< ରୋମୀୟ 16 >

1 କେଙ୍କ୍ରେୟା ସହରରେ ଥିବା ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଉଣୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,
କେଙ୍କ୍ରେ ଅରିଆ ଲେଃକ୍ନେ ମଣ୍ଡଲିନେ ମୁଇଂ ସେବାଡିଙ୍ଗ୍‍ଣ୍ଡ୍ରେ ତନାଡ଼େ ଫିବେକକେ ଗୁଆରେ ଣ୍ଡିଂକେ ।
2 ତୁମ୍ଭେମାନେ ସାଧୁମାନଙ୍କୁ ଯଥାଯୋଗ୍ୟ ଭାବରେ ତାହାଙ୍କୁ ପ୍ରଭୁଙ୍କ ନାମରେ ଗ୍ରହଣ କରିବ, ଆଉ ଯେକୌଣସି ବିଷୟରେ ତୁମ୍ଭମାନଙ୍କଠାରୁ ତାଙ୍କର ସାହାଯ୍ୟ ଆବଶ୍ୟକ ହେବ, ସେ ବିଷୟରେ ତାହାଙ୍କୁ ସାହାଯ୍ୟ କରିବ; କାରଣ ସେ ନିଜେ ମଧ୍ୟ ଅନେକଙ୍କର ଓ ମୋʼ ନିଜର ଉପକାର କରିଅଛନ୍ତି।
ମାପ୍‍ରୁ ମ୍ନିରେ ଆମେକେ ଗ୍ରଅନ୍‌ ଡିଙ୍ଗ୍‍ଚେ ଇସ୍‍ପର୍‍ନେ ରେମୁଆଁ ସୁଗୁଆ ଆଚରନ୍‍ ଡିଙ୍ଗ୍‍ପା । ମେଇଂନେ ଦର୍‍କାର୍‍ ଲେଃକ୍ନେ ଇସାବ୍‍ରେ ସାଇଜ ବିଃପା । ନେଙ୍ଗ୍‍ନେ ବାରି ଗୁଲେରେନେ ମେଁ ମୁଇଂ ସାଇଜ ଡିଙ୍ଗ୍‍ଣ୍ଡ୍ରେ ବନ୍ଦୁ ।
3 “ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋହର ସହକର୍ମୀ ପ୍ରୀସ୍କା ଓ ଆକ୍ୱିଲାଙ୍କୁ ନମସ୍କାର ଜଣାଅ;
କିସ୍‌ଟ ଜିସୁନେ ସେବାନ୍ନିଆ ନେଙ୍ଗ୍‍ ଏତେ କୁଡ଼େଚେ କାମ୍ ଡିଂମ୍ୟାକ୍ନେ ପ୍ରିସ୍କା ବାରି ଆକ୍ୱିଲାକେ ନେଙ୍ଗ୍‍ନେ ନମସ୍କାର୍‌ ପେରାଃମ୍ୟାଃଏ ।
4 ସେମାନେ ମୋହର ପ୍ରାଣ ନିମନ୍ତେ ଆପଣା ଆପଣା ପ୍ରାଣକୁ ବିପଦଗ୍ରସ୍ତ କଲେ; କେବଳ ମୁଁ ଯେ ସେମାନଙ୍କୁ ଧନ୍ୟବାଦ ଦେଉଅଛି, ତାହା ନୁହେଁ, କିନ୍ତୁ ଅଣଯିହୁଦୀମାନଙ୍କ ମଣ୍ଡଳୀ-ସମୂହ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଦେଉଅଛନ୍ତି;
ମେଇଂ ନେଙ୍ଗ୍‍ସା ନିଜର୍‍ ଜିବନ୍‍କେ ବିବଆର୍‍କେ । ମାତର୍‌ ନେଙ୍ଗ୍‍ ଆଃ ଣ୍ଡୁ ସାପା ବିଜାତି ମଣ୍ଡଲି ମେଁଡାଗ୍‍ରା ଲେଃଆର୍‍କେ ।
5 ଆଉ ସେମାନଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ। ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଏସିଆର ପ୍ରଥମ ଫଳ ସ୍ୱରୂପ ଅଟନ୍ତି।
ମେଇଂନେ ଡୁଆ ଅରିଆ ମୁଇଂନୁଗ୍‍ ରିସିଙ୍ଗ୍‍ଚେ ପାର୍‌ତନା ମଣ୍ଡଲିକେ ଡିଗ୍‍ ନେଙ୍ଗ୍‍ନେ ନମସ୍କାର୍ ଆମ୍ୟାଣ୍ଡିଙ୍ଗ୍‍କେ । ନେଙ୍ଗ୍‍ନେ ନିଜର୍ କୁଟୁମ୍‍ ଏପାଇନେତକେ ନେଙ୍ଗ୍‍ନେ ସାର୍ଲ ପେରାଃମ୍ୟାଃଏ । ଆସିଆ ପ୍ରଦେସ୍‍ନ୍ନିଆ ମେଁ ଡିଡିଙ୍ଗ୍‍ଡିଙ୍ଗ୍‍କେ ପର୍‍ତୁମ୍‍ କିସ୍‌ଟ ବିସ୍‍ବାସି ।
6 ମରୀୟମଙ୍କୁ ନମସ୍କାର ଜଣାଅ, ସେ ତୁମ୍ଭମାନଙ୍କ ନିମନ୍ତେ ବହୁ ପରିଶ୍ରମ କରିଥିଲେ।
ପେନେ ନିମାଣ୍ଡା ନ୍‌ସା ମାଲେ ସ୍ଲେ ଡିଙ୍ଗ୍‍ବକ୍ନେ ମରିୟମ୍‍କେ ନେଙ୍ଗ୍‍ନେ ସାର୍ଲ ଆଃମ୍ୟାବିପା ।
7 ମୋହର ସ୍ୱଜାତୀୟ ଓ ସହବନ୍ଦୀ ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର ଜଣାଅ; ସେମାନେ ପ୍ରେରିତମାନଙ୍କ ମଧ୍ୟରେ ବିଖ୍ୟାତ ଓ ମୋହର ପୂର୍ବରେ ସୁଦ୍ଧା ଖ୍ରୀଷ୍ଟଙ୍କ ଆଶ୍ରିତ ହୋଇଅଛନ୍ତି।
ଆନ୍ଦ୍ରୋନିକସ୍‍ ବାରି ୟୁନିୟାକେ ନେଙ୍ଗ୍‍ନେ ନମସ୍କାର୍ । ଆକେନ୍‍ ମ୍ୱାୟା ଜିହୁଦି ନେଙ୍ଗ୍‍ ଏତେ କଏଦ୍‍ ଡୁଆନ୍ନିଆ ଲେଃଆର୍‍ଗେ । ନେଙ୍ଗ୍‍ ସିସେ ମେଇଂ କିସ୍‍ଟ ଦର୍ମ ଗ୍ରଅନ୍‌ ଡିଙ୍ଗ୍‍ବଗେ ବାରି ପ୍ରେରିତ୍‌ ସିସ୍‍ଇଂନେ ବିତ୍‍ରେ ମେଇଂ ଚିନାଣ୍ଡ୍ରେ ।
8 ପ୍ରଭୁଙ୍କଠାରେ ମୋହର ପ୍ରିୟ ଆମ୍ପ୍ଳିୟାତାଙ୍କୁ ନମସ୍କାର ଜଣାଅ।
ନେଙ୍ଗ୍‍ ଏତେ ମାପ୍‍ରୁନେ ସାର୍‍ଦା ବାଡିଙ୍ଗ୍‍କ୍ନେ ନେଙ୍ଗ୍‍ନେ ନିଜର୍ ସାଙ୍ଗ ଆମ୍ପ୍ଲିୟାତକେ ନେଙ୍ଗ୍‍ନେ ନମସ୍କାର୍ ।
9 ଖ୍ରୀଷ୍ଟଙ୍କ ସେବାରେ ଆମ୍ଭମାନଙ୍କ ସହକର୍ମୀ ଉର୍ବାଣଙ୍କୁ ଓ ମୋହର ପ୍ରିୟ ସ୍ତାଖୁଙ୍କୁ ନମସ୍କାର ଜଣାଅ।
କିସ୍‍ଟନେ ସେବାରେ ନେଙ୍ଗ୍‍ ଏତେ କୁଡ଼େଚେ କାମ୍ ଡିଂମ୍ୟାକ୍ନେ ଉର୍ବାନ ବାରି ନେଙ୍ଗ୍‍ନେ ନିଜର୍ ସାଙ୍ଗ ସ୍ତାଖୀୟକେ ଡିଗ୍‍ ନେଙ୍ଗ୍‍ନେ ସାର୍ଲ ଆମ୍ୟାଣ୍ଡିଙ୍ଗ୍‍କେ ।
10 ଖ୍ରୀଷ୍ଟଙ୍କଠାରେ ପରୀକ୍ଷାସିଦ୍ଧ ଆପେଲ୍ଲାଙ୍କୁ ନମସ୍କାର ଜଣାଅ। ଆରିସ୍ତବୂଲଙ୍କ ପରିବାରସ୍ଥ ଲୋକମାନଙ୍କୁ ନମସ୍କାର ଜଣାଅ।
କିସ୍‍ଟନେ ବିସ୍‍ବାସ୍ ସେବକ୍ ଆପେଲା ବାରି ଆରିସ୍ତବୁଲନେ ଡୁଆଣ୍ଡ୍ରେନେ ସାପାରେକେ ନେଙ୍ଗ୍‍ନେ ସାମୁଆଁ ପେରାଃମ୍ୟାଃଏ ।
11 ମୋହର ସ୍ୱଜାତୀୟ ହେରୋଦୀୟୋନଙ୍କୁ ନମସ୍କାର ଜଣାଅ। ନାର୍କିସଙ୍କ ପରିବାର ମଧ୍ୟରେ ଯେଉଁମାନେ ପ୍ରଭୁଙ୍କ ଆଶ୍ରିତ ଅଛନ୍ତି, ସେମାନଙ୍କୁ ନମସ୍କାର ଜଣାଅ।
ନେଙ୍ଗ୍‍ନେ ନିଜର୍‍ ଜାତିନେ ହେରୋଦିୟନ୍ ବାରି ନାର୍‌ସିସ୍‌ନେ ଡୁଆଣ୍ଡ୍ରେ ବିତ୍ରେ ଜାଣ୍ଡେଃଇଂ ମାପ୍‌ରୁନେ ଆଲ ଲେଃଆର୍‌କେ, ଆତେନ୍‌ କିସ୍‍ଟ ବୟାଁଇଂକେ ଡିଗ୍‍ ନେଙ୍ଗ୍‍ ସାର୍ଲ ଣ୍ଡିଂକେ ।
12 ପ୍ରଭୁଙ୍କ କାର୍ଯ୍ୟରେ ପରିଶ୍ରମ କରୁଥିବା କ୍ରୁଫେଣା ଓ କ୍ରୁଫୋସାଙ୍କୁ ନମସ୍କାର ଜଣାଅ। ପ୍ରିୟ ପର୍ଶିଙ୍କୁ ନମସ୍କାର ଜଣାଅ, ସେ ପ୍ରଭୁଙ୍କ କାର୍ଯ୍ୟରେ ବହୁ ପରିଶ୍ରମ କରିଅଛନ୍ତି।
ମାପ୍‍ରୁନେ ସେବାରେ ଜିବନ୍‍ ବିଚେ ଲେଃକ୍ନେ ତ୍ରିଫେନା ବାରି ତ୍ରିଫୋସାକେ ବାରି ମାପ୍‍ରୁ ନ୍‌ସା ମାଲେ ସ୍ଲେବକ୍ନେ ନିଜର୍‌ ପର୍ଶିସ୍‌କେ ନେଙ୍ଗ୍‍ନେ ନମସ୍କାର୍ ।
13 ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋହର ମାତା ସ୍ୱରୂପ।
ମାପ୍‍ରୁନେ ମ୍ନା ସିସ୍‌ ରୁଫସ୍ ବାରି ନେୟାଙ୍ଗ୍‍ ରକମ୍‍ ମେଃନେ ଇୟାଙ୍ଗ୍‍ଡେକେ ଡିଗ୍‍ ନେଙ୍ଗ୍‍ନେ ନମସ୍କାର୍ ।
14 ଅସୁଙ୍କ୍ରିତ, ଫ୍ଳେଗୋନ୍‍, ହର୍ମୀସ୍‍, ପାତ୍ରବା, ହର୍ମାସ୍, ଆଉ ସେମାନଙ୍କ ସାଙ୍ଗରେ ଥିବା ଭାଇମାନଙ୍କୁ ନମସ୍କାର ଜଣାଅ।
ଆସୁଙ୍କ୍ରିତ, ଫ୍ଲେଗୋନ୍, ହର୍ମୀସ୍, ପାତ୍ରବା, ହର୍‍ମାସ୍ ବାରି ମେଇଂ ଏତେ ଲେଃଡିଙ୍ଗ୍‍କ୍ନେ ବୟାଁଇଂକେ
15 ଫିଲଲଗ ଓ ଯୂଲିଅ, ନୀରୂସ୍‍ ଓ ତାହାଙ୍କ ଭଉଣୀ; ପୁଣି, ଅଲୁମ୍ପା ଓ ସେମାନଙ୍କ ସାଙ୍ଗରେ ଥିବା ସମସ୍ତ ସାଧୁଙ୍କୁ ନମସ୍କାର ଜଣାଅ।
ଫିଲଲୋଗ ବାରି ଯୁଲିୟା ନୀରୂସ୍‍ ବାରି ମେଃନେ ତନା ବାରି ଅଲୁମ୍ପା ବାରି ମେଇଂ ଏତେ ଲେଡିଙ୍ଗ୍‍କ୍ନେ ସାପା ସାଦୁକେ ନେଙ୍ଗ୍‍ନେ ସାମୁଆଁ ପେରାଃମ୍ୟାଃଏ ।
16 ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।”
ନେନେ ବୟାଁ ରକମ୍‍ ବାବେଚେ ପବିତ୍ର ବାବ୍‌ରେ ବୈନ୍ତାଚେ ଆଲାଦ୍‌ ଡିଂପା । କିସ୍‌ଟନେ ସାପା ମଣ୍ଡଲି ଆପେକେ ସାର୍ଲ ଆଃମ୍ୟାଡିଂକେ ।
17 ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ୍ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି;
ବୟାଁ ବାରି ତନାଇଂ ସାର୍‌ଲ ଣ୍ଡିଂକେ ପେ ବା ପେଲେଃକ୍ନେ ବୁଦିନେ ବିରଦ୍‍ ଡିଙ୍ଗ୍‍ଚେ ଜାଣ୍ଡେଇଂ ପେ ବିତ୍‍ରେବାନ୍‍ କିରମର ଆଡିଙ୍ଗ୍‍ନେସା ଚେସ୍‍ଟା ଡିଙ୍ଗ୍‍ମ୍ୟାକେ ମେଇଂନେବାନ୍‍ ସୁଲ ଲାଲାପା ।
18 କାରଣ ଏହିପରି ଲୋକମାନେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି।
ଜାଣ୍ଡେଇଂ ଦେକ୍‍ରକମ୍‍ କାମ୍‍ନ୍ନିଆ ମିସୁଲେଆର୍‍କେ ମେଇଂ ମାପ୍‍ରୁ ଜିସୁ କିସ୍‌ଟନେ ସେବା ଡିଙ୍ଗ୍‍ ଆଡିଙ୍ଗ୍‍ଆର୍‍କେ ଣ୍ଡୁ । ମେଇଂ ମୁଇଂ ନିଜର୍‍ ଦଦ୍ୟା‌ ବୁଦିକେ ନସ୍ଟ ଆଡିଙ୍ଗ୍‍ନେସା ତିଆର୍‍ ଲେଃଆର୍‍ଏ । ବାସାନେ ନାଲେ ସାମୁଆଁ ବାରି ଦଦ୍ୟା‍ ସାମୁଆଁବାନ୍‍ ମେଇଂ ଗରିବ୍‌ ରେମୁଆଁଇଂକେ ଜଟେ ମ୍ୟାଆର୍‍କେ ।
19 ଯେଣୁ ତୁମ୍ଭମାନଙ୍କ ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଅଛି; ଅତଏବ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, କିନ୍ତୁ ତୁମ୍ଭେମାନେ ଯେପରି ସତ୍ ବିଷୟରେ ଜ୍ଞାନୀ ଓ ଅସତ୍‍ ବିଷୟରେ ଅମାୟିକ ହୁଅ, ଏହା ମୋହର ଇଚ୍ଛା।
ମାପ୍‍ରୁ ସାମୁଆଁ ଆଡ଼ା ପେନି ବିସ୍‍ବାସ୍‌ ଡିଙ୍ଗ୍‍ନେ ସାପାରେ ଅଁଲେଃଆର୍‍କେ ଆତେନ୍‌‍ସା ନେଙ୍ଗ୍‍ ମ୍ଲେଡ଼୍ୟା ଣ୍ଡିଂକେ । ନେଙ୍ଗ୍‍ ଚାଏଁଣ୍ଡିଂକେ ପେ ସତ୍‍ ବିସୟ୍‍ରେ ଜ୍ଞାନ୍‍ବାନ୍‍ ଡିଙ୍ଗ୍‍ପା ବାରି ସତ୍‍ଣ୍ଡୁନେ ବିସୟ୍‍ରେ ଦିଆନ୍‍ ଆବିଗେପା ।
20 ଆଉ ଶାନ୍ତିଦାତା ଈଶ୍ବର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
ତେଲା ସାନ୍ତି ବିଣ୍ଡ୍ରେ ଇସ୍‍ପର୍‍ ଦାପ୍ରେ ସୟ୍‍ତାନ୍‍କେ ପେ ଞ୍ଚ ବୁନ୍ଦେ ଆଡିଙ୍ଗ୍‍ଏ । ନେନେ ମାପ୍‍ରୁ ଜିସୁ କିସ୍‌ଟନେ ଅନୁଗ୍ର‍ଅ ପେ ଆଡ଼ାତ୍ରା ଲେଃଲେ ।
21 ମୋହର ସହକର୍ମୀ ତୀମଥି, ପୁଣି, ମୋହର ସ୍ୱଜାତୀୟ ଲୂକୀୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
ନେଙ୍ଗ୍‍ ଏତେ କୁଡ଼େଚେ କାମ୍ ଡିଂମ୍ୟାକ୍ନେ ତିମତି ବାରି ନେନେ ଜିହୁଦି ବୟାଁଇଂ ଲୁକିୟ ଯାସୋନ୍ ବାରି ସୋସିପାତ୍ର ଆପେକେ ସାର୍ଲ ଆଃମ୍ୟାଡିଙ୍ଗ୍‍କେ ।
22 ଏହି ପତ୍ର ଲେଖକ ଯେ ମୁଁ ତର୍ତ୍ତୀୟ, ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛି।
ନେଙ୍ଗ୍‍ ତର୍ତ୍ତୀୟ ପାଉଲ୍‍ ଆତ୍ଲା ଆକେନ୍‍ ଉଲିଆକେ ଗୁଆର୍‍ଣ୍ଡ୍ରେ ମାପ୍‍ରୁ ମ୍ନିରେ ଆପେକେ ସାର୍ଲ ଡିଙ୍ଗ୍‍କେ ।
23 ମୋହର ଓ ସମସ୍ତ ମଣ୍ଡଳୀର ଆତିଥ୍ୟକାରୀ ଗାୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଏହି ନଗରର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭାଇ କ୍ୱାର୍ତ୍ତ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
ସାପା ମଣ୍ଡଲି ଆରି ଆନେଙ୍ଗ୍‍ ଜାଗା ବିଃକ୍ନେଣ୍ଡ୍ରେ ଗାୟସ୍‍ ଜା ଡୁଆ ଅରିଆ ପୁଜାପାତି ଡିଙ୍ଗ୍‍ଣ୍ଡ୍ରେ ରିସିଙ୍ଗ୍‍ ମ୍ୟାଆର୍‍କେ ବାରି ଆକେନ୍‍ ନଗର୍‍ନେ ଆରାଇ ଏରାଷ୍ଟ ବାରି ବୟାଁ କ୍ୱାର୍ତ୍ତ ଡିଗ୍‍ ଆପେକେ ସାର୍ଲ ଆଃମ୍ୟାଡିଙ୍ଗ୍‍କେ ।
24 [ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍‍।]
ମାପ୍‍ରୁ ଜିସୁ କିସ୍‍ଟନେ ଅନୁଗ୍ର‍ଅ ପେ ସାପାରେ ଅରିଆ ଲେଃଲେ ।
25 ଯେଉଁ ଈଶ୍ବର ମୋହର ସୁସମାଚାର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍‍ ଯେଉଁ ନିଗୂଢ଼ତତ୍ତ୍ୱ ଅନାଦିକାଳରୁ ଗୁପ୍ତ ଥିଲା, (aiōnios g166)
ଏଲାପା ଇସ୍‍ପର୍‍କେ ଗୌରବ୍‍ ନେଡିଙ୍ଗ୍‍ପା । ନେଙ୍ଗ୍‍ ବାସଙ୍ଗ୍‍ ଅଲେଙ୍ଗ୍‍ ମ୍ୟାଃକ୍ନେ ଜିସୁ କିସ୍‌ଟନେ ବିସୟ୍‍ରେ ନିମାଣ୍ଡା କବର୍‍ ବାରି ଜୁଗ୍‍ ଜୁଗ୍‍ ସାଚେ ବୁଡ଼ିଲେଃକ୍ନେ ଟିକିନିକି ସତ୍‍ ଆଣ୍ଡେଙ୍ଗ୍‍ ପେନେ ବିସ୍‌ବାସ୍‌‍କେ ଡାଟ୍‍ରେ ବନ୍‍ସା ଇସ୍‍ପର୍‍ନେ ଇକ୍‌ଚା । (aiōnios g166)
26 ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ବରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ମାନବଜାତି ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି, (aiōnios g166)
ଆତେନ୍‌‍ ସାପା ସତ୍‍ ସାପା ବାବବାଦି‍ଇଂନେ ସାସ୍ତର୍‌ନ୍ନିଆ ଗୁଆର୍‍ ବକେ ବାରି ଆତେନ୍‌‍ ଏକେ ଅଃସେବାନ୍ ଲେଃକ୍ନେ ମାପ୍‍ରୁ ଇସ୍‍ପର୍‍ନେ ବାନ୍‍ ସାପା ଜାତି ବିତ୍‍ରେ ବାସଙ୍ଗ୍‍ ଅଲେଙ୍ଗ୍‍ ଡିଂଆର୍‍କେ । ଆକେନ୍‍ ବାନ୍‍ ସାପାରେ ବିସ୍‌ବାସ୍ ଡିଙ୍ଗ୍‍ଚେ ଇସ୍‍ପର୍‍ନେ ସାମୁଆଁ ମାନେଚେ ଲେଃଆର୍‍ଏ । (aiōnios g166)
27 ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ବରଙ୍କ ଗୌରବ ହେଉ। ଆମେନ୍‍। (aiōn g165)
ମାପ୍‍ରୁ ଜିସୁ କିସ୍‌ଟନେ ବାନ୍‍ ସାପା ମ୍ୟାଃନେ ମୁଇଂ ମାତର୍‍ ଇସ୍‍ପର୍‍ ଜୁଗ୍‍ ଜୁଗ୍‍ ମ‍ଇମା ବାଲେଃ । ଆମେନ୍‍ । (aiōn g165)

< ରୋମୀୟ 16 >