< Jana 17 >
1 To powiedziawszy Jezus, podniósł oczy swoje w niebo i rzekł: Ojcze! przyszła godzina, uwielbij Syna twego, aby też i Syn twój uwielbił ciebie.
୧ଜିସୁ ଏ ସବୁ କାତା କଇସାରାଇଲା ପଚେ, ସରଗ୍ ବାଟେ ଦେକି କଇଲା, “ଏ ସରଗର୍ ବାବା, ଏବେ ବେଲା କେଟ୍ଲା ଆଚେ । ତମର୍ ପିଲା ମକେ ଡାକ୍ପୁଟା କରା । ଜେନ୍ତିକି ତମର୍ ପିଲା ମୁଇ ତମ୍କେ ଡାକ୍ପୁଟା କର୍ବି ।
2 Jakoś mu dał moc nad wszelkiem ciałem, aby tym wszystkim, któreś mu dał, dał żywot wieczny. (aiōnios )
୨ତମେ ମକେ ସବୁ ମୁନୁସ୍ ଜାତି ଉପ୍ରେ ଅଦିକାର୍ ଦେଇଆଚାସ୍ । ଆରି ଜନ୍ଲକ୍ମନ୍କେ ମକେ ସର୍ପି ଦେଇଆଚାସ୍, ସେମନ୍କେ ମୁଇ ନ ସାର୍ବା ଜିବନ୍ ଦେବି । (aiōnios )
3 A toć jest żywot wieczny, aby cię poznali samego prawdziwego Boga, i któregoś posłał, Jezusa Chrystusa. (aiōnios )
୩ତମେସେ ଗଟେକ୍ ପର୍ମେସର୍, ତମ୍କେ ଆରି ତମେ ପାଟାଇରଇବା ଜିସୁ କିରିସ୍ଟକେ ଜାନ୍ବାଟା ଅଇଲାନି ନ ସାର୍ବା ଜିବନ୍ । (aiōnios )
4 Jam cię uwielbił na ziemi, i dokończyłem sprawę, którąś mi dał, abym ją czynił.
୪ତମେ ମକେ ଜନ୍ କାମ୍ମନ୍ କର୍ବାକେ ଦେଇଆଚାସ୍, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍କେ ଡାକ୍ପୁଟା କରିଆଚି ।
5 A teraz uwielbij mię ty, Ojcze! u siebie samego tą chwałą, którąm miał u ciebie, pierwej, niżeli świat był.
୫ଏ ବାବା, ଏ ଦୁନିଆ ତିଆର୍ ନ ଅଇତେ, ତମର୍ ସଙ୍ଗ୍ ରଇଲାବେଲେ, ମର୍ ଜନ୍ ଡାକ୍ପୁଟା ରଇଲା, ଏବେ ତମେ ରଇତେ ଆକା, ମକେ ଡାକ୍ପୁଟା କର୍ ।
6 Objawiłem imię twoje ludziom, któreś mi dał z świata; toć byli i dałeś mi je, i zachowali słowa twoje.
୬“ଏ ଜଗତର୍ ଜନ୍ ଲକ୍ମନ୍କେ ତମେ ମକେ ସର୍ପି ଦେଇରଇଲାସ୍, ସେମନର୍ ଲଗେ ମୁଇ ତମ୍କେ ଜାନାଇଆଚି । ସେମନ୍ ତମର୍ ଅଇରଇଲାଇ, ଆରି ମକେ ସେମନ୍କେ ସର୍ପିଦେଲୁସ୍ । ସେମନ୍ ତମର୍ ବାକିଅ ମାନ୍ଲାଇନି ।
7 A teraz poznali, iż wszystko, coś mi dał, od ciebie jest.
୭ତମେ ମକେ ଜନ୍ ଜନ୍ଟା ସର୍ପି ଦେଇ ଆଚାସ୍, ସେଟାମନ୍ ସବୁ ତର୍ଟାନେଅନି ଆକା ଅଇଲାଆଚେ, ବଲି ଏବେ ସେମନ୍ ବୁଜିଆଚତ୍ ।
8 Albowiem słowa, któreś mi dał, dałem im; a oni je przyjęli, i poznali prawdziwie, iżem od ciebie wyszedł, a uwierzyli, żeś ty mię posłał.
୮ତମେ ମକେ ଦେଇରଇବା କବର୍ ମୁଇ ସେମନ୍କେ ସୁନାଇଆଚି, ସେମନ୍ ସେଟା ମାନି ଆଚତ୍ । ମୁଇ ତମର୍ଟାନେଅନି ଆସିଆଚି ଆରି ତମେ ମକେ ପାଟାଇଆଚାସ୍, ସେମନ୍ ଏ କାତା ସତ୍ ବଲି ଜାନିକରି ବିସ୍ବାସ୍ କଲାଇ ଆଚତ୍ ।”
9 Jać za nimi proszę, a nie za światem proszę, ale za tymi, któreś mi dał; bo twoi są.
୯ମୁଇ ସେମନର୍ଲାଗି ପାର୍ତନା କଲିନି, ଦୁନିଆର୍ ଲକ୍ମନର୍ ପାଇ ପାର୍ତନା କରିନାଇ । ମାତର୍ ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ସେ ଲକ୍ମନର୍ ପାଇ ପାର୍ତନା କଲିନି । କାଇକେ ବଇଲେ ସେମନ୍ ତମର୍ ଲକ୍ମନ୍ ।
10 I wszystko moje jest twoje, a twoje moje, i uwielbionym jest w nich.
୧୦ଜେତ୍କି ମର୍ଟା, ସେ ସବୁ ତମର୍ଟା । ଆରି ଜେତ୍କି ତମର୍ଟା ସେ ସବୁ ମର୍ଟା । ଆକର୍ଲାଗି ଆକା ମର୍ ଡାକ୍ପୁଟା ଅଇଆଚେ ।
11 A nie jestem więcej na świecie, ale oni są na świecie, a ja do ciebie idę. Ojcze święty, zachowaj je w imieniu twojem, któreś mi dał, aby byli jedno, jako i my.
୧୧ଏବେ ମୁଇ ତମର୍ ଲଗେ ଆଇଲିନି, ମୁଇ ଏ ଦୁନିଆଇ ରଇନାଇ । ମାତର୍ ଏମନ୍ ରଇଲାଇନି । ସୁକଲ୍ ରଇବା ବାବା! ତମେ ଜନ୍ ଲକ୍ମନ୍କେ ମକେ ସର୍ପି ଦେଇଆଚୁସ୍, ତମେ ଦେଇରଇବା ନାଉଁର୍ ବପୁର୍ ଲାଗି ସେମନ୍କେ ରକିଆ କରା । ଜେନ୍ତାରି ତମେ ଆରି ମୁଇ ଗଟେକ୍ । ସେନ୍ତାରିସେ ସେମନ୍ ଗଟେକ୍ ଅଇରଇବାକେ ସାଇଜ କରା ।
12 Gdym z nimi był na świecie, jam je zachował w imieniu twojem, któreś mi dał; strzegłem ich i żaden z nich nie zginął, tylko on syn zatracenia, żeby się Pismo wypełniło.
୧୨ମୁଇ ସେମନର୍ ସଙ୍ଗ୍ ରଇଲା ବେଲେ ତମର୍ ନାଉଁର୍ ବପୁସଙ୍ଗ୍ ସେମନ୍କେ ରକିଆ କରିରଇଲି । ଜେନ୍ତି କି ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ଟାନେ ଅନି ବିନେ ଅଇ ନସ୍ଟ ନ ଅଅତ୍ । ଗଟେକ୍ ଲକ୍କେ ଚାଡି ସବୁଲକ୍କେ ରକିଆ କରିଆଚି । ସେ ଗଟେକ୍ ଲକ୍ ନସ୍ଟ ଅଇସି ଆକା । ଜେନ୍ତିକି ଦରମ୍ ସାସ୍ତରେ ଲେକା ଅଇଲାଟା ସିଦ୍ ଅଇବାର୍ ରଇଲା ।
13 Ale teraz do ciebie idę i mówię to na świecie, aby mieli radość moję doskonałą w sobie.
୧୩ଏବେ ମୁଇ ତମର୍ ଲଗେ ଆଇଲିନି । ଏ ଦୁନିଆଇ ରଇଲା ବେଲେ ସେମନ୍କେ, ସେମନର୍ ମନେ ରଇବା ମର୍ ସାର୍ଦା ପୁରାପୁରୁନ୍ ଅଇବାକେ, ଏ ବିସଇ କଇରଇଲି ।
14 Jam im dał słowo twoje, a świat je miał w nienawiści; bo nie są z świata, jako i ja nie jestem z świata.
୧୪ମୁଇ ସେମନ୍କେ ତମର୍ ବାକିଅ ସୁନାଇଆଚି । ତେବର୍ପାଇ ଏ ଦୁନିଆ ସେମନ୍କେ ଗିନ୍ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍ ଅଇଲାଟା ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
15 Nie proszę, abyś je wziął z świata, ale abyś je zachował ode złego.
୧୫ତମେ ସେମନ୍କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍ତନା କରିନାଇ । ମାତର୍ ସଇତାନର୍ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି ।
16 Nie sąć z świata, jako i ja nie jestem z świata.
୧୬ମୁଇ ଜେନ୍ତିକି ଏ ଦୁନିଆର୍ ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
17 Poświęć je w prawdzie twojej; słowo twoje jest prawdą.
୧୭ତମର୍ ସତ୍ସଙ୍ଗ୍ ସେମନ୍କେ ସୁକଲ୍ କରା, ତମର୍ ବାକିଅ ତା ସତ୍ ।
18 Jakoś ty mię posłał na świat, tak i ja posyłam je na świat.
୧୮ତମେ ମକେ ଜେନ୍ତି ଏ ଦୁନିଆଇ ପାଟାଇ ଆଚାସ୍, ସେନ୍ତାରି ମୁଇ ମିସା ସେମନ୍କେ ଏ ଦୁନିଆଇ ପାଟାଇଲିନି ।
19 A ja poświęcam samego siebie za nich, aby i oni poświęceni byli w prawdzie.
୧୯ଜେନ୍ତିକି ସେମନ୍ ତମର୍ଟାନେ ସର୍ପି ଅଇବାଇ । ସେଟାର୍ପାଇ ମୁଇ ନିଜ୍କେ ତମର୍ତେଇ ସୁକଲ୍ ଅଇଲିନି ।
20 Nie tylko za tymi proszę, lecz i za onymi, którzy przez słowo ich uwierzą w mię;
୨୦“ମୁଇ ଅବ୍କା ଏ ସିସ୍ମନର୍ ଲାଗିସେ ପାର୍ତନା କରିନାଇ, ମାତର୍ ଏ ଲକ୍ମନ୍ ଜାନାଇବା କାତାଇଅନି ଜନ୍ ଲକ୍ମନ୍ ମକେ ବିସ୍ବାସ୍ କର୍ବାଇ, ସେ ଲକ୍ମନର୍ ପାଇ ମିସା ପାର୍ତନା କଲିନି ।
21 Aby wszyscy byli jedno, jako ty, Ojcze! we mnie, a ja w tobie; aby i oni w nas jedno byli, aby świat uwierzył, żeś ty mię posłał.
୨୧ଏ ବାବା ତମେ ଜେନ୍ତାରି ମର୍ଟାନେ ମିସି ଗଟେକ୍ ଅଇଆଚାସ୍, ଆରି ମୁଇ ତମର୍ଟାନେ ମିସିକରି ଗଟେକ୍ ଅଇଆଚି । ସେନ୍ତାରିସେ ସେମନ୍ ମିସା ସେମନର୍ ବିତ୍ରେ ମିସିକରି ଗଟେକ୍ ଅଇ ରଇବାକେ ମୁଇ ପାର୍ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍ ବଲି ଏ ଦୁନିଆ ବିସ୍ବାସ୍ କର ।
22 A ja tę chwałę, którąś mi dał, dałem im, aby byli jedno, jako my jedno jesteśmy;
୨୨ଜେନ୍ତି ତମର୍ ଡାକ୍ପୁଟା ମକେ ଦେଇଆଚାସ୍, ସେନ୍ତି ସେଟା ମୁଇ ସେମନ୍କେ ଦେଇଆଚି । ତେବେ ଆମେ ଗଟେକ୍ ଅଇରଇଲାପାରା, ସେମନ୍ମିସା ସେମନର୍ ବିତ୍ରେ ଗଟେକ୍ ଅଇରଇବାଇ ।
23 Ja w nich, a ty we mnie, aby byli doskonałymi w jedno, a iżby poznał świat, żeś ty mię posłał, a iżeś je umiłował, jakoś i mię umiłował.
୨୩ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।”
24 Ojcze! któreś mi dał, chcę, abym gdziem ja jest, i oni byli ze mną, aby oglądali chwałę moję, którąś mi dał; albowiemeś mię umiłował przed założeniem świata.
୨୪ଏ ବାବା, ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ମୁଇ ଜନ୍ ଜାଗାଇ ରଇବି, ସେମନ୍ ମିସା ମର୍ ସଙ୍ଗ୍ ରଅତ୍ ବଲି ମନ୍ କଲିନି । ତେବେ ମକେ ଦେଇରଇବା ଡାକ୍ପୁଟା ସେମନ୍ ଦେକ୍ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍ କର୍ବା ଆଗ୍ତୁସେ ମକେ ଆଲାଦ୍ କରିଆଚାସ୍ ।
25 Ojcze sprawiedliwy! i świat cię nie poznał; alem ja cię poznał, a i ci poznali, żeś ty mię posłał.
୨୫ଏ ଦରମର୍ ବାବା, ଏ ଦୁନିଆ ତମ୍କେ ନାଜାନେ, ମାତର୍ ମୁଇ ତମ୍କେ ଜାନିଆଚି । ଆରି ତମେସେ ମକେ ପାଟାଇଆଚାସ୍ ବଲି ସିସ୍ମନ୍ ଜାନିଆଚତ୍ ।
26 I uczyniłem im znajome imię twoje i znajome uczynię, aby miłość, którąś mię umiłował, w nich była, a ja w nich.
୨୬ମୁଇ ସେମନ୍କେ ତମର୍ ବିସଇ ଜାନାଇ ଆଚି, ଆରି ସବୁ ବେଲେ ଜାନାଇତେରଇବି । ତେବେ ମର୍ଲାଗି ସେମନ୍ ତମର୍ ଆଲାଦ୍ ଏତାଇବାଇ ଆରି ମୁଇ ସେମନର୍ ମନ୍ ବିତ୍ରେ ରଇବି ।