାଇ, ସେ ଜାଗାଇ ଗାଲା ।
2 I szedł za nim lud wielki, iż widzieli cuda jego, które czynił nad chorymi.
୨ଆରି ବେସି ଲକ୍ମନ୍ ତାର୍ ପଚେ ପଚେ ଗାଲାଇ । କାଇକେ ବଇଲେ ସେ ରଗି ଲକ୍ମନ୍କେ ତାର୍ କାବାଅଇଜିବା ବପୁ ସଙ୍ଗ୍ ନିମାନ୍ କର୍ବାଟା ସେମନ୍ ଦେକି ରଇଲାଇ ।
3 I wszedł Jezus na górę, i siedział tam z uczniami swoimi;
୩ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗଟେକ୍ ଡଙ୍ଗର୍ ଉପ୍ରେ ଜାଇ ବସ୍ଲା ।
4 A była blisko wielkanoc, święto żydowskie.
୪ସେବେଲେ ଜିଉଦି ମନର୍ ନିସ୍ତାର୍ ପରବ୍ କେଟି ଆଇତେରଇଲା ।
5 Tedy podniósł Jezus oczy i ujrzawszy, iż wielki lud idzie do niego, rzekł do Filipa: Skąd kupimy chleba, aby ci jedli?
୫ତାର୍ ଲଗେ ବେସି ଲକ୍ମନ୍ ଆଇବାଟା ଦେକିକରି ଜିସୁ ପିଲିପ୍କେ ପାଚାର୍ଲା, “ଏତେକ୍ମାଣ୍ଡ୍ ଲକ୍ମନର୍ ପାଇ କନ୍ତିଅନି ଜାଇ କାଦି ଗେନିଆନି ଅଇସି?”
6 (Ale to mówił, kusząc go; bo on wiedział, co miał czynić.)
୬ମାତର୍ ପିଲିପ୍କେ ପରିକା କର୍ବାକେ ଜିସୁ ଏନ୍ତାରି ପାଚାରି ରଇଲା । କାଇକେ ବଇଲେ ଜିସୁ କାଇଟା କର୍ବାକେ ଗାଲାନି ବଲି ସେ ନିଜେ ଜାନିରଇଲା ।
7 Odpowiedział mu Filip: Za dwieście groszy chleba nie dosyć im będzie, choćby każdy z nich mało co wziął.
୭ପିଲିପ୍ ଜିସୁକେ କଇଲା, “ଇତି ରଇଲା ସବୁ ଲକ୍ମନ୍କେ ଦୁଇସ ତେଇ ଅନି ଅଦିକ୍ ରୁପାଟାଙ୍ଗାର୍ ରୁଟି ଗେନ୍ବାକେ ପଡ୍ସି ।”
8 Rzekł mu jeden z uczniów jego, Andrzej, brat Szymona Piotra:
୮ତେଇ ଆନ୍ଦ୍ରିୟ ନାଉଁର୍ ଗଟେକ୍ ସିସ୍ ରଇଲା, ସେ ସିମନ୍ ପିତରର୍ ବାଇ । ସେ କଇଲା, “ଇତି ଗଟେକ୍ ପିଲାର୍ ଟାନେ ପାଁଚ୍ଟା ରୁଟି ଆରି ଦୁଇଟା ବାଜ୍ଲା ସାନ୍ ମାଚ୍ ଆଚେ ।
9 Jest tu jedno pacholę, co ma pięcioro chleba jęczmiennego i dwie rybki; ale cóż to jest na tak wielu?
୯ମାତର୍ ଏତ୍କି ଲକର୍ପାଇ ସେଟା ନ ଅଏ ।”
10 Tedy rzekł Jezus: Każcie ludowi usiąść. A było trawy dość na onemże miejscu, i usiadło mężów w liczbie około pięciu tysięcy.
୧୦ଜିସୁ ତାର୍ ସିସ୍ମନ୍କେ କଇଲା, “ଲକ୍ମନ୍କେ ଗାଁସ୍ ଉପ୍ରେ ବସାଆ ।” ସେ ପଡିଆଇ ବେସି ଗାଁସ୍ ରଇଲା । ଗାଁସ୍ ଉପ୍ରେ ସବୁଲକ୍ ବସ୍ଲାଇ । ଆରି ତେଇ ଅବ୍କା ମୁନୁସ୍ ପିଲାସେ ପାଁଚ୍ ଅଜାର୍ ଲକ୍ ରଇଲାଇ ।
11 Wziął tedy Jezus one chleby, a podziękowawszy rozdał uczniom, a uczniowie siedzącym; także i z onych rybek, ile jedno chcieli.
୧୧ଜିସୁ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତେଇ ବସିରଇବା ଲକ୍ମନ୍କେ ବାଟାକରି ଦେଲା । ସେନ୍ତିସେ ମାଚ୍ ମିସା ବାଟାକରି ଦେଲା । ତେଇ ସେମନ୍କେ ପେଟ୍ ପୁର୍ତେ କାଇବାକେ ମିଲ୍ଲା ।
12 A gdy byli nasyceni, rzekł uczniom swoim: Zbierzcie te ułomki, które zbywają, żeby nic nie zginęło.
୧୨ସବୁ ଲକ୍ମନ୍ ପେଟ୍ ପୁର୍ତେ କାଇଲା ପଚେ, ଜିସୁ ତାର୍ ସିସ୍ମନ୍କେ କଇଲା, “ଅଗଲ୍ଲା ମାଚ୍ ଆରି ରୁଟି ଗଟେକ୍ଟାନେ ଟୁଲିଆଉ, ତେବେ କଣ୍ଡେକ୍ ମିସା ନସ୍ଟ ନ ଅଏ ।”
13 I zebrali i napełnili dwanaście koszów ułomków z onego pięciorga chleba jęczmiennego, które zbywały tym, co jedli.
୧୩ଲକ୍ମନ୍ କାଇସାରାଇଲା ପଚେ, ସେ ପାଁଚ୍ଟା ରୁଟିଅନି ଜେତ୍କି ଅଗଲ୍ଲା, ସିସ୍ମନ୍ ସେଟା ଟୁଲିଆଇ କରି ବାର୍ଟା ଡାଲାଇ ବର୍ତି କଲାଇ ।
14 A oni ludzie, ujrzawszy cud, który uczynił Jezus, mówili: Tenci jest zaprawdę on prorok, który miał przyjść na świat.
୧୪ଜିସୁ କଲା ଏ କାବାଅଇଜିବା କାମ୍ ଦେକିକରି ତେଇ ରଇଲା ଲକ୍ମନ୍ କଇଲାଇ “ଏ ଦୁନିଆଇ ପର୍ମେସରର୍ ଜନ୍ ବବିସତ୍ବକ୍ତା ଆଇବାର୍ ରଇଲା, ସତଇସେ ଏ ଆକା ।”
15 Tedy Jezus poznawszy, iż mieli przyjść i porwać go, aby go uczynili królem, uszedł zasię sam tylko na górę.
୧୫ସେଦାପ୍ରେସେ ଲକ୍ମନ୍ ଜିସୁକେ ରାଜା କରାଇବାକେ ତିଆର୍ ଅଇବାଟା ଜାନି, ତେଇଅନି ସେ ଗଟେକ୍ ଲକ୍ ଡଙ୍ଗର୍ ଉପ୍ରେ ଉଟିଗାଲା ।
16 A gdy był wieczór, zstąpili uczniowie jego do morza.
୧୬ସେ ଦିନେ ସଞ୍ଜ୍ ଅଇଗାଲାକେ ଜିସୁର୍ ସିସ୍ମନ୍ ତେଇଅନି ଉତ୍ରିକରି ଗାଡେ ଗାଲାଇ ।
17 A wstąpiwszy w łódź, jechali za morze do Kapernaum, a już było ciemno, a Jezus nie przyszedł był do nich.
୧୭ସିସ୍ମନ୍ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା କପର୍ନାଉମ୍ ଜାଗାଇ ବାଉଡ୍ବାର୍ ଦାର୍ଲାଇ । ସେଡ୍କିବେଲେ ଆନ୍ଦାର୍ ଅଇ ଆଇତେ ରଇଲା । ମାତର୍ ସେ ବେଲା ଜାକ ଜିସୁ ତାକର୍ ଲଗେ ଆସି ନ ରଇଲା ।
18 A morze, gdy powstał wielki wiatr, burzyć się poczynało.
୧୮ଆରି ତେଇ ବେସି ବାଉ ପବନ୍ ଅଇବାର୍ ଦାର୍ଲାଜେ ଗାଡେ ବେସି ବଡ୍ ବଡ୍ ଲଅଡି ଅଇତେ ରଇଲା ।
19 Gdy tedy odpłynęli jakoby na dwadzieścia i pięć lub trzydzieści stajan, ujrzeli Jezusa chodzącego po morzu, przybliżającego się ku łodzi, i ulękli się.
୧୯ସେମନ୍ ଚଟୁ ଗାଟି ଗାଟି ପାଁଚ୍ କି ଚଅ କିଲମିଟର୍ ଗାଲା ପଚେ, ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଲଗେ ଆଇବାଟା ଦେକିକରି ସେମନ୍ ବେସି ଡରିଗାଲାଇ ।
20 A on im rzekł: Jamci jest, nie bójcie się.
୨୦ମାତର୍ ଜିସୁ ସେମନ୍କେ କଇଲା, “ଡରାନାଇ, ଏଟା ମୁଇସେ ।”
21 I wzięli go ochotnie do łodzi, a zarazem łódź przypłynęła do ziemi, do której jechali.
୨୧ଜିସୁ ଏ କାତା କଇଲା ପଚେ, ସିସ୍ମନ୍ ତାକେ ବେସି ସାର୍ଦା ସଙ୍ଗ୍ ଡଙ୍ଗାଇ ଚଗାଇଲାଇ । ଆରି ସେମନ୍ ଜନ୍ ଜାଗାଇ ଜାଇତେରଇଲାଇ, ସେ ଜାଗାଇ ଦାପ୍ରେ ଜାଇ କେଟ୍ଲାଇ ।
22 Nazajutrz lud, który był za morzem, widząc, że tam nie było drugiej łodzi, tylko ona jedna, w którą byli wstąpili uczniowie jego, a iż Jezus nie wszedł był w łódź z uczniami swoimi, ale sami uczniowie jego ujechali;
୨୨ତାର୍ ଆର୍କର୍ ଦିନର୍ ସାକାଲେ, ଗାଡ୍ ସେପାଟେ ରଇଲା ଲକ୍ମନ୍ ଜାନିପାର୍ଲାଇ ଜେ, ତେଇ ଗଟେକ୍ସେ ଡଙ୍ଗା ରଇଲା । ଆରି ସିସ୍ମନ୍ ଜିସୁକେ ମିସ୍ତେ ଡାକି ନ ନେଇ, ଡଙ୍ଗାଇ ବସି ମଜାଗାଡେ ଉଟିଗାଲାଇ ଆଚତ୍ ବଲି । ସେମନ୍ ତାକେ ଚାଡିକରି ଜାଇରଇଲାଇ ।
23 (Przyszły też były drugie łodzie z Tyberyjady, blisko do onego miejsca, gdzie jedli chleb, gdy był Pan dzięki uczynił.)
୨୩ଜନ୍ ଜାଗାଇ ମାପ୍ରୁ ଜିସୁ ପାର୍ତନା କରି ଲକ୍ମନ୍କେ ରୁଟି କାଇବାକେ ଦେଇରଇଲା, ସେ ଜାଗା ଲଗେ ତିବିରିଆ ଗାଡେଅନି ଆରି କେତେଟା ଡଙ୍ଗା ଆସି କେଟ୍ଲା ।
24 To gdy obaczył lud, iż tam nie było Jezusa, ani uczniów jego, wstąpili i oni w łodzie i przeprawili się do Kapernaum, szukając Jezusa;
୨୪ସେ ଜାଗାଇ ଲକ୍ମନ୍ ଜିସୁକେ ଆରି ତାର୍ ସିସ୍ମନ୍କେ ବେଟ୍ ନ ଅଇଲାକେ, ଡଙ୍ଗାମନ୍କେ ଚଗି ତାକେ କଜି କଜି କପର୍ନାଉମ୍ ଜାଗାବାଟେ ଜିବାକେ ବାରଇଲାଇ ।
25 A znalazłszy go za morzem, rzekli mu: Mistrzu! kiedyś tu przybył?
୨୫ଲକ୍ମନ୍ ଜିସୁକେ ଗାଡ୍ ସେପାଟେ ବେଟ୍ଅଇକରି ପାଚାର୍ଲାଇ, “ଏ ଗୁରୁ ତମେ ଇତି କେଡେବଲ୍ ଆସି କେଟ୍ଲାସ୍?”
26 Odpowiedział im Jezus i rzekł: Zaprawdę, zaprawdę powiadam wam: Szukacie mię nie przeto, iżeście widzieli cuda, ale iżeście jedli chleb, i byliście nasyceni.
୨୬ଜିସୁ ସେମନ୍କେ କଇଲା, ମୁଇ ତମ୍କେ ସତ୍ କଇଲିନି, ମୁଇ କରିରଇବା କାବାଅଇଜିବା କାମ୍ ବୁଜିକରି ମକେ କଜାସ୍ ନାଇ । ମାତର୍ ତମେ ପେଟ୍ ପୁର୍ତେ ରୁଟି କାଇରଇଲାସ୍ ବଲି ଆସିଆଚାସ୍ ।
27 Sprawujcież nie pokarm, który ginie, ale pokarm, który trwa ku żywotowi wiecznemu, który wam da Syn człowieczy; albowiem tego zapieczętował Bóg Ojciec. (aiōnios )
୨୭ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ । (aiōnios )
28 Rzekli tedy do niego: Cóż będziemy czynili, abyśmy sprawowali sprawy Boże?
୨୮ସେବେଲେ ଲକ୍ମନ୍ ଜିସୁକେ ପାଚାର୍ଲାଇ, “ଜନ୍ଟା ପର୍ମେସର୍ ମନ୍ କଲାନି, ସେଟା ଆମେ କର୍ବାର୍ ଆଲେ କାଇଟା କର୍ବାର୍ ଆଚେ?”
29 Odpowiedział Jezus i rzekł im: Toć jest sprawa Boża, abyście wierzyli w tego, którego on posłał.
୨୯ଜିସୁ ସେମନ୍କେ କଇଲା, “ଜାକେ ପର୍ମେସର୍ ପାଟାଇଲା ଆଚେ, ତାକେ ତମେ ବିସ୍ବାସ୍ କଲେ ସେଟା କରିପାରାସ୍ ।”
30 Rzekli mu tedy: Cóż wżdy ty za znak czynisz, abyśmy widzieli i wierzyli tobie? Cóż czynisz?
୩୦ସେବେଲା ସେମନ୍ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ଆମେ ଜେନ୍ତି ବିସ୍ବାସ୍ କର୍ବୁ, ସେଟାର୍ ପାଇ ଆମ୍କେ କାଇଆଲେ କାବାଅଇଜିବା କାମ୍ କରି ଦେକାଇପାରୁସ୍ କି? କ କାଇଟା କରିପାରୁସ୍?”
31 Ojcowie nasi jedli mannę na puszczy, jako jest napisano: Chleb z nieba dał im ku jedzeniu.
୩୧ଆରି ସେମନ୍ କଇଲାଇ, “ଆମର୍ ଆନିଦାଦିମନ୍ ମରୁବାଲି ବୁଏଁ ମାନା କାଦି କାଇରଇଲାଇ, ସେଟା ଆମର୍ ଦରମ୍ ସାସ୍ତର୍ ଇସାବେ ପର୍ମେସର୍ ସେମନ୍କେ ସର୍ଗେ ଅନି ଦେଇରଇଲା ।”
32 Rzekł im tedy Jezus: Zaprawdę, zaprawdę powiadam wam: Nie Mojżesz wam dał chleb z nieba, ale Ojciec mój daje wam chleb on prawdziwy z nieba.
୩୨ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ଜନ୍ଟା ମସା ତମ୍କେ ଦେଇରଇଲା, ସେଟା ସର୍ଗେଅନି ଆସିରଇଲା କାଦି ନଏଁ । ମାତର୍ ମର୍ ବାବା ତମ୍କେ ସର୍ଗେଅନି ସତ୍ କାଦି ଦେଇସି ।
33 Albowiem chleb Boży ten jest, który zstępuje z nieba i żywot daje światu.
୩୩ପର୍ମେସରର୍ କାଦି ଅଇଲାନି ଗଟେକ୍ ଲକ୍ ଜେ କି ନ ସାର୍ବା ଜିବନ୍ ଦେବାକେ ସର୍ଗେଅନି ଦୁନିଆଇ ଆସିରଇଲା” ବଲି କଇଲା ।
34 Tedy mu rzekli: Panie! daj nam zawsze tego chleba.
୩୪ଲକ୍ମନ୍ ଜିସୁକେ କଇଲାଇ, “ଆଗିଆଁ ସବୁବେଲେ ଆମ୍କେ ଏ କାଦି ଦିଆ ।”
35 I rzekł im Jezus: Jamci jest on chleb żywota; kto do mnie przychodzi, łaknąć nie będzie, a kto wierzy w mię, nigdy pragnąć nie będzie.
୩୫ତାର୍ ପଚେ ଜିସୁ ସେମନ୍କେ କଇଲା, “ମୁଇ ସେ ଜିବନର୍ କାଦି । ଜନ୍ ଲକ୍ ମର୍ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍ବାସ୍ କର୍ସି ତାକେ କେବେ ମିସା ସସ୍ ନ ଲାଗେ ।
36 Alem wam powiedział: Owszem, widzieliście mię, a nie wierzycie.
୩୬ମୁଇ ତମ୍କେ କଇଲିନି, ତମେ ମକେ ଦେକିକରି ମିସା ବିସ୍ବାସ୍ କରାସ୍ନାଇ ।
37 Wszystko, co mi daje Ojciec, do mnie przyjdzie, a tego, co do mnie przyjdzie, nie wyrzucę precz.
୩୭ମର୍ ବାବା ପର୍ମେସର୍ ଜନ୍ ଲକ୍ମନ୍କେ ମକେ ଦେଲା ଆଚେ, ସେ ଲକ୍ମନ୍ ମର୍ ଲଗେ ଆଇବାଇ । ଆରି ମର୍ ଲଗେ ଆଇବା ଲକ୍ମନ୍କେ କେବେ ମିସା ନ ବାଉଡାଇ ।
38 Bom zstąpił z nieba, nie iżbym czynił wolę moję, ale wolę onego, który mię posłał.
୩୮କାଇକେବଇଲେ ମୁଇ ନିଜେ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଆସି ନାଇ, ମାତର୍ ମକେ ପାଟାଇରଇବା ପର୍ମେସରର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ସର୍ଗେଅନି ଆସିଆଚି ।
39 A tać jest wola onego, który mię posłał, Ojca, abym z tego wszystkiego, co mi dał, nic nie stracił, ale abym to wzbudził w on ostateczny dzień.
୩୯ଜନ୍ ଲକ୍ମନ୍କେ ସେ ମକେ ଦେଲାଆଚେ, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍କେ ମିସା ନ ଆଜାଇ । ସାରାସାରି ଦିନେ ସେ ସବୁ ଲକ୍କେ ଆରିତରେକ୍ ଜିବନ୍ କରି ଉଟାଇବି । ଏଟା ଆକା ସେ ମନ୍ କର୍ବାଟା ।
40 A tać jest wola onego, który mię posłał, aby każdy, kto widzi Syna, a wierzy weń, miał żywot wieczny; a ja go wzbudzę w on ostateczny dzień. (aiōnios )
୪୦ପର୍ମେସରର୍ ପିଲା ମୁଇ କେ କେ ମକେ ଦେକ୍ବାଇ ଆରି ବିସ୍ବାସ୍ କର୍ବାଇ, ସେମନ୍ ନ ସାର୍ବା ଜିବନ୍ ପାଇବାର୍ ଆଚେ ବଲି ପର୍ମେସର୍ ମନ୍ କଲାନି । ଆରି ମୁଇ ସେମନ୍କେ ସାରାସାରି ଦିନେ ମଲାଟାନେଅନି ଜିବନ୍ ଅଇକରି ଉଟାଇ ଦେବାର୍ ଆଚେ ବଲି ମିସା ପର୍ମେସର୍ ମନ୍ କଲାନି” ବଲି କଇଲା । (aiōnios )
41 I szemrali Żydowie o nim, iż rzekł: Jam jest on chleb, który z nieba zstąpił.
୪୧ଏଟା ସୁନିକରି ଜିଉଦି ନେତାମନ୍ ଜିସୁର୍ ବିରଦେ ସେମନର୍ ବିତ୍ରେ ଦଦାପେଲା ଅଇଲାଇ । କାଇକେ ବଇଲେ, ଜିସୁ ମୁଇ ସର୍ଗେ ଅନି ଆସିରଇବା କାଦି ବଲି କଇଲାର୍ ପାଇ ସେମନ୍ ଏନ୍ତି ଅଇଲାଇ ।
42 I mówili: Izaż ten nie jest Jezus, syn Józefa, którego my ojca i matkę znamy; jakoż teraz tedy ten powiada: Żem z nieba zstąpił?
୪୨ସେମନ୍ କଇଲାଇ “ଏଟା ଜସେପର୍ ପିଲା ଜିସୁ ନଏଁ କି? ଆମେ ତାର୍ ଆୟା ବାବାକେ ଜାନି ଆଚୁ । ସେ କେନ୍ତି ‘ମୁଇ ସର୍ଗେଅନି ଆସିଆଚି’ ବଲି କଇଲାନି?”
43 Tedy odpowiedział Jezus i rzekł im: Nie szemrzyjcie między sobą.
୪୩ଜିସୁ ସେମନ୍କେ କଇଲା, ତମେ ଦଦାପେଲା ଉଆନାଇ, ଚିମ୍ରାଇଅଇ ରୁଆ ।
44 Żaden do mnie przyjść nie może, jeźli go Ojciec mój, który mię posłał, nie pociągnie; a ja go wzbudzę w ostateczny dzień.
୪୪ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି ।
45 Napisano w prorokach: I będą wszyscy wyuczeni od Boga; przetoż każdy, kto słyszał od Ojca, a nauczył się, przychodzi do mnie.
୪୫ବବିସତ୍ବକ୍ତାମନ୍ ଦରମ୍ ସାସ୍ତରେ ଲେକିଆଚତ୍, ପର୍ମେସର୍ଟାନେଅନିସେ ସବୁଲକ୍ ସିକ୍ବାଇ । କେ ମିସା ବାବାର୍ କାତା ସୁନି ତାର୍ ସିକିଆ ପାଇସି, ସେ ମର୍ଲଗେ ଆଇସି ।
46 Nie iżby kto widział Ojca, oprócz tego, który jest od Boga; ten widział Ojca.
୪୬କେ ମିସା ବାବାକେ ଦେକତ୍ନାଇ । ମୁଇ ପର୍ମେସରର୍ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି ।
47 Zaprawdę, zaprawdę powiadam wam: Kto w mię wierzy, ma żywot wieczny. (aiōnios )
୪୭ମୁଇ ତମ୍କେ ସତ୍ କଇଲିନି, ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । (aiōnios )
48 Jam jest on chleb żywota.
୪୮ଉଁ, ମୁଇସେ ଜିବନ୍ ଦେବା କାଦି ।
49 Ojcowie wasi jedli mannę na puszczy, a pomarli.
୪୯ତମର୍ ଆନିଦାଦିମନ୍ ମରୁବାଲିବୁଏଁ ମାନା କାଦି କାଇରଇଲାଇ, ଏଲେମିସା ସେମନ୍ ମଲାଇ ।
50 Ten jest on chleb, który z nieba zstępuje; jeźliby go kto jadł, nie umrze.
୫୦ମାତର୍ ଜନ୍ କାଦି ସର୍ଗେଅନି ଆଇସି, ସେଟା ଜେ କାଇଲେ ମିସା, ନ ମରତ୍ ।
51 Jamci jest chleb on żywy, którym z nieba zstąpił: jeźliby kto jadł z tego chleba, żyć będzie na wieki; a chleb, który ja dam, jest ciało moje, które ja dam za żywot świata. (aiōn )
୫୧ମୁଇସେ ସର୍ଗେଅନି ଆଇଲା ଜିବନ୍ ଦେବା କାଦି । ଏ କାଦି କାଇଲା ଲକ୍ମନ୍ ସବୁ ଦିନର୍ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍ ଗାଗଡ୍ । ଏ ଦୁନିଆର୍ ଲକ୍ମନ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚି ରଇବାକେ ମର୍ଗାଗଡ୍ ଦେବି ବଲି କଇଲା । (aiōn )
52 Wadzili się tedy Żydowie między sobą, mówiąc: Jakoż ten może nam dać ciało swoje ku jedzeniu?
୫୨ଜିସୁ କଇଲା କାତା ସୁନି ଜିଉଦି ନେତାମନ୍ ରିସାଅଇ ଆଉଲିଅଇକରି “ଏ ଲକ୍ କେନ୍ତି ନିଜର୍ ଗାଗଡ୍ ଆମ୍କେ କାଇବାକେ ଦେଇ ପାରେ?” ବଲି ଦଦାପେଲା ଅଇ କଇଲାଇ ।
53 I rzekł im Jezus: Zaprawdę, zaprawdę powiadam wam: Jeźli nie będziecie jedli ciała Syna człowieczego, i pili krwi jego, nie macie żywota w sobie.
୫୩ଜିସୁ ସେମନ୍କେ କଇଲା, “ମୁଇ ସତ୍କାତା କଇଲିନି, ପର୍ମେସର୍ ପାଟାଇ ରଇବା ନର୍ପିଲା ମୁଇ, ମର୍ ଗାଗଡ୍ ଆରି ବନି ନ କାଇଲେ, ଜିବନ୍ ମିଲାଇ ନାପାରାସ୍ ।
54 Kto je ciało moje, a pije krew moję, ma żywot wieczny, a ja go wzbudzę w on ostateczny dzień. (aiōnios )
୫୪ମାତର୍ ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି ସେ ନ ସାର୍ବା ଜିବନ୍ ପାଇସି । ମୁଇ ସେ ଲକ୍କେ ସାରାସାରି ଦିନେ ମଲାଟାନେଅନି ଉଟାଇବି । (aiōnios )
55 Albowiem ciało moje prawdziwie jest pokarm, a krew moja prawdziwie jest napój.
୫୫କାଇକେବଇଲେ, ମର୍ ଗାଗଡ୍ ଅଇଲାନି ସତ୍ କାଦି ଆରି ମର୍ ବନି ଅଇଲାନି ସତ୍ ପାନି ।
56 Kto je ciało moje i pije krew moję, we mnie mieszka, a ja w nim.
୫୬ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି, ସେ ମର୍ଟାନେ ରଇସି ଆରି ମୁଇ ତାର୍ଟାନେ ରଇବି ।
57 Jako mię posłał żyjący Ojciec, i ja żyję przez Ojca; tak kto mnie pożywa, i on żyć będzie przez mię.
୫୭ଜିବନ୍ ରଇବା ବାବା ମକେ ପାଟାଇଆଚେ, ଆରି ତାର୍ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍ଲାଗି ବଁଚିରଇସି ।
58 Tenci jest chleb on, który z nieba zstąpił, nie jako ojcowie wasi jedli mannę, a pomarli; kto je ten chleb, żyć będzie na wieki. (aiōn )
୫୮ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।” (aiōn )
59 To mówił w bóżnicy, ucząc w Kapernaum.
୫୯ଜିସୁ କପର୍ନାଉମେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାବେଲେ ଏ ସବୁ କାତା କଇରଇଲା ।
60 Wiele ich tedy z uczniów jego słysząc to, mówili: Twardać to jest mowa, któż jej słuchać może?
୬୦ଜିସୁର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ଲକ୍ ଏ କାତା ସୁନିକରି କଇଲା, “ଏ ସିକିଆ ମୁଲ୍କେ ବୁଜି ନଇଲାନି । ସେଟାର୍ପାଇ କେ ଏଟା ନାମ୍ସି?”
61 Ale wiedząc Jezus sam w sobie, iż o tem szemrali uczniowie jego, rzekł im: Toż was obraża?
୬୧ଜିସୁକେ ଏ ବିସଇ ନେଇକରି କେ କାଇବଲି ନ କଇରଇଲେ ମିସା, ସିସ୍ମନ୍ କୁଆବଲା ଅଇଲାଇନି ବଲି ଜାନିକରି, ସେ ସେମନ୍କେ କଇଲା, “ତମେ ଏ କାତା ସୁନି ମନ୍ଦୁକ୍ କଲାସ୍ନି କି?
62 Cóż, gdybyście ujrzeli Syna człowieczego wstępującego, gdzie był pierwej?
୬୨ଏନ୍ତି ବଇଲେ, ନର୍ପିଲା ମୁଇ ଜନ୍ ଜାଗାଇଅନି ଆସିରଇଲି, ସେ ଜାଗାଇ ଆରି ତରେକ୍ ବାଉଡି ଜିବାଟା ଦେକ୍ଲେ ତମେ କାଇଟା ବଲି କଇସା?
63 Duchci jest, który ożywia, ciało nic nie pomaga; słowa, które ja wam mówię, duch są i żywot są.
୬୩ପର୍ମେସରର୍ ଆତ୍ମାସେ ଜିବନ୍ ଦେଇପାରେ । ମୁନୁସର୍ ବପୁ କାଇଟା କରିନାପାରେ । ପର୍ମେସରର୍ ଜିବନ୍ ଦେବା ଆତ୍ମା ତମେ ଜେନ୍ତାରିକି ଜାନି ପାର୍ସା? ସେଟାର୍ପାଇ ମୁଇ ଏ କାତା କଇଲିଆଚି ।
64 Ale są niektórzy z was, co nie wierzą; albowiem wiedział od początku Jezus, którzy byli, co nie wierzyli, i kto jest, co go miał wydać;
୬୪ମାତର୍ ତମର୍ ବିତ୍ରେଅନି କେତେକ୍ ଲକ୍ମନ୍ ମକେ ବିସ୍ବାସ୍ କରାସ୍ ନାଇ ।” କାଇକେବଇଲେ ବିସ୍ବାସ୍ ନ କର୍ବା ଲକ୍ମନ୍କେ ଜିସୁ ଆଗେଅନି ଜାନିରଇଲା । ଆରି ପଚେ ଜନ୍ ଲକ୍ ତାକେ ସତ୍ରୁକେ ସର୍ପି ଦେଇସି, ତାକେ ମିସା ଜାନି ରଇଲା ।
65 I mówił: Dlategomci wam powiedział: Iż żaden nie może przyjść do mnie, jeźliby mu nie było dane od Ojca mojego.
୬୫ଆରି ଜିସୁ କଇଲା, “ସେଟାର୍ ପାଇସେ ମୁଇ ତମ୍କେ କଇଲିନି, ଜଦି ବାବା ନ ପାଟାଇଲେ, କେ ମିସା ମର୍ ଲଗେ ଆସିନାପାରେ ।”
66 Od tego czasu wiele uczniów jego odeszło nazad, a więcej z nim nie chodzili.
୬୬ଜିସୁ ଏ କାତା କଇଲାକେ ତାର୍ ସଙ୍ଗ୍ ଜାଇତେରଇବା ଲକ୍ମନର୍ତେଇଅନି ବେସିଲକ୍ ତାର୍ ସଙ୍ଗ୍ ଜିବାକେ ମନ୍ ନ କରି ଚାଡି ଉଟିଗାଲାଇ ।
67 Tedy rzekł Jezus do onych dwunastu: Izali i wy chcecie odejść?
୬୭ସେବେଲେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ପାଚାର୍ଲା, “ତମେ ମିସା ମକେ ଚାଡିକରି ଉଟିଜିବାକେ ମନ୍ କଲାସ୍ନି କି?”
68 I odpowiedział mu Szymon Piotr: Panie! do kogóż pójdziemy? Ty masz słowa żywota wiecznego; (aiōnios )
୬୮ସିମନ୍ ପିତର୍ ତାକେ କଇଲା, “ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ । (aiōnios )
69 A myśmy uwierzyli i poznali, żeś ty jest Chrystus, on Syn Boga żywego.
୬୯ତମେତା ପର୍ମେସରର୍ ଟାନେଅନି ଆଇଲା ସୁକଲ୍ ଲକ୍ ବଲି, ଏବେ ଆମେ ବିସ୍ବାସ୍ କରି ଜାନ୍ଲୁ ।”
70 Odpowiedział im Jezus: Izalim ja nie dwunastu was obrał? a jeden z was jest dyjabeł.
୭୦ଜିସୁ ସେମନ୍କେ କଇଲା, “ମୁଇ କାଇ ତମ୍କେ ବାର ଲକ୍କେ ବାଚି ନାଇ କି? ଏଲେମିସା ତମର୍ ବିତ୍ରେଅନି ଗଟେକ୍ ଲକ୍ ସଇତାନର୍ ।”
71 A to mówił o Judaszu, synu Szymona, Iszkaryjocie; bo go ten wydać miał, będąc jednym z onych dwunastu.
୭୧ଇସ୍କାରିୟତର୍ ପିଲା ଜିଉଦାକେ ଦେକାଇକରି ସେ ଏନ୍ତି କଇରଇଲା । କାଇକେ ବଇଲେ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ଗଟେକ୍ ଲକ୍ ଅଇମିସା, ଜିସୁକେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେବାକେ ମନ୍ କର୍ତେ ରଇଲା ।