< ହତ୍ତି 1 >
1 ଜିସୁ କ୍ରିସ୍ଟତି ହତ୍ତି ବଚନ୍; ବିଲମ୍ ଆୱାଦାଂ ଇନା ଇନାକା ହାତେନେ ଗିଟାନାତ୍, ହେ ୱିଜ଼ୁ ହେୱାନ୍ ଇନେସ୍ ଜାର୍ ଆଡ଼ିୟାରିଂ ୱେଚ୍ନାନ୍, ଇଦାଂ କାଜିଂ ଇସ୍ୱର୍ ଇଦାଂ ଜିସୁ ଲାଗାଁୟ୍ ହେଲାୟ୍ କିତାନ୍, ଆରେ ହେୱାନ୍ ଜାର୍ ଦୁତ୍ତିଂ ପକ୍ଚି ଜାର୍ ଆଡ଼ିଏନ୍ ଜହନ୍ତିଂ ଇଦାଂ ପୁନି: କିୟ୍କିତାନ୍ ।
ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ବର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ।
2 ଆରେ ଜହନ୍ ନିଜେ ଇନାକା ହୁଡ଼୍ତାନ୍ନା, ହେଦାଂ ଇବେ ହପ୍ତାନ୍ନା । ଇ ପତିତ ଇସ୍ୱର୍ତି କାବୁର୍ ଆରି ଜିସୁ କ୍ରିସ୍ଟତି ସାକି ବିସ୍ରେ ଲେକା ଆତାତ୍ନ୍ନା ।
ସେହି ଯୋହନ ଈଶ୍ବରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍ ସେ ଯାହାସବୁ ଦର୍ଶନ ଦେଖିଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି।
3 ଇନେନ୍ ପଡ଼ି କିତାନ୍ ଆରି ଇମ୍ଣାକାର୍ ଇ ବେଣ୍ବାକ୍ଣାୟ୍କିନାକା ୱେନାର୍, ଆରେ ହେବେ ଲେକାତି ବିସ୍ରେ ସବୁ ମାନିକିନାର୍, ହେୱାର୍ ଦନ୍ୟ ଇନେକିଦେଂକି ସମୁ ଲାଗେ ୱାତାତେ ।
ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ।
4 ଜହନ୍ ଆସିଆତ ମାନି ସାତ୍ଗଟା ମଣ୍ଡ୍ଲି ଲାଗାଂ ନା ଜୱାର୍ ଜାଣାୟ୍କିନାଙ୍ଗା, ଇନେର୍ ନଙ୍ଗ୍, ପ୍ଡାନାକା ଆରି ଆଗେ ୱାନିଦିନ୍ତ, ହେୱାନ୍ତାଂ ଆରି ହେୱାନ୍ତି ଗାଦି ମୁମ୍ଦ ସାତ୍ ଜିବୁନ୍ତାଂ
ଯୋହନ ଏସିଆ ଅଞ୍ଚଳରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ
5 ଆରେ ପାର୍ତିନି ସାକି, ହାତାକାର୍ ବିତ୍ରେତାଂ ପର୍ତୁମ୍ ଗାଗାଡ଼୍ ଆସ୍ତାକାନ୍ ଆରି ପୁର୍ତିନି ମୁଡ଼୍ଦାକାନ୍ ରାଜାର୍ତାଂ ରାଜା ଜିସୁ କ୍ରିସ୍ଟତାଂ ଦୟା ଆରି ସୁସ୍ତା ମି କାଜିଂ ଆଏତ୍ । ଇନେନ୍ ମାଙ୍ଗ୍ ଜିଉନଜ଼ି ଜାର୍ ନେତେର୍ ହୁକେ ମାଙ୍ଗେଙ୍ଗ୍ ମା ପାପ୍ତାଂ ମୁକ୍ଡ଼ାୟ୍ କିତ୍ତାନ୍ନା,
ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,
6 ଆରେ, ମାଙ୍ଗ୍ ର ରାଜାକୁଟୁମ୍ ଲାକେ ଜାର୍ ଇସ୍ୱର୍ ଆରି ଆବାତି ଲାଗେ ମାପ୍ରୁହେବାକିନାକାନ୍ ଲାକେ ବାଚିକିତ୍ତାନ୍ନା, ହେୱାନ୍ତି ଜାଜ୍ମାଲ୍ ଆରି ବପୁ ଜୁଗ୍ ଜୁଗ୍ ଆଏତ୍ । ଆମେନ୍ । (aiōn )
ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ବର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍। (aiōn )
7 ହୁଡ଼ାଟ୍, ହେୱାନ୍ ବାଦାଡ଼୍ତ ୱାନାନା, ଜାଣ୍କେ ମାନାୟାର୍ ହେୱାନିଂ ହୁଡ଼୍ନାର୍, ଇମ୍ଣାକାର୍ ହେୱାନିଂ ଏଚ୍ଜି ମାଚାର୍, ହେୱାର୍ ପା ହୁଡ଼୍ନାର୍, ଆରେ ପୁର୍ତିନି ସବୁ ଜାତି ତା ୱାନାକା କାଜିଂ ଆଡ଼୍ବାନାର୍ । ଇ ସବୁ ହାତେନେ ଗିଟାନାତ୍ । ଆଁ ଆମେନ୍ ।
“ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ସେହିପରି ହେଉ, ଆମେନ୍।”
8 ଇନେନ୍ ନଙ୍ଗ୍, “ଆକ୍ତୁ ଆରି ୱାନିଦିନ୍ତ” ଇନେର୍ ସାକ୍ତିକାଟାକାନ୍, ହେ ମାପ୍ରୁ ଇସ୍ୱର୍ ଇନାନ୍ “ଆପ୍ ଆରମ୍ ଆରି ହାରିହାରା ।”
“ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ,” ସେହି ପ୍ରଭୁ ଈଶ୍ବର କହନ୍ତି, “ଆମ୍ଭେ ଆରମ୍ଭ ଓ ଶେଷ।”
9 ଆନ୍ ଜହନ୍, ମି ରୱାନ୍ ଟଣ୍ଡେନ୍ ଆରି ଜିସୁତି ଚେଲା ଲାକେ ତା ରାଜିନି ମାନାୟାର୍ ଦୁକ୍ ଜପି ଆଜ଼ି ମାନି ସାସ୍ ଲାହାଙ୍ଗ୍ ମେହା ଆନାକା, ଆନ୍ ଇସ୍ୱର୍ତି ବଚନ୍ ଆରି ଜିସୁତି ସାକି କାଜିଂ ପାତ୍ମ ତର୍ନି ଏସ୍କୁପୁଲିତ ବନ୍ଦି ମାଚାଂ ।
ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ବରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ୱୀପରେ ଥିଲି।
10 ଆନ୍ ମାପ୍ରୁତି ଦିନ୍ତ ପୁଇପୁୟା ଜିବୁନ୍ ନା ଜପି ଜୁତ୍ତାତ୍ ଆରି ନା ପାଚେ ମରି ସବଦ୍ ଲାକେ ର ଗାଜା କାଟ୍ ଇଦାଂ ଇନାକା ୱେଚାଙ୍ଗ୍,
ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,
11 ଏନ୍ ଇନାକା ହୁଡ଼୍ନାୟା, ହେଦାଂ ର ପତିତ ଲେକିକିଜ଼ି ସାତ୍ ମଣ୍ଡ୍ଲି, ଇଚିସ୍ ଏପିସିୟ, ସ୍ମୁର୍ଣ୍ଣା, ପର୍ଗମ୍, ତୁୟାତିରା ସାର୍ଦ୍ଦି, ପିଲାଦେଲ୍ପିଆ ଆରି ଲାଅଦିକିଆ ଲାଗାଂ ପକା ।
“ତୁମ୍ଭେ ଯାହା ଦର୍ଶନ ଦେଖୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ସହରରେ ଥିବା ସପ୍ତ ମଣ୍ଡଳୀଗଣକୁ, ଅର୍ଥାତ୍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟାଥିରା, ସାର୍ଦ୍ଦୀ, ଫିଲାଦେଲ୍ଫିଆ ଓ ଲାଅଦିକିଆ ନିକଟକୁ ପ୍ରେରଣ କର।”
12 ଇନେର୍ ନା ଲାହାଙ୍ଗ୍ କାତା ଇନାନା, ଇଦାଂ ହୁଡ଼୍ନି କାଜିଂ ଆନ୍ ଜେଣ୍ପାଡ଼୍କା ମାସ୍ତାଂ । ଆରେ ମାସ୍ତିଲେ ଆନ୍ ହୁଡ଼୍ତାଂ, ସାତ୍ ହନା ବଇଟା,
କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି। ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ,
13 ଆରେ ହେ ବଇଟାଙ୍ଗ୍ ମାଦ୍ଣି ବାହାତ ମାନାୟ୍ ମାଜ଼ିତି ଲାକେ ରୱାନ୍ ମାନାୟ୍; ହେୱାନ୍ ପାନା ପାତେକ୍ ହେନ୍ଦ୍ରା ଉସ୍ପାତାକା ଆରି ନେଞ୍ଜେଡାକିତ ହନା ଚାର୍ବେଣ୍ତାଂ ଡରି ଗାଚ୍ୟାତାନ୍ନା;
ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;
14 ହେୱାନ୍ତି କାପ୍ଡ଼ାନି ତେମୁଲ୍ ଆଞ୍ଜ୍ଗା ଲାକେ ଡ଼ିଞ୍ଜ୍ନାକା ମାଚାତ୍, ଆରେ ହେୱାନ୍ତି କାଣ୍କୁ ଆହ୍ନି ନାଣି ଲାକେ;
ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଳବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ,
15 ହେୱାନ୍ତି ପାନା ରିଣ୍ଡି ନାଣି ହଲି ନିର୍ମଲ୍ ଅଜଡ଼୍ ପିତାଡ଼୍ ଲାକେ ଆରି ହେୱାନ୍ତି କାଟ୍ ବେସି କାଡ଼୍କାନି ଏଜ଼ୁଙ୍ଗ୍ ଲାକେ ।
ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ।
16 ହେୱାନ୍ ଜାର୍ ବୁଜ୍ଣି କେଇଦ ସାତ୍ଗଟା ହୁକାଂ ଆସ୍ତି ମାଚାନ୍, ହେୱାନ୍ତି ୱେଇଦାଂ ତିପ୍ତିପା ରିଦାରା କାଣ୍ଡା ହସି ମାଚାତ୍, ଆରେ ହେୱାନ୍ତି ମୁମ୍ ମୁଣ୍ଡାବେଲାନି ୱେଡ଼ା ଲାକେ ଡ଼ିଞ୍ଜି ମାଚାତ୍ ।
ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା।
17 ହେୱାନିଂ ହୁଡ଼୍ଜି ଆନ୍ ହାତି ଲାକେ ହେୱାନ୍ ପାନା ତାରେନ୍ ଗୁର୍ତାଂ । ହେବେ ହେୱାନ୍ ନା ଜପି ଜାର୍ ବୁଜ୍ଣି କେଇ ଇଡ଼୍ଜି ଇନ୍ଚାନ୍, “ପାଣ୍ଡ୍ରା ଆମା, ଆନ୍ ଆରମ୍ ଆରି ହାରିହାରା ।
ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ,
18 ଆନ୍ ମାନେଜିତାକାଂ; ହାଜ଼ି ମାଚାଙ୍ଗ୍, ମାତର୍ ଆନ୍ ନଙ୍ଗ୍ ଜିତାଙ୍ଗ୍ନା ୱିଜ଼୍ୱି କାଡ଼୍ ଜିବୁନ୍ ମାନ୍ଗାନାଙ୍ଗ୍ । ହାକି ଆରି ହାତିଲକାର୍ ପାତାଲ୍ନି କୁଚିକାଡି ନା କେଇଦ ମାନାତ୍ । (aiōn , Hadēs )
“ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି। (aiōn , Hadēs )
19 ଲାଗିଂ, ଇନା ଇନାକା ବିସ୍ରେ ହୁଡ଼୍ତାୟ୍, ଇନା ଇନାକା ନଙ୍ଗ୍ ଗିଟାନାତା ଆରି ଇଦାଂ ପାଚେ ଗିଟାନାତ୍, ହେ ସବୁ ଲେକିକିୟା ।
ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହାପରେ ଘଟିବ, ସେହିସବୁ ଲିପିବଦ୍ଧ କର।
20 ମା ବୁଜ୍ଣି କେଇଦ ଇମ୍ଣି ସାତ୍ଗଟା ହୁକାଂ ହୁଡ଼୍ତାୟ୍, ହେବେନି ଆରି ସାତ୍ଗଟା ହନା ବଇଟାନି ଅରତ୍ ଇଦାଂ, ହେ ସାତ୍ଗଟା ହୁକାଂ ସାତ୍ଗଟା ମଣ୍ଡ୍ଲିନି ଦୁତକ୍” ଆରି ସାତ୍ଗଟା ବୈଟାଂ ସାତ୍ଗଟା ମଣ୍ଡ୍ଲି ଆନିକ୍ ।
ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି।”