< ପ୍ରକାଶିତ 6 >
1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ପରି ସ୍ୱରରେ ଏହା କହୁଥିବା ଶୁଣିଲି, ଆସ।
୧ଅ଼ଡ଼େ ନା଼ନୁ ମେ଼ଣ୍ତା ଡା଼ଲୁଇଁ ସା଼ତାଗଟା ସୀଲିୟାଁ ବିତ୍ରାଟି ର଼ ଲମ୍ବର ସୀଲି ଦେତାଣି ମେସ୍ତେଏଁ, ଅ଼ଡ଼େ ସା଼ରିଗଟା ଜ଼ନ୍ତ ବିତ୍ରାଟି ର଼ ଜ଼ନ୍ତ ହା଼ଗୁ ଗୂଣ୍ନି ହା଼ଡାତଲେ ହା଼ଟିମାଚାଣି ୱେଚେଏଁ “ୱା଼ମୁ!”
2 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ୱ, ପୁଣି, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦିଆ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ।
୨ଏମ୍ବାଟିଏ ନା଼ନୁ ସିନିକିତେଏଁ ଅ଼ଡ଼େ ର଼ ଦବ୍ଲା ଗ଼ଡ଼ା ଇଞ୍ଜାଁ ତାନି ଲାକ ହ଼ଚାମାଚାଣି କେୟୁତା ର଼ ଆମ୍ବୁ ଆସାମାଚେସି, ଅ଼ଡ଼େ ଏ଼ୱାଣାକି ର଼ ଟ଼ପେରି ହୀପ୍କିଆ଼ତେ, ଅ଼ଡ଼େ ଏ଼ୱାସି ଜୀଣା ଆ଼ହାଁ ଜୀଣା ଆୟାଲି ହ଼ଚାହାଚେସି ।
3 ମେଷଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଦ୍ୱିତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ।
୩ମେ଼ଣ୍ତା ଡା଼ଲୁ ଏଚିବେ଼ଲା ରୀ ଲମ୍ବର ସୀଲି ଦେତେସି, ଏଚିବେ଼ଲା ଅ଼ଡ଼େ ରୀ ଲମ୍ବର ଜ଼ନ୍ତ ଏଲେଇଚାଣି ୱେଚେଏଁ “ୱା଼ମୁ,”
4 ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ୍ଗ ଦିଆଗଲା।
୪ଏମ୍ବାଟିଏ ଅ଼ଡ଼େ ର଼ ଗ଼ଡ଼ା ହ଼ଚା ୱା଼ତେ, ଏ଼ଦି ନେତେରି ୱା଼ଣାଗାଟାୟି; ଲ଼କୁ ଏ଼ନିକିଁ ତା଼ମ୍ବୁ ତା଼ମ୍ବୁ ପା଼ୟ୍ୱି ଆ଼ନେରି, ଏ଼ଦାଆଁତାକି ଦାର୍ତିଟି ହିତ୍ଡ଼ି ହେକ କିହାଲି ତାନି ଲାକ ହ଼ଚାମାନାଣାକି ବା଼ଡ଼୍ୟୁ ହୀପ୍କିଆ଼ତେ ଅ଼ଡ଼େ ଏ଼ୱାଣାକି କାଜା କାଣ୍ତା ହୀପ୍କିଆ଼ତେ ।
5 ମେଷଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ ଏବଂ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ କଳା ରଙ୍ଗର ଅଶ୍ୱ, ପୁଣି, ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ।
୫ମେ଼ଣ୍ତା ଡା଼ଲୁ ଏଚିବେ଼ଲା ତୀନି ଲମ୍ବର ସୀଲି ଦେତେସି, ଏଚିବେ଼ଲା ତୀନି ଲମ୍ବର ଜ଼ନ୍ତ ଏଲେଇଞ୍ଜିମାନାଣି ୱେଚେଏଁ, “ୱା଼ହାଁ ସିନିକିମୁ” ଏମ୍ବାଟିଏ ନା଼ନୁ ସିନିକିତେଏଁ, ମେହ୍ଦୁ ର଼ କା଼ଡ଼ିନି ଗ଼ଡ଼ା; ଅ଼ଡ଼େ ଏମ୍ବାଆଁ ହ଼ଚାମାନାଣି କେୟୁତା ର଼ କେ଼ଜି ତୂକ୍ନାୟି ମାଚେ ।
6 ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ।
୬ଅ଼ଡ଼େ ନା଼ନୁ, ସା଼ରିଗଟା ଜ଼ନ୍ତତି ଗୂତିଟି ହ଼ତି ଲେହେଁତି ର଼ ହା଼ଡା ୱେଚେଏଁ; “ର଼ ଟାକା ତାକି ର଼ କେ଼ଜି ଗ଼ହଁ ଅ଼ଡ଼େ ତୀନି କେ଼ଜି କାୱ୍ଆ ଜ଼ନାୟାଁ ମେ଼ଡ଼ା ଆ଼ନୁ ସାମା ମୀରୁ ଜୀତ ମା଼ର୍ନୁତି ନିୟୁଁ ଅ଼ଡ଼େ ଅଙ୍ଗୁରି ରାସା ନସ୍ତ କିଆଦୁ ।”
7 ମେଷଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ।
୭ମେ଼ଣ୍ତା ଡା଼ଲୁ ଏଚିବେ଼ଲା ସା଼ରି ଲମ୍ବର ସୀଲି ଦେତେସି, ଇଞ୍ଜାଁ ନା଼ନୁ ସା଼ରି ଲମ୍ବର ଜ଼ନ୍ତ ଏଲେ ଇଞ୍ଜିମାଚାଣି ୱେଚେଏଁ, “ୱା଼ମୁ!”
8 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁ ବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି, ପାତାଳ ତାହାର ପଶ୍ଚାଦ୍ଗମନ କରୁଥିଲା; ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ-ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚାରି ଭାଗ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା। (Hadēs )
୮ଏମ୍ବାଟିଏ ନା଼ନୁ ସିନିକିତେଏଁ ଦାର୍ମ୍ବୁ ୱା଼ଣାଗାଟି ଗ଼ଡ଼ା, ତାନି ଲାକ ହ଼ଚାମାଚାଣି ଦ଼ରୁ ହା଼କି, ଏ଼ୱାଣି ଜେ଼ଚ ଜେ଼ଚ ଦାର୍ତି ହାଜିମାଚେ, ଏ଼ୱାରାକି ଦାର୍ତିତି ସା଼ରି ବା଼ଗା ବିତ୍ରା ର଼ ବା଼ଗା ମୁହେଁ କାଣ୍ତା, ହା଼କି, ର଼ଗ ଅ଼ଡ଼େ ଜା଼ଡ଼ାତି ଜ଼ନ୍ତ ଜିୱେଡ଼ିକା ତଲେ ପା଼ୟାଲି ବା଼ଡ଼୍ୟୁ ହୀପ୍କିଆ଼ତେ । (Hadēs )
9 ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି।
୯ମେ଼ଣ୍ତା ଡା଼ଲୁ ଏଚିବେ଼ଲା ପା଼ସା ଲମ୍ବର ସୀଲି ଦେତେସି, ଏଚିବେ଼ଲା ଆମିନି ଲ଼କୁ ମାହାପୂରୁତି ବ଼ଲୁ ତାକି ଅ଼ଡ଼େ ଏ଼ୱାରାକି ହୀପ୍କି ଆ଼ହାମାନି ସା଼କି ତାକି ହା଼ହାମାଚେରି, ଏ଼ୱାରି ଜୀୱୁୟାଁ ନା଼ନୁ ପୂଜାପିଣ୍ତା ଡ଼଼ଇ ମେସ୍ତେଏଁ ।
10 ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ?
୧୦ଏ଼ୱାରି କାଜା ଗିୟାଁତଲେ ହା଼ଟିହିଁ ଏଲେ ଇଞ୍ଜିମାଚେରି, “ସୁଦୁ ଅ଼ଡ଼େ ସାତା ପ୍ରବୁ, ନୀନୁ ଏଚରଦିନା ପାତେକା ଦାର୍ତିତି ଲ଼କୁଇଁ ନୀହାଁୟି କିଆନା ମାଙ୍ଗେ ପା଼ୟାଲି ତାକି ଏ଼ୱାରାକି ଡଣ୍ତ ହୀଆନା ପିହ୍ଦି?”
11 ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା।
୧୧ଏଚେଟିଏ ଏ଼ ବାରେଜା଼ଣା ତାକି ଦବ୍ଲା ହିମ୍ବରିକା ହୀପ୍କିଆ଼ତେ, ଇଞ୍ଜାଁ ଏ଼ୱାରି ତଲେତି ତାୟିୟାଁ ସେ଼ବା କିନାରି ଏଚରଜା଼ଣା ପା଼ୟ୍ୱି ଆ଼ନି କାତା ପା଼ୟ୍ୱି ଆ଼ଆପାତେକା ଏ଼ୱାରାକି ଅ଼ଡ଼େ ଏଚରଦିନା ଜ଼ମାଲି ୱେସ୍ପିଆ଼ତେ ।
12 ମେଷଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି, ମହା ଭୂମିକମ୍ପ ହେଲା, ସୂର୍ଯ୍ୟ ଚଟବସ୍ତ୍ର ପରି କଳା ବର୍ଣ୍ଣ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ପରି ହେଲା,
୧୨ମେ଼ଣ୍ତା ଡା଼ଲୁ ସ଼ ଲମ୍ବର ସୀଲି ଦେଚିମାଚାଟି ନା଼ନୁ ମେସ୍ତେଏଁ; ଦେବୁଣିଏ ଆଜିହ଼ପେତି ବୂମି ୱୀଡିତେ । ୱେ଼ଡ଼ା କା଼ଡ଼ିନି ୱା଼ଣା ହିମ୍ବରି ଲେହେଁ ଆ଼ତେ, ଅ଼ଡ଼େ ଲେ଼ଞ୍ଜୁ ନେତେରି ୱା଼ଣା ଆ଼ତେ ।
13 ପ୍ରବଳ ବାୟୁ ଆଘାତରେ ଡିମ୍ବିରିବୃକ୍ଷରୁ ଯେପରି ଅପକ୍ୱ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ,
୧୩କାଜା ଗା଼ଲି ଏ଼ନିକିଁ ମା଼ର୍ନୁଇଁ ୱୀଟ୍ହିସାରେ ହିଇଲି ତ଼ୟା ପା଼ଡ଼େୟିକା ତର୍ଗିନି ଲେହେଁ ହା଼ଗୁଲାକତି ହୁକାୟାଁ ଦାର୍ତିତା ତର୍ଗା ହାଚୁ ।
14 ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି, ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ।
୧୪ହା଼ଗୁପା଼କା ତ଼ଲୁ ପତି ରୂପ୍ୱି ଆ଼ତି ଲେହେଁ ରୂପ୍ୱିଆହାଁ ମେଣ୍ଙ୍ଗାହାଚେ । ଅ଼ଡ଼େ ହ଼ର୍କା ଇଞ୍ଜାଁ ସାମ୍ଦୁରି ବିତ୍ରାମାନି ଇଚି ଇଚି ଦେ଼ସାୟାଁ ତାମି ଟା଼ୟୁଟି ଗୁଚା ଆ଼ହାହାଚୁ ।
15 ଆଉ ପୃଥିବୀର ରାଜାମାନେ, ପାତ୍ର-ମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନୀମାନେ, ବଳବାନ ଲୋକମାନେ ଏବଂ ପରାଧୀନ ଓ ସ୍ୱାଧୀନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ,
୧୫ଅ଼ଡ଼େ ଦାର୍ତିତି ରାଜାୟାଁ, ସା଼ଲୱି କିନାରି, ଜୁଜୁକିନି କାଜାରି, ଦ଼ନ ଗାଟାରି, ବା଼ଡ଼୍ୟୁ ଗାଟାରି, ହ଼ଲିୟାଙ୍ଗା ଅ଼ଡ଼େ ହ଼ଲିୟାଙ୍ଗା ଆ଼ଆତାରି ଏ଼ୱାରି ବାରେଜା଼ଣା ପା଼ୱୁତା ଇଞ୍ଜାଁ ହ଼ର୍କାତି କାଜା ୱାଲ୍କା ପାର୍ଡ଼ା ଡ଼଼ଇ ହାଜାନା ଡ଼ୁଗିତେରି ।
16 ପୁଣି, ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ,
୧୬ଅ଼ଡ଼େ ଏ଼ୱାରି ହ଼ର୍କା ଇଞ୍ଜାଁ ୱାଲ୍କାଣି ହା଼ଟିହିଁ ଏଲେଇଚେରି, “ମା଼ ମୁହେଁ ତର୍ଗାନା ସିଂଗାସାଣିତା କୁଗାମାନାଣି ତା଼ଣାଟି ଅ଼ଡ଼େ ମେ଼ଣ୍ତା ଡା଼ଲୁ କ଼ପାଟି! ମାଙ୍ଗେ ଡ଼ୁକ୍ହାମୁ ।
17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି ଆଉ କିଏ ଠିଆ ହୋଇପାରେ?
୧୭ଇଚିହିଁ ଏ଼ୱାରାକି ଆଜିହ଼ପେତି କ଼ପାତି ଦିନା ଏଦାତେୟିଏ, ଇଞ୍ଜାଁ ଏମ୍ବାଆଁ ଆମ୍ବାଆସି ନିଚାଲି ଆ଼ଡିନେସି?”