< ୨ ପିତର୍‌ତି 2 >

1 ମାତର୍‌ ମାନାୟାର୍‌ ବିତ୍ରେ ଚାକ୍ରାୟ୍‌କିନି ବେଣ୍‌ବାକ୍‌ଣାୟ୍‌କିନାକାର୍‌ ପା ହତ୍‌ନାର୍‌; ହେ ଲାକେ ମି ବିତ୍ରେ ପା ଚାକ୍ରାୟ୍‌କିନି ହିକ୍ୟାକିନାକାର୍‌ ହତ୍‌ନାର୍‌; ହେୱାର୍‌ ବୁଡାନିଜଗତ୍‌ତ ବାନ୍ୟା ମାନ୍ତ ଡ଼ୁକ୍‌ଚି ଚାଲାୟ୍‌ କିଜ଼ି ହେୱାରିଂ କଡ଼୍‌ନାକାନ୍‌ ମାପ୍ରୁଙ୍ଗ୍‌ ଆଁ ମାନିକିଉର୍‌, ଆରେ, ଜାର୍‌ତିଂ ମାନିକିୱାକା ଗିଟାନାତ୍‌ ।
କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ।
2 ଆରେ, ଆଦେକ୍‌ ହେୱାର୍‌ତି ବାନ୍ୟାକାମାୟ୍‍ତ ତଲ୍ୟା ହାନାର୍‌, କାତାତ ଇୱାର୍ତି କାଜିଂ ହାତ୍‌ପା ହାଜ଼ି ନିନ୍ଦା କିତାର୍‌ ।
ଆଉ, ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ।
3 ହେୱାର୍‌ ଦନ୍‍ଲବ୍‍ତ ଚାକ୍ରାୟ୍‍କାତା ହୁଦାଂ ମିତାଂ ଟାକାଂଲବ୍‍ କିଦେଙ୍ଗ୍‌ ସେସ୍ଟା କିନାର୍‌; ହେୱାର୍‌ତି ଡାଣ୍ଡ୍‌ ବେସି କାଡ଼୍‌ଦାଂ ଗିଟାଜ଼ି ୱାନାତା ଆରି ବେସିଦିନ୍‌ତାଂ ଇସ୍ୱର୍‌ ହେୱାର୍‌ତି ବିଚାର୍‌ କିତାନ୍‌ନ୍ନା ଆରେ ହେୱାର୍‌ତି ହାକିନି ଦିନ୍‌ ୱାତାତେ ।
ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।
4 ଇନେକିଦେଂକି ଇସ୍ୱର୍‌ ପାପ୍‌ତ ମୁଚ୍ୟାତି ଦୁତକ୍‌କାଂ କେମା ହିୱାଦାଂ ନରକ୍‌ତ ତୁହିଜି ବିଚାର୍ଣ୍ଣା କାଜିଂ ମାଜ୍‌ଗାନି କ୍ଡଇଦ ହିକ୍‌ଡ଼ିଂ ତାଙ୍ଗ୍‌ ଗାଚ୍‌ଚି ଇଡ଼୍‍ତାନ୍ନା (Tartaroō g5020)
କାରଣ ଈଶ୍ବର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନର୍କରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି (Tartaroō g5020)
5 ଇସ୍ୱର୍‌ ପ୍ଡାନି ଜଗତ୍‌ତିଙ୍ଗ୍‌ ପା ପିହ୍‍ୱାତାନ୍, ମାତର୍‌ କେବଲ୍‌ ଦାରୁମ୍‍ ସୁଣାୟ୍‍କିନାକାର୍ ନହତିଂ ବିନ୍‌ ସାତ୍‌ ଜାଣ୍‌ ଲାହାଙ୍ଗ୍‌ ରାକ୍ୟା କିଜ଼ି ଦାରୁମ୍‍ବାମ୍‍ଡାୟ୍‍ ଜଗତ୍‌ତ ଏସ୍‍ଚାଲାନାକା ଗିଟାୟ୍‍କିତାନ୍;
ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ;
6 ତା ପାଚେ ଇସ୍ୱର୍‌ ସଦମ୍‌ ଆରି ଗମରା ଗାଡ଼୍‍ସବୁତିଂ ନିସ୍‍ତ ମାଜ଼ି କିଜ଼ି ବାର୍ତିରଚେ ବୁଡାଦେଂ କାଜିଂ ଦାଣ୍ଡ୍‌ ବଲ୍‌ ହିତାନ୍ ଆରି ହେୱାରିଂ ୱାନି କାଡ଼୍‍ଦ ଅଦାର୍ମିତି ଉତର୍‍ମୁଡ଼୍‍ ଲାକେ କିତାନ୍,
ସେ ସଦୋମ ଓ ଗମୋରା ନଗରସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତକାଳର ଅଧାର୍ମିକମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ,
7 ଆରେ, ହେୱାନ୍ ବିଦିହିଲ୍‌ୱାକାରିଂ ବାନ୍ୟାକାମାୟ୍‍ତ ପୁରା ବେବାର୍‌ ପିସ୍ତି ଦାର୍ମି ଲଟତିଂ ଇସ୍ୱର୍‌ ରାକ୍ୟା କିତାନ୍,
ପୁଣି, ସେ ଦୂରାଚାରୀମାନଙ୍କ କାମୁକତାପୂର୍ଣ୍ଣ ଆଚରଣରେ ବ୍ୟଥିତ ଧାର୍ମିକ ଲୋଟଙ୍କୁ ଉଦ୍ଧାର କଲେ,
8 ଲାଗିଂ ହେ ଦାର୍ମି ଲକୁ ହେୱାର୍‌ତି ବିତ୍ରେ ବାହା କିଜ଼ି ହେୱାର୍‌ତି ବାନ୍ୟା କାମାୟ୍‌ ହୁଡ଼୍‌ଜି ଆରି ୱେନ୍‍ଞ୍ଜି ନିତ୍ରେ ଜାର୍ ଦାରୁମ୍‍ନିକାର୍‍ ପାରାଣ୍‍ତ କସ୍ଟ ବଗ୍‌ କିତାର୍‌ ।
ଯେଣୁ ସେହି ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟ ଶୁଣି ପ୍ରତିଦିନ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ।
9 ଇବାନି ମାପ୍ରୁ ଦାରୁମ୍‍ନିକାରିଂ ପରିକ୍ୟାତାଂ ରାକ୍ୟା କିଦେଙ୍ଗ୍‌ ଆରେ, ଅଦାର୍ମିରିଂ, ବେସି ଇମ୍‌ଣାକାର୍‌ ଗାଗାଡ଼୍‌ନି ବାନ୍ୟା ଆହାତ ଚାଲା ଆଜ଼ି ପିସ୍ତେଙ୍ଗ୍‌ ମାନି କିଉର୍‌, ହେୱାରିଂ ବିଚାର୍‌ ଦିନ୍‌ କାଜିଂ ଡାଣ୍ଡ୍‌ନି ତାରେନ୍‌ ଇଡ୍‌ଦେଂ ପୁନାର୍‌ ।
ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି।
10 ହେୱାର୍‌ ପାଣ୍ଡ୍ରାୱାକାର୍‌ ଆରି ଜାର୍‌ତିଂ ବାନ୍ୟା ହୁଡ଼୍‌ନାକାର୍‌ ଆଜ଼ି କାବାନି ସାକ୍ତିନିକାରିଂ ଗାଗାଡ଼୍‌ ନିନ୍ଦା କିଦେଙ୍ଗ୍‌ ପାଣ୍ଡ୍ରା ଆଉର୍‌,
ସେମାନେ ଦୁଃସାହସୀ ଓ ସ୍ୱେଚ୍ଛାଚାରୀ ହୋଇ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରିବାକୁ ଭୟ କରନ୍ତି ନାହିଁ,
11 ଆତିସ୍‌ପା ଆଦିକ୍‌ ସାକ୍ତି ଆରି ବାପୁନି ଦୁତ୍‌ତର୍‌ ମାପ୍ରୁତି ଲାଗେ ନିନ୍ଦା କିଜ଼ି ହେୱାର୍‌ତି ବିଚାର୍ଣ୍ଣା କିଉନ୍‌ ।
ଯଦ୍ୟପି ଅଧିକ ଶକ୍ତି ଓ ପରାକ୍ରମଶାଳୀ ଦୂତମାନେ ପ୍ରଭୁଙ୍କ ଛାମୁରେ ନିନ୍ଦା କରି ସେମାନଙ୍କର ବିଚାର କରନ୍ତି ନାହିଁ।
12 ଆହ୍ୟାଜ଼ି ରାସ୍ୟାଦେଂ ଇମ୍‌ଣି ପସୁଂତି ଜଲମ୍‌, ହେୱାଙ୍ଗ୍‌ ଲାକେ ଇ ଚାକ୍ରାୟ୍‌ଗୁରୁର୍‌ କେବଲ୍‌ ବାନ୍ୟା ହୁଦାଂ ଚାଲାନାର୍‌ । ଇମ୍‌ଣି ବିସ୍ରେ ବୁଜାଉର୍‌, ହେଦେଲିଂ ହେୱାର୍‌ ନିନ୍ଦା କିତାର୍‌ । ମାତର୍‌ ହେୱାର୍‌ ରାନ୍‌ତି ପସୁର୍‌ ଲାକେ ନାସ୍‌ ଆନାର୍‌ ।
କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ,
13 ଆରେ, ଅନ୍ୟାୟ୍‌ ବାର୍ତାନ୍ ଲାକେ ଅଦାର୍ମିନି ପାଡ଼୍‌ ବଗି କିନାର୍‌, ହେୱାର୍‌ ୱେଡ଼ାଲିଂ ଆଡାରେ ମାଞ୍ଜେଙ୍ଗ୍‌ ସୁକ୍‌ ପାୟାନାର୍, ଆରେ ପ୍ରାଲ୍‌ ଆରି ନିନ୍ଦାନିକାନ୍‌ ଆଜ଼ି ମି ଲାହାଙ୍ଗ୍‌ ତିନାଉଣାତ ସୁକ୍‌ ପାୟାନି ସମୁତ ଜାର୍ତି ବାମ୍‌ଣ୍ଡାନି ହାନ୍ଦାୟ୍‍ତ ନିଂନାର୍ ।
ପୁଣି, ଅନ୍ୟାୟ ବେତନ ସ୍ୱରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି, କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି।
14 ହେୱାର୍‌ତି କାଣ୍‌ଙ୍ଗା ଦାରି କଗ୍‌ଲେତ ବାର୍ତି ଆଜ଼ି ପାପ୍‌ତାଂ ଟେବା ଆଉର୍‌, ହେୱାର୍‌ ତିର୍‍କାଡ଼୍‍ବୁଦି ଲକୁରିଂ ଦାନ୍‌ ଲାବ୍‍ଡ଼ି କିନାର୍‌, ହେୱାର୍‌ତି ମାନ୍‌ ଦାନ୍‍ଲାବ୍‍ତ ବିପ୍ତି, ହେୱାର୍‌ ସାଏପ୍‍ନି ହିମ୍‍ଣାଙ୍ଗ୍,
ସେମାନଙ୍କର ଚକ୍ଷୁ ବ୍ୟଭିଚାରିଣୀ ସ୍ତ୍ରୀରେ ପରିପୂର୍ଣ୍ଣ ହୋଇ ପାପରୁ କ୍ଷାନ୍ତ ହୁଏ ନାହିଁ, ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି, ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ, ସେମାନେ ଅଭିଶାପର ସନ୍ତାନ,
15 ହେୱାର୍‌ ଆଡ଼୍‌ୱା ହାଜ଼ି ପିସ୍ତି ଅଦାର୍ମିତ ହାଚାର୍ଣ୍ଣା । ବିୟର୍‌ନି ମାଜ଼ି ବିଲିୟାମ୍‌ ହାଜ଼ି ହେୱାର୍‌ ତା ପାଚେ ହାଚାର୍ଣ୍ଣା । ହେୱାନ୍‌ ବାନ୍ୟା କାମାୟ୍‌ କିଜ଼ି ଡାବୁଙ୍ଗ୍‌ ଲାବ୍‌ କିଦେଙ୍ଗ୍‌ ଜିଉନତାର୍‌;
ସେମାନେ ଅନ୍ୟାୟ ବେତନର ଲାଳସାକାରୀ ବିୟୋରର ପୁତ୍ର ବିଲୀୟାମର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ;
16 ମାତର୍‌ ହେୱାନ୍ ଜାର୍ ଅପ୍‌ରାଦ୍‌ କାଜିଂ ଗଡ଼୍‌ ୱେଚାନ୍, ରଞ୍ଜାଙ୍ଗ୍ ବଇରି ଗଦ ମାନାୟ୍‌ ସୁଆତ କାତା ଡନ୍‌ଞ୍ଜି ବେଣ୍‌ବାକ୍‌ଣାୟ୍‌କିନାକାନ୍ତି ହତ୍‌ନାକାଦ୍‌ଲିଂ ଚିମ୍‌ରା କିତାନ୍‌ ।
କିନ୍ତୁ ସେ ଆପଣା ଅପରାଧ ସକାଶେ ଅନୁଯୋଗ ପ୍ରାପ୍ତ ହେଲା, ଗୋଟିଏ ମୂକ ପଶୁ ମନୁଷ୍ୟ ସ୍ୱରରେ କଥା କହି ଭାବବାଦୀର ଉନ୍ମତ୍ତତା ନିବୃତ୍ତ କଲା।
17 ଇ ଚାକ୍ରାୟ୍‌ ଗୁରୁର୍‌ ୱାଚ୍‌ଚି ଜାରାଣ୍‌ ଲାକେ ଆରି ଡ଼ୁଇଦ ଚାଲାନି ବାଦାଡ଼୍‌ ଲାକେ । ଇସ୍ୱର୍‌ ଇୱାର୍‌ କାଜିଂ ବେସି ମାଜ୍‌ଗାନି କ୍ଡଇ ବାହା ରଚ୍‌ଚାନ୍‌ନା । (questioned)
ସେମାନେ ନିର୍ଜଳର ନିର୍ଝର ଓ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ତୁଲ୍ୟ, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ରକ୍ଷିତ ହୋଇଅଛି।
18 ଇନେକିଦେଂକି ହେୱାର୍‌ ପଲ୍ୟା ଆକାର୍‌ କାତା ଡନ୍‌ଞ୍ଜି ବାମ୍‍ଣ୍ଡାନି ପଲ୍ୟା କାରାପ୍‌ତାଂ ବେଜେକ୍‌ ଉଦାର୍‍ ପାୟାତି ଲକୁରିଂ ଗାଗାଡ଼୍‌ନି ସୁକ୍‍ଲାଲ୍‍ସାତ ବାନ୍ୟାକାମାୟ୍‍ ହୁଦାଂ ଲକାର୍‍ ଲବ୍‍ କିନାର୍‌;
କାରଣ ସେମାନେ ନିରର୍ଥକ ଅହଙ୍କାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି;
19 ହେୱାର୍‌ ହେୱାରିଂ ଜାର୍‌ତାରେନି ପାର୍ମାଣ୍‌ ହିନାନ୍‌, ମାତର୍‌ ନିଜେ ବୁଡାନି ଆଡ଼୍‌ୟା ଆତାନ୍ନା; ଇନେକିଦେଂକି ଇନେର୍‌ ଇନାକା ହୁଦାଂ ଆରାନାର୍, ହେୱାନ୍ ହେବେନି ଆଡ଼ିଏନ୍‌ ।
ସେମାନେ ସେମାନଙ୍କୁ ସ୍ୱାଧୀନତାର ପ୍ରତିଜ୍ଞା ଦିଅନ୍ତି, କିନ୍ତୁ ନିଜେ ବିନାଶର ଦାସ ଅଟନ୍ତି; କାରଣ ଯେ ଯାହା ଦ୍ୱାରା ପରାସ୍ତ ହୁଏ, ସେ ସେଥିର ଦାସ।
20 ଲାଗିଂ ହେୱାର୍‌ ଜଦି ମାପ୍ରୁ ଆରି ମୁକ୍ତି କିଦ୍‌ନି ଜିସୁ କ୍ରିସ୍ଟତି ବିସ୍ରେ ଗିଆନ୍ ହୁଦାଂ ଜଗତ୍‌ନି ବିଟାଡ଼୍‌ତାଂ ରାକ୍ୟା ପାୟାଜ଼ି ଆରେରଗ ହେବେ ଗାଚ୍ୟାଜ଼ି ଆରା ଆତିସ୍‌, ତା ଆତିସ୍‌ ହେୱାର୍‌ତି ପର୍ତୁମ୍‌ ଦସା ବାଟା ହାରିହାରା ଦସା ଆଦିକ୍‌ ବାନ୍ୟା ଆନାତ୍‌ ।
ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହାହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ।
21 ଇନେକିଦେଂକି ଦାର୍ମି ହାଜ଼ି ପୁଞ୍ଜି ଜାର୍‌ ଲକୁ ଲାଗାଂ ହେଲାୟ୍‌ ଆତି ପୁଇପୁୟା ବଲ୍‌ତାଂ ବିନ୍‍ମୁମ୍‍ ଆନି ବାଟା ନଲେ ହେ ହାଜ଼ି ପୁନ୍‍ୱାକା ହେୱାର୍‌ତି ପାକ୍ୟାତ ହାରା ଆତାତ୍ମା ।
କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା।
22 ହେୱାର୍‌ କାଜିଂ ଇନାକା ଗିଟାତାତ୍‌ନା ହେବେତାଂ ଇ ଉତର୍‌ମୁଡ଼୍‌ ଇନାକାର୍‌ତି ହାତ୍‌ପା ଆନାତା । “ନିକୁଡ଼୍ ଇନାକା କାକ୍‌ନାତ୍‌, ହେଦେଲିଂ ଆରେ ତିନାତ୍‌, ପାଞ୍ଜିତିଂ ନୁସ୍‌ତିସ୍‌ପା ପାଚେ ଆରେ ଚିକ୍‌ଲାତ ଚାକ୍‌ଟା ଆଗାନାତ୍‌ ।”
କୁକୁର ଆପଣା ବାନ୍ତି ଖାଇବାକୁ ଓ ଧୌତ ହୋଇଥିବା ଘୁଷୁରି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ, ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ପ୍ରତି ଘଟିଅଛି।

< ୨ ପିତର୍‌ତି 2 >