< ପ୍ରକାଶିତ 7 >
1 ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।
୧ଏଚେଟିଏ ନା଼ନୁ ଦାର୍ତିତି ସା଼ରି କନତା ସା଼ରିଗଟା ଦୂତୁୟାଁଇଁ ନିଚାମାନାଣି ମେସ୍ତେଏଁ, ଅ଼ଡ଼େ ଦାର୍ତିତି ସା଼ରିୱାକିତି ଗା଼ଲି ଆ଼ଙ୍ଗାମାନେରି, ଏଚେଟିଏ ଦାର୍ତି ସାମ୍ଦୁରି ଅ଼ଡ଼େ ଆମିନି ମା଼ର୍ନୁ ମୁହେଁ ଗା଼ଲି ୱା଼ଆପେୱା ଇଞ୍ଜିଁ ଗା଼ଲିତି ଆ଼ଙ୍ଗାମାନେରି ।
2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ବରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ,
୨ଅ଼ଡ଼େ ନା଼ନୁ ର଼ ଦୂତୁଇଁ ୱେ଼ଡ଼ା ହ଼ପୁୱାକିଟି ହ଼ଚାୱା଼ତାଣି ମେସ୍ତେଏଁ, ଏ଼ଦାନି କେୟୁତା ଜୀୱୁତି ମାହାପୂରୁତି ବୁଟୁ ମୁଦ୍ରା ମାଚେ, ଏ଼ ଦୂତୁ ଦାର୍ତି ଅ଼ଡ଼େ ସାମ୍ଦୁରି ନସ୍ତ କିହାଲିତାକି ସା଼ରିଗଟା ଦୂତୁକି ଅଦିକାରା ହୀହାମାଚେ, ଏ଼ଦି କାଜା ଗିୟାଁତଲେ ହା଼ଟାନା ଏଲେଇଚେ,
3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ବରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ।
୩“ମା଼ମ୍ବୁ ମାହାପୂରୁତି ସେ଼ବା କିନାରି ମୁଞ୍ଜୁତା ବୁଟୁ ମୁଦ୍ରା ନାବ୍ଗାଆ ପାତେକା ମୀରୁ ଦାର୍ତି, ସାମ୍ଦୁରି, କି ମା଼ର୍କାଣି ନସ୍ତ କିଆଦୁ ।”
4 ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,
୪ଏଚେଟିଏ ମୁଞ୍ଜୁତା ବୁଟୁ ମୁଦ୍ରା ନାବ୍ଗାନା କଡିତାରି ୧୪୪,୦୦୦ ଲ଼କୁ ମାଚେରି ଇଞ୍ଜିଁ ନା଼ନୁ ୱେଚେଏଁ ଏ଼ୱାରି ଇସ୍ରାୟେଲତି ବା଼ର କୂଡ଼ାତି ଲ଼କୁ ମାଚେରି ।
5 ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର,
୫ଜୀହୁଦା କୂଡ଼ାଟି ବା଼ର ମା଼ଣା ଲ଼କୁଇଁ ବୁଟୁ ମୁଦ୍ରା କିହାମାନେସି, ରୁବେନ୍ କୂଡ଼ାଟି ବା଼ର ମା଼ଣା, ଗାଦ୍ କୂଡ଼ାଟି ବା଼ର ମା଼ଣା,
6 ଆଶେର ବଂଶରୁ ବାର ହଜାର, ନପ୍ତାଲି ବଂଶରୁ ବାର ହଜାର, ମନଃଶି ବଂଶରୁ ବାର ହଜାର,
୬ଆସେର୍ କୂଡ଼ାଟି ବା଼ର ମା଼ଣା, ନପ୍ତାଲି କୂଡ଼ାଟି ବା଼ର ମା଼ଣା, ମନସି କୂଡ଼ାଟି ବା଼ର ମା଼ଣା,
7 ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର,
୭ସିମିୟନ କୂଡ଼ାଟି ବା଼ର ମା଼ଣା, ଲେ଼ବି କୂଡ଼ାଟି ବା଼ର ମା଼ଣା, ଇସାକାର କୂଡ଼ାଟି ବା଼ର ମା଼ଣା,
8 ସବୂଲୂନ ବଂଶରୁ ବାର ହଜାର, ଯୋଷେଫ ବଂଶରୁ ବାର ହଜାର, ବିନ୍ୟାମୀନ୍ ବଂଶରୁ ବାର ହଜାର।
୮ସୁବୁଲୁନ୍ କୂଡ଼ାଟି ବା଼ର ମା଼ଣା, ଜସେପ କୂଡ଼ାଟି ବା଼ର ମା଼ଣା, ବିନ୍ୟାମିନ୍ କୂଡ଼ାଟି ବା଼ର ମା଼ଣା ଲ଼କୁଇଁ ବୁଟୁ ମୁଦ୍ରା କିହାମାନେସି ।
9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ଡାଳଗୁଡ଼ିକ ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;
୯ଏଚେଟିଏ ନା଼ନୁ ସିନିକିତେଏଁ ମେହ୍ଦୁ ବାରେ ଜା଼ତି, ବାରେ କୂଡ଼ା, ବାରେ ଦେ଼ସା, ବାରେ ହା଼ଡା, ଏଜିକିହାଲି ଆ଼ଡାଆଗାଟି ର଼ ମାନ୍ଦା ଲ଼କୁ ଅ଼ଜିତି ଦବ୍ଲା ହିମ୍ବରିକା ହୁଚାନା କାଜୁରି ମାଟାୟାଁ କେୟୁତା ଆସାନା ସିଂଗାସାଣି ଅ଼ଡ଼େ ମେ଼ଣ୍ତା ଡା଼ଲୁ ନ଼କିତା ନିଚାମାନେରି ।
10 ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, “ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ବରଙ୍କର, ଓ ମେଷଶାବକଙ୍କର କାର୍ଯ୍ୟ।”
୧୦ଏ଼ୱାରି କାଜା ଗିୟାଁତଲେ ଏଲେଇଚେରି, “ୱାର୍ଇ ସିଂଗାସାଣିତା କୁଗାମାନି ମାହାପୂରୁ ଅ଼ଡ଼େ ମେ଼ଣ୍ତା ଡା଼ଲୁ ମାଙ୍ଗେ ଗେଲ୍ପାନାସି ।”
11 ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ବରଙ୍କୁ ପ୍ରଣାମ କରି କହୁଅଛନ୍ତି,
୧୧ସିଂଗାସାଣି, ପ୍ରାଚିନାଙ୍ଗା ଅ଼ଡ଼େ ବାରେ ସା଼ରିଗଟା ଜ଼ନ୍ତ ସା଼ରିସୁଟୁ ଲାକପୂରୁତି ଦୂତୁୟାଁ ନିଚାମାନେରି, ଅ଼ଡ଼େ ସିଂଗାସାଣି ନ଼କିତା ମୁନୁ କୁତାନା ମାହାପୂରୁଇଁ ଜହରା କିହାନା,
12 “ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ବରଙ୍କର, ଆମେନ୍।” (aiōn )
୧୨ଏଲେଇଚେରି, “ଆ଼ମେନ୍ ନେହାୟି, ଗାୱୁରମି, ବୁଦି, ଜହରା, ସାମ୍ବ୍ରମି, ଅଦିକାରା ଅ଼ଡ଼େ ବା଼ଡ଼୍ୟୁ, କା଼ଲାକା଼ଲା ତାକି ମା଼ ମାହାପୂରୁୱାୟି! ଆ଼ମେନ୍ ।” (aiōn )
13 ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?
୧୩ଅ଼ଡ଼େ ପ୍ରାଚିନାଙ୍ଗା ବିତ୍ରାଟି ରଅସି ନାଙ୍ଗେ ୱେଞ୍ଜାତେସି, “ଦବ୍ଲା ହିମ୍ବରିକା ହୁଚାମାନି ଈ ଲ଼କୁ ଆମ୍ବାଆରି? ଅ଼ଡ଼େ ଏ଼ୱାରି ଏମ୍ବିଟି ୱା଼ହାମାନେରି?”
14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ବଳୀକୃତ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି।
୧୪ନା଼ନୁ ଏ଼ୱାଣାଇଁ ଏଲେଇଚେଏଁ, “ଏ଼ ନା଼ ପ୍ରବୁ ନୀନୁଏ ଏ଼ଦାଆଁ ପୁଞ୍ଜାମାଞ୍ଜି” ଏମ୍ବାଟିଏ ଏ଼ୱାସି ଏଲେଇଞ୍ଜାତେସି, “ଈୱାରି ଆଜିହ଼ପେତି ସା଼ସ୍ତି ଅ଼ର୍ହାନା ହ଼ଚା ୱା଼ହାମାନେରି, ଇଞ୍ଜାଁ ମେ଼ଣ୍ତା ଡା଼ଲୁତି ନେତେରି ତଲେ ଏ଼ୱାରି ତାମି ହିମ୍ବରିକା ରା଼ଚାନା ଦବ୍ଲା କିହାମାନେରି ।
15 ସେଥିପାଇଁ, “ସେମାନେ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ଥାଇ, ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି,” “ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ୱରୂପ ହେବେ।
୧୫ଏ଼ଦାଆଁତାକି ଏ଼ୱାରି ମାହାପୂରୁ ଇଲୁତି ସିଂଗାସାଣି ନ଼କିତା ନିଚାନା ଲା଼ଆଁ ମାଦେନା ଏ଼ୱାଣି ଜହରା କିନେରି, ଇଞ୍ଜାଁ ସିଂଗାସାଣିତା କୁଗାମାନାସି ଏ଼ୱାରାକି ବାସାଟା଼ୟୁ ହୀନେସି ।
16 ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ,” “ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,
୧୬ଏ଼ୱାରାକି ଏଚେଲାୱା ହାକି କି ଏ଼ସ୍କି ଆ଼ଏ; ଇଞ୍ଜାଁ କାରା କି ଏ଼ନି ୱେହ୍ନାୟି ଡୀଗାଲି ଆ଼ଡେଏ ।
17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପ୍ରତିପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟରେ ସେମାନଙ୍କୁ କଢ଼ାଇ ନେବେ,” “ପୁଣି, ଈଶ୍ବର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।”
୧୭ଇଚିହିଁ ସିଂଗାସାଣି ମାଦିତି ମେ଼ଣ୍ତା ଡା଼ଲୁ ଏ଼ୱାରି ମେ଼ଣ୍ତା ଗ଼ଡ଼ୁ ଆ଼ନେସି । ଅ଼ଡ଼େ ଜୀୱୁହୀନି ଏ଼ୟୁ ହ଼ଚିମାନି ତା଼ଣା ଏ଼ୱାରାଇଁ ତା଼କିକିହା ଅ଼ନେସି, ଅ଼ଡ଼େ ମାହାପୂରୁ ଏ଼ୱାରି କାନୁତି ବାରେ କାଣ୍ତ୍ରୁ ଜେ଼ଜାତୁହ୍ନେସି ।”