< Jana 20 >
1 A pierwszego dnia po sabacie Maryja Magdalena przyszła rano do grobu, gdy jeszcze było ciemno, i ujrzała kamień odwalony od grobu.
୧ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜୁଲ୍ପୁଲ୍ ଉଜଲ୍ ବେଲାଇ ମଗ୍ଦଲିନି ମରିୟମ୍ ଜିସୁକେ ପାକ୍ନା ସଙ୍ଗ୍ ତିଆର୍ କରି ସଙ୍ଗଇଲା ପାଆରେ ଆସିକରି ଡାବିରଇଲା ପାକ୍ନା ଗୁଚିରଇଲାଟା ଦେକ୍ଲା ।
2 I bieżała, a przyszła do Szymona Piotra i do onego drugiego ucznia, którego miłował Jezus, i rzekła im: Wzięli Pana z grobu, a nie wiemy, gdzie go położyli.
୨ସେଟାର୍ପାଇ ସେ ପାଲାଇ କରି ସିମନ୍ ପିତର୍ ଆରି ଜିସୁ ଜନ୍ ସିସ୍କେ ବେସି ଆଲାଦ୍ କର୍ତେ ରଇଲା, ସେମନ୍କେ ଆସି କଇଲା, “ସେମନ୍ ମାପ୍ରୁକେ, ସଙ୍ଗଇଲା ଜାଗାଇଅନି ଦାରିଗାଲାଇ ଆଚତ୍ । ଆରି ତାକେ କନ୍ ଜାଗାଇ ସଙ୍ଗଇଲାଇ ଆଚତ୍ ସେଟା ଆମେ ନାଜାନୁ ।”
3 Tedy wyszedł Piotr i on drugi uczeń, a szli do grobu.
୩ସେଡ୍କି ବେଲେ ପିତର୍ ଆରି ସେ ସିସ୍, ଜିସୁକେ ସଙ୍ଗଇଲା ଜାଗାଇ ଜିବାକେ ବାରଇଲାଇ ।
4 I bieżeli obaj społem; ale on drugi uczeń wyścignął Piotra i pierwej przyszedł do grobu.
୪ସେମନ୍ ଦୁଇ ଲକ୍ ମିସ୍ତେ ପାଲାଇତେ ରଇଲାଇ । ଆରି ସେ ବିନ୍ ସିସ୍ ପିତର୍କେ ପଚେ କରି ଆଗ୍ତୁ ସଙ୍ଗଇ ରଇଲା ଜାଗାଇ କେଟ୍ଲା ।
5 A nachyliwszy się, ujrzał leżące prześcieradła; wszakże tam nie wszedł.
୫ସେ ପାଆର୍ ବିତ୍ରେ ଲଇଁକରି ଏରି ଦେକ୍ଲାଜେ, ଏଦେ ଦେକା! ତେଇ ଜିସୁର୍ ଗାଗ୍ଡେ ଗୁଡିଆଇ ଅଇରଇଲା ଲୁଗା ଅଦ୍ରିରଇଲାଟା ଦେକ୍ଲା । ମାତର୍ ସେ ବିତ୍ରେ ପୁରେନାଇ ।
6 Przyszedł też i Szymon Piotr, idąc za nim, i wszedł w grób, i ujrzał prześcieradła leżące,
୬ପଚେ ସିମନ୍ ପିତର୍ ମିସା ତାର୍ ପଚେ ପଚେ ଜାଇ କେଟ୍ଲା ଆରି ପାଆର୍ ବିତ୍ରେ ଜାଇ ତେଇ ଅଦ୍ରି ରଇଲା ଲୁଗା ଦେକ୍ଲା ।
7 I chustkę, która była na głowie jego, nie z prześcieradłami położoną, ale z osobna na jednem miejscu zwiniętą.
୭ଆରି ଜିସୁର୍ ମୁଣ୍ଡେ ଜନ୍ ଲୁଗା ଗୁଡିଆଇ କରି ବାନ୍ଦିରଇଲାଇ, ସେଟା ପାତଲ୍ ଲୁଗା ସଙ୍ଗ୍ ନ ଅଇକରି ଗଟେକ୍ ବିନ୍ଟାନେ ଗୁଡିଆଇଅଇ ରଇଲା ।
8 Potem wszedł i on drugi uczeń, który był pierwej przyszedł do grobu, i ujrzał, a uwierzył.
୮ତାର୍ ପଚେ ସେ ବିନ୍ ସିସ୍ ଜେକି ଆଗ୍ତୁ କେଟି ରଇଲା ସେ ପାଆର୍ ବିତ୍ରେ ଜାଇକରି ସେଟା ସବୁ ଦେକିକରି ବିସ୍ବାସ୍ କଲା ।
9 Albowiem jeszcze nie rozumieli Pisma, iż miał zmartwychwstać.
୯(ସେ ସିସ୍ମନ୍ ସେ ବେଲା ଜାକ ପର୍ମେସରର୍ ବଇତେଇ ଲେକା ଅଇଲା ଇସାବେ, ଜିସୁ ମଲାଟାନେଅନି ଆରି ତରେକ୍ ଜିବନ୍ ଅଇ ଉଟ୍ସି ବଲି ବୁଜି ନ ରଇଲାଇ ।)
10 I odeszli zaś oni uczniowie do domu.
୧୦ତାର୍ ପଚେ ସିସ୍ମନ୍ ପାଆର୍ ଦେକି ସାରାଇ ଗରେ ବାଉଡି ଉଟି ଗାଲାଇ ।
11 Ale Maryja stała u grobu, na dworze płacząc; a gdy płakała, nachyliła się w grób.
୧୧ମାତର୍ ମରିୟମ୍ ଜିସୁର୍ ଗାଗଡ୍ ସଙ୍ଗଇରଇଲା ପାଆର୍ ଲଗେ ଟିଆଅଇ କାନ୍ଦ୍ତେ ରଇଲା । ସେ କାନ୍ଦି କାନ୍ଦି ଲଇଁକରି ପାଆର୍ ବିତ୍ରେ ଦେକ୍ଲା,
12 I ujrzała dwóch Aniołów w bieli siedzących, jednego u głowy, a drugiego u nóg, tam gdzie było położone ciało Jezusowe.
୧୨ଆରି ଏଦେ ଦେକା! ତେଇ ଦବ୍ପଚିଆ ପିନ୍ଦିରଇବା ଦୁଇଟା ସରଗର୍ ଦୁତ୍ମନ୍ ଜିସୁକେ ଜନ୍ ଜାଗାଇ ସଙ୍ଗଇରଇଲାଇ, ଗଟେକ୍ ଲକ୍ ମୁଣ୍ଡ୍ବାଟେ ଆରିଗଟେକ୍ ଲକ୍ ଗଡ୍ବାଟେ ବସିରଇଲାଟା ଦେକ୍ଲା ।
13 Którzy jej rzekli: Niewiasto! czemu płaczesz? Rzekła im: Iż wzięli Pana mego, a nie wiem, gdzie go położyli.
୧୩ସେମନ୍ ମରିୟମ୍କେ ପାଚାର୍ଲାଇ, “ତୁଇ କାଇକେ ମା କାନ୍ଦ୍ଲୁସ୍ନି?” ମରିୟମ୍ କଇଲା, “ସେମନ୍ ମର୍ ମାପ୍ରୁର୍ ଗାଗଡ୍ କେନେକି ଦାରିଗାଲାଇ ଆଚତ୍ । ଆରି ସେମନ୍ ତାକେ କନ୍ତି ସଙ୍ଗଇଲାଇ ଆଚତ୍ ସେଟା ମୁଇ ନାଜାନି ।”
14 A to rzekłszy, obróciła się nazad i ujrzała Jezusa stojącego; lecz nie wiedziała, iż Jezus był.
୧୪ସେ ଏନ୍ତି କଇକରି ପାସଲ୍ଲା ବେଲେ, ତେଇ ଜିସୁ ଟିଆଅଇ ରଇଲାଟା ଦେକ୍ଲା । ମାତର୍ ମରିୟମ୍ ତାକେ ଜିସୁ ବଲି ଚିନି ନାପାର୍ଲା ।
15 Rzekł jej Jezus: Niewiasto! czemu płaczesz? kogo szukasz? A ona mniemając, że był ogrodnik, rzekła mu: Panie! jeźliś go ty wziął, powiedz mi, gdzieś go położył, a ja go wezmę.
୧୫ଜିସୁ ତାକେ ପାଚାର୍ଲା “ଏ ମାଆ ତୁଇ କାଇକେ କାନ୍ଦ୍ଲୁସ୍ନି? ତୁଇ କାକେ କଜ୍ଲୁସ୍ନି?” ମରିୟମ୍ ଏ ଲକ୍ ବାଡର୍ କାମ୍ କରୁ ମାଲି ବଲି ବାବିକରି ତାକେ କଇଲା, “ଏ ଆଗିଆଁ, ତୁଇ କାଇ ଜିସୁର୍ ଗାଗଡ୍ ନେଇ ଆଚୁସ୍ କି? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।”
16 Rzekł jej Jezus: Maryjo! Która obróciwszy się, rzekła mu: Rabbuni! co się wykłada: Nauczycielu!
୧୬ଜିସୁ ତାକେ “ମରିୟମ୍!” ବଲି ଡାକ୍ଲା । ମରିୟମ୍ ତାର୍ ବାଟେ ପାସ୍ଲି କରି “ରାବ୍ବୁନି!” ବଲି ଏବ୍ରି ବାସାଇ କଇଲା । ଏଟାର୍ ଅରତ୍ ଅଇଲାନି ଗୁରୁ ।
17 Rzekł jej Jezus: Nie dotykaj się mnie, bom jeszcze nie wstąpił do Ojca mego; ale idź do braci moich, a powiedz im: Wstępuję do Ojca mego i Ojca waszego, i do Boga mego i Boga waszego.
୧୭ଜିସୁ ତାକେ କଇଲା, “ମକେ ଦାରି ର ନାଇ, ଏବେ ଜାକ ମୁଇ ବାବା ପର୍ମେସର୍ ଲଗେ ଜାଇନାଇ । ମାତର୍ ତୁଇ ଜାଇକରି ମର୍ ବାଇମନ୍କେ କଅ, ମୁଇ, ମର୍ ବାବା ଆରି ସେମନର୍ ବାବା, ମର୍ ପର୍ମେସର୍ ଆରି ସେମନର୍ ପର୍ମେସରର୍ ଲଗେ ବାଉଡି ଗାଲିନି ।”
18 Tedy przyszła Maryja Magdalena, oznajmując uczniom, że widziała Pana, a że jej to powiedział.
୧୮ମଗ୍ଦଲିନି ମରିୟମ୍ ସିସ୍ମନର୍ ଲଗେ ବାଉଡି ଗାଲା ଆରି କଇଲା “ମୁଇ ମାପ୍ରୁକେ ଦେକ୍ଲି ଆଚି ।” ଆରି ଜିସୁ କଇଲା ସବୁ କାତା ସିସ୍ମନ୍କେ କଇଦେଲା ।
19 A gdy był wieczór dnia onego pierwszego po sabacie, a drzwi były zamknięte, gdzie byli uczniowie zgromadzeni dla bojaźni żydowskiej, przyszedł Jezus i stanął w pośrodku nich, i rzekł im: Pokój wam!
୧୯ସେ ଦିନ୍ ଆଟର୍ ପର୍ତୁମ୍ ଦିନ୍ ଅଇରଇଲା । ସଞ୍ଜ୍ ବେଲା ସବୁ ସିସ୍ମନ୍ ଗଟେକ୍ ତେଇ ରୁଣ୍ଡ୍ଲାଇ । ସେମନ୍ ଜିଉଦି ନେତାମନ୍କେ ଡରିକରି ଗରର୍ କାପାଟ୍ ସବୁ ଡାବିଅଇଦେଇ ରଇଲାଇ । ସେ ବେଲା, ଏଦେ ଦେକା! ଜିସୁ ଅଟାତ୍ ସେମନ୍କେ ଦେକାଇଅଇକରି ସେମନ୍ ଟିଆଅଇଲା ଜାଗାଇ “ତମ୍କେ ସାନ୍ତି ମିଲ!” ବଲି କଇଲା ।
20 A to rzekłszy pokazał im ręce i bok swój; a uradowali się uczniowie, ujrzawszy Pana.
୨୦ଜିସୁ ଏ କାତା କଇଲା ପଚେ ନିଜର୍ ଆତ୍ ଆରି ପାଞ୍ଜ୍ରା ଦେକାଇଲା । ସିସ୍ମନ୍ ମାପ୍ରୁକେ ଦେକିକରି ବେସି ସାର୍ଦା ଅଇଗାଲାଇ ।
21 Rzekł im zasię Jezus: Pokój wam; jako mię posłał Ojciec, tak i ja was posyłam.
୨୧ଜିସୁ ଆରି ତରେକ୍ ସେମନ୍କେ କଇଲା “ତମ୍କେ ସାନ୍ତି ମିଲ! ବାବା ପର୍ମେସର୍ ମକେ ଜେନ୍ତି ପାଟାଇଆଚେ, ସେନ୍ତିସେ ମୁଇ ତମ୍କେ ପାଟାଇଲିନି ।”
22 A to rzekłszy tchnął na nie i rzekł im: Weźmijcie Ducha Świętego.
୨୨ତାର୍ ପଚେ ଜିସୁ ସେମନର୍ ଉପ୍ରେ ପୁଣ୍ଡ୍ଲା ଆରି “ତମେ ସୁକଲ୍ ଆତ୍ମାକେ ନାମା!”
23 Którymkolwiek grzechy odpuścicie, są im odpuszczone, a którymkolwiek zatrzymacie, są zatrzymane.
୨୩“ଜଦି ତମେ ଲକ୍ମନର୍ ପାପ୍ କେମା କର୍ସା ବଇଲେ, ପର୍ମେସର୍ ମିସା ସେମନର୍ ପାପ୍ କେମା ଦେଲା ଆଚେ । ଜଦି ତମେ ଲକ୍ମନର୍ ପାପ୍ କେମା ନ କରାସ୍ ବଇଲେ ପର୍ମେସର୍ ମିସା ସେମନର୍ ପାପ୍ କେମା ନ କରେ ।” ବଲି କଇଲା ।
24 A Tomasz, jeden ze dwunastu, którego zowią Dydymus, nie był z nimi, gdy był przyszedł Jezus.
୨୪ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ତମା ଜାକେକି ଜଅଁଲା ବଲି ଡାକ୍ବାଇ, ଜିସୁ ସିସ୍ମନ୍କେ ଦେକାଇଅଇଲା ବେଲେ ସେ ନ ରଇଲା ।
25 I rzekli mu drudzy uczniowie: Widzieliśmy Pana. Ale im on rzekł: Jeźli nie ujrzę w ręku jego znaków gwoździ, a nie włożę palca mego w znaki gwoździ, a nie włożę ręki mojej w bok jego, nie uwierzę.
୨୫ସେଟାର୍ ପାଇ ତେଇ ରଇଲା ବିନ୍ ସିସ୍ମନ୍ ତମା ଆଇଲା ପଚେ କଇଲାଇ, ଆମେ ମାପ୍ରୁକେ ଦେକ୍ଲୁ ଆଚୁ । ମାତର୍ ତମା କଇଲା, “ମୁଇ ତାର୍ ଆତେ କୁଟିର୍ ଚିନ୍ ନ ଦେକ୍ତେ ଆରି ସେ ଚିନେ ମର୍ ଆଙ୍ଗ୍ଟି ନ ଚିଙ୍ଗ୍ଲାଇବା ଜାକ ଆରି ତାର୍ ପାଞ୍ଜ୍ରାଇ ଆତ୍ ନ ପୁରାଇବା ଜାକ ବିସ୍ବାସ୍ ନ କରି ।”
26 A po ośmiu dniach byli zasię uczniowie jego w domu, i Tomasz z nimi. I przyszedł Jezus, gdy były drzwi zamknięte, a stanął w pośrodku nich, i rzekł: Pokój wam!
୨୬ଗଟେକ୍ ଆଟ୍ ଗାଲା ପଚେ ସିସ୍ମନ୍ ଆରି ତରେକ୍ ଗର୍ ବିତ୍ରେ ରଇଲାଇ, ତମା ମିସା ସେମନର୍ ସଙ୍ଗ୍ ତେଇ ରଇଲା । କାପାଟେ ଗାଡା ଦେଇରଇଲାଇ । ମାତର୍ ଏଦେ ଦେକା! ଆଗ୍ତୁର୍ ପାରା ଜିସୁ ଗର୍ ବିତ୍ରେ ପୁରିକରି ସେମନର୍ ମଜାଇ ଟିଆଅଇକରି କଇଲା, “ତମ୍କେ ସାନ୍ତି ମିଲ!”
27 Potem rzekł Tomaszowi: Włóż sam palec twój, a oglądaj ręce moje i ściągnij rękę twoję, i włóż ją w bok mój, a nie bądź niewiernym, ale wiernym.
୨୭ତାର୍ ପଚେ ଜିସୁ ତମାକେ କଇଲା, “ତର୍ ଆଙ୍ଗ୍ଟି ଇତି ସଙ୍ଗଇ ମର୍ ଆତ୍ ଦେକ୍, ଆରି ମର୍ ପାଞ୍ଜ୍ରାଇ ଆତ୍ ପୁରାଇ ଦେକ୍ । ଆରି କେବେ ମିସା ବିସ୍ବାସ୍ କରିନାଇ ବଲି କଅ ନାଇ, ମାତର୍ ବିସ୍ବାସ୍ କର୍ ।”
28 Tedy odpowiedział Tomasz i rzekł mu: Panie mój, i Boże mój!
୨୮ତମା ଜିସୁକେ କଇଲା, “ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍!”
29 Rzekł mu Jezus: Żeś mię ujrzał, Tomaszu, uwierzyłeś; błogosławieni którzy nie widzieli, a uwierzyli.
୨୯ଜିସୁ ତାକେ କଇଲା, “ତୁଇ ମକେ ଦେକିକରି ବିସ୍ବାସ୍ କଲୁସ୍ନି କି? ମାତର୍ ଜନ୍ ଲକ୍ମନ୍ ମକେ ନ ଦେକିକରି ମିସା ବିସ୍ବାସ୍ କଲାଇନି, ସେମନ୍ କେତେ ସାର୍ଦା ପାଇବାଇ!”
30 Wieleć i innych cudów uczynił Jezus przed oczyma uczniów swoich, które nie są napisane w tych księgach.
୩୦ଜିସୁ ସିସ୍ମନର୍ ସଙ୍ଗ୍ ରଇଲାବେଲେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କରିରଇଲା । ସେଟା ସବୁ ଏ ବଇତେଇ ଲେକା ଅଏନାଇ ।
31 Ale te są napisane, abyście wy wierzyli, że Jezus jest Chrystus, Syn Boży, a żebyście wierząc żywot mieli w imieniu jego.
୩୧ମାତର୍ ଏତ୍କିସେ ଲେକାଅଇଲା, “ତମେ ଜେନ୍ତିକି ବିସ୍ବାସ୍ କର୍ସା ଜେ, ଜିସୁସେ ପର୍ମେସରର୍ ପଅ, ଜେକି ମସିଅ, ଆରି ତାକେ ବିସ୍ବାସ୍ କଲେସେ ତମେ ଜିବନ୍ ପାଇସା ।”