< Kolosan 4 >
1 Panowie! Sprawiedliwie i słusznie się z sługami obchodźcie, wiedząc, iż i wy Pana macie w niebiesiech.
୧ଏ ସାଉକାର୍ମନ୍, ତମର୍ ଦାଙ୍ଗ୍ଡାମନ୍କେ ଜତନ୍ କରା ଆରି ସେମନ୍କେ ସବୁକେ କାଇ ଅନିଆଇ ନ କରି ଚଲାଚଲ୍ତି କରା । କାଇକେବଇଲେ ସର୍ଗେ ମିସା ତମର୍ ପାଇ ଗଟେକ୍ ସାଉକାର୍ ଆଚେ ବଲି ଏତାଆ ।
2 W modlitwach trwajcie, czując w nich z dziękowaniem,
୨ପାର୍ତନା କରିଲାଗିରୁଆ । ଆରି ଜାଗ୍ରତ୍ ଅଇରୁଆ । ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେଇତେରୁଆ ।
3 Modląc się społecznie i za nami, aby nam Bóg otworzył drzwi słowa, żebyśmy mówili o tajemnicy Chrystusowej dla której też jestem związany.
୩ଆମର୍ ପାଇ ମିସା ପାର୍ତନା କରା । ଜେନ୍ତିକି କିରିସ୍ଟର୍ ବିସଇଟାନେ ରଇବା ଏ ସୁବ୍କବର୍ ଆମେ ସବୁଲକ୍କେ ଜାନାଇପାର୍ବୁ । ଏ ସୁବ୍ କବର୍ ସେମନ୍ ଆଗ୍ତୁ ନାଜାନିରଇଲାଇ । ଏ ସୁବ୍କବର୍ ଜାନାଇଲାର୍ପାଇ ମୁଇ ଏବେ ବନ୍ଦିଗରେ ଆଚି ।
4 Abym ją objawił, jako mi się godzi mówić.
୪ଜେନ୍ତିକି ମୁଇ ଜେତ୍କି ଲକ୍କେ ଏ ସୁବ୍କବର୍ ନିକସଙ୍ଗ୍ ଜାନାଇବି, ସେଟାର୍ପାଇ ପାର୍ତନା କରା ।
5 Mądrze chodźcie przed obcymi, czas odkupując.
୫ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା ।
6 Mowa wasza niech zawsze będzie przyjemna, solą okraszona, abyście wiedzieli, jakobyście każdemu z osobna odpowiedzieć mieli.
୬ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।
7 O wszystkiem, co się ze mną dzieje oznajmi wam Tychykus, miły brat i wierny sługa, i spółsługa w Panu,
୭ତୁକିକ କଲସିଅ ଆଇଲାବେଲେ ମକେ କାଇକାଇଟା ଗଟ୍ଲାନି ବଲି ତମ୍କେ କଇଦେଇସି । ସେ, ମୁଇ ବେସି ଆଲାଦ୍ କର୍ବା ଗଟେକ୍ ବିସ୍ବାସି ବାଇ । ସେ ବିସ୍ବାସ୍ ସଙ୍ଗ୍ କାମ୍ କର୍ସି ଆରି ମର୍ ସଙ୍ଗ୍ ମାପ୍ରୁକେ ସେବା କର୍ସି ।
8 Któregom posłał do was dla tego samego, aby się wywiedział, co się z wami dzieje i pocieszył serca wasze;
୮ଆମ୍କେ କାଇଟା ଗଟ୍ଲାନି ବଲି ତାର୍ଟାନେଅନି ଜାନ୍ସା । ଆରି ସେ ତମ୍କେ ବିସ୍ବାସ୍ କରାଇବାଟା ଡାଟ୍ କରାଇସି । ଏଟାର୍ପାଇ ତାକେ ତମର୍ଟାନେ ପାଟାଇଲିନି ।
9 Z Onezymem, wiernym a miłym bratem, który jest z was; ci wam wszystko oznajmią, co się tu dzieje.
୯ଅନିସିମ୍କେ ତାର୍ସଙ୍ଗ୍ ପାଟାଇଲିନି । ସେ ଆମର୍ ଆଲାଦର୍ ବେସି ବିସ୍ବାସ୍ ରଇବା ବାଇ । ସେ ତମର୍ ନଅରର୍ ଲକ୍ । ଇତି ଗଟ୍ବା ସବୁ ବିସଇ ସେମନ୍ ତମ୍କେ ଜାନାଇବାଇ ।
10 Pozdrawia was Arystarchus spółwięzień mój i Marek, siostrzeniec Barnabaszowy, (o któremeście wzięli rozkazanie: Jeźliby do was przyszedł, przyjmijcież go.)
୧୦ଆରିସ୍ତାକସ୍ ତାର୍ ଜୁଆର୍ ଜାନାଇଲାନି । ସେ ମର୍ ସଙ୍ଗ୍ ବନ୍ଦିଗରେ ଆଚେ । ବର୍ନବାର୍ ମେଏନାବାଇ ମାର୍କ ମିସା ଜୁଆର୍ ଜାନାଇଲାନି । ମାର୍କର୍ ବିସଇ ତମେ ସୁନିସାରାଇ ଆଚାସ୍ । ସେ ତମର୍ ଲଗେ ଆଇଲେ ତାକେ ଡାକି ନିଆ ।
11 I Jezus, którego zowią Justem, którzy są z obrzezki. Ci tylko są pomocnikami moimi w królestwie Bożem, którzy byli pociechą moją.
୧୧ଜୁସ୍ତ ନାଉଁଦାରି ଡାକ୍ପୁଟା ଅଇଲା ଜିୟସୁୟ ମିସା ତମ୍କେ ଜୁଆର୍ ଜାନାଇଲାନି । ଏ ତିନ୍ ଲକ୍ସେ ଇତି ରଇବା ଜିଉଦି ବିସ୍ବାସିମନ୍ । ପର୍ମେସରର୍ ରାଇଜ୍ ବିସଇତେଇ ରଇବା ସୁବ୍କବର୍ ଜାନାଇବାକେ ସେମନ୍ ମର୍ ସଙ୍ଗ୍ କାମ୍ କଲାଇନି । ସେମନ୍ ମକେ ବେସି ସାର୍ଦା କରାଇଆଚତ୍ ।
12 Pozdrawia was Epafras, który z was jest sługa Chrystusowy, który zawsze bojuje za was w modlitwach, abyście stali doskonałymi i zupełnymi we wszelkiej woli Bożej.
୧୨ଏପାପ୍ରା ତାର୍ ଜୁଆର୍ ଜାନାଇଲାନି । ସେ ମିସା ତମର୍ ନଅରର୍ ଲକ୍ । ସେ ମିସା ଗଟେକ୍ ଜିସୁକିରିସ୍ଟର୍ ଗତିଦାଙ୍ଗ୍ଡା । ସେ ତମର୍ପାଇ ସବୁବେଲେ ମନ୍ଦିଆନ୍ ଦେଇ ପାର୍ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍ ଅଇ ସିଦ୍ ଅଇସା ଆରି ପର୍ମେସର୍ ତମ୍କେ କରା ବଲି ମନ୍କଲାଟା ଜାନିରଇସା ।
13 Bo mu daję świadectwo, iż gorliwą miłość ma przeciwko wam i przeciwko tym, którzy są w Laodycei i którzy są w Hijerapolu.
୧୩ଏରାପଲି ଆରି ଲାଉଦିକିଆଇ ରଇବା ବିସ୍ବାସିମନର୍ପାଇ ଆରି ତମର୍ପାଇ ମିସା ସେ ଆବଡ୍ ଅଇଲାନି ବଲି ମୁଇ ସାକି ଦେଲିନି ।
14 Pozdrawia was Łukasz, lekarz miły, także i Demas.
୧୪ଆମର୍ ଆଲାଦର୍ ନିଜେ ଅସଦେଉ ଲୁକ ଆରି ଦିମା ତମ୍କେ ଜୁଆର୍ ଜାନାଇଲାଇନି ।
15 Pozdrówcie braci, którzy są w Laodycei, i Nymfasa, i zbór, który jest w domu jego.
୧୫ଲାଉଦିକିଆତେଇ ରଇବା ବାଇବଇନିମନ୍କେ, ମର୍ ଜୁଆର୍ ଜାନାଇଦିଆସ୍ । ବଇନି ନୁମ୍ପାକେ ଆରି ତାର୍ ଗରେ ରୁଣ୍ଡ୍ବା ସବୁ ବିସ୍ବାସିମନ୍କେ ମିସା ମର୍ ଜୁଆର୍ ଜାନାଆ ।
16 A gdy ten list u was przeczytany będzie, sprawcie to, aby też był w Laodyceńskim zborze przeczytany; a ten, który jest pisany z Laodycei i wy też przeczytajcie.
୧୬ତମେ ଏ ଚିଟିତେଇ ଲେକ୍ଲାଟା ସୁନିସାରାଇଲାପଚେ ଲାଉଦିକିଆଇ ରଇବା ବାଇବଇନିମନ୍କେ ମିସା ସୁନାଇଦେବାର୍ଆଚେ ଆକା ।
17 A powiedzcie Archipowi: Patrzaj na to posługiwanie, któreś przyjął w Panu, abyś je wypełnił.
୧୭“ମାପ୍ରୁ ତକେ ସର୍ପିଦେଲା କାମ୍ ତୁଇ କରିସାରାଇବାର୍ ଆଚେ ଆକା” ବଲି ଆର୍କିପସ୍କେ କୁଆ ।
18 Pozdrowienie ręką moją Pawłową. Pamiętajcie na więzienie moje. Łaska niech będzie z wami. Amen.
୧୮ମୁଇ ପାଉଲ୍ ଏଟା ନିଜେ ଲେକ୍ଲିନି, “ଜୁଆର୍! ମୁଇ ବନ୍ଦିଗରେ ଆଚିବଲି ଏତାଆ ।” ପର୍ମେସରର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସଙ୍ଗ୍ ରଅ ।