< ତୀତସ 1 >
1 ପାଉଲ, ଈଶ୍ବରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ୱାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର,
ନେଙ୍ଗ୍ ପାଉଲ୍ ଜିସୁ କିସ୍ଟ ବେକ୍ନେ ଇସ୍ପର୍ନେ ଦାସ ତିତସ୍ନେ ଡାଗ୍ରା ଗୁଆର୍ଣ୍ତିଙ୍ଗ୍ । ଇସ୍ପର୍ ସ୍ରିକ୍ନେ ରେମୁଆଁଇଂ ବିସ୍ବାସ୍କେ ଡାଟ୍ ଆଡିଙ୍ଗ୍ନେ ସା ବାରି ମେଁଇଂନେ ଦର୍ମ ବିସ୍ବାସ୍ନେ ସତ୍ ଆଡ଼ାତ୍ରା ଆମେଇଂକେ ଚେତ୍ନା ଆଡିଙ୍ଗ୍ନେ ନେଙ୍ଗ୍ ପାଙ୍ଗ୍ଲେଃକେ ।
2 ଈଶ୍ବରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି;
ଅଃସେ ଜୁଗ୍ବାନ୍ ଇସ୍ପର୍ ଆନେଃକେ ଆକେନ୍ ଜିବନ୍ ବିଃନେ ନ୍ସା ପାର୍ମାନ୍ ଡିଂବକେ । ଇସ୍ପର୍ ନାଲେରେ ଣ୍ଡୁ । (aiōnios )
3 ସେହି ଅନନ୍ତ ଜୀବନ ସତ୍ୟ ଈଶ୍ବର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଆଜ୍ଞାନୁସାରେ ମୋʼ ଠାରେ ସମର୍ପିତ ହୋଇଅଛି। (aiōnios )
ଆତେନ୍ ଆଡାକ୍ନେ ପାରାନ୍ ସତ୍ ବାସଙ୍ଗ୍ମ୍ୟାଃକ୍ନେ ଇସ୍ପର୍ ଅସେବାନ୍ ପାର୍ମାନ୍ ଡିଂଚେ ସମାନ୍ ବେଲା ନିଜର୍ନେ ବ୍ନାଲିର୍ ବାଲିର୍କ୍ନେ ବାନ୍ ଆତ୍ନାବକେ; ଆତେନ୍ ବ୍ନାଲିର୍ ବାଲିର୍ନେ ଲିଗିଙ୍ଗ୍ ନେଃନେ ଆମ୍ବ୍ରଣ୍ଡ୍ରେ ଇସ୍ପର୍ନେ ଆଦେସ୍ ଇସାବ୍ରେ ନେଙ୍ଗ୍ ଡାଗ୍ରା ଅପେଃ ବିବକେ ।
4 ପିତା ଈଶ୍ବର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।
ନିଂ ତିତସ୍ ଡାଗ୍ରା ଆକେନ୍ ଉଲିଆଃ ଗୁଆର୍ଣ୍ଡିଂକେ: ଆବା ଇସ୍ପର୍ ଆରି ନେନେ ଆମ୍ବ୍ରଣ୍ଡ୍ରେ ଜିସୁ କିସ୍ଟନେ ଡାଗ୍ରା ଲିବିସ ଆରି ସାନ୍ତି ବିଃଲେଃ ।
5 ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;
ଆଡାକ୍ନେ କାମ୍ ସାପା ଆଃଡା ନ୍ସା ଆରି ନେଙ୍ଗ୍ନେ ଆଦେସ୍ ଏତେ ସାପା ଇନିନ୍ନିଆ ମଣ୍ତଲିନେ ମ୍ନାନେତାକେ ଆମିସୁନ୍ସା ନେଙ୍ଗ୍ ଆପେକେ କ୍ରୀଟନ୍ନିଆ ଆଃତାର୍ଚେ ପାଙ୍ଗ୍ ନ୍ଲେଃକେ । ଏନ୍ ବିସୟ୍ରେ ନେଙ୍ଗ୍ନେ ସିକ୍ୟା ଆଣ୍ଡେଙ୍ଗ୍ ମନେ ଡିଙ୍ଗ୍ପା ।
6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର।
ମୁଡ଼ି ରେମୁଆଁନେ ଦସ୍ଣ୍ତୁ ଆରି ମୁଇଙ୍ଗ୍ ସେଲାମ୍ବୁଏଃ ଆଣ୍ତାଣ୍ତେ ଡିଙ୍ଗ୍ ଲେଃଏ ଜାଣ୍ତେନେ ଉଙ୍ଗ୍ଡେଇଂ ବିସ୍ବାସି ଡିଙ୍ଗ୍ଲେଃଏ ବାରି ଦଦ୍ୟା ବିସୟ୍ରେ ଅପ୍ମାନ୍ ଣ୍ତୁଲା ଅମାନି ଆଲେଃ ଣ୍ତୁ, ଆମେକେ ସ୍ରିପା ।
7 କାରଣ ଅଧ୍ୟକ୍ଷ, ଈଶ୍ବରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦ-ପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟପ୍ରିୟ,
ଇସ୍ପର୍ନେ କାମ୍ରେ ଦାଇତ୍ନ୍ନିଆ ଲେଃକ୍ନେ ମଣ୍ତଲିନେ ନେତା ସାପା ଦସ୍ ଣ୍ତୁ ଲେଃନେ ଦର୍କାର୍ । ମେଁ ଗରବ୍ ଆରି ଦାପ୍ରେ ଗିସେ ଡିଙ୍ଗ୍ ଆଲେଃ ଣ୍ତୁ । ମେଁ ଜାବର୍ ବାବ୍ରେ ସାଗ୍ରା ଆଉଗ୍ଣ୍ତୁ ମେଁ ୱିଙ୍ଗ୍ଆଃରିଂଆଃ ଡିଙ୍ଗ୍ ଆଲେଃ ଣ୍ତୁ । ବିନ୍ଣ୍ତ୍ରେକେ ନାଲେଚେଃ ସାଉକାର୍ ଡିଙ୍ଗ୍ ନ୍ସା କାଲାଆଃ ଚେସ୍ଟା ଆଃଡିଂ ଣ୍ତୁ ।
8 ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟ-ପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ,
ମାତର୍ ନିଜର୍ ଡୁଆ ରେମୁଆଁଇଂକେ ସାର୍ଲଚେ ସାଇଜ ଡିଙ୍ଗ୍ ନ୍ସା ତରକ୍ ଡିଙ୍ଗ୍ଲେଃଏ । ମେଁ ନିମାଣ୍ତା ବିସୟ୍କେ ଆଲାଦ୍ ଡିଙ୍ଗ୍ଲେଏ ଜ୍ଞାନି ଡିଙ୍ଗ୍ଲେ ଦରମ୍ ବାବ୍ରେ ଜିବନ୍ ଆବ୍ରୁଆଚେ ଲେଃଏ । ମେଁ ପବିତ୍ର ଡିଙ୍ଗ୍ ଲେଃଏ ଆରି ନିଜେକେ ଆଦ୍ରିଗ୍ ୟାଏ ନେନେ ସତ୍ନେ ଆଣ୍ଡିନେ ରକମ୍ ବୁଦି ବିନେଡିଙ୍ଗ୍ ମୁଇଙ୍ଗ୍ ଦର୍ମ ନେତା ସାଦୁ ବାବ୍ରେ ଆତେନ୍ ପାଲନ୍ ଡିଙ୍ଗ୍ଲେଏ ।
9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ।
ନେ ନେବାସଙ୍ଗ୍କ୍ନେ ନିମାଣ୍ତା ବ୍ନାଲିର୍କେ ମେଁ ଡାଟ୍ ବାବ୍ରେ ବିସ୍ବାସ୍ ଡିଙ୍ଗ୍ଲେଃଏ । ଏନ୍ ବ୍ନାଲିର୍ ସତେଆ ଦରମ୍ ଗ୍ୟାନ୍ ଆଡ଼ାତ୍ରା ଆରେ ବକେ ଆରି କାଲାଆଃ ନ୍ସା ବେବଆର୍ ଡିଙ୍ଗ୍ଏ । ଏନ୍ ବ୍ନାଲିର୍ନେ ସତ୍ ବୁଦିନ୍ନିଆ ବିଣ୍ତ୍ରେକେ ଗ୍ରଅନ୍ ଡିଙ୍ଗ୍ ନ୍ସା ଆରି ଆକ୍ମେକେ କୁଟ୍ ଡିଙ୍ଗ୍କ୍ନେ ରେମୁଆଁଇଂ ଅବିସ୍ବାସ୍ ସ୍ଲ ଆଃଡିଙ୍ଗ୍ ନ୍ସା ମେଁନେ ଅଦିକାର୍ ଲେଃଏ ।
10 କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି;
ମାତର୍ ଗୁଲୁଏ ଅମାନି ରେମୁଆଁ ମିଚ୍ ବ୍ନାଲିର୍ ବାସଙ୍ଗ୍ମ୍ୟାଃକ୍ନେ ବାବବାଦି ବାରି ନାଲେନେ ରେମୁଆଁଇଂ । ସାରାସାରି ପବିତ୍ର ଡିଙ୍ଗ୍ଲେକ୍ନେ ରେମୁଆଁଇଂନେ ବିତ୍ରେ ଲେଃକେ ।
11 ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି।
ଆମେଇଂକେ ତୁମୁଆଃ ବନ୍ଦ୍ ଆଡିଙ୍ଗ୍ନେ ଦରକାର୍ । ଡାଗ୍ଲା ମେଇଂ ଆଲାଜୁ ରକମ୍ ମାତର୍ ଡାବୁ ଲବ୍ ଆଡିଙ୍ଗ୍ନ୍ସା ଦରକାର୍ ଣ୍ତୁନେ ଗ୍ୟାନ୍ ବିଚେ ଗୁଲେ ପରିବାର୍ ବିତ୍ରେ ଅସାନ୍ତି ସୃଷ୍ଟି ଡିଙ୍ଗ୍ ଆର୍ଡିଂକେ ।
12 ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି।
ଚାକର୍ନେ ଆଦିବାସୀଇଂନେ ବିସୟ୍ରେ ମେଁଇଂନେ ମୁଇଂ ବାବବାଦି ବାସଙ୍ଗ୍ବକେ । “ଚାକର୍ନେ ରେମୁଆଁଇଂ କାଲାଆଃ ଦଦ୍ୟା ରେମୁଆଁଇଂ ମେଇଂ ଚିଲି ଚଙ୍ଗ୍ନେ ପୁସୁ ରକମ୍ । ନିସତ୍ ବାରି ମ୍ନା ସୁଲୁଏ ।”
13 ଏହି ଉକ୍ତିଟି ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀମାନଙ୍କ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,
ମେଁଇଂନେ ଏନ୍ ବ୍ନାଲିର୍ ସତ୍ । ଏଲେଡିଗ୍ ପେ ଦେକ୍ ରକମ୍ ରେମୁଆଁକେ ଜାବର୍ ୱିଙ୍ଗ୍ପା । ଏଲେଡିଗ୍ ଆତେନ୍ବାନ୍ ମେଇଂ ଦରମ୍ ବାରି ଦର୍ମ ବିସ୍ବାସ୍ ଆଡ଼ାତ୍ରା ଆଣ୍ତେ ୱିଗ୍ ଆରେ ।
14 ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର।
ସତ୍କେ ଅମାନି ଡିଂକ୍ନେ ରେମୁଆଁଇଂ ନିତିନିୟମ୍ ଆରି ଜିଉଦିଇଂନେ କାପାଲେ ଗୁଆର୍ ବକ୍ନେ ସାମୁଆଁଇଙ୍ଗ୍ ଗ୍ରଅନ୍ ଡିଙ୍ଗ୍ ନ୍ସା ଆମେଇଂକେ ବୁଦି ବିଃପା ।
15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ। ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ।
ପବିତ୍ର ରେମୁଆଁଇଂ ନ୍ସା ସାପା ଆଃ ପର୍ଚଲ୍; ମାତର୍ କଲଙ୍କ ଆରି ଅବିସ୍ବାସିଇଂ ନ୍ସା ଆଣ୍ଡିନେ ବିସୟ୍ ଡିଗ୍ ପବିତ୍ର ଣ୍ତୁ ଡାଗ୍ଲା ମେଁଇଂନେ ମନ୍ ଆରି ଚିନ୍ତା ମ୍ୱାକ୍ଲିଗ୍ ନୁଗ୍ କଲ୍କଲା ।
16 ସେମାନେ ଈଶ୍ବରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ଆପଣା କର୍ମ ଦ୍ୱାରା ତାହାଙ୍କୁ ଅସ୍ବୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ।
ଆତେନ୍ ରେମୁଆଁଇଂ ବାସଙ୍ଗ୍ଏ ଜେ ମେଇଂ ପର୍ମେସର୍କେ ମ୍ୟାନେ ଲେଃକେ । ମାତର୍ ଆଣ୍ତିନେ ସାପା ଦଦ୍ୟା କାମ୍ ମେଇଂ ଡିଙ୍ଗ୍ ଆର୍ଡିଂକେ ଆତେନ୍ବାନ୍ ମ୍ୟାଃଆର୍ଏ ଜେ ମେଇଂ ପରମେସର୍କେ ଗ୍ରଅନ୍ ଆଡିଙ୍ଗ୍ ଆର୍ଏ ଣ୍ତୁ । ମେଇଂ ବୟଙ୍କାର୍ ରେମୁଆଁ, ଆଦେସ୍ ବିରଦ୍ ଆରି ମେଃଡିଗ୍ ନିମାଣ୍ଡା କାମ୍ ନ୍ସା ନିମାଣ୍ଡା ଣ୍ତୁ ।