< II Piotra 3 >
1 Najmilsi! już ten drugi list do was piszę, którym wzbudzam przez napominanie uprzejmą myśl waszę,
୧ଏ ମର୍ ଆଲାଦର୍ ବାଇବଇନିମନ୍, ଏଟା ମୁଇ ତମର୍ ଲଗେ ଦୁଇପାଲି ଅଇଲା ଚିଟି ଲେକ୍ଲିନି । ଏ ଦୁଇଟାଜାକ ଚିଟିତେଇ ଏ ସବୁ ବିସୟ୍ ମନେ ଏତାଇ ତମର୍ ମନେ ସୁକଲ୍ କର୍ବାପାଇ ଚିନ୍ତା କଲିନି ।
2 Abyście pamiętali na słowa przepowiedziane od świętych proroków, i na przykazanie nasze, którzyśmy Apostołami Pana i Zbawiciela:
୨ବେସି ଆଗେ ସୁକଲ୍ ବବିସତ୍ବକ୍ତାମନ୍ ଜନ୍ସବୁ କାତା ଜାନାଇ ରଇଲାଇ ଆରି ଉଦାର୍ କର୍ବା ମାପ୍ରୁ ଦେଇରଇବା ଆଦେସ୍ ତମ୍କେ ପେରିତ୍ ସିସ୍ମନ୍ ଦେଇଆଚତ୍, ସେଟା ତମର୍ ମନେ ଏତାଇ ଦେବାକେ ମନ୍କଲିନି ।
3 To najpierwej wiedząc, że przyjdą w ostateczne dni naśmiewcy, według własnych swoich pożądliwości chodzący,
୩ପର୍ତମେ ଏଟା ଜାନା ଜେ, ସାର୍ଲା ଦିନ୍ମନ୍କେ ଲକ୍ମନ୍ ନିଜର୍ ନିଜର୍ କାରାପ୍ ମନ୍କଲା ଇସାବେ ଚଲାଚଲ୍ତି କର୍ବାଇ । ସାରାସାରି ଦିନେ ସେମନ୍ ସତ୍କେ ନିସାର୍ କରି ପାଚାର୍ବାଇ ।
4 I mówiący: Gdzież jest obietnica przyjścia jego? Bo jako ojcowie zasnęli, wszystko tak trwa od początku stworzenia.
୪ଆରି କିଜାଇକରି କଇବାଇ, “ଜିସୁ ଆଇବି ବଲି କାତା ଦେଇରଇଲାଟା, କେନେ ତେବେ?” କାଇକେବଇଲେ ପୁର୍ବେଅନି ଆମର୍ ଆନିଦାଦିମନ୍ ମଲାତେଇଅନି ଏବ୍କେ ଜାକ ସବୁ ବିସଇ ଜେନ୍ତି ରଇଲା, ଏବେ ମିସା ସେନ୍ତାର୍ସେ ଆଚେ ।
5 Tego zaiste umyślnie wiedzieć nie chcą, że się niebiosa dawno stały i ziemia z wody i w wodzie stanęła przez słowo Boże,
୫ସେମନ୍ ଜାନି ଜାନି ପାସ୍ରିଗାଲାଇନି ଜେ ଆଗର୍ ବେଲ୍ ଆରି ବାଦଲ୍ ସବୁ ମାପ୍ରୁର୍ ବାକିଅର୍ ଲାଗି ଗଟ୍ଲା ଆଚେ, ଦର୍ତନି ପାନି ବିତ୍ରେଅନି ବାରଇଲା ଆଚେ ଆରି ଦର୍ତନି ଚାରିବେଟ୍ତି ପାନି ରଇଲା ବଲି ।
6 Dlaczego on pierwszy świat wodą będąc zatopiony, zginął.
୬ତାର୍ଲାଗି ସେ ସେବେଲେ ପୁର୍ନା ଜଗତ୍ ପାନି ସଙ୍ଗ୍ ବୁଡି ନସିଗାଲା ।
7 Lecz te niebiosa, które teraz są i ziemia temże słowem odłożone są i zachowane ogniowi na dzień sądu i zatracenia niepobożnych ludzi.
୭ମାତର୍ ଏବେ ରଇବା ବାଦଲ୍ ଆରି ଦର୍ତନି ସେ ବାକିଅର୍ ଲାଗି, ଦରମ୍ ନଇଲା ଲକ୍ମନ୍କେ ବିଚାର୍ ଆରି ବିନାସର୍ ଦିନ୍ ଜାକ, ଜଇ ସଙ୍ଗ୍ ନସ୍ଟ ଅଇବାକେ ଜମାଇକରି ସଙ୍ଗଇଲା ଆଚେ ।
8 Ale ta jedna rzecz niech wam nie będzie tajna, najmilsi! iż jeden dzień u Pana jest jako tysiąc lat, a tysiąc lat, jako jeden dzień.
୮ମାତର୍ ଏ ଆଲାଦର୍ ବାଇମନ୍, ମାପ୍ରୁ ଦେକ୍ବା ଇସାବେ, ଗଟେକ୍ ଦିନ୍ଜେ ଅଜାର୍ ବରସ୍ ପାରା, ଆରି ଅଜାର୍ ବରସ୍, ଗଟେକ୍ ଦିନ୍ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍ରା ନାଇ ।
9 Nie omieszkiwać Pan z obietnicą, (jako to niektórzy mają za omieszkanie), ale używa cierpliwości przeciwko nam, nie chcąc, aby którzy zginęli, ale żeby się wszyscy do pokuty udali.
୯ଅଲସମ୍ ଅଇସି ବଲି କେତେଲକ୍ ଏତାଇଲାଇନି, ମାତର୍ ମାପ୍ରୁ ନିଜେ କାତା ଦେଲା ବିସଇ ସେନ୍ତାର୍ ଅଲ୍ସମ୍ କରେନାଇ । ମାତର୍ କେମିସା ଜେନ୍ତିକି ବିନାସ୍ ନଅତ୍, ସେମନ୍ ସବୁ ମନ୍ ବାଦ୍ଲାଇବାଇ, ଏଟା ସେ ମନ୍କରି ତମର୍ ପାଇ ବଲି ଅଲ୍ସମ୍ ଅଇଲାନି ।
10 A on dzień Pański przyjdzie jako złodziej w nocy, w który niebiosa z wielkim trzaskiem przeminą, a żywioły rozpalone ogniem stopnieją, a ziemia i rzeczy, które są na niej, spalone będą.
୧୦ମାପ୍ରୁର୍ ଦିନ୍ ଚର୍ ଆଇଲା ରକାମ୍ କେଟିଜାଇସି । ସେ ଦିନେ ବାଦଲ୍ ସବୁ ବେସି ସବଦ୍ ସଙ୍ଗ୍ ନସ୍ଟ ଅଇଜାଇସି, ବାଦ୍ଲେ ଉଜଲ୍ ରଇବାଟାମନ୍ ସବୁ ସିଲିଜାଇସି, ପୁର୍ତିବି ଆରି ସିତି ରଇଲା ଲକ୍ମନ୍ ତିଆର୍ କଲା ଜେତେକ୍ ସବୁ ଜିନିସ୍ ପଡିଜିବାଇ ।
11 Ponieważ się tedy to wszystko ma rozpłynąć, jakimiż wy macie być w świętych obcowaniach i pobożnościach?
୧୧ଏ ସବୁ ବିସଇ ଏ ରକାମ୍ ଆଜିଜାଇସି, ତେବର୍ ପାଇ ତମେମନ୍ ବେସି ସୁକଲ୍ ଆରି ଜାଗ୍ରତ୍ସଙ୍ଗ୍ ରଇବାର୍ ଆଚେ।
12 Którzy oczekujecie i spieszycie się na przyjście dnia Bożego, w który niebiosa gorejące rozpuszczą się i żywioły pałające stopnieją.
୧୨ମାପ୍ରୁ ଆଇବା ଦିନ୍କେ ଜାଗି କରି, ସେଟାଜେନ୍ତି ଦାପ୍ରେ ଆଇସି, ସବୁ ବେଲେ ଦରମ୍ ଚଲାଚଲ୍ତି କର୍ବାର୍ ଆଚେ ।
13 Lecz nowych niebios i nowej ziemi według obietnicy jego oczekujemy, w których sprawiedliwość mieszka.
୧୩ଆମେ ସେ କାତା ଦେଲା ଇସାବେ ନୁଆଁ ବାଦଲ୍ ଆରି ନୁଆଁ ପୁର୍ତିବିକେ ଜାଗ୍ଲୁନି । ସେଟା ଦରମ୍ଲକର୍ ବାସା ଅଇବା ଜାଗା ଅଇସି ।
14 Przetoż najmilsi! tego oczekując, starajcie się, abyście bez zmazy i bez nagany od niego znalezieni byli w pokoju;
୧୪ସେଟାର୍ ପାଇ ଏ ଆଲାଦର୍ ବାଇମନ୍, ତମେ ସେ ଦିନ୍କେ ଜାଗ୍ତେରୁଆ । ପର୍ମେସର୍ ଦେକ୍ବା ଇସାବେ, କାଇ ଦସ୍ ନ ଅଇତେ, ସୁକଲ୍ ଲକ୍ମନର୍ ପାରା, ତାର୍ ସଙ୍ଗ୍ ସାନ୍ତିଅଇ ରଇବାକେ ଜାଗ୍ରତ୍ ଉଆ ।
15 A nieskwapliwość Pana naszego miejcie za zbawienie wasze, jako wam i miły brat nasz Paweł według danej sobie mądrości pisał,
୧୫ଆରି, ଆମର୍ ମାପ୍ରୁ ବେସି ଦିନ୍ ଜାଗ୍ବାଟା ଆରି ରକିଆ କର୍ବାଟା ବଲି ଏତାଆ । ଆମର୍ ଆଲାଦର୍ ବାଇ ପାଉଲ୍କେ ମିସା ମାପ୍ରୁ ତାକେ ଦେଲା ବୁଦି ଇସାବେ ତମର୍ ଲଗେ ଏନ୍ତାର୍ ଲେକ୍ଲା ଆଚେ ।
16 Jako i we wszystkich listach swoich mówiąc o tych rzeczach, między któremi są niektóre rzeczy trudne ku wyrozumieniu, które nieumiejętni i niestateczni wykręcają jako i inne pisma, ku swemu własnemu zatraceniu.
୧୬ସେ ତାର୍ ସବୁ ଚିଟି ଲଗେ ମିସା ଏ ସମାନ୍ ବିସଇ ଲେକ୍ଲାଆଚେ । ମାତର୍ ତେଇଅନି କେତେଟା ବିସଇ ଲକ୍ମନ୍କେ ବୁଜ୍ବାକେ କସ୍ଟ ଆଚେ । ଜନ୍ ଲକ୍ମନ୍ ନିକ ସିକତ୍ନାଇ ଆରି ତାକର୍ ବିସ୍ବାସ୍ଟାନେ ଡାଟ୍ନାଇ, ଏ ସବୁ ବିସଇର୍ ଅରତ୍ ବୁଲ୍ଇସାବେ ବାତାଇଲାଇନି । ପର୍ମେସରର୍ ବାକିଅତେଇରଇବା କେତେଟା ବିନ୍ ବିସଇମନ୍ ମିସା ଏନ୍ତାରି ବୁଲ୍କରି ବାତାଇଲାଇନି । ଏନ୍ତାରି କଲାର୍ପାଇ ପର୍ମେସର୍ ସେମନ୍କେ କୁରୁପ୍ନାସ୍ କର୍ସି ।
17 Wy tedy, najmilsi! wiedząc to przedtem; strzeżcie się, abyście błędem tych niezbożników nie byli zwiedzeni i nie wypadli z waszej stateczności;
୧୭ଏ ଆଲାଦର୍ ବାଇମନ୍, ତମେ ଆଗେ ଅନି ଏ ସବୁ ବିସଇ ଜାନି ଜାଗର୍ତା ଅଇରୁଆ । କେଡେବଲ୍ ନିୟମ୍ ନ ମାନ୍ଲା ଲକର୍ ଆସାର୍ କାମର୍ ପାନ୍ଦ୍ଲଗେ ଅଦ୍ରି, ଡାଟ୍ସଙ୍ଗ୍ ରଇବା ବିସ୍ବାସେ ଅନି ଉନା ଉଆନାଇ ।
18 Ale rośćcie w łasce i w znajomości Pana naszego i Zbawiciela, Jezusa Chrystusa, któremu niech będzie chwała i teraz, i na czasy wieczne. Amen. (aiōn )
୧୮ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ । (aiōn )