< ପ୍ରକାଶିତ 1 >

1 ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ବର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ।
ପାର୍‌ମେଶ୍ୱାର୍‌, ୟୀଶୁ ଖ୍ରୀଷ୍ଟ୍‌ତାଃରେ ଉଦୁବାକାଦ୍‌ କାଜିକ ନେ ପୁଥିରେ ଅଲାକାନା, ଅକଆଃଚି ହୁଡିଙ୍ଗ୍‌ ଦିପିଲିରେଗି ହବାଅଃ ଲାଗାତିଙ୍ଗ୍‌ୟାଁଃ । ଏନ୍‌ ସବେନାଃ ଆୟାଃ ଦାସିକକେ ଉଦ୍‌ବାକ ନାଙ୍ଗ୍‌ ଖ୍ରୀଷ୍ଟ୍‌ ଆୟାଃ ଦାସି ଯୋହାନ୍‌କେ ନେ ସବେନାଃ ସାରିକାଏ ମେନ୍ତେ ମିଆଁଦ୍‌ ଦୁଁତ୍‌କେ ଇନିଃତାଃତେ କୁଲ୍‌କିୟା ।
2 ସେହି ଯୋହନ ଈଶ୍ବରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍‍ ସେ ଯାହାସବୁ ଦର୍ଶନ ଦେଖିଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି।
ଆଡଃ ଯୋହାନ୍‌ ଆଇଃକ୍‌ଗି ନେଲାକାଦ୍‌ତେୟାଃ ସବେନାଃଏ ଉଦୁବ୍‌କେଦା । ନେ ଅନଲ୍‌ରେ ପାର୍‌ମେଶ୍ୱାର୍‌ଆଃ କାନାଜି ଆଡଃ ୟୀଶୁ ଖ୍ରୀଷ୍ଟ୍‌ଆଃ ହରାତେ ସାର୍‌ତି କାଜିକ ଉଦୁବାକାନା ।
3 ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ।
ଜେତାଏ ନେ ଚିଟାଉରେ ଅଲାକାନ୍‌ କାଜିକ ପାଢ଼ାଅୟାଏ ଆଡଃ ଅକନ୍‌କ ଏନାରେ ଅଲାକାନ୍‌ ଆୟାର୍‌କାଜିକେ ଆୟୁମ୍‌କେଦ୍‌ତେକ ମାନାତିୟେଁଆ, ଇନ୍‌କୁ ସୁକୁତାନ୍‌ଗିୟା, ଚିଆଃଚି ଏନ୍‌ ସବେନାଃ ହବାଅଃରେୟାଃ ନେଡା ନାଡ଼େଃଗିୟା ।
4 ଯୋହନ ଏସିଆ ଅଞ୍ଚଳରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ
ଯୋହାନ୍‌ ଏସିଆ ପାର୍‌ଗାନ୍‌ରେ ତାଇନ୍‌ତାନ୍‌ ଏୟା କାଲିସିୟାକକେ ଆଇଁୟାଃ ଜହାର୍‌ । ପାର୍‌ମେଶ୍ୱାର୍‌ତାଃଏତେ ଆପେୟାଃ ସାୟାଦ୍‌ ଆଡଃ ଜୀଉସୁକୁ ହବାଅଃକା, ଅକ୍‌ନିଃଚି ମେନାଇନିଃ, ତାଇକେନ୍‍ନିଃ, ହିଜୁଃନିଃ, ଆଡଃ ଆୟାଃ ରାଜ୍‌ଗାଦି ସାମ୍‍ନାଙ୍ଗ୍‌ରେ ତାଇକାନ୍‌ ଏୟା ଆତ୍ମାତାଃଏତେ,
5 ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,
ଆଡଃ ଗନଏଃକଏତେ ପାହିଲା ଜୀଉ ବିରିଦାକାନ୍‌ନିଃ, ପାତିୟାର୍‌ରଃ ଲେକାନ୍‌ ଗାୱା ଆଡଃ ଅତେଦିଶୁମ୍‌ରେନ୍‌ ରାଜାକଆଃ ରାଜା ୟୀଶୁ ଖ୍ରୀଷ୍ଟ୍‌ଆଃ ସାୟାଦ୍‌ ଆଡଃ ଜୀଉସୁକୁ ଆପେୟାଃ ହବାଅଃକା । ଇନିଃ ଆବୁକେ ଦୁଲାଡ଼୍‌ ରିକାଃଏ ଆଡଃ ଆୟାଃ ଦାଣେଁ ରାକାବ୍‌ ଗନଏଃ ହରାତେ ଆବୁକେ ପାପ୍‌ହେତେ ରାଡ଼ାକାଦ୍‌ବୁଆ ।
6 ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ବର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍‍। (aiōn g165)
ଆଡଃ ଆୟାଃ ଆପୁ ପାର୍‌ମେଶ୍ୱାର୍‌ଆଃ ସେୱା ନାଗେନ୍ତେ ଇନିଃ ଆବୁକେ ରାଇଜ୍‌ ରିକାଏ ଲେକା ରାଜାଉଡ଼ି କିଲି ଆଡଃ ମିଆଁଦ୍‌ ଯାଜାକ୍‌ ଲେକାଏ ବାଇୟାକାଦ୍‍ବୁଆ । ସବେନ୍‌ ମାନାରାଙ୍ଗ୍‌ ଆଡଃ ପେଡ଼େଃ ଜାନାଅ ଜାନାଅ ଜାକେଦ୍‌ ୟୀଶୁ ଖ୍ରୀଷ୍ଟ୍‌ଆଃ ହବାଅଃକା! ଆମେନ୍‌ । (aiōn g165)
7 “ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ସେହିପରି ହେଉ, ଆମେନ୍‍।”
ନେଲେପେ, ଇନିଃ ରିମିଲ୍‍ରେ ହିଜୁଃତାନା, ଅତେଦିଶୁମ୍‌ରେନ୍‌ ସବେନ୍‌ ହଡ଼କ ଇନିଃକେ ନେଲିୟାକ, ଆଡଃ ଅକନ୍‌କ ଆଇଃକ୍‌କେ କିଲାକାଇ ତାଇକେନାକ ଇନ୍‌କୁ ହଗି ଇନିଃକେ ନେଲ୍‌କେଦ୍‌ତେ ବରୱାଇତାନ୍‌ଲଃ ଏୟମେୟାଁକ । ନେ ସବେନାଃ ସାର୍‌ତିଗି ହବାଅଆଃ! ଆମେନ୍‌ ।
8 “ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ,” ସେହି ପ୍ରଭୁ ଈଶ୍ବର କହନ୍ତି, “ଆମ୍ଭେ ଆରମ୍ଭ ଓ ଶେଷ।”
ପେଡ଼େୟାନ୍‌ ପ୍ରାଭୁ ପାର୍‌ମେଶ୍ୱାର୍‌ କାଜିତାନାଏ, “ଆଇଙ୍ଗ୍‌ଗି ଏନେଟେଦ୍‌ ଆଡଃ ଟୁଣ୍ଡୁ ତାନିଙ୍ଗ୍‌,” ସିଦାରେ ତାଇକେନାଇଙ୍ଗ୍‌, ନାହାଁଃ ମେନାଇୟାଁ ଆଡଃ ହିଜୁଃ ଦିପିଲିରେଇଙ୍ଗ୍‌ ହିଜୁଃଆ ।
9 ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ବରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ୱୀପରେ ଥିଲି।
ଆଇଙ୍ଗ୍‌ ଯୋହାନ୍‌, ଆପେୟାଃ ହାଗା, ଆଡଃ ୟୀଶୁଆଃ ଅତଙ୍ଗ୍‌ନିଃ ହବାୟାନ୍ତେ ଆୟାଃ ରାଇଜ୍‌ରେୟାଃ ହଡ଼କ ଚେତାନ୍‌ରେ ହବାଅଃତାନ୍‌ ଦୁକୁହାସୁକେ ଧିରାଜ୍‌ ସାବ୍‌କେଦ୍‌ତେ ସାହାତିଙ୍ଗ୍‌ ନାଗେନ୍ତେ ଆଇଙ୍ଗ୍‌ ଆପେୟାଃ ମିଆଁଦ୍‌ ହିସାଦାର୍‌ ତାନିଙ୍ଗ୍‌ । ୟୀଶୁ ଉନୁଦୁବ୍‌କାଦ୍‌ ସାନାର୍‌ତି ଆଡଃ ପାର୍‌ମେଶ୍ୱାର୍‌ଆଃ ବାଚାନ୍‌ ଉଦୁବ୍‌କେଦ୍‌ ହରାତେ ଆଇଙ୍ଗ୍‌ ପାତ୍‌ମସ୍‌ ଟାପୁତେଇଙ୍ଗ୍‌ କୁଲାକାନ୍‌ ତାଇକେନା ।
10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,
୧୦ପ୍ରାଭୁଆଃ ହୁଲାଙ୍ଗ୍‌ରେ ପାବିତାର୍‌ ଆତ୍ମା ଆଇଙ୍ଗ୍‌କେ ଆବ୍‌ରାଅକେଦିୟାଁ, ଆଡଃ ଆଇଁୟାଃ ତାୟମ୍‌ସାଃରେ ବିଙ୍ଗୁଲ୍‌ ବାଜା ସାଡ଼ିଲେକା ମିଆଁଦ୍‌ ପୁରାଃଗି ସାଡ଼ିଇଙ୍ଗ୍‌ ଆୟୁମ୍‌କେଦା ।
11 “ତୁମ୍ଭେ ଯାହା ଦର୍ଶନ ଦେଖୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ସହରରେ ଥିବା ସପ୍ତ ମଣ୍ଡଳୀଗଣକୁ, ଅର୍ଥାତ୍‍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟାଥିରା, ସାର୍ଦ୍ଦୀ, ଫିଲାଦେଲ୍‌ଫିଆ ଓ ଲାଅଦିକିଆ ନିକଟକୁ ପ୍ରେରଣ କର।”
୧୧ଜେତାଏ ମିହୁଡ଼୍‌ ଆଇଙ୍ଗ୍‌କେ କାଜିକେଦିୟାଁ, “ଆମ୍ ନେଲ୍‌ତାନ୍‌ତେୟାଃ ମିଆଁଦ୍‌ ପୁଥିରେ ଅଲ୍‌କେଦ୍‌ତେ ଦହେମେ ଆଡଃ ଏଫିସୁସ୍‌, ସ୍ମର୍ଣ୍ଣା, ପାର୍ଗାମ୍‌, ଥୁୟତିରା, ସାର୍ଦିସ୍, ଫିଲାଦେଲ୍‍ଫିୟା, ଆଡଃ ଲାଉଦିକିଆ, ନେ ଏୟା କାଲିସିୟାତାଃତେ ନେ ପୁଥିକେ କୁଲ୍‌ତାମେ ।”
12 କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି। ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ,
୧୨ଅକଏ ଆଇଁୟାଃଲଃ ଜାଗାର୍‌ତାନାଏ, ନେଆଁ ନେଲ୍‌ ନାଗେନ୍ତେଇଙ୍ଗ୍‌ ହେତାରୁହାଡ଼୍‌କେଦା ଆଡଃ ଏୟା ସୋନାରାଃ ଦିଆ ମାଣ୍ଡାଅତେୟାଃ,
13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;
୧୩ଆଡଃ ଏନ୍‌ ଦିଆ ମାଣ୍ଡାଅତେୟାଃରାଃ ଥାଲାରେ ମାନୱାହନ୍‌ଲେକା ମିହୁଡ଼୍‌କେଇଙ୍ଗ୍‌ ନେଲ୍‌କିୟା । ଆୟାଃ କାଟା ଜାକେଦ୍‌ ଜିଲିଙ୍ଗ୍‌ ଲିଜାଃ ତୁସିଙ୍ଗ୍‌ୟାଁକାନ୍‌ ଆଡଃ ଆୟାଃ କୁଡ଼ାମ୍‌ରେ ସୋନାରାଃ କାସ୍‌ନାତେ ତଲ୍‌ବିହୁରାକାନ୍‌ ତାଇକେନା ।
14 ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଳବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ,
୧୪ଇନିୟାଃ ବହଃରାଃ ଉବ୍‌, କପା ଚାଏ ବାରାଫ୍‌ ଲେକା ପୁଣ୍ଡିଗି ତାଇକେନା ଆଡଃ ଆୟାଃ ମେଦ୍‌ ସେଙ୍ଗେଲ୍ ଲେକା ଜୁଲଃତାଇକେନା ।
15 ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ।
୧୫ଇନିୟାଃ କାଟା ସେଙ୍ଗେଲ୍‌ ଭାଟିରେ ଫାର୍‌ଚିକେଦ୍‌ତେ ଚାମ୍‌କାଅଃତାନ୍‌ ପିତାଲ୍‌ ଲେକା ଝାଲ୍‌ସାଃଅ ତାଇକେନା ଆଡଃ ଆୟାଃ ସାଡ଼ି ଲିଙ୍ଗିୟଃତାନ୍‌ ଦାଆଃରାଃ ସାଡ଼ି ଲେକା ଆୟୁମଃ ତାଇକେନା ।
16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା।
୧୬ଇନିଃ ଆୟାଃ ଜମ୍‌ତିସାଃରେ ଏୟା ଇପିଲ୍‌କକେ ସାବାକାଦ୍‌କ ତାଇକେନାଏ, ଆଡଃ ଆୟାଃ ମଚାଏତେ ବାରାନ୍‌ସାଃ ଲେସେରାକାନ୍‌ ତାରାଉଡ଼ି ଅଡଙ୍ଗ୍‌ଅଃ ତାଇକେନା, ଆଡଃ ଆୟାଃ ମେଦ୍‌ମୁହାଁଡ଼୍‌ ତିକିନ୍‌ ସିଙ୍ଗି ଲେକା ଜୁଲଃ ତାଇକେନା ।
17 ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ,
୧୭ଆଇଙ୍ଗ୍‌ ଇନିଃକେ ନେଲ୍‍ଲଃଗି ଇନିୟାଃ କାଟା ସୁବାରେ ଗଜାକାନ୍‌ନିଃ ଲେକାଇଙ୍ଗ୍‌ ଉୟୁଃୟାନା । ଇନିଃ ଆଇଁୟାଃ ଚେତାନ୍‌ରେ ଆୟାଃ ଜମ୍‌ତିଃଇ ଦହକେଦ୍‌ତେ କାଜିକେଦା, “ଆଲମ୍‌ ବରଏୟା! ଆଇଙ୍ଗ୍‌ଦ ଏନେଟେଦ୍‌ ଆଡଃ ଟୁଣ୍ଡୁ ତାନିଙ୍ଗ୍‌ ।
18 “ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି। (aiōn g165, Hadēs g86)
୧୮ଆଇଙ୍ଗ୍‌ଗି ଜୀନିଦ୍‌ନିଃ ତାନିଙ୍ଗ୍‌, ଆଇଙ୍ଗ୍‌ ଗଜାକାନ୍‍ ତାଇକେନାଇଙ୍ଗ୍‌, ମେନ୍‌ଦ ନାହାଁଃ ଆଇଙ୍ଗ୍‌ ଜାନାଅ ଜାନାଅ ଜୀନିଦ୍‌ଗି ତାଇନାଇଙ୍ଗ୍‌ । ଗନଏଃ ଆଡଃ ହୁଆଙ୍ଗ୍‌ଗାଡ଼ା ଚେତାନ୍‌ରେ ଆଇଁୟାଃ ଆକ୍‌ତେୟାର୍‌ ମେନାଃ । (aiōn g165, Hadēs g86)
19 ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହାପରେ ଘଟିବ, ସେହିସବୁ ଲିପିବଦ୍ଧ କର।
୧୯ଏନାମେନ୍ତେ, ଆମ୍‌ ନେଲାକାଦ୍‌ତେୟାଃ, ନାହାଁଃ ହବାଅଃତାନ୍‌ତେୟାଃ, ଆଡଃ ତାୟମ୍‌ତେ ହବାଅଃତେୟାଃ ଅଲ୍‌କେଦ୍‌ତେ ଦହେମେ ।
20 ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି।”
୨୦ଆଇଁୟାଃ ଜମ୍‌ତିଃଇରେ ମେନାକ ଏୟା ଇପିଲ୍‍କ ଆଡଃ ଏୟା ସୋନାରାଃ ଦିଆ ମାଣ୍ଡାଅତେୟାଃରାଃ ମୁଣ୍ଡି ହବାଅଃ ତାନା, ଏନ୍ ଏୟା ଇପିଲ୍‍କ ମେନ୍‌ଲେରେ ଏୟା କାଲିସିୟାରେନ୍‍ ଦୁଁତ୍‌କ ତାନ୍‌କ ଆଡଃ ଏୟା ଦିଆ ମେନ୍‌ଲେରେ ଏୟା କାଲିସିୟା ତାନାଃ ।

< ପ୍ରକାଶିତ 1 >