< ତୀତସ 1 >
1 ପାଉଲ, ଈଶ୍ବରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ୱାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର,
୧ଆଇଙ୍ଗ୍ ପାଉଲୁସ୍, ପାର୍ମେଶ୍ୱାର୍ଆଃ ଦାସି ଆଡଃ ୟୀଶୁ ଖ୍ରୀଷ୍ଟ୍ଆଃ କୁଲାକାନ୍ନିଃ ତାନିଙ୍ଗ୍ । ବିଶ୍ୱାସ୍ରେୟାଃ ମେନେସା ଲେକାତେ ସାନାର୍ତିରେନ୍ ହନ୍ ତିତସ୍ତାଃତେ ନେ ଚିଟାଉ ଅଲେତାନାଇଙ୍ଗ୍ । ପାର୍ମେଶ୍ୱାର୍ଆଃ ସାଲାକାନ୍ ହଡ଼କଆଃ ବିଶ୍ୱାସ୍କେ କେଟେଜେ ନାଗେନ୍ତେ ଆଡଃ ଆବୁଆଃ ଧାରାମ୍ ବିଶ୍ୱାସ୍ରେୟାଃ ସାନାର୍ତି ନାଙ୍ଗ୍ ଚେତ୍ଗାର୍ ନାଗେନ୍ତେ ଆଇଙ୍ଗ୍ କୁଲାକାନାଇଙ୍ଗ୍ ।
2 ଈଶ୍ବରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି;
୨ଅକ୍ନାଃ ଜାନାଅ ଜୀଦାନ୍ ନାମେରେୟାଃ ଆସ୍ରା ନାଗେନ୍ତେ ଠାହାରାଅକାନା । ପାର୍ମେଶ୍ୱାର୍ ହସଡ଼ ନାହାଁଲିଃ । ଇନିଃ ମୁନୁହେତେ ସିଦାରେ ଆବୁକେ ଜୀଦାନ୍ ଏମ୍ରେୟାଃ ବାନାର୍ସା ଏମାକାଦାଏ । (aiōnios )
3 ସେହି ଅନନ୍ତ ଜୀବନ ସତ୍ୟ ଈଶ୍ବର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଆଜ୍ଞାନୁସାରେ ମୋʼ ଠାରେ ସମର୍ପିତ ହୋଇଅଛି। (aiōnios )
୩ଠାଉକାନ୍ ନେଡାରେ ନେ କାଜି ଉଦୁବ୍କାଦା । ଆବୁଆଃ ଜୀଉବାଞ୍ଚାଅ ଏମ୍ନିଃ ପାର୍ମେଶ୍ୱାର୍ଆଃ ଆନାଚୁତେ ନେଆଁଁ ଉଦୁବ୍ ନାଗେନ୍ତେ ଆଇଙ୍ଗ୍କେ ବାହାରମ୍ ଏମ୍କାନା ।
4 ପିତା ଈଶ୍ବର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।
୪ତିତସ୍ ଆଇଁୟାଃ ମିଦ୍ ବିଶ୍ୱାସ୍ରେନ୍ ହନ୍ ତାନିଃ । ଆପୁ ପାର୍ମେଶ୍ୱାର୍ ଆଡଃ ଆବୁଆଃ ବାଞ୍ଚାଅନିଃ ୟୀଶୁ ଖ୍ରୀଷ୍ଟ୍ ଆପେକେ ସାୟାଦ୍ ଜୀଉସୁକୁ ଏମାପେକାଏ ।
5 ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;
୫କା ଚାବାକାନ୍ କାମିକେ ଚାବା ନାଗେନ୍ତେ ଆଡଃ ଆଇଁୟାଃ ଆନାଚୁକେ ପାହାମ୍ତାନ୍ଲଃ ସବେନ୍ ନାଗାର୍ରେ କାଲିସିୟାରେନ୍ ପ୍ରାଚିନ୍କକେ ସାଲାକ ନାଗେନ୍ତେ ଆଇଙ୍ଗ୍ ଆମ୍କେ କ୍ରିତ୍ରେ ବାଗିକେଦ୍ମେୟାଁଇଙ୍ଗ୍ ।
6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର।
୬ଜେତାଏ କାଲିସିୟାରେନ୍ ପ୍ରାଚିନ୍ ଲେକା ସାଲାଅଃ ହଡ଼, ବେଗାର୍ ଗୁହ୍ନାଁ ହବାଅଃ ଲାଗାତିଙ୍ଗ୍ୟାଁଃ । ଇନିୟାଃ ମିଆଁଦ୍ଗି କୁଡ଼ି ହବାଅଃ ଲାଗାତିଙ୍ଗ୍ୟାଁଃ, ଆୟାଃ ହନ୍ଗାଁଣାକ ବିଶ୍ୱାସୀ ହବାଅଃ ଲାଗାତିଙ୍ଗ୍ୟାଁଃ, ଇନିଃ ବେଗାର୍ ଚିଟାକାନ୍ନିଃ ହବାଅଃକାଏ ଆଡଃ କା ମାନାତିଙ୍ଗ୍ନିଃ ଆଲକାଏ ହବାଅଃକା ।
7 କାରଣ ଅଧ୍ୟକ୍ଷ, ଈଶ୍ବରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦ-ପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟପ୍ରିୟ,
୭ଚିୟାଃଚି କାଲିସିୟାରେନ୍ ଆଗୁଆଇ, ପାର୍ମେଶ୍ୱାର୍ଆଃ ଖୁର୍ଜିଅଡ଼ାଃରେନ୍ ଭାଣ୍ଡାରି ହବାୟାନ୍ତେ ଇନିଃ ବେଗାର୍ ଚିଟାକାନ୍ନିଃ ଲେକା ତାଇନ୍କାଏ । ଇନିଃ ଆୟାଃ ସାନାଙ୍ଗ୍ଲେକା କାମିନିଃ, ଜାଲ୍ଦି ଖିସ୍ନିଃ, ଇଲିଆର୍ଖି ନୁଁତାନ୍ନିଃ, ଏପେଗେର୍ନିଃ, ଆଡଃ ଟାକା ପାଏସା ହାୟାନିଃ ଲେକା ଆଲକାଏ ହବାଅଃକା ।
8 ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟ-ପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ,
୮ମେନ୍ଦ ଇନିଃ ସୁସାର୍ନିଃ, ବୁଗିନାଃ ଦୁଲାଡ଼େନିଃ, ଆଡଃ ଆୟାଃ ମନ୍ ଥାବର୍ନିଃ, ଧାର୍ମାନ୍ନିଃ, ପାବିତାର୍ନିଃ, ଆଡଃ ନେତେହେନ୍ତେ କା ବାଖାଁଣ୍ନିଃ ଲେକା ହବାଅଃ ଲାଗାତିଙ୍ଗ୍ୟାଁଃ ।
9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ।
୯ମେନ୍ଦ ବୁଗିନ୍ ସାର୍ତିକାଜିକେ ଏଟାଃକକେ ଇତୁକେଦ୍ତେ ଜୀଉରେ ରାସ୍କା ଏମ୍ ଦାଡ଼ିନାଙ୍ଗ୍ ଆଡଃ ଏନାକେ କାଜି କେସେଦ୍ତାନ୍କଆଃ ଗାଲ୍ତି ଉଦୁବ୍ ଦାଡ଼ିୟାଏ, ଏନାମେନ୍ତେ ଇନିଃକେ ନେ ଇତୁଆକାନ୍ ପାତିୟାର୍ରେଲେକାନ୍ କାଜିକେ ବିଶ୍ୱାସ୍ତାନ୍ଲଃ ଏନାରେ ପକ୍ତାନ୍ ଲାଗାତିଙ୍ଗ୍ୟାଁଃ ।
10 କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି;
୧୦ଚିୟାଃଚି ପୁରାଃ କା ମାନାତିଙ୍ଗ୍ ହଡ଼କ, ସାମାକାଜିତାନ୍ ହଡ଼କ, ଆଡଃ ବେଦା ହଡ଼କ ସବେନାଃଏତେ ଆଦ୍କା ଯିହୁଦୀକଆଃ ଖାତ୍ନାଅକାନ୍କ, ଝୁଣ୍ଡ୍ରେ ମେନାକଆ ।
11 ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି।
୧୧ଇନ୍କୁକେ ଜେତ୍ନାଃ କାଜି ନାଙ୍ଗ୍ କା ଲାଗାତିଙ୍ଗ୍ୟାଁଃ, ଚିୟାଃଚି ଇନ୍କୁଦ ଏତ୍କାନ୍ଲେକାତେ ଟାକା ପାଏସା ନାମେ ନାଗେନ୍ତେ କା ଲାଗାତିଙ୍ଗ୍ ଇନିତୁକ ଇତୁକତାନା ଆଡଃ ଗଟା ଅଡ଼ାଃରେନ୍କକେ କାକ ବାପାଇକ ତାନା ।
12 ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି।
୧୨ଇନ୍କୁଏତେ ଆକଆଃ ମିହୁଡ଼୍ ନାବୀ କାଜିକାଦାଏ, “କ୍ରିତ୍ରେନ୍ ହଡ଼କ ସବେନ୍ ଇମ୍ତା ହସଡ଼କ, ଏତ୍କାନ୍ ବିର୍ ଜାଁତୁକ ଆଡଃ ଆଲ୍ସି ପେଟୁକ ତାନ୍କ ।”
13 ଏହି ଉକ୍ତିଟି ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀମାନଙ୍କ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,
୧୩ନେ ଗାୱା ସାର୍ତିଗି ତାନାଃ । ଏନାମେନ୍ତେ ଏନ୍ଲେକାନ୍ ହଡ଼କକେ ପୁରାଃ କେଟେୟାନ୍ଗି କାଜିକମେ, ଜେ'ଲେକାଚି ଇନ୍କୁ ବୁଗିନ୍ ବିଶ୍ୱାସୀକ ହବାଅଃଆ ।
14 ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର।
୧୪ଇନ୍କୁଦ ସାର୍ତିକେ ବାଗିକାଦ୍ ହଡ଼କ ତାନ୍କ, ଇନ୍କୁ ହଡ଼କଆଃ ଆଚୁତେ ବାଇୟାକାନ୍ ରିତିରିୱାଜ୍ ଆଡଃ ଯିହୁଦୀକଆଃ କାଥ୍ନି ବାଗିକାକ ମେନ୍ତେ ଇନ୍କୁକେ ଇତୁକମେ ।
15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ। ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ।
୧୫ଫାର୍ଚି ହଡ଼କ ନାଙ୍ଗ୍ ସବେନାଃ ଫାର୍ଚିୟାକାନା । ସତ୍ରାକାନ୍ ଆଡଃ କା ବିଶ୍ୱାସ୍ତାନ୍କ ନାଗେନ୍ତେ ଜେତାନ୍ ବିଷାଏ ଫାର୍ଚି ବାନଆଃ ମେନ୍ଦ ଇନ୍କୁଆଃ ମନ୍ ଆଡଃ ବିବେକ୍ ବାରାନାଃ ସତ୍ରାକାନା ।
16 ସେମାନେ ଈଶ୍ବରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ଆପଣା କର୍ମ ଦ୍ୱାରା ତାହାଙ୍କୁ ଅସ୍ବୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ।
୧୬ଇନ୍କୁଦ ପାର୍ମେଶ୍ୱାର୍କେ ସାରିଆଲେ ମେନ୍ତେକ କାଜିୟା, ମେନ୍ଦ ଆକଆଃ କାମିତେ ଇନିଃକେକ ଦଧାଦିତାନା । ଇନ୍କୁଦ ହିଲାଙ୍ଗ୍ଅଃତାନ୍ ଆଡଃ କା ମାନାତିଙ୍ଗ୍ତାନ୍ ହଡ଼କ ତାନ୍କ ଆଡଃ ସବେନ୍ ବୁଗିନ୍ କାମିନାଙ୍ଗ୍ କା ଠାଉକାନ୍କ ତାନ୍କ ।