< ରୋମୀୟ 14 >
1 ବିଶ୍ୱାସରେ ଯେ ଦୁର୍ବଳ, ତାହାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ।
ଅଙ୍ଗା ମନ୍ରା ଡର୍ନେଲୋଙନ୍ ଏର୍ବପ୍ପୁ, ଆନିନ୍ଆଡଙ୍ ନିୟ୍ ଜାବା, ବନ୍ଡ ଆନ୍ନା ଆନ୍ନା ଆ ବର୍ନେଜି ଅମ୍ଡୁଙ୍ଡାଲେ ଆମ୍ୱେଞ୍ଜି ଏଲ୍ବାଡ୍ଡଡଙ୍ ।
2 ସମସ୍ତ ପଦାର୍ଥ ଭୋଜନ କରିବା ନିମନ୍ତେ ଜଣେ ଲୋକର ବିଶ୍ୱାସ ଅଛି, କିନ୍ତୁ ଯେ ବିଶ୍ୱାସରେ ଦୁର୍ବଳ, ସେ କେବଳ ଶାକ ଭୋଜନ କରେ।
ଆନା ଡର୍ନେଲୋଙନ୍ ମରଙ୍, ଆନିନ୍ ଅଡ଼୍କୋନ୍ ଆ ଜନୋମ୍ଜି ଜୋମ୍ତେ, ବନ୍ଡ ଡର୍ନେଲୋଙନ୍ ଏର୍ବପ୍ପୁମରନ୍ ଓଆବନ୍ ଜୋମ୍ତେ ।
3 ଯେ ଭୋଜନ କରେ, ସେ ଭୋଜନ ନ କରିବା ଲୋକକୁ ତୁଚ୍ଛ ନ କରୁ; ପୁଣି, ଯେ ଭୋଜନ କରେ ନାହିଁ, ସେ ଭୋଜନ କରିବା ଲୋକର ବିଚାର ନ କରୁ, କାରଣ ଈଶ୍ବର ତାହାକୁ ଗ୍ରହଣ କରିଅଛନ୍ତି।
ଆନା ଜୋମ୍ତେ ଅଃଜ୍ଜୋମେନ୍ ଆ ମନ୍ରାଆଡଙ୍ ଗବ୍ରୟ୍ଡଙ୍ ତଡ୍, ଆନା ଅଃଜ୍ଜୋମେ ଆଜ୍ରୋମ୍ତେନ୍ ଆ ମନ୍ରାଆଡଙ୍ ଆନିନ୍ ଅବ୍ଡୋସାଡଙେ ତଡ୍; ଇନିଆସନ୍ଗାମେଣ୍ଡେନ୍ ଇସ୍ୱରନ୍ ଆନିନ୍ଆଡଙ୍ ନିୟ୍ ଜାଏନ୍ ।
4 ତୁମ୍ଭେ କିଏ ଯେ ଅନ୍ୟର ଦାସର ବିଚାର କରୁଅଛ? ସେ ଆପଣା ପ୍ରଭୁ ନିକଟରେ ସ୍ଥିର ରୁହେ ବା ପତିତ ହୁଏ; ହଁ, ତାହାକୁ ସ୍ଥିର ରଖାଯିବ, କାରଣ ତାହାକୁ ସ୍ଥିର ରଖିବାକୁ ପ୍ରଭୁଙ୍କର ଶକ୍ତି ଅଛି।
ଆମ୍ୱେଞ୍ଜି ଆନା ଡ ଆନ୍ନାମରନ୍ ଆ କମ୍ୱାରିମର୍ଆଡଙ୍ ଏବ୍ଡୋସାତେ? ଆ କାବ୍ବାଡ଼ାନ୍ ଆନିନ୍ ଗବ୍ଡେଲ୍ତେ ଅଡ଼େ ଅଃଗବ୍ଡେଲେ ଆ ସାଉକାରନ୍ ଆମଙ୍ ଆନିନ୍ ତନଙ୍ତେ, ଇନିଆସନ୍ଗାମେଣ୍ଡେନ୍ ଆ କମ୍ୱାରିନ୍ଆଡଙ୍ ପ୍ରବୁନ୍ ତୁମ୍ ତବ୍ନଙ୍ଲେ ରପ୍ତିତେ ।
5 ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ।
ଅବୟ୍ନେ ଗାମ୍ତେ ଆନ୍ନା ଜୋଗାଞ୍ଜି ସିଲଡ୍ ଅବୟ୍ ଜୋଗାନ୍ ଗୋଗୋୟ୍ ସୋଡ଼ା, ବନ୍ଡ ଆରି ଅବୟ୍ନେ, ଅଡ଼୍କୋନ୍ ଆ ଜୋଗା ସମାନ ଗାମ୍ତେ । ତିଆସନ୍ ଆନା ଏଙ୍ଗାଲେ ଇୟମ୍ତେ ଆନିନ୍ଡମ୍ ତିଆତେ ଗବ୍ରିଏତୋ ।
6 ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ବରଙ୍କୁ ଧନ୍ୟବାଦ ଦିଏ; ପୁଣି, ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।
ଆନା ଅବୟ୍ ଜୋଗାନ୍ ସୋଡ଼ା ଗାମ୍ତେ ପ୍ରବୁନ୍ ଆସନ୍ ଆନିନ୍ ଲୁମେତୋ, ଜନୋମ୍ଜୋମନ୍ ଆସନ୍ ଇନ୍ନିଙ୍ ଡନଙ୍ଡଙ୍ ତଡ୍, ଇସ୍ୱରନ୍ଆଡଙ୍ ସେଙ୍କେଲେ ଆନିନ୍ ଜୋମେତୋ, ଏତ୍ତେଲ୍ଡେନ୍ ଇସ୍ୱରନ୍ ସନେଙ୍କେନ୍ ଞାଙ୍ତେ । ଅଙ୍ଗା ମନ୍ରା ଇନ୍ନିଙ୍ ଜନୋମ୍ଜୋମନ୍ ଅଃଜ୍ଜୋମେ ଆନିନ୍ ଇସ୍ୱରନ୍ଆଡଙ୍ ସନେଙ୍କେନ୍ ଆସନ୍ ଲୁମେତୋ ଆରି ତିଆସନ୍ ଇସ୍ୱରନ୍ଆଡଙ୍ ସେଙ୍କେଏତୋ ।
7 କାରଣ ଆମ୍ଭମାନଙ୍କ ମଧ୍ୟରୁ କେହି ଆପଣା ଉଦ୍ଦେଶ୍ୟରେ ବଞ୍ଚେ ନାହିଁ ଏବଂ ଆପଣା ଉଦ୍ଦେଶ୍ୟରେ ମରେ ନାହିଁ।
ଆନ୍ନିଙ୍ ଆନିନ୍ଡମ୍ ଆସନ୍ ଅଃନ୍ନମେଙେ ଆରି ଆନିନ୍ଡମ୍ ଆସନ୍ ଅଃର୍ରବୁଏ ।
8 ଯେଣୁ, ଯଦି ଆମ୍ଭେମାନେ ବଞ୍ଚୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ। ଅତଏବ, ଯଦି ଆମ୍ଭେମାନେ ବଞ୍ଚୁ କିମ୍ବା ମରୁ, ଆମ୍ଭେମାନେ ପ୍ରଭୁଙ୍କର ଅଟୁ।
ଇନ୍ଲେନ୍ ଅମେଙ୍ଲଙ୍ଲନ୍ ଡେନ୍ ପ୍ରବୁନ୍ ଆସନ୍ ଅମେଙ୍ଲଙ୍ତନ୍, ରବୁଲଙ୍ଲନ୍ ଡେନ୍ ପ୍ରବୁନ୍ ଆସନ୍ ରବୁଲଙ୍ତନ୍ । ତିଆସନ୍ ଅମେଙ୍ଲଙ୍ଲନ୍ ଡେନ୍ କି ରବୁଲଙ୍ଲନ୍ ଡେନ୍, ଇନ୍ଲେନ୍ ପ୍ରବୁନ୍ ଆସନ୍ ତୁମ୍ ।
9 କାରଣ ଖ୍ରୀଷ୍ଟ ଯେପରି ମୃତ ଓ ଜୀବିତ ଉଭୟଙ୍କ ପ୍ରଭୁ ହୁଅନ୍ତି, ସେହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ, ପୁଣି, ପୁନର୍ଜୀବିତ ହେଲେ।
ଇନିଆସନ୍ଗାମେଣ୍ଡେନ୍ କ୍ରିସ୍ଟନ୍ ରବୁଏନ୍ କି ୟର୍ମେଙେନ୍ ତିଆସନ୍ ଆନିନ୍ ଆମେଙ୍ ଆରି ଆରବୁମରଞ୍ଜି ଆ ପ୍ରବୁ ଡେଏନ୍ ।
10 କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା।
ତିଆସନ୍ ବୋଞାଙ୍ନମ୍ଆଡଙ୍ ଇନି ଆସନ୍ ଅବ୍ଡୋସାତେ? ଆରି, ବୋଞାଙ୍ନମ୍ଆଡଙ୍ ଇନି ଆସନ୍ ଏଡ଼ୁର୍ମଡ୍ତେ? ପନ୍ସୁଆତିନ୍ ଆସନ୍ ଇସ୍ୱରନ୍ କୁର୍ସିଲୋଙନ୍ ଆତ୍ରଙ୍କୁମ୍ତେନ୍ ଆଡିଡ୍ ଇନ୍ଲେଞ୍ଜି ଅଡ଼୍କୋନ୍ଲେନ୍ ଆମୁକ୍କାବାନ୍ ଇୟ୍ତେ ତନଙ୍ବୋ ।
11 ଯେଣୁ ଲେଖାଅଛି, “ପ୍ରଭୁ କହନ୍ତି, ‘ଆମ୍ଭେ ଜୀବିତ ଥିବା ପ୍ରମାଣେ,’ ‘ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ବରଙ୍କ ପ୍ରଶଂସା କରିବ।’”
ସାସ୍ତ୍ରଲୋଙନ୍ ଆଇଡିଡ୍ ଡକୋ, “ପ୍ରବୁନ୍ ଗାମ୍ତେ, ଞେନ୍ ଆମେଙ୍ ଇସ୍ୱରନ୍, ଅଡ଼୍କୋ ମନ୍ରାନ୍ ମୁକ୍କାବାଞେନ୍ ତୁଡ଼ୁମ୍ତଜି, ଆରି ଅଡ଼୍କୋ ମନ୍ରାନ୍ ଞେନ୍ଆଡଙ୍ ପ୍ରବୁ ଗାମ୍ତିଁୟ୍ଜି ।”
12 ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ବରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ।
ଇନ୍ଲେନ୍ ଅଡ଼୍କୋନ୍ଲେନ୍ ଇସ୍ୱରନ୍ ଆମୁକ୍କାଲୋଙ୍ ରମ୍ମଙ୍ ରମ୍ମଙ୍ ଆ କାବ୍ବାଡ଼ା ଆ ଇସାବ ତିୟ୍ତବୋ ।
13 ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର।
ତିଆସନ୍, ଆନ୍ନାମରଞ୍ଜିଆଡଙ୍ ଏବିସାରଡଙ୍, ଆରି ଆନ୍ନିଙ୍ ବୋଞାଙ୍ବେନ୍ ଆସନ୍ ଡନଙ୍ଡଙନ୍ କି ଡନଣ୍ଡାୟ୍ମର୍ ଡେଡଙ୍ବେନ୍ ତଡ୍, କେନ୍ଆତେ ଆମ୍ୱେନ୍ ଇୟମ୍ବା ।
14 ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି।
ଞେନ୍ ଇସ୍ୱରନ୍ ଆମଙ୍ ଡର୍ରନ୍ ବର୍ତନାୟ୍, ଅନ୍ନିଙ୍ ଆ ଜନୋମ୍ଜୋମ୍ ଏର୍ମଡ଼ିର୍ ତଡ୍, ବନ୍ଡ ଆନ୍ନିଙ୍ ଇନ୍ନିଙ୍ ଜନୋମ୍ଜୋମନ୍ ଏର୍ମଡ଼ିର୍ ଗାମ୍ଲେ ଡର୍ରନ୍ ଡେନ୍, ତିଆତେ ଆନିନ୍ ଆସନ୍ ଏର୍ମଡ଼ିର୍ ଡେତେ ।
15 କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ। ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାହାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ୱାରା ବିନାଶ କର ନାହିଁ।
ଆମନ୍ ଇନ୍ନିଙ୍ ଆଜନୋମ୍ ଆଜ୍ରୋମ୍ତେନ୍ ଆସନ୍ ବୋଞାଙ୍ନମ୍ ଆ ମନ୍ନଲୋଙ୍ ସିନ୍ତାଲନ୍ ଡେନ୍, ଏତ୍ତେଲ୍ଡେନ୍ ଆମନ୍ ଡନୁଙ୍ୟମନ୍ ବାତ୍ତେ ଏଃଞଣ୍ଡ୍ରମ୍ନେ । ଅଙ୍ଗା ବୋଞାଙ୍ ଆସନ୍ କ୍ରିସ୍ଟନ୍ ରବୁଏନ୍ ଆନିନ୍ଆଡଙ୍ ଆମନ୍ ଜନୋମ୍ଜୋମନ୍ ବାତ୍ତେ ଗବ୍ଲୋଡଙ୍ ।
16 ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ;
ଆମ୍ୱେନ୍ ଅଙ୍ଗାଆତେ ମନଙ୍ ଗାମ୍ଲେ ଅବ୍ଡିସୟ୍ତେ, ତିଆତେ ବାତ୍ତେ ଆମ୍ୱେନ୍ ଡୋସାଡଙ୍ବେନ୍ ତଡ୍ ।
17 କାରଣ ଈଶ୍ବରଙ୍କ ରାଜ୍ୟ ଭୋଜନପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଓ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ ଅଟେ।
ଇସ୍ୱରନ୍ ଆ ରାଜ୍ୟ ଗାଗାନେନ୍ ଡ ଜୋମ୍ଜୋମନ୍ ଆସନ୍ ତଡ୍, ବନ୍ଡ ଡରମ୍ମନ୍, ସନୟୁନ୍ ଡ ମଡ଼ିର୍ ପୁରାଡ଼ାନ୍ ବାତ୍ତେ ସର୍ଡାନେନ୍ ଆସନ୍ ।
18 ଯେଣୁ ଯେ ଏହି ବିଷୟରେ ଖ୍ରୀଷ୍ଟଙ୍କର ସେବା କରେ, ସେ ଈଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଓ ମନୁଷ୍ୟମାନଙ୍କ ନିକଟରେ ପରୀକ୍ଷାସିଦ୍ଧ ହୁଏ।
ଆନା ଏନ୍ନେଲେ କ୍ରିସ୍ଟନ୍ଆଡଙ୍ ସେବାତେ, ଆନିନ୍ ଇସ୍ୱରନ୍ଆଡଙ୍ ଅବ୍ସର୍ଡାତେ, ଆରି ମନ୍ରାଞ୍ଜି ନିୟ୍ ଆଜାଡ଼ିନ୍ ଗାମ୍ଲେ ବର୍ତଞ୍ଜି ।
19 ଅତଏବ ଆସ, ଯେ ଯେ ବିଷୟ ଶାନ୍ତିଜନକ, ଆଉ ଯେ ଯେ ବିଷୟ ଦ୍ୱାରା ପରସ୍ପରର ନିଷ୍ଠା ହୁଏ, ସେହି ସବୁର ଆମ୍ଭେମାନେ ଅନୁଗମନ କରୁ।
ତିଆସନ୍, ଅଙ୍ଗାଜିଆତେ ସନୟୁନ୍ ଡ ସର୍ଡାନ୍ ଞାଙ୍ତବୋ, ଆରି ଅଡ଼୍କୋ ମନ୍ରାନ୍ଆଡଙ୍ ମବ୍ରଙ୍ତେ ତିଆତେଜି ଏଲୁମ୍ବା ।
20 ଖାଦ୍ୟ ସକାଶେ ଈଶ୍ବରଙ୍କର କର୍ମ ନଷ୍ଟ କର ନାହିଁ। ସମସ୍ତ ବିଷୟ ଅବଶ୍ୟ ଶୁଚି; ତଥାପି ଯେଉଁ ଲୋକ ଯାହା ଭୋଜନ କରି ବାଧା ପାଏ, ତାହା ପକ୍ଷରେ ତାହା ମନ୍ଦ।
ଅଜିଡ୍ ଆଜନୋମ୍ ଆସନ୍ ଇସ୍ୱରନ୍ ଆ କାବ୍ବାଡ଼ା ଏବ୍ମୋସ୍ସାଡଙ୍ । ଅଡ଼୍କୋନ୍ ଆ ଜନୋମ୍ଜି ଜୋମ୍ଲେ ରପ୍ତିତବୋ, ବନ୍ଡ ଇନ୍ନିଙ୍ ଆ ଜନୋମ୍ ବାତ୍ତେ ଆନ୍ନାମରଞ୍ଜି ମନଙ୍ ତଡ୍ ଗାମେନ୍ ଡେନ୍, ତି ଆ ଜନୋମ୍ଜୋମ୍ ଏଜୋମ୍ଡଙ୍ ।
21 ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ।
ଜୋମ୍ଜେଲ୍ବେନ୍ ଡ ଦ୍ରାକ୍ୟାଡାନ୍ ଗାଗାନ୍ ଆସନ୍ ବୋଞାଙ୍ବେନ୍ ଡର୍ନେଲୋଙନ୍ ଡନଙ୍ଡଙନ୍ ଅନ୍ତମ୍ ଡେଏନ୍ ଡେନ୍, ତି ଅଡ଼୍କୋନ୍ ଆମ୍ୱେନ୍ ଅମ୍ରେଙ୍ବା ।
22 ତୁମ୍ଭର ଯେଉଁ ବିଶ୍ୱାସ ଅଛି, ତାହା ତୁମ୍ଭେ ଈଶ୍ବରଙ୍କ ସାକ୍ଷାତରେ ଆପଣା ଅନ୍ତରରେ ଧରି ରଖ। ଯେ ଯାହା ପରୀକ୍ଷାସିଦ୍ଧ ବୋଲି ବିବେଚନା କରେ, ସେ ଯଦି ସେଥିରେ ଆପଣାକୁ ଦୋଷୀ ନ କରେ, ତେବେ ସେ ଧନ୍ୟ।
ଡର୍ନେନମ୍ ଇସ୍ୱରନ୍ ତୁମ୍ ଜନାଏତୋ, ଅଙ୍ଗା ମନ୍ରା ମନଙ୍ ଇୟମ୍ଲେ ଇନ୍ନିଙ୍ ଆ କାବ୍ବାଡ଼ା ଲୁମ୍ତେ, ଆରି ତିକ୍କି ଆନିନ୍ ତି ଆ କାବ୍ବାଡ଼ା ଅଃଡ୍ଡୋସାଏ, ତି ଆ ମନ୍ରା ସନେନ୍ସେନ୍ ।
23 କିନ୍ତୁ ଯେ ସନ୍ଦେହ କରି ଭୋଜନ କରେ, ସେ ଦଣ୍ଡନୀୟ ହୁଏ, କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ; ଆଉ ଯାହା କିଛି ବିଶ୍ୱାସରୁ ହୁଏ ନାହିଁ, ତାହା ପାପ।
ବନ୍ଡ ଆନା ଡାଲ୍ଗଡ୍ଲେ ଇନ୍ନିଙ୍ ଆ ଜନୋମ୍ଜୋମ୍ ଜୋମ୍ତେ, ଇସ୍ୱରନ୍ ଆଗନିୟ୍ଗିୟ୍ଲୋଙ୍ ଡୋସାମର୍ ଡେତେ, ଇନିଆସନ୍ଗାମେଣ୍ଡେନ୍ ଆନିନ୍ ଡର୍ନେନ୍ ବାତ୍ତେ ଅଃଜ୍ଜୋମେ; ଆରି ଅଙ୍ଗାତେ ଡର୍ନେନ୍ ସିଲଡ୍ ଅଃଡ୍ଡୁଙ୍ନାୟ୍, ତିଆତେ ଇର୍ସେ ।