< ରୋମୀୟ 9 >

1 ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,
ଆଇଙ୍ଗ୍‌ ସାର୍‌ତିଗିଙ୍ଗ୍‌ କାଜିତାନା, ଆଇଙ୍ଗ୍‌ ଖ୍ରୀଷ୍ଟ୍‌ଆଃ ହବାକାନ୍‌ ହରାତେ କାଇଙ୍ଗ୍‌ ବେଦାତାନା । ଆଇଁୟାଃ ବିବେକ୍‌ ପାବିତାର୍‌ ଆତ୍ମାରାଃ ଆକ୍‌ତେୟାର୍‌ତେ ଗାୱାଏ ଏମେତାନା ।
2 ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି।
ଆଇଁୟାଃ ପୁରାଃଗି ଦୁକୁ ମେନାଃ, ଚିମିନ୍‌ଗି କା ଟୁଣ୍ଡୁଃ ହାସୁକ ଆଇଁୟାଃ ମନ୍‌ସୁରୁଦ୍‌ରେ ମେନାଃ ।
3 କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି।
ଚିଆଃଚି ଅକନ୍‌କ ହଡ଼୍‌ମଲେକାତେ ଆଇଁୟାଃ ଆପ୍‌ନାଃ ତାନ୍‌କୁ, ନେ'ଲେକାଚି ଆଇଁୟାଃ ହାଗା ମିଶିକ ନାଗେନ୍ତେ ଆଇଙ୍ଗ୍‌ଗି ଖ୍ରୀଷ୍ଟ୍‌ତାଃଏତେ ହିଗାଡ଼୍‌କେଦ୍‌ତେ ପାର୍‌ମେଶ୍ୱାର୍‌ଆଃ ହରାତେ ସାର୍‌ପାଅଃ ନାଙ୍ଗ୍‌ ସାନାଙ୍ଗ୍‌କେଦାଇଙ୍ଗ୍‌ ।
4 ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ କରାଯାଇଅଛି, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର;
ଚିୟାଃଚି ଇନ୍‌କୁଦ ଇସ୍ରାଏଲ୍‌ରେନ୍‌ ହଡ଼କତାନ୍‌କ । ପାର୍‌ମେଶ୍ୱାର୍‌ ଇନ୍‌କୁକେ ଆୟାଃ ଆପ୍‌ନାଃ ହନ୍‌ ଲେକା ବାଇକେଦ୍‌ତେ ଇନ୍‌କୁତାଃରେ ଆପ୍‌ନାଃ ମାନାରାଙ୍ଗ୍‌ ଉଦୁବ୍‌କାଦ୍‌ ତାଇକେନାଏ, ଇନ୍‌କୁଲଃ ଆୟାଃ ରାଜିନାମା ତଲ୍‌କେଦ୍‌ତେ ଇନ୍‌କୁକେ ଆନ୍‌ଚୁ ଏମାକାଦ୍‌କ ତାଇକେନାଏ, ଇନ୍‌କୁ ସାର୍‌ତିଗି ସେୱାଃକ, ଆଡଃ ପାର୍‌ମେଶ୍ୱାର୍‌ତାଃଏତେ ବାନାର୍‌ସାକ ନାମାକାଦା ।
5 ପିତୃ-ପୁରୁଷମାନେ ସେମାନଙ୍କର, ଆଉ ଶାରୀରିକ-ଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ବର ଯୁଗେ ଯୁଗେ ଧନ୍ୟ, ଆମେନ୍‍। (aiōn g165)
ଇନ୍‌କୁ ଆବୁଆଃ ପୁରାଃ ନୁତୁମଃତାନ୍‌ ଯିହୁଦୀ ପୁର୍‌ଖା ହଡ଼କଆଃ କିଲିରେନ୍‌ ତାନ୍‌କ ଆଡଃ ଖ୍ରୀଷ୍ଟ୍‌ ଇନ୍‌କୁଆଃ କିଲିରେନ୍‌ଗି ତାନିଃ । ସବେନାଃ ରାଇଜେତାନ୍‌ ପାର୍‌ମେଶ୍ୱାର୍‌ଆଃ ସାହାରାଅ ଜାନାଅ ଜାନାଅ ହବାଅଃକା, ଆମେନ୍‌ । (aiōn g165)
6 କିନ୍ତୁ ଈଶ୍ବରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,
ପାର୍‌ମେଶ୍ୱାର୍‌ଆଃ ବାନାର୍‌ସା କା ପୁରାକାନା ମେନ୍ତେଦ ଆଇଙ୍ଗ୍‌ କାଇଙ୍ଗ୍‌ କାଜିତାନା, ଚିୟାଃଚି ସବେନ୍‌ ଇସ୍ରାଏଲ୍‌କଦ ପାର୍‌ମେଶ୍ୱାର୍‌ଆଃ ହଡ଼କ ନାହାଁଲାକ ।
7 କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ “ଇସ୍‌ହାକଙ୍କଠାରେ ତୁମ୍ଭର ବଂଶ ଖ୍ୟାତ ହେବ।”
ଚାଏ ଆବ୍ରାହାମ୍‌ଆଃ କିଲିରେନ୍‌ ସବେନ୍‌କ ପାର୍‌ମେଶ୍ୱାର୍‌ଆଃ ହନ୍‌କ ନାହାଁଲାକ । ପାର୍‌ମେଶ୍ୱାର୍‌ ଆବ୍ରାହାମ୍‌କେ କାଜିକାଇ ତାଇକେନା, “ଆମାଃ ଅକନ୍‌ କିଲିକ ବିଷାଏରେ ଆଇଙ୍ଗ୍‌ ବାନାର୍‌ସା ଏମାକାଦ୍ ତାଇକେନାଇଙ୍ଗ୍‌, ଇନ୍‌କୁ ଇସାକ୍‌ଆଃ ହରାତେ ହିଜୁଃଆକ ।”
8 ଏହାର ଅର୍ଥ ଯେ, ଯେଉଁମାନେ ଶାରୀରିକ ଭାବେ ସନ୍ତାନ, ସେମାନେ ଯେ ଈଶ୍ବରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି।
ନେଆଁଁରାଃ ମୁଣ୍ଡି ହବାଅଃତାନା, ହଡ଼ ହନ୍‌କ ଜାନାମ୍‌ଏତେ ଏସ୍‌କାର୍‌ ପାର୍‌ମେଶ୍ୱାର୍‌ଆଃ ହନ୍‌କ କାକ ହବାଅଃଆ । ପାର୍‌ମେଶ୍ୱାର୍‌ଆଃ ବାନାର୍‌ସାଃ ଲେକାତେ ଜାନାମାକାନ୍‌ ହନ୍‌କ ପାର୍‌ମେଶ୍ୱାର୍‌ଆଃ ନେପେଲ୍‌ରେ ସାର୍‌ତି ହନ୍‌କ ମେନ୍ତେକ କାଜିୟଃଆ ।
9 କାରଣ ଏହା ତ ପ୍ରତିଜ୍ଞାର ବାକ୍ୟ, ଏହି ଋତୁରେ ଆମ୍ଭେ ଆସିବା, ଆଉ ସାରା ଗୋଟିଏ ପୁତ୍ର ପ୍ରାପ୍ତ ହେବ।
ଚିୟାଃଚି ପାର୍‌ମେଶ୍ୱାର୍‌ ନେ ବାନାର୍‌ସା ଏମାକାଦ୍‌ ତାଇକେନାଏ, “ଠାଉକାନ୍‌ ଦିପିଲି ହିଜୁଃରେ ଆଇଙ୍ଗ୍‌ ହିଜୁଃରୁହାଡ଼ାଇଙ୍ଗ୍‌ ଇମ୍‌ତା ସାରା ଏଙ୍ଗା ହବାକାନ୍‌ଗିଆଃଏ ।”
10 ଆଉ କେବଳ ତାହା ନୁହେଁ, କିନ୍ତୁ ରିବିକା ମଧ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା, ଅର୍ଥାତ୍‍ ଆମ୍ଭମାନଙ୍କ ପିତୃ-ପୁରୁଷ ଇସ୍‌ହାକଙ୍କ ଦ୍ୱାରା ଗର୍ଭବତୀ ହେଲା ଉତ୍ତାରେ,
୧୦ଇମ୍‌ନାଙ୍ଗ୍‌ ଏସ୍‌କାର୍‌ କାହାଗି, ଆବୁଆଃ ପୁର୍‌ଖା ହଡ଼ ଇସାକ୍‌ତାଃଏତେ ରିବ୍‌କାରାଃ ବାରିଆ ହନ୍‌ ହବାକାନ୍‌ ତାଇକେନାକିନ୍‌ ।
11 ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ବା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନ ଅନୁସାରେ ଈଶ୍ବରଙ୍କ ସଂକଳ୍ପ ଯେପରି ସ୍ଥିର ରହେ,
୧୧ଇନ୍‌କିନ୍‌ ଜାନାମ୍‌ ସିଦାରେ ଆଡଃ ଇନ୍‌କିନ୍‌ ବୁଗିନ୍‌ ଚାଏ ଏତ୍‌କାନ୍‌ ଜେତ୍‌ନାଃ କାକିନ୍‌ ରିକାକାଦ୍‌ ତାଇକେନ୍‌ ସିଦାରେ ପାର୍‌ମେଶ୍ୱାର୍‌ ନେଆଁଁଏ କାଜିକାଦ୍‌ ତାଇକେନା । ଏନାତେ ଇନ୍‌କିନାଃ କାମି ହରାତେ ଏସ୍‌କାର୍‌ କାହାଗି ମେନ୍‌ଦ ପାର୍‌ମେଶ୍ୱାର୍‌ଆଃ କେନେଡ଼ା ହରାତେ ଇନ୍‌କିନ୍‌ ସାଲାୟାନାକିନ୍‌ ।
12 ଏଥିନିମନ୍ତେ ଏହି କଥା ତାହାଙ୍କୁ କୁହାଯାଇଥିଲା, “ଜ୍ୟେଷ୍ଠ କନିଷ୍ଠର ଦାସ ହେବ;
୧୨ନେ ବାରାନ୍‌କିନାଃ ଭିତାର୍‌ରେ ମିହୁଡ଼୍‌ ପାର୍‌ମେଶ୍ୱାର୍‌ଆଃ ଉଦ୍ଦେଶ୍‌ ରିକା ନାଗେନ୍ତେ ସାଲାୟାନା । ରିବ୍‌କାକେ ପାର୍‌ମେଶ୍ୱାର୍‌ କାଜିକିୟାଏ, “ମାରାଙ୍ଗ୍‌ ହନ୍‌ ହୁଡିଙ୍ଗ୍‌ ହନ୍‌ଆଃ ସେୱାନିଃ ହବାଅଃଆଏ ।”
13 ଯେପରି ଲେଖାଅଛି, ‘ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।’”
୧୩ଧାରାମ୍‌ପୁଥି କାଜି ଲେକାତେ, “ଆଇଙ୍ଗ୍‌ ଯାକୁବ୍‌କେ ଦୁଲାଡ଼୍‌କିୟାଇଙ୍ଗ୍‌ ମେନ୍‌ଦ ଏଷୌକେ ହିଲାଙ୍ଗ୍‌କିୟାଇଙ୍ଗ୍‌ ।”
14 ତେବେ ଆମ୍ଭେମାନେ କଅଣ କହିବା? ଈଶ୍ବରଙ୍କଠାରେ କି ଅନ୍ୟାୟ ଅଛି? ତାହା କେବେ ହେଁ ନ ହେଉ।
୧୪ଏନ୍‌ରେଦ ଚିନାଃବୁ କାଜିୟା, ପାର୍‌ମେଶ୍ୱାର୍‌ ଚିନାଃ ନ୍ୟାୟ କାଏ ରିକାଃଚି? କାହାଗି, ଏନ୍‌କାଦ ଆଲକା ହବାଅଃକା ।
15 କାରଣ ସେ ମୋଶାଙ୍କୁ କହନ୍ତି, “ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା।”
୧୫ଚିୟାଃଚି ଇନିଃଦ ମୁଶାକେ କାଜିକାଇ ତାଇକେନା, “ଆଇଁୟାଃ ଇଛାସାନାଙ୍ଗ୍‌ଲେକା ଆଇଙ୍ଗ୍‌ ଅକଏକେ ସାଲାଃଇଙ୍ଗ୍‌ ଇନିଃକେ ସାୟାଦ୍ ଏମାଃଇଙ୍ଗ୍‌, ଆଡଃ ଅକଏକେ ସାନାଙ୍ଗ୍‌ଇଙ୍ଗ୍‌ ଇନିଃକେ ଦାୟା ରିକାଃଇଙ୍ଗ୍‌ ।”
16 ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ବରଙ୍କଠାରୁ ହୁଏ।
୧୬ଏନାମେନ୍ତେ ସବେନ୍‌ ବିଷାଏ ପାର୍‌ମେଶ୍ୱାର୍‌ଆଃ ଲିନିବୁଇ ହରାତେ ପୁରାଅଃଆ । ମାନୱାରାଃ ସାନାଙ୍ଗ୍‌ ଚାଏ କାମି ଚେତାନ୍‌ରେ କାହାଗି ।
17 ଯେଣୁ ଈଶ୍ବର ଶାସ୍ତ୍ର ଦ୍ୱାରା ଫାରୋକୁ କହନ୍ତି, “ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ।”
୧୭ଧାରାମ୍‌ପୁଥିରେ ଅଲାକାନ୍‌ ଲେକାତେ, ପାର୍‌ମେଶ୍ୱାର୍‌ ମିସାର୍‌ ଦିଶୁମ୍‌ରେନ୍‌ ଫାରୋ ରାଜାକେ କାଜିକାଇ ତାଇକେନା, “ଆମାଃ ହରାତେ ଆଇଁୟାଃ ପେଡ଼େଃ ଉଦୁବେ ନାଗେନ୍ତେ ଆଡଃ ଗଟା ଅତେଦିଶୁମ୍‌ରେ ଆଇଁୟାଃ ନୁତୁମ୍‌ରାଃ ମାନାରାଙ୍ଗ୍‌ ଉଦୁବେ ନାଗେନ୍ତେ ଆଇଙ୍ଗ୍‌ ଆମ୍‌କେ ରାଜା ବାଇୟାକାଦ୍‌ ମେଁଆଇଙ୍ଗ୍‌ ।”
18 ଅତଏବ, ସେ ଯାହାକୁ ଇଚ୍ଛା କରନ୍ତି, ତାହାକୁ ଦୟା କରନ୍ତି, ପୁଣି, ଯାହାକୁ ଇଚ୍ଛା କରନ୍ତି, ତାହାକୁ କଠିନ କରନ୍ତି।
୧୮ଏନାମେନ୍ତେ, ପାର୍‌ମେଶ୍ୱାର୍‌ ଆୟାଃ ଇଛାସାନାଙ୍ଗ୍‌ ଲେକାତେ ଇନିଃ ଅକଏକେ ଦାୟାକଆଏ ଆଡଃ ଅକଏକେ କେଟେଦ୍‌ ମନ୍‌ ହବାଅଃ ନାଗେନ୍ତେ ବାଗିତାକଆ ।
19 ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ?
୧୯ଆପେକଏତେ ଜେତାଏ ଆଇଙ୍ଗ୍‌କେ କାଜି ଦାଡ଼ିୟାଏ, “ତାବ୍‌ଦ ପାର୍‌ମେଶ୍ୱାର୍‌ ଚିନାଃ ମେନ୍ତେ ଜେତାଏକେ ଚିଟାଇୟା? ଜେତାଏ ଚିନାଃ ପାର୍‌ମେଶ୍ୱାର୍‌ଆଃ ବିରୁଧ୍‌ରେ ଜେତ୍‌ନାଃ ରିକା ଦାଡ଼ିୟାଏ?”
20 କିନ୍ତୁ ହେ ଭାଇ, ତୁମ୍ଭେ କିଏ ଯେ ଈଶ୍ବରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?
୨୦ମେନ୍‌ଦ ହେ ହାଗା ମିଶିକ, ପାର୍‌ମେଶ୍ୱାର୍‌ଆଃ କାଜିରେ କାଜିକଟଙ୍ଗ୍‌ନିଃ ଆମ୍‌ ଅକଏ ତାନ୍‌ମେ? “ଆଇଙ୍ଗ୍‌କେ ନେଲେକା ଚିନାଃମେନ୍ତେମ୍‌ ବାଇକିଦିୟାଁ?” ମେନ୍ତେ ହାସାରେୟାଃ ଚାଟୁ, କୁମ୍ଭାର୍‌କେ କାଏ କୁଲି ଦାଡ଼ିୟା ।
21 କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?
୨୧ହାସାକେ ଆପ୍‌ନାଃ ସାନାଙ୍ଗ୍‌ ଲେକା ସିପୁଦ୍‌କେଦ୍‌ତେ ଚାଟୁ ବାଇ ନାଗେନ୍ତେ କୁମ୍ଭାର୍‌ରାଃ ପୁରା ଆକ୍‌ତେୟାର୍‌ ମେନାଃ । ଏନ୍‌ ମିଦ୍‌ ସାମାନ୍‌ ଡିଣ୍ଡ୍‌ହା ହାସାଏତେ ଇନିଃ ବାର୍‌ ରାକାମ୍‌ରାଃ ଚାଟୁ ବାଇ ଦାଡ଼ିୟାଏ, ମିଆଁଦ୍‌ ବିଶେଷ୍‌ ହୁଲାଙ୍ଗ୍‌କରେ ଆଡଃମିଆଁଦ୍‌ ସବେନ୍‌ ହୁଲାଙ୍ଗ୍‌ରେୟାଃ କାମିରେ ବାଉରାଅ ନାଗେନ୍ତେ ବାଇୟାକାନା ।
22 କିନ୍ତୁ ଈଶ୍ବର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ରଗୁଡ଼ିକ ପ୍ରତି ଦୀର୍ଘସହିଷ୍ଣୁତା ସହ ଧୈର୍ଯ୍ୟ ଧରିଅଛନ୍ତି,
୨୨ଆଡଃ ପାର୍‌ମେଶ୍ୱାର୍‌ହଁ ଏନ୍‌ଲେକାଗି ରିକାକାଦା । ଇନିଃ ଆୟାଃ ଖିସ୍‌କେ ଆଡଃ ପେଡ଼େଃକେ ଉଦୁବ୍‌ ସାନାଙ୍ଗ୍‌ ତାଇକେନାଏ । ମେନ୍‌ଦ ଅକନ୍‌କ ଆୟାଃ ଖିସ୍‌ଅଃ ଲେକା ହବାକେଦ୍‌ତେ ଜିୟନଃ ଲାଗାତିୟଁଃ ତାଇକେନାକ, ଇନ୍‌କୁ ନାଗେନ୍ତେ ପାର୍‌ମେଶ୍ୱାର୍‌ ପୁରାଃଗି ଧିରାଜ୍‌ ସାବ୍‌କେଦ୍‌ତେ ସାହାତିଙ୍ଗ୍‌ କେଦା ।
23 ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?
୨୩ଆଡଃ ଇନିଃ ଆୟାଃ ପୁରାଃ ମାନାରାଙ୍ଗ୍‌ ଉଦୁବ୍‌ ନାଗେନ୍ତେ ଆବୁକେ ବିଶେଷ୍‌କେଦ୍‌ତେ ଆୟାଃ ସାୟାଦ୍‌ରେୟାଃ ଆଶିଷ୍‌ ନାମେ ନାଗେନ୍ତେ ସିଦାରେଗି ଆବୁକେ ବାଇୟାକାଦ୍‌ବୁଆ ।
24 ସେଥିନିମନ୍ତେ ତ ସେ କେବଳ ଯିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ଅଣଯିହୁଦୀମାନଙ୍କ ମଧ୍ୟରୁ ସୁଦ୍ଧା ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି,
୨୪ଇନିଃ ଯିହୁଦୀକଏତେ ଏସ୍‌କାର୍‌ କାହାଗି ମେନ୍‌ଦ ଗ୍ରୀକ୍‌ ହଡ଼କଏତେ ହଗି ଆବୁକେ କେଡ଼ାକାଦ୍‌ବୁଆ ।
25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା।”
୨୫ନେ ବିଷାଏରେ ପାର୍‌ମେଶ୍ୱାର୍‌ ହୋଶେୟ ପୁଥିରେ କାଜିକାଦା, “ଅକନ୍‌କ ଆଇଁୟାଃ ହଡ଼ କାକ ତାଇକେନା, ଇନ୍‌କୁକେ ଆଇଁୟାଃ ହଡ଼ ଲେକା କେଡ଼ାକଆଇଙ୍ଗ୍‌, ଅକନ୍‌ ହଡ଼କକେ ଆଇଙ୍ଗ୍‌ କାଇଙ୍ଗ୍‌ ଦୁଲାଡ଼୍‌କାଦ୍‌କ ତାଇକେନା, ଇନ୍‌କୁକେ ଆଇଁୟାଃ ଦୁଲାଡ଼୍‌କ ମେନ୍ତେଇଙ୍ଗ୍‌ କେଡ଼ାକଆ ।
26 ପୁଣି, “ଯେଉଁ ସ୍ଥାନରେ ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ବରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ।’”
୨୬ଆଡଃ ‘ଆପେ ଆଇଁୟାଃ ହଡ଼ ନାହାଁଲାପେ,’ ମେନ୍ତେ ଅକ ଠାୟାଦ୍‌ରେ ଇନ୍‌କୁକେ କାଜିକାନ୍‌ ତାଇକେନା, ଏନ୍ତାଃରେ ଇନ୍‌କୁ ଜୀନିଦ୍‌ ପାର୍‌ମେଶ୍ୱାର୍‌ଆଃ ହନ୍‌କ ମେନ୍ତେ କାଜିୟଃଆକ ।”
27 ପୁଣି, ଯିଶାଇୟ ଇସ୍ରାଏଲ ସମ୍ବନ୍ଧରେ ଉଚ୍ଚସ୍ୱରରେ କହନ୍ତି, “ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେ;
୨୭ଆଡଃ ଇସ୍ରାଏଲ୍‌ ହଡ଼କଆଃ ବିଷାଏରେ ଯିଶାୟ ନାବୀ କାଜିକାଦା, “ଇସ୍ରାଏଲ୍‌ ହଡ଼କ ଦରେୟାରେନ୍‌ ଗିତିଲ୍ ଲେକା ତାଇନଃରେୟ, ଇନ୍‌କୁଏତେ କାଟିଃଲେକା ହଡ଼କ ବାଞ୍ଚାଅକ ନାମେୟାଁ ।
28 ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ।”
୨୮ଚିୟାଃଚି ପ୍ରାଭୁ ଜାଲ୍‌ଦିଗି ଅତେଦିଶୁମ୍‌ରେ ପୁରା ନ୍ୟାୟ ବିଚାର୍‌ ରିକାଏୟାଏ ।”
29 ପୁଣି, ଯେପରି ଯିଶାଇୟ ପୂର୍ବେ କହିଅଛନ୍ତି, “ବାହିନୀମାନଙ୍କ ପ୍ରଭୁ ଯଦି ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଅବଶିଷ୍ଟାଂଶ ରଖି ନ ଥାଆନ୍ତେ, ତେବେ ଆମ୍ଭେମାନେ ସଦୋମ ପରି ହୋଇଥାଆନ୍ତୁ, ଓ ଗମୋରା ତୁଲ୍ୟ କରାଯାଇଥାଆନ୍ତୁ।”
୨୯ଯିଶାୟ ନାବୀ ସିଦାରେଗି କାଜିକାଦା, “ସବେନାଃଏତେ ପେଡ଼େୟାନ୍‌ ପ୍ରାଭୁ ଆବୁଆଃ ଚିମିନ୍‌ କିଲିକକେ କାଏ ବାଞ୍ଚାଅ କାକରେଦ, ଆବୁଆଃ ଦାସା ସୋଦମ୍‌ ଆଡଃ ଗମ୍‌ରାରେନ୍‌ ହଡ଼କ ଲେକା ହବାକାନ୍‌ତେୟାଃ ।”
30 ତେବେ, ଆମ୍ଭେମାନେ କଅଣ କହିବା? ଯେଉଁ ଅଣଯିହୁଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।
୩୦ଏନାମେନ୍ତେ ସାଅଁସାର୍‌ ହଡ଼କ ବିଷାଏରେ ନେଆଁଁ କାଜି ଦାଡ଼ିୟାବୁ, ଇନ୍‌କୁ ଧାର୍‌ମାନ୍‌ ହବାଅ ନାଗେନ୍ତେ କାକ ସାନାଙ୍ଗ୍‌ ତାଇକେନା, ମେନ୍‌ଦ ଆକଆଃ ବିଶ୍ୱାସ୍‌ ହରାତେ ଇନ୍‌କୁ ଧାର୍‌ମାନ୍ ମେନ୍ତେକ କାଜିୟଃତାନା ।
31 କିନ୍ତୁ ଇସ୍ରାଏଲ ଧାର୍ମିକତାର ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ।
୩୧ମେନ୍‌ଦ ଇସ୍ରାଏଲ୍‌ ହଡ଼କ ଯିହୁଦୀକଆଃ ଆନ୍‌ଚୁ ହରାତେ ଧାର୍‌ମାନ୍‌ ହବାଅ ନାଙ୍ଗ୍‌ ସାନାଙ୍ଗ୍‌କେଦ୍‌ତେ ହାରାଅକାନାକ ।
32 କାହିଁକି? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,
୩୨ନେଆଁଁରାଃ କାଜି ହବାଅଃତାନା, ଇନ୍‌କୁ ବିଶ୍ୱାସ୍‌ ଚେତାନ୍‌ରେ କା ଆସ୍ରାକେଦ୍‌ତେ ଆକଆଃ ଆପ୍‌ନାଃ କାମି ଚେତାନ୍‌ରେ ଆସ୍ରାଏ ତାଇକେନାକ, ଏନାମେନ୍ତେ ଇନ୍‌କୁ “ତହଦଃ ଦିରିରେ” ତହଦ୍‌ୟାନାକ ।
33 ଯେପରି ଲେଖାଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।”
୩୩ଧାରାମ୍‌ପୁଥିରେ ଅଲାକାନ୍‌ ଲେକା, “ନେଲେପେ, ଆଇଙ୍ଗ୍‌ ସିୟୋନ୍‌ରେ ମିଆଁଦ୍‌ ତହଦଃ ଲେକାନ୍‌ ଦିରି ଆଡଃ ମିଆଁଦ୍‌ ସେରେଙ୍ଗ୍‌ ବାଇୟାକାଦାଇଙ୍ଗ୍‌, ଏନାରେ ଇନ୍‌କୁକେଇଙ୍ଗ୍‌ ଉୟୁଃଇଚିକଆ । ମେନ୍‌ଦ ଜେତାଏ ଇନିଃତାଃରେ ବିଶ୍ୱାସେନିଃ କାଏ ଗିହୁଗଃଆ ।”

< ରୋମୀୟ 9 >