< ମାତିଉ 15 >
1 ଦିନେକ୍ କେତେ ଜାଣ୍ ପାରୁସିର୍ ଆରି ଦରମ୍ ଗୁରୁର୍ ଜିରୁସାଲମ୍ତାଂ ୱାଜ଼ି ଜିସୁଙ୍ଗ୍ ୱେନ୍ବାତାର୍,
ସେହି ସମୟରେ ଯିରୂଶାଲମ ସହରରୁ ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ,
2 “ମା ଆଗେ ପ୍ରାଚିନାର୍ ରିତି ନିତି ହିଜ଼ି ହାଚାର୍ଣ୍ଣା, ମି ଚେଲାର୍ ଇନେକିଦେଂ ହେ ୱିଜ଼ୁ ଉଡ଼ା ଆନାରା? ତିନି ଆଗେ ହେୱାର୍ ରିତିତ ଇନେକିଦେଂ ହାର୍ କିଜ଼ି କେଇ ନୁଜ଼ୁରା ।”
ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅମାନ୍ୟ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହାତ ଧୁଅନ୍ତି ନାହିଁ।
3 ଜିସୁ ହେୱାରିଂ ଉତର୍ ହିତାନ୍, “ଏପେଙ୍ଗ୍ ପା ମି ରିତି ନିତି କାଜିଂ ଇନେକିଦେଂ ଇସ୍ୱର୍ତି ବଲ୍ ଉଡ଼ା ଆନାଦେରା?
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ବରଙ୍କ ଆଜ୍ଞା ଅମାନ୍ୟ କର?
4 ଇସ୍ୱର୍ତି ବଲ୍ କିତାନ୍ନ୍ନା, ଆବାଂ ଆୟାଙ୍ଗ୍ ୱାରି କିୟାଟ୍ । ଆରେ ଇନେର୍ ତା ଆବା କି ଆୟାଂ ସାଇପ୍ ହିନାନ୍, ହେୱାନ୍ ହାକି ଡାଣ୍ଡ୍ ପାୟା ଆନାନ୍ ।”
ଈଶ୍ବର ତ କହିଅଛନ୍ତି ‘ପିତାମାତାକୁ ସମାଦର କର,’ ଆଉ ‘ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’
5 “ମାତର୍ ଏପେଙ୍ଗ୍ ଇନାଦେରା ହିକ୍ୟା ହିନାଦେରା ଜେ ରୱାନ୍ ମାନାୟ୍ ଇମ୍ଣି ଅରତ୍ ଲାହାଙ୍ଗ୍ ଜାର୍ ଆବାଂ କି ଆୟାଙ୍ଗ୍ ସାଇଜ କିଦେଙ୍ଗ୍ ଆଡ଼୍ତାନ୍ମା ହେଦାଂ ଇସ୍ୱର୍ତିଂ ଦାନ୍ କିତାନ୍ନ୍ନା ଇଞ୍ଜି ୱେଚ୍ଚାର୍,
କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋʼଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାଆନ୍ତ, ସେ ସବୁ ‘ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି,’
6 ହେୱାନ୍ ଆରେ ତା ଆବା ଆୟାଂ ହାତେନେ ଜତନ୍ କିଉନ୍ । ଇ ଲାକେ ଏପେଙ୍ଗ୍ ମିଦାଂ ବଲ୍ମନ୍ଦ୍ ରିତିନିତି କାଜିଂ ଇସ୍ୱର୍ତି ବଚନ୍ ବେକାର୍ କିନାଦେରା ।
‘ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ।’ ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରିଅଛ।
7 ଆଡ଼େ କାପ୍ଟିୟାର୍, ଜିସାୟ୍ ମି ବିସ୍ରେ ସମାନ୍ ବାବ୍ରେ ବେରଣ୍ ୱେଚ୍ଚାତାନ୍ନା!”
ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି,
8 “ଇସ୍ୱର୍ ଇଞ୍ଜ୍ନାନା, ଇ ଜାତି ମୁମ୍ଦ ମାଙ୍ଗେଙ୍ଗ୍ ୱାରି କିଦ୍ନାର୍, ମାତର୍ ହେୱାର୍ ମାନ୍ ମା ତାଙ୍ଗ୍ ଦେହା ମାନାତ୍ ।
‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ।
9 ନାଙ୍ଗ୍ ହେୱାର୍ ପାର୍ତାନା କିଦେଙ୍ଗ୍ ପଲ୍ୟା, ଇନାକିଦେଂକି ହେୱାର୍ ମାନାୟାର୍ତି ବିଦିଙ୍ଗ୍ ଦରମ୍ ବେରଣ୍ ଇଞ୍ଜି ହିକ୍ୟା ହିନାନ୍ ପଲ୍ୟା ମା ପାର୍ତାନା କିନାର୍ ।”
ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।’”
10 ତା ପାଚେ ଜିସୁ ମାନାୟ୍ତିଂ କଚଣ୍ତ କୁକ୍ଚି ଇଚାନ୍, “ମାନ୍ ହିଜ଼ି ୱେନାଟ୍ ଆରି ବୁଜାଆଦେଂ ସେସ୍ଟା କିୟାଟ୍;
ଆଉ ଯୀଶୁ ଲୋକମାନଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, “ଶୁଣ ଓ ବୁଝ;
11 ମାନାୟ୍ ତାଙ୍ଗ୍ ୱେୟ୍ ବିତ୍ରେ ହାନାତ୍, ହେଦାଂ ତାଙ୍ଗ୍ ବିଟାଡ଼୍ କିଉତ୍; ମାତର୍ ଇନାକା ବିତ୍ରେତାଂ ଇନାକା ବାର୍ତ ୱାନାତ୍, ହେଦାଂ ତାଙ୍ଗେଙ୍ଗ୍ ବିଟାଡ଼୍ କିନାତ୍ ।”
ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ।”
12 ଚେଲାର୍ ଜିସୁ ଲାଗେ ୱାଜ଼ି ଇଚାର୍, “ନି କାତା ୱେନ୍ଞ୍ଜି ପାରୁସିର୍ ରିସା ଆତାର୍ଣ୍ଣା, ଇଦାଂ ଇନାକା ଏନ୍ ପୁନୁୟା?”
ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୂଶୀମାନେ ଏହି କଥା ଶୁଣି ଯେ ଅପମାନିତ ହୋଇଛନ୍ତି, ଆପଣ କଅଣ ଏହା ଜାଣନ୍ତି?
13 ଜିସୁ ଉତର୍ ହିତାନ୍, “ଇମ୍ଣି ମାର୍କୁ ନା ସାର୍ଗେନି ଆବା ରୁଜ଼୍ୱାତାନ୍ନା, ହେ ୱିଜ଼ୁ ଉଟ୍କା ଆଜ଼ି ହାନାତ୍ ।
କିନ୍ତୁ ଯୀଶୁ ଉତ୍ତର ଦେଲେ, “ଯେଉଁ ସବୁ ବୃକ୍ଷ ମୋହର ସ୍ୱର୍ଗସ୍ଥ ପିତା ରୋପଣ କରି ନାହାନ୍ତି, ସେ ସବୁ ଉତ୍ପାଟିତ ହେବ।
14 ହେୱାର୍ ବିସ୍ରେ ତାନ୍ଦ୍ରା ଆମାଟ୍ । ହେୱାର୍ କାଣା ବିନ୍ କାଣାରିଂ ହାଜ଼ି ଚଚ୍ନାକାର୍ । ର କାଣା ଆରେ ର କାଣାଂ ହାଜ଼ି ଚଚ୍ଚିସ୍ ରିୟାର୍ ପା କ୍ଡଇଦ ଆର୍ଣ୍ଣାର୍ ।”
ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଦୁହେଁ ଖାତରେ ପଡ଼ିବେ।”
15 ହେବେଣ୍ଡାଂ ପିତର୍ ତାଙ୍ଗ୍ ଉତର୍ ହିତାନ୍, “ଉତର୍ମୁଡ଼୍ ମାଙ୍ଗେଙ୍ଗ୍ ବୁଜାୟ୍କିଦା ।”
ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମ୍ଭମାନଙ୍କୁ ବୁଝାଇ ଦିଅନ୍ତୁ।
16 ଜିସୁ ଇଚାନ୍, ଏପେଙ୍ଗ୍ ପା ଇନାକା “ଇ ପାତେକ୍ ବୁଜାଆଉଦେରା?
ଯୀଶୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଅବୋଧ?”
17 ଇନାକା ୱେଇଦ ହଣାତ୍, ହେଦାଂ ପଟତ ହାଲ୍ଜି ବାର୍ତବାହାତ ହାନାତ୍, ଇଦାଂ ଇନାକା ବୁଜା ଆଉଦେରା?
“ଯାହା କିଛି ମୁଖରେ ପ୍ରବେଶ କରେ, ତାହା ପେଟକୁ ଯାଇ ଶୌଚ ଦ୍ୱାରା ନିକ୍ଷିପ୍ତ ହୁଏ, ଏହା କଅଣ ବୁଝୁ ନାହଁ?
18 ମାତର୍ ୱେଇଦାଂ ଇନାକା ସବୁ ହନାତ୍, ହେଦାଂ ୱାସ୍କିତାଂ ହନାତ୍ ଆରି ହେଦାଂ ନେ ମାନାୟ୍ତିଂ ବିଟାଡ଼୍ କିନାତ୍ ।
କିନ୍ତୁ ମୁଖରୁ ଯାହାସବୁ ବାହାରେ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ।
19 ଇନାକିଦେଂକି ମାନ୍ତାଂ କାରାପ୍ ବିସ୍ରେ, ବେକାର୍ ଚିନ୍ତା ମାନାୟ୍ ଟୁଣାକା, ଦାରି, ମ୍ଡାନାକା, ମିଚ୍ ସାକି, ଆରି ନିନ୍ଦା କିନାକା ହନାତ୍ ।
କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ;
20 ଇଦାଂ ୱିଜ଼ୁ କାମାୟ୍ ମାନାୟ୍ତିଂ ବିଟାଡ଼୍ କିନାତ୍, ମାତର୍ ହେୱାର୍ କିନି କାଜିଂ ମାତର୍ ରିତିନିତି ଲାକେ କେଇ ନୁସ୍ୱାଦାଂ ଚିଚିସ୍ ମାନାୟାରିଂ ବିଟାଡ଼୍ କିଉତ୍ ।”
ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୁଆ ହାତରେ ଖାଇବା ମନୁଷ୍ୟକୁ ଅଶୁଚି କରେ ନାହିଁ।”
21 ଜିସୁ ହେ ବାହା ପିସ୍ତି ସର ଆରି ସିଦନ୍ ନିପ ଲାଗେ ଗାଡ଼୍ଦ ହାଚାନ୍ ।
ଯୀଶୁ ସେହି ସ୍ଥାନରୁ ଅଲଗା ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ।
22 ଆରେ ହୁଡ଼ା, ହେ ହାନ୍ଦିତାଂ ରଞ୍ଜେଲ୍ କିଣାନିୟ କଗ୍ଲେ ଗାଜା କାଟ୍ତାଂ ଇଞ୍ଜେଙ୍ଗ୍ ଲାଗାତାତ୍, “ଏ ମାପ୍ରୁ ଦାଉଦ୍ତି ହିମ୍ଣା ନାଙ୍ଗ୍ ଦୟା କିଦା । ମାଞ୍ଜି ଗାଡ଼୍ଚେଂ ପୁଦା ଆସ୍ତାତାନ୍ନା ଆରି ହେଦେଲ୍ ବେସି କସ୍ଟ ଆନାତା ।”
ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟ ସ୍ତ୍ରୀ ଆସି ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ, ମୋହର ଝିଅଟି ଅତି ଭୟଙ୍କର ଭାବରେ ଭୂତ ଦ୍ୱାରା କଷ୍ଟ ପାଉଅଛି।
23 ମାତର୍ ଜିସୁ ତାଙ୍ଗେଙ୍ଗ୍ ପାଦେକ୍ ପା ଉତର୍ ହିୱାତାନ୍ । ଆରି ତା ଚେଲାହିର୍ ୱାଜ଼ି ତାଙ୍ଗ୍ ଗୱାରି କିଜ଼ି ଇଞ୍ଜେଙ୍ଗ୍ ଲାଗାତାର୍, “ଇଦେଲିଂ ହାଜ଼ି ଲୱାଡ଼୍ ହିୟା, ଇନାକିଦେଂକି ଇଦେଲ୍ ମା ପାଚେ ପାଚେ ଆଲା ଆନାତା ।”
କିନ୍ତୁ ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି।
24 ଜିସୁ ଉତର୍ ହିତାନ୍, “ଜାଙ୍ଗ୍ତି ମେଣ୍ଡା ଲାକେ ହାଜ଼ିବାଣାତି ଇସ୍ରାଏଲ୍ନି ଲକ୍ ତାକେ ଆନ୍ ୱାତାଙ୍ଗ୍ନା ।”
କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ।”
25 ମାତର୍ କଗ୍ଲେ ୱାଜ଼ି ଜିସୁଙ୍ଗ୍ ଜୱାର୍ କିଜ଼ି ଇଞ୍ଜେଙ୍ଗ୍ ଲାଗାତାତ୍, “ମାପ୍ରୁ, ନାଙ୍ଗେଙ୍ଗ୍ ଦୟା କିଦା ।”
କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋହର ଉପକାର କରନ୍ତୁ।
26 ଜିସୁ ଇଚାନ୍, “ହିମ୍ଣାଙ୍ଗ୍ତି ଆରାଣ୍ ଅଜ଼ି ନିକୁଡ଼ିଙ୍ଗ୍ କଚଣ୍ତ ତୁହିନାକା ହାର୍ ଆକାୟ୍ ।”
ମାତ୍ର ସେ ଉତ୍ତର ଦେଲେ, “ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ୍ ନୁହେଁ।”
27 ମାତର୍ ହେଦେଲ୍ ଇଚାତ୍, “ଆଁ, ମାପ୍ରୁ, ମାତର୍ ନିକୁଡ଼ିଙ୍ଗ୍ ତ ଜାର୍ ଜାର୍ ମାପ୍ରୁତି ପାଟା ତାରେନ୍ ଆର୍ତି ସୁକ୍ଡ଼ି ତିନିକ୍ ।”
କିନ୍ତୁ ସେ କହିଲା, ହଁ, ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଅଇଁଠା ଖାଆନ୍ତି।
28 ଜିସୁ ତା କାତାନି ଉତର୍ ହିଜ଼ି ଇଚାନ୍, “ଏ କଇ, ନିନ୍ଦାଂ ଗାଜା ପାର୍ତି, ନି ଇଚା ହୁକେ ନିଂ ଗିଟାଏତ୍ ।” ହେ ସମୁତ ହେଦେଲ୍ତି ଗାଡ଼୍ଚେ ଉଜ୍ ଆତାତ୍ ।
ସେଥିରେ ଯୀଶୁ ଉତ୍ତର ଦେଲେ, “ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ।” ସେହି ମୁହୂର୍ତ୍ତରୁ ତାହାର କନ୍ୟା ସୁସ୍ଥ ହେଲା।
29 ଜିସୁ ହେବେତାଂ ହସି ଗାଲିଲି ଗୁଟି ଗୁଟି ହାଲ୍ଜି ର ମାଡ଼ି, ଜପି କୁଚାନ୍ ।
ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲୀ ସମୁଦ୍ର ନିକଟକୁ ଆସିଲେ, ଆଉ ପର୍ବତ ଉପରକୁ ଯାଇ ସେଠାରେ ବସିଲେ।
30 ଆରେ, ବେସିହେନି ମାନାୟ୍ ଟୁଟା, କାଣା, ଚଟା, ଗୁଲା, ଆରି ବେସି ବେମାର୍ ମାନାୟାରିଂ ତାସି ଜିସୁ ପାନା ତାରେନ୍ ଇଡ୍ତାର୍ ଆରେ ଜିସୁ ୱିଜ଼ାରିଂ ଉଜ୍ କିତାନ୍ ।
ପୁଣି, ବହୁସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ, ପୁଣି, ସେ ସେମାନଙ୍କୁ ସୁସ୍ଥ କଲେ।
31 ଇ ଲାକେ କନ୍ଦା ବେଣ୍ କିତାନ୍, ଚଟାର୍ ଉଜ୍ ଆତାର୍, ଚଟାର୍ ତାଙ୍ଗ୍ତାର୍, କାଣାର୍ ହୁଡ଼୍ନାରା, ଇଦାଂ ହୁଡ଼୍ତାର୍, ଆରି ଇସ୍ରାଏଲ୍ନି ଇସ୍ୱର୍ତି ପାର୍ତାନା କିତାର୍ ।
ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି, ଇସ୍ରାଏଲର ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।
32 ଜିସୁ ଚେଲାହିର୍ ହିର୍ବିସ୍ ଇଚାନ୍, “ଇ ମାନାୟାର୍ କାଜିଂ ନାଙ୍ଗ୍ ଦୁକ୍ ହତ୍ନାତା, ଇନାକିଦେଂକି ଇୱାର୍ ନା ଲାହାଙ୍ଗ୍ ତିନ୍ ଦିନ୍ ଆତାତେ ଆରି ନଙ୍ଗ୍ ହେୱାର୍ କଚଣ୍ତ ଇନାକା ତିନାକା ହିଲୁତ୍ । ହେୱାର୍ ତିନ୍ୱାଦାଂ ଇବେତାଂ ପକ୍ତେଂ, ଇ କାତା ଆନ୍ ମାନ୍କିଉଙ୍ଗ୍; ଇନାକିଦେଂକି ହାନିହିଂ ହାସ୍ଦ ହେୱାର୍ ନାସ୍କି ବାଉଡ଼ା ଆସି ଗୁର୍ନାର୍ ।”
ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, “ଏହି ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ; କାଳେ ବାଟରେ ଏମାନେ ମୂର୍ଚ୍ଛା ହୋଇଯାଇପାରନ୍ତି, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ।”
33 ଚେଲାହିର୍ ତାଙ୍ଗ୍ ୱେନ୍ବାତାର୍, “ଏଚେକ୍ ମାନାୟାରିଂ ଚିଚ୍ପେଦେଂ ଆସେଙ୍ଗ୍ ଚିମ୍ରା ବାହାତ ଇମେଣ୍ଡାଂ ଏଚେକ୍ ରୁଟିଂ ଗାଟାନାସ୍ ।”
ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜନ ସ୍ଥାନରେ କେଉଁଠାରୁ ଏତେ ରୁଟି ପାଇବା?
34 ଜିସୁ ହେୱାରିଂ ୱେନ୍ବାତାନ୍, ମି ତାକେ ଏଚଙ୍ଗ୍ ରୁଟିଂ ମାନିକ୍? ହେୱାର୍ ଇଚାର୍, “ସାତ୍ଗଟା, ଆରେ, ଅଲପ୍ କେତ୍ଗଟା ହିରୁ ମିନ୍କୁ ।”
ଯୀଶୁ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?” ସେମାନେ କହିଲେ, ସାତୋଟି, ପୁଣି, ଅଳ୍ପ କେତୋଟି ସାନ ମାଛ।
35 ଜିସୁ ମାନାୟାରିଂ ମେଦ୍ନିତ ଜପି କୁଚ୍ଚେଂ ୱେଚ୍ଚାନ୍ ।
ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ,
36 ଆରେ ଜିସୁ ହେ ସାତ୍ଗଟା ରୁଟିଂ ଆରି ମିନ୍କୁ ଅଜ଼ି ଦନ୍ୟବାଦ୍ ହିଜ଼ି ହେ ସବୁ ଚେଲାହିରିଂ ହିତାନ୍, ହେୱାର୍ ମାନାୟାରିଂ ହିତାର୍ ।
ଆଉ ଯୀଶୁ ସେହି ସାତୋଟି ରୁଟି ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହିସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ।
37 ଆରେ, ୱିଜ଼ାର୍ ତିନ୍ଞ୍ଜି ପଟ ପାନ୍ଚାର୍ ଆରି ଡ୍ରିକ୍ତି ରୁଟିଂ ଏଚେକ୍ ହାର୍ତାତ୍, ହେଦାଂ ହେୱାର୍ ପେସ୍ଦି ସାତ୍ ଟପା ବାର୍ତି କିତାର୍ ।
ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ।
38 କଗ୍ଲେ ଆରି ହିମ୍ଣାକାଂ ପିସ୍ତି ଚାରି ହାଜାର୍ ଆଣ୍ଡ୍ରାହିମ୍ଣାଂ ମାଚାର୍ ।
ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରି ହଜାର ପୁରୁଷ ଥିଲେ।
39 ଇଦାଂ ପାଚେ ଜିସୁ ମାନାୟାରିଂ ହେଲ ହିଜ଼ି ଡଙ୍ଗାତ ଦୁମ୍ଜି ମୁଗ୍ଦାନ୍ ନିପ ହାଚାନ୍ ।
ଏଥିଉତ୍ତାରେ ସେ ଲୋକସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗଦାନ ସୀମାକୁ ଆସିଲେ।