< ରୋମୀୟ 9 >
1 ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,
Neni ntakula nakaka hera, neni wera gwa Kristu na hapeni nzyangi. Mahala ganeni galongoziwa na Rohu Mnanagala, viraa gawera ukapitawu kuwera nakaka neni nzyanga ndiri
2 ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି।
pantakula kuwera nana maholu makulu na utama nentu mumoyu mwaneni
3 କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି।
kwa wantu wa isi yaneni! Handa meyiweri kwa mota yawu, mensyaguli kuwera mupangira ya Mlungu na kulekana na Kristu.
4 ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ କରାଯାଇଅଛି, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର;
Womberi ndo wantu wa Israeli, yomberi kawatenditi womberi waweri wana wakuwi na kawagubutuliti ukwisa wakuwi na katenditi lipatanu lyakuwi na womberi na kuwapanani Lilagaliru lya Musa, womberi wamguwiri nakaka na wawankiti lagilu lya Mlungu.
5 ପିତୃ-ପୁରୁଷମାନେ ସେମାନଙ୍କର, ଆଉ ଶାରୀରିକ-ଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ବର ଯୁଗେ ଯୁଗେ ଧନ୍ୟ, ଆମେନ୍। (aiōn )
Womberi wawera washiyiwuku kulawa kwa wazewi yawamanikana na Kristu munshimba yakuwi kalawa muukowu wawu. Ukwisa uweri kwa Mlungu yakakolamlima muvyoseri mashaka goseri! Yina haa. (aiōn )
6 କିନ୍ତୁ ଈଶ୍ବରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,
Neni ntakula ndiri kuwera Mlungu kaweza ndiri kutenda ntambu yakalonga, toziya hapeni tulongi kuwera wantu woseri wa Israeli ndo wantu wa Mlungu,
7 କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ “ଇସ୍ହାକଙ୍କଠାରେ ତୁମ୍ଭର ବଂଶ ଖ୍ୟାତ ହେବ।”
ama walerwa woseri wa Aburahamu ndo wana wa Mlungu. Mlungu kamgambiriti Aburahamu, “Kupitira Isaka haguweri na shiyiwuku shanukulagiliti.”
8 ଏହାର ଅର୍ଥ ଯେ, ଯେଉଁମାନେ ଶାରୀରିକ ଭାବେ ସନ୍ତାନ, ସେମାନେ ଯେ ଈଶ୍ବରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି।
Kwa njira yamonga kulonga, wana woseri ndiri yawamshemiti Aburahamu “Tati” waweriti wana wa Mlungu, kumbiti wana wa lagilu hera ndo washemitwi wana wa Aburahamu.
9 କାରଣ ଏହା ତ ପ୍ରତିଜ୍ଞାର ବାକ୍ୟ, ଏହି ଋତୁରେ ଆମ୍ଭେ ଆସିବା, ଆଉ ସାରା ଗୋଟିଏ ପୁତ୍ର ପ୍ରାପ୍ତ ହେବ।
Toziya lagilu yeni ndo ayi, “Mushinja shashiza Sara hakapati mwana.”
10 ଆଉ କେବଳ ତାହା ନୁହେଁ, କିନ୍ତୁ ରିବିକା ମଧ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା, ଅର୍ଥାତ୍ ଆମ୍ଭମାନଙ୍କ ପିତୃ-ପୁରୁଷ ଇସ୍ହାକଙ୍କ ଦ୍ୱାରା ଗର୍ଭବତୀ ହେଲା ଉତ୍ତାରେ,
Na aga goseri ndiri, Rebeka kaweriti na wana wawili wa tati yumu, mbuyi gwetu Isaka.
11 ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ବା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନ ଅନୁସାରେ ଈଶ୍ବରଙ୍କ ସଂକଳ୍ପ ଯେପରି ସ୍ଥିର ରହେ,
Katakuliti aga pamberi kwiwuka kwa womberi, womberi pamberi hawenitendi shoseri shiherepa ama shidoda, su usyagula wa Mlungu uwusu ushema wakuwi na kwahera shoseri shawatenditi womberi.
12 ଏଥିନିମନ୍ତେ ଏହି କଥା ତାହାଙ୍କୁ କୁହାଯାଇଥିଲା, “ଜ୍ୟେଷ୍ଠ କନିଷ୍ଠର ଦାସ ହେବ;
Kumbiti usyagula wa mwana yumu kuweriti malawiranu kamili ga mpangu gwa Mlungu mweni, Mlungu kamgambiriti mdala ulii, “Mkulu hakamtenderi mpusu.”
13 ଯେପରି ଲେଖାଅଛି, ‘ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।’”
Malembu Mananagala ntambu yagalembwa, “Neni numufira Yakobu, kumbiti numkalalira Esawu.”
14 ତେବେ ଆମ୍ଭେମାନେ କଅଣ କହିବା? ଈଶ୍ବରଙ୍କଠାରେ କି ଅନ୍ୟାୟ ଅଛି? ତାହା କେବେ ହେଁ ନ ହେଉ।
Hashi, tutakuli shishi? Hashi, Mlungu kankubagula? Ndala!
15 କାରଣ ସେ ମୋଶାଙ୍କୁ କହନ୍ତି, “ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା।”
Yomberi kamgambiriti Musa, “Hanumwoneri lusungu muntu yoseri yanfira kumwonera lusungu, hanumfiri muntu yoseri yanumfira.”
16 ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ବରଙ୍କଠାରୁ ହୁଏ।
Galitumbira ndiri ntambu yatufira twenga ama kutenda, kumbiti su goseri galitumbira lusungu lya Mlungu.
17 ଯେଣୁ ଈଶ୍ବର ଶାସ୍ତ୍ର ଦ୍ୱାରା ଫାରୋକୁ କହନ୍ତି, “ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ।”
Malembu Mananagala galonga hangu kwa Farawu mfalumi gwa Misri, “Nukutenda gwenga guweri mfalumi su kukutumiya gwenga kulanguziya makakala gangu na kutenda litawu lyangu limanikani pasipanu poseri.”
18 ଅତଏବ, ସେ ଯାହାକୁ ଇଚ୍ଛା କରନ୍ତି, ତାହାକୁ ଦୟା କରନ୍ତି, ପୁଣି, ଯାହାକୁ ଇଚ୍ଛା କରନ୍ତି, ତାହାକୁ କଠିନ କରନ୍ତି।
Mlungu kamwonera lusungu muntu yoseri yakafira na pakafira kamtenda muntu yoseri kuwera mkayidi.
19 ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ?
Kumbiti yumu gwenu hakankosiyi neni, Hashi, vitwatira paviwera hangu, Mlungu kaweza hashi kumlawumu muntu? Hashi, gaa yakaweza kugadiwira mafiliru ga Mlungu?
20 କିନ୍ତୁ ହେ ଭାଇ, ତୁମ୍ଭେ କିଏ ଯେ ଈଶ୍ବରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?
Hashi, ganja gwangu, gwenga gwa gaa gumkosiya Mlungu? Hashi, shiwiga shiweza kumkosiya mnyawa gwakuwi, “Iwera hashi gunyawa ntambu ayi?”
21 କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?
Mnyawa shiwiga kaweza kugutendera ukaka ntambu yakafira mweni na kuvinyawa viwiga viwili kwa ukaka ulaa ulii, shimu kwa matenderu ga ligoya na shimonga kwa matenderu ga ntambu irahayi.
22 କିନ୍ତୁ ଈଶ୍ବର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ରଗୁଡ଼ିକ ପ୍ରତି ଦୀର୍ଘସହିଷ୍ଣୁତା ସହ ଧୈର୍ଯ୍ୟ ଧରିଅଛନ୍ତି,
Hangu ndo ntambu yayiwera nakaka kwa Mlungu. Yomberi kafiriti kulanguziya maya gakuwi na kutenda makakala gakuwi gamanikani. Kumbiti yomberi ndo muhepelera kwa walii yawaweriti lengu lya azabu yakuwi, walii yawafiruwitwi kuharabisiwa.
23 ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?
Yomberi kafiriti kugubutula ulunda wa ukwisa wakuwi, yakatumiminiriti twenga yatuweriti lengu lya lusungu lwakuwi, twenga walii yakatutandiriti kala kuwanka ukwisa wakuwi.
24 ସେଥିନିମନ୍ତେ ତ ସେ କେବଳ ଯିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ଅଣଯିହୁଦୀମାନଙ୍କ ମଧ୍ୟରୁ ସୁଦ୍ଧା ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି,
Twenga twawantu yawashemitwi, twenga tulawa ndiri pakati pa Wayawudi kumbiti viraa kulawa pakati pa wantu yawawera Wayawudi ndiri.
25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା।”
Hangu ndo ntambu yakalonga mushindora sha Hoseya, “Wantu yawawera ndiri waneni Hanuwashemi ‘Wantu waneni.’ Isi yanuyifiriti ndiri Hanuyishemi ‘Mfira gwangu.’
26 ପୁଣି, “ଯେଉଁ ସ୍ଥାନରେ ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ବରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ।’”
Palii pawagambiritwi, ‘Mwenga mwa wantu waneni ndiri,’ womberi hawashemwi wana wa Mlungu yakalikala.”
27 ପୁଣି, ଯିଶାଇୟ ଇସ୍ରାଏଲ ସମ୍ବନ୍ଧରେ ଉଚ୍ଚସ୍ୱରରେ କହନ୍ତି, “ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେ;
Isaya mbuyi gwa Mlungu kankubota kuusu Israeli, “Ata handa wantu wa Israeli wawera wavuwa gambira muhanga gwa kumpwani, wavuwa ndiri ndo hawalopoziwi.
28 ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ।”
Mtuwa hakatendi kanongola kutoza kwakuwi kamilika pasipanu poseri.”
29 ପୁଣି, ଯେପରି ଯିଶାଇୟ ପୂର୍ବେ କହିଅଛନ୍ତି, “ବାହିନୀମାନଙ୍କ ପ୍ରଭୁ ଯଦି ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଅବଶିଷ୍ଟାଂଶ ରଖି ନ ଥାଆନ୍ତେ, ତେବେ ଆମ୍ଭେମାନେ ସଦୋମ ପରି ହୋଇଥାଆନ୍ତୁ, ଓ ଗମୋରା ତୁଲ୍ୟ କରାଯାଇଥାଆନ୍ତୁ।”
Ndo gambira pakatakuliti Isaya pamberi, “Handa Mtuwa yakawera na uwezu metulekiriti twenga shiyiwuku wamu, metwizi kuwera gambira lushi lwa Sodoma, metuweri gambira lushi lwa Gomora.”
30 ତେବେ, ଆମ୍ଭେମାନେ କଅଣ କହିବା? ଯେଉଁ ଅଣଯିହୁଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।
Su twenga tutakula kuwera wantu yawawera wayawudi ndiri, yawalitenda ndiri weni kuwera waheri kulongolu kwa Mlungu kupitira ugangamala wawu weni, womberi wawera waheri kulongolu kwa Mlungu kupitira njimiru,
31 କିନ୍ତୁ ଇସ୍ରାଏଲ ଧାର୍ମିକତାର ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ।
kumbiti Wayawudi, yawasakula malagaliru ga kuwatenda waweri waheri kulongolu kwa Mlungu, wapata ndiri.
32 କାହିଁକି? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,
Kwa shishi? Toziya walitumbira matendu gawu pa kutumbira njimiru. Su womberi walikwaliti panani pa “libuwi lya kulikwala.”
33 ଯେପରି ଲେଖାଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।”
Ntambu Malembu Mnanagala galonga, “Guloli, hantuli aku Sayuni libuwi lya kuwatenda wantu walikwali, Litalawu haliwatendi wantu waguwi. Kumbiti muntu yoseri yakamjimira yomberi hapeni kasoniziwi.”