< ਰੋਮੀਆਂ ਨੂੰ 11 >

1 ਸੋ ਮੈਂ ਕਹਿੰਦਾ ਹਾਂ, ਕੀ ਪਰਮੇਸ਼ੁਰ ਨੇ ਆਪਣੀ ਪਰਜਾ ਨੂੰ ਛੱਡ ਦਿੱਤਾ? ਕਦੇ ਨਹੀਂ! ਮੈਂ ਵੀ ਤਾਂ ਇਸਰਾਏਲੀ ਹਾਂ, ਅਬਰਾਹਾਮ ਦੇ ਵੰਸ਼ ਅਤੇ ਬਿਨਯਾਮੀਨ ਦੇ ਗੋਤ ਵਿੱਚੋਂ ਹਾਂ।
ମୁଇ ଆରିତରେକ୍‌ ପାଚାର୍‍ଲିନି, “ତେବେ ପରମେସର୍‌ ସବୁ ଜିଉଦି ଲକ୍‌ମନ୍‌କେ ଚାଡି ଦେଲା ଆଚେ କି? ନାଇ, କେବେ ନାଇ । ମୁଇ ମିସା ନିଜେ ସେମନର୍‌ପାରା ଗଟେକ୍‌ ଜିଉଦି, ଅବ୍‌ରାଆମ୍‍ତା ମର୍‌ ଆନିଦାଦି ଆରି ମୁଇ ବେନ୍‌ଜାମିନ୍‌ କୁଟୁମର୍‌ ଲକ୍‌ ଅଇଆଚି ।”
2 ਪਰਮੇਸ਼ੁਰ ਨੇ ਆਪਣੀ ਉਸ ਪਰਜਾ ਨੂੰ ਨਹੀਂ ਛੱਡਿਆ ਜਿਹ ਨੂੰ ਉਸ ਨੇ ਪਹਿਲਾਂ ਹੀ ਜਾਣਿਆ ਸੀ। ਭਲਾ, ਤੁਸੀਂ ਇਹ ਨਹੀਂ ਜਾਣਦੇ ਕਿ ਪਵਿੱਤਰ ਗ੍ਰੰਥ ਏਲੀਯਾਹ ਦੀ ਕਥਾ ਵਿੱਚ ਕੀ ਕਹਿੰਦਾ ਹੈ, ਕਿ ਉਹ ਪਰਮੇਸ਼ੁਰ ਦੇ ਅੱਗੇ ਇਸਰਾਏਲ ਦੇ ਵਿਰੁੱਧ ਕਿਸ ਤਰ੍ਹਾਂ ਫ਼ਰਿਆਦ ਕਰਦਾ ਹੈ?
ପରମେସର୍‌ ମୁଲେଅନି ବାଚିରଇଲା ତାର୍‌ ଲକ୍‌ମନ୍‌କେ କେବେ ମିସା ଚାଡେନାଇ । ତମେ ସାସ୍‌ତରେ ପଡିଆଚାସ୍‌, ଏଲିଅ କେନ୍ତି ଇସ୍‌ରାଏଲ୍‌ ମନର୍‌ ପାପର୍‌ ଚଲାଚଲ୍‌ତିର୍‌ପାଇ ପରମେସର୍‌କେ ପାର୍‌ତନା କରିରଇଲା,
3 ਕਿ ਹੇ ਪ੍ਰਭੂ, ਉਹਨਾਂ ਨੇ ਤੇਰੇ ਨਬੀਆਂ ਨੂੰ ਜਾਨੋਂ ਮਾਰ ਦਿੱਤਾ, ਅਤੇ ਤੇਰੀਆਂ ਜਗਵੇਦੀਆਂ ਨੂੰ ਢਾਹ ਦਿੱਤਾ ਅਤੇ ਹੁਣ ਮੈਂ ਹੀ ਇਕੱਲਾ ਰਹਿ ਗਿਆ ਹਾਂ ਅਤੇ ਉਹ ਮੇਰੀ ਜਾਨ ਦੇ ਵੀ ਖੋਜੀ ਹਨ।
“ଏ ମାପ୍‌ରୁ, ସେମନ୍‌ ତମର୍‌ ବବିସତ୍‌ବକ୍‌ତାମନ୍‌କେ ମରାଇଆଚତ୍‌ ଆରି ତମର୍‌ ପୁଜା କର୍‌ବା ବେଦି ସବୁ ବାଙ୍ଗାଇ ପାକାଇଲାଇ ଆଚତ୍‌ । ମୁଇ ଗଟେକ୍‌ ଲକ୍‌ସେ ତକେ ପୁଜା କର୍‌ବାକେ ଆଚି । ମକେ ମିସା ସେମନ୍‌ ମାରିପାକାଇବାକେ ଚେସ୍‌ଟା କଲାଇନି ।”
4 ਪਰ ਪਰਮੇਸ਼ੁਰ ਨੇ ਉਸ ਨੂੰ ਕੀ ਉੱਤਰ ਦਿੱਤਾ? ਮੈਂ ਆਪਣੇ ਲਈ ਸੱਤ ਹਜ਼ਾਰ ਮਨੁੱਖਾਂ ਨੂੰ ਰੱਖ ਛੱਡਿਆ ਹੈ ਜਿਨ੍ਹਾਂ ਨੇ ਬਆਲ ਦੇ ਅੱਗੇ ਗੋਡੇ ਨਹੀਂ ਟੇਕੇ।
ପରମେସର୍‌ ଏଲିଅକେ କାଇବଲି କଇ ରଇଲା । “କାରାପ୍‌ ଦେବ୍‌ତା ବାଲ୍‌ ପୁତ୍‌ଲାକେ ପୁଜା ନ କରିରଇବା ତମର୍‌ ବିତ୍‌ରେଅନି ସାତ୍‌ ଅଜାର୍‌ ଲକ୍‌କେ ମର୍‌ ପାଇ ସଙ୍ଗଇ ଆଚି ।”
5 ਇਸੇ ਤਰ੍ਹਾਂ ਹੁਣ ਵੀ ਕਿਰਪਾ ਨਾਲ ਚੁਣੇ ਹੋਏ ਕਿੰਨੇ ਹੀ ਲੋਕ ਬਾਕੀ ਹਨ।
ଏବେ ସେ ସମାନ୍‍ ବେଲା ଗଟ୍‌ଲା ଆଚେ । ପରମେସର ଜିବନ୍‌ ଦୁକାଇ ଜନ୍‌ ଲକ୍‌ମନ୍‌କେ ବାଚି ରଇଲା, ସେମନର୍‌ ବିତ୍‌ରେଅନି ଅଲପ୍‌ କେତେଟା ଜିଉଦିମନ୍‌ ଅଗ୍‌ଲି ଆଚତ୍‌ ।
6 ਪਰ ਇਹ ਜੋ ਕਿਰਪਾ ਤੋਂ ਹੋਇਆ ਤਾਂ ਫੇਰ ਕਰਮਾਂ ਤੋਂ ਨਹੀਂ। ਨਹੀਂ ਤਾਂ ਕਿਰਪਾ ਫੇਰ ਕਿਰਪਾ ਨਾ ਰਹੀ।
ପରମେସର୍‌ ସେମନ୍‌କେ ତାର୍‌ ନିଜର୍‌ ଜିବନ୍‌ ଦୁକାଇକରି ବାଚ୍‌ଲା ଆଚେ । ସେମନ୍‌ କରି ରଇବା ନିକ କାମର୍‍ ଲାଗି ନାଇ । ଜଦି ସେମନର୍‌ ନିକ କାମର୍‍ ଲାଗି ସେମନ୍‌କେ ବାଚିରଇତା, ତାର୍‌ ଜିବନ୍‌ ଦୁକାନି ସତ୍‌ ଜିବନ୍‌ ଦୁକାନି ନ ଅଇତା ।
7 ਤਾਂ ਫੇਰ ਕੀ ਨਤੀਜਾ ਨਿੱਕਲਿਆ? ਇਹ ਕਿ ਜਿਸ ਗੱਲ ਦੀ ਇਸਰਾਏਲ ਖ਼ੋਜ ਵਿੱਚ ਸੀ, ਸੋ ਉਹ ਨੂੰ ਨਾ ਲੱਭੀ ਪਰ ਚੁਣਿਆਂ ਹੋਇਆਂ ਨੂੰ ਲੱਭੀ ਹੈ, ਅਤੇ ਬਾਕੀ ਦੇ ਲੋਕਾਂ ਦੇ ਮਨ ਪੱਥਰ ਕੀਤੇ ਗਏ।
ତେବେ କାଇଟା ଅଇଲା? ଇସ୍‌ରାଏଲର୍‌ ଲକ୍‌ମନ୍‌ ନିଜେ ଦରମ୍‌ ବଲାଇଅଇବାକେ ଗଟେକ୍‌ ବାଟ୍‌ କଜ୍‌ଲାଇ । ମାତର୍‌ ତେଇଅନି ଗଟେକ୍‌ ସାନ୍‌ ଦଲ୍‌କେସେ ପର୍‌ମେସର୍‌ ବାଚିରଇଲା । ଆରି ବାକିଲକ୍‌ମନ୍‌ କେ ମିସା ସେ ଡାକ୍‌ଲାକେ ସୁନତ୍‌ ନାଇ ।
8 ਜਿਵੇਂ ਲਿਖਿਆ ਹੋਇਆ ਹੈ, ਕਿ ਪਰਮੇਸ਼ੁਰ ਨੇ ਅੱਜ ਦੇ ਦਿਨ ਤੱਕ ਉਹਨਾਂ ਨੂੰ ਸੁਸਤ ਤਬੀਅਤ ਦਿੱਤੀ, ਅਤੇ ਉਨ੍ਹਾ ਨੂੰ ਅਜਿਹੀਆਂ ਅੱਖਾਂ ਦਿੱਤੀਆਂ ਜੋ ਨਾ ਵੇਖਣ ਅਤੇ ਅਜਿਹੇ ਕੰਨ ਦਿੱਤੇ ਜੋ ਨਾ ਸੁਣਨ।
ସାସ୍‌ତରର୍‌ ବାକିଅ “ଜେନ୍ତିକି ପରମେସର୍‌ ସେମନର୍‌ ଆଁକି ଆରି ମନ୍‌ ବାନ୍ଦି ଦେଲା ଆଚେ । ଏବେ ଜାକ ସେମନ୍‌ ଦେକି ନାପାର୍‌ଲାଇନି କି ସୁନି ନାପାର୍‌ଲାଇନି ।”
9 ਅਤੇ ਦਾਊਦ ਕਹਿੰਦਾ ਹੈ, ਉਹਨਾਂ ਦੀ ਮੇਜ਼ ਉਨ੍ਹਾਂ ਲਈ ਫ਼ਾਹੀ ਅਤੇ ਫੰਦਾ, ਠੋਕਰ ਅਤੇ ਸਜ਼ਾ ਦਾ ਕਾਰਨ ਬਣ ਜਾਵੇ।
ସେମନର୍‌ ବିସଇନେଇ ଦାଉଦ୍‌ ଲେକ୍‌ଲା ଆଚେ, ସେମନ୍‌ ଆମେ ପାପ୍‌ କରୁନାଇ ବଲି ବୁଲ୍‌ ଚିନ୍ତା କରତ୍‌ । ସେମନ୍‌ ତେଇ ଅଦ୍‌ରି ଜାଅତ୍‌ । ଅଦ୍‌ରିଜାଇକରି ଡଣ୍ଡ୍ ପାଅତ୍‌ ।
10 ੧੦ ਉਨ੍ਹਾਂ ਦੀਆਂ ਅੱਖਾਂ ਉੱਤੇ ਹਨ੍ਹੇਰਾ ਛਾ ਜਾਵੇ ਤਾਂ ਜੋ ਉਹ ਨਾ ਵੇਖਣ, ਅਤੇ ਉਹਨਾਂ ਦੀ ਕਮਰ ਸਦਾ ਤੱਕ ਝੁਕਾਈ ਰੱਖ!
୧୦ସେମନ୍‌ କାଣାକାଣି ଅଇକରି କାଇଟା ମିସା ଦେକି ନାପାରତ୍‌ । ସବୁବେଲେ ଦୁକ୍‌ କସ୍‌ଟ ପାଇପାଇ ସେମନର୍‌ ଆଁଟା ସବୁବେଲର୍‌ ପାଇ ବାଁକ୍‌ ଅଇଜାଅ ।
11 ੧੧ ਸੋ ਮੈਂ ਆਖਦਾ ਹਾਂ, ਭਲਾ ਉਹਨਾਂ ਨੇ ਇਸ ਲਈ ਠੋਕਰ ਖਾਧੀ ਕਿ ਡਿੱਗ ਪੈਣ? ਕਦੇ ਨਹੀਂ! ਸਗੋਂ ਉਹਨਾਂ ਦੀ ਭੁੱਲ ਦੇ ਕਾਰਨ ਪਰਾਈਆਂ ਕੌਮਾਂ ਨੂੰ ਮੁਕਤੀ ਪ੍ਰਾਪਤ ਹੋਈ ਕਿ ਉਹਨਾਂ ਦੀ ਅਣਖ ਨੂੰ ਜਗਾਵੇ।
୧୧ମର୍‌ ସଙ୍ଗର୍‌ ଜିଉଦିମନ୍‌ ଜଟିଆଇ ଅଇକରି ଆଜିଜାଇ ନସ୍‌ଟ ଅଇଗାଲାଇ । ମାତର୍‌ ସେମନ୍‌କେ ବାଉଡାଇ ଆନ୍‌ବାକେ ପର୍‌ମେସର୍‌ ନାପାରେ ବଲି ବାବ୍‌ଲାସ୍‌ନି କି? ନାଇ ସେ ପାର୍‌ସି । ସେମନ୍‌ ପର୍‌ମେସରର୍‌ ବାକିଅ ନିଚ୍‌ଲାକେ ଜିଉଦି ନ ଅଇଲା ଲକ୍‌ମନ୍‌ ମୁକ୍‌ତି ପାଇଲାଇ ଆଚତ୍‌ । ଜେନ୍ତାରି କି ଜିଉଦିମନ୍‌ ଇଁସା ଅଇଜିବାଇ ।
12 ੧੨ ਜੇ ਉਹਨਾਂ ਦੀ ਭੁੱਲ ਸੰਸਾਰ ਦਾ ਧਨ ਅਤੇ ਉਹਨਾਂ ਦਾ ਘਾਟਾ, ਪਰਾਈਆਂ ਕੌਮਾਂ ਦੇ ਲਈ ਧਨ ਦਾ ਕਾਰਨ ਹੋਇਆ ਤਾਂ ਉਹਨਾਂ ਦੀ ਭਰਪੂਰੀ ਕੀ ਕੁਝ ਨਾ ਹੋਵੇਗੀ।
୧୨ଜିଉଦିମନର୍‌ ନ ମାନ୍‌ବାଟା, ଜଗତର୍‌ ବିନ୍‌ ଲକ୍‌ମନ୍‌କେ ବେସି ଆସିର୍‌ବାଦ୍‌ ମିଲ୍‌ଲା । ଜିଉଦିମନ୍‌ ପର୍‌ମେସର୍‌କେ ନ ମାନ୍‌ଲାକେ ଜିଉଦି ନ ଅଇଲା ଲକ୍‌ମନ୍‌ ତାର୍‌ଟାନେ ଅନି ବଡ୍‌ ଆସିର୍‌ବାଦ୍‌ ପାଇଲାଇ । ସେନ୍ତାର୍‌ ଆଲେ ପଚ୍‌କେ ବାଚି ରଇବା ସବୁ ଜିଉଦିମନ୍‌ ବିସ୍‌ବାସ୍‌ କଲେ, ସେ ଆସିର୍‌ବାଦ୍‌ କେତେକ୍‌ ଅଦିକ୍‌ ଅଇସି ।
13 ੧੩ ਮੈਂ ਗ਼ੈਰ-ਕੌਮ ਵਾਲਿਆਂ ਨਾਲ ਬੋਲਦਾ ਹਾਂ। ਅਤੇ ਮੈਂ ਜੋ ਪਰਾਈਆਂ ਕੌਮਾਂ ਦਾ ਰਸੂਲ ਹਾਂ, ਮੈਂ ਆਪਣੀ ਸੇਵਾ ਦੀ ਵਡਿਆਈ ਕਰਦਾ ਹਾਂ।
୧୩ଜିଉଦି ନଇଲା ଲକ୍‌ମନ୍‌, ତମ୍‌କେ ମୁଇ କଇଲିନି, ପେରିତ୍‌ସିସ୍‌ ଇସାବେ ତମର୍‌ ବିତ୍‌ରେ କାମ୍‌ କର୍‌ବାକେ ପର୍‌ମେସର୍‌ ମକେ ବାଚ୍‌ଲା ଆଚେ । ସେ ମକେ ଜେତ୍‌କି କାମ୍‌ ଦେଲାଆଚେ, ସେଟା ମୁଇ ଜତନ୍‌ସଙ୍ଗ୍‌ କଲିନି ।
14 ੧੪ ਜੋ ਮੈਂ ਕਿਵੇਂ ਆਪਣੀ ਕੌਮ ਨੂੰ ਅਣਖੀ ਬਣਾਂਵਾ ਅਤੇ ਉਹਨਾਂ ਵਿੱਚੋਂ ਕਈਆਂ ਨੂੰ ਬਚਾਂਵਾ।
୧୪ମୁଇ ତମ୍‌କେ ସାଇଜ କଲାର୍‌ପାଇ, ମର୍‌ ସଙ୍ଗର୍‌ ଜିଉଦିମନ୍‌ ଇଁସା ଅଅତ୍‌ ବଲି ମୁଇ ମନ୍‍ କଲିନି । କେ ଜାନେ ସେମନର୍‌ ବିତ୍‌ରେଅନି କେତେଲକ୍‌ ବିସ୍‌ବାସ୍‌ କରି ପର୍‌ମେସରର୍‌ ଡଣ୍ଡେଅନି ରକିଆ ପାଇବାଇ ।
15 ੧੫ ਕਿਉਂਕਿ ਜੇ ਉਹਨਾਂ ਦਾ ਰੱਦਣਾ ਸੰਸਾਰ ਦਾ ਮੇਲ-ਮਿਲਾਪ ਹੋਇਆ ਤਾਂ ਉਹਨਾਂ ਦਾ ਕਬੂਲ ਕੀਤਾ ਜਾਣਾ ਮੁਰਦਿਆਂ ਵਿੱਚੋਂ ਜੀ ਉੱਠਣ ਤੋਂ ਬਿਨ੍ਹਾਂ ਹੋਰ ਕੀ ਹੋਵੇਗਾ।
୧୫ଜିଉଦିମନ୍‌ ପର୍‌ମେସରର୍‌ ଟାନେଅନି ବେଗଲ୍‌ଲାକେ, ଜିଉଦି ନ ଅଇଲା ଲକ୍‌ମନ୍‌ ତାର୍‍ ନିଜର୍‌ ଲକ୍‌ ଅଇପାର୍‌ଲାଇ । ସେନ୍ତାର୍‌ଆଲେ ଜିଉଦି ଲକ୍‌ମନ୍‌ ତାର୍‌ଟାନେ ଆରିତରେକ୍‌ ବାଉଡିଆଇଲେ, ଜିଉଦି ନ ଅଇଲା ଲକ୍‌ମନ୍‌କେ କେତେକ୍‌ ଅଦିକ୍‌ ଆସିର୍‌ବାଦ୍‌ ଅଇସି । ସେନ୍ତାରି ଅଇଲେ କେଡେକ୍‌ ନିକ କରମ୍‌! ସବୁ ମଲାଲକ୍‌ମନ୍‌ ଜିବନ୍‌ଅଇ ଉଟ୍‌ଲାପାରା ଅଇସି ।
16 ੧੬ ਅਤੇ ਜੇ ਪਹਿਲਾ ਪੇੜਾ ਪਵਿੱਤਰ ਹੈ ਤਾਂ ਸਾਰਾ ਆਟਾ ਵੀ ਪਵਿੱਤਰ ਹੋਵੇਗਾ ਅਤੇ ਜੇ ਜੜ੍ਹ ਪਵਿੱਤਰ ਹੈ ਤਾਂ ਟਹਿਣੀਆਂ ਵੀ ਪਵਿੱਤਰ ਹੋਣਗੀਆਂ।
୧୬ରୁଟିତେଇଅନି କଣ୍ଡେକ୍‌ ପରମେସର୍‌କେ ଦିଆଅଇରଇଲେ, ସବୁଜାକ ରୁଟି ଦିଆଅଇଲା ଆଚେ ବଲି ବାବ୍‌ବାର୍‌ । ଗଟେକ୍‌ ଗଚର୍‌ ଚେର୍‌ ସୁକଲ୍‌ ରଇଲେ, ତାର୍‌ କେନ୍ଦାକଡ୍‌ ମିସା ସୁକଲ୍‌ ଆଚେ ବଲି ବାବ୍‌ବାକେ ଅଇସି ।
17 ੧੭ ਪਰ ਜੇ ਟਹਿਣੀਆਂ ਵਿੱਚੋਂ ਕੁਝ ਟਹਿਣੀਆਂ ਤੋੜੀਆਂ ਗਈਆਂ ਅਤੇ ਤੂੰ ਜੋ ਜੰਗਲੀ ਜ਼ੈਤੂਨ ਸੀ, ਉਹਨਾਂ ਦੀ ਥਾਂ ਪੇਉਂਦ ਕੀਤਾ ਗਿਆ, ਅਤੇ ਜ਼ੈਤੂਨ ਦੀ ਜੜ੍ਹ ਦੇ ਰਸ ਦਾ ਸਾਂਝੀ ਹੋਇਆ ਹੈਂ।
୧୭ଇସ୍‌ରାଏଲ୍‌ କୁଟୁମର୍‌ ଲକ୍‌ମନ୍‌ ପର୍‌ମେସର୍‌ ଜତନ୍‌ କରିରଇବା ଗଟେକ୍‌ ଜିତ୍‌ ଗଚର୍‌ ପାରା । ସେ ଗଚେଅନି କେତେଟା କେନ୍ଦି ବାଙ୍ଗାଇକରି ବନର୍‌ ଜିତ୍‌ ଗଚର୍‌ କେନ୍ଦା ତେଇ, ଜଡିଆଚେ । ତମେ ଜିଉଦି ନ ଅଇଲା ଲକ୍‌ମନ୍‌ ସେ ବନର୍‌ ଜିତ୍‌ ଗଚ୍‌ ପାରା । ଏବେ ତମେ ଜିଉଦିମନର୍‌ ଡାଟ୍‌ ଆତ୍‌ମାର୍‌ ଜିବନ୍‌ତେଇ ଜଡିଅଇଆଚାସ୍‌ ।
18 ੧੮ ਤਾਂ ਉਨ੍ਹਾਂ ਟਹਿਣੀਆਂ ਉੱਤੇ ਘਮੰਡ ਨਾ ਕਰ ਅਤੇ ਭਾਵੇਂ ਤੂੰ ਘਮੰਡ ਕਰੇਂ ਤਾਂ ਵੀ ਤੂੰ ਜੜ੍ਹ ਨੂੰ ਨਹੀਂ ਸੰਭਾਲਦਾ ਪਰ ਜੜ੍ਹ ਤੈਨੂੰ ਸੰਭਾਲਦੀ ਹੈ।
୧୮ସେଟାର୍‌ ପାଇ ତମେ ଜିଉଦିମନର୍‌ ଟାନେଅନି ବଡ୍‌ ବଲି ବାବାନାଇ । କାଇକେବଇଲେ ତମେ ଅବ୍‌କା କେନ୍ଦାସେ ଆରି କେନ୍ଦାମନର୍‌ କାଦି ଗଚର୍‌ ଚେରେଅନିସେ ଆଇସି । ଚେରର୍‌ କାଦି କେନ୍ଦାଇଅନି ନ ଆସେ ।
19 ੧੯ ਫੇਰ ਤੂੰ ਇਹ ਆਖੇਂਗਾ, ਕਿ ਟਹਿਣੀਆਂ ਇਸ ਲਈ ਤੋੜੀਆਂ ਗਈਆਂ ਜੋ ਮੈਂ ਪੇਉਂਦ ਕੀਤਾ ਜਾਂਵਾਂ।
୧୯“ଉଁ ତମେ କଇପାରାସ୍‌, ଜିଉଦି ନ ଅଇଲା ଲକ୍‌ମନ୍‌ ଆମେସେ ବଡ୍‌ । କାଇକେବଇଲେ ଆମ୍‌କେ ଜଡ୍‌ବାକେ କେନ୍ଦାମନ୍‌ ବାଙ୍ଗାଇଲାଇ ।”
20 ੨੦ ਅੱਛਾ, ਉਹ ਤਾਂ ਅਵਿਸ਼ਵਾਸ ਦੇ ਕਾਰਨ ਤੋੜੀਆਂ ਗਈਆਂ ਪਰ ਤੂੰ ਵਿਸ਼ਵਾਸ ਹੀ ਦੇ ਨਾਲ ਖਲੋਤਾ ਹੈਂ। ਇਸ ਲਈ ਅਭਮਾਨ ਨਾ ਕਰ ਸਗੋਂ ਡਰ।
୨୦ତମ୍‌କେ ଜଡିଆଚେ, ସେଟା ସତ୍‌ ସେ । ମାତର୍‌ ଜିଉଦିମନ୍‌ ବିସ୍‌ବାସ୍‌ ନ କଲାର୍‌ ପାଇ ପର୍‌ମେସର୍‌ ସେମନ୍‌କେ କାଟିଦେଲାଆଚେ । ତମେ ବିସ୍‌ବାସ୍‌ କଲାକେସେ ତମ୍‌କେ ଜଡିଆଚେ । ସେଟାର୍‌ପାଇ ବଡ୍‌ପନ୍‌ ନ ଅଇ ଡରିକରି ରୁଆ ।
21 ੨੧ ਕਿਉਂਕਿ ਜਦੋਂ ਪਰਮੇਸ਼ੁਰ ਨੇ ਅਸਲੀ ਟਹਿਣੀਆਂ ਨੂੰ ਨਾ ਛੱਡਿਆ ਤਾਂ ਤੈਨੂੰ ਵੀ ਨਾ ਛੱਡੇਗਾ।
୨୧କାଇକେବଇଲେ ଜଦି ଗଚେଅନି ନିଜେ ବାରଇଲା କେନ୍ଦା ପାରା ଜିଉଦିମନ୍‌କେ ପରମେସର୍‌ ବାଙ୍ଗାଇଦେଲା, ତେବେ ବନେଅନି ଆନି ଜଡିରଇବା କେନ୍ଦାମନ୍‌କେ କେତେକ୍‌ ଅଦିକ୍‌ ସେ ନ ବାଙ୍ଗାଏ? ସେ କେନ୍ଦାମନ୍‌ ଅଇଲାନି, ତମେ ବିସ୍‌ବାସ୍‌ ନ କଲା ଜିଉଦି ନଇବା ଲକ୍‌ମନ୍‌ ।
22 ੨੨ ਸੋ ਪਰਮੇਸ਼ੁਰ ਦੀ ਦਿਆਲਗੀ ਅਤੇ ਸਖਤੀ ਨੂੰ ਵੇਖ। ਸਖਤੀ ਉਹਨਾਂ ਉੱਤੇ ਜਿਹੜੇ ਡਿੱਗ ਪਏ ਹਨ, ਪਰ ਪਰਮੇਸ਼ੁਰ ਦੀ ਦਿਆਲਗੀ ਤੇਰੇ ਉੱਤੇ ਜੇ ਤੂੰ ਉਹ ਦੀ ਦਿਆਲਗੀ ਵਿੱਚ ਟਿਕਿਆ ਰਹੇ। ਨਹੀਂ ਤਾਂ ਤੂੰ ਵੀ ਵੱਢਿਆ ਜਾਵੇਂਗਾ।
୨୨ଇତିଅନି ଆମେ ଦେକ୍‌ଲୁନି ପରମେସର୍‌ କେନ୍ତି ଆଲାଦ୍‌କାରିଆ, ଆରି ସାସନ୍‌କାରି ମିସା! ଜନ୍‌ ଲକ୍‌ମନ୍‌ ତାର୍‌ କାତା ମାନତ୍‌ ନାଇ, ସେମନ୍‌କେ ଡଣ୍ଡ୍‌ ଦେଲା । ମାତର୍‌ ତାର୍‌ ଦୟା ତମେ ଡାଟ୍‌ ସଙ୍ଗ୍‌ ଦାରିରଇଲେ, ସେ ତମ୍‍କେ ଦୟା ଦେକାଇସି । ଜଦି ସେନ୍ତାରି ନ କଲେ, ତମ୍‌କେ ମିସା କାଟିଦେଇସି ।
23 ੨੩ ਅਤੇ ਉਹ ਵੀ ਜੇ ਅਵਿਸ਼ਵਾਸ ਵਿੱਚ ਟਿਕੇ ਨਾ ਰਹਿਣ ਤਾਂ ਪੇਉਂਦ ਕੀਤੇ ਜਾਣਗੇ, ਕਿਉਂ ਜੋ ਪਰਮੇਸ਼ੁਰ ਨੂੰ ਅਧਿਕਾਰ ਹੈ, ਕਿ ਉਨ੍ਹਾਂ ਨੂੰ ਫੇਰ ਪੇਉਂਦ ਕਰੇ।
୨୩ଜଦି ଜିଉଦିମନ୍‌ ବିସ୍‌ବାସ୍‌ କଲେ, ଗଚର୍‌ ବୁନ୍ଦେ ରଇବା ତାକର୍‌ ଆଗର୍‌ ଜାଗାଇ ପର୍‌ମେସର୍‌ ସେମନ୍‌କେ ବାଉଡାଇସି । କାଇକେବଇଲେ ସେଟା ପର୍‌ମେସର୍‌ସେ କରିପାରେ ।
24 ੨੪ ਕਿਉਂਕਿ ਜੇ ਤੂੰ ਉਸ ਜ਼ੈਤੂਨ ਦੇ ਰੁੱਖ ਨਾਲੋਂ ਵੱਡਿਆ ਗਿਆ, ਜੋ ਅਸਲ ਵਿੱਚ ਜੰਗਲੀ ਹੈਂ, ਅਤੇ ਸੁਭਾਓ ਦੇ ਵਿਰੁੱਧ ਚੰਗੇ ਜ਼ੈਤੂਨ, ਦੇ ਰੁੱਖ ਵਿੱਚ ਪੇਉਂਦ ਕੀਤਾ ਗਿਆ, ਤਾਂ ਇਹ ਜੋ ਅਸਲੀ ਟਹਿਣੀਆਂ ਹਨ ਆਪਣੇ ਹੀ ਜ਼ੈਤੂਨ ਦੇ ਰੁੱਖ ਵਿੱਚ ਕਿੰਨ੍ਹਾਂ ਵੱਧ ਕੇ ਪੇਉਂਦ ਨਾ ਕੀਤੀਆਂ ਜਾਣਗੀਆਂ।
୨୪ତମେ ଜିଉଦିନଇଲା ଲକ୍‌ମନ୍‌ ବନର୍‌ ଜିତ୍‌ ଗଚର୍‌ ବାଙ୍ଗାଇଲା କେନ୍ଦାପାରା । ସବୁବେଲେ ଜଡ୍‌ବାଟାନେ କଲାପାରା ନ କରି, ପର୍‌ମେସର୍‌ ନିଜେ ଜତନ୍‌ କର୍‌ବା ଗଚେ, ତମ୍‌କେ ଜଡ୍‌ଲାଆଚେ । ଜିଉଦିମନ୍‌ ସେ ନିଜେ ଜତନ୍‌ କରିରଇବା ଗଚର୍‌ପାରା । ସେନ୍ତାର୍‌ଆଲେ ଗଚ୍‌ବୁନ୍ଦେ ରଇବା କେନ୍ଦାମନ୍‌କେ ଆଗର୍‌ ଜାଗାଇ ନେଇ ଜଡ୍‌ବାକେ କେତେକ୍‌ ଅଦିକ୍‌ ସଅଜ୍‌ ଅଇସି ।
25 ੨੫ ਹੁਣ ਹੇ ਭਰਾਵੋ, ਕਿਤੇ ਇਸ ਤਰ੍ਹਾਂ ਨਾ ਹੋਵੇ ਜੋ ਤੁਸੀਂ ਆਪਣੀ ਜਾਂਚ ਵਿੱਚ ਸਿਆਣੇ ਬਣ ਬੈਠੋਂ, ਮੈਂ ਚਾਹੁੰਦਾ ਹਾਂ ਜੋ ਤੁਸੀਂ ਇਸ ਭੇਤ ਤੋਂ ਅਣਜਾਣ ਨਾ ਰਹੋ, ਕਿਉਂ ਜੋ ਕੁਝ ਕਠੋਰਤਾ ਇਸਰਾਏਲ ਉੱਤੇ ਆਣ ਪਈ ਅਤੇ ਪਈ ਰਹੇਗੀ ਜਿੰਨਾਂ ਚਿਰ ਪਰਾਈਆਂ ਕੌਮਾਂ ਦੀ ਭਰਪੂਰੀ ਨਾ ਹੋ ਲਵੇ।
୨୫ଏ ବାଇବଇନିମନ୍‌, ଏ ବିସଇଟାନେ ଗଟେକ୍‌ ଲୁଚିରଇଲା ସତ୍‌ ତମେ ବୁଜା ବଲି ମୁଇ ମନ୍‌ କଲିନି । ଆମେ ଜିଉଦିମନର୍‌ ଟାନେଅନି ବଡ୍‌ ଆଚୁ ବଲି ତମେ ବଡ୍‌ପନ୍‌ ନ ଅଇବାକେ, ଏଟା ତମ୍‌କେ ବୁଜାଇଲିନି । ଜିଉଦିମନର୍‌ କାତା ନ ମାନ୍‌ବାଟା, ବେସିଦିନ୍‌ ଜାକ ନ ରଏ । ମାତର୍‌ ଜେତ୍‌କି ଜିଉଦି ନ ଅଇଲା ଲକ୍‌ମନ୍‌କେ ପର୍‌ମେସର୍‌ ବାଚ୍‌ଲାଆଚେ, ସେମନ୍‌ ବିସ୍‌ବାସ୍‌ କର୍‌ବାଜାକ ସେଟା ରଇସି ।
26 ੨੬ ਅਤੇ ਇਸੇ ਤਰ੍ਹਾਂ ਇਸਰਾਏਲ ਬਚ ਜਾਵੇਗਾ ਜਿਵੇਂ ਲਿਖਿਆ ਹੋਇਆ ਹੈ, ਇਸਰਾਏਲ ਦਾ ਛੁਡਾਉਣ ਵਾਲਾ ਸੀਯੋਨ ਤੋਂ ਨਿੱਕਲੇਗਾ, ਉਹ ਯਾਕੂਬ ਵਿੱਚੋਂ ਅਭਗਤੀ ਨੂੰ ਦੂਰ ਕਰੇਗਾ,
୨୬ତାର୍‌ ପଚେ ଇସ୍‌ରାଏଲିଅମନ୍‌ ସବୁ ଲକ୍‌ ଏ ସାସ୍‌ତରର୍‌ ଇସାବେ ରକିଆ ପାଇବାଇ । ମୁକ୍‌ତିକାରିଆ ଜିଉଦିମନର୍‌ ବିତ୍‌ରେ ଅନି ଆଇସି, ଆରି ତାର୍‌ ଲାଗି ଜାକୁବର୍‌ କୁଟୁମେଅନି ସବୁ ତାକର୍‌ କାରାପ୍‌ ଚଲାଚଲ୍‌ତି ଚାଡ୍‌ବାଇ ।
27 ੨੭ ਅਤੇ ਉਹਨਾਂ ਦੇ ਨਾਲ ਮੇਰਾ ਇਹ ਨੇਮ ਹੋਵੇਗਾ, ਜੋ ਮੈਂ ਉਹਨਾਂ ਦੇ ਪਾਪਾਂ ਨੂੰ ਦੂਰ ਕਰ ਦੇਵਾਂਗਾ।
୨୭ସେମନର୍‌ ପାପ୍‍ ରଇବା ଚଲାଚଲ୍‌ତି ମୁଇ ଦାରିଜିବାବେଲେ, ସେମନର୍‌ ସଙ୍ଗ୍‌ ଏ ରାଜିନାମା କର୍‌ବି ।
28 ੨੮ ਉਹ ਖੁਸ਼ਖਬਰੀ ਦੇ ਅਨੁਸਾਰ ਤਾਂ ਤੁਹਾਡੇ ਵੈਰੀ ਹਨ, ਪਰਮੇਸ਼ੁਰ ਦੀ ਚੋਣ ਦੇ ਅਨੁਸਾਰ ਬਾਪ ਦਾਦਿਆਂ ਦੇ ਕਾਰਨ ਤੁਹਾਡੇ ਪਿਆਰੇ ਹਨ।
୨୮ସୁବ୍‌ କବର୍‌ ବିସ୍‌ବାସ୍‌ ନ କରି ଜିଉଦିମନ୍‌ ପର୍‌ମେସରର୍‌ ସତ୍‌ରୁ ଅଇଗାଲାଇ । ଏନ୍ତାରି ଅଇଲାକେ ତମେ ଜିଉଦି ନ ଅଇଲା ଲକ୍‌ମନ୍‌ ମୁକ୍‌ତି ପାଇଲାସ୍‌ । ଏନ୍ତାରି ଅଇଲେମିସା ପର୍‌ମେସର୍‌ ଜନ୍‌ କାତା ତାକର୍‌ ଆନିଦାଦିମନ୍‌କେ ଦେଇରଇଲା, ଆରି ସେମନ୍‌ ତାର୍‌ ବାଚିରଇବା ଲକ୍‌ମନ୍‌ ଅଇଲାକେ ମିସା, ସେମନ୍‍ ତାର୍‍ ଲକ୍‌ ଅଇଆଚତ୍‌ ।
29 ੨੯ ਕਿਉਂ ਜੋ ਪਰਮੇਸ਼ੁਰ ਦੇ ਵਰਦਾਨ ਅਤੇ ਬੁਲਾਹਟ ਸਦਾ ਲਈ ਹੈ।
୨୯କାଇକେବଇଲେ ପର୍‌ମେସର୍‌ ଜନ୍‌ ଲକ୍‌ମନ୍‌କେ ବାଚିକରି ଆସିର୍‌ବାଦ୍‌ କର୍‌ସି, ସେ ଦାନ୍‌ ଦେବାକେ ଜାଗର୍‌ତା ରଇସି ।
30 ੩੦ ਜਿਸ ਪ੍ਰਕਾਰ ਤੁਸੀਂ ਪਹਿਲਾਂ ਪਰਮੇਸ਼ੁਰ ਦੇ ਅਣ-ਆਗਿਆਕਾਰ ਸੀ, ਪਰ ਹੁਣ ਉਨ੍ਹਾਂ ਦੀ ਅਣ-ਆਗਿਆਕਾਰੀ ਦੇ ਕਾਰਨ ਤੁਹਾਡੇ ਉੱਤੇ ਦਯਾ ਕੀਤੀ ਗਈ।
୩୦ଜିଉଦିନଇଲା ଲକ୍‌ମନ୍‌ ତମେ ପୁର୍‌ବେ ପରମେସରର୍‌ କାତା ନ ମାନ୍‌ତେ ରଇଲାସ୍‌, ମାତର୍‌ ଜିଉଦିମନ୍‌ କାତା ନ ମାନ୍‌ଲାର୍‌ ପାଇ, ଏବେ ତମେ ପରମେସରର୍‌ ଜିବନ୍‌ ଦୁକାନିର୍‍ ଆଲାଦ୍‌ ପାଇଆଚାସ୍‌ ।
31 ੩੧ ਇਸੇ ਪਰਕਾਰ ਹੁਣ ਇਹ ਵੀ ਅਣ-ਆਗਿਆਕਾਰ ਹੋਏ ਤਾਂ ਜੋ ਤੁਹਾਡੇ ਉੱਤੇ ਜੋ ਦਯਾ ਕੀਤੀ ਗਈ ਹੈ, ਇਸ ਕਰਕੇ ਉਹਨਾਂ ਉੱਤੇ ਵੀ ਦਯਾ ਕੀਤੀ ਜਾਵੇ।
୩୧ଏଟା ଜିଉଦି ଅଇରଇବା ଲକ୍‌ମନର୍‌ ପାଇ ମିସା ସେନ୍ତାରିସେ । ଏବେ ସେମନ୍‌ କାତା ନ ମାନ୍‌ଲେ ମିସା, ତମ୍‌କେ ଜେନ୍ତାରି ପର୍‌ମେସର୍‌ ଦୟା ଦେକାଇ ଆଲାଦ୍‌ କଲାଆଚେ, ସେ ପଚ୍‌କେ ସେମନ୍‌କେ ମିସା ଦୟା ଦେକାଇସି ।
32 ੩੨ ਸੋ ਪਰਮੇਸ਼ੁਰ ਨੇ ਸਾਰਿਆਂ ਨੂੰ ਇੱਕ ਸੰਗ ਕਰਕੇ ਅਣ-ਆਗਿਆਕਾਰੀ ਦੇ ਬੰਧਨ ਵਿੱਚ ਜਾਣ ਦਿੱਤਾ ਤਾਂ ਜੋ ਉਹ ਸਭ ਦੇ ਉੱਤੇ ਦਯਾ ਕਰੇ। (eleēsē g1653)
୩୨ଗୁଲାଇ ମନସ୍‌ ଜାତି ତାର୍‌ କାତା ନ ମାନ୍‌ଲାକେ ଡଣ୍ଡ୍‌ ପାଇବାର୍‌ ଆଚେ ବଲି ପର୍‌ମେସର୍‌ ଦେକାଇଲା ଆଚେ । ତାର୍‌ ଜିବନ୍‌ ଦୁକାଇଲାଟା ସବୁକେ ଡିସ୍‌ସି ବଲି ଏନ୍ତାରି କଲାଆଚେ । (eleēsē g1653)
33 ੩੩ ਵਾਹ, ਪਰਮੇਸ਼ੁਰ ਦਾ ਧੰਨ ਅਤੇ ਬੁੱਧ ਅਤੇ ਗਿਆਨ ਕਿੰਨਾਂ ਡੂੰਘਾ ਹੈ! ਉਹ ਦੇ ਨਿਆਂ ਕਿੰਨੇ ਅਣ-ਦੇਖੇ ਹਨ ਅਤੇ ਉਹ ਦੇ ਮਾਰਗ ਕਿੰਨੇ ਦੁਰਲੱਭ ਹਨ!
୩୩ପରମେସରର୍‌ ଦୟା କେତେକ୍‌ ବଡ୍‌! ତାର୍‌ ଗିଆନ୍‌ ଆରି ବିଚାର୍‌ କର୍‌ବା ବପୁ କେ ବୁଜିନାପାରତ୍‌! ସେ ଜନ୍‌ଟା ଉଁ କର୍‌ସି, ସେଟା ଲକ୍‌ମନ୍‌ ବୁଜିନାପାରତ୍‌ । ସେ ଜନ୍‌ କାମ୍‌ କର୍‌ବାକେ ଗାଲାନି, ସେଟା କେ ବାତାଇ ନାପାରତ୍‌ ।
34 ੩੪ ਪ੍ਰਭੂ ਦੀ ਬੁੱਧੀ ਨੂੰ ਕਿਸ ਨੇ ਜਾਣਿਆ, ਜਾ ਕੌਣ ਉਹ ਦਾ ਸਲਾਹਕਾਰ ਬਣਿਆ?
୩୪କାଇକେବଇଲେ ସାସ୍‌ତରେ ଏନ୍ତାରି ଲେକା ଅଇଲାଆଚେ । “ପରମେସର୍‌ ମନେ ଚିନ୍ତା କର୍‌ବାଟା କେ ବୁଜି ପାରତ୍‌? ତାକେ କେ ମିସା ବୁଦିର୍‌ କାତା କଇବାକେ ଲଡାନାଇ ।”
35 ੩੫ ਜਾਂ ਕਿਸ ਨੇ ਉਹ ਨੂੰ ਪਹਿਲਾਂ ਕੁਝ ਦਿੱਤਾ, ਜਿਹ ਦਾ ਉਹ ਨੂੰ ਮੁੜ ਬਦਲਾ ਦਿੱਤਾ ਜਾਵੇ?।
୩୫ତାକେ କାଇଟା ଉନା ନାଇ । ସେ ଆମର୍‌ ରୁଣି ଅଇବାକେ, ତାକେ କାଇଟା ଦେଇ ନାପାରୁ ।
36 ੩੬ ਕਿਉਂ ਜੋ ਉਸ ਤੋਂ ਅਤੇ ਉਸੇ ਦੇ ਵਸੀਲੇ ਨਾਲ ਅਤੇ ਉਸੇ ਦੇ ਲਈ, ਸਾਰੀਆਂ ਵਸਤਾਂ ਹੋਈਆਂ ਹਨ। ਉਸ ਦੀ ਵਡਿਆਈ ਜੁੱਗੋ-ਜੁੱਗ ਹੋਵੇ। ਆਮੀਨ। (aiōn g165)
୩୬ତିଆର୍‌ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍‌ପାଇସେ । ପର୍‌ମେସର୍‌, କାଲେ କାଲେ ଜୁଗେ ଜୁଗେ, ତାର୍‌ ଡାକ୍‌ପୁଟା ଅ । ଆମେନ୍‌! (aiōn g165)

< ਰੋਮੀਆਂ ਨੂੰ 11 >