< ରୋମୀୟ 10 >
1 ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ବରଙ୍କ ଛାମୁରେ ମୋହର ପ୍ରାର୍ଥନା।
୧ଏ଼ ତାୟି ତାଙ୍ଗିସ୍କାତେରି, ମା଼ ଲ଼କୁ ଏ଼ନିକିହିଁ ଗେଲ୍ପି ଆ଼ନେରି, ଏ଼ଦି ନା଼ ହିୟାଁତି ଅଣ୍ପୁ, ଇଞ୍ଜାଁ ଏ଼ୱାରି ତାକି ମାହାପୂରୁ ତା଼ଣା ରଣ୍ତିଏ ଅଣ୍ପୁ ତଲେ ନା଼ ପ୍ରା଼ତାନା ।
2 କାରଣ ଈଶ୍ବରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ।
୨ଇଚିହିଁ ମାହାପୂରୁ ସେ଼ବା କିହାଲି ଏ଼ୱାରାକି ହା଼ରେକା ମ଼ନ ଅ଼ଡ଼େ ରା଼ହାଁ ମାନେ, ଈଦାଆଁ ନା଼ନୁ ଏ଼ୱାରି ୱାକିଟି ୱେସିମାଇଁ, ସାମା ଏ଼ ମ଼ନ ଅ଼ଡ଼େ ରା଼ହାଁ ବୁଦିଗାଟାୟି ଆ଼ଏ ।
3 ଯେଣୁ ଈଶ୍ବରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ବରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାନ୍ତି।
୩ମାହାପୂରୁ ହୀତି ଦାର୍ମୁତି ଜିରୁ ପୁନାଆନା ଜାହାରା ତୀରି କିହାମାନି ଦାର୍ମୁତି ଜିରୁଟି ତା଼କାନା ମାହାପୂରୁ ହୀତି ଦାର୍ମୁତି ଜିରୁତି ଆସିହିଲଅରି ।
4 କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି।
୪କ୍ରୀସ୍ତ ମେ଼ରାତି ରା଼ପ୍ନାସି, ୱାର୍ଇ ଏ଼ୱାଣି ତା଼ଣା ନାମିସାରେ ମାଣ୍ସି ମାହାପୂରୁ ନ଼କିତା ଦାର୍ମୁଗାଟାସି ଆ଼ନେସି ।
5 କାରଣ ମୋଶା ଲେଖନ୍ତି, ଯେଉଁ ମନୁଷ୍ୟ ବ୍ୟବସ୍ଥାମୂଳକ ଧାର୍ମିକତା ସାଧନ କରେ, ସେ ତଦ୍ୱାରା ବଞ୍ଚିବ।
୫ମ଼ସା ରା଼ଚାମାନେସି, “ଆମିନି ମାଣ୍ସି ମେ଼ରା ମା଼ନି କିହାନା ଦାର୍ମୁଗାଟାସି ଆ଼ନେସି, ଏ଼ୱାସି ଏମ୍ବାଟି ନୀଡିନେସି ।”
6 କିନ୍ତୁ ବିଶ୍ୱାସମୂଳକ ଧାର୍ମିକତା ଏପରି କହେ, “ମନେ ମନେ କୁହ ନାହିଁ, କିଏ ସ୍ୱର୍ଗାରୋହଣ କରିବ (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ଓହ୍ଲାଇ ଆଣିବା ନିମନ୍ତେ)?”
୬ସାମା ନାମୁତଲେ ଦାର୍ମୁ ଗାଟାତାୟି ଆ଼ନାୟି ଇଞ୍ଜିଁ ସା଼ସ୍ତେରିତା ରା଼ସ୍କି ଆ଼ହାମାନେ, “କ୍ରୀସ୍ତଇଁ ରେ଼ପ୍ହା ତାଚାଲି ତାକି ଆମ୍ବାଆସି ଲାକପୂରୁ ହାଜାଲି ଆ଼ଡିନେସି?” ମୀରୁ ଈ କାତା ଏଲେଇନାଆଦୁ ।
7 “ଅବା ‘କିଏ ପାତାଳକୁ ଅବତରଣ କରିବ’” (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଆଣିବା ନିମନ୍ତେ)? (Abyssos )
୭ଇଞ୍ଜାଁ “କ୍ରୀସ୍ତଇଁ ହା଼ତାରି ତା଼ଣାଟି ନିକ୍ହା ତାଚାଲି, ଆମ୍ବାଆସି ତା଼ଡ଼େପୂରୁ ହାନେସି? ଈ କାତା ଜିକେଏ ମୀରୁ ଏଲେଇନାଆଦୁ ।” (Abyssos )
8 କିନ୍ତୁ ତାହା କଅଣ କହେ? “ବାକ୍ୟ ତୁମ୍ଭର ନିକଟବର୍ତ୍ତୀ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି,” ଅର୍ଥାତ୍ ଯେଉଁ ବିଶ୍ୱାସ ସମ୍ବନ୍ଧୀୟ ବାକ୍ୟ ଆମ୍ଭେମାନେ ପ୍ରଚାର କରୁ, ସେହି ବାକ୍ୟ।
୮ଏ଼ନାଆଁତାକି ଇଚିହିଁ ସା଼ସ୍ତେରିତା ରା଼ସ୍କି ଆ଼ହାମାନି ଲେହେଁ, “ମାହାପୂରୁତି ବ଼ଲୁ ମୀ ତା଼ଣା ମାନେ, ଅ଼ଡ଼େ ମୀ ଗୂତି ଇଞ୍ଜାଁ ହିୟାଁତା ମାନେ, ଆମିନି ନାମୁତି ବ଼ଲୁ ମା଼ମ୍ବୁ ୱେ଼କ୍ହି ମାନମି, ଏ଼ ବ଼ଲୁ ।”
9 ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ;
୯ମୀରୁ ଜୀସୁଇଁ ଗୂତି ତଲେ ପ୍ରବୁ ଇଞ୍ଜିଁ ଜ଼ଲିଦେରି, ଇଞ୍ଜାଁ ମାହାପୂରୁ ଏ଼ୱାଣାଇଁ ହା଼ତାରି ତା଼ଣାଟି ନିକ୍ହାମାନେସି ଇଞ୍ଜିଁ ହିୟାଁ ତଲେ ନାମିସାରେ, ଆତିହିଁ ମୀରୁ ଗେଲ୍ପି ଆ଼ଦେରି;
10 କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ।
୧୦ଇଚିହିଁ ଦାର୍ମୁଗାଟି ଲ଼କୁ ଆ଼ହାଲି ମାଣ୍ସି ହିୟାଁ ତଲେ ନାମିନେସି, ଇଞ୍ଜାଁ ଗେଲ୍ପି ଆ଼ହାଲି ଗୂତି ତଲେ ଜ଼ଲିନେସି ।
11 ଯେଣୁ ଶାସ୍ତ୍ର କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।
୧୧ଦାର୍ମୁ ସା଼ସ୍ତେରିତା ରା଼ସ୍କି ଆ଼ହାମାନେ, “ଆମ୍ବାଆସି ଜିକେଏ ତାନି ତା଼ଣା ନାମିନେସି, ଏ଼ୱାସି ଲାଜା ବେଟାଆ଼ଅସି ।”
12 କାରଣ ଯିହୁଦୀ ଓ ଗ୍ରୀକ୍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ୱରୂପ।
୧୨ଜୀହୁଦି ଇଞ୍ଜାଁ ଜୀହୁଦିଆ଼ଆତାରି ବିତ୍ରା ପାର୍ଡ଼ା ବାଚି କିନାୟି ହିଲେଏ; ବାରେଜା଼ଣା ତାକି ରଣ୍ତିଏ ପ୍ରବୁ, ଏଚେକା ଲ଼କୁ ଏ଼ୱାଣି ତା଼ଣା ପ୍ରା଼ତାନା କିନେରି, ବାରେ ଜା଼ଣାକି ଏ଼ କାର୍ମାମେହ୍ନାୟି ଆ଼ନେ ।
13 କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ।
୧୩“ଆମ୍ବାଆସି ପ୍ରବୁ ଦ଼ରୁ ଆସାନା ପ୍ରା଼ତାନା କିନେସି, ଏ଼ୱାସି ଗେଲ୍ପି ଆ଼ନେସି ।”
14 ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରି ନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି, ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ?
୧୪ସାମା ଆମ୍ବାଆରାଇଁ ନାମା ହିଲଅରି ଏ଼ନିକିହିଁ ଏ଼ୱାରି ଏ଼ୱାଣି ତା଼ଣା ପ୍ରା଼ତାନା କିନେରି? ଇଞ୍ଜାଁ ଏ଼ୱାଣି ନେହିଁ ବ଼ଲୁ ୱେନାଆନା ଏ଼ୱାରି ଏ଼ନିକିହିଁ ନାମିନେରି? ୱେ଼କ୍ନାରି ୱେ଼କ୍ଆସାରେ ଏ଼ ବ଼ଲୁ ଏ଼ୱାରି ଏ଼ନିକିହିଁ ୱେନେରି?
15 ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, “ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ।”
୧୫ଅ଼ଡ଼େ ବ଼ଲୁ ୱେ଼କ୍ହାଲି ତାକି ପାଣ୍ତ୍ୱି ଆ଼ଆସାରେ ରଅସି ଏ଼ନିକିହିଁ ବ଼ଲୁ ୱେ଼କ୍ନେସି? ଈ କାତା ସା଼ସ୍ତେରିତା ରା଼ସ୍କି ଆ଼ହାମାନେ, “ଆମିନି ଗାଟାରି ନେହିଁ ବ଼ଲୁତି କାବ୍ରୁ ତାନେରି ଏ଼ୱାରି କଡାୟାଁ ଏଚେକା ଅ଼ଜିତାଇ!”
16 କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ। କାରଣ ଯିଶାଇୟ କହନ୍ତି, “ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି?”
୧୬ସାମା ବାରେଜା଼ଣା ଏ଼ ନେହିଁ ବ଼ଲୁ ଆ଼ବା ହିଲଅରି, ଏ଼ଦାଆଁତାକି ଜିସାୟ ଏଲେଇଞ୍ଜି ମାନେସି, “ପ୍ରବୁ ମା଼ ହା଼ଡା ୱେଞ୍ଜାନା ଆମ୍ବାଆସି ନାମା ମାନେସି?”
17 ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ।
୧୭ଏ଼ନିଇଚିହିଁ ନାମୁ ୱେନି ତା଼ଣାଟି ୱା଼ନେ, ଅ଼ଡ଼େ ୱେନାୟି କ୍ରୀସ୍ତତି ନେହିଁ ବ଼ଲୁଟି ।
18 କିନ୍ତୁ ମୁଁ କହେ, “ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ୱର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା।”
୧୮ସାମା ନା଼ନୁ ଏଲେଇଇଁ, ଏ଼ୱାରି ଏ଼ନାଆଁ ଏ଼ ବ଼ଲୁ ୱେଞ୍ଜାହିଲଅରି କି? ୱେଞ୍ଜାମାନେରି, ଏ଼ନାଆଁତାକି ଇଚିହିଁ ସା଼ସ୍ତେରିତା ରା଼ସ୍କି ଆ଼ହାମାନେ; “ଏ଼ୱାରି ହା଼ଡା ବାରେ ଦାର୍ତିତା ୱେ଼ଙ୍ଗାମାନେ, ଏ଼ୱାରି କାତା ବାରେ ଦାର୍ତି ମୁଟ୍ପୁଲି ପାତେକା ୱେ଼ଙ୍ଗାମାନେ ।”
19 କିନ୍ତୁ ମୁଁ କହେ, ଇସ୍ରାଏଲ କଅଣ ଜାଣି ନାହାନ୍ତି? ପ୍ରଥମରେ ମୋଶା କହନ୍ତି, “ଆମ୍ଭେ ନଗଣ୍ୟ ଜାତି ଦ୍ୱାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ୱାରା ତୁମ୍ଭମାନଙ୍କୁ କ୍ରୋଧାନ୍ୱିତ କରିବା।”
୧୯ଅ଼ଡ଼େ ର଼ ଦେବା ନା଼ନୁ ୱେଞ୍ଜାଲି ଅଣ୍ପିମାଇଁ, ଇସ୍ରାୟେଲ ଲ଼କୁ ଏ଼ଦାଆଁ ତେଲ୍ହାଲି ଆ଼ଡାଆତେରି କି? ହା଼ରେକା ବାର୍ସା ନ଼କେଏ ମ଼ସା ଈ କାତା ୱେସାମାନେସି, “ମା଼ ଲ଼କୁଣି କାର୍ବି କିହାଲିତାକି ର଼ ଊଣା କୂଡ଼ାତି ଲେ଼ମ୍ବିନମି, ଏଲେକିହିଁ ଏ଼ ବୁଦି ହିଲାଆଗାଟି କୂଡ଼ା ତଲେ ଏ଼ୱାରାଇଁ କାର୍ବି କିୱି କିନମି ।”
20 ତାହା ପରେ ଯିଶାଇୟ ସାହସରେ କହନ୍ତି, “ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।”
୨୦ଅ଼ଡ଼େ ଜିସାୟ ସା଼ସାତଲେ ୱେସାମାନେସି, “ଆମିନି ଗାଟାରି ମାଙ୍ଗେ ପାରିମାଞ୍ଜାଆତେରି, ଏ଼ ଲ଼କୁ ମାଙ୍ଗେ ବେଟାଆୟାତେରି; ଆମିନି ଗାଟାରି ମା଼ କାତା ୱେଞ୍ଜିମାଞ୍ଜାଆତେରି, ଏ଼ୱାରି ନ଼କିତା ମା଼ମ୍ବୁ ତ଼ଞ୍ଜାଆ଼ତମି ।”
21 କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, “ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ।”
୨୧ସାମା ଏ଼ୱାସି ଇସ୍ରାୟେଲ ଲ଼କୁତି କାତା ୱେସାମାନେସି, “ର଼ ମା଼ନି କିଆନା ନା଼ କ଼ପାଟି ନିଙ୍ଗିନି କୂଡ଼ାତି ନା଼ନୁ ୱେ଼ଡ଼ା ଡୁମ୍ବେ କେୟୁ ଦା଼ସା ମାଇଁ ।”