< ପ୍ରକାଶିତ 5 >

1 ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଚମଡାରୁ ନିର୍ମିତ ଗୋଟିଏ ନଳାକାର ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ।
ଆଇଙ୍ଗ୍‌ ରାଜ୍‌ଗାଦିରେ ଦୁବାକାନ୍‌ନିୟାଃ ଜମ୍‌ ତିଃଇରେ ମିଆଁଦ୍‌ ମାରି ପୁଥି ନେଲ୍‌କେଦାଇଙ୍ଗ୍‌, ଏନାରେୟାଃ ବାରାନ୍‌ସାଃରେ ଅଲାକାନ୍‌ ତାଇକେନା ଆଡଃ ଏନାରେ ଏୟା ମୋହର୍‌ରାଃ ଚିହ୍ନାଁଁ ତାଇକେନା ।
2 ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ?
ଆଡଃ ଆଇଙ୍ଗ୍‌ ମିଆଁଦ୍‌ ପୁରାଃ ପେଡ଼େୟାନ୍‌ ଦୁଁତ୍‌କେଇଙ୍ଗ୍‌ ନେଲ୍‍କିୟା, ଇନିଃ ପୁରାଃ କାଉରିତାନ୍‌ଲଃ କାଜିକେଦାଏ, “ମୋହର୍‌କେ ରାଡ଼ାକେଦ୍‌ତେ, ନେ ମାରି ପୁଥିକେ ଜେତାଏ ଅଟାଃ ଦାଡ଼ି ଲେକାନ୍‌ନିଃ ମେନାଇରେଦ ଅଡଙ୍ଗ୍‌ଅଃକାଏ ।”
3 କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ।
ମେନ୍‌ଦ ଏନ୍‌ ମାରି ପୁଥି ଅଟାଃକେଦ୍‌ତେ ଏନାରେ ଅଲାକାନ୍‌ତେୟାଃ ପାଢ଼ାଅ ନାଗେନ୍ତେ ସିର୍ମାରେ, ଅତେରେ ଚାଏ ହୁଆଙ୍ଗ୍‌ଗାଡ଼ାରେ ଜେତାଏ କାକ ଅଡଙ୍ଗ୍‌ୟାନା ।
4 ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି।
ଏନ୍‌ ମାରି ପୁଥିକେ ଅଟାଃକେଦ୍‌ତେ ଏନାରେ ଚିନାଃ ଅଲାକାନା, ଏନା ପାଢ଼ାଅ ନାଗେନ୍ତେ ଜେତାଏ ମିହୁଡ଼୍‌ ହଗି ପାଢ଼ାଏ ଲେକାନ୍‌ ହଡ଼କ କାକ ନାମ୍‌ୟାନ୍‌ ହରାତେ ଆଇଙ୍ଗ୍‌ ପୁରାଃଗିଇଙ୍ଗ୍‌ ରାଆଃକେଦା ।
5 ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି।
ଏନ୍ତେ ପ୍ରାଚିନ୍‌କଏତେ ମିହୁଡ଼୍‌ ଆଇଙ୍ଗ୍‌କେ କାଜିକେଦିୟାଁ, “ଆଲମ୍‌ ରାଆଃଏୟା, ନେଲେମେ! ଦାଉଦ୍‌ଆଃ ମାରାଙ୍ଗ୍‌ କିଲି, ଯିହୁଦା କିଲିରେନ୍‌ କୁଲା ଜିତାଅକେଦ୍‌ତେ ହିଜୁଃତାନା, ଇନିଃ ନେ ଏୟା ମୋହର୍‌ ରାଡ଼ାକେଦ୍‌ତେ ମାରି ପୁଥି ଅଟାଃ ନାଗେନ୍ତେ ଦାଡ଼ିୟା ।”
6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ବରଙ୍କର ସପ୍ତ ଆତ୍ମା।
ଏନ୍ତେ ରାଜ୍‌ଗାଦିରେୟାଃ ଥାଲାମାଲାରେ ସିଦାରେନ୍‌ ଉପୁନିୟା ଜାଁତୁ ଆଡଃ ପ୍ରାଚିନ୍‌କଆଃ ଥାଲାରେ ମିଆଁଦ୍‌ ମିଣ୍ଡିହନ୍‌କେ ତିଙ୍ଗୁଆକାନ୍‌ ନେଲ୍‌କିୟାଇଙ୍ଗ୍‌ । ମିଣ୍ଡିହନ୍‌ ଦାଣେଁରାକାବ୍‌କାନ୍‌ ଲେକାଏ ଆଟ୍‌କାରଃ ତାଇକେନା । ଆୟାଃ ଏୟା ଦିରିଙ୍ଗ୍‌ ଆଡଃ ଏୟା ମେଦ୍‌ ତାଇକେନା । ଏନ୍‌ ମେଦ୍‌କ ସବେନ୍‌ ଅତେଦିଶୁମ୍‌ତେ କୁଲାକାନ୍‌ ପାର୍‌ମେଶ୍ୱାର୍‌ଆଃ ଏୟା ଆତ୍ମା ତାନାଃ ।
7 ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ।
ଏନ୍‌ ମିଣ୍ଡିହନ୍‌ ରାଜ୍‌ଗାଦିରେ ଦୁବାକାନ୍‌ନିଃତାଃତେ ସେନ୍‌କେଦ୍‌ତେ, ଇନିୟାଃ ଜମ୍‌ ତିଃଇଏତେ ମାରି ପୁଥିକେ ଇଦିକେଦା ।
8 ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା।
ଆଡଃ ଇନିଃ ମାରି ପୁଥି ତେଲାକେଦ୍‌ ଇମ୍‌ତାଗି, ଉପୁନିୟା ଜାଁତୁ ଆଡଃ ମିଦ୍‌ହିସି ଉପୁନ୍‌ ପ୍ରାଚିନ୍‌କ ମିଣ୍ଡିହନ୍‌ଆଃ ଆୟାର୍‌ରେ ଅମ୍ବାଃୟାନାକ । ଇନ୍‌କୁ ସବେନ୍‌କ ମିପିଆଦ୍‌ ବାନାମ୍‌, ଆଡଃ ବୁଗିନ୍‌ ସହାନ୍‌ ଧୁଆନ୍‌ତେ ପେରେଜାକାନ୍‌ ସୋନାରେୟାଃ ଡୁଭା ସାବାକାଦ୍‌ ତାଇକେନାକ । ଏନ୍‌ ବୁଗିନ୍‌ ସହାନ୍‌ ଧୁଆନ୍‌ରାଃ ଡୁଭାକ ହବାଅଃତାନା, ପାର୍‌ମେଶ୍ୱାର୍‌ଆଃ ହଡ଼କଆଃ ବିନ୍ତି ।
9 ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, “ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି, ଆପଣା ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ସର୍ବବଂଶ ଓ ସର୍ବଜାତିମାନଙ୍କ ମଧ୍ୟରୁ ଈଶ୍ବରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ,
ଇନ୍‌କୁ ମିଆଁଦ୍‌ ନାୱା ଦୁରାଙ୍ଗ୍‌କ ଦୁରାଙ୍ଗ୍‌କେଦା, “ମାରି ପୁଥି ତେଲାକେଦ୍‌ତେ ଏନାରେୟାଃ ମୋହର୍‌ ରାଡ଼ା ନାଙ୍ଗ୍‌ ଆମ୍‌ ଏସ୍‌କାର୍‌ ଦାଡ଼ିୟାମେ । ଚିୟାଃଚି ଆମ୍‌ ଦାଣେଁକାନ୍‌ ତାଇକେନାମ୍‌, ଆମ୍‌କେ ଦାଣେଁ ଗନଏଃ ହବାୟାନ୍‌ ହରାତେ ସବେନ୍‌ କିଲି, ଏଟାଃ ଏଟାଃ ଜାଗାର୍‌ତାନ୍‌କ, ଦିଶୁମ୍‌ ଆଡଃ ଜାତିକଏତେ ପାର୍‌ମେଶ୍ୱାର୍‌ଆଃ ନାଙ୍ଗ୍‌ ହଡ଼କକେମ୍‌ କିରିଙ୍ଗ୍‌କାଦ୍‌କଆ ।
10 ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ବରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”
୧୦ଆଡଃ ପାର୍‌ମେଶ୍ୱାର୍‌ଆଃ ସେୱା ରିକା ନାଗେନ୍ତେ ଇନ୍‌କୁକେ ମିଆଁଦ୍‌ ରାଜାଉଡ଼ି ଆଡଃ ଯାଜାକ୍‌ କିଲିରେମ୍‌ ବାଇକେଦ୍‌କଆ ଆଡଃ ଇନ୍‌କୁ ଅତେରେକ ରାଇଜେୟା ।”
11 ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ।
୧୧ଆଇଙ୍ଗ୍‌ ଆଡଃଗିଇଙ୍ଗ୍‌ ନେଲ୍‌କେଦା, କାକ ଲେକା ଦାଡ଼ିୟଃ ଦୁଁତ୍‌କ ରାଜ୍‌ଗାଦିକେ, ଉପୁନିୟା ଜାଁତୁ ଆଡଃ ପ୍ରାଚିନ୍‌କଆଃ ଚାରିୟସାଃରେ ତିଙ୍ଗୁଆକାନାକ ।
12 ସେମାନେ ଉଚ୍ଚସ୍ୱରରେ କହୁଥିଲେ, “ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି।”
୧୨କାଉରିକେଦ୍‌ତେ ଦୁରାଙ୍ଗ୍‌ତାନ୍‌ଲଃ କାଜିକେଦାକ, “ଦାଣେଁ ରାକାବାକାନ୍‌ ଏନ୍‌ ମିଣ୍ଡିହନ୍‌ ପେଡ଼େଃ, କିସାଁଣ୍‌, ସେଣାଁ, ଆକ୍‌ତେୟାର୍‌, ମାନାରାଙ୍ଗ୍‌, ମାଇନାନ୍‌ ଆଡଃ ସାହାରାଅ ନାମେ ଲେକାନ୍‌ନିଃ ତାନିଃ ।”
13 ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତନ୍ମଧ୍ୟସ୍ଥିତ ସମସ୍ତେ ଏହା କହୁଥିବା ଶୁଣିଲି, “ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ, ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର।” (aiōn g165)
୧୩ଆଡଃ ଆଇଙ୍ଗ୍‌ ସିର୍ମା ଦିଶୁମ୍‌, ଅତେ, ହୁଆଙ୍ଗ୍‌ଗାଡ଼ା ଆଡଃ ଦରେୟାରେନ୍‌ ସବେନ୍‌ ଜୀନିଦ୍‌ ଜାଁତୁକ ଆଡଃ ଅତେଦିଶୁମ୍‌ରେନ୍‌ ସବେନ୍‌ ଜାଁତୁକକେ ଦୁରାଙ୍ଗ୍‌ତାନ୍‌ ଆୟୁମ୍‌କେଦ୍‌କଆଇଙ୍ଗ୍‌ । ଇନ୍‌କୁ “ରାଜ୍‌ଗାଦିରେ ଦୁବାକାନ୍‌ନିୟାଃ ଆଡଃ ଆୟାଃ ମିଣ୍ଡିହନ୍‌ଆଃ ସାହାରାଅ, ମାନାରାଙ୍ଗ୍‌, ମାଇନାନ୍‌ ଆଡଃ ପେଡ଼େଃ ଜାନାଅ ଜାନାଅ ତାଇନାଃ!” ମେନ୍ତେକ ଦୁରାଙ୍ଗ୍‌ ତାଇକେନା । (aiōn g165)
14 ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍‍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ।
୧୪ଏନ୍‌ ଉପୁନିୟା ଜାଁତୁକ କାଜିରୁହାଡ଼୍‌ ତାଇକେନାକ, “ଆମେନ୍‌!” ଆଡଃ ପ୍ରାଚିନ୍‌କ ଅମ୍ବାଃକେଦ୍‌ତେ ଇନିଃକେ ଜହାର୍‌କିୟାକ ।

< ପ୍ରକାଶିତ 5 >