< ରୋମୀୟ 1 >

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ବର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,
ପାଉଲୁସ୍‌, ଖ୍ରୀଷ୍ଟ୍‌ ୟୀଶୁଆଃ ଦାସି ଆଡଃ ସାଲାକେଦ୍‌ତେ କୁଲାକାନ୍‌ନିଃ ଆଡଃ ସୁକୁକାଜି ଉଦୁବ୍‌ ନାଗେନ୍ତେ ପାର୍‌ମେଶ୍ୱାର୍‌ତେ କେଡ଼ାକାନ୍‌ନିଃ ତାନିଃ ।
2 ସେ ରୋମରେ ଥିବା ଈଶ୍ବରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି।
ପାବିତାର୍‌ ଧାରାମ୍‌ପୁଥିରେ ଅଲାକାନ୍‌ ଲେକା ଏନ୍‌ ସୁକୁକାଜି ବିଷାଏରେ ପାର୍‌ମେଶ୍ୱାର୍‌ ସିଦାରେ ଆୟାଃ ନାବୀକଆଃ ହରାତେ ବାନାର୍‌ସା ଏମାକାଦ୍‌ ତାଇକେନାଏ ।
3 ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ,
ଏନା ହବାଅଃତାନା, ପାର୍‌ମେଶ୍ୱାର୍‌ଆଃ ହନ୍‌, ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ ହଡ଼୍‌ମ ଲେକାତେ ଦାଉଦ୍‌ଆଃ କିଲିଏତେ ଜାନାମ୍‌ୟାନା ।
4 କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ବରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ
ମେନ୍‌ଦ ଧାର୍‌ମାନ୍‌ରେନ୍‌ ପାବିତାର୍‌ ଆତ୍ମା ବିଷାଏରେ ଗଜାକାନ୍‌କଏତେ ଜୀଉବିରିଦ୍‌ୟାନ୍‌ ହରାତେ ଇନିଃ ପାର୍‌ମେଶ୍ୱାର୍‌ଆଃ ହନ୍‌ ମେନ୍ତେ ପୁରାଃ ପେଡ଼େଃଲଃ ଉଦୁବ୍‌ୟାନା । ଇନିଃ ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ ତାନିଃ ।
5 ଆଉ, ଯେଉଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ,
ଖ୍ରୀଷ୍ଟ୍‌ଆଃ ନାଗେନ୍ତେ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ ପ୍ରେରିତ୍‌ ଲେକା ସାଲାକେଦ୍‌ତେ ସବେନ୍‌ ହଡ଼କତାଃରେ ଉଦୁବ୍‌ ନାଗେନ୍ତେ ସାୟାଦ୍‌ ଏମାକାଦିୟାଁଏ, ଜେ'ଲେକାଚି ଇନ୍‌କୁ ଖ୍ରୀଷ୍ଟ୍‌ ୟୀଶୁତାଃରେ ବିଶ୍ୱାସ୍‌କେଦ୍‌ତେ ଆୟାଃତାଃରେ ମାନାତିଙ୍ଗ୍‌କ ହବାଅଃଆ ।
6 ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୁଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ।
ଆପେ ରୋମ୍‌ରେ ତାଇନ୍‌ତାନ୍‌ ହଡ଼କ ତାନ୍‌ପେ, ଆପେକେୟଗି ୟୀଶୁ ଖ୍ରୀଷ୍ଟ୍‌ଆଃ ହବାଅଃ ନାଗେନ୍ତେ ପାର୍‌ମେଶ୍ୱାର୍‌ କେଡ଼ାକାଦ୍‌ପେୟାଏ ।
7 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ପାର୍‌ମେଶ୍ୱାର୍‌ ଦୁଲାଡ଼୍‌ତାନ୍‌ ରୋମ୍‌ରେନ୍‌ ହଡ଼କକେ ଆଡଃ ଆୟାଃ ଆପ୍‌ନାଃ ପାବିତାର୍‌ ହଡ଼ ହବାଅଃ ନାଗେନ୍ତେ କେଡ଼ାକାଦ୍‌କକେ, ଆଇଙ୍ଗ୍‌ ନେ ଚିଟାଉ ଅଲେତାନାଇଙ୍ଗ୍‌ । ଆବୁଆଃ ଆପୁ ପାର୍‌ମେଶ୍ୱାର୍‌ ଆଡଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ ଆପେକେ ସାୟାଦ୍‌ ଆଡଃ ଜୀଉସୁକୁ ଏମାପେକାଏ ।
8 ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ୱାସର ସୁସମ୍ବାଦ ଯେ ସମୁଦାୟ ଜଗତରେ ଶୁଣାଯାଉଅଛି, ଏଥିନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି।
ଆପେୟାଃ ବିଶ୍ୱାସ୍‌ ବିଷାଏରେ ଗଟା ଅତେଦିଶୁମ୍‌ରେ ଉଦୁବଃତାନା, ଏନାମେନ୍ତେ ପାହିଲାରେ ଆଇଙ୍ଗ୍‌ ଆପେ ସବେନ୍‌କ ନାଙ୍ଗ୍‌ ୟୀଶୁ ଖ୍ରୀଷ୍ଟ୍‌ଆଃ ନୁତୁମ୍‌ତେ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମାଇତାନାଇଙ୍ଗ୍‌ ।
9 କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ବରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇପାରେ,
ଆଇଙ୍ଗ୍‌ ଅକ ପାର୍‌ମେଶ୍ୱାର୍‌କେ ଆଇଁୟାଃ ମନ୍‌ସୁରୁଦ୍‌ଲଃ ସେୱା ତାନାଇଙ୍ଗ୍‌ ଆଡଃ ଅକ ପାର୍‌ମେଶ୍ୱାର୍‌ଆଃ ହନ୍‌ ବିଷାଏରେ ସୁକୁକାଜିଇଙ୍ଗ୍‌ ଉଦୁବ୍‌ତାନା, ଏନ୍‌ ପାର୍‌ମେଶ୍ୱାର୍‌ ଆଇଁୟାଃ ଗାୱା ତାନିଃ ।
10 ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ବରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି।
୧୦ସବେନ୍‌ ଇମ୍‌ତା ବିନ୍ତି ତାଇୟାଃଁରେ ଆପେକେଇଙ୍ଗ୍‌ ପାହାମ୍‌ପେତାନାଃ ଆଡଃ ଆପେତାଃତେ ହିଜୁଃ ନାଗେନ୍ତେ ଆଇଙ୍ଗ୍‌କେ ନେଡା ନାମଃକା ମେନ୍ତେ ପାର୍‌ମେଶ୍ୱାର୍‌ତାଃରେଇଙ୍ଗ୍‌ ବିନ୍ତିତାନା ।
11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,
୧୧ଆପେତାଃତେ ସେଟେର୍‌କେଦ୍‌ତେ ଆଇଙ୍ଗ୍‌ ନାମାକାଦ୍‌ ଆତ୍ମାରେୟାଃ ଦାନ୍‌ ବିଷାଏରେ ଆପେକେ ଉଦୁବାପେ ହରାତେ ଆପେୟାଃ ବିଶ୍ୱାସ୍‌କେ କେଟେଜେୟାଇଙ୍ଗ୍‌ ମେନ୍ତେ ଆଇଁୟାଃ ପୁରାଃଗି ସାନାଙ୍ଗ୍‌ତାନାଃ ।
12 ବରଂ ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ।
୧୨ନେ ହରାତେ ଆବୁ ମିହୁଡ଼୍‌ ଆଡଃମିହୁଡ଼୍‌ରାଃ ବିଶ୍ୱାସ୍‌କେ କେଟେଦ୍‌ ରିକା ଦାଡ଼ିୟାଃବୁ ।
13 ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
୧୩ହେ ହାଗା ମିଶିକ, ଆଇଙ୍ଗ୍‌ ଆପେତାଃତେ ହିଜୁଃ ନାଗେନ୍ତେ ପୁରାଃଗିଇଙ୍ଗ୍‌ ମନେକେଦା, ମେନ୍‌ଦ ପୁରାଃ କାଜିକଟଙ୍ଗ୍‌ ହରାତେ ନାହାଁଃ ଜାକେଦ୍‌ ଆଇଙ୍ଗ୍‌ ଆପେତାଃତେ କାଇଙ୍ଗ୍‌ ସେଟେର୍‌ ଦାଡ଼ିକାନା । ଏଟାଃ ପାର୍‌ଗାନ୍‌ରେନ୍‌ ଗ୍ରୀକ୍‌ ହଡ଼କଆଃ ଥାଲାରେ ଆଇଙ୍ଗ୍‌ ବାଚାନ୍‌ ଉଦୁବ୍‌କେଦ୍‌ତେ ଜୀଉବାଞ୍ଚାଅକ ନାମ୍‌କେଦ୍‌ ଲେକା ଆପେୟାଃ ପାର୍‌ଗାନ୍‌ରେୟ ଜୀଉବାଞ୍ଚାଅକ ନାମେକା ମେନ୍ତେ ଆଇଁୟାଃ ପୁରାଃ ସାନାଙ୍ଗ୍‌ ।
14 ଗ୍ରୀକ୍‍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ।
୧୪ଚିୟାଃଚି ଗ୍ରୀକ୍‌ ଦିଶୁମ୍‌ରେନ୍‌ ହଡ଼ ଚାଏ ଏଟାଃ ଦିଶୁମ୍‌ରେନ୍‌ ହଡ଼, ସେଣାଁଁନ୍‌କ ଚାଏ କା ସେଣାଁଁନ୍‌କ, ନେ ସବେନ୍‌ ହଡ଼କଆଃ ନାଗେନ୍ତେ ଆଇଙ୍ଗ୍‌ ରିଣୀକାନା ।
15 ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ।
୧୫ଏନା ନାଗେନ୍ତେ, ଆଇଙ୍ଗ୍‌ ଆପେକେ ଆଡଃ ରୋମ୍‌ରେ ତାଇନ୍‌ତାନ୍‌ ହଡ଼କକେୟଗି ସୁକୁକାଜି ଉଦୁବ୍‌ ନାଗେନ୍ତେଇଙ୍ଗ୍‌ ତେତାଙ୍ଗ୍‌ତାନା ।
16 କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ।
୧୬ଏନ୍‌ ସୁକୁକାଜି ଚେତାନ୍‌ରେ ଆଇଁୟାଃ ପୁରାଃଗି ଆସ୍ରା ମେନାଃ । ନେଆଁଦ ସିଦାତେ ଯିହୁଦୀକ ନାଙ୍ଗ୍‌ ଏନ୍‌ ତାୟମ୍‌ତେ ଗ୍ରୀକ୍‌ ବିଶ୍ୱାସୀକଆଃ ଜୀଉବାଞ୍ଚାଅ ନାଗେନ୍ତେ ପାର୍‌ମେଶ୍ୱାର୍‌ଆଃ ପୁରାଃ ପେଡ଼େଃ ମେନାଃ ।
17 ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
୧୭ହଡ଼କ ପାର୍‌ମେଶ୍ୱାର୍‌ତାଃରେ ଚିଲ୍‌କା ଧାର୍‌ମାନ୍ ହବା ଦାଡ଼ିୟଃଆକ ଏନା ସୁକୁକାଜିରେ ଉଦୁବାକାନା, ମୁନୁଏତେ ଟୁଣ୍ଡୁ ଜାକେଦ୍‌ ଜୀଉବାଞ୍ଚାଅ ନାମେରେୟାଃ ମିଆଁଦ୍‌ଗି ହରା ମେନାଃ, ଏନାଦ ବିଶ୍ୱାସ୍‌ ତାନାଃ । ଧାରାମ୍‌ପୁଥିରେ ଅଲାକାନା, “ଧାର୍‌ମାନ୍‌ ହଡ଼ ବିଶ୍ୱାସ୍‌ ହରାତେ ବାଞ୍ଚାଅଃଆ ।”
18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି
୧୮ଅକନ୍‌ ଏତ୍‌କାନ୍‌ ହଡ଼କ ଆକଆଃ ସବେନ୍‌ ପାପ୍‌ ଆଡଃ ଏତ୍‌କାନ୍‌ କାମି ହରାତେ ସାନାର୍‌ତିକେକ କେସେଦେତାନା, ଇନ୍‌କୁଆଃ ବିରୁଧ୍‌ରେ ସିର୍ମାଏତେ ପାର୍‌ମେଶ୍ୱାର୍‌ଆଃ ଖିସ୍‌ ହବାଅଃତାନା ।
19 ଯେଣୁ ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି।
୧୯ପାର୍‌ମେଶ୍ୱାର୍‌ଆଃ ବିଷାଏରେୟାଃ ସାରି କାଜିତେୟାଃକେ ଇନ୍‌କୁ ସାରିତାନାକ ଏନା ପାର୍‌ମେଶ୍ୱାର୍‌ ଆଇଃକ୍‌ଗି ଇନ୍‌କୁତାଃରେ ଉଦୁବାକାଦ୍‌କଆ ।
20 ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ। (aïdios g126)
୨୦ପାର୍‌ମେଶ୍ୱାର୍‌ ଅତେଦିଶୁମ୍‌କେ ବାଇକେଦ୍‌ ଦିପିଲିଏତେଗି, କା ନେଲଃତାନ୍‌ କାଜିତାୟାଃକ, ଆୟାଃ ଜାନାଅ ଜାନାଅରେୟାଃ ପେଡ଼େଃ ଆଡଃ ଆୟାଃ ଆକ୍‌ଦାନ୍ଦାଅ ସଭାବ୍‌ ଫାର୍‌ଚା ଫାର୍‌ଚିଗି ନେଲଃତାନା, ଆୟାଃ ବାଇୟାକାନ୍ ବିଷାଏକରେ ଏନା ଆଟ୍‌କାର୍‌ଉରୁମଃ ତାନା, ଏନାତେ ହଡ଼କ କାଲେ ସାରିୟାଃ ମେନ୍ତେ କାକ କାଜି ଦାଡ଼ିୟା । (aïdios g126)
21 କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
୨୧ଇନ୍‌କୁ ପାର୍‌ମେଶ୍ୱାର୍‌କେ ସାରିକାଇଃରେୟଗି ଇନିଃକେ କାକ ମାଇନ୍‌କିୟା ଚାଏ ଜେତାନ୍‌ ବିଷାଏ ନାଗେନ୍ତେ ଧାନ୍ୟାବାଦ୍‌ କାକ ଏମ୍‌କିୟା । ମେନ୍‌ଦ ଇନ୍‌କୁଆଃ ଉଡ଼ୁଃକ ସାମାକାଜି ତାନାଃ ଆଡଃ ଇନ୍‌କୁଆଃ ଡଣ୍ଡ ମନ୍‌କ ଏତ୍‌କାନ୍‌ ଉଡ଼ୁଃତେ ନୁବାଗାକାନା ।
22 ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,
୨୨ଇନ୍‌କୁ ଆପାନ୍‌କେ ସେଣାଁଁନ୍‌ ମେନ୍ତେକ କାଜିନ୍‌ତାନା ମେନ୍‌ଦ ଇନ୍‌କୁ ସାର୍‌ତିଗି ଡଣ୍ଡଗିୟାକ ।
23 ପୁଣି, ଅକ୍ଷୟ ଈଶ୍ବରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ।
୨୩କା ଜିୟନଃ ପାର୍‌ମେଶ୍ୱାର୍‌କେ କା ସେୱାକେଦ୍‌ତେ, ଇନ୍‌କୁ ଜିୟନଃ ମାନୱାକଆଃ, ଚେଣେଁକଆଃ ଆଡଃ ଜାଁତୁକଆଃ ଚାଏ ଅତେରେ ରେଙ୍ଗାଅଃତାନ୍‌କଆଃ ମୁରୁତ୍‌କକେ ପୁଜାକତାନାକ ।
24 ଏଣୁ ଈଶ୍ବର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ।
୨୪ଏନାମେନ୍ତେ ପାର୍‌ମେଶ୍ୱାର୍‌ ଇନ୍‌କୁକେ ବାଗିକାଦ୍‌କଆ ଆଡଃ ଇନ୍‌କୁ ଆକଆଃ ଆପ୍‌ନାଃ ମନ୍‌ସୁରୁଦ୍‌ରେୟାଃ ଏତ୍‌କାନ୍‌ ସାନାଙ୍ଗ୍‌ଲେକାତେ ମିହୁଡ଼୍‌ ଆଡଃମିହୁଡ଼୍‌ଲଃ ହଡ଼୍‌ମରେୟାଃ ଗିହୁଗଃ ଲେକାନ୍‌ କାମିକ କାମିତାନା ।
25 କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍‍। (aiōn g165)
୨୫ଇନ୍‌କୁ ପାର୍‌ମେଶ୍ୱାର୍‌ଆଃ ସାନାର୍‌ତି ବାଦ୍‌ଲାରେ ହସଡ଼ କାଜିକରେକ ଆସ୍ରାକେଦା । ବାବାଇନିଃ ପାର୍‌ମେଶ୍ୱାର୍‌କେ ଆଡଃ ଜାନାଅ ସାହାରାଅ ନାମେତାନ୍‌ନିଃକେ ବାଗିକେଦ୍‌ତେ ବାଇୟାକାନ୍‌ ତେୟାଃକକେ ପୁଜାକେଦାକ । ଆମେନ୍‌ । (aiōn g165)
26 ଏହି କାରଣରୁ ଈଶ୍ବର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ,
୨୬ଇନ୍‌କୁ ଗିହୁଗାନ୍‌ ଏତ୍‌କାନ୍‌ କାମିକରେକ ପେରେଜାକାନ୍‌ ହରାତେ ପାର୍‌ମେଶ୍ୱାର୍‌ ଇନ୍‌କୁକେ ବାଗିକେଦ୍‌କଆ, ଇନ୍‌କୁଆଃ କୁଡ଼ିକ ଆକଆଃ ଆପ୍‌ନାଃ କଡ଼ାକଲଃ ହଡ଼୍‌ମରାଃ କାମି ବାଗିକେଦ୍‌ତେ କୁଡ଼ି କୁଡ଼ିକଲଃ ହଡ଼୍‌ମରାଃ କାମିକ କାମିତାନା ।
27 ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ।
୨୭ଏନ୍‌ଲେକାଗି କଡ଼ାକହଗି ଆକଆଃ ଆପ୍‌ନାଃ କୁଡ଼ିକଲଃ ହଡ଼୍‌ମରାଃ କାମି ବାଗିକେଦ୍‌ତେ କଡ଼ା କଡ଼ାକଲଃ ହଡ଼୍‌ମରାଃ କାମିକ କାମିତାନା । କଡ଼ାକ ଆକ ଆକଗି ଗିହୁଗାନ୍‌ କାମିକ କାମିତାନା, ଆଡଃ ଏତ୍‌କାନ୍‌ କାମି ହରାତେ ଆକ ଆକଗି ଆକଆଃ ନାଙ୍ଗ୍‌ ସାଜାଇକ ଆଉୱେତାନା ।
28 ଆଉ, ଯେପରି ସେମାନେ ଈଶ୍ବର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ବର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ।
୨୮ନେ ହଡ଼କ ପାର୍‌ମେଶ୍ୱାର୍‌ଆଃ ବିଷାଏରେୟାଃ ସାର୍‌ତି ସେଣାଁଁକେ ବୁଗିଲେକାତେ ସାରି ନାଗେନ୍ତେ କାକ ସାନାଙ୍ଗ୍‌କେଦା, ଏନାମେନ୍ତେ ପାର୍‌ମେଶ୍ୱାର୍‌ ଇନ୍‌କୁକେ ଆୟାଃ କା ଲାଗାତିଙ୍ଗ୍‌ କାମି ରିକାନାଗେନ୍ତେ ଏତ୍‌କାନ୍‌ କାମିରେ ଜିମାକେଦ୍‌କଆ ।
29 ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ;
୨୯ଇନ୍‌କୁଦ ସବେନ୍‌ ଲେକାନ୍‌ ଏତ୍‌କାନାଃତେ ପେରେଜାକାନ୍‌କ, ଏତ୍‌କାନ୍‌ କାମିକ, ହାଏୟାଃଅତାନ୍‌କ, ଏଟାଃକଆଃ ନକ୍‌ସାନ୍‌ତାନ୍‌କ, ଆଡଃ ହାଁକାର୍‌ତେ ପେରେଜାକାନ୍‌କ, ହଡ଼ ଗଗଏଃକ, ଲାପାଡ଼ାଇକ, ବେଦାକ, ଆଡଃ ହିସ୍‌ଙ୍ଗାତେ ପେରେଜାକାନ୍‌କ ତାନ୍‌କ । ଇନ୍‌କୁ ଏଟାଃନିୟାଃ ଚୁପ୍‌ରା କାଜିକ କାଜିୟାଃ,
30 ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ବରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଙ୍କାରୀ, ଦୁଷ୍ଟକର୍ମର ଉତ୍ପାଦକ,
୩୦ମିହୁଡ଼୍‌ ଆଡଃମିହୁଡ଼୍‌ଆଃ ଏତ୍‌କାନ୍‌ କାଜିକ ଜାଗାରାଃ, ଇନ୍‌କୁ ପାର୍‌ମେଶ୍ୱାର୍‌କେ ହିଲାଙ୍ଗ୍‌ ହଡ଼କ ତାନ୍‌କ, ଏଟାଃକକେ ଲାନ୍ଦାଃକ, ଆକ ଆକଗି ମାରାଙ୍ଗ୍‌ୟେଁନ୍‌କ, ଆଡଃ ମାରାଙ୍ଗ୍‌ ଆଟ୍‌କାରେନ୍‌ ତାନ୍‌କ, ଆଡଃଗି ଏତ୍‌କାନ୍‌ କାମିକ କାମିନାଙ୍ଗ୍‌ ଉଡ଼ୁଃତାନ୍‌କ, ଆକଆଃ ଏଙ୍ଗା ଆପୁକକେ କାକ ମାନାତିଙ୍ଗ୍‌ ତାନ୍‌କ,
31 ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି।
୩୧ବିବେକ୍‌ ବାନଃକ, ଆକଆଃ କାଜି କାଜିକାଦ୍‌ତେୟାଃକେ କା ପୁରାଏକ, ଆଡଃ ଏଟାଃକ ନାଗେନ୍ତେ କାଟିଃଲେକାହଁ ଦାୟା ଦୁଲାଡ଼୍‌ ଆଡଃ ଲିନିବୁଇ ବାନଃକ ତାନ୍‌କ ।
32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ବରଙ୍କର ଏହି ବିଧିବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି।
୩୨ଇନ୍‌କୁ ସାରିତାନାକ, ପାର୍‌ମେଶ୍ୱାର୍‌ଆଃ ଆନ୍‌ଚୁ ଲେକାତେ ନେ ଲେକାନ୍‌ ହଡ଼କ ଗନଏଃରାଃ ସାଜାଇ ନାମେଗିୟାଃକ । ନେଆଁଁ ସାରିକାଦ୍‌ରେୟ ଇନ୍‌କୁ ଏନ୍‌ଲେକା ଏତ୍‌କାନ୍‌ କାମିକ କାମିତାନା ଆଡଃ ଏନ୍‌ଲେକା କାମିତାନ୍‌ ହଡ଼କକେୟଗି ଉସ୍‌କୁର୍‌କତାନାକ ।

< ରୋମୀୟ 1 >