< ରୋମୀୟ 12 >

1 ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ବରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ବରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା।
ଲାଗିଂ, ଏ ଟଣ୍ଡାର୍‌, ଆନ୍‌ ମିଙ୍ଗେଙ୍ଗ୍‌ ଇସ୍ୱର୍‌ତି ଦୟା କାଜିଂ ଗୱାରି କିଦ୍‌ନାଙ୍ଗା, ଏପେଙ୍ଗ୍‌ ଜାର୍‌ ଜାର୍‌ ଗାଗାଡ଼୍‌ତିଂ ଜିବୁନ୍‌, ପୁଇପୁୟା ଆରି ଇସ୍ୱର୍‌ତି ହାର୍‌ ଇଟ୍‌ନାକା ପୁଜାଲାକେ ଆକାତ୍‌ ହିୟାଟ୍‌, ଇଦାଂ ତ ମିଦାଂ ହାର୍ଦାକା ପାର୍ତାନା ।
2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛା କଅଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। (aiōn g165)
ଏପେଙ୍ଗ୍‌ ଇ ନଙ୍ଗ୍‌ ଜୁଗ୍‌ନି ପାଚେ ହାଲ୍‌ମାଟ୍‌, ମାତର୍‌ ଇନେସ୍‌ ଏପେଙ୍ଗ୍‌ ଇସ୍ୱର୍ତି ଇଚା ଇନାକା ଇଚିସ୍‌ ହାର୍‌ଦାକା, ହାର୍‌ ଇଟ୍ୟାନାକା ଆରି ହାର୍ଦାକା ବିସ୍ରେ ଇନାକା, ଇଦାଂ ପରିକ୍ୟା କିଜ଼ି ବୁଜାନାଦେର୍‌, ଇଦାଂ କାଜିଂ ଜାର୍‌ ଜାର୍‌ ମାନ୍‌ନି ପୁନାକା ହୁକେ ବାଦ୍‌ଲି ଆଡ । (aiōn g165)
3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ବର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର।
ଇନେକିଦେଂକି ନାଙ୍ଗ୍‌ ହିତ୍‌ତି ଉପ୍‌କାର୍‌ ହୁକେ ଆନ୍‌ ମି ବିତ୍ରେ ମାନି ୱିଜ଼ୁ ଜାଣ୍‌ତିଂ ଇଞ୍ଜ୍‌ନାଙ୍ଗା, ଜାର୍‌ ବିସ୍ରେ ଇନେସ୍‌ ବାବି କିମାଟ୍‌, ତା ତାଂ ଜାର୍‌ତିଂ ଆଦିକ୍‌ ଗାଜା ଇଞ୍ଜି ବାବି କିମାଟ୍‌; ମାତର୍‌ ଇସ୍ୱର୍‌ ଇନେରିଂ ଇମ୍‌ଣି ଇସାବ୍‌ରେ ପାର୍ତି ରଚ୍‌ଚାଦେର୍ଣ୍ଣା, ହେ ଇସାବ୍‌ରେ ୱିଜ଼ୁ ଜାଣ୍‌ ବୁଦିକାର୍‌ୟା ଲାକେ ଜାର୍‌ ବିସ୍ରେ ବାବି କିୟାଟ୍‌ ।
4 କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକ-ପ୍ରକାର ନୁହେଁ,
ଇନେକିଦେଂକି ଇନେସ୍‌ ର ଗାଗାଡ଼୍‌ତ ମାଦାଂ ବେସି କେଇଗାଲ୍‌ ମାନାତ୍‌, ମାତର୍‌ ୱିଜ଼ୁ ଗାଗାଡ଼୍‌ ସବୁନି କାମାୟ୍‌ ର ବାନି ଆକାୟ୍‌,
5 ସେହିପରି ଅନେକ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ।
ହେ ଲାକେ ବେସି ଜେ ଆସେଙ୍ଗ୍‌, ଆସେଙ୍ଗ୍‌ କ୍ରିସ୍ଟତାକେ ର ଗାଗାଡ଼୍‌ ଆରି ଜାଣ୍‌କେ ହାରି କେଇଗାଲ୍‌ ।
6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ;
ଆରେ, ମାଙ୍ଗେଙ୍ଗ୍‌ ହିତ୍‌ତି ଉପ୍‌କାର୍‌ ଇସାବ୍ରେ ଆପେଂ ବାରବିନି ଦାନ୍‌ ପାୟାତାପ୍‌ନା; ଲାଗିଂ ହେ ଦାନ୍‌ ଜଦି ବେଣ୍‌ବାକ୍‌ଣାୟ୍‌କିନାକା ଆନାତ୍‌, ୱାଡ ଆସେଙ୍ଗ୍‌ ପାର୍ତିନି ଏଚେକ୍‌ ଇସାବ୍ରେ ବେଣ୍‌ବାକ୍‌ଣାୟ୍‌ କିନାସ୍‌;
7 କିମ୍ବା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ;
କି ହେଦାଂ ଜଦି ହେବାକାର୍‌ୟା କାମାୟ୍‌ ଆନାତ୍‌, ତା ଆତିସ୍‌ ୱାଡ, ମା ହେବାକାର୍‌ୟା କାମାୟ୍‌ତ ଲାଗିସ୍‌ ମାନାସ୍‌;
8 ଅବା ଯେ ଶିକ୍ଷା ଦିଏ, ସେ ଶିକ୍ଷାଦାନରେ, ବା ଯେ ଉପଦେଶ ଦିଏ, ସେ ଉପଦେଶ ଦାନରେ ନିବିଷ୍ଟ ରହୁ; ଯେ ଦାନ କରେ, ସେ ଉଦାର ଭାବରେ ଦାନ କରୁ; ଯେ ତତ୍ତ୍ୱାବଧାନ କରେ, ସେ ଯତ୍ନ ସହକାରେ ତତ୍ତ୍ୱାବଧାନ କରୁ; ଯେ ଦୟା କରେ, ସେ ହୃଷ୍ଟଚିତ୍ତରେ ତାହା କରୁ।
ନଲେ ଇନେର୍‌ ହିକ୍ୟା ହିନାନାନ୍‌, ହେୱାନ୍‌ ସିକ୍ୟାଦାନ୍‌ତ କି ଇନେର୍‌ ୱାରିକିୟ୍‌ କିନାନ୍‌, ହେୱାନ୍‌ ଉପ୍‌ଦେସ୍‌ ଦାନ୍‌ତ ଲାଗିସ୍‌ ମାନେନ୍‌, ଇନେର୍‌ ଜାତୁନ୍ ଅନାନ୍‌, ହେୱାନ୍‌ ହୁଦାର୍‌ ବାବ୍ରେ ଦାନ୍‌ କିଏନ୍‌; ଇନେର୍‌ ହାର୍‌ ମାନ୍ତାଙ୍ଗ୍‌ ହେୱାନ୍‌ ଜାତୁନ୍‌ତାଂ କିଏନ୍‌; ଇନେର୍‌ ଦୟା କିନାନ୍‌, ହେୱାନ୍‌ ପୁରାମାନ୍‌ତାଂ ହେଦାଂ କିଏନ୍‌ ।
9 ପ୍ରେମ ନିଷ୍କପଟ ହେଉ। ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ;
ଜିଉନନାକା କାପ୍‌ଟିୟା ଆଏତ୍‌ । ଇନାକା ବାନିୟା, ହେଦାଂ ଗିଣ୍‌ କିୟାଟ୍‌; ଇନାକା ହାର୍‌, ହେବେ ଲାଗିସ୍‌ ମାନାଟ୍‌;
10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;
ଟଣ୍ଡାର୍‌ ଜିଉତ ହାରି କାଜିଂ ଜିଉ ନନାକାଦେର୍‌ ଆଡ; ୱାରିତ ହାରିତିଂ ଗାଜା ଗିଆନ୍‌ କିୟାଟ୍‌;
11 ଉଦ୍‍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର;
ତ୍ରିକାଡ଼୍‌ତ କାକାର୍‌ ଆମାଟ୍‌, ଜିବୁନ୍‌ତ ଗରମ୍‌ ଆଡ; ପୁରା ବକ୍ତିତାଂ ମାପ୍ରୁତି ହେବା କିୟାଟ୍‌;
12 ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ;
ବାର୍ସିତ ୱାରି କିୟାଟ୍‌; ଦୁକ୍‌ତ ହୁଦାର୍‌ ଆଡ; ପାର୍ତାନାତ ଏକା ସମାନ୍‌ ଲାଗିସ୍‌ ମାନାଟ୍‌ ।
13 ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ।
ସାଦୁର୍‌ତି ଅବାବ୍‌ ଉପ୍‌କାର୍‌ କିୟାଟ୍‌; ସସ୍‌ ହିନିତ ମେହା ଆଡ ।
14 ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ।
ଇମ୍‌ଣାକାର୍‌ ମିଙ୍ଗେଙ୍ଗ୍‌ ଇଣ୍‌ କିଦ୍‌ନାର୍‌, ହେୱାରିଂ ଆସିର୍ବାଦ୍‌ କିୟାଟ୍‌; ଆସିର୍ବାଦ୍‌ କିୟାଟ୍‌ ରାଣ୍‌ ହିମାଟ୍‌ ।
15 ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର।
ଇମ୍‌ଣାକାର୍‌ ୱାରି କିନାର୍‌, ହେୱାର୍‌ ଲାହାଙ୍ଗ୍‌ ୱାରି କିୟାଟ୍‌; ଇମ୍‌ଣାକାର୍‌ ଆଡ଼୍‌ବାନାର୍‌, ହେୱାର୍‌ ଲାହାଙ୍ଗ୍‌ ଆଡ଼୍‍ବାଟ୍‍ ।
16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ।
ହାରି କାଜିଂ ରମାନ୍‌ ଆଡ; ବାନ୍ୟାମାନାୟ୍‌ ଆୱାଦାଂ ହିଲ୍‌ୱାକାରିଂ ମେହା ଆଡ । ଜାର୍‌ ଜାର୍‌ ବୁଦିତ ବାବି କିମାଟ୍‌ ।
17 ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର;
ବାନିୟା ବାଦୁଲ୍‌ ଇନେରିଂ ବାନିୟା କିମାଟ୍‌; ୱିଜ଼ାର୍‌ ମାନାୟ୍‌ରିଂ କାଣ୍‌କୁତ ଇନା ଇନାକା ହାର୍‌ଦାକା, ହେ ସବୁ ଚିନ୍ତା କିୟାଟ୍‌;
18 ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ।
ଆଡ଼୍‌ତିସ୍‌, ମିଦାଂ ଏଚେକ୍‌ ପାତେକ୍‌ ଆଡ୍‌ନାଦେର୍‌, ୱିଜ଼ାର୍‌ ମାନାୟାର୍‌ ଲାହାଙ୍ଗ୍‌ ସୁସ୍ତାତ ମାନାଟ୍‌ ।
19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ବରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି, “ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା।”
ଏ ୱାରିନିକାଦେର୍‌, ଏପେଙ୍ଗ୍‌ ନିଜେ ନିଜେ ବାଦ୍‌ଲି ଅମାଟ୍‌, ମାତର୍‌ ରିସା କାଜିଂ ବାହା ପିସ୍ତି ହିୟାଟ୍‌; ଇନେକିଦେଂକି ଲେକାମାନାତ୍‌, “ମାପ୍ରୁ ଇନାନ୍‌, ବାଦ୍‌ଲି ଅନାକା ମା ଆଦିକାର୍‌, ଆପ୍‌ ତା କାମାୟ୍‌ନି ପାଡ଼୍‌ ହିନାପ୍‌ ।”
20 “ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାହାକୁ ଭୋଜନ କରାଅ; ଯଦି ସେ ତୃଷିତ ତାହାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତାହାର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ।”
ଇଚିସ୍‌ ଜଦି ମି ସାତ୍ରୁ ନାସ୍‌କି, ଲାଗିଂ ତାଙ୍ଗ୍‌ ଚିଚ୍‌ପାଟ୍‌; “ଜଦି ହେୱାନ୍‌ ଏସ୍‌କି ତାଙ୍ଗ୍‌ ଉଟ୍‌ପାଟ୍‌; ଇନେକିଦେଂକି ଏଲେଙ୍ଗ୍‌ କିତିସ୍‌ ଏପେଙ୍ଗ୍‌ ତା କାପ୍‌ଡ଼ା ଜପି ଆହ୍‌ନି ଗଡାଂ ଗାଦି କିନାଦେର୍‌ ।”
21 କୁକର୍ମରେ ପରାଜିତ ନ ହୋଇ ସତ୍କର୍ମରେ କୁକର୍ମକୁ ପରାଜୟ କର।
ବାନିୟା କାମାୟ୍‌ତ ଆରା ଆମାଟ୍‌ ୱିଜ଼ୁ ବାନ୍ୟା ବିସ୍ରେ ହାର୍‌ଦି ବେବାର୍‌ ହୁକେ ଜିତା ଆଡ ।

< ରୋମୀୟ 12 >