< ପ୍ରକାଶିତ 8 >
1 ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ସ୍ୱର୍ଗରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ନୀରବତା ବିରାଜିତ ହେଲା।
୧ମିଣ୍ଡିହନ୍ ଏୟା ମୋହର୍ ରାଡ଼ାକେଦ୍ଚି, ସିର୍ମା ଦିଶୁମ୍ରେ ଆଧା ଘାଣ୍ଟା ଜାକେଦ୍ ସିଃସଏଃୟାନା ।
2 ତତ୍ପରେ ମୁଁ ଈଶ୍ବରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା।
୨ଏନ୍ତେ ଆଇଙ୍ଗ୍ ପାର୍ମେଶ୍ୱାର୍ଆଃ ଆୟାର୍ରେ ତିଙ୍ଗୁଆକାନ୍ ଏୟା ଦୁଁତ୍କକେଇଙ୍ଗ୍ ନେଲ୍କେଦ୍କଆ ଆଡଃ ଇନ୍କୁକେ ଏୟା ବିଙ୍ଗୁଲ୍ବାଜା ଏମ୍ୟାନା ।
3 ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା।
୩ଏଟାଃ ଆଡଃମିଆଁଦ୍ ଦୁଁତ୍ ମିଆଁଦ୍ ସୋନାରେୟାଃ ଧୁଆନ୍ ଉରୁବ୍ତେୟାଃ ସାବ୍କେଦ୍ତେ ବେଦି ଜାପାଃରେ ତିଙ୍ଗୁୟାନା । ରାଜ୍ଗାଦି ହେପାଦ୍ରେ ତାଇନଃତାନ୍ ସୋନାରେୟାଃ ବେଦି ଚେତାନ୍ରେ ପାର୍ମେଶ୍ୱାର୍ଆଃ ହଡ଼କଆଃ ବିନ୍ତିଲଃ ମେସାକେଦ୍ତେ ଦାନ୍ ରାକାବେ ନାଙ୍ଗ୍ ଇନିଃକେ ପୁରାଃଗି ଧୁଆନ୍ ଏମ୍ୟାନା ।
4 ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ବରଙ୍କ ସମ୍ମୁଖରେ ଉଠିଲା।
୪ଏନ୍ ଦୁଁତ୍ଆଃ ତିଃଇରେ ଜୁଲଃତାନ୍ ଧୁଆନ୍ରାଃ ସୁକୁଲ୍ଲଃ ପାର୍ମେଶ୍ୱାର୍ଆଃ ହଡ଼କଆଃ ବିନ୍ତି ମେସାକେଦ୍ତେ ଚେତାନ୍ତେ ରାକାବ୍ୟାନା ।
5 ପରେ ସେହି ଦୂତ ଧୂପଦାନୀ ଘେନି ବେଦିର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ। ସେଥିରେ ବଜ୍ରଧ୍ୱନୀ, ବିଭିନ୍ନ ସ୍ୱର, ବିଜୁଳି ଓ ଭୂମିକମ୍ପ ହେଲା।
୫ଏନ୍ତେ ଦୁଁତ୍ ଧୁଆନ୍ ଉରୁବ୍ତେୟାଃରେ ବେଦିରେୟାଃ ସେଙ୍ଗେଲ୍ ପେରେଃକେଦାଏ ଆଡଃ ଏନାକେ ଅତେରେ ହୁରାଙ୍ଗ୍କେଦା । ନେଆଁ ହରାତେ ରିମିଲ୍ ସାଡ଼ିୟାନା, ହିଚିର୍କେଦାଏ ଆଡଃ ଅତେ ଏକ୍ଲାଅୟାନା ।
6 ସେତେବେଳେ ସପ୍ତ ତୂରୀଧାରୀ ସପ୍ତ ଦୂତ ତୂରୀଧ୍ୱନୀ କରିବାକୁ ପ୍ରସ୍ତୁତ ହେଲେ।
୬ଏନ୍ତେ ଏୟା ଦୁଁତ୍କ ଏୟା ବିଙ୍ଗୁଲ୍ବାଜା ସାଡ଼ି ନାଙ୍ଗ୍ ସେକାଡ଼୍ୟାନାକ ।
7 ପ୍ରଥମ ଦୂତ ତୂରୀଧ୍ୱନୀ କରନ୍ତେ ରକ୍ତ-ମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତିନି ଭାଗ ପୁଣି, ସମସ୍ତ ସବୁଜ ରଙ୍ଗର ଘାସ ଜଳିଗଲା।
୭ପାହିଲା ଦୁଁତ୍ ବିଙ୍ଗୁଲ୍ବାଜା ସାଡ଼ିକେଦ୍ଚି ଆରିଲ୍, ସେଙ୍ଗେଲ୍ ଆଡଃ ମାୟୋମ୍ ଅତେ ଚେତାନ୍ରେ ଦୁଲ୍ୟାନା । ଏନାତେ ସବେନ୍ ଦାରୁ, ହାରିୟାର୍ ତାସାଦ୍ ଆଡଃ ଅତେରେୟାଃ ଆପିହିସା ଜୁଲ୍ୟାନା ।
8 ଦ୍ୱିତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଯେପରି ଅଗ୍ନି ପ୍ରଜ୍ୱଳିତ ଗୋଟିଏ ବୃହତ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା; ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହୋଇଗଲା,
୮ଏନ୍ତେ ଏଟାଃ ଆଡଃମିଆଁଦ୍ ଦୁଁତ୍ ଆୟାଃ ବିଙ୍ଗୁଲ୍ବାଜା ସାଡ଼ିକେଦ୍ଚି ସେଙ୍ଗେଲ୍ ଜୁଲ୍ତାନ୍ ଲେକା ମିଆଁଦ୍ ମାରାଙ୍ଗ୍ ଦରେୟାରେ ହୁରାଙ୍ଗ୍ୟାନା । ଏନାତେ ଦରେୟାରେୟାଃ ଆପିହିସା ଦାଆଃ, ମାୟୋମ୍ ବାଇୟାନା ।
9 ପୁଣି, ସମୁଦ୍ରରେ ଥିବା ଜୀବମାନଙ୍କର ତୃତୀୟାଂଶ ମଲେ ଓ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା।
୯ଦରେୟାରେନ୍ ଜୀନିଦ୍ ଜାଁତୁକଏତେ ଆପିହିସା ଗଏଃୟାନାକ, ଆଡଃ ଦରେୟାରେୟାଃ ଦାଆଃ ଜାହାଜ୍କ ଆପିହିସା ନକ୍ସାନ୍ୟାନା ।
10 ତୃତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଅଗ୍ନିଶିଖା ପରି ପ୍ରଜ୍ୱଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ଖସି ନଦୀସମୂହର ତୃତୀୟାଂଶ ଓ ନିର୍ଝରଗୁଡ଼ିକ ଉପରେ ପତିତ ହେଲା;
୧୦ଏନ୍ତେ ଆପିୟା ଦୁଁତ୍ ଆୟାଃ ବିଙ୍ଗୁଲ୍ବାଜା ସାଡ଼ିକେଦ୍ଚି ସିର୍ମାଏତେ ସେଙ୍ଗେଲ୍ ଲୁଠି ଲେକା ଜୁଲଃତାନ୍ ମିଆଁଦ୍ ମାରାଙ୍ଗ୍ ଇପିଲ୍ ସବେନ୍ ଗାଡ଼ାରେୟାଃ ଆପିହିସା ଆଡଃ ସେତେଙ୍ଗ୍ ଚେତାନ୍ରେ ଉୟୁଃୟାନା ।
11 ସେହି ନକ୍ଷତ୍ରର ନାମ ନାଗଦଅଣା। ସେଥିରେ ଜଳର ତୃତୀୟାଂଶ ନାଗଦଅଣା ହେଲା, ଆଉ ଅନେକ ଲୋକ ସେହି ଜଳ ହେତୁ ମଲେ, କାରଣ ତାହା ତିକ୍ତ କରାଯାଇଥିଲା।
୧୧ଏନ୍ ଇପିଲ୍ରାଃ ନୁତୁମ୍ “ମେହେର୍ ।” ଏନାରେ ଦାଆଃରେୟାଃ ଆପିହିସା ମେହେର୍ୟାନା, ଆଡଃ ଏନ୍ ଦାଆଃ ନୁଁକେଦ୍ତେ ପୁରାଃ ହଡ଼କଆଃ ଗନଏଃ ହବାୟାନା ।
12 ଚତୁର୍ଥ ଦୂତ ତୂରୀଧ୍ୱନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର ସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ସେହି ପ୍ରକାର ହେଲା।
୧୨ଏନ୍ତେ ଉପୁନିୟା ଦୁଁତ୍ ଆୟାଃ ବିଙ୍ଗୁଲ୍ବାଜା ସାଡ଼ିକେଦ୍ଚି ସିଙ୍ଗିରାଃ ଆପିହିସା, ଚାଣ୍ଡୁଃରାଃ ଆପିହିସା, ଆଡଃ ଇପିଲ୍କଆଃ ଆପିହିସା ଜିୟନ୍ୟାନା । ଏନାତେ ମାସ୍କାଲ୍ରେୟାଃ ଆପିହିସା ନୁବାଃୟାନା । ସିଙ୍ଗିରେୟାଃ ଆପିହିସା ଆଡଃ ନୁବାଃରେୟାଃ ଆପିହିସା କା ମାସ୍କାଲ୍ୟାନା ।
13 ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଷପକ୍ଷୀ ଉଚ୍ଚସ୍ୱରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ୱନୀ କରିବାକୁ ଯାଉଅଛନ୍ତି।
୧୩ଏନ୍ତେ ଆଇଙ୍ଗ୍ ଆରିଦ୍ ରାକାବ୍କେଦାଇଙ୍ଗ୍, ଥାଲା ସିର୍ମାରେ ମିଆଁଦ୍ ବାଜ୍ ଅଡ଼େ ଆଫିର୍ତାନ୍ଲଃ କାଉରିକେଦ୍ତେ କାଜିତାନା, “ହାଏ, ଚିମିନ୍ ବରୱାନ୍ଗିୟା! ଏଟାଃ ଆପିୟା ଦୁଁତ୍କ ଆକଆଃ ବିଙ୍ଗୁଲ୍ବାଜା ସାଡ଼ି ଇମ୍ତା, ଅତେଦିଶୁମ୍ରେନ୍ ହଡ଼କଆଃ ଦୁର୍ଦାସା ଚିମିନ୍ ବରୱାନ୍ଗି ହବାଅଃଆ ।”