< ରୋମୀୟ 12 >

1 ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ବରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ବରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା।
ଏନାମେନ୍ତେ, ହେ ହାଗା ମିଶିକ, ଆବୁ ନାଗେନ୍ତେ ପାର୍‌ମେଶ୍ୱାର୍‌ଆଃ ପୁରାଃ ଲିନିବୁଇ ହବାକାନ୍‌ ହରାତେ, ଆଇଙ୍ଗ୍‌ ଆପେକେଇଙ୍ଗ୍‌ ବିନ୍ତିପେ ତାନା, ପାର୍‌ମେଶ୍ୱାର୍‌ତାଃରେ ଆପେ ଆପ୍‌ନାଃ ହଡ଼୍‌ମକେ ପାବିତାର୍‌ ଜୀନିଦ୍‌ ଦାଣେଁ ଲେକା ରାକାବେପେ । ଇନିୟାଃ ସେୱାରେ ଆପାନ୍‌କେ ଜିମାକେଦ୍‌ତେ ଇନିୟାଃ ସୁକୁଇଚିୟଃ ଲେକା ହବାଅଃପେ । ଏନାଗି ପାର୍‌ମେଶ୍ୱାର୍‌ଆଃ ସାର୍‌ତି ସେୱା ତାନା ।
2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛା କଅଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। (aiōn g165)
ନେ ଅତେଦିଶୁମ୍‌ରେ ଆପେ ନେ ପାରିୟାରେନ୍‌ ହଡ଼କ ଲେକା ଆଲ୍‌ପେ ହବାଅଃଆ । ପାର୍‌ମେଶ୍ୱାର୍‌ ଆପେୟାଃ ମନ୍‌କେ ବାଦ୍‌ଲାଅକେଦ୍‌ତେ ପୁରାଗି ଆପେୟାଃ ମନ୍‌ଭିତାର୍‌ରେୟାଃ ଉଡ଼ୁଃକ ନାୱାଲେକା ହବାଅଃକା । ଏନାରେ, ପାର୍‌ମେଶ୍ୱାର୍‌ଆଃ ଇଛାସାନାଙ୍ଗ୍‌ ଚିନାଃ ତାନାଃ, ଆୟାଃ ଆୟାର୍‌ରେ ଅକ କାଜିକ ବୁଗିନାଃ ତାନାଃ, ଆଇଃକ୍‌କେ ସୁକୁଆନ୍‌ ଆଡଃ ପକ୍‌ତାଃଅତେୟାଃ ତାନାଃ, ଏନା ଆପେ ଆଟ୍‌କାର୍‌ଉରୁମ୍‌ ଦାଡ଼ିୟାଃପେ । (aiōn g165)
3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ବର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର।
ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ ବିଶେଷ୍‌ ସାୟାଦ୍‌ ଏମାକାଦିଙ୍ଗ୍‌ ହରାତେ ଆପେ ସବେନ୍‌କକେଇଙ୍ଗ୍‌ କାଜିପେତାନା, ଆପେ ଆପାନାଃ ବିଷାଏରେ ଜେ'ଲେକା ଉଡ଼ୁଃ ଲାଗାତିଙ୍ଗ୍‌ୟାଁଃ ଏନାଏତେ ପୁରାଃ ଆଦ୍‌କା ମାରାଙ୍ଗ୍‌ ଲେକା ଆଲ୍‌ପେ ଆଟ୍‌କାରେନ୍‌କା, ମେନ୍‌ଦ ପାର୍‌ମେଶ୍ୱାର୍‌ ଆପେକେ ଏମାକାଦ୍‌ପେ ବିଶ୍ୱାସ୍‌ ଲେକାଗି ଆପ୍‌ନାଃ ବିଚାର୍‌ ରିକାଏପେ ।
4 କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକ-ପ୍ରକାର ନୁହେଁ,
ଆବୁଆଃ ହଡ଼୍‌ମରେ ପୁରାଃଗି ହିସାକ ମେନାଃ ଆଡଃ ସବେନାଃରେୟାଃ କାମିକ ମିଦ୍‌ରାକାମ୍‌ଗି ବାନଃଆ ।
5 ସେହିପରି ଅନେକ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ।
ଏନ୍‌ଲେକାଗି ଆବୁ ପୁରାଃଗି ମେନାବୁଆ, ମେନ୍‌ଦ ସବେନ୍‌କ ଖ୍ରୀଷ୍ଟ୍‌ଲଃ ମେସାକାନ୍‌ ହରାତେ, ଆବୁ ମିଆଁଦ୍‌ ହଡ଼୍‌ମ ତାନ୍‌ବୁ ଆଡଃ ହଡ଼୍‌ମରେ ସବେନ୍‌ ହିସା ମେନାଃ ଲେକାଗି ମିହୁଡ଼୍‌ ଆଡଃମିହୁଡ଼୍‌ଲଃ ଜଡ଼େନ୍‌କାନାବୁ ।
6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ;
ଏନାମେନ୍ତେ ଆବୁ ନାଙ୍ଗ୍‌ ପାର୍‌ମେଶ୍ୱାର୍‌ଆଃ ସାୟାଦ୍‌ ଲେକାତେ ଆୟାଃତାଃଏତେ ନାମାକାଦ୍‌ ଏଟାଃ ଏଟାଃ ଦାନ୍‌କକେ ଆବୁକେ ବୁଗିଲେକା ବେଭାର୍‌ ଲାଗାତିଙ୍ଗ୍‌ୟାଁଃ । ଆବୁ ପାର୍‌ମେଶ୍ୱାର୍‌ଆଃ ବାଚାନ୍‌କେ ଉଦୁବ୍‌ ନାଗେନ୍ତେ ବାର୍‌ଦାନ୍‌ବୁ ନାମାକାଦ୍‌ରେଦ, ଆବୁଆଃ ପକ୍‌ତା ବିଶ୍ୱାସ୍‌ ହରାତେ ଏନ୍‌ କାମିକେ ରିକା ଲାଗାତିଙ୍ଗ୍‌ୟାଁଃ ।
7 କିମ୍ବା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ;
ସେୱା ନାଗେନ୍ତେ ଏନ୍‌ ବାର୍‌ଦାନ୍‌ବୁ ନାମାକାଦ୍‌ରେଦ, ଆବୁକେ ସେୱା ଲାଗାତିଙ୍ଗ୍‌ୟାଁଃ; ଇନିତୁ ଏମ୍‌ ନାଗେନ୍ତେ ବାର୍‌ଦାନ୍‌ବୁ ନାମାକାଦ୍‌ରେଦ, ଇନିତୁ ଏମ୍‌ ଲାଗାତିଙ୍ଗ୍‌ୟାଁଃ;
8 ଅବା ଯେ ଶିକ୍ଷା ଦିଏ, ସେ ଶିକ୍ଷାଦାନରେ, ବା ଯେ ଉପଦେଶ ଦିଏ, ସେ ଉପଦେଶ ଦାନରେ ନିବିଷ୍ଟ ରହୁ; ଯେ ଦାନ କରେ, ସେ ଉଦାର ଭାବରେ ଦାନ କରୁ; ଯେ ତତ୍ତ୍ୱାବଧାନ କରେ, ସେ ଯତ୍ନ ସହକାରେ ତତ୍ତ୍ୱାବଧାନ କରୁ; ଯେ ଦୟା କରେ, ସେ ହୃଷ୍ଟଚିତ୍ତରେ ତାହା କରୁ।
ଜେତାଏ ଏଟାଃକକେ ଜୀଉରାଡ଼େଃ ଏମ୍‌ରେୟାଃ ବାର୍‌ଦାନ୍‌ ନାମାକାଦ୍‌ରେଦ, ଏନା ଇନିଃକେ ରିକା ଲାଗାତିଙ୍ଗ୍‌ୟାଁଃ; ଦାନ୍ ଏମ୍‌ ନାଗେନ୍ତେ ବାର୍‌ଦାନ୍‌ ନାମାକାଦ୍‌ ହଡ଼ ଲେବେଃ ମନ୍‌ତେ ଦାନ୍‌ ଏମେକାଏ । ଏଟାଃନିୟାଃ କାମିରେ ଯାତାନ୍ ଇଦିରେୟାଃ ଆକ୍‌ତେୟାର୍‌ ନାମାକାଦ୍‌ରେଦ, ଆଇଃକ୍‌କେଗି କେଟେଦ୍‌ କାମି ରିକା ଲାଗାତିଙ୍ଗ୍‌ୟାଁଃ; ଦାୟା ରିକାତାନ୍‌ ହଡ଼ ରାସ୍‌କାତେ ଦାୟା ରିକାଏକାଏ ।
9 ପ୍ରେମ ନିଷ୍କପଟ ହେଉ। ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ;
ଦୁଲାଡ଼୍‌ ସାର୍‌ତି ହବାଅଃ ଲାଗାତିଙ୍ଗ୍‌ୟାଁଃ । ଏତ୍‌କାନାଃତେୟାଃକେ ହିଲାଙ୍ଗ୍‌ୟେଁପେ, ବୁଗିନ୍‌ତେୟାଃକେ ସାବେପେ ।
10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;
୧୦ଖ୍ରୀଷ୍ଟ୍‌ ବିଶ୍ୱାସୀ ହାଗା ମିଶିକ ଲେକା ମିହୁଡ଼୍‌ ଆଡଃମିହୁଡ଼୍‌କେ ଦୁଲାଡ଼ିପେ ଆଡଃ ମିହୁଡ଼୍‌ ଆଡଃମିହୁଡ଼୍‌କେ ମାଇନିପେ ।
11 ଉଦ୍‍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର;
୧୧କେଟେଦ୍‌ କାମି କାମିପେ ଆଲ୍‌ପେ ଢିଲାଅଃଆ ଆଡଃ ମନ୍‌ସୁରୁଦ୍‌ରେ ପୁରାଃ ଭାକ୍ତିତେ ପ୍ରାଭୁକେ ସେୱାଇପେ ।
12 ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ;
୧୨ପୁରାଃ ଆସ୍ରାଏତାନ୍‌ଲଃ ରାସ୍‌କାରେ ତାଇନ୍‌ପେ । ଦୁକୁହାସୁ ଇମ୍‌ତା ଧିରାଜ୍‌ ସାବ୍‌କେଦ୍‌ତେ ତାଇନ୍‌ପେ ଆଡଃ ସବେନ୍‌ ଇମ୍‌ତା ବିନ୍ତିରେ ତାଇନ୍‌ପେ ।
13 ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ।
୧୩ପାର୍‌ମେଶ୍ୱାର୍‌ଆଃ ହଡ଼କ ଜାଞ୍ଜିଅଃତାନ୍‌ ଇମ୍‌ତା ହାନାଟିଙ୍ଗ୍‌ ରିକାଏପେ ଆଡଃ ଆପେ ଅଡ଼ାଃତେ ହିଜୁଃତାନ୍‌ କା ନେଲ୍‌ଉରୁମ୍‌ ହଡ଼କକେ ପେଡ଼ାକନାଙ୍ଗ୍‌ ସେକାଡ଼ାକାନ୍‌ପେ ।
14 ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ।
୧୪ଆପେକେ ଅକନ୍‌ ହଡ଼କ ସିଗିଦ୍‌ପେୟାକ, ଇନ୍‌କୁଆଃ ଆଶିଷ୍‌ ନାମଃ ନାଗେନ୍ତେ ପାର୍‌ମେଶ୍ୱାର୍‌ତାଃରେ ବିନ୍ତିପେ । ଇନ୍‌କୁକେ ଆଶିଷ୍‌କପେ, ଆଲ୍‌ପେ ସାର୍‌ପାଅକଆ ।
15 ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର।
୧୫ରାସ୍‌କାରେ ତାଇନ୍‌ତାନ୍‌ ହଡ଼କଲଃ ରାସ୍‌କାଅଃପେ, ଆଡଃ ରାଆଃଏତାନ୍‌ ହଡ଼କଲଃ ରାଆଃଏପେ ।
16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ।
୧୬ଆପେ ସବେନ୍‌କଲଃ ମିଦ୍‌ ମନ୍‌ତେଗି ତାଇନ୍‌ପେ, ଆପେ ଆପାନ୍‌କେ ମାରାଙ୍ଗ୍‌ ମେନ୍ତେ ଆଲ୍‌ପେ କାଜିନ୍‌, ଆତ୍ମିକ୍‌ରେ ଆଡଃ ସାଂସାର୍‌ରେୟାଃ ସବେନ୍‌ ଲେକାନ୍‌ ନାରାଦୁରାରେ ତାଇନ୍‌ତାନ୍‌ ହଡ଼କଲଃ ଗାତିରେ ତାଇନ୍‌ପେ । ଆପାନ୍‌କେ ସେଣାଁଁନ୍‌ ମେନ୍ତେ ଆଲ୍‌ପେ କାଜିନ୍‌ ।
17 ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର;
୧୭ଏତ୍‌କାନ୍‌ ବାଦ୍‌ଲାରେ ଏତ୍‌କାନ୍‌ କାମି ଆଲ୍‌ପେ ରିକାଏୟା; ସବେନ୍‌ ହଡ଼କଆଃ ଆୟାର୍‌ରେ ଅକ୍‌ନାଃ ବୁଗିନାଃ ତାନାଃ ଏନାଗି ରିକାଏପେ ।
18 ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ।
୧୮ଆପେ ସବେନ୍‌ ହଡ଼କଲଃ ସୁକୁରେ ତାଇନଃ ନାଗେନ୍ତେ ହବାସାକାଅଃ ଲେକା ସବେନାଃ ରିକାଏପେ ।
19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ବରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି, “ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା।”
୧୯ହେ ଦୁଲାଡ଼୍‌କ, ଆପେ ଆପେଗି ଜେତାଏୟାଃ ବାଦ୍‌ଲା ଆଲ୍‌ପେ ଇଦିୟା, ମେନ୍‌ଦ ପାର୍‌ମେଶ୍ୱାର୍‌ଆଃ ଖିସ୍‌ରେ ସାଜାଇ ହବାଅଃ ନାଗେନ୍ତେ ଇନିଃକେ ବାଗି ତାଇପେ । ଚିୟାଃଚି ଧାରାମ୍‌ପୁଥିରେ ଅଲାକାନା, “ପ୍ରାଭୁ କାଜିତାନାଏ, ସାଜାଇ ଏମ୍‌ତେୟାଃ ଆଇଁୟାଃ କାମିତାନାଃ, ଆଇଙ୍ଗ୍‌ ଆୟାଃ କାମି ଲେକାଗି ନାଲାଇଙ୍ଗ୍‌ ଏମାଇୟା ।”
20 “ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାହାକୁ ଭୋଜନ କରାଅ; ଯଦି ସେ ତୃଷିତ ତାହାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତାହାର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ।”
୨୦ଆଡଃଗି “ଆପେୟାଃ ବାଇରି ରେଙ୍ଗେଃତାନ୍‌ରେଦ ଜଜମାଃ ଏମାଇପେ, ଇନିଃ ତେତାଙ୍ଗ୍‌ତାନ୍‌ରେଦ ନୁଁଏ ନାଙ୍ଗ୍‌ ଦାଆଃ ଏମାଇପେ; ନେ'ଲେକା ରିକାଇ ରେଦ ଇନିଃ ଗିହୁଗଃଆଏ ।”
21 କୁକର୍ମରେ ପରାଜିତ ନ ହୋଇ ସତ୍କର୍ମରେ କୁକର୍ମକୁ ପରାଜୟ କର।
୨୧ଏତ୍‌କାନ୍‌ ହରାତେ ଆଲ୍‌ପେ ହାରାଅଃଆ, ସବେନ୍‌ ଏତ୍‌କାନ୍‌ କାଜିକେ ବୁଗିନ୍‌ କାମିତେ ଜିତାଅଏପେ ।

< ରୋମୀୟ 12 >