< ପ୍ରକାଶିତ 1 >
1 ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ବର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ।
ମେଃନି ସାପା ଗିଆ ଗଟେନେ ୱେଡିଂକେ ଇସ୍ପର୍ ଜିସୁ କିସ୍ଟନେ ଡାଗ୍ରା ଆସୁଏବକ୍ନେ ମେଁନେ ମୁଇଂ ସାମୁଆଁ ଆକେନ୍ ଉଲିଆନ୍ନିଆ ଗ୍ନୁଆର୍ ଡିଂଲେଃକେ । ଆତେନ୍ ସାପା ସାମୁଆଁ ମେଁନେ ଗତିରେଇଂକେ ଆମ୍ୟା ନ୍ସା କିସ୍ଟ ମୁଇଂଡା କିତଂଦୁତ୍କେ ବେଚେ ମେଁନେ ଗତି ଜହନ୍କେ ଆତେନ୍ ଆମ୍ୟାକେ ।
2 ସେହି ଯୋହନ ଈଶ୍ବରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍ ସେ ଯାହାସବୁ ଦର୍ଶନ ଦେଖିଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି।
ବାରି ଜହନ୍ ନିଜେ ମେଃନେ ସାପା କେଲେଃକେ ଆତେନ୍ ଆକ୍ଅରିଆ ଆଃତ୍ନାବକେ । ଆକେନ୍ ବଇନ୍ନିଆ ଇସ୍ପର୍ନେ ବ୍ନାଲିର୍ ଆରି ଜିସୁ କିସ୍ଟନେ ବାନ୍ ଆଃତ୍ନାକ୍ନେ ସତ୍ ସାମୁଆଁ ଗ୍ନୁଆର୍ ଡିଂଲେଃକେ ।
3 ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ।
ମୁଡ଼ି ରେମୁଆଁ ଆକେନ୍ ଉଲିଆଃ ଲଃଏ ବାରି ଜାଣ୍ଡେଇଂ ଆକ୍ଅରିଆ ଗୁଆର୍କ୍ନେ ଇଡ଼ିଂଡାମୁଏଃନେ ସାମୁଆଁ ଅଁଚେ ମେଁନେ ଆଦେସ୍ଇଂ ମାନେଃଆର୍ଏ, ମେଁଇଂ ସତେଆଃ ନିମାଣ୍ଡା, ଡାଗ୍ଲା ଆତେନ୍ ସାପା ଗଟେନେ ବେଲା ଡାଗ୍ରା ଡିଂଗେ!
4 ଯୋହନ ଏସିଆ ଅଞ୍ଚଳରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ
ନିଂ ଜହନ୍ ଆସିଆ ମ୍ନା ଦେସ୍ନ୍ନିଆ ଲେଃକ୍ନେ ଗୁକ୍ଲିଗ୍ ମଣ୍ଡଲିକେ ନିଂ ସାର୍ଲଣ୍ଡିଂକେ । ଇଡ଼ିଂଡେ ଅଃସେ ଆରି ଏଃକେନ୍ନେ ଜିବନ୍ତ ଇସ୍ପର୍ ମେଁନେ ସିଂଆଁସନ ଡାଗ୍ରାନେ ଗୁକ୍ଲିଗ୍ ଆତ୍ମା,
5 ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,
ବାରି ଗୁଏନେବାନ୍ ମ୍ବ୍ରକ୍ନେ ସାପାଟୁ ପର୍ତୁମ୍ ବିସ୍ବାସ୍ନେ ସାକି ବିଣ୍ଡ୍ରେ ଆରି ଦର୍ତନିନେ ଇଃସାଙ୍ଗ୍ନେ ଇଃସାଙ୍ଗ୍ ଜିସୁ କିସ୍ଟନେ ଆଲାଦ୍ ଆରି ସାନ୍ତି ପେ ଆଡ଼ାତ୍ରା ଡିଂଲେ । ମେଁ ଆନେକେ ବଲ୍ ବାଡିଂକେ ଆରି ମେଁନେ ଗୁଏକ୍ନେ ନ୍ସା ଆନେକେ ପାପ୍ବାନ୍ ଉଦାର୍ ଡିଂବକେ ।
6 ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ବର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍। (aiōn )
ବାରି ମେଁନେ ଆବା ଇସ୍ପର୍ନେ ପୁଜା ଡିଂନେ ନ୍ସା ଆନେକେ ମୁଇଂ ପୁଜାରି କୁଲ୍ ଆଡିଂବକେ । ସାପା ଆସିର୍ବାଦ୍ ଆରି ବପୁ କାଲାଆଃ ଜିସୁ କିସ୍ଟନେ ଡିଂଲେ । ଆମେନ୍ । (aiōn )
7 “ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ସେହିପରି ହେଉ, ଆମେନ୍।”
କେଲା ମେଁ ତ୍ରିଗ୍ଡିଆନିଆ ପାଂଡିଂକେ ଦର୍ତନିନ୍ନିଆ ବାସା ଡିଂକ୍ନେ ରେମୁଆଁଇଂ ସାପାରେ ଆମେକେ କେଆର୍ଏ; ଡେକ୍ସୁଗୁଆ କି ଜାଣ୍ଡେଇଂ ଆମେକେ କୁରୁସ୍ନ୍ନିଆ ଡାଃ ବଆର୍ଗେ ମେଁଇଂ ଣ୍ଡିଗ୍ ଆମେକେ କେଚେ ବୁଟଚେ ଅଃ ଆର୍ଏ । ଏନ୍ ସାପା ସତ୍ ଗଟେଏ - ଆମେନ୍ ।
8 “ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ,” ସେହି ପ୍ରଭୁ ଈଶ୍ବର କହନ୍ତି, “ଆମ୍ଭେ ଆରମ୍ଭ ଓ ଶେଷ।”
ସାପାଟୁ ବପୁନେ ମାପ୍ରୁ ଇସ୍ପର୍ ବାସଙ୍ଗ୍ଡିଂକେ “ନିଂ କ ଆରି କ୍ଷ” ମେଁ ଅଃସେ ଲେଃଗେ, ଏଃକେ ଲେଃକେ ବାରି ଇଡ଼ିଂଡେ ପାଙ୍ଗ୍ଏ ।
9 ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ବରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ୱୀପରେ ଥିଲି।
ନିଂ ଜହନ୍ ପେନେ ମୁଇଂ ବୟାଁ ଜିସୁନେ ସିସ୍ ସୁଗୁଆ ମେଁ ରାଜ୍ୟନେ ରେମୁଆଁଇଂନେ ଆଡ଼ାତ୍ରା ଡିଂଡିଂକ୍ନେ କସ୍ଟ ଡାଟ୍ନେ ଏତେ ସମ୍ବାଲେନେ ନ୍ସା ନିଂ ପେନେ ମୁଇଂ ରେମୁଆଁ । ଜିସୁ ଆସୁଏ ବକ୍ନେ ସତ୍ ଆରି ଇସ୍ପର୍ନେ ସାମୁଆଁ ବାସଙ୍ଗ୍ନେ ନ୍ସା ନିଂ ପାତ୍ମସ୍ ଇନିନ୍ନିଆ ବନ୍ଦି ଡିଂଚେ ଡୁଙ୍ଗ୍ୱେ ବଆର୍ଗେ ।
10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,
ମାପ୍ରୁନେ ବେଲା ପବିତ୍ର ଆତ୍ମା ଆନିଂ ଗେରେକେ ବାରି ନିଂନେ ପ୍ଲାପାକା ପ୍ନି ସବ୍ଦ ରକମ୍ ମୁଇଂ ମ୍ନା ସବ୍ଦ ଙକେ ।
11 “ତୁମ୍ଭେ ଯାହା ଦର୍ଶନ ଦେଖୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ସହରରେ ଥିବା ସପ୍ତ ମଣ୍ଡଳୀଗଣକୁ, ଅର୍ଥାତ୍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟାଥିରା, ସାର୍ଦ୍ଦୀ, ଫିଲାଦେଲ୍ଫିଆ ଓ ଲାଅଦିକିଆ ନିକଟକୁ ପ୍ରେରଣ କର।”
ଜାଣ୍ଡେ ମୁଇଂଡା ଆନିଂକେ ବାସଂକେ “ନାଁ ମେଃନି କେନାଡିଂକେ ଆତେନ୍ ମୁଇଂ ଉଲିଆଃନ୍ନିଆ ଗୁଆର୍ ବ ବାରି ଏଫିସିୟ ସ୍ମର୍ଣ୍ଣା ପର୍ଗାମମ୍ ଥିଆଟିରା ସାର୍ଦ୍ଦିସ୍ ଫିଲାଦେଲ୍ଫିଆ ଆରି ଲାଓଦିକିଆନିଆ ଲେଃକ୍ନେ ମଣ୍ଡଲିଇଂନେ ଡାଗ୍ରା ମୁଇଂ ଉଲିଆଃ ବେ ବିଃ ।”
12 କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି। ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ,
ଜାଣ୍ଡେ ନିଂ ଏତେ ସାମୁଆଁ ବାସଂଡିଂକେ କିକେ ନ୍ସା ନିଂ ପ୍ଲାପାକା ପ୍ଲେଗ୍ଚେ ଙ୍କେକେ ଗୁକ୍ଲିଗ୍ ସୁନା କୁପିସ
13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;
ବାରି ଆତ୍ଅରିଆ ରେମୁଆଁ ଗଡ଼େଅ ରକମ୍ ମୁଇଂଡା ତୁଆଁ ଲେଃଗେ । ମେଁନେ ସ୍ନପୁଆ ଞ୍ଚ ଜାକ ଚ୍ଲେ ୱେଲେଃଗେ ବାରି ମେଁନେ ଗ୍ରିନିଆ ମୁଇଂ ସୁନା ବନ୍ଦ୍ନି ଗାଗ୍ ବଗେ ।
14 ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଳବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ,
ମେଁନେ ବାଆଃନେ ଉଗ୍ବ ଆରେଣ୍ଡିଆ ସୁଗୁଆ ତୁଲୁଏ ଲେଃଗେ ଆରି ମେଁନେ ମୁଆଃ ଡୁଆକ୍ନେ ସୁଆ ସୁଗୁଆ ଡୁଆଡିଂଗେ ।
15 ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ।
ମେଁନେ ଞ୍ଚ ମ୍ବାକ୍ଲିଗ୍ ସୁଆନ୍ନିଆ ନିମାଣ୍ଡା ପିତଲ୍ ସୁଗୁଆ ତ୍ନାଡିଂଗେ ବାରି ମେଁନେ ତୁମୁଆଃ ସବ୍ଦ ଜର୍ନାଣ୍ଡିଆଃ ସୁଗୁଆ ନ୍ନାଂଡିଂଗେ ।
16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା।
ମେଁ ମେଁନେ ଞ୍ଚଂତିପାକା ଗୁକ୍ଲିଗ୍ ଚାଙ୍କୁଆ ସାଃଲେଃଗେ ବାରି ମୁଇଂ ଡିଗ୍କ୍ନେ ବ୍ନାର୍ଡିଗ୍ କାଣ୍ଡା ସାସନ୍ ଆରି ନ୍ୟାୟ୍ ଡିଂନେ ସାମୁଆଁ ମେଁନେ ତୁମୁଁଆବାନ୍ ପୁଏତାର୍କେ । ମେଁନେ ସାର୍ମୁଆଁ ସ୍ମିନେ ସ୍ନି ସୁଗୁଆ ତାର୍କିଗ୍ ଲେଃଗେ ।
17 ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ,
ଆମେକେ ଙ୍କେକ୍ନେ ଦାପ୍ଡ଼େ ନିଂ ଗୁଏଃକେରକମ୍ ମେଁନେ ଞ୍ଚ ଆଲ ଲଃଙ୍ୱେକେ । ମେଁ ମେଁନେ ଞ୍ଚଂତି ନିଂ ଆଡ଼ାତ୍ରା ବଚେ ବାସଂକେ “ଆବ୍ଟଗେ ନିଂ ସିସେ ଆରି ସାରାସାରି ।
18 “ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି। (aiōn , Hadēs )
ନିଂ ନିଜେ ମ୍ବ୍ର ନ୍ଲେଃକେ; ନିଂ ଗୁଏ ନ୍ଲେଃଗେ ମାତର୍ ନିଂ ଏଃକେ ମ୍ବ୍ର ନ୍ଲେଃକେ, ମାଡାନେ ଜୁଗ୍ ଜାକ ମ୍ବ୍ର ନ୍ଲେଃଏ । ଗୁଗୁଏନେ ଆରି ନର୍କନେ କୁଚିକାଡ଼ି ନିଂ ନ୍ତିନ୍ନିଆ ଲେଃକେ । (aiōn , Hadēs )
19 ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହାପରେ ଘଟିବ, ସେହିସବୁ ଲିପିବଦ୍ଧ କର।
ତେନ୍ସା ନାଁ ମୁଡ଼ି ସାପା ବିସଏ କିକେନାଡିଂକେ, ମୁଡ଼ି ସର୍ତେ ବିସଏ ଏଃକେ ଗଟେଡିଂକେ ଆରି ମେଃନି ସାପା ଇଡ଼ିଂଡେ ଗଟେଏ, ଆତେନ୍ ଗୁଆର୍ଚେ ବ ।
20 ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି।”
ନିଂନେ ଞ୍ଚଂତିନ୍ନିଆ ଲେଃକ୍ନେ ଗୁକ୍ଲିଗ୍ ଚାଙ୍କୁଆ ଆରି ଆକେନ୍ ଗୁକ୍ଲିଗ୍ ସୁନା କୁପିସନେ ସତ୍ ସାମୁଆଁ ଡିଂଡିଂକେ, ଚାଙ୍କୁଆଇଂ ଗୁକ୍ଲିଗ୍ ମଣ୍ଡଲିନେ ଦେବ୍ଦୁତ୍ ବାରି କୁପିସଇଂ ଗୁକ୍ଲିଗ୍ ମଣ୍ଡଲି ।”